He Samaya | Mu Aau Tame | Babul Supriyo | Srikant Gautam | Shantiraj Khosla

แชร์
ฝัง
  • เผยแพร่เมื่อ 16 พ.ย. 2024
  • Sun Music Odia ପ୍ରସ୍ତୁତ କରୁଛି ମୁଁ ଆଉ ତୁମେ ଆଲବମର ଏକ ସୁପରହିଟ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ "ଚିହ୍ନ ଏକ ସହରରେ" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମଏବଂ ସଂଗୀତରେ ସଜେଇଛନ୍ତି ଶାନ୍ତିରାଜ ଖୋସଲା, ଏହାର ନିର୍ଦ୍ଧେଶନା ଦେଇଛନ୍ତି ରବୀନ୍ଦ୍ର ପ୍ରଧାନ ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
    ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
    ► Please Like, Share, Comment & Don't Forget To Subscribe Our Channel Sun Music Odia.
    ► To Subscribe Our Channel Click On: / sunmusicodia
    ► Video Credits
    ♫ Album Name: Mu Aau Tame
    ♫ Song Name: He Samaya
    ♫ Singer: Babul Supriyo
    ♫ Lyrics: Srikant Gautam
    ♫ Music Director: Shantiraj Khosla
    ♫ Artists: Srikant Gautam
    ♫ Producer: Srikant Gautam
    ♫ Director: Rabindra Pradhan
    ♫ Production House: Sun Music
    Listen He Samaya -
    Amazon Music: amzn.to/3SIpNMe
    Jio Saavn: bit.ly/3edPENd
    Gaana: bit.ly/3CaHIEw
    Spotify: spoti.fi/3rztI21
    Wynk: bit.ly/3Ej2695
    TH-cam Music: bit.ly/3SHayTW
    Apple Music: apple.co/3EmuirM
    ► Enjoy & stay connected with us!
    ♦ Facebook: / sunmusicodia
    ♦ Twitter: / sunmusicodia
    ♦ Website:
    #SunMusicOdia #HeSamaya #BabulSupriyo #SrikantGautam #ShantirajKhosla #BabulSupriyoSongs #BabulSupriyoHits #RabindraPradhan #MuAauTame #SrikantGautamHits #SunMusicModernHits #OdiaSong #OdiaModernSong #ChildhoodSong #OdiaChildhoodSong
    ► Copyright Disclaimer
    Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

ความคิดเห็น • 1.7K

  • @DharamanandaNayak-cl8il
    @DharamanandaNayak-cl8il 3 หลายเดือนก่อน +24

    ଆଖି ବୁଝିକି ଗୀତ ଶୁଣ ଆଉ କିଛି ସମୟ ପାଇଁ ପିଲାଦିନକୁ ଫେରିଚାଲ❤❤❤❤

  • @singleboygaming5690
    @singleboygaming5690 ปีที่แล้ว +107

    ଏମିତିକା ଗିତ ଆଉ ବୋଧେ ଆଗକୁ ଆସିବନି ❤️ thanks to SUN MISIC for give us a priceless gift । ମରିବା ପୁର୍ବରୁ ସବୁ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଏ ଗୀତ ଟା ଅନ୍ତତଃ ଥରେ ଶୁଣିବା ଆଉ ନିଜ ପିଲା ବେଳ ସମୟ କୁ ମାନେ ପକେଇବା ନିହାତି ଆବଶ୍ୟକ 🙏❤️❤️❤️

    • @nimaincharandas3773
      @nimaincharandas3773 2 หลายเดือนก่อน +1

      ଭାଇ ଆମ ପିଲା ଦିନ ପାଇଁ ଏପରି ଗୀତ ତିଆରି ହେଇଥିଲା. ହେଲେ ଆଜିର ପିଲା ଙ୍କ ପାଇଁ ନିଆଳି ନରମ ଛେନା ପରି ଗୀତ ତିଆରି ହେଉଛି

    • @jagannathpanda7011
      @jagannathpanda7011 19 วันที่ผ่านมา

      You are right bro

  • @basantkar9066
    @basantkar9066 2 ปีที่แล้ว +69

    ପିଲାଦିନର ସମୟ ବାସ୍ତବିକ୍ ଏକ ଅଭୁଲା ସମୟ । ଅବିସ୍ମରଣୀୟ ଓ ଚିର ଆନନ୍ଦଦାୟକ ।

  • @anantathakur6979
    @anantathakur6979 2 ปีที่แล้ว +621

    ସତରେ ଏ ଦୁନିଆରେ ଏମିତି ବି ଗୀତ ଯାହା ଶୁଣିଲେ ପିଲା ଦିନ କଥା ମନେ ପଡେ ଏବଂ ଆଖିରେ ଲୁହ ଆସି ଯାଏ thanks for song

  • @jdentertainment3684
    @jdentertainment3684 หลายเดือนก่อน +12

    କିଏ କିଏ ଏହି ଗୀତ 2024 ରେ ଶୁଣୁଛନ୍ତି ?

  • @Tapu9876
    @Tapu9876 2 ปีที่แล้ว +334

    ଯେଉଁ ମାନଙ୍କୁ ଏହି ଗୀତ ଶୁଣି ପିଲା ଦିନ ମନେ ପଡୁଛି like କର.
    ମତେ ତ ବେଶୀ ମନେ ପଡୁଛି

  • @words_of_soul
    @words_of_soul 2 ปีที่แล้ว +131

    ପିଲାଦିନର ସ୍ମୃତିକୁ ନେଇ ତିଆରି ହୋଇଥିବା ଶ୍ରେଷ୍ଠତମ ଓଡ଼ିଆ ଗୀତ।

  • @RupeshKumar-nr3jk
    @RupeshKumar-nr3jk 2 ปีที่แล้ว +26

    କେତେ ଭଲ ଥିଲା ସେ ପିଲା ଦିନ ବହୁତ ମନେ ପଡେ ଏ ଗୀତ ଶୁଣିଲା ପରେ ଆଖିରୁ ଲୁହାବଝରି ଆସୁଛି miss you my child hood

  • @Dillipkumargiri58
    @Dillipkumargiri58 2 ปีที่แล้ว +59

    ସତରେ ଏ ପରିକା ଗୀତ ଶୁଣିଲେ ପୁରୁଣା ଦିନ ମନେପୋକାଇ ଆଖି ରେ ଲୁହ ଆସି ଯାଉଛି 😭😭

  • @mamatapradhan3356
    @mamatapradhan3356 2 ปีที่แล้ว +54

    ସତରେ ଏ ସମୟ ଆଜି ସବୁ ଛଡେଇ ନେଇ ଯାଇଛି ସେ ଦିନ ଆଉ କେବେ ଫେରିବ ନାହିଁ । ହେଲେ ବହୁତ ମନେ ପଡେ ସେ ଅଭୁଲା ଦିନ 😭😭😭😭

    • @yy-kt7dm
      @yy-kt7dm 2 ปีที่แล้ว +1

      Hi Mamata

  • @goodartitude.9917
    @goodartitude.9917 2 ปีที่แล้ว +50

    ହୋ କେତେଯେ ସୁନେଲି ଆଶା.... କେତେ ଯେ ଅକୁହା ଭାଷା.... 🥰🤷‍♂️😭ଲଫାପା ରେ ଚିଠି ଭଳି ଲୁଚି ରହିଛି.. ମନ ଖୋଲି କହିଦେବି ନୀତି ଭାବୁଛି...😴🥺

  • @aashiqkumar882
    @aashiqkumar882 2 ปีที่แล้ว +33

    ଏ ଗୀତ ଶୁଣିଲେ ମତେ ମୋର ଛୋଟ ବେଳ କଥା ମନେ ପଡୁଛି ଆଉ କାନ୍ଦ ଲାଗୁଚି 😭😭... ଏ ଗୀତ ସବୁବେଳେ ଆଉ ସବୁଦିନ ଭଲ ଭଲ ଲାଗୁଛି 👌👌👌👌

  • @malayabiswal147
    @malayabiswal147 ปีที่แล้ว +23

    ମୋର ପିଲା ଦିନ କଥା ବେଶୀ ମନେ ପଡୁଛେ ଅପାଙ୍କ ଗୀତ ଶୁଣିକି ଧନ୍ୟବାଦ ଆଜ୍ଞା

  • @Deepak_rout
    @Deepak_rout 2 ปีที่แล้ว +162

    ଏହି ଗୀତ ଶୁଣିଲେ ଦେହ ମୋର ଶୀତେଇ ଉଠୁଛି 😢❤

    • @Krishna-lm3ws
      @Krishna-lm3ws ปีที่แล้ว +4

      U r right bhai

    • @nabinkumbhar226
      @nabinkumbhar226 ปีที่แล้ว +2

      😭😭😭😭😭

    • @SunilKumar-ts3hk
      @SunilKumar-ts3hk ปีที่แล้ว +2

      Bhaii😢😢😢😢😢😢😢.

    • @manojkumarsahu6664
      @manojkumarsahu6664 ปีที่แล้ว +2

      ମୋର ପିଲା ଦିନ କଥା ବହୁତ ମନେ ପଡୁଚି.ବେଳେ ବେଳେ ସେଇ ଆମ୍ବତୋଟା ପାଖରେ ଯାଇ ବହୁତ ଇମୋସନାଲ ଲାଗେ. ଆହୁରି ପିଲାଙ୍କୁ ଦେଖିଲେ ମନେ ପଡି ଯାଏ.

    • @PabtraMalick
      @PabtraMalick 11 หลายเดือนก่อน

      Satare

  • @bijaymantri8586
    @bijaymantri8586 2 ปีที่แล้ว +27

    କି ଗିତ,,,, ଶବ୍ଦ ସଂଯୋଜନା ଦେଖନ୍ତୁୁ,,,, କି ସୁନ୍ଦର🙏🙏🙏👍👍👍👍

  • @romanempirefans7956
    @romanempirefans7956 ปีที่แล้ว +21

    କିଛି ଏମିତି ଚମତ୍କାର ଅଛି ଏ ଗିତରେ ଯାହାକି ଅକୁହା ଅଟେ। ଯାହା ଦ୍ଭାବିଲା ବେଳକୁ ଆକ୍ଷିରେ ଲୁହ ଭରି ଆସେ । ସତରେ କେତେ ଭଲ ଥିଲା ସେ ପିଲାଦିନ। କିଛି ଏମିତି ସ୍ମୃତି ଯାହାକି ଆଜି ମଧ୍ୟ ନାଚି ଉଠେ ଆଖି ଆଗରେ । ଯାହାବି ହେଉ ଏହା ଏକ ସୁନ୍ଦର ଗୀତ ଯାହାକି ଆମର ଅତିତ ବା ଛୋଟବେଳକୁ ଉପସ୍ଥାପନ କରେ।😔😔😔

    • @debadattadas3679
      @debadattadas3679 8 หลายเดือนก่อน

      ❤❤❤❤❤❤❤❤

  • @urmilameher8598
    @urmilameher8598 5 หลายเดือนก่อน +3

    ଏଇ ଗୀତ ଶୁଣିଲା ପରେ ମୋର ପିଲା ଦିନ କଥା ମନେ ପଡ଼ିି ଯାଉଚି ❤❤❤❤

  • @nimaincharandas3773
    @nimaincharandas3773 2 หลายเดือนก่อน +6

    ଆମ ପିଲା ଦିନ ଆଉ ଆଜିର ପିଲା ଙ୍କ ସମୟ ଆକାଶ ପାତାଳ ଫରକ. ସତରେ ସମୟ ସବୁ ବଦଳାଇ ଦେଲା.😢

    • @maninag4819
      @maninag4819 3 วันที่ผ่านมา

      Right katha bhai 👍💯

  • @amitoshsenapati
    @amitoshsenapati 2 ปีที่แล้ว +15

    Best song ❤️❤️ ପିଲାଦିନ କଥା ବହୁତ ମାନେ ପଡ଼େ ଏଇ ଗୀତକୁ ଶୁଣିେଲ।

  • @debiprasaddas1576
    @debiprasaddas1576 2 ปีที่แล้ว +624

    ଏହି ଗୀତ ଶୁଣି କେଉଁ ମାନେ ନିଜ ପିଲା ଦିନ କଥା ମନେ ପକାଇ କାନ୍ଦି ଛନ୍ତି ଏଠାରେ 👍 କରନ୍ତୁ ।

  • @Dearyaar123
    @Dearyaar123 2 ปีที่แล้ว +21

    ସତରେ ଏ ଗୀତ ଶୁଣିବା ପରେ ମୋ ପିଲା ଦିନ ବହୁତ ମନେପଡ଼ିଲା ❤️ ସେ ଦିନ ଆଉ ଫେରିବନି l ହୃଦୟ ଭିତରେ ସାଇତି ହେଇ ରହିବ l

  • @iamrohitbarik
    @iamrohitbarik 2 ปีที่แล้ว +38

    ପିଲା ଦିନ କଥା ମନେ ପଡିଲେ ଏ ଗୀତ ଦେଖେ...ସତ ରେ କେତେ ଜଲଦି ଜଲଦି ଆମେ ବଡ ହେଇଗଲେ...

    • @smrutiranjanpanda1845
      @smrutiranjanpanda1845 6 หลายเดือนก่อน

      ଲୋଭରେ ୟୁରିଆ ସାର କାହିଁକି ଖାଉଥିଲ, ସିଘ୍ର ବଡ଼ ହେଇଗଲ 😜

  • @msatya877
    @msatya877 2 ปีที่แล้ว +57

    ସମସ୍ତେ ସେ ସମୟ କୁ ବହୁତ ମନେ ପକାଉଥିବେ।
    ସତରେ ସେ ସମୟ ଫେରିଆସନ୍ତାକି !!!

  • @debabratagahan2826
    @debabratagahan2826 2 ปีที่แล้ว +9

    ସମୟ ଗଡ଼ିବା ସତେ ବହୁତ କିଛି ଛାଡି ଯାଈଛନତି ପିଲା ଦିନ ଆଊ ଜନମ ମାଟି ଯେତେବେଳେ ଏହି ଗିତ ଶୁଣେ ପିଲା ଦିନ କଥା ଆଖି େର ନାଚି ଯାଏ 😊😊

  • @Gudulpatlam_Life_style
    @Gudulpatlam_Life_style ปีที่แล้ว +8

    Always my fevorite ଯେତେ ଗୀତ ଆଶୁ ନା କାଂହିକି ଏ ଗୀତ କୁ କେହି ଭୁଲିପାରିବେନି ଼଼଼଼😍😍❤️❤️❤️

  • @Statusloversofficial143
    @Statusloversofficial143 ปีที่แล้ว +3

    Love you sun tv ଏମିତି ଗୀତ ପ୍ରସ୍ତୁତ କରିଥିବାରୁ ❤❤❤

  • @RohitDas-yb5pt
    @RohitDas-yb5pt 5 ปีที่แล้ว +80

    Mind blowing song.....
    ସତରେ ପିଲା ଦିନ ହି ସବୁଠୁ ଭଲ
    ପିଲା ଦିନର କଥା ମନେ ପଡ଼ୁଛି
    ଏ ଗୀତ ଶୁଣିଲା ପରେ........

  • @Suresh-zo1pn
    @Suresh-zo1pn 2 ปีที่แล้ว +28

    Only 90s kid can relate this song.... today's mobile kid can't understand this song, it's pain🥲

  • @MrRanjan143-r1z
    @MrRanjan143-r1z 2 ปีที่แล้ว +10

    ଯେତେ ବେଳେ ଏହି ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡୁଛି
    I love this song really

  • @Bharat_that_is_india1947
    @Bharat_that_is_india1947 5 ปีที่แล้ว +4

    କୁଆଡେ ଗଲା ସେ ପିଲା ବେଳ ଦିନ।ଗୀତ ର ପ୍ରତ୍ୟେକ ଶବ୍ଦ ହୃଦୟ କୁ ଛୁଇଁ ଯାଉଛି।ବହୁତ ବହୁତ ଧନ୍ୟବାଦ ପିଲା ଦିନ ର ସେ ଅଭୁଲା ସ୍ମୃତି କୁ ଆଉ ଥରେ ତାଜା କରେଇ ଦେଇ ଥିବା ରୁ💕

    • @GPC_Mangarajpur
      @GPC_Mangarajpur 5 ปีที่แล้ว

      ଛୋଟ ମୋର ଗାଁ ଟି

  • @soumya_vlog_2000
    @soumya_vlog_2000 ปีที่แล้ว +8

    ଆଖିରୁ ଲୁହ ଆସିଯାଉଛି ଏହି ଗୀତ ଶୁଣିକି, ସତରେ ଏ ଦୁନିଆଁରେ ଏହା ଏମିତି ଏକ ଗୀତ ଯାହା ପିଲାଦିନ କଥା ମନେପକାଇ ଦେଉଛି

  • @amangaranayak6073
    @amangaranayak6073 หลายเดือนก่อน

    ଏହି ଗୀତ ହଉଚି ପିଲା ଦିନର ମନୋଭାବ ❤

  • @sairamrauta4587
    @sairamrauta4587 2 ปีที่แล้ว +90

    Best Song to remember those 90's childhood days 💚💚💚

  • @kshamasagarrohidas260
    @kshamasagarrohidas260 ปีที่แล้ว +6

    ଏ ଗାନା ସୁଁଲେ ପିଲା ଦିନ ମନେ ପଡ଼ି ଜାଇସି thanks you singer & artist

  • @TheOdiaTrader
    @TheOdiaTrader 7 ปีที่แล้ว +246

    ଛୋଟ ପିଲାଙ୍କୁ ଦେଖିଲେ ଲାଗୁଚି ପୁଣି ଛୁଆ ହେଈଯାନ୍ତି କୀ, ଜାଣିନି କାହିଁକି ଆଖି ଦୁଇଟା ମୋର ଓଦା ହେଇଗଲା ଏହି ଗୀତ ଦେଖୁଦେଖୁ😭😭😭

    • @mrsmrutiranjan1545
      @mrsmrutiranjan1545 6 ปีที่แล้ว +5

      Odia Trending I love this song

    • @chitaranjanmallick269
      @chitaranjanmallick269 6 ปีที่แล้ว +5

      Mora bi

    • @SantoshSahu-wm9mm
      @SantoshSahu-wm9mm 5 ปีที่แล้ว +7

      ସତରେ ଫେରିଆସନ୍ତାକି ସେହି ପିଲାଦିନ ।ଦୃଷ୍ଟାମି କରି ପୁଣି କାନଧରି ବସ ଉଠୁ ହିଅନ୍ତି ।ବୋଉଠୁ ପୁଣି ମାଡ଼ ଖାନ୍ତି କୀ ।

    • @SantoshSahu-wm9mm
      @SantoshSahu-wm9mm 5 ปีที่แล้ว +5

      ସତରେ ପିଲା ଦିନଠୁ ଖୁସିର ଦିନ କେବେ ଆସେନି । ଏମିତି ରିମୋଟ ମିଳନ୍ତା କୀ ।

    • @rz0003
      @rz0003 5 ปีที่แล้ว +3

      ମୁଁ ରୁମାଲ ଦଉଛି ଆଖି ଲୁହ ପୋଛିଦିଅ 😢😞

  • @sahuofficial8911
    @sahuofficial8911 ปีที่แล้ว +3

    Simple language and understandable for everyone
    My eyes got filled with tears after listening this song
    କାଳେ ପୁଣି ସେ ପିଲା ଦିନ ଫେରି ଆସନ୍ତା
    ବୋହୁତ ସୁନ୍ଦର ଗୀତ
    Love from Kalahandi

  • @alokmohanty9060
    @alokmohanty9060 ปีที่แล้ว +4

    ସତରେ ଏ ଗୀତ ଯିଏ ଶୁଣି ବ ସେ ତା ପିଲା ଦିନ କଥା ନଭାବି ରହି ପାରିବ ନାହିଁ.... 😂😂😂😂😂♥️♥️♥️♥️♥️♥️

  • @jallumedia5203
    @jallumedia5203 4 หลายเดือนก่อน

    ସତରେ କେତେ ଭଲ ସେ ପିଲା ଦିନ...
    ନା ଥିଲା ପରସ୍ପର ପ୍ରତି ହିଂସା, ଛଳନା, କପଟ, ଛନ୍ଦ, ଅହଂକାର..... ପରସ୍ପର ସାଙ୍ଗ ମେଳ କେତେ ଖୁସିରେ କଟୁ ଥିଲା 😢😢😢😢... କେବଳ ସେ ପିଲାଦିନ ଆଜି ସ୍ମୃତି ମାତ୍ର 🥲🥲🥲🥲

  • @jayaprakashbehera7523
    @jayaprakashbehera7523 ปีที่แล้ว +8

    ଏ ଗୀତ ଶୁଣିଲା ପରେ ଆଖିରୁ ଲୁହ ଝରି ଆସୁଛି 💚 ସବୁଦିନ ପାଇଁ ମାନେ ରହିବ ସେ ପିଲା ଦିନ 😔

  • @BiswanathPanda-i4e
    @BiswanathPanda-i4e 2 หลายเดือนก่อน

    ଅତୀତ ର ସେ ଗୀତ ସେ ଦିନ କୁଆଡେ ଗଲା 😢 ବହୁତ୍ ମନେ ପଡ଼ୁଚି ଆଜିବି ସେ ଦିନ ଆଉ ସେ ଗୀତ ଶ୍ରୀକାନ୍ତ ଗୌତମ ଏବଂ ବାବୁଲ୍ ସୁପ୍ରିୟୋ ଙ୍କ ଯୋଡ଼ି

  • @UDAYSINGH-ll7hp
    @UDAYSINGH-ll7hp ปีที่แล้ว +6

    ଏ ଗିତ କୁ ରଚନା କରିଥିବା ଓ କଣ୍ଠଦାନ କରିଥିବା ବ୍ୟକ୍ତି କୁ ଓଡ଼ିଶା ର ଭାଇ ଓ ଭଉଣୀମାନେ ମାନେ ଜୀବନରେ କେବେ ବି ଭୁଲି ପାରିବେ ନାହିଁ, ସାରା ବିଶ୍ବରେ ଯେତେ ସବୁ ପ୍ରସିଦ୍ଧ ଗିତ ଅଛି, ସେଥି ମଧ୍ୟରୁ ଏ ଗିତ ଗୋଟିଏ

  • @sagyandipsagyan6968
    @sagyandipsagyan6968 2 ปีที่แล้ว +7

    Miss u my childhood .ama bele mob na thila se memory ku pakahre rakhiba pai

  • @siprachoudhury8519
    @siprachoudhury8519 2 ปีที่แล้ว +6

    ସତରେ ଗୀତ ଶୁଣିଲେ ଏମିତି feelings ଆସୁଛି କି ଯେମିତି ମୋ ପିଲାଦିନ ମୋ ପାଖରେ ଏବେ ବି ଚାଲିଛି then ଗୀତ ସରିଲା ପରେ ମତେ ଲାଗୁଛି କି ମୋ ପିଲା ଦିନ ବି ସରିଗଲା 😢

  • @rsofficial3268
    @rsofficial3268 5 ปีที่แล้ว +30

    ଜୀବନର ସବୁ ଠାରୁ ଅଧିକ ସୁଖ ର ସମୟ ସରିଗଲା ଏ ଗୀତ ଶୁଣିଲେ ବହୁ ଦୁଃଖ ଲଗେ। ପଛ କଥା ମନେ ପକେଇ ବଶି ବହୁତ କାଦେ 😓😓😓😓

  • @myownknowledge
    @myownknowledge 6 ปีที่แล้ว +80

    ଏ ଗୀତ ବହୁତ ସୁନ୍ଦର ପିଲାଦିନ କଥା ସବୁ ମନେ ପଡି ଯାଉଛିଆଖିରେ ଲୁହ ଆସିଯାଉଛି ।।।।।ଧନ୍ୟବାଦ ।।।

  • @sanjaykumargadnayak243
    @sanjaykumargadnayak243 2 ปีที่แล้ว +7

    ଏ ଗୀତ ଶୁଣିଲେ ମୋ ପିଲା ଦିନ ର ଦୁଷ୍ଟାମୀ ସବୁ ମନେ ପଡେ ପିଲା ଦିନ ରେ ଘରୁ ଧାନ ଚାଉଳ ଚୂରେଇ କେତେ ଦୁକାନକୁ ଯାଇଛି ବରା ମୁଢ଼ି ମିଚର୍ ଖାଇଚୁ ସାଙ୍ଗ ମାନଙ୍କ ସହିତ,ଅଜା ର ପ୍ୟାକେଟ କେତେ ପଇସା ଚୋରି କରିଛି ସାଙ୍ଗ ମାନଙ୍କ ସହିତ ବହୁତ୍ ମଜା କରିଛୁ, ସ୍କୁଲ ଦିନ ସରିଲା ପରେ ସବୁ ଆଉ ଫେରିଲା ନାହିଁ ସେ ଖୁସି,ଏବେ ଚାକିରି କରିଲା ପରେ ସବୁ କିଛି ଥାଇକି ବି ସବୁ ଖାଲି ଖାଲି ଲାଗୁଛି କାରଣ ପିଲା ଦିନ ର ସ୍ମୃତି ଆଉ ଫେରିବନି

  • @dillipsahu8296
    @dillipsahu8296 6 ปีที่แล้ว +62

    ପିଲାଦିନ ହିଁ ପ୍ରକୃତ ଜୀବନ

  • @sarojkumarmallick5698
    @sarojkumarmallick5698 2 ปีที่แล้ว +34

    ବହୁତ ସୁନ୍ଦର ଗୀତ, ଆଉ ଏହି ଗୀତ ମଧ୍ୟ ଛୁପି ରହିଛି ଆମ 90'sର ଛୋଟ ବେଳର ସ୍ମୃତି ଓ ଅନେକ ଅକୁହା କଥା ।

    • @prosignature9130
      @prosignature9130 2 ปีที่แล้ว

      🤗ikoipoi 😏😏oii 😏😏😏🍑🍑😏 oi 🤗🤗🤗😞iw

    • @kanhucharannaik5946
      @kanhucharannaik5946 2 ปีที่แล้ว +2

      90s ର ଗୀତ ଗୁଡ଼ିକର ଜୀବନ ଜୀବିକା ସହ ଜଡ଼ିତ ଥିଲା।ଆଉ ଆମେ ଭାଗ୍ୟବାନ ଯେ ସେଇ ଦିନଗୁଡ଼ିକରେ ...

  • @bhadrakkingff8384
    @bhadrakkingff8384 6 ปีที่แล้ว +256

    ମୁ ଯେତେବେଳେ ଏ ଗୀତ ଶୁଣେ ମୋ ଆଖିରେ ଲୁହ ଆପେ ଆପେ ଚାଲିଆସେ ସତରେ ପିଲା ଦିନ କେତେ ଭଲ ଥିଲା ସତରେ ଆଉ ସେ ଦିନ କେବେ ଫେରିବ ନି😭😭😭😭

  • @omim3390
    @omim3390 ปีที่แล้ว +11

    Golden era 🥺😭 this childhood days never came again 😭

  • @sumantanaik2191
    @sumantanaik2191 6 ปีที่แล้ว +222

    ପିଲା ଦିନ କଥା ଏବେ ଭାବିଲେ ଆଖିରେ ଲୁହ ଆସୁଚି ପିଲା ଦିନେ ଆମେ ସ୍କୁଲ ପଡିଆ ରେ ଏତେ ଖେଳୁ ମା ଯାଇ ମାରି ମାରି ଘରକୁ ଧରି ଆସେ ଆ ଉ ସ୍କୁଲ ନଯାଇ ଲୁଚି ଖେଳି ବାକୁ ପଳେଇ ଯାଉଥିଲୁ ଆଜି କାମରେ ଏତେ ବ୍ୟସ୍ତ ଯେ ଖେଳି ବାକୁ ସମୟ ମିଳୁନି ଟିଭି ଗାଁ ରେ ଟିଭି ଲାଗେ ଆମେ ସବୁ ସାଙ୍ଗ ମିଶି ପୁରା ଟିଭି ଆଗରେ ବସି ଯାଉ ଥିଲୁ ଘରେ ନ କହି ଲୁଚି ki ଟିଭି ଦେଖିବାକୁ ଜାଉ ଥିଲୁ ଆମ୍ବ ଗଚ୍ଛ ରେ ବସି ସାଙ୍ଗ ମାନେ ଗୀତ ଗାଇ ଛୁ ସେ ଦିନ ଆ ଉ କେବେ ଆସିବନି ବହୁ ତ ସୁନ୍ଦର ସେ ଦିନ ଥିଲା ଆଉ ଖୋଜିଲେ ବି ସେମିତି ଦିନ ଆସିବନି ବହୁ ତ ମନେ ପଡୁଛି ପିଲା ଦିନ କଥା

  • @SomuSahoo-h5s
    @SomuSahoo-h5s 4 หลายเดือนก่อน +1

    ସତରେ ଏହି ଗୀତ ଟିକୁ ସୁଣିଲା ପରେ ଆଖିରୁ ଲୁହ ଆସିଯାଏ

  • @learnenglishwithharry1439
    @learnenglishwithharry1439 2 ปีที่แล้ว +12

    I wish I could go back to my childhood days. This song reminds me back to my childhood days. Nothing brings you the real happiness then the childhood memories. Thanks Babul sir for the beautiful song. Thank you so much.🙏

  • @tapankumar3417
    @tapankumar3417 ปีที่แล้ว +2

    Kichhi samaya pnai se dina asi jantaki bahut miss karuchhi bahut sundara gita te 🙏🙏🙏🙏

  • @debasishmallick5989
    @debasishmallick5989 6 ปีที่แล้ว +50

    ପିଲା ଦିନ କଥା ବହୁତ ଆନନ୍ଦ ଦାୟକ

  • @ItishreeBehera-c7c
    @ItishreeBehera-c7c 23 วันที่ผ่านมา

    It's a masterpiece 😊❤I miss my childhood days😢I want that days😢

  • @himanshumallik9583
    @himanshumallik9583 2 ปีที่แล้ว +7

    Absolutely marvelous. I would love to see sun music back into act with such beautiful songs. Nowadays Odia songs are amalgamation of Hindi,Telugu etc without any meaning .

  • @priyamitajena877
    @priyamitajena877 ปีที่แล้ว +1

    ଏ ଗୀତ ମୁଁ 100 ଥର ଉପରେ ଶୁଣି ସାରିଲିଣି ଆହୁରି ଶୁଣିବାକୁ ଇଛା ହେଉଛି ଏବଂ ଶୁନୁଚି ମଧ୍ୟ ଏତେ ସୁନ୍ଦର ଲେଖା ଆଖିରୁ ଲୁହ ଅସିଯାଇଚି my favorite song I love this song 😘😘😘

  • @sandipcreation2747
    @sandipcreation2747 2 ปีที่แล้ว +19

    ଗୀତ ଶୁଣି କି ପିଲା ବେଳ କଥା ମାନେ ପଡି ଗଲା 😓କେତେ ଭଲ ଥିଲା ସେ ଦିନ 😭❤️

  • @BighneswarMallick-tm8nm
    @BighneswarMallick-tm8nm 6 หลายเดือนก่อน

    ଧନ୍ୟବାଦ ଶ୍ରୀକାନ୍ତ ସାରଙ୍କୁ ମୋର ଫେବ୍ରାଇଟ ଗିତ

  • @kartikeswarmishra9660
    @kartikeswarmishra9660 2 ปีที่แล้ว +10

    What a memorable song , Thanks to the singer and writer ...........

  • @kmahakud6576
    @kmahakud6576 ปีที่แล้ว

    ଗୀତ ଟି ପିଲାଦିନ କଥା ମନେ ପକେଇ ଦେଉଛି ...ଗୀତ ଟି ଯେତିକି emotional ଲାଗୁଚି ,ବେଳେ ବେଳେ ଶୁଣିକି କାନ୍ଦିବାକୁ ଇଚ୍ଛା ହଉଛି

  • @tunamallik3114
    @tunamallik3114 6 ปีที่แล้ว +38

    ଛୋଟବେଳର କଥା ବହୁତମାନେପଡୁଛି ପିଲା ଦିନଟିକୁ କେବେବି ଭୁଲି ହଉନି ମୋର ସେହି ପିଲାଦିନ ଫେରି ଆସନ୍ତା କି କେତେ ମଜା ଲAଗନ୍ତ ଭାବିଲେ ବହୁତ ଦୁଃଖ ଲାଗୁଛି ,, so beutifull song

  • @puspanjalikar1521
    @puspanjalikar1521 2 ปีที่แล้ว +8

    its August 13 2022 still when i hear this song i can't control my self 😭😭😭

  • @khagendraparida7298
    @khagendraparida7298 6 ปีที่แล้ว +18

    Childhood time never be forgotten.. Bahut bahut mane pade aji mora piladina Katha...... Srikant sir you are osm... Apanka bhabana and Babul da nka voice fantastic....

    • @sunilkumarkar5304
      @sunilkumarkar5304 6 ปีที่แล้ว

      A Gita dekhila pare bahut mane paduchi piladina

    • @anantapradhan9497
      @anantapradhan9497 5 ปีที่แล้ว

      It recalls childhood.

    • @Sashirekha233
      @Sashirekha233 5 หลายเดือนก่อน

      ଏଗୀତ ସୁନ୍ଦର ❤️😂 ଫେବୃଆରୀ 6କୁ ମନେପଡେ 2003 ସବୁ ସାଙ୍ଗ ମନେପଡେ।

  • @od_gurugaming
    @od_gurugaming ปีที่แล้ว

    ପୁରୁଣା ସମୟ ରେ ବହୁତ୍ ଭଲ ଗୀତ ବାହାରୁ ଥିଲା ଆଜିକାଲକା ଗୀତ ମନ କୁ ଛୁଇଁ ପାରୁନି😢😢😢

  • @suryakantasethy9031
    @suryakantasethy9031 2 ปีที่แล้ว +7

    Things are Unlimited but Time is Limited ❤️
    Time is the most expensive Things

  • @KalingaPua
    @KalingaPua 2 ปีที่แล้ว +12

    This songs are Golden songs for our generation 😌❤️

  • @TheOdiaTrader
    @TheOdiaTrader 7 ปีที่แล้ว +48

    I was Literally Crying While Watching this Song....😅😅Really I am missing my childhood... This Song Touched my Heart........

  • @gunasahu3929
    @gunasahu3929 2 ปีที่แล้ว +4

    Srikant sir apanka kanthare sada sarbada maa saraswati baasa kari thaantu mora ahi prathana...

  • @ajayakumardutta1932
    @ajayakumardutta1932 2 ปีที่แล้ว +7

    No word to speak & Describe... Excellent 👍

  • @sanjayasahu3316
    @sanjayasahu3316 5 ปีที่แล้ว

    This song is really heart touching . It's impossible to stop crying at the time of watching and realising my childhood . Many many thanks to the uploader .

  • @lipinapattnaik2637
    @lipinapattnaik2637 2 ปีที่แล้ว +9

    I really miss my childhood days ,nice song beautiful and bablu suprriya sir is best singer 🙏🙏

  • @Br.49
    @Br.49 17 วันที่ผ่านมา +1

    Odia Village Life Nostalgia Feeling 😢

  • @bablupatra8117
    @bablupatra8117 2 ปีที่แล้ว +5

    A Gita Suniki Mo Ankhiru Luho Ashi Gola🥺🥺🥺🥺

    • @rajalaxmimallick9583
      @rajalaxmimallick9583 ปีที่แล้ว

      I love you song a gita mo pila dina saha misi ja a bhout kanda lage a katha mane pade

  • @sobhankumarnayak9412
    @sobhankumarnayak9412 ปีที่แล้ว +1

    ଯଦି ସମୟ ଏକ ଦୋକାନ ହୁଅନ୍ତା ... ତେବେ ମୁଁ ଅତୀତର ସମସ୍ତ ସ୍ମୃତି କୁ କିଣିଦେଇଥାନ୍ତି | missing those days ......😔😔

  • @bikashmohanty1395
    @bikashmohanty1395 2 ปีที่แล้ว +11

    Really Very Hear Touching song

  • @mithunnayak8949
    @mithunnayak8949 6 หลายเดือนก่อน

    ଯେତେବେଳେ ମୋତେ କିଛି ଭଲ ଲାଗେନି ଏକା ଥିଲା ବେଳେ ଦୁଃଖରେ ମୁଁ ଏ ଗୀତ ଶୁଣେ ସତରେ କେତେ କାନ୍ଦିଛି ମୋ ପିଲା ବେଳ ର ସ୍ମୃତି ମନେ ପକେଇ 😭😭😭

  • @chinmayakumardas1296
    @chinmayakumardas1296 ปีที่แล้ว +3

    No matter how old we are, those days we’ll never forget

  • @babulnayak5149
    @babulnayak5149 ปีที่แล้ว +1

    ଅତି ସୁନ୍ଦର

  • @shyamdukhi9385
    @shyamdukhi9385 2 ปีที่แล้ว +7

    What a beautiful song , It's always reminds the childhood period which time was tremendous..

  • @deepaknayak5185
    @deepaknayak5185 2 ปีที่แล้ว +1

    Old memory sabu pila dinara mane padigala thanks sun music thanks sikuni vaina thanks all good team work

  • @Gadbadinsan123
    @Gadbadinsan123 ปีที่แล้ว +6

    When i hear this ...i got tears in my eyes and Goosebumps..this a masterpiece ❤

  • @the_1_abinash571
    @the_1_abinash571 2 ปีที่แล้ว +8

    Timeless Classic. Every odia loves this song.

  • @papunabarik7531
    @papunabarik7531 2 ปีที่แล้ว +7

    This song just create a big goosebump in the body when u fell the word with heart ❤️❤️ just loved it

  • @SantoshSahu-wm9mm
    @SantoshSahu-wm9mm 5 ปีที่แล้ว +18

    ଅଜବ ଦୁନିଆ ଗଜବ କାହାଣୀ । ଚେଷ୍ଟାକଲେ ଜୀବନରେ ସବୁକିଛି ମିଳିଜାଏ । କିନ୍ତୁ ସେହି ପିଲା ଆଉ ମିଳେନି ।

  • @tokyoolympic356
    @tokyoolympic356 2 ปีที่แล้ว +1

    ବ୍ୟାଖ୍ୟା କରିଲେ ବହୁତ କିଛି ଲେଖା ହେବ ।।। ଶେଷ ରେ ଏତିକି କହିବି ସମୟ ବଡ ବଳବାନ୍

  • @rupeshkumardash8652
    @rupeshkumardash8652 2 ปีที่แล้ว +6

    Every one must remember their childhood after the song.. missing golden moments

  • @dhananjayaseth7190
    @dhananjayaseth7190 2 ปีที่แล้ว +8

    I love this song
    Really very beautiful song

  • @brotube583
    @brotube583 5 ปีที่แล้ว +13

    କାନ୍ଦି ପକେଇଲି ଭାଇମାନେ 😭😭😭😭😭😭 ହୃଦୟ ସ୍ପଶି ଗୀତ

  • @MunaCreation_10k
    @MunaCreation_10k 5 ปีที่แล้ว +3

    ପିଲାଦିନର ସେହି ବିଦ୍ୟାଳୟ ର ସମୟ ପିଲା ବେଳର ଖେଳ
    ଆଜିବି ଆଖିରେ ଲୁହ ସରୁନି
    କେତେ ମଜା କେତେ ଖୁସି
    କହିଲେ ଭାଇ ଆଜି ମନେ ପଡ଼ି ଗଲେ କେମିତି ଲାଗୁଛି

  • @rohanprasad842
    @rohanprasad842 2 ปีที่แล้ว +3

    Satare speechless song😭😭😭😭😭,Mo Pila Dina bheri as😭😭😭😭😭

  • @sumitranaik730
    @sumitranaik730 ปีที่แล้ว +5

    Really Heart touching Song.....and full of emotions.

  • @anatanahak2898
    @anatanahak2898 5 ปีที่แล้ว +30

    20re jie jie e song 💙💙💙 💙 chunuchanti ta like karantu🙏

    • @Poeticheart493
      @Poeticheart493 2 ปีที่แล้ว

      Aji.... listening.....and miss a lot to those days ❤️.....

  • @ranjannayak7441
    @ranjannayak7441 2 ปีที่แล้ว +7

    this is really one of the best songs. It reminds me of my childhood. Thanks to lyricist for giving so beautiful song

  • @rajarana7730
    @rajarana7730 5 ปีที่แล้ว +54

    ଏ ଗୀତ ଶୁଣିକି ମୋ ପିଲାଦିନ କଥା ମନେ🤔🤔 ପଡ଼ିଲା ମୋ ଆଖି ରୁ ଆପେ ଲୁହ ଆସିଗଲା 😑😑😑😑
    ସତରେ ସେ ପିଲାଦିନ ପୁଣି ଥରେ ଆସନ୍ତା କୀ

  • @arabindbiswal2050
    @arabindbiswal2050 2 ปีที่แล้ว +5

    Ae song sunile akhire luha asijauchi 🥺😭

  • @soumyabaliarsingh1840
    @soumyabaliarsingh1840 5 ปีที่แล้ว +10

    A gitre jaha b a6i se sabu mo life re sabu enjoy kari6i 😭😭😭😭😭😭😭😭😭😭😭I miss my childhood, this is one of the evergreen song yarr

  • @ChittaranjanRincku
    @ChittaranjanRincku 2 ปีที่แล้ว +15

    You can't stop crying when you hear and see these visuals of childhood... This song will ever touching now and forever

  • @akashmelli7502
    @akashmelli7502 2 ปีที่แล้ว +5

    Jete Paisa dele bi se time aau nai ase😭😭😭...miss u 90s