ସ୍ମରଣ ଶକ୍ତି ବଢିବା ର ଉପାୟ || ଆଚାର୍ଯ୍ୟ ଅରୁଣ || How to improve memory power? || Acharya Arun

แชร์
ฝัง
  • เผยแพร่เมื่อ 15 มิ.ย. 2021
  • ଆପଣ ଙ୍କ ପିଲା ଦୁଷ୍ଟ ହେଉଛି କି। ପାଠ ପଢା ରେ ମନ ଦେଉନି କି । ନିଶ୍ଚୟ ଦେଖନ୍ତୁ ଏଇ ଭିଡ଼ିଓ, ଆଉ ଭଲ ଲାଗିଲେ ସେୟାର କରିବାକୁ ଭୁଲିବେନି | Please watch this Inspirational & spiritual talk by Acharya Arun and If you like this do not forget to share and subscribe .
    This is A spiritual channel to provide life changing lessons through stories by ACHARYA ARUN . ACHARYA ARUN has been inspired from Baba Baikunthanath Brahmachari .
    ଏହା କେବଳ ଆଧ୍ୟାତ୍ମିକ ଜ୍ଞାନ ର ପ୍ରଚାର ପ୍ରଚାର ପାଇଁ ଯେମିତି,ଭଗବତ୍ ଗୀତା ,ରାମାୟଣ , ମହାଭାରତ , ଶ୍ରୀମଦ୍ ଭାଗବତ, ବେଦାନ୍ତ ଦର୍ଶନ, ଯୋଗ ଦର୍ଶନ,ଓ ସାଧୁ ସନ୍ଥ ମାନକର ଉପ ଦେଶ ଉପରେ ଆଧାରିତ ଏକ ଚ୍ୟାନେଲ | ସତ୍ ଉପଦେଶ ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଜ୍ଞାନ ର ବିକାଶ ,ଲୋକମାନଙ୍କୁ ସତ୍ ମାର୍ଗରେ ପରିଚାଳିତ କରିବା ଆମର ପ୍ରୟାସ |
    ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରଚାର ପ୍ରସାର , Be good do good (ଭଲ ହୁଏ ଭଲ କର ), ଏମିତି ହିଁ ଆମର ଲକ୍ଷ ଓ ଉଦ୍ଦେଶ୍ୟ.
    #satgyan #beststory #improvememorypower

ความคิดเห็น • 7K

  • @simanchalpatro6153
    @simanchalpatro6153 3 ปีที่แล้ว +53

    ଗୁରୁଜୀ ମୁ ଆପଣଙ ଶିଶ୍ୟ ହେଵୀ

  • @sumantakuanravlogs4996

    ଗୁରୁଜୀ ମୁଁ ମୋ ପିଲାକୁ ଆପଣକଂ ବାଲକେନ୍ଦ୍ର ରେ ଦେବାପାଇଁ ଚାହୁଁ ଛି ଏହା କେଉଁଠି ରହିଛି କୁହନ୍ତୁ।

  • @kabitadalai7808
    @kabitadalai7808 3 ปีที่แล้ว +26

    ଗୁରୁଜୀ🙏 ମୋ ପୁଅ ବହୁତ୍ ଦୁଷ୍ଟାମୀ କରିବା ସହ ପାଠ ଭଲରେ ପଡୁନି।🙏 ମତେ ରାସ୍ତା ଦେଖ।ନ୍ତୁ।

  • @manjopaikraymanjo4824

    ଭଲଶିଖିବାକୁମିଳିଲା ଗୁରୁଜୀ

  • @binapanidash2313
    @binapanidash2313 2 ปีที่แล้ว +2

    Thank u, 🙏🏻🌹🙏🏻ଆପଣ ଙ୍କ ନମ୍ବର ଦିଅନ୍ତୁ ଆପଣ ଙ୍କ ସହିତ ଯୋଗାଯୋଗ କରିବୁ ଜୟ 🙏🏻❤️🙏🏻ଜଗନ୍ନାଥ

  • @ajayakumarsahoo2021
    @ajayakumarsahoo2021 16 ชั่วโมงที่ผ่านมา

    ଗୁରୁଜୀ ବାଳକେନ୍ଦ୍ର କୋଉଠି. ମୁଁ ମୋ ପିଲାଙ୍କୁ ଭଲ ସଂସାର ଦେବାକୁ ଚାହୁଁଚି.

  • @madhabimajhi8476
    @madhabimajhi8476 ปีที่แล้ว +2

    ଗୁରୁଜୀ ବହୁତ ଭଳ କଥା କହିଲେ ନମଷ୍କ।ର

  • @bibekanandakanungo6330
    @bibekanandakanungo6330 21 วันที่ผ่านมา

    ଗୁରୁଜୀ ପ୍ରଣାମ l ମୁଁ ମୋର ସନ୍ତାନ କୁ ଆପଣଙ୍କ ଅନଲାଇନ୍ ଶିକ୍ଷା ମାଧ୍ୟମରେ ଶିକ୍ଷ୍ୟା ଗ୍ରହଣ କରିବାକୁ ଚାହୁଁଛି l

  • @shreeyapriyadarshi2298
    @shreeyapriyadarshi2298 3 ปีที่แล้ว +15

    ଜୟ ଜଗନ୍ନାଥ ଗୁରୁଜୀ,ଆପଣଙ୍କର ଏହି ଉପଦେଶଟି ଆମ ସମସ୍ତଙ୍କୁ ମାନିବାର ଆବଶ୍ୟକତା ଅଛି। ମୋ ଝିଅ ମଧ୍ୟ ଆପଣଙ୍କ ନିକଟରୁ ସଂସ୍କାର ଶିକ୍ଷାଗ୍ରହଣ କରିବ। ତ।' ପାଇଁ କ'ଣ କରିବାକୁ ହେବ ଦୟା କରି କହିବେ।

  • @tapankumarnayak7012
    @tapankumarnayak7012 2 ปีที่แล้ว +1

    ମୁଁ ଚାହୁଁଛି.... ମୋ ପୁଅ ଆପଣ ପାଖରେ ଶିଷ୍ୟ ହେବା କୁ

  • @khirabdhitanayadash4531
    @khirabdhitanayadash4531 2 ปีที่แล้ว +38

    ଗୁରୁଜୀ 🙏

  • @sani1k877
    @sani1k877 ปีที่แล้ว +4

    ପ୍ରଣାମ ସାର🙏🏻🙏🏻🙏🏻

  • @lokeswaripradhan7656
    @lokeswaripradhan7656 21 วันที่ผ่านมา +1

    ଗୁରୁଜୀ ପ୍ରଣାମ ବହୁତ ବହୁତ ଧନ୍ୟବାଦ୍

  • @Guru_KrupaKrushna_Guru_Bhajan
    @Guru_KrupaKrushna_Guru_Bhajan วันที่ผ่านมา

    ପ୍ରଣାମ ଗୁରୁଜୀ🙏🙏🙏

  • @subhamkumarsahoo7263
    @subhamkumarsahoo7263 2 ปีที่แล้ว +5

    ଧନ୍ୟବାଦ ଗୁରୁଜୀ 🙏🙏🙏

  • @prarbdhaissukoon5591
    @prarbdhaissukoon5591 2 ปีที่แล้ว +9

    ଧନ୍ୟବାଦ ଗୁରୂଜୀ 🙏🙏

  • @Dibakorbiswal
    @Dibakorbiswal 14 วันที่ผ่านมา +2

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଗୁରୁଜୀ (ଆପଣଙ୍କ ପାଇଁ ମୁ ଭଲ ବାଟ ଦେଇ ଚାଲି ପାରିଛି)

  • @arunbhoi2277
    @arunbhoi2277 3 ปีที่แล้ว +15

    ଆ଼଼ଞ ଆପଣକୁ 🙏🏻🙏🏻

  • @swayamtonedigital4845
    @swayamtonedigital4845 ปีที่แล้ว +3

    ବହୁତ ସୁନ୍ଦର

  • @user-mi3gp8tb2q

    ହୃଉଛି