NEW ODIA FILM SANATANI RELEASE SPECIAL UPDATE
ฝัง
- เผยแพร่เมื่อ 8 ก.พ. 2025
- NEW ODIA FILM SANATANI RELEASE SPECIAL UPDATE
ସତ୍ୟ ଓ ନିର୍ଭୀକ ସମ୍ବାଦ, ଆପଣଙ୍କ ପାଖରେ ପହଞ୍ଚାଇବା ର କେବଳ ଏକ ମାଧ୍ୟମ |
(ଆପଣଙ୍କ ଭରଷା ,ଆମର ଆସା)
(ଓଡିଶା ର ସମସ୍ତ ଜିଲ୍ଲା ପାଇଁ ସାମ୍ବାଦିକ , ସାମ୍ବାଦିକା ଆବଶ୍ୟକ)
ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ-୭୦୦୮୯୬୧୩୦୩
========================
Thanks For Watching 🙏Please 👍Like, Share & Subscribe 🔔 Also Comment
========================
#rajdhanireporter
#sanatani
#movie
#newmovie
#newodiafilm
#odiafilm
#odishanews
#bhubanewar
#breakingnews
#odishatv
#otvlive
#odishabreakingnews
#odishalatestnews
#odishakhabar
#todaynews
========================
Our Website For Visit & Join Also Subscribe For Latest Update 👉 www.rajdhanireporter.com
Our TH-cam Channel Link For Subscribe 👇
• NEW ODIA FILM SANATANI...
Our WhatsApp Channel Link👇
whatsapp.com/c...
Our Facebook page 👇
www.facebook.c...
Our Facebook Official Page For Update News Follow 👇
www.facebook.c...
Our Twitter Daily Update 👉 @RajdhaniReporter
ଖ୍ରୀଷ୍ଟିଆନ ମାନେ କେବେ ଦଙ୍ଗା କରନ୍ତି ନାହିଁ ପବିତ୍ର ବାଇବେଲ ରେ ଲେଖା ଅଛି ତୁମେ ଗୋଟିଏ ଗାଲରେ ଚାପୁଡ଼ା ମାରିଲେ ଅନ୍ୟ ଗାଲ ମଧ୍ୟ ଦେଖାଅ ଏବଂ ତୁମ ଶତ୍ରୁ କୁ ପ୍ରେମ କର ଖ୍ରୀଷ୍ଟିଆନ ମାନେ କେବଳ ଯୀଶୁ କୃଶ ଉପରେ ଥାଇ ଯେଉଁ ପ୍ରେମ ଶିଖାଇ ଅଛନ୍ତି ତାକୁ ହିଁ ଅନୁସରଣ କରୁ ଆମେ ଶତ୍ରୁ କୁ ପ୍ରେମ କରିବା ସିଖିଛୁ ତେଣୁ ଅଯଥା କଥା କହି ବିଭ୍ରାନ୍ତ ସୃଷ୍ଟି କରନ୍ତୁ ନାହିଁ
Right
Right 👍
Praise the lord 🙏🙏
ସବୁ ମିଥ୍ୟା ଭାବନା ରେ ଏହି ଫିଲ୍ମ ତିଆରି କରାଯାଇଛି କାହାକୁ ଲୋଭ ଦେଖାଇ christian କରାଯାଇନି ସାର୍ ଆପଣଙ୍କ ଚିନ୍ତା ଧାରା ହିଁ ଗଲତ୍
ଆବେ ବୋକାଚୋଦା ବ୍ରାହ୍ମଣ ନିଜକୁ କଣ ଭାବୁଛ ? କିଏ କହିଲା ଆଦିବାସୀ ମନେ ହିନ୍ଦୁ ? ବ୍ରାହ୍ମଣ ମାନେ ଆଦିବାସୀ ପ୍ରତି କେତେ ଅତ୍ୟାଚାର କରିଛନ୍ତି। ସେ ବିଷୟ ରେ ଫିଲ୍ମ ତିଆରି କରୁନ 🤬🤬🤬🤬💚💚 ଜୟ ଆଦିବାସୀ 🏹
@@2duSorenvillagelife right bro.
Spon thiki kahichonti
Right
@@2duSorenvillagelife right 👍 bhai
ଆକାଶ ଓ ପୃଥିବୀ ଲୋପ ପାଇବ କିନ୍ତୁ ଇଶ୍ୱରଙ୍କ ବାକ୍ୟ କଦାପି ଲୋପ ପାଇବନି ମୁ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରୁଛି ଆଉ ମୋର ପ୍ରଭୁ ଯିଶୁଖ୍ରୀଷ୍ଟ ବିଚାର କର୍ତ୍ତା ଅଟନ୍ତି
ଏମାନେ ଆଉ ବେଶୀଦିନ ବୋଞ୍ଚି ବେ ନାହିଁ ଗର୍ଵ ବୋହୁତ ବୋଡ଼ି ଗଲାଣି
ତପି ମିଶ୍ର wait kara ତୁମ ଫଳ ତୁମେ ପାଇବ ସେତେବେଳେ ମନେ ପକେଇବ । ତୁମେ ବର୍ତ୍ତମାନ ପରୀକ୍ଷା ଲେଖୁଚ ପରୀକ୍ଷା ଫଳ ଆସିବ wait
ଆଉ କାହାକୁ ବିରୋଧ କରିବାକୁ ଦେଖିବାକୁ ମିଳିଲାନି କେବଳ ଖ୍ରୀଷ୍ଟିଆନ୍ ହିଁ ଦେଖାଯାଉଛି ବନ୍ଦ କର
ଖ୍ରୀଷ୍ଟିଆନ ଲୋକେ କେବେ ଦଙ୍ଗା କରନ୍ତି ନାହିଁ ସେମାନେ ଶାନ୍ତି ପ୍ରିୟ ଲୋକ। କେହି ହିନ୍ଦୁ ସନାତନୀ ଦଙ୍ଗା କରନ୍ତି। ଯୋର ଜବର କାହାକୁ ଖ୍ରୀଷ୍ଟିଆନ କରାଯାଇ ନାହଁ । ନିଜ ଇଚ୍ଛାରେ ଖ୍ରୀଷ୍ଟିଆନ ହୁଅନ୍ତି। ମୁଁ ହିନ୍ଦୁ ଥିଲି ମୋର ସ୍ଵ ଇଚ୍ଛାରେ ଖ୍ରୀଷ୍ଟିଆନ ହେଲି।
ଧର୍ମାନ୍ତି କରାଯାଏ ନାହିଁ ମନପରିବର୍ତ୍ତ କରାଯାଏ ତମେ ଶଳା ଫିଲ୍ମ ଦେଖିବାକୁ ଡାକୁଛ ଏହା ଗୋଟେ ବେପାର ଲଜ୍ୟା ଲାଗୁନି କି, ଖ୍ରୀଷ୍ଟିଆନ କୁ ଯେତେ ତାଡନା କରିବେ ସେତେ ଖ୍ରୀଷ୍ଟିଆନଟି ବୃଦ୍ଧି ହେବ ✝️ତମେ ଫିଲ୍ମକରି ବେପାର ଚଲାଅ ଲଙ୍ଗଳା ବାବା ହୋଇ ଶେଷରେ ବୁଲ
@@somanathMajhi-g6k Abe mu dekhichhi Christian mane longala heikhi pry karuchhanti 🤣🤣🤣🤣🤣🤣
@SanataniBy tara pramana
@@manishkumarbehera4691are ha eata pura pagala ta se bhabuchi tankara jo langala baba mane au langala mata mane jemti utupat hauchanti ta muhanku tike laja nahin ahuri katha kahuchi be sarm
@@SanataniBytate tike laja laguni tamara jo langala baba mane au mata mane jo utupat hauchanti kumbha melare jaiki tike dekhe ta pare anya kanaka na re micha abhijog
@@manishkumarbehera4691😂
ରାକ୍ଷlସ ଗୁଡାକ
to ବୋଉ କୁ gehibe
@@iamalpha-r3g ତୋ ବୋଉ କୁ ଗେହିବେନି ଛାଡ଼ିଦେବେ😃😃
Tara bau ro nai ki mo amiti kahuchu bhalare write kare😂
@@samdeny.. ରାକ୍ଷସ ଗୁଡାକ ତୋ ବୋଉ କୁ ଗେହିବେ ହେଲା ଟି ଏବେ
@@samdeny.. ତୁ ମାଗିଆ ବୋଉ spelling ଠିକ୍ ରେ କରେ ରାଣ୍ଡି ପୁଅ ଅନନ୍ତ
ଆରେ ଭାଇ ମାନେ ତମେ ମାନେ ପୁଡିଆ ଖାଇକି ଥୁକି ବାପାଇ ଜାଣିଛ ପ୍ରଭୁଙ୍କ ବିଷୟ ଜାଣିବା ପାଇଁ ହେଲେ ପହେଲା କଏଁଇନି ପୁଡିଆ ଗୁଡ଼ୁକା ଛାଡି ପକାଅ ତେବେ ଜାଣି ପାରିବ ସତ୍ୟ ବିଷୟ ଆଉ ଲେଖା ଯାଏ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତଜୀବନ ଅଟେ remindin
ମୋତେ କ'ଣ ପାଇଁ କେଜାଣି ଏହି ଲୋକ ମାନେ ମୋ ଦ୍ରୁଷ୍ଠିରେ ମଣିଷ ପରି ଲାଗୁ ନାହିଁ। ଏମାନେ ଏତେ ଷଡ଼ଯନ୍ତ୍ର କରି ସ୍ଥାନେ ସ୍ଥାନେ ଦଙ୍ଗା କରୁଛନ୍ତି, RSS bajrang କୁ ଯୁଦ୍ଧର ପ୍ରଶିକ୍ଷଣ ଦିଅନ୍ତି,ଗ୍ରାମ୍ ଷ୍ଟେନ୍ ଓ ତାଙ୍କ ଦୁଇ ପୁଅଙ୍କୁ ଜିବନ୍ତ ଜାଳି ଦେବା ଭଳି ଘୃଣ୍ୟ କାମ କରନ୍ତି, ବାଇବଲ ଉପରେ ଠିଆ କରାଇବା ଭଳି ସୟତାନିକ, ଅମାନୁଷିକ କାର୍ଯ୍ୟ କରନ୍ତି କିନ୍ତୁ ଭଦ୍ରମୁଖା ପିନ୍ଧି midia ଆଗରେ କୁହନ୍ତି, ଆମେ ସେମିତି ନୁହଁ ଆମର ଚିନ୍ତା ଧାରା ସେମିତି ନୁହେଁ। ଆରେ ଭାଇ ଆମେ ସବୁ ଜାଣୁଛୁ କିନ୍ତୁ ତୁମ ସରକାର ବୋଲି ତୁମର ଏ ଉପ୍ତାତ୍।
ଦଙ୍ଗାର ମୂଳ କାରଣ ହେଉଛି ସମ୍ଭିତ
ସମ୍ବିତ ଆଉ କଣ ବାଳ ଟା କହିବ ଚକୁଳି ପିଠା ରେ କେତେଟା କଣା 😂😂😂
@@2duSorenvillagelife 😂👍
Tapi besi kauchu
@@2duSorenvillagelife 😄😄😄😂😂
ଓଡିଶା ରେ ଯଦି ଦଙ୍ଗା ହବ ସମ୍ବିତ ଉପରେ ଦାଈ ରହିବ ଏ ପାଗଳ ଓଡିଶା ରେ ଚଳିବ ନାଇଁ
18 ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି। 19 ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ,
20 ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।”
ତୁମେ ତ ନାଟର ଗୋବର୍ଦ୍ଧନ ସମ୍ବିତ
JAYMASIKI AMEN JAYMASIKI AMEN JAYMASIKI AMEN JAYMASIKI AMEN JAYMASIKI AMEN JAYMASIKI ✝️✝️✝️✝️ AMEN
ହିନ୍ଦୁ ଧର୍ମ କେବଳ ବ୍ରାହ୍ମଣ ମାନଙ୍କ ପାଇଁ, ମିସନାରୀୟ ମାନଙ୍କ ପାଇଁ ଆଦିବାସମାନେ ଏତେ ଶିକ୍ଷିତ ହୋଇଛନ୍ତି, ତୁମଭଳି ପାଗଳ ବ୍ରାହ୍ମଣ ମାନଙ୍କ ପାଇଁ ନାହିଁ। ବ୍ରାହ୍ମଣ ମାନେ ଆଦିବାସୀ ହରିଜନ ଙ୍କୁ କେତେ ସାହାର୍ଯ୍ୟ କରୁଛନ୍ତି, ସେ ଉପରେ ଫିଲ୍ମ କରୁନାହାନ୍ତି। ହରିଜନ ଆଦିବାସୀ ମାନେ ଯୀଶୁଙ୍କୁ ଜାଣିଲେ, ତସେମାନଙ୍କୁ ଆଉ ଚାଉଳ ମିଳିବନି କି ଦକ୍ଷିଣା ମିଳିବନି। ଆଉ ଆଦିବାସୀ ମାନେ ଚାଉଳ ପାଇଁ ଖ୍ରୀଷ୍ଟିଆନ ହେଉଛନ୍ତି ବୋଲି କାହିଁକି କହୁଛ।
ସମ୍ବିତ ମିଶ୍ର ତମ ବ୍ରାହ୍ମଣ ମାନେହିଁ ଲୋକ ମାନଙ୍କୁ ଠକୁ ଛନ୍ତି । ବ୍ରାହ୍ମଣ ମାନଙ୍କୁ ନେଇ କି ଫିଲ୍ମ karun
ସବୁଠୁ ପାଗୋଳ ଲୋକ ହେଉଛି ତପି ,ସମସ୍ତେ କହୁଛନ୍ତି ଶାନ୍ତରେ, ତପି ଜଣେ ପାଗଳ କୁକୁର ତାଙ୍କପାଖରେ ଶାନ୍ତି ନାହିଁ
ଭାଇ କନ୍ଧମାଳ କୁ ଆସି ପଚାରନ୍ତୁ ଦଙ୍ଗା କିଏ କରିଥିଲା, ହିନ୍ଦୁ ନା christian?
ତୁ ଗୋଟାଏ ହୀରୋ ପାମ୍ପଡ ବେପାରୀ ପରି ଲାଗୁଛୁ
ପେରିବୁନି କଣ କରିବୁ ଜୈ ଯୀଶୁ କି
Bhai iskan baba kan karuchanti amerika re loka manaku gita prachar kari iskan dharma re dikhit karuchanti mu hindu kintu prabhu jesunku grahana karichi mo ichare tapi bhai pagala pari katha kahuchi taku bujha a kehi kahaku jabardasti karanti nahin joy prabhu jesu thank you lord jesus
ଆରେ ମୁର୍ଖ ଗୁଡ଼ାକ ପ୍ରେମ କେବେ ଜବର୍ଯସ୍ତ୍ କରା ଯାଇ ନ ଥାଏ କି ପ୍ରେମ କିଏ କାହାକୁ ଜବର୍ଜସ୍ତ୍ କରନ୍ତି ନି, ପ୍ରେମ ମନରୁ ହୁଏ ହୃଦୟ ରୁ ହୁଏ ସେଇଥିପାଇଁ ପାଗଳ ଗୁଡାକ ବୁଝିଯାଅ ତମେ କାହାକୁ ଜବର୍ଯସ୍ତ୍ କରିକି ମlରୀକି ପ୍ରେମ କରେଇ ପାରିବନି, ଆଉ ଜଉ ମାନେ ବି ଯୀଶୁ ଙ୍କୁ ଗ୍ରହଣ କରୁଛନ୍ତି ସେମାନେ ହୃଦୟରୁ ମନରୁ ସେମାନଙ୍କ ପ୍ରେମ ହେଇଥାଏ ଆଉ ସେମାନେ ଖ୍ରୀଷ୍ଟିଆନ ହେଇଥାନ୍ତି ସେଇଥିପାଇଁ ଜାଣିଯାଅ ପ୍ରେସର୍ କରିକି କିଏ କାହାକୁ ପ୍ରେମ ରେ ପକା ଯାଏନି କିମ୍ବା ତମେ କାହାକୁ ଜବର୍ଯସ୍ତ୍ କାହାକୁ ପ୍ରେମ ରେ ପକେଇ ପାରିବନି
ଆମର ଛିନ୍ତାଧାରା ତୋ ଭାଇ ଟିକ ଅଛି ତମର ଛିନ୍ତାଧାରା ନା ଜମାରୁ ଟିକ ନାହିଁ ଭାଇ ଆମେ ହେଲୁ ଖ୍ରୀଷ୍ଟିଆନ କାହାକୁ ନୀଚ ଦେକେଇବା ଭାଦ ବେବ କାହାକୁ ଦେକାଉନୁ, ପ୍ରଭୁ ଯୀଶୁ ଆମକୁ ଏହା ଶିକ୍ଷା ଦିଅନ୍ତି,ତମେ ମୋ ନାମରେ ଅପମାନ ଓ ଅନେକ ଶାସ୍ତି ପାଇଁବ ଅନେକ କଷ୍ଟ ପାଇଁବ ତୁମ୍ବେମାନେ ଦର୍ଯ୍ୟଦରି ରୁହ ତୁମ୍ଭମାନଙ୍କ ନିମନ୍ତେ ନିଚ୍ଛୟ ପରିତ୍ରାଣ ଅଛି, ଆମେନ 🙏✝️
ତିନି ଜଣଙ୍କୁ arrest କରାଯାଉ,, ସମ୍ବିତକୁ, ଲେଖଙ୍କୁ, producer କୁ,, ତାପରେ ନାଲି ଗାମୁଛା କୁ, ଆଉ ତପି ମିଶ୍ର କୁ,, ଆଉ ସବୁ ଠିକ ହେଇ ଯିବ,, ଏମାନେ ହେଲେ ଓଡିଶାକୁ ଦଙ୍ଗା ସୃଷ୍ଟି କାରି ମାନେ,, christian ମାନେ ଯେବେ ମିଶିକି ପ୍ରୋମସନ କର,, ସବୁ ଦେଖିବେ ✝️✝️✝️✝️✝️
@@jimamallick ସେଇ ତିନି ଜଣଙ୍କୁ ଖ୍ରୀଷ୍ଟିଆନ ମାନଙ୍କର ଭୟ ଅଛିକି
ଦଙ୍ଗା କରିବେ କେବଳ ହିନ୍ଦୁ ମାନେହିଁ ଖ୍ରୀଷ୍ଟିଆନ ମାନେ କେବେବି ଦଙ୍ଗା କରନ୍ତିନାହିଁ
Right
କୁକୁର ହେଇକି ରହିବୁ ସମ୍ବିତ୍, ତର ତ ଫିଲ୍ମ୍ ଚଆଲୁନି । ସେଥି ପାଇଁ ତୁ ଏମିତି ଫିଲ୍ମ ବାହାର କରୁଛୁ
ଏହା BAN ହେବା ଦରକାର
ଫିଲ୍ମ୍ ଦେଖିବା ବଡ଼ ଜିନିଷ ନୁହ ଆପଣ ମାନେ ମନେ ରଖ ଯେତେବେଳେ ଖ୍ରୀଷ୍ଟାନ୍ ଲୁକମାନେ ଅଧା ସର୍ଗକୁ ଯୀଶୁ ଖ୍ରୀଷ୍ଟ ବିଶ୍ବାସ ଲୁକମାନଙ୍କୁ ନେଲା ପରେ ଆପଣ ମାନେ ଯାଣିବେ ଖ୍ରୀଷ୍ଟାନ୍ ଲୁକମାନେ କୁଆଡେ଼ ହଯିଗଲେ
ଯେତେବେଳେ ଖ୍ରୀଷ୍ଟାନ୍ ଲୁକମାନେ ହଯିଯିବେ ସେତେବେଳେ ଆପଣ ମାନେ ବିଶ୍ବାସ କରିବେ ଅଧା ଖ୍ରୀଷ୍ଟାନ୍ ଲୁକମାନେ ବାଖି ଭାଶା ବାଦି ଲୁକମାନେ ଏ ପୃଥିବୀରେ ଅଛନ୍ତି ସେମାନଙ୍କୁ ବହୁତ୍ ବହୁତ୍ ବିପଦ ପାଇବେ ଯୀଶୁ ଯଣକୁ ବି ଛାଡ଼ିବ ନାହିଁ
ଯେମିତି କି ତମେ ଟାନୁଛ ଇଶାଇ ଲକ୍ ର ଗୋଡ
ତମେ ସିନେମା ବନେଇ କି ବ୍ୟାପାର କରୁନ
ମନୁବାଦୀମାନେ ଦଳିତ st sc କୁ ଅତ୍ୟାଚାର କରୁଥିଲେ ସେ ବିଷୟରେ କେବେ ଫିଲ୍ମ ହେବ
Immediately ban this Film. And take action those who promote this film,
I request to odisha police department of Goinda , Take strictly action them who promote .
Hey director o producer jisunka ବିଷୟରେ ଜାଣିକି ଫିଲ୍ମ କର କିଛି ଜାଣିନ
ସମ୍ବିତ୍ୱ ଭାଈ ଆପଣଙ୍କୁ ପ୍ରଭୁ ଆଶ୍ରିବାଦ କରନ୍ତୁ।
ମୋର ଇଛା, ମୁଁ କେତେ ବର୍ଷ ହିନ୍ଦୁ ହେବି, ଆଉ କେତେ ବର୍ଷ ଖ୍ରୀଷ୍ଟିଆନ ହେବି, ଆଉ କେତେ ବର୍ଷ ମସ୍ଲିମ ହେବି, ଆଉ କେତେ ବର୍ଷ ସିଖ୍ ହେବି, ଆଉ କେତେ ବ୍ରଷ ନାସ୍ତିକ ହେବି, ମୋ ଇଛା ତମର କି ଅଧିକାର ଅଛି?
ସାରା ପୁଥିବୀ christian ସଂଖ୍ୟା ବେଶୀ ଅଛନ୍ତି ।
ସାରା ପୃଥିବୀ ରେ ପାପୀ ମାନ ଙ୍କ ସଂଖ୍ୟା ଅଧିକ ରେ ଭାଇ ଯେମିତି Christian Muslim ମାନେ ଅଧିକ ଆଉ ଆଗକୁ କୁ ବି ବଢିବ ଜିଶୁ ର followers tama ଧର୍ମ ଯେତେ ବଢିବ ପାପ ସେତେ ବଢ଼ିବ ok ବୁଝିଲୁ ତା ପରେ ସିନା ଭଗବାନ୍ ଅବତାର ନେବେ
@@iamalpha-r3g tuma pori andha baktha tile papi bardibe.Bible thoroti pordontu bai tuma pori lukanka pai bible kn kohe nije janibu.
@debendrosabar3233 ପବିତ୍ର ଭଗବତ୍ ଗୀତା ପାଠ କରେ ପ୍ରକୃତ ପରମେଶ୍ଵର କୃଷ୍ଣ କୁ ପାଇବୁ Bible bhali ମିଥ୍ୟ ବହି ଯୋଉ ଥରେ କିଛି ସତ ନାଇଁ ସେଇଟା ପଢ଼ି କି କଣ ମିଳିବ
ଦେଖିବ ତୋମେ ବି christian ହେବ
@@mihirkumardigal1090ଟଙ୍କା ଖାଇକି ନା
@@deepakkumarsamal8148 ₹100000 dia mu Hindu hebi
ମୁଁ ବି Christian ହେବି bhai ମୋତେ 10 ବସ୍ତା ଚାଉଳ 10.000 ଟଙ୍କା ଦରକାର୍
Band jisu
ତୁ କେବଳ ଚକୁଳି ପିଠା ରେ କଣା ଗଣିବା ପାଇଁ ଅଛୁ,,
Dont mock God😢😢😢😢😢😢😢😢😢😢😢please🙏🙏🙏🙏
Mu sanatani kintu sinema faltu lagche amar koraput sabu Dharm saman jadi koriputai bhai sabu thke meati hala koraputra senim korabaku dabu nahi aama adibasi
Emane sabu bekar pain..ki darkar movie dekhibaku.. semiti re b odia movie kouta b vala nhi.. ajikali loka kie dekhuchi j movie..
Hindu mane adibasi manku kipari kharp bebahara karichanti taha upare film bahara kari pariba. Tome jodi satare sanata boli kahucha.
Tu gote balo producer, balo producer balo Hero balo reporter Are Bhai tum manka mundare gobar achhi
Tapi Mishra nku bjp gorvent kichhi Paisa deichhanti se lancha neichhi Christian mananku ba dharmaku ta bisaya re kahiba pain kichhi brahmana Mane tanka deichhanti Sethi pain se ehi bhali kukura pari bhakuchhi .rss loko b Paisa deichhanti .je eha kar ame tama pachhare achhu
ଆପଣ ମାନେ domoko ଦେଇଛନ୍ତି tomo Group ରୁ khouchanti ଏ ....ସମ୍ବିତ ଭଲ khota Church jaicho ଖ୍ରୀଷ୍ଟ ଧର୍ମ ବିରୁଦ୍ଧ କରେ କି janicho bible study କର ସବୁ ଜାଣିବୁ
Dhormanti korona kie koruchi ?
Hindu loko hi jobordosti hairano koronti
ମରିବ ସବୁ
ଧର୍ମବିରୁଦ୍ଧରେ ଫିଲିଇମକରି, ଆମେ ଧର୍ମବିରୁଦ୍ଧରେ ଫିଲଇମ କରିନୁ କହୁଛ l ତମକୁ ବୁଜେଇବା ଅପେକ୍ଷା ପାଗଳ ଲକକୁ ବୁଜେଇବl ଭଲ l😂😂😂😂😂😂😂😂😂😂
Mote jaha laguchhi tapi bhai bidhe hero😅😅😅
ଫିଲ୍ମ ତିଆରି ପ୍ରଡୁସର ନା ତମେ ସବୁ ମିଥ୍ୟା,ଠାସକର,
ଆରେ ତୋପି ପାଗଳ ଖାଲି ଭକୁଚୁ ମନ ଇଚ୍ଛା ଯୀଶୁଙ୍କ ବିରୁଦ୍ଧରେ କହୁଚୁ ଯିଶୁ ଭାରତରେ ଆସି କୃଷ୍ଣକୁ ପୂଜା କରୁଥିଲେ ଯୀଶୁଙ୍କର 3 ଗାର୍ଲ୍ ଫ୍ରେଣ୍ଡ୍ ଥିଲେ ଇତ୍ୟାଦି କହୁଛୁ ପୁଣି ଖ୍ରୀଷ୍ଟିଆନ୍ ଚାଉଳ ପାଇଁ ପଇସା ପାଇଁ ହିନ୍ଦୁ ଧର୍ମ ଛାଡ଼ି ଛନ୍ତି ତାର ପ୍ରମାଣ ତ ପାଖରେ ଅଛି ଯଦି ଆଣୁନୁ
ଏମାନଙ୍କର ଚିତ୍ତ ଗର୍ବିତ ହେଉଛି, ପ୍ରଭୁ ସେମାନଙ୍କୁ ଦଣ୍ଡ ଦିଅନ୍ତୁ 😂😂
ତପି ବାବୁ ଆପଣ ଦୟାକରି ମିଥ୍ୟା ମନଗଢା କାହାଣୀ କହି ଚାଲନ୍ତୁ ନାହିଁ, ପ୍ରଭୁ ଆପଣଙ୍କୁ କ୍ଷମା କରନ୍ତୁ l GOOD BLESS YOU
ସିନି ମାହେଲା ଆଉ ଯାତ୍ରା ହେଲା ଏହି ଦୁଇ ଯାକ-ଭଉଣୀ ଭାଇ ମାନଙ୍କୁ ବେଶ୍ୟା କଲା ଛି
Nischaya bhal film hai thiba 🎉🎉
Jaihind jai jagannath ❤
ଜଣେ ଅଭିନେତା ହିସାବରେ ଏଇଭଳି ଫିଲ୍ମ୍ ପାଇଁ ରାଜିହେବା ତୋର ମୂର୍ଖାମି
ଧର୍ମ ବିରୁଦ୍ଧ ରେ ନାହିଁ ହେଲେ କଣ ସେଇଟା cup syirap ଦେଇ କି paracitamal ଦେଇ କି ଧର୍ମ ପରିବର୍ତ୍ତନ କରୁଛ ବୋଲି କହୁଛ ଯୀଶୁଙ୍କ ନାମରେ ପରିତ୍ରାଣ ଅଛି ତମ ରାମ ନା ରେ ପରିତ୍ରାଣ ଅଛି କି
ସମ୍ବିତ you are ଟାର୍ଗେଟ. ଆପଣ ବହୁତ ବିପଦରେ
ବହୁତ ଜଲଦି ଆପଣ ମାନେ ବି Christian ହେଇଯିବେ ଏହା ମୋର ବିଶ୍ୱାସ.... 🙏ଆମେନ
ଭାଇ ମୁଁ ବି Christian ହେବାକୁ ଚାହୁଁଛି କିନ୍ତୁ ମୋତେ 10.000 ଟଙ୍କା ପାଞ୍ଚ ବସ୍ତା ଚାଉଳ ଦରକାର୍ ତା ହେଲେ ମୁଁ ସନାତନ ଧର୍ମ ଛାଡ଼ିବି
ଯୀଶୁ କେବେ କହିଲେ ମାନବ ସେବା ହିଁ ମାଧବ ସେବା film ଫ୍ଲପ଼
ଚକୁଳି ପିଠା ରେ କେତେ ଟା କଣା କିଏ କହିବ ତମେ କିଏ ଜାଣିନ କେବଳ ସମ୍ଭିତ୍ sir କହିବେ 😂❤😊
ସମ୍ବାଦିକ ଭାଇ, ହିନ୍ଦୁ ଧର୍ମ ବିରୋଧରେ film କରିବାକୁ ଦେବ କି, ପଚାରନ୍ତୁ l
ହିନ୍ଦୁ ଧର୍ମର ପଣ୍ଡିତ, ପୂଜାରୀ ଆଉ ବ୍ରାହ୍ମଣ ମାନେ କଣ ଧର୍ମ ପରିବର୍ତନ କରୁ ନାହାନ୍ତି?
Truth is truth....
Tapi Mishra correct
Right 👍 bro
Tapemesara god jendabada🎉🎉🎉🎉
Sanatani andhabhakta❤
ହଇରେ ହିରୋ ତୋର ମା ବାପାଙ୍କୁ ଙ୍କୁ କି ତେତେ କେବେ କେଉଁ ଖ୍ରୀଷ୍ଟ ଧର୍ମ ର ଲୋକ ପ୍ରଲୋଭନ କରିଥିଲେ କି? ଯେବେ ଚର୍ଚ୍ଚ ତୁ ଯାଇଛୁ ତେବେ ତତେ କେହି କହିଛନ୍ତି କି?
ସତ କଥା। ଗୋଟିଏ ମାତ୍ର ଧର୍ମ ସନାତନ ଧର୍ମ । ସାରା ଜଗତର ନାଥ କେବଳ ଜଗନ୍ନାଥ।
Swarga matya patala surjya chandra graha nakhetra srusti karta se hauchanti deba manaka deba prabhu manaka prabhu raja manaka raja tri pura bijaye satya jibita mo prabhu jesunkara joy hau thank you lord jesus
Jay Shree Ram
Balo badeibo
Ban heba darkar
Jadi film release pare kichhi christian mananku upare kichi hue tebe sambit arrest heba
Aare Christyan Mane dhormontkorono mono paporu mono poribortono koranti ❤haleluya
Jai shree Ram 🚩 movie right
ତମେ ଶଳେ ବି ସମୟ ଆସିବ ପରିବର୍ତ୍ତନ ହେବ।
Now the god of peace will crush Satan under your feel wite haste the grace of our lord jisus Christ be with you topo Mishra god bless you sir
ଏଇ ବଳିଆ ବାଳ ମୋଭି କିଏ ଦେଖିବ ତମେ ବ୍ରାହ୍ମଣ ମାନେ ଦେଖ
But now having been revealed through the prophetic writing according to the command of the enternal god..... To the obidicnce of faith.. heaving been made know to all the nation ✝️✝️✝️ Romi 16:25-26
ଚକୁଡ଼ି ପିଟାରେ କେତେଟା କଣା ସଂବିତ୍ ତମକୁ କଣାଟା ଜଣା 😂😂😂😂😂
ତପି ଅର୍ଥ କୁକୁର ସେ ଭୁଲ୍ ମାଗିବ ତାର ବାନ୍ତି ଖାଇବା ପଇଁ ପୁନବାର ଫେରିବ ଆମେ କାହିଁକି ବିଶ୍ବାସ ମତରୁ ଫରିବୁ ?
Cinema history' ସବୁ ଭୁଲ୍ ସେଥି ପାଇଁ ରିଲିଜ୍ koriboni କରିବେନି
Sambeet ତୋ ଗୋଟେ ବୋକା ଭାଷା change କରୁଛୁ କଣ
ସମୁଦ୍ର ମଝିରେ କଣ ଅଛି।।।।
Sovhit bhai mo proshno tamara answer ???????chokuli pita re keteta kona ochhi kuho😂😂😂😂
ଛକୁଲି ପିଟା ରେ କେତଟି କଣା ଭାଇ ଜାଣିଛ କି ମୋ ବାଲୋ ଫିଲ୍ଲମ୍
Sambita ra mebi eta hi last movie 😂😂😂
ତପି ମିଶ୍ର ଯୀଶୁଙ୍କର 3 ଟା girlfriend ତ ରାମଙ୍କର 5ଟା ବାପା ଆମେ ତ ଜାଣି ଥିଲୁ ରାମଙ୍କର ବାପା ଜଣେ ବଲି କିନ୍ତୁ ଭଗେଶ୍ୱର୍ ବାବା କହିବାରୁ ଜାଣିଲୁ ଯେ ରାମଙ୍କର 5,5 ବାପ୍ hai au jane baba କହୁଥିଲେ କୃଷ୍ଣଙ୍କର 1608 girlfriend ତାହା ମଧ୍ୟ ସେ ବାବା କେତେ ସୁନ୍ଦର ଭାବରେ comedy kari କହୁଛନ୍ତି ।ଯୀଶୁଙ୍କ ବିଷୟ ରେ କହିବା ପୂର୍ବରୁ ନିଜ ଭଗଵାନ ବିଷୟ ରେ ଭାବ । ଚାଲୁଣି କହୁଛି ଛୁଞ୍ଚି ତ ଗାଣ୍ଡୀ ରେ କଣା କିନ୍ତୁ ଚାଲୁଣି ଜାଣିନି ତା ଗାଣ୍ଡିରେ କେତେଟା କଣା ଅଛି ।😅😅😅
@@AtulDigal-s1w tume jisu ta jisu nka bapa naa kan thila ?
ଚକୁଳି ପିଠା ରେ କେତେଟା କଣା ତୁ ତୋ ଜାଣିନୁ
A amy dharamantra paurie baranatana karanti miechara ku daukhietha 😂😢😅
Ethi problem heba boli bjd sarakara sensar deuna thila
sanatan budhist manankara history padhantu nija echhare dharma palana karantu
Jisu bhala kintu jisu nka naa re g a kruchi c a bahut kharap
Ahara Munda kharap hei galani sighra sudhuti jiba tapi mishra
ମାଗିଆ ଖ୍ରୀଷ୍ଟଆନ କିଏ