@@Ayurvedicguruji193 god only vakti dekhanty aou pure heart dekhanty kea kn bikuchi seita nuhe ..... Ame vegetarian boli kn hela kea kn karuchi taku kemty papa kahiba ....bht bada bada papa loka karuchanty sabu mahadev nka upare .... Heart re anya pain hateness rakhi bahare vegetarian hele kn fayeda ame b ta vegetarian but kaha karma ku papa kahile kn haba nija ku pure rakha
@@shonali3313 jadi karma kariba Katha pakudi bara singada chaomio Chan kahinki se chicken gira karuchi Bhagvan Sabu dekhanti hela jemiti karam semiti phala👌👌👌
@@Ayurvedicguruji193 sethire amara kn prblm seita mahadev dekhinebe but kahaku bad cmnt kariba thik nuhe loka khauchanty so se bikibe emty kete restaurant re b hauchi .... Mu vegetarian ta mane nuhe j mu kahibi semane papa karuchanty semane chori karunahanty bass loka jaha khauchanty semane sale karuchanty .... I know semane gote jiba ra meat ku sale karuchanty but nije Mariki bikunahanty ajikali loka ta sabu khaijauchanty ...... Mu ta nonveg hauthiba jagaku jaeni bcz mu pure vegetarian but kaha income source ku papa kuheni .... Papa purnya ra hisab mahadev bujhibe ame kea lokanku judge karibaku
@@Ayurvedicguruji193 thik katha guruji mu sepai Bhgban Nku dakuchi au gute Manish janam diantu jmti janma ru sampurna niramisasi te hebi au mala jaen v . A janma re ta impossible 😜😜😜😜😜
@Sachin ( the digit@l diaries) kai jeb pathan mane hindu ku maruchanti ebe kete hindu ku pathan mari leni,news bodhe dekhnu,khanyalal,harsha,ankita singh emiti kete hindu ku maruchanti
@@sukanyamajhi5539 emiti bahut case mu dekhichi madam sethipain kohuchi, Ethi ta OAS kotha uthichi, emitiki school teacher job , collage lecture job paila pore nija husband ku divorce debar case b mu dekhichi,
Aemiti hin news dekhantu samaj ku bhala msg miluchi 😊😊 ... sarala jiabna 😊😊 au ate educated hei ki bi se kebe bi garba kari nahanti 😊😊 ... au tanka husband tanka swapna ku purana karichanti ... aeita hin true love ra parichaya 😊😊 ... apana nka 2 jana nka bhala paiba aemiti thau 😊😊 ... God bless you 😊😊
Mora sneha Prema bhala paiba apana nka sahita achhi didi au bhai ... bhagaban apana nka jibana ra sukha bharidiantu 🙏🙏 mo ayusha apana nku lagu. Namaste
Thanks Ma'am, No doubt you are a great inspirational example for the society and it's your self confidence that will bring a success in your life in time....! Many thanks to your dear and near.. Mr Husband who supported you as a best ideal friend.... ❤❤❤🇮🇳🇮🇳🇮🇳🙏
Dhanyawad madam.apana e bhainka parishrama ku bhuli nahanti. Na hele kehi bi kaha upakaraku bhuli janti.puruna Manisha ti ku bhuli janti e samaj ra kichhi loka
ସଦାବେଳେ ଭଲରେ ରୁହ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି 🙏
ସାମ୍ବାଦିକ ମହାଶୟଙ୍କ ନିଚ୍ଛକ ଓ ନିରୋଳା ଉପସ୍ଥାପନା ନିମନ୍ତେ ଧନ୍ୟବାଦର ପାତ୍ର ! 🎉
ଯଦି ଏଇ ଭଉଣୀ ଭଳିଆ ସବୁ ମା ଭଉଣୀ ମାନେ ଆଉ ସ୍ତ୍ରୀ ମାନେ ହେଇଯାଆନ୍ତେ ତାହାଲେ ଓଡିଶା /ଭାରତ ପୁଣି ରାମ ରାଜ୍ୟ ଫେରିପାଆନ୍ତା.... ଆଉ ସବୁ ବୃଦ୍ଧାଶ୍ରମ ବନ୍ଦ ହେଇଯାଆନ୍ତା... ହୃଦୟ ରୁ ଭଲ ପାଇବା ଭଉଣୀ ❤... ଜଗନ୍ନାଥ ତୁମ 2ଜଣଙ୍କୁ ଭଲ ରେ ରଖନ୍ତୁ.... ❤❤❤
Gote hatare tali bajeni 🤣🤣🤣
Tu jou gandu achhua jiban sara semiti gandu heiki rahibu re murkha.... 😂😂😂
To maa bia ta heijibo
@@amagiha1046 ଧନ୍ୟବାଦ ରେ ଭାଇ.... ତୋ ମା ଭଉଣୀ ର ସେଇ ଜିନିଷ ଟା ସଦାବେଳେ ସତେଜ ରହୁ.... ମୁଁ କଣ କହିଲି ଯେ ତୁ ଭାଷା ଲଗେଇଲୁ.... ଥରେ ଭାବିଲୁ...
@@Invincible31 ହଁ ସିଏ ତ ଗୋଟେ ହାତରେ ବଜଉନି ତା ର 2ଟା ହାତ... ତା ସ୍ୱାମୀ ର ବି 2ଟା
India re safety nahi bhai
ହେ ଜଗନ୍ନାଥ , ଏ ଦମ୍ପତିଙ୍କୁ ଘଣ୍ଟ ଘୋଡେ଼ଇ ଥାଅ,ସେମାନଙ୍କ ଚଲାପଥ କୁସୁମିତ କରିଥାଅ।
Ek re chicken AAU tume kahucha ghanta ghodei😡
@@Ayurvedicguruji193 karma nhi bhagaban
@@aswinipanigrahi6515 pasu hatya Kari athi karm hi Bhagvan kuha jauchi😂
@@Ayurvedicguruji193 kn kriBa bhai lok ta khauchanti na..pasu hatya ta hoichi
Hle se krma kruchanti
@@akshaykumar786-y4f 😂🙌😂🙌
ତମ ନିଉଜ ଚାନେଲ୍ କୁ ମୋର କୋଟି କୋଟି ପ୍ରଣାମ ଏଇଭଳି ଦମ୍ପତି ମାନକଙ୍କ ଜୀବନ କାହାଣୀ ନଛାଡ଼ି କିଛି ବଦମାସ୍ ମିଡିଆ ଟୁଙ୍ଗୁରୁ ବର୍ଷା ଭଳି ହିଷ୍ଟରିଆ କାହାଣୀ କୁ ବାରମ୍ବାର ଦେଖେଇ ସମାଜ କୁ ଖରାପ କରୁଛନ୍ତି ।।🙏🙏
Au budha budhi mane emti kasta re bukuchsnti seiguda dekha jauni..emane to helebi bht strong
ଏମିତି ମଣିଷ ଙ୍କ ଠାରୁ ଏ ସମାଜ ର ଛୁଆ ମାନେ ଅନେକ କିଛି ଶିଖିବା ସହିତ ବହୁତ କିଛି ବୁଝିବା କଥା ମଧ୍ୟ.. ଏମାନଙ୍କ ଭଲପାଇବା ଏତେ ପବିତ୍ର ଯେ ସେମାନେ ଙ୍କ ପରିସ୍ଥିତି ତାଙ୍କୁ ହାରିବାକୁ ଦେଇନି. ଏକାଠି ଉଭୟ ମିଳିମିଶି ବୁଝି ବିଚାରି କାମ କରି ରହୁଛନ୍ତି ଏକା ସାଙ୍ଗରେ.. ନ ହେଲେ ଆଜି କଲି ପିଲା ତ ଭଲପାଇବା କୁ ଗୋଟେ ଖେଳ କରିସାରିଲେଣି... ଏମିତି ଯଦି ପିଲା ମାନେ ହେଇଯାନ୍ତେ ନା . ନା କୋଉ ସୌମ୍ୟ କୁ ଆତ୍ମହତ୍ୟା କରିବାକୁ ପଡନ୍ତା ନା କୋଉ ଦୀପିକା କୁ ଧାରଣା ରେ ବସିବାକୁ ପଡନ୍ତା... ଏମାନେ ଆଜି ବୁଝେଇଦେଇଛନ୍ତି ଯେ ଭଲପାଇବା ଓ ମନବଳ ଥିଲେ ସମୟ ହଉ କି ପରିସ୍ଥିତି ଯେମିତି ହଉ କେବେ ହରେଇ ପାରିବନି.🙏 ଅନେକ ଖୁସି ଲାଗିଲା ଏମାନଙ୍କୁ ଦେଖି ଏମାନଙ୍କ ଭଲପାଇବା ଦେଖି. ଆଜି ର ସ୍ୱାର୍ଥପର, ଦେହ ସୁଖ ପାଇଁ ଭଲପାଉଥିବା ମଣିଷ ମାନେ ଅନେକ ବୁଝିବା କଥା ଏଥିରୁ.. ଜଗନ୍ନାଥ ଙ୍କ କରୁଣା ସବୁବେଳେ ଏମିତି ଏ ଭଳି ମଣିଷ ଙ୍କ ଉପରେ ସଦା ସର୍ବଦା ଥାଉ . ଅନେକ ଖୁସି ରେ ଏମାନଙ୍କ ଙ୍କ ଜୀବନ ଭରିଯାଉ. 🙏
ତମ ଦି ଜଣକୁ ବହୁତ ବହୁତ ଧନ୍ୟବାଦ
ହୃଦୟରୁ ଆନ୍ତରିକ ଧନ୍ୟବାଦ ଜଣାଉଛି ଆପଣ ଦୁହିଁଙ୍କୁ l ଭଗବାନ ଆପଣଙ୍କୁ ଘଣ୍ଟ ଘୋଡ଼େଇକି ରଖନ୍ତୁ l ଜୟ ଜଗନ୍ନାଥ 🙏🙏
ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ପରିବାରକୁ ସର୍ବଦା ସାହା ଭରଷା ହୁଅନ୍ତୁ।🙏🙏🙏
Chicken karile kebe nuhe aguda Sabu papa
@@Ayurvedicguruji193 god only vakti dekhanty aou pure heart dekhanty kea kn bikuchi seita nuhe ..... Ame vegetarian boli kn hela kea kn karuchi taku kemty papa kahiba ....bht bada bada papa loka karuchanty sabu mahadev nka upare .... Heart re anya pain hateness rakhi bahare vegetarian hele kn fayeda ame b ta vegetarian but kaha karma ku papa kahile kn haba nija ku pure rakha
@@shonali3313 jadi karma kariba Katha pakudi bara singada chaomio Chan kahinki se chicken gira karuchi Bhagvan Sabu dekhanti hela jemiti karam semiti phala👌👌👌
@@shonali3313 god only bhakti dekhanti nahi papa punya karam v dekhanti 😡😡😡 apate chori kariba papa kariba sepate Rama nama japile kana haba?🙄🙄🙄
@@Ayurvedicguruji193 sethire amara kn prblm seita mahadev dekhinebe but kahaku bad cmnt kariba thik nuhe loka khauchanty so se bikibe emty kete restaurant re b hauchi .... Mu vegetarian ta mane nuhe j mu kahibi semane papa karuchanty semane chori karunahanty bass loka jaha khauchanty semane sale karuchanty .... I know semane gote jiba ra meat ku sale karuchanty but nije Mariki bikunahanty ajikali loka ta sabu khaijauchanty ...... Mu ta nonveg hauthiba jagaku jaeni bcz mu pure vegetarian but kaha income source ku papa kuheni .... Papa purnya ra hisab mahadev bujhibe ame kea lokanku judge karibaku
ମା ଆମକୁ ପଛେ ଦୁଃଖୀ କରିଦେ... କିନ୍ତୁ ତାଙ୍କୁ ଆଉ ତାଙ୍କ ପରିବାର ରେ କେଭେ ଦୁଃଖ ନ ଆସୁ.. ମା ତତେ ହେତିକି ବିନତି.. ତୋ ପାଦ ତଳେ ଆମକୁ ରଖିତା...
କର୍ମ ହିଁ ଭଗବାନ🙏🏻♥️🙏🏻
Chicken khaiba hi papa
@Sachin ( the digit@l diaries) 😂🤟
@@Ayurvedicguruji193 thik katha guruji mu sepai Bhgban Nku dakuchi au gute Manish janam diantu jmti janma ru sampurna niramisasi te hebi au mala jaen v . A janma re ta impossible 😜😜😜😜😜
@@akshaykumar786-y4f 😂😂👌
ଏପରି ସୁନ୍ଦର ଦମ୍ପତି ଙ୍କୁ ମୋର ହୃଦୟର ସହ ଅଭିନନ୍ଦନ l ଆପଣଙ୍କ କଷ୍ଟ ଦୀନେ ନିଶ୍ଚିତ ଦୂର ହବ l କଠିନ ପରିଶ୍ରମ ର ମୂଲ୍ୟ ନିଶ୍ଚିତ ଭଗବାନ ଦେବେ ଭରସା ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏
ଏହାହିଁ ସ୍ବାଭିମାନ ! ଆପଣଙ୍କ ଭଳି ଦୃଢ ମନୋବଳ ସମ୍ପନ୍ନ ମହିଳାଙ୍କ ପାଇଁ ସବୁକିଛି ସମ୍ଭବ ! 🎉❤️
Emiti ପରସ୍ପର ଭିତରେ ଭଲ ରେ ରୁହ ଜୟ ଜଗନ୍ନାଥ bhagaban tumar Mangal karantu deedi
ଜୟ ଜଗନ୍ନାଥ 🙏 ଭଗବାନ ଆପଣ ମାନଙ୍କୁ ସବୁବେଳେ ଭଲରେ ରଖନ୍ତୁ ♥️♥️♥️ ଏମିତି ଜୀବନସାଥି ସବୁ ଝିଅଙ୍କୁ ମିଳନ୍ତୁ
Dharam bhrast nai hue k chicken bikle j
Appnaka Boy Friends appnkuu Dhokka ndiyyantuuuu.....aauu khasahitaaaaaa......oho....oho....babbreyeee
Small correction ଭଉଣୀ ଏମିତି ଜୀବନସାଥି ସବୁ ଝିଅଙ୍କୁ ଏବଂ ସବୁ ପୁଅଙ୍କୁ ମିଳନ୍ତୁ
ପ୍ରଭୁ ଜଗନ୍ନାଥ ଙ୍କର ଚରଣ ତଳେ ଏତିକି ପ୍ରଣିପାତ କରିବି ଯେ,,ତମ ଭଳି କର୍ମଠ ଦମ୍ପତି ଦ୍ବୟ ଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ ସର୍ବଦା,,
ସବୁ ମୂହୁର୍ତ୍ତରେ ପରିବାରଙ୍କୁ ଭଲରେ ରଖ ଭଗବାନ।
ଏଇଟା ହି ପ୍ରକୃତ ପ୍ରେମ।
Very inspiring. God bless both of them. Tears rolling down from my eyes.
Ama hindu dharm bhagwan ki thakura kuhanti ,god nuhe bujhila
@@rashmiranjanswain7547 ଠାକୁରଙ୍କ english word ଟା କଣ...???
@@ramakrishnapanigrahi5197 god meaning thakura nuhe,Christian mane tanka Jesus ku kuhanti god,
@Sachin ( the digit@l diaries) kai jeb pathan mane hindu ku maruchanti ebe kete hindu ku pathan mari leni,news bodhe dekhnu,khanyalal,harsha,ankita singh emiti kete hindu ku maruchanti
@@rashmiranjanswain7547 bsdje
This is a good msg for society and all couple should be supportive and cooperative each other
ଏମାନେ ହେଲେ ପ୍ରକୃତ ସ୍ୱାମୀ ସ୍ତ୍ରୀ, ଯାହା ହେଉ ସ୍ତ୍ରୀ ପାଠ ପଢ଼ା ପାଇଁ ଭାଇ ଆମର ଏତେ ପରିଶ୍ରମ କରୁଛନ୍ତି, ଭାଇ ଆଉ ଗୋଟେ request ଭାଉଜଙ୍କୁ ଗୋଟେ ବର୍ଷ ପାଇଁ OAS preparation କରିବା ପାଇଁ ଉତ୍ସlହ ଦିଅ, ତୁମେ ପାରିବ ଭାଇ 🙏🙏🙏🙏🙏🙏🙏🙏🙏
Hmm Tapore OAS hela pore divorce deiki poleibo
@@tapaskumartahal9757 to aukat nh oas hbku so bakbak hanj
@@tapaskumartahal9757 Tama bhali negative thought loka bhariki achanti duniya re.. Sudhira jao re bhai.. Nija jivana re agaku badhi pariba
@@sukanyamajhi5539 emiti bahut case mu dekhichi madam sethipain kohuchi, Ethi ta OAS kotha uthichi, emitiki school teacher job , collage lecture job paila pore nija husband ku divorce debar case b mu dekhichi,
@@sukanyamajhi5539 Mo jivan re mu bahut agare achi , tame chinta koriba darkar nai ,
ଏହିତ କହିବା ପରିବାର ବାରେ ବା ଆପଣମାନଙ୍କର କାମ ଓ ଚେଷ୍ଟା ଇଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଧନ୍ୟବାଦ 👍👌💞
Ma'am your husband is great God bless you happy family
O my God ! bless the couple. go ahead my children. U r on right TRACK.
ଭଲ ଲାଗିଲା ଏମିତି ଦି ଜଣ ଙ୍କ ସଂଘର୍ଷ ଦେଖି ମୋ ଆଖିରେ ଖୁସି ର ଲୁହ ଝରି ଆସିଲା।
This is the real example of " Education is the menifestation of life"........God bless you both Couple.
ଭାଙ୍ଗି ଜାଅନି ଭଉଣୀ , ପରିଶ୍ରମ କରୁଥାଅ ନିଶ୍ଚୟ ସଫଳତା ମିଳିବ , ଭଗବାନ ସେଇମାନଙ୍କୁ ସହଯୋଗ କରନ୍ତି ଯୋଉମାନେ ପରିଶ୍ରମ କରନ୍ତି.......Ph.d complete koridio.....
ଭଗବାନ କେବଳ କର୍ମଠ ଲୋକ ଙ୍କର ସାଥ ଦେଇଥାନ୍ତି,,, ଆଉ ତମର ସାଥ ନିଶ୍ଚିତ ଦେବେ, ଜୟ ଜଗନ୍ନାଥ, 🙏
Amiti Swami bhagyare thile milonti bhogoban mangolo korontu
ଭଉଣୀ ତୁମକୁ ଧନ୍ୟବାଦ ତୁମର ପରିବାରକୁ ଜଗନ୍ନାଥ ପ୍ରଭୁ ମଙ୍ଗଳକରନୁ
ମଣିଷ ନୁହଁ ତୁମେ ଦିଜଣ, ଭଗବାନ ରେ 🙏❤❤❤
ଜଗନ୍ନାଥ ପାଖରେ ଏତିକି ପ୍ରାର୍ଥନା ସବୁବେଳେ ତୁମକୁ ଭଲ ରେ ରଖନ୍ତୁ
Kebe nuhe karana chicken
Tu keaa beee . Who r u@@Ayurvedicguruji193
ଜୟ ଜଗନ୍ନାଥ ପ୍ରଭୁ ଏମାନଙ୍କୁ ବହୁତ ଖୁସିରେ ରୁହୋନ୍ତି ଜୟ ଜଗନ୍ନାଥ 🙏🙏
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସଦାସର୍ବଦା ଏଇ ସୁନ୍ଦର ଦେବପୋମ ଦମ୍ପତିଙ୍କ ଉପରେ ଥାଉ ।
Aemiti hin news dekhantu samaj ku bhala msg miluchi 😊😊 ... sarala jiabna 😊😊 au ate educated hei ki bi se kebe bi garba kari nahanti 😊😊 ... au tanka husband tanka swapna ku purana karichanti ... aeita hin true love ra parichaya 😊😊 ... apana nka 2 jana nka bhala paiba aemiti thau 😊😊 ... God bless you 😊😊
Stree tie emiti haba darakr nuha khali...swami te bi ei bhainka bhali haba darkr .tahle jai kaunasi dampatya jibana sukhamaya hoipariba...moro bisawash...swami stree nisachaya khusire rahibe
Clapping clapping clapping.. Best of luck &God bless u.
ଭଗବାନ ଆପଣ ଦୁଇ ଜଣଙ୍କୁ ଭଲରେ ରଖନ୍ତୁ🙏
ଏଇ ଭାଇ ଆଉ ତାଙ୍କ ସ୍ତ୍ରୀ ପାଇଁ ମନ ରେ ବହୁତ ସଂମାନ ଆସୁଛି
Mora sneha Prema bhala paiba apana nka sahita achhi didi au bhai ... bhagaban apana nka jibana ra sukha bharidiantu 🙏🙏 mo ayusha apana nku lagu. Namaste
Salute to the inspiring couple..All the best wishes for them 🙏❤
ଓଡିଆରେ ପି.ଏଚ୍.ଡି. ।
ଖୁସି ଲାଗିଲା ।
ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷାର ବାର୍ତ୍ତାବହ ଆପଣ ।ପି.ଏଚ୍.ଡି.ପ୍ରମାଣପତ୍ର ମିଳିଗଲେ ଆପଣ ssb ପରିକ୍ଷା ଦିଅନ୍ତୁ ।ବେସରକାରୀ ହେଉ କି ସରକାରୀ ..ଯୋଉଠି ସୁବିଧା ହେଉପଛେ ଓଡିଆ ଅଧ୍ୟାପିକା ଭାବେ ଯୋଗ ଦିଅନ୍ତୁ ।
ଭଗବାନ ଆପଣ ଦୁଇଜଣଙ୍କୁ ଘଣ୍ଟ ଘୋଡେ଼ଇ ରଖି ଥାଆନ୍ତୁ.
ଜୟ ଜଗନ୍ନାଥ 🙏🙏🙏🙏🙏
ଖୁବ୍ ସୁନ୍ଦର ପ୍ରୟାସ ଭଉଣୀ
Wa Bhauni Tuma tharu aaji kalika jhia kichhi sikhiba darkar 🙏🙏🙏I am speechless.. 🙏
Mahaprabhu nka pakhare eatiki prarthana karibi ki aapana dui jananku bhagwan sabu khushi diantu.... 🙏
Lots of Love from Puri❤🙏🙏🙏
🙏Jai Jagannath🙏
Hey prabhu sabu tuma iccha.....❣️🙏🙏⭐🙌🙌
ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କର ମଙ୍ଗଳ ହେଉ 🙏🙏 ଜୟ ଜଗନ୍ନାଥ 🙏🙏💐💐👍👍🇮🇳🇮🇳
Good job bhaujo bhai 👌
Let's follow them. Let's learn from them, their Bondingness, dedication, labour holy thought. May God blessed them. Thanku
କର୍ମ ହିଁ ଫଳ.... 👍
Inspiration for everyone. ..
God bless you always
ସମସ୍ତେ ଯଦି ପାଠ ପଢିବେ ତେବେ ଏପରି କାମ ତ କେହି ନା କେହି କରିବେ ,ଏପରି କାମ କରିବା ଓ କାମ କରି କିଛି ଅର୍ଥ ରୋଜଗାର କରିବା କିଛି ଖରାପ ନୁହେଁ କିନ୍ତୁ କଥା ହେଉଛି ସମାଜରେ ଏପରି କାମ କୁ ଯେତିକି ସମ୍ମାନ ମିଳିବା କଥା ମିଳୁନି ,ବିଶେଷ କରି ଓଡ଼ିଶାରେ ପ୍ରାୟ ଏ କାମ ଏକ ସମ୍ମାନର କାମ ଭାବନ୍ତି ନାହିଁ .
Sabubele khusi re thao.....aau bhagawan tumara mangala karantu.....emiti manare drudha ichha rakhi karma re aagei chala...saphalata dine nischaya Tamara charana sparsha Kariba.....jay Jagannath 🙏
Thanks Ma'am, No doubt you are a great inspirational example for the society and it's your self confidence that will bring a success in your life in time....! Many thanks to your dear and near.. Mr Husband who supported you as a best ideal friend.... ❤❤❤🇮🇳🇮🇳🇮🇳🙏
ଏଭଳି news ପରିବେଷଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ
Truly inspiring the youth.. Thanks for such a great content..
Go ahead with your organization.God will help you one day.
Dhanyawad madam.apana e bhainka parishrama ku bhuli nahanti. Na hele kehi bi kaha upakaraku bhuli janti.puruna Manisha ti ku bhuli janti e samaj ra kichhi loka
Great wife and great husband ❤️❤️❤️ ,
Jagannath duhinku bhala re rakhantu
Bhagban tuma duhni nku bhla re rakhntu,, god bless both of them..
Mu bohut khusi tama ate sara patha padhi ki bi tama manare semti kichi darba anibhaba karuna I am proud of you dil se love you 👏👏👏
Hats off this couple and his dedication ❤️
Apanka tharu abeka jhia mane nihati sikhiba darkar good job sister god bless you
God bless you bro and sis keep it up wish you a bright future for you 🙏🙏💪
One of the best couple 💑 god bless you 🙏🙏🙏
Thie couple r very hard labour's in this situation have a great day.
Always You Both Stay Happy With Family
God Fulfils Both Dream
Om Sai Ram 🙏🙏🙏
ଜୟ ଜଗନ୍ନାଥ... 🙏🙏🙏🙏
Both are great always God with u because u are honest & loveing person
Wonderful couple. God Bless.
Jeebanare emiti jeevan sathi rahiba abasyaka... I'm proud of you dhi... And Bhai.
Thank you for this type of news..it has gud impact on society ...not like other news
Best couple.......... Sabu Swami pain emiti stree gote darkar.
ଜଗନ୍ନାଥ ତୁମ ଦୁହିଁଙ୍କୁ ସର୍ବଦା ଭଲରେ ରଖନ୍ତୁ.
ହେ ପ୍ରଭୁ ଜଗନ୍ନାଥ!ମଣିଷ ସମାଜରେ ଯଦି କାମ କରିବା ନାହିଁ , ତାହା ହେଲେ କାମ ନାହିଁ ତ ଖାଇବା ନାହିଁ।
ପାରିବାହିକ ଝଗଡ଼ା କୁ ନେଇ ଗଞ୍ଜାମ ଜିଲ୍ଲା ନାମରେ ଓଡ଼ିଶାବାସୀ ବହୁତ କଥା କୁହନ୍ତି କିନ୍ତୁ ଏହି ଭିଡିଓ ଦେଖିଲେ କହିବେ ଗଞ୍ଜାମ ର କିଛି ଲୋକ ଖରାପ ହେଇପାରନ୍ତି କିନ୍ତୁ ସବୁ ଲୋକ ନାହିଁ. only tag berhmapuriya ,like video .
Great mam..salute...
Work for work only
Work is life...
Pakodi ru aasuthiba paisa kan chakiri paisa tharu alaga naa achala....
Good effort sister carry on. The news channel should provide the address also to promote their business.
Ati sundar kahani...👏 God bless you both...👏 Jai jagannath 🙏
Media ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ ଏହିପରି । ଭିଡିଓ ସମାଜକୁ ଦେଖା ନ୍ତୁ । ସମାଜ ସମ୍ପର୍କ, ଭଲପାଇବା ଶିଖିବ ❤️🙏
God bless you ranjukta di
ଏ ଝିଅ ର ହସ ଆଉ ଅର୍ଚନା ର ହସ ମଧ୍ୟ ରେ କି ପାର୍ଥକ୍ୟ??? ଭାଇ ମାନେ ଦୟା କରି କମେନ୍ଟ କରନ୍ତୁ ଆଉ ସମାଜ ସୁଧୁରି ଯାଉ.
ପୂର୍ଣ୍ଣତା.... ଶୂନ୍ୟତା
Archana is best. And ya mukha
Bahut sundar. Sabubele khusi re ruha🙏🙏🙏
Middle class ame......patha padhu gote bhala job pani..😟😟😟😟...nija sauk purana pani nuha.....job pare ame sauk purana karu👍👍👍
Always keep it up for ever n to do best of luck for everything's...God bless both of you...Jai Jagannatha
ଭଉଣୀ ଭଗବାନଙ୍କର ଘର ଡେରି ରେ ଖୋଲେ କିନ୍ତୁ ପୁରା ବନ୍ଦ ନୁହେଁ।।
This is really woman empowerment. May God bless them.
KNews should give their shop address to help them.
Sabu bele khusi re ruhantu eei dampati..mu bhagaban kanku pray karuchi emane aahuri agaku jaantu aau aahuri unnati karantu..Jay Jagannath 🙏🏻
best of luck for your future
ବେଶ୍ ତ
ଭାରି ବଢିଆ
ଭଗବାନ ମଙ୍ଗଳ କରନ୍ତୁ
Sister tumo ku more kati namaskar
The way He utters " ମୋ ସ୍ତ୍ରୀ " ❤️
Bt aapana sure job paaijibe odia re....bas patients rakhantu aau sabuthi apply karantu Sabu clg maananka re...taa saha aapana ye part time b karantu....jouta aapananku khusi dauchi....
Ranjukta DD really your life story very inspirational...God bless you 🙏🌻🙏
Eie channel chanhile eie Didi nku as a odia content writer higher kariparibe.
Vagwan dampati nku bahut taraki diantu,valapaiba ra sirsa re tuma udaharana
One point you miss...if she had pg in English then story would have been different. Point is value of odia language.
Bhauni nka hasa hni bahut sundar ete kasta bhitare sei hasa ta hni mana kini nauchi❤️
SC। ST କୁଟା ତ job କରିବେ ଆଉ 90% ମାର୍କ ରଖି କି ମୂଲ ହି ଲଗିବେ general
Absolutely right
ପୂର୍ବେ ଗୋଟିଏ ପ୍ରଥା ଥିଲାଯେ sc st ର ଲୋକ ମାନେ ଅଶିକ୍ଷିତ ତେଣୁ ସରକାର ସେମାନଙ୍କୁ ଶିକ୍ଷିତ କରିବା ପାଇଁ କୋଟା ର ବ୍ୟବସ୍ଥା କଲେ କିନ୍ତୁ ଏବେ ସମସ୍ତେ ଶିକ୍ଷିତ ତେଣୁ ସରକାର ଏହି କୋଟା କୁ ଉଠାଇ ଦେବା ଦରକାର ଏହା ଦ୍ବାରା ସମାନତା ର ଅଧିକାର କ୍ଷୁର୍ଣ୍ଣ ହେଉଛି
No right