Biraja Pitha || Navi Gaya || Jajapur Biraja Temple || ବିରଜା ମନ୍ଦିର || ବିରଜା କ୍ଷେତ୍ର

แชร์
ฝัง
  • เผยแพร่เมื่อ 16 ต.ค. 2024
  • Biraja Pitha || Navi Gaya || Tantra Pitha || Jajapur Biraja Temple #birajamandira
    #JajpurTourism #birajatemple #biraja #jajapur #odishatourism #odishatouristplace #JajpurTourism
    #BirajaSaktiPitha #odiabhajan #odiagapa #natia #malikabachana #ajirarasifala
    ନମସ୍କାର, ଆଜି ଆମେ ଭାରତର ଶ୍ରେଷ୍ଠ ୪ଟି ତନ୍ତ୍ର ପୀଠ ମଧ୍ୟରୁ ଏହା ଏକ ଅଟେ।
    ହଁ ଦର୍ଶକବନ୍ଧୁ ମୁଁ ସମୟଶ୍ରୀ ଆଜି ଆପଣମାନଙ୍କ ସହିତ ଆମ ଓଡିଶାରେ ଥିବା ବିରଜା କ୍ଷେତ୍ର ବିଷୟରେ ଜାଣିବା।
    ବିରଜା ମନ୍ଦିର ବା ଉଡ୍ଡୀୟାନ ତନ୍ତ୍ରପୀଠ ଯାଜପୁର ଜିଲ୍ଲାର ଏକ ଦେବୀ ମନ୍ଦିର । ଏହା ଭାରତର ବିରଜା କ୍ଷେତ୍ର ନାମରେ ଜଣା । ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି । ଏହି ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଏ । ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ବିରଳ ଅଟେ। ଦେବୀ ନିଜ ମୁକୁଟରେ ଗଣପତି, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରି ଅଛନ୍ତି । ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡ ଅନୁସାରେ ଏହି ବିରଜା କ୍ଷେତ୍ର ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ହୋଇଛି । କେତେକ ତନ୍ତ୍ର ଗ୍ରନ୍ଥ ଅନୁସାରେ ଦକ୍ଷ ଯଜ୍ଞ ସମୟରେ ପତି ଶିବଙ୍କୁ ଦକ୍ଷରାଜ ଅପମାନିତ କରାଇଥିଲେ, ତେଣୁ ସତୀ ନିଜକୁ ଆତ୍ମାହୁତି ଦେଇଥିଲେ, ଶିବ ଏହା ଦ୍ୱାରା କ୍ରୋଧିତ ହୋଇ ସତୀଙ୍କର ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିଥିଲେ। ସୃଷ୍ଟିର ଉଦ୍ଧାର ନିମନ୍ତେ ଭଗବାନ ବିଷ୍ଣୁ ମାତା ସତୀଙ୍କର ଶରୀରଟିକୁ ସୁଦର୍ଶନ ଚକ୍ର ଦ୍ୱାରା ଖଣ୍ଡ ଖଣ୍ଡ କରିଥିଲେ।ମାତା ସତୀଙ୍କ ନାଭି ଭାଗଟି ଏହି ଉତ୍କଳସ୍ଥ ବିରଜା କ୍ଷେତ୍ରରେ ପଡ଼ିଥିଲା ତେଣୁ ଏହାକୁ ନାଭିଗୟା କୁହାଯାଇଥାଏ। ଭିନ୍ନ ଏକ ମତରେ ଭଗବାନ ବିଷ୍ଣୁ ଗୟାସୁରକୁ ବଧ କରିବା ସମୟରେ ତାର ନାଭି ଅଂଶଟି ଏଠାରେ ପଡିଥିଲା। ଅନ୍ୟ ମତରେ ନାଭି ଦେଶରେ ନାରୀମାନେ ପିନ୍ଧୁଥିବା ଓଡ଼ିଆଣୀ ବା କଟିସୂତ୍ର ଅନୁସାରେ ଏହି ପୀଠର ନାମ ଓଡ୍ଡିୟାଣ ପୀଠ ହୋଇଛି, ଏବଂ ଏହି ପ୍ରଦେଶର ନାମ ଓଡ୍ର ଦେଶ ହୋଇଛି।
    Voice Over: SAMAYASHREE CHATARJEE
    Script: Mohit Shreekant
    editing: Deepak & Biswajeet
    Camera:Pravakar sahoo & Abhijeet Ray
    In Association with Ankan TV
    Follow Us
    Insight music for music related video
    / @insightmusicodia
    Insight Odisha for exploring videos of Tourist places
    / insightodisha
    Insight Farming for farming related video
    / @insightfarming
    Amruta Sarani for Bhajan and Bhakti song
    / @amrutasarani
    ANTI-PIRACY WARNING *
    This content is Copyright INSIGHT ODISHA. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
    2021.All copyrights reserved with INSIGHT ODISHA
    insightodisha21@gmail.com

ความคิดเห็น • 3