Paichi Paichi Tumaku - Romantic Odia Song | Film - Stree | Mihir Das | ODIA HD
ฝัง
- เผยแพร่เมื่อ 2 ต.ค. 2024
- "Odia HD" channel " ନୂଆ ନୂଆ Full ଓଡ଼ିଆ ଫିଲ୍ମ ,ଫିଲ୍ମ ଗୀତ,ଫିଲ୍ମ କମେଡି Videos ର ଗନ୍ତାଘର 😀 ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଏହାକୁ Like କରନ୍ତୁ, Share କରନ୍ତୁ, Comment କରନ୍ତୁ, ଆମ ସହ ଯୋଡିହେବା ପାଇଁ ଏବଂ ନୂଆ ନୂଆ Videos ର Notification ପାଇବାକୁ "Odia HD " Channel କୁ Subscribe କରନ୍ତୁ ଓ Bell ର Button ପ୍ରେସ୍ କରନ୍ତୁ I
.................................................
Watch & Subscribe to our other TH-cam Channels:
Sidharth TV: / sidharthtv
Jatra Agana: / jatraagana
BOBAL: / bobalodia
DCD Odia: / dcdodia
Huke Hu TV: / hookehootv
Puni Thare: / punithare
Sidharth Gold : / sidharthgold
SidharthMusic: / sidharthmusic
OdiaENews: / odiaenewsoen
World Music: / worldmusicodia
.................................................
#OdiaHD #SidharthTV #JatraAgana #DCDodia #Bobal
"Odia HD" Channel ର ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Videoକୁ Like କରନ୍ତୁ, Share କରନ୍ତୁ, Comment କରନ୍ତୁ, ଆମ ସହ ଯୋଡିହେବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବାକୁ "Odia HD" ର TH-cam Channelକୁ Subscribe କରନ୍ତୁ ଓ Bell ର Button ପ୍ରେସ୍ କରନ୍ତୁ I
#OdiaHD #SidharthMusic #SitaramAgrawal #NamitaAgrawal #SidharthTV #OdiaAgana
ଦିନ ର କର୍ମ ମୟ ଜୀବନ ପରେ ଟିକେ ଫ୍ରେଶ ହବା ପାଇଁ ଏ ଗୀତ ଶୁଣିଥାଏ ସବୁଦିନେ❤️
Tame sununa kie mana karuchhi
Ham
Hmm bhai mu bi sune
Right
ଫେରିଆସ ମିହିର୍ ଭାଇ ଆଉ ଗୋଟିଏ ଗୀତ ଟିଏ କରି ଫେରିଯିବ ଅଫେରା ରାଇଯକୁ l Miss u legend 🎉
ମିହିର ଦାସ ଏମିତି ଗୋଟେ କଳାକାର ଯାହାଙ୍କର ଜାଗା କେହି ଆମ ଓଡିଆ ସିନେମା ଜଗତରେ ନେଇ ପାରିବେନି। ତାଙ୍କ ବିୟୋଗ ସାରା ଓଡ଼ିଶା କୁ ଏକ ଅପୂରଣୀୟ କ୍ଷତି। ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାର କୁ ସଶକ୍ତି କରନ୍ତୁ।
ସତରେ ସେଇ ହସ ହସ ମୁହଁରେ ଅଛି ଆମ ପାଖରେ ଆଉ ନାହାନ୍ତି ଜୟ ଜଗନ୍ନାଥ 😭😭😭🙏🙏🙏🙏
ଏମିତି ଗୀତକୁ ଗୀତ କୁହାଯାଏ ଏମିତି ଗୀତ କୁ ଏବେ ଶୁଣିବା ସ୍ୱପ୍ନ ପାଲଟି ଯାଇଛି
👌
Chakuli pithare kana ganu ganu dina jauchi ebe au emitika gita kie act Kariba j
😱😱
2023 ରେ କିଏ ଏଇ ଗୀତ ଶୁଣୁଛ like କର miss u ମିହିର sir😭 ଜୀବନରେ ଗୋଟେ ବଡ ଅବଶୋଷ ରହିଗଲା ମୋର ଆପଣଙ୍କ ସହ ଦେଖା ହେଇପାରିଲାନି im form #youtubepagalo ବାଲେଶ୍ୱର
Bhai thik kahila
ମିହିର ଭାଇ ଓ ସିଦ୍ଧାନ୍ତ ଭାଇ ଦୁଇଜଣ ସୁପରହିଟ୍ ହିରୋ ଆମ ଓଡ଼ିଶାର
ବହୁତ ସୁନ୍ଦର ଗୀତ ❤️❤️🙏🏼🙏🏼 ବହୁତ ସୁନ୍ଦର ଅଭିନୟ କରିଛନ୍ତି 💖💖💝 ଆଉ ଆମ ପାଖରେ ନାହାନ୍ତି ଅଭୁଲା ଅତୀତ ଭୁଲି ହୁଏନାହିଁ ସବୁବେଳେ
ମନେପଡେ ଜଗନ୍ନାଥ ସ୍ବାମୀ 🙏🏼 ଜୟ ଶ୍ରୀ ରାମ 🙏💝💝💝💝💝🤩🤩🤗😘😘😘😘😘
Mihir das amar rahibe au rahi thibe
We will miss a multi-talented actor no one can replace him 😭😭😭...
😭😭
😭😭😭
Can't find any new jeneration this actress 😔
ସେଇ ହସ ହସ ମୁହ ଆଉ ଦେଖିବାକୁ ମିଳିବେ ନାହିଁ RIP 🙏🙏🙏🙏.
Legendary actor Mihir Das acted in many super hit movies. My fav movie is Pua mora Bhola Shankar. That movie was crafted by his brilliant acting.
Almighty Shiva allow his abode in heaven. AUM Shanti 🙏🙏🙏
ସତରେ ସମୟ କେତେ ଜଲଦି ସରି ଯାଉଛି ଜାଣି ହେଉନି,miss u ମିହିର ଭାଇ
Uu r a very good person
Miss me. ..only ...for..me.....Mihir bhai
Hann bhai.. Pila dina katha bahut mane paduchi
Will meet again next generation
Mihir legend
ଏମିତି ଗୀତ ଆଉ ଥରେ ଏବେ ଶୁଣିବା ବହୁତ କଷ୍ଟ
Is bro
Yes
Satare
@@riteshdhal586 to do
Sunibaku Miliba kasta Bhai.
Ever green song 🎵
Odia industry ଏ ଭଲିଆ ଗୀତ ଆଉ ହେଇ ପାରିବ କି ତାହା ଏ ପଯ୍ର୍ୟନ୍ତ କିଛି ଯଣା ପଡୁନି
ଏମିତିକା song ଦେଖିଲେ ବହୁତ୍ କଷ୍ଟ ହଉଛି 😭😭😭 really we will always miss you sir 😭😭
ବର୍ତମାନ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏହିପରି song ପାଇବା ଅସମ୍ଭବ। ବହୁତ୍ ସୁନ୍ଦର୍ ଗୀତ ।
Actiolly ଏମିତିକା ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ପାଇବା ବହୁତ କଷ୍ଟ miss u ମିହିର bhai😭😭😭
This man is good actor good brother in odia film industry.Iam proud of for your legendry' Mihir Bhai.
Beautiful phul song emitika gita au thare kebe baharibani ❤️ miss you old song
ଅତି ସୁନ୍ଦର
ଏ ଫୁଲରେ ତୁମ ନାଁ, ପାଖୁଡ଼ାରେ ତୁମ ନାଁ, ସତରେ mindblowing sei dina kuade aji chali jaichi,
Miss you ମିହିର ଦାସ sir 😍😔😔
ସେଇପୁରୁଣା ଦିନ ସବୁ ମନେପଡ଼ିଯାଏ
ଏଇ ସୁନ୍ଦର ଗୀତ ସବୁ ଶୁଣିଲେ
ବହୁତ୍ ଉଚ୍ଚରେ ମିହିର ଭାଇ ଆପଣ ସମସ୍ତଙ୍କୁ ଛାଡି ରହିଲେ କେମିତି?? ଏ ଗୀତ ଦେଖିଲେ ଲାଗୁଛି ସତେ କେମିତି ଏଇଠି କୋଉଠି ଆପଣ ଆମ ପାଖରେ ଅଛନ୍ତି।ଭଗବାନ ଆପଣଙ୍କ ଆତ୍ମାକୁ ସତଗତି କରାନ୍ତୁ। ଜୟ ଜଗନ୍ନାଥ
Ea song auu ea movie paibaku hele odiya industry ku auu gote janma nabaku padiba bodhe. Old is gold. Uttam mohanty, Bijoya mohanty, and Mihir das The legend of odiya industry.
Miss you Mihir Sir.... U r great....piladino katha bahut mone paduchi e song dekhila pore
1998 ସ୍ତ୍ରୀ best movie
RIP the legend...
Bahut sundar gita 👌👌👌👌
A Gita sunila belaku , DD1 channel, 4.pm Sunday bahut Miss ....
ବିଜୟା ମହାନ୍ତି, ମିହିର ଦାସ, ମୀନକେତନ, ରାଇ ମୋହନ, ହର ପଟ୍ଟନାୟକ, ଦେବୁ ବୋଷ ଙ୍କ ଦେହାନ୍ତ ପରେ ଓଡିଆ ସିନେମା ଦିଗହରା ହୋଈ ଯାଉଛି। ଦେଖି ବାକୁ ଇଚ୍ଛା ହେଉନି।
ସେ ଦିନ ଗଲା କୁଆଡେ ଗଲା ସେ ଦିନ ଆଉ ଆସୁନି
Ever green song i love this song💘
Nice movie
All time Hits
ସାତ ଜନ୍ମ ଲାଗିଯିବ ବୋଧେ ଏମିତି ଗୀତ ଶୁଣିବାକୁ ମିଳିବନି ,
Please.. ସିଙ୍ଗର ଦୁଇଜଣ ଙ୍କ ନାଁ ଜଣେଇବେ...?
One of my favorite song by Udit Narayan&Anuradha Padhual
Hi
Absolutely right bhai anuradha udtinarayan
I miss u mihir bhai😢😢😢😢
Best actor of world mihir sir.
ପୁରୁଣା ଗୀତ ଯେତେ ଶୁଣିଲେବି ସବୁବେଳ ନୁଆ ଭଳି ଲାଗୁଚି
ଏହି ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଛି
Imiss you Mihir sir very nice beautiful song
His a mind-blowing song mihir sir👍🏾👍🏾👍🏾
Bahut sundar
Always evergreen
Miss you mihir sir 😭😭🙏🙏🙏
We love u ❣️Mhir sir
We all miss u
Miss you sir.plz pherei ana prabhu
ଏମିତି ଗୀତ ଆଉ। କିଏ ଲେଖି ପାରିବେ
ବହୁତ୍ ସୁନ୍ଦର ଗୀତ 🙏🙏🙏❤️❤️
ଆଉ ଥରେ ଆପଣ ଏ ଧରାପୃଷ୍ଠକୁ ଆସନ୍ତୁ
Mihir Das all time hit
RIP legend.. 🙏we miss u so much sir 😭😭😭irreplaceable loss for the odia film industry...😌😭
🙏🙏🙏 🙏🙏🙏🙏🙏
@@riteshdhal586 ,,zzz
😊
😊😊😊
I really miss you sir amiti gita ଶୁଣିବାକୁ ମିଳିବନି
Wow... Udit narayan ji.. What a sweet voice... So romantic song🎵🎵🎵. Miss you mihir sir rip 💐💐
I can't live without u my life line
ଏହି ଗୀତ ମତେ ବହୁତ ଭଲ ଲାଗିଲା ପସନ୍ଦ ଆସିଲା
Ameti Geeta au suniba pain milibani aji kali ra movie ta dekhiba pain b iccha hauni
ଏଇଇ ଗୀତ ଶୁଣିନେଲା ବେଳକୁ ସବୁ ଦୁଃଖ ପଳେଇ ଯାଉଛି
2023 ରେ କିଏ ଏଇ ଗୀତ ଶୁଣୁଛ like କର miss u ମିହିର sir😭 ଜୀବନରେ ଗୋଟେ ବଡ ଅବଶୋଷ ରହିଗଲା ମୋର ଆପଣଙ୍କ ସହ ଦେଖା ହେଇପାରିଲାନି im form #youtubepagalo ବାଲେଶ୍ୱର
My childhood memories😢😢❤🎉🎉august 22.8.2023
ମିହିର ଦାସ ଙ୍କ ଏ ମିଠା, ହସ ଆଉ ଦେଖିବାକୁ ମିଳିବନାହିଁ
Ati sundar gita
Always Miss U Sir😢🙏..R.I.P
Legend never dies. 🙏 miss you my favorite mihir sir.🙏😭😭
One of bst music nd songs all songs are masterpiece 👌👌 nd also a supebb movie 👍👍
Lovely both nice film 👌❤❤❤❤
କୀ ଆନନ୍ଦ ଏହି ସଙ୍ଗୀତ ରେ ମିହିରି ଦାସ ଓ ଅଭିନୟରେ
Really miss you sir
😢😢😢😢😢😢❤❤❤❤❤so sweet
Old is gold...🙏🙏 😢😢😢😢😢RIP sir
It's really memoriable beautiful song osm
Satare I love this song's
My favorite song
I like this movie and all song
I miss you mihir bhai
Miss u Mihir sir
mihir das my fev
Hy
We will miss you legend 😥
Thanks god atleast we can tell us our next generation
We was seen a most handsome multi-talented actor
Miss u mihir das
Mis u sir
Super
I miss you mihi re sir
Satare mihir bhai pari abhineta au milibani ki abhali gita bi milibani
i miss u mihirb bhai
I miss you sir 🙏🙏
Miss you sir😭😭😭😭🙏
Vry vry nice& beautiful song🎶. Mihir sir aapana b thare dekhantu e song purunaa hele b kemiti nua laaguchi au romantic 💏 laguchi.
I miss u sir
Udit narayan super voice
Sweet song
Mihir dash ☀️☀️☀️☀️
Jay shree Ram 🙏🙏
Miss u sir
ଅମରେନ୍ଦ୍ର ମହାନ୍ତି ଙ୍କ ସ୍ୱର ସଂଯୋଜନା ଆତି ମଧୁର
ନିଜ଼ାମ ସାର ଙ୍କ ଲେଖା
ଆଉ ମିଳିବନି ଏମିତି ଗୀତ ଓଡ଼ିଆ ସଙ୍ଗୀତ ଜଗତରେ
miss you sir
Mihir das one of the dedicated artist of Ollywood industry .. love you sir
ପ୍ରକୃତରେ ଇଚ୍ଛା ହଉଛି ପୁଣି ପିଲା ଦିନ କୁ ଫେରିଯିବା ପାଇଁ ।କେବଳ ଏ ଭଳି ଗୀତ ଆଉ ସିନେମା ଦେଖିବା ପାଇଁ।
Good song
ଆଉ ସେ ଦିନ କେବେ ଆସିବନି 😭😭
ଆମ ଗହଣରେ ମିହିର ଭାଇ ନାହାନ୍ତି.. ସତ..ଏ ଗୀତ ମାଧ୍ୟମରେ.. ଜୀଵିତ ଅଛନ୍ତି....😢ମୋର ମନପସନ୍ଦ ର ଗୀତ.. ମୁଁ ଯେତେବେଳେ ବି ଗୀତଟି ଶୁଣେ...ଗୋଟିଏ ପୁରୁଣା ଜମାନାକୁ ଗୀତଟି ମୋତେ ନେଇଯାଏ...ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କୁ ବହୁତଵହୁତ ଧନ୍ୟବାଦ🙏😥
Full Romantic Song