ଲମ୍ପଟ ଦେବପୁତ୍ର ଜୟନ୍ତ | Lampata Debaputra Jayanta |Prarthana Pala Mahamukabila | Ep24 | Prarthana

แชร์
ฝัง
  • เผยแพร่เมื่อ 19 ต.ค. 2024

ความคิดเห็น • 10

  • @sumitrarana1977
    @sumitrarana1977 หลายเดือนก่อน +3

    ଜୟ ଜଗନ୍ନାଥ ❤❤

  • @mohanpradhan2196
    @mohanpradhan2196 หลายเดือนก่อน +1

    Jai jagnnath

  • @HemantYadaw-nn3bx
    @HemantYadaw-nn3bx หลายเดือนก่อน +1

    Sundar pala ❤❤❤❤ 🎉🎉🎉

  • @asitrout7659
    @asitrout7659 หลายเดือนก่อน

    🙏🙏🌹ପ୍ରଣାମ. ଜୟଶ୍ରୀସତ୍ୟନାରାୟଣସ୍ୱାମୀଙ୍କରଜୟ

  • @bhagabanadhibar9841
    @bhagabanadhibar9841 หลายเดือนก่อน

    Jay shree krishna

  • @PradeepKumarSahoo-u9d
    @PradeepKumarSahoo-u9d หลายเดือนก่อน +1

    ଜୟ ଜଗନ୍ନାଥ , ଗାୟକ ମାନଙ୍କୁ ଅନୁରୋଧ ପାଲା ପରିବେଶଣ ସମୟରେ ନିଜ ନିଜ ଗୁରୁଙ୍କ ପରିଚୟ ପ୍ରଦାନ କଲେ ଭଲ ହୁଅନ୍ତା

  • @mohanpradhan2196
    @mohanpradhan2196 หลายเดือนก่อน +1

    We see pro.all india

  • @hariharamania4614
    @hariharamania4614 หลายเดือนก่อน +4

    ଆପଣଙ୍କ ପାଲା ଅମୂଲ୍ୟ ଓଡ଼ିଶା ମାଟିର ଗୌରବ ଅର୍ଜନ କରିଛନ୍ତି

  • @ManojSahoo-z9z
    @ManojSahoo-z9z 27 วันที่ผ่านมา

    ଜୟ ଜଗନ୍ନାଥ 🕉️🕉️🙏🏻🕉️🕉️ ପାଲା ଗାୟକ ଗାୟିକା ମଧ୍ୟରେ ବହୁତ ଆକର୍ଷଣୀୟ କରିବା ପାଈଁ ସମତ୍ସଙ୍କର ଭିତରେ ଜନ୍ମକୁସତ୍ୟ ଧର୍ମ କର୍ମ ପ୍ରେମ୍ନ ଭକ୍ତି ପ୍ରେମ ଆନନ୍ଦ ସଙ୍ଗୀତ ଜୀବନ ତୁଲ୍ୟ ସମ୍ମାନ ପାଇଁ ଶୁଭ ମୂହୁର୍ତ୍ତ ଧାର୍ଯ୍ୟ କରିବା ଦାବିରେ ଏବେ ଶ୍ରୀ କୃଷ୍ଣ 🕉️🕉️🙏🏻 କୋଟି କୋଟି ସମତ୍ସଙ୍କ ଙ୍କୁ ନମତ୍ସାର

  • @umakantadas1325
    @umakantadas1325 หลายเดือนก่อน +1

    ତ୍ରିସମୀକ୍ଷକ ପଣ୍ଡିତ ପଦ୍ମଲୋଚନ ତ୍ରିପାଠୀ, ପ୍ରାଧ୍ୟାପକ ଓ ପଣ୍ଡିତ ନିରଞ୍ଜନ ସାହୁ ଏବଂ ପଣ୍ଡିତ ଜିତୁ ଦାଶ ମହୋଦୟଙ୍କ ଉଦ୍ୟମରେ ପ୍ରାର୍ଥନା ପାଲା ମହାମଞ୍ଚର ଆୟୋଜନରେ ଯେଉଁ ବିଷୟ ବସ୍ତୁ ଦେବପୁତ୍ର ଜୟନ୍ତ ବିଷୟ ବସ୍ତୁ ନିର୍ଣ୍ଣୟ କରି ଦୁଇ ଧୂରିଣ ଗାୟକ ଶ୍ରୀଯୁକ୍ତ ନାରାୟଣ ସ୍ବାଇଁ ଓ ଶ୍ରୀଯୁକ୍ତ ତ୍ରିଲୋଚନ ବେହେରାଙ୍କ ଦ୍ବାରା ପରିବେଶ କରାଇ ଏତେ ମନମୁଗ୍ଧ କରାଇଛନ୍ତି ଯେ ଏହା ନିଶ୍ଚିତ ଭାବେ ଓଡ଼ିଆ ଭାଷାର ଗୌରବ ଆଶାକରେ ପ୍ରତ୍ୟେକ ଓଡ଼ିଆ ଘରେ ଶୁଣନ୍ତୁ ଏ ଭଳି ସୁନ୍ଦର ପାଲାକୁ ।ଏ ମହାମଞ୍ଚକୁ ଜୟ ମାଆ ବିରଜା ସହାୟ ହୁଅନ୍ତୁ ।
    ସମ୍ପାଦକ
    ବିରଜାପ୍ରଭା ପତ୍ରିକା
    ଉମାକାନ୍ତ ଦାସ