Sala Tate laza laguni mate gote katha kaha christian kebe thu achi Are amar sanatan dharma na tara janma achi na tara mrtu Tu bi agaru hindu thilu hela Tame Mane kichi tanka lobhare sabu convert heicha saram kar Bhai Bolo jai shree ram ❤❤❤ Jai Sanatan ❤❤❤
Han. Loka Mane janibe je Prabhu Jisu Satya parameshwar atanti. Mo pakhare proofs bhi ache. Tanku accept Karo au paritran pao au be saved from going to hell
Bhai tame b gote udaharana deiki bujhao Christian Bhai Mane kmti Bible re lekha jaithiba bishayare lekhanti tame b lekha Tama dharmara . Lekhi paribani karana Satya eka achhanti se hauchhanti jesus !! Jesus khyama karantu tamaku !
@@JeevankumarMallick to sune re engrazi na najayas aulad duniya saara jau islaamic terror groups ku kahin ki europe and western country maney support koruchonti. Soto katha ta kohile boda dharm paloko naike. Aslo re kristan maane gute gute amonisho, adhormi and paapi.
Pathana manka virudhare movie kariba katha. Prakriya dacoit heuchanti semane. Pura world re tankari jogun ashanti lagi rahichi. Epate Christian nku virodh karibe sepate Israel india bhai bhai kahibe.
Are magiha Christian,tu bedha chhua sina Christian gihauchu to DNA para hindu,au Amara ta 33 core deba debi ,18 purana au 108 upanisad ,au to bibel ku kie genhuchi,tu magiha ama Gita bhagabat padhe au to jisu bhuta ku padha😂😂😂
Tama dharma ra loka mananka katha dekha pura saitan re prabhabita laguchi. Tama bhagaban bhi semiticthibe bodhe. Prabhu Jisu hauchanti sarvashresth samastanka tharu. Tanku grahana Kara au ananta jibana pao. Se hi Satya. Tara proof bhi mo pakhare achi
Ta mane tome hindu bhai mananku Cristian re convert kari bulibo ki aita hindustan bhai prabu shree ram nko janma stana jisu nko nuho aita mind re setup karitho
Are dara kichi nai ..katha hauchi conversion ra bharat ra sanskruti western loko accept karuchanti kintu loko mane sikhya abhab re tanka culture adopt karuchnti
prabhu jesuse hnn samasto srusti karta mane rakhantu bhai mane....je jisu nku pauchi se jibana paichi...se satya ,se potho and se hinn jibana au tahanka bina sorga jibara bato nahii...hindu ki musolman ,ki christian huo jiebi ...jisunka bina sabu...adura..❤
@@BikramonFaithkire boka choda prabhu jisu hau nku jie eita odisha tame kebala sc st pila nku converted kari pariba nku muslim ra muni ,siaa loka nka upare hata dei paribani eita yama jisu nka guna
Converted Mankora bhut jola poda heuthiba... trailer dekhiki comment section re dekhi paruthibe...Mu jane Adiwasi proud to be a Hindu Sanatani🚩🚩🚩 Jay SriRam 🚩
Sonatoni ra mane bi jani no thibu, yes , mu bi jane Hindu thili, hele mu Jesus Christ nku biswaso kare, hele tume, Christian mananka pochhore jete loka birodh karuchhonti, be carefull , Samosta, Sonatoni, Hindu loka manaku kahuchhi, Jesus tumoku jalanta Ogni kunda re polei be, Sesho Samoyre, mona Paribartan kara, Jesus nka birudhore gole Moribo ok
Ahi film re kete achanti se samaste ugravadi .are bhai tu to prathome toro bhasa engre jo ro sabdo ba English ward bahar karuchu prathome nijo ku sudhari he tapore anyaku sudhari bu .toro English sabdo kohiba lekhibs bond kore .tunije Christian ro bhasa ku au dresh piduchu ahi sabu ku chardide au tunije jone ugravadi autu anyaku madhya ugravadi rupo dharono koraiba band kore.
Is Hindu a caste? Sambit himself says that he is a Brahmin by caste,how can you say that Hindu is a caste. If it is a caste ,then show us a caste certificate wherein caste is mentioned as Hindu.
Khali loka ka bhitare juhda karibara chesta ...eiguda kara dham achi muslim guda ku kahiparibe ...kintu emane se minority attack karuchanti ...au semiti re emanuku kihe rights dela ... jaha ra jahu dharma icha .tama icha ...kara ...its your choice...❤❤❤❤❤
ସତରେ ଗୋଟେ କଥା ଭାବିଲେ ଦୁଃଖ ଲାଗେ ଯେ, ହିନ୍ଦୁ & ମୁସଲିମ ଧର୍ମ ମଧ୍ୟିରେ ସବୁବେଳେ ଦଙ୍ଗା, ମାରପିଟ୍ , ଝଗଡ଼ା,କିନ୍ତୁ ଖ୍ରୀଷ୍ଟିଆନ୍ ଲୋକେ ଶାନ୍ତି ରେ କାହିଁକି ଅଛନ୍ତି ଟିକେ ଭାବ , ତୁମ ଭଗବାନ୍ କଣ ଅନ୍ୟ କୁ ମାର ହତ୍ୟା କର ବୋଲି କହିଛନ୍ତି କି , ଧର୍ମ ବିଷୟକୁ କୁ ନେଇ ତୁମର ଅସୁବିଧା କଣ ଖାଇବାକୁ ପାଉନ କି, ?
ଭାଇ ଜଣେ ଖ୍ରୀଷ୍ଟିଆନ ପରିବାର ର କିନ୍ତୁ ସବୁ ଧର୍ମ କୁ ସମ୍ମାନ ଦିଏ ଖୁସିରେ କହିବି ଜୟ ଜଗନ୍ନାଥ ❤ କିନ୍ତୁ ମୁଁ ମରିଯିବି ସିନା କୌଣସି ଧର୍ମ କୁ ନେଇକି କେବେ ବି କାହାକୁ ଖରାପ ବା ପରିହାସ କରିବିନି ! ସତରେ ମ ଜିବନରେ ଖ୍ରୀଷ୍ଟିଆନ ଧର୍ମରେ ପଇସା ଦେବାର ଦେଖିନି 😢😢 ଯଦି ମୁଁ ପଇସା କି ଘର ପାଇଥନ୍ତି ତେବେ କେବେବି ଦାଦନ ଶ୍ରମିକ ଖଟିବାବୁ କେରଳ ଯାଇ ନଥନ୍ତି ଦୟାକରି କୌଣସି ଧର୍ମ କୁ ନେଇ ଚର୍ଚ୍ଚା କରନି। ଆମେ ମଣିଷ ଜିବନ ପାଇଚୁ କିଛି ଭଲ କାମ କରିବା ସମସ୍ତ ଙ୍କ ପାଇଁ। ଜୀବନର ପ୍ରକୃତ ମୂଲ୍ୟ ବୁଝିବା jay hind ❤
Love you bhai ....samastanka bhita ru bhala comment paili jone Sacha nagarika....
Thanks ଭାଇ ତମକୁ ଆଉ ତମ ପରିବାରକୁ ସମସ୍ତଙ୍କର ଆଶିର୍ବାଦ ମିଳୁ
@@nijantabadamajhi ଭାଈ ସତରେ ସତରେ ଭାଇ ଯୀଶୁ ଙ୍କ ଆଶୀର୍ବାଦ, ଦୟା ପାଇଁ ମୋର ସାନ ଭଉଣୀ MBBS NEET qualify କରି MKCG ରେ ଅଛି ,ଏବଂ ମାଆ ମଧ୍ୟ operation ହେଇ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏହା ସମ୍ଭବ କେବଳ , ଯୀଶୁଙ୍କ ଠାରେ ପ୍ରାର୍ଥନା ଏବଂ ଦୃଢ଼ ଇଛା ଶକ୍ତି 🙏 ଆଉ ଆଜି ଯଦି ଆମେ ଅନ୍ୟ ଜଣ କୁ ଖରାପ କହିବ ସମଲାଚନl କରିବା ତେବେ ଜିବନରେ ସଫଳ ହେବା ନାହିଁ 🙏
Jay shree Ram 🚩🚩🚩
God bless you ❤
ଏହି ଫିଲ୍ମ ନିଆ ଲଗାଇବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପାବିତ୍ରାଆତ୍ମାଙ୍କ ଅଗ୍ନି ଭାରତରେ ଲାଗିବ ଏବଂ ଅନେକ ଲୋକ ପ୍ରଭୁଙ୍କ ନିକଟକୁ ଆସିବେ । ଆମେନ। ପ୍ରଭୁ ଯୀଶୁଙ୍କର ଜୟ ହେଉ , ହାଲ୍ଲେଲୁୟା...
Praise the lord....
ଆମେନ
ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବଢିବା ନିଶ୍ଚିନ୍ତ
Aleluya na baala...
ସେଥିପାଇଁ ତ ଏ film ହେଇଚି ଭାଇ, 🙌
କନ୍ଧମାଳ, Cristian ବିରୋଧୀ ମାନେ କଣ, ହେଲେ, କେମିତି ହେଲେ, ସେଇଟା ଆଗ ଜାଣି ନିଅ
Sadguru bhagwaan ki jai❤❤❤
Jisu heuchanti western country koka
Tuma jisu kn ete chutta je taku kie burudh kale boli maridaba Mane tanka pakhare sahiba sakti nahin
ଭାଇ ତମର ଗର୍ବ ଅହଙ୍କାର ଅତି ଶୀଘ୍ର ଅନ୍ତ ଘଟିବ ... ଏହା ବାସ୍ତବିକ ନୁହ , ଏହା ତମର ଏକ ବ୍ୟବସାୟ , ଆଦିବାସୀ ଗରିବଙ୍କୁ ଶାସନ କରି ସେମାନଙ୍କୁ ଶୋଷଣ କରିବାର ଏକ ପ୍ରୟାସ !!' ପୂର୍ବରୁ ଯେମିତି ଶୋଷଣ କରୁଥିଲ .......କିନ୍ତୁ ଏହା ସମ୍ଭବ ନୁହ ....…
ଏ ଫିଲ୍ଲମ୍ ରିଲିଜ୍ ହେଲାପରେ ଓଡିଶାରେ ଆହୁରି ଖ୍ରୀଷ୍ଟିଆନ୍ ବଢିଯିବେ କାରଣ ତୁମେ ଜାଣି ଜାଣି ଶୋଇଥିବା ହାତୀ ସହ ଲାଗୁଛ । ପ୍ରଭୁ ଯୀଶୁ ତୁମକୁ ମାଫ୍ କରନ୍ତୁ । Jai Mashi Ki 🙏🏻
Right
Praise God 😀😀😀
@@gpkbd2009 ta pare Puni tandap haba hindu manakara
Amen
Christianity=Foreign fund💰💰💰
ଆରେ ମୂର୍ଖ ଭାରତ ବର୍ଷର ଯଦି, ସବୁ ନାମୀ ଦାମି। ବଡ଼ ଲୋକ ହୋଇ ଛନ୍ତି, ତେବେ ସେହି Christian School ରେ ପାଠ ପଢ଼ି।। ତୁ ନିଜକୁ ଏତେ ଜ୍ଞାନୀ ଭାବୁଛୁ। ଭାରତ ଭଳି ଗୋଟେ, ଧର୍ମ ନିରେପେକ୍ଷ ରାଷ୍ଟ୍ରରେ। ତୋ ଭଳି ଗୋଟେ ଅଲାଯୁଗ କେମିତି ଜନ୍ମ ହେଲା।। ଏଠି ଲୋକ ମାନେ ସବୁ ଧର୍ମ କୁ, ସମ୍ମାନ ଦେଈ, ଚାଲିଛନ୍ତି।।।
ଚାଣକ୍ୟ,ସୁସୃତ,ପାଣିନି ଏ ସବୁର ନା ସୁଣିଚୁକି ତୁ ଜୋଉପାଠ ପଢୁଚୁ ତାହା ମେକୋଲେର ପାଠ
ଆମ୍ବାନି,ଟାଟା,a.p.j abdul kalam ବି english medium ରେ ପଢିନି Google କରିକି ଦେଖିନେ l ଅନ୍ୟଦେସରଲୋକ କପଡାବି ପିନ୍ଧି ଜାଣୁନଥିଲେ ସେତେବେଳେ ଭାରତରେ ନାଳନ୍ଦା ପରି ବିସ୍ବବିଦ୍ୟାଳୟ ଥିଲା ତତେ କିଛି ଜଣାନାହିଁ ଗର୍ବକର କି ତୁ ଭାରତରେ ଜନ୍ମହେଇଚୁ ମୋ ଭାରତରନାମ ସୁନାର ଚିଡିୟା ଥିଲା ଏଠି ସୁନାର ମନ୍ଦିର ଅଛି ହେଲେ ପୃଥିବିର କୌଣସିଜାଗାରେ ନାହିଁ ତେବୁ ମୋଗଲ ଇଂରେଜ ବାରମ୍ବାର ଆକ୍ରମଣ କରୁଥିଲେ
ଆରେ ଧର୍ମ ନିରିପେଖ୍ୟ ଯଦି personal law board କଣ ପାଇ ଆଛି କହିବୁଟିକେ
ଭାଇ ଆମ ହିନ୍ଦୁ ଲଖ ସବୁ ଧର୍ମ କୁ ସମାନ ମାନନ୍ତି ସମ୍ବିଧାନ ଅନୁଯାୟୀ କିନ୍ତୁ ଅନ୍ୟ ଧର୍ମ ର ଲଖ ତାହାକୁ ମାନନ୍ତି ହିଁ ନାହିଁ
ମୁଁ ବି ମାନୁଛି ଆମ ଦେଶ ରେ ସବୁ ଧର୍ମ ସମାନ କିନ୍ତୁ ସେ ମାନେ ମାନୁଛନ୍ତି କି ସବୁ ଧର୍ମ ସମାନ ବଲି
ଆପଣ ମ କଥା ବିଶ୍ୱାସ ହେଉନି ହେଲେ ନିଜେ ପରୀକ୍ଷା କରି ନୀୟ
ଜୟ ଶ୍ରୀ ଜଗନ୍ନାଥ ❤❤❤❤❤❤❤ ରାଧେ ରାଧେ
Ja USA most educated loka hin hindu hela. Google re search kr. Aou ta maa ko gehithile foreign ra bodhe sethi pain tame sala Christian hele.
Remagia बिजनेस religions Christian
ଯୀଶୁ କହିଲେ ଲୋକେ ଯେବେ ତୁମ୍ଭମାନଙ୍କୁ ମୋ ନାମ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି ପୁଣି ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି ତେବେ ତୁମ୍ଭେମାନେ ଧନ୍ୟ । ଆମିନ
Sala Tate laza laguni mate gote katha kaha christian kebe thu achi
Are amar sanatan dharma na tara janma achi na tara mrtu Tu bi agaru hindu thilu hela
Tame Mane kichi tanka lobhare sabu convert heicha saram kar Bhai
Bolo jai shree ram ❤❤❤
Jai Sanatan ❤❤❤
Babu TU bodhe pakka converted aau
Amen. ✝️✝️✝️✝️
Phone kari thileki tate
@BishakhaChhatria ହଁ ପ୍ରଭୁ ଯୀଶୁ ତାହାଙ୍କ ବିଶ୍ବସ୍ତ ଲୋକମାନଙ୍କୁ କଥା କହନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ଆଶ୍ରୀବାଦ କରନ୍ତୁ।
Trailer Review ଲେଖି ଆସୁ ନାହିଁ ୟେ ଫୁଣି Socialtalk ଗବଗାଣ୍ଡୁ ଅନ୍ଧ ଭକ୍ତ 😂😂😂
ଆଦିବାସୀ ହିନ୍ଦୁ ନୁହନ୍ତି ଏହି କଥା ଜାଣିଚୁ କି ନାହିଁ, ଭଲ ରେ ଟିକେ ହିଷ୍ଟ୍ରି ପଡେ, ଆଉ ଭିଡ଼ିଓ କର ନ ହେଲେ ତତେ ମୂର୍ଖ ବଲି କହିବେ ଲକେ
ତୁମ ପରି ପଣ୍ଡିତ ସବୁ ଜାଣିଛନ୍ତି।
ତୋମେ ଭାଇ ଜାଣିବା ଦରକାର ଯେ ଆଦିବାସୀ କ୍ରିଷ୍ଟିଆନ ବି ନୁହଁହାନ୍ତି ଆଦିବାସୀ ମାନଙ୍କ କୋଣସି ଧର୍ମ ନାହିଁ ଧର୍ମ ତାଙ୍କଠୋ ଉଦ୍ଧାବ ହୋଇଛି ଆମ ମାନଙ୍କ କୋଣସି ଧର୍ମ ନାହିଁ ଆମେ ଧର୍ମ ବିଷୟରେ ଜାଣିବୁ ନାହିଁ
Adivasi hele SARANA Dharma ro Hindu ki Sanatani Nuhe
Right ଭାଇ
@@mamantamajhi3586ଭାଇ ତମେ ଯୋଉ ମୋବାଇଲ କୁ use କରୁଚ ସେଇଟା ବି ଖ୍ରୀଷ୍ଟିଆନ ମାନେ ଉଦ୍ଭାବନ କରିଛନ୍ତି। ତାହେଲେ ମୋବାଇଲ କୁ କାହିଁ କି use କରୁଚ
ଏହି ଫିଲ୍ମ ଖ୍ରୀଷ୍ଟିଆନଧର୍ମ ବିରୁଦ୍ଧରେ ହେଇଛି..ଫିଲ୍ମ ଠାରୁ ବେଶୀ ଲୋକମାନଙ୍କୁ ଉସ୍କାଉଛନ୍ତି ଏହି ନାଲି ଗାମୁଛା ପରି ଫାଲତୁ ଲୋକମାନେ.ଏମାନଙ୍କର କାମ କେବଳ ଭାଈ ଭାଈ ଭିତରେ ଝଗଡା ସୃଷ୍ଟି କରିବା..
ପୁରା ସତକଥା କହିଛନ୍ତି ଭାଇନା 🙏
Your just nothing our chritan community is great world Championship ok
Soda kukur Tu adibasi ki
A mana nka kamo dhanda kichhi nahi re bhai❤❤jati jati ବିପକ୍ଷେ uthiba bali seithi pain to amne amiti vdo karu chanti
ଅନକା ଦ ଅଲମ ମେନିଆ ଦାଦା 😂ତତେ କିଏ କହିଥିଲା ନିଜ ସାରନା ଛାଡି cristiyan ହେବାପାଇଁ ଆଜି ବହୁତ ବାଧୁଚି ତତେ ଆମା ବାବା ସାରନା ଚେଦ ଇଂରେଜ ଦିକୁ ଆମ ହଇ ମେ ମୁଁ ଭି Adivasi ରୁ but ନିଜ ପୂର୍ବ ପୁରୁଷ ମୋ ପାଇଁ ମୋର ପରିଚୟ ତମ ଭଳି ଧର୍ମ ଚେଞ୍ଜ କରି ଅନ୍ୟ ଜଣକୁ ମୋର ବାପ ବନେଇ ପାରବି ନାହିଁ 🤟ଜୋହାର 🙏ଜୟ ମାରାଂ ବଙ୍ଗା ✋⭕❗⭕🤚🙏🚩🚩🚩🚩
Director ଏବଂ କଳାକାରଙ୍କ ସାହସ କୁ କୋଟି2 ପ୍ରଣାମ ବହୁତ ବଡ ଜନଜାଗରଣ ହେବ🙏🚩🙏🚩🙏🚩
@@foodieodi ବାଳ ଜାଗରଣ ହେବ
Han. Loka Mane janibe je Prabhu Jisu Satya parameshwar atanti. Mo pakhare proofs bhi ache. Tanku accept Karo au paritran pao au be saved from going to hell
Bhai tame b gote udaharana deiki bujhao Christian Bhai Mane kmti Bible re lekha jaithiba bishayare lekhanti tame b lekha Tama dharmara . Lekhi paribani karana Satya eka achhanti se hauchhanti jesus !! Jesus khyama karantu tamaku !
ଯିଏ ଏ ପିଲ୍ମ କୁ ଲେଖିଛି ସେ ଏତେ ମୂର୍ଖ ଏମିତିଆ ପିଲ୍ମ କୁ ବନ୍ଧ କରାଯାଉ
ଧର୍ମ କେବେବି କାହାକୁ ହିଂସା କରେ ନାହିଁ, ଅଧର୍ମ ବିବାଦ ସୃଷ୍ଟି କରେ, ଅଧର୍ମ ଅରାଜକତା ଆଣେ, ଅଧର୍ମ ହିଂସା କରାଏ। କିନ୍ତୁ ଧର୍ମ ନ୍ୟାୟ ଆଣେ, ଶାନ୍ତି, ପ୍ରେମ, ଆନନ୍ଦ, ନମ୍ରତା ଆଣେ। ହେ ଅଧର୍ମଚାରି ତୋହର ଶିକ୍ଷକ କିଏ କି, ସାବଧାନ ଶୟତାନ ତୋହର ଶିକ୍ଷକ ହୋଇପାରେ। ଶୟତାନଠାରୁ ଦୂରରେ ରୁହ ଏବଂ ମଣିଷକୁ ମଣିଷ ଭାବରେ ପ୍ରେମ କରିବା ଶିଖନ୍ତୁ। କାରଣ ମନୁଷ୍ୟର ସୃଷ୍ଟିକର୍ତ୍ତା ଏକ ଅଟନ୍ତି ସେ ପ୍ରଭୁ ଯୀଶୁଖ୍ରୀଷ୍ଟ।
ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ
@@RupeshKradika jia nija ku rakhya kari parilani se tama manka pravu wa re
ଜୟ ଯୀଶୁ
@@Lucifer7666-x1u ପ୍ରଭୁ ଯୀଶୁଖ୍ରୀଷ୍ଟ ପୂର୍ବରୁ କହିଥିଲେ ମନୁଷ୍ୟର ପାପ ମଚନ ନିମନ୍ତେ ପାପିମାନଙ୍କ ଦ୍ୱାରା ହତ ହେବାକୁ ହେବ, ଆଉ ଯୀଶୁ କହିଲେ, ମୁଁ ତିନି ଦିନ ତିନି ରାତ୍ରି ଉତ୍ତାରେ ମୁତ୍ୟୁକୁ ଜୟ କରି ଉଠିବି। ବାଇବଲ ପ୍ରମାଣ ଦିଏ ସେ ଆଜି ମଧ୍ୟ ଜୀବିତ ଈଶ୍ୱର ଅଟନ୍ତି।
@@Lucifer7666-x1u ସେଥିପାଇଁ ଏବେ ମଧ୍ୟ ଯୀଶୁଙ୍କ ନାମରେ ଦୁଷ୍ଟଆତ୍ମା ମାନେ ସୁଦ୍ଧା ଥରି ଯାଆନ୍ତି। ଆପଣଙ୍କୁ ଦେବତାମାନେ ସ୍ୱପ୍ନରେ କହିଛନ୍ତି କି ଆମର ଧର୍ମ ଲୋପ ପାଉଛି ରକ୍ଷା କର ବୋଲି। ଆମେ ବି ହିନ୍ଦୁଥିଲୁ କିନ୍ତୁ ଆମେ କାହାକୁ ବିରଦ୍ଧ କରି ନ ଥିଲୁ। କିନ୍ତୁ ଯେବେ ମୁଁ ବାଇବଲ ଅଧ୍ୟୟନ କଲି ସେ ଦିନଠୁ ଯୀଶୁଙ୍କୁ ମୋହର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କଲି। କାରଣ ତାହାଙ୍କ ନାମରେ ଅନ୍ଧ ଦେଖେ, ଚଟା ଚାଲିପାରେ ଓ ମୃତ୍ୟୁ ବ୍ୟକ୍ତି ଉଠିଥାଏ। ପୁଣି ସ୍ବର୍ଗ ମର୍ତ୍ତ୍ୟ ପାତାଳର କଞ୍ଚି ତାହାଙ୍କ ହସ୍ତରେ ଅଛି।
ଫାଲତୁ ଫିଲ୍ମ ଛି..ଛି.. ଜ୍ଞାନ ହିନ ଡାଇରେକ୍ଟର
ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବଢିବା ନିଶ୍ଚିନ୍ତ
🎉
Tu bada gyanita jana pduchu
ପ୍ରଭୁ ଯୀଶୁଖ୍ରୀଷ୍ଟ କହିଛନ୍ତି, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ତତ୍ପରେ ଯୁଗାନ୍ତ ହେବ
ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ
ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
୨. ROZA BAL SHRINE କଣ ଅଟେ?????
୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣
Bolo punyatma jesus ke parampita shri krishn kanhiya laal ki jai 🚩🚩
ତୁ ବାଳ ଖ୍ରୀଷ୍ଟିଆନ ନା ଆଦିବାସୀ ବିଦେଶୀ ଧର୍ମ ପ୍ରତ୍ସାହନ କରୁଛୁ l
ତୋ ପରି ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବାଧିବ ନିଶ୍ଚିନ୍ତ
ଯେତେ ଯାହା ହେଲେ ମଧ୍ୟ ସତ୍ୟ ଆଗରେ ସବୁ କିଛି ହାର ମାନିଯାଏ। କାରଣ ପ୍ରଭୁ ଯୀଶୁ ନିଜେ କହିଛନ୍ତି "ମୁଁ ପଥ, ସତ୍ୟ ଓ ଜୀବନ କେହି ମୋ ଦେଇ ନ ଗଲେ, ପିତାଙ୍କ ନିକଟକୁ ଯାଇପାରେ ନାହିଁ।
Hn jishu nku mu ninda karuni kintu Satya khojiki dekha kn Satya jana padijiba
@@lasmitapatra7951 mu proof kari paribi je Prabhu Jisu Satya parameshwar. Tame proof kari pariba je hindu Satya boli?
ଯୀଶୁ ଗୋଟେ ସଧାରଣ ମଣିଷ ଆଉ ଗୋଟେ ଭଣ୍ଡ like ବାବା ସାରଥୀ 😅
Se kia . Ame vharat loko janinu
ସତରେ ତମ ଜ୍ଞାନ କୁ ମାନିବାକୁ ବାକୁ ପଡ଼ିବ
ତମେ ଯାହା ଲେକିଛ ତାହା ହିଁ
ସନତାନି କାମ।। ସଇତାନି ଅଧିକା 😂😂
ତୋ ପରି ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବାଧିବ ନିଶ୍ଚିନ୍ତ
@@m.bairisalyafiresafetyoidi8081 ଆରେ ଭାଈ ଫିଲ୍ମ୍ ବନେଇବା ପାଇଁ। ବୋହୁଟ କଣ୍ଟେଟ୍ ଅଛି, ଖାଲି ଓଡ଼ିଶା ରେ ହିଁ କନ ସନାତନି ଅଛନ୍ତି କି , ଦେଖ ଆନ୍ଦ୍ର ରେ କେମିତି ରାଜ୍ କରୁଛି ପୁଷ୍ପା, ନିଜର ଯଦି ବୁଦ୍ଧି ନାହିଁ ତାହେଲେ ଦେଖିକି ଶିଖ,,😄
@@SidhhantKumar-y8j ହଁ କୁହ ହିନ୍ଦୁ ମାନଙ୍କୁ ସଇତାନ୍..କିନ୍ତୁ ମନେ ରଖ ଏ ହିନ୍ଦୁ ମାନଙ୍କ ବିନା ତମର ଗୋଟିଏ ଦିନ ବି ଭଲରେ ବିତିବ ନାହିଁ ସେଇଟା କେମିତି ଟିକେ ଚିନ୍ତା କର ସବୁ ମନେପଡିଯିବ..😎🗿
😃😃😃😃
Jay shree Ram
Praise the lord hallelujah. ଖ୍ରୀଷ୍ଟିଆନ ଧର୍ମ ଲୋକମାନଙ୍କୁ ଏମିତି ହିଁ ଘଟିବ ଆଗାମୀ ଦିନରେ ଏହା ପବିତ୍ର ବାଇବଲରେ ଆଗରୁ ଲେଖାଗଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣମାନଙ୍କୁ କ୍ଷମା କରନ୍ତୁ ଓ ମନ ପରିବର୍ତ୍ତନ କରନ୍ତୁ ଆମେନ୍
Magia
Converted spotted. 😂
2 tanka chaula pai shabhu bhala
ତମେ ଯେତେ ଫିଲ୍ମ୍ ବାହାର କର କଦାପି ଖ୍ରୀଷ୍ଟିଆନ ମାନେ କିଛି ହେବାର ନାଇ , ତମେ ଯେତେ ଖ୍ରୀଷ୍ଟିଆନ ମାନଙ୍କୁ ତାଡନା ଦେବ ସେତେ ଲୋକମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବେ l ତମମାନଙ୍କ ଭଳିଆ ମୂର୍ଖ ମାନଙ୍କ ପରି ଖ୍ରୀଷ୍ଟିଆନ ମାନେ କେବେ କାହାର ଅନିଷ୍ଟ ଚିନ୍ତା କରନ୍ତିନି କି କାହାର ମନ୍ଦିର ଭାଙ୍ଗନ୍ତିନି କି ନିଜର ଧର୍ମ ରକ୍ଷା କରିବା ନିମନ୍ତେ କାହାକୁ ହତ୍ୟା କରନ୍ତିନି l ଆରେ ଅନ୍ଧ ଭକ୍ତ ଏଥିରୁ ତ ଜଣାପଡୁଛି ସତ୍ୟ କଣ l
@@JeevankumarMallick to sune re engrazi na najayas aulad duniya saara jau islaamic terror groups ku kahin ki europe and western country maney support koruchonti. Soto katha ta kohile boda dharm paloko naike. Aslo re kristan maane gute gute amonisho, adhormi and paapi.
Pathana manka virudhare movie kariba katha. Prakriya dacoit heuchanti semane. Pura world re tankari jogun ashanti lagi rahichi. Epate Christian nku virodh karibe sepate Israel india bhai bhai kahibe.
ଓଡ଼ିଆ ଚଳଚ୍ଚିତ୍ର ତ ବୁଡ଼ି ଗଲାଣି 😁 , ଶେଷରେ ଏଭଳି ଚଳଚ୍ଚିତ୍ର କୁ କିଏ ପଚାରେ 😂
😃😃😃
ପ୍ରଥମେ ଗୋଟେ ଛୋଟ ଗାଁ କୁ ହିନ୍ଦୁ କରି ସେଠି ସବୁ ଜାତିର ଲୋକେ ହିନ୍ଦୁ ନାମରେ ଜାତି ପ୍ରଥାକୁ ନ ମାନି ରୋଟି ବେଟି ବା ବ୍ରାହ୍ମଣ ଓ ଅତି ଶୁଦ୍ର ମଧ୍ୟରେ ବିବାହ ବନ୍ଧନ କରି ପରୀକ୍ଷା କରା ଯାଉ ତାପରେ ଦେଖିବା ହିନ୍ଦୁ ର ଧର୍ମ ପ୍ରତି କେତେ ଜାଗୃତି ଅଛି। କିନ୍ତୁ ଏହା କେବେ ସମ୍ଭବ ନୁହ ଏହି ଧର୍ମରେ ଉଛ ନୀଚ ନ ରହିଲେ ବ୍ରାହ୍ମଣ ରାଜି ହେବନି କାରଣ ସେ ସମାଜ ରେ ସବୁଠାରୁ ଉଚ୍ଚ ରେ ହିଁ ରହିବାକୁ ଚାହେଁ, ଜଣେ ଅତି ଶୁଦ୍ର ହଜାର ବର୍ଷ ବ୍ରାହ୍ମଣ ଭଳି ନୀତି କାନ୍ତି କଲେ ବି ସେ ବ୍ରାହ୍ମଣ ହେଇ ପାରିବନି। ଦେଶରେ ଯଦି ସବୁ ଲୋକେ ହିନ୍ଦୁ ହେଇଯିବେ ତେବେ ଆଉ ଗୋଟେ ନୂଆ ସମସ୍ୟା ଉପୂଜିବ ତାହା ହେଲା ଜାତି ବାଦ, ସବର୍ଣ୍ଣ ଅତି ଶୁଦ୍ର, ରାଜନୀତି ରେ ବହୁଦଳୀୟ ଉଠି 2 ଦଳୀୟ ହେବ। ଶାସକ ଦଳ ଜେନେରାଲ ରହିବେ st sc ଓ obc ବିରୋଧୀ ଭଳି ଅଭିନୟ କରିବେ ବିରୋଧୀ କେହି ରହିବନି ମାନେ ରାଜତନ୍ତ୍ର ଯେ ଭଳି ଉତ୍ତର କୋରିଆ ରେ ଚାଲିଛି। ଯଦି ଯେ ପ୍ରକୃତ ବିରୋଧୀ ଦଳ ଭଳି କରିବ ତାକୁ ଦୁର୍ଘଟଣା ରୁପଦେଇ ଉଡେଇ ଦେବେ କିମ୍ବା ଦେଶ ଦ୍ରହୀ ଧର୍ମ ଡ୍ରୋହି କହି ଜେଲ୍ ରେ ଭର୍ତ୍ତି କରାଯିବ। ଏହି ଲଜିକ୍ ଆଗକୁ କାର୍ଯ୍ୟ କରିବ ଦେଖୁଥନ୍ତୁ
ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ
Let's have debate on casteism
ତୋ ପରି ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବାଧିବ ନିଶ୍ଚିନ୍ତ
@@thenature2668 right
@@m.bairisalyafiresafetyoidi8081 TU pagala ki ree🤣🤣
ଯୀଶୁ କହିଲେ ମୁଁ ପଥ ସତ୍ୟୟ ଓ ଜୀବନ ମୋ ଦେଇନଗଲେ କେହି ପିତାଙ୍କ ନିକଟକୁ ଯାଇ ପାରିବ ନାହିଁ
Tu jaa😂😂😂 ta father pakhaku
ଜଉମାନେ ଖ୍ରୀଷ୍ଟ ପୂର୍ବରୁ ଜନ୍ମ ହେଇଥିଲେ
ସେମାନଙ୍କୁ ଯୀଶୁ କଣ କହିଲେ,
ସେମାନେ କଣ ପିତାଙ୍କୁ ନିକଟକୁ ଯାଇନଥିବେ 😂😂😂😂😂😂😂😂😂😂😂😂
Bolo punyatma jesus ke parampita shri krishn kanhiya laal ki jai 🚩🚩
Acha 2 tanka chaula mili jaei chi
Tu jaldi Israel pola seithi jesu ochhi
ପ୍ରଥମରେ ଠିକ୍ ଭାବରେ ବାଇବଲ୍ ପଡ଼େ ତାହା ହେଲେ ଜାଣିକୁ ଖ୍ରୀଷ୍ଟ ଧର୍ମ କଣ ଗୋଟେ ଧର୍ମ ବିଷୟରେ ବିରୋଧ କରିବା ପୂର୍ବରୁ ସେହି ଧର୍ମ ବିଷୟରେ ଜାଣିବାକୁ ହେବ ଓ ସେହି ଧର୍ମ ପୁସ୍ତକ ୧୦୦ ଥର ପଡିବାକୁ ପଡିବ ତାହା ହେଲେ ଜାଣି ପାରିବ ଭାଇ ତମେ କେବେ ଥରେ ହେଲେ ବାଇବଲ ପଡି ନୋ ତେଣୁ ତୁମକୁ ତୁମର ଶିକ୍ଷାରୁ ଏହିପରି ଖରାପ ଚିନ୍ତା ଆସୁଛି କିନ୍ତୁ ପ୍ରଭୁ ଯୀଶୁ କୃଷରେ ଝୁଲି ମଧ୍ୟ କଣ କହୁ ଅଛନ୍ତି ସେତେବେଳେ ଯୀଶୁ କହିଲେ, “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ।” ତେଣୁ ଜାଣିବାକୁ ଚେଷ୍ଟା କର ସେ ଆମ୍ବ ମାନଙ୍କୁ କ୍ଷମା ଦେବା ପରମେଶ୍ଵର ଅଟନ୍ତି 🙏🙏 ଭାଇ କାହାକୁ ଟଙ୍କା ଦେଇ ମନ ପରିବର୍ତ୍ତୀ କରାଯାଏ ନାହିଁ ତେଣୁ ଆପଣଙ୍କ ଚିନ୍ତା ଭାବନା ମାତ୍ର (ପ୍ରଭୁ ଯିଶୁ କ୍ରିଷ୍ଟ ହି ଏହି ଜଗତର ଉଧାର ବର୍ତ୍ତ। ଅଟନ୍ତି କିନ୍ତୁ ପ୍ରଭୁଯିଶୁଙ୍କ ବିଷୟରେ କହିବା ପୂର୍ବରୁ ନିଜକୁ ଚିନ୍ତ। କରିବାକୁ ପଡିବ ତାଙ୍କରି ବାକ୍ୟ ଏହିପରି ଶିକ୍ଷା ଦିଏ ମୁଁ ପଥ ସତ୍ୟ ଓ ଜୀବନ ଏହିପରି ଅନେକ ବାକ୍ଯ ଅଛି ତେଣୁ ଦୟା କରି ବାଇବଲ୍ ପଡିବାକୁ ଚେଷ୍ଟାକଲେ ସମସ୍ତ ବିଷୟ ଜାଣି ପାରିବ ଆଉ ନୋ ଜାଣୁନ ଗୋଟିଏ ଧର୍ମ ବିଷୟରେ କହିବା ଠିକ୍ ନୁହେଁ Good Bless You ଇଶ୍ଵର ତୁମ୍ଭକୁ କ୍ଷମାକରନ୍ତୁ
ତୋ ଯୀଶୁ ଗୀହା ଚିନ୍ତାଧାରା ତୋ ପାଖରେ ରଖ
Are magiha Christian,tu bedha chhua sina Christian gihauchu to DNA para hindu,au Amara ta 33 core deba debi ,18 purana au 108 upanisad ,au to bibel ku kie genhuchi,tu magiha ama Gita bhagabat padhe au to jisu bhuta ku padha😂😂😂
Adibasi hindu nuhanti
@@simakreputika2040କୋଉ ମୁର୍ଖ କହିଲା
ମୋର କିଛିପ୍ରଶ୍ନଅଛି କହିପାରବକି ?
୧-ତମ ଜେଜେ ବି ଖ୍ରିଷ୍ଟିୟାନ ଥିଲେକି ?
୨-ଯୀଶୁର ଜଦି ଏତେଶକ୍ତିଅଛି ତେବେ ସେ କାହିଁକି ଖ୍ରିଷ୍ଟିୟାନ ଘରେ ଜନ୍ମକରୁନି ହିନ୍ଦୁକୁ ପଇସାଦେଇ ଖ୍ରିଷ୍ଟିୟାନ ବନଉଚି ?
୩-ତମ certificate ରେ ଖ୍ରିଷ୍ଟିୟାନ ଲେଖୁଚକି ?
୪-ବ୍ରହ୍ମାର୍ପଣଂ ବ୍ରହ୍ମହବି ବ୍ରହ୍ମାଗ୍ନୋ ବ୍ରହ୍ମଣା ହୁତମ୍ ବ୍ରହ୍ମେବ ତେନ ଗନ୍ତବ୍ୟ ବ୍ରହ୍ମକର୍ମ ସମାଧିନଃ ଏ ହା ଭଗବତ ଗୀତାର କେତେ ନଂ ଅଧ୍ୟାୟର ଶ୍ଲୋକ ଅଟେ ?
୫-ଲୋକ ସମସ୍ତ ସୁଖିନୋ ଭବନ୍ତୁ ମାନେ ସମଗ୍ର ଜଗତ ସୁଖିରେ ରହନ୍ତୁ ବାଇବେଲରେ ଏମିତିକିଛି ଜଦି ଅଛି ତେବେ ଉପସ୍ଥାପନା କରନ୍ତୁ
ମର ଆସା ସବୁ ପ୍ରଶ୍ନର ଉତ୍ତରଦେବ ଲୁଚିବନି
ଗୋଟିଏ ଆଦିବାସି ପୁଅ ସହିତ ଗୋଟେ ବ୍ରାହ୍ମଣ ଝିଅ କୁ ବିବାହ କରିକି ଦେଖାଅ ତାହାହେଲେ ଆମେ ଜାଣିବୁ ହିନ୍ଦୁ ଧର୍ମ ଭଲ ବୋଲି କି। ଯଦି ସତ୍ୟରେ ତମେ ସନାତନି ତେବେ କରିକି ଦେଖାଅ।
ମୁଁ ✝️, ଗୋଟେ ହିନ୍ଦୁ general ପୁଅ ❤️କୁ, ଯଦି ତାଙ୍କ ଘର ଲୋକ ଖୁସୀ ରେ ମୋତେ ଗ୍ରହଣ କରିବେ ତେବେ ଜାଣିବା ଯେ ହିନ୍ଦୁ ସତରେ ❤️ପ୍ରେମ ଶିକ୍ଷା ଦିଅନ୍ତି ବୋଲି,
Mu ready and mu b gote adibasi jhio ku mrg karibi please
@@queenashiq_acha 2 tanka chaula mili jaei chi
@@Vijaya070 kahunu taki love kariba
Tahele bhai Mandira re puja kariba ku jaa ni
ଫିଲ୍ମ୍ ଭଲ ହେଇଛି ଭାଇ ସମସ୍ତେ ଦେଖି ଯିବା I❤ ଜୟ ଶ୍ରୀ ରାମ 🙏
Toilet ଭିତରେ ଦେଖ
@@MohanBironai mu to bhauni bia bhitare mobile pureiki dekhibi tike maja lagiba😂😂😂
@@IndrajitBhue-pi2hh ଜୟ ଶ୍ରୀରାମ,ହେଲେ ବଢୁଛି କାହିଁକି ମାଛ ମାଂସ କୁକୁଡ଼ା ମାନଙ୍କର ଦରଦାମ?
😂😂😂😂😂😂😂@@rajesharautaray8109
Tama dharma ra loka mananka katha dekha pura saitan re prabhabita laguchi. Tama bhagaban bhi semiticthibe bodhe. Prabhu Jisu hauchanti sarvashresth samastanka tharu. Tanku grahana Kara au ananta jibana pao. Se hi Satya. Tara proof bhi mo pakhare achi
ଏହି ଫିଲିମ୍ କୁ ଲୋକେ ଦେଖିଲା ପରେ ବହୁତ ପରିମାଣ ରେ ପ୍ରୋଭୁ ଯୀଶୁଙ୍କୁ ବିଶ୍ଵାସ କରିବେ ସାରା ଓଡ଼ିଆ ଓଡ଼ିଶା ବାସୀ ଯୀଶୁଙ୍କୁ ଜାଣିବେ, ଏହି ଫିଲ୍ମ ର ପ୍ରଡୁସର ଙ୍କୁ ବହୁତ ବହୁତ ଧନ୍ୟବାଦ 👍👍👍 ।
ମୁ କୋଡିଏ ବର୍ଷ ହେଲା ଫିଲ୍ମ ଦେଖୁ ନଥିଲି କିନ୍ତୁ ଏ ଫିଲ୍ମ ମୋର ଦଶ ପନ୍ଦର ଜଣ ସାଙ୍ଗଙ୍କୁ ନେଇ ଦେଖିବି
Kamigalaa aautike adhikaa neikijao
ଏହି ଫିଲ୍ମ ରେ ଜଉ ଭୂତଭଳି ଲମ୍ବା ଚୁଟି ଲୋକ ମାନେ ଅଛନ୍ତି ସେମାନେ କଣ ମଣିଷ କି ? ଜଣେ ମଣିଷ ଆଉ ଭଗବାନ ଙ୍କର ସେବକ ଏମିତି ରହିବା ଉଚିତ୍ ନୁହ ସେମାନେ ସବୁବେଳେ simple ରହିବା ଉଚିତ୍
ଜୟ ଶ୍ରୀରାମ ଫିଲ୍ମ ବଢିଆ ଲାଗିବ
@@bimalmajhi7775 ଜୟ ଶ୍ରୀରାମ,ହେଲେ ବଢୁଛି କାହିଁକି ମାଛ ମାଂସ କୁକୁଡ଼ା ମାନଙ୍କର ଦରଦାମ?
Prabhu jisunku grahana kara. Se Satya parameshwara. Tara proof mo pakhare achim. Tapare ahuri badhia lagiba 🙏🏻
Jaa soi soi akhi fadi fadi dekhibu
@@bimalmajhi7775 ମାଝି ବାବୁ, ଜୟ ଶ୍ରୀରାମ,ହେଲେ ବଢୁଛି କାହିଁକି ମାଛ, ମାଂସ କୁକୁଡ଼ା ମାନଙ୍କର ଦରଦାମ?
କଣ ରାମ ମଧ୍ୟ କରେ କି ଏହି କାମ?
@@baishnabcharansahoo9119us re beef price badhuchhi kn pai jadi Christian ete sarala beef khauchhati kemiti goo mata ku kasta hueni ki ?
ସବୁ ଟିକ ଅଛି but ଆଦିବାସୀ ହିନ୍ଦୁ ନୁହଁନ୍ତି ଆମ ଧର୍ମ କାର୍ଡ ଆମକୁ ଦିଅନ୍ତୁ ତେବେ କେତେ ଆଦିବାସୀ ସନାତନୀ ବାହାରିବେ ସମୟ ଆସିବ ଯେଉଁ ଆଦିବାସୀ ହିନ୍ଦୁ ଲେକିବେ ତାଙ୍କୁ କୋଟା ଉଛେଦ କରାଯିବ କାରଣ ଆମ ଧର୍ମ ହେଉଛି ପ୍ରକୁତି ପୂଜା ମନ୍ଦିର ପୂଜା ନୁହେଁ.
Right 👌
2 tanka chaula pai shabhu bhala
Jesus Christ loves you praise the LORD 🙏🙏🙏
ଆରେ ଗାମୁଛା ବଏ ଲେଖିବା ଆଗରୁ ପଢ଼ିବା ଶିଖେ 😂😂😂
Trailer ❌ Trailor ✅
Review ❌Rivew✅
ଗାମୁଛା ବଏ ର knowledge କେତେ ଜଣା ପଡୁଛି 😂😂
ଆମେ ଖ୍ରୀଷ୍ଟିଆନ କେବେ ଧର୍ମ ପରିବର୍ତନ କରୁନୁ ମୋନ ପରିବର୍ତ୍ତନ କରୁ | ✝️✝️✝️
Tu aga odia re thik se lekhiki reply de 😅 gyana choduchii😅 bokachda😂
Right bro😂😂
Right 👍 bro
ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
୨. ROZA BAL SHRINE କଣ ଅଟେ?????
୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣
Correct bhai 🚩🚩@@umeshkumarpattnaik214
ପ୍ରଭୁ ଯୀଶୁଙ୍କ ସହ ଲୋଢେଇ କରନାହିଁ ଭାଇ । ତମେ ତ ଯଣେ ଲିଡର ..।ଈତିହାସ ଦେଖିବ ତାହାଲେ ଜାଣିବେ ରାଜା ମାନେ ଆମୋ christian ମାନଙ୍କୁ ହ୍ରାସ କରିବା ପାଇଁ ଦୋଲିଦେବା ପାଇଁ ବହୁତ ଚେଷ୍ଟା କରିଛନ୍ତି ।ହେଲେ ସବୁବେଳେ ବିଫଳ ହୋଇଛନ୍ତି ।
ଜଣେ ଅନ୍ୟ ର ବଳ ନଜାଣି lodhijiba ମୂର୍ଖାମି ଅଟେ ।
ଯୀଶୁ ଆମ୍ଭମାନଙ୍କୁ କୋହିଛନ୍ତି ଯୁଦ୍ଧ ତୁମ୍ଭର ନାହିଁ ଯୁଦ୍ଧ ଆମ୍ଭର । ଏଣୁ ଆମ୍ଭେମାନେ ଆମ୍ଭ ବିରୋଧୀ ମାନଙ୍କୁ କେବେ ଲୋଢ଼େଇ କରୁ ନାହୁଁ ।
ତୁମ୍ଭେ କୋଣ ଆମ୍ଭ ପ୍ରଭୁଙ୍କ ସହ ଯୁଦ୍ଧ କରିବ .?
ସେପରି କରନାହିଁ ଭାଇ ପ୍ରଭୁ ଯୀଶୁଙ୍କୁ ଠିକ୍ ସେ ଜାଣନ୍ତୁ ଆଉ ତାଙ୍କ ବିରୋଧ ରେ ଯାଆନ୍ତୁ ନାହିଁ । ସେ ହିଁ ସତ୍ୟ ପ୍ରଭୁ ଅଟନ୍ତି ତାହାଙ୍କର ଗୌରବ ଯୁଗେ ଯୁଗେ ରହି ଆସୁଅଛି ଓ ରୋହିବ ଅମେନ୍ 🙌। ପ୍ରଭୁ ଯିଶୁ apona samatanku ବୁଦ୍ଧି ଓ ତାହାଙ୍କ ପରିଚୟ ଦିୟନ୍ତୁ Amen .
Ta mane tome hindu bhai mananku Cristian re convert kari bulibo ki aita hindustan bhai prabu shree ram nko janma stana jisu nko nuho aita mind re setup karitho
ଆରେ ଭାଇ ହିନ୍ଦୁ ଲକ ମାନଙ୍କର ତମ ଧର୍ମ କୁ ଗୃଣl କରନ୍ତି ନାହିଁ ତମେ ଯୋ ଲୋକ ମାନଙ୍କୁ ଭିବିନ୍ନ ଉପାୟରେ ଜେହୁଁ ଳାଲୋସl ଦେକାଇ ଧର୍ମ ପରିବର୍ତନ କରାଉଛ ତାହାକୁ ଲୋକ୍ୟ ରଖି ଏହି film ଟିକୁ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ଏହି movi ଆଧାରିତ ଅଟେ,,, ତ ଭାଈ ତମୋ ଭଳି ଆମେ ଭୂଲି ଭୂଲି ଧର୍ମ ପରିବର୍ତନ କରାଉନୁ ବୁଜିଲୋ ତ ମିଷ୍ଟର brother,, to ଟିକେ ଦେଖିକି bro ଯାହା ବି କରୁଛ ଦେଖିକି କର,, ଅମୋ ସନାତନି ଧର୍ମ କୁ ଲୋପ କରିବାକୁ ଚେଷ୍ଟା କଲେ,କେବଳ ହେବେ movi ରେ ଦେକୁଚ ତାହା ସତ୍ୟ ରୁପରେ ମଦୀୟ ଓଇ ପାରେ , ଧର୍ମ ପରିଚାଳନା କର କିନ୍ତୁ ଭାହାରେ ନୁହଁ ତମ ଛର୍ଚ ମଧ୍ୟ ରେ ପ୍ରଚାର କର ok bro joi Sri Ram 🙏🙏🚩🚩🚩🚩🚩
@@toysstore...5768 ସମ୍ବିଧାନ ଆଇନ ଅନୁସାରେ ଏଠାରେ ଯେକୌଣସି ଲୋକ ତାହାର ଧର୍ମ ବିଷୟରେ ପ୍ରଚାର କରିପାରେ ।
@@r.bgaming846 ଯିଶୁ ଧର୍ମ ପରିବର୍ତନ କରାନ୍ତି ନାହିଁ ଜୀବନ ପରିବର୍ତନ କରାନ୍ତି ।
ପିଲ୍ମ ଦେଖି ଭଲ ଲାଗିଲା ହେଲେ ସନାଥନୀ ଫିଲ୍ମରେ ପ୍ରେମ ଟିକିଏବୋଲି ନାହିଁ ତାହା ହିଁ ମୂଳ କାରଣ ସନତନୀର ଧର୍ମର
ମୁସଲିମ ଧର୍ମରେ ବହୁତ ପ୍ରେମଅଛି😂
ହିନ୍ଦୁ ଧର୍ମ ରେ ତ ଅଶାନ୍ତି, ଘୃଣା, ମାର ପିଟ,ହିଂସା ହିଁ ଅଛି ପ୍ରେମ କୋଉଠୁ ଆସିବ ଭାଇ
@RMarndi2 ତମକୁ କେତେଜଣ ହିନ୍ଦୁ ହିଂସା କଲେଣି କହିବକି ?
@@Singh77359 ଭାଇ ଦେଖୁନ ମିଛ ଟାରେ ଖ୍ରୀଷ୍ଟିଆନ ମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ବୋଲି କହୁଛନ୍ତି ସେ ତ ଟିକେ ଖାଲି ଯାଇ ଦେଖନ୍ତୁ ବୁଝନ୍ତୁ ଯେ କୋଉଠି କିଏ କାହାର ଧର୍ମ ପରିବର୍ତ୍ତନ କରୁଛନ୍ତି ନା କରିଛନ୍ତି। ଏଇଟା କି ଶାନ୍ତି
@@RMarndi2😂😂 Christian mane ete santi boli ta us aji sara pruthibi re junga galeik gola baruda bepara karuchhi nare converted😂
ଶ୍ରୀ ରାମ ଓ ହନୁମାନଙ୍କ ନାଁ ରେ କେମିତି ପ୍ରକାରେ ହିଂସା ସ୍ରୁଷ୍ଟି କରା ଯାଉଛି ଏହି ଚଳଚ୍ଚିତ୍ର ରେ ଦେଖା ଦେଇଛି 😂😂
Converted କୁ ବାଧିଲା 😂😂
We love you Brother cause that's all we have.... We spread love.... What you are spreading
2 tanka chaula pai shabhu bhala
ଖ୍ରୀଷ୍ଟଆନ୍ କୁଂ କଣ ପାଇଁ ଏତେ ଡର ଭାଇ, ଯେ ତାକଂ ବିରଧରେ ଫିଲ୍ମ କରିଲ, ଭାରତ ଧର୍ମ ନିରପେକ୍ଷ ରାଷ୍ଟ୍ର ରେ ତୁମ ପରି ଲୋକ ହେଉଛନ୍ତି ମୂର୍ଖ।
Are dara kichi nai ..katha hauchi conversion ra bharat ra sanskruti western loko accept karuchanti kintu loko mane sikhya abhab re tanka culture adopt karuchnti
ତୁମେ ଯଦି ସବୁ ଧର୍ମ ସମାନ ବଲି ବାଭୂଚ ତାହାହେଲେ ତୁମେ ମାନୁଛ କି ଆମର ହିନ୍ଦୁ ଧର୍ମ ବି ଗୋଟିଏ ଧର୍ମ ବଲି ଆଉ ଗୋଟିଏ କଥା
ଆମେ ହିନ୍ଦୁ ହେଇ ବି କ୍ରିଷ୍ଟିଆନ୍ ମାନଙ୍କୁ କ୍ରିଷ୍ଟ ମାସ ଜଣେଇ ତାଉ କିନ୍ତୁ ତୁମେ କେବେ ଜଣେଇଚ କି ଆମ ହିନ୍ଦୁ ଧର୍ମ ବିଷୟ ରେ କେବେ ନୁହେଁ
ସେଇଥି ପାଇଁ ମୁଁ ବି ମାନୁନି
ରାଧେ ରାଧେ ଜୟ ଶ୍ରୀ କୃଷ୍ଣ ❤❤❤❤❤❤❤
ଆମେ ହିନ୍ଦୁ ନୁହଁ ଭାଇ, ଆମେ ଆଦିବାସି , ଆଉ ଆଦିବାସୀ ମାନକଂର ଅଲଗା ଧର୍ମ ଅଛି ଆଦିବାସୀ ସମାଜର ସବୁ ନିତି ନିୟମ, ପର୍ବ ପର୍ବାଣି କୁ ଆମେ ମାନି ଥାଉ ,କେବଳ ପୂଜା କରିବା ଛାଡିକି,
@@pradeeppurty2465
ତୁମେ ହିନ୍ଦୁ ନୁହେଁ ତାହା ହେଲେ ଅନ୍ୟ ଧର୍ମ କୁ ଗ୍ରହଣ କରୁଚ କାହିଁକି ତୁମ ପୂରୁବ ପୁରୁଷ ଜେଉ ପର୍ବ ପର୍ବାଣୀ ମାନୁ ଥିଲେ ତୁମେ ମାନେ ତାହା ମାନୁ ନାହୋ କାହିଁକି
ଆଉ କହିବି cristian ଧର୍ମ ରେ ଯାହା ସବୁ ଅଛି ତାହା ଥ ତୁମ ପୂରୁବ ପୁରୁଷ କରୁ ନ ଥିଲେ ଥ ତୁମେ କଣ ପାଇ କରିବ
ରାଧେ ରାଧେ ଜୟ ଶ୍ରୀ କୃଷ୍ଣ 🙏🚩🚩🙏🚩🚩🙏🙏🚩❤️❤️❤️❤️❤️⭕‼️⭕
India re khana baglades de kibaku mana hechi 😢
ଆପଣଙ୍କ ପରି ପଣ୍ଡିତମାନଙ୍କୁ ଧନ୍ୟବାଦ ଆପଣମାନେ ଯେତେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ବିରୋଧ କରୁଛନ୍ତି | ସେଥିରୁ ହିଁ ପ୍ରମାଣିତ ହେଉଛି ଯେ ଯୀଶୁ ଖ୍ରୀଷ୍ଟ ହିଁ ପ୍ରକୃତ ଈଶ୍ୱର କାରଣ ଯୀଶୁ କହିଥିଲେ ମୋତେ ଏହି ଜଗତର ଲୋକମାନେ ଚିନିଲେ ନାହିଁ ସେହିପରି ତୁମ୍ବେମାନେ ଯେ ମୋଠାରେ ବିଶ୍ୱାସ କରୁଅଛ ସେଥିପାଇଁ ତୁମ୍ଭମାନଙ୍କୁ ମଧ୍ୟ୍ୟ ଚିନୀବେ ନାହିଁ |
ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
୨. ROZA BAL SHRINE କଣ ଅଟେ?????
୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣
କଣ୍ଟା ପିଟା କୁ ବାଧିଲା 😂😂
@@Discipline_Tradition_Legacy 😆🤣😂
Praise the lord . କାରଣ ପବିତ୍ର ବାଇବଲରେ ଆଗରୁ ଲେଖାଗଲା ଏହିପରି ହେବ କାରଣ ଖ୍ରୀଷ୍ଟିଆନ ଲୋକମାନଙ୍କୁ ତାଡ଼ନା ଘଟିବ ଓ ତାଡ଼ନା ଦିଆଯିବ। ଏହା ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚାହାନ୍ତି। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ପରିତ୍ରାଣ ଦିଅନ୍ତି ଆଲ୍ଲେଲୋୟା ଆମେନ୍
prabhu jesuse hnn samasto srusti karta mane rakhantu bhai mane....je jisu nku pauchi se jibana paichi...se satya ,se potho and se hinn jibana au tahanka bina sorga jibara bato nahii...hindu ki musolman ,ki christian huo jiebi ...jisunka bina sabu...adura..❤
କନ୍ଧମାଳ ଜିଲ୍ଲା ବିଷୟରେ କଣ ପାଇଁ ସିନ ନାହିଁ ଭାଇ ଆମ ଜିଲ୍ଲାରେ ଦଙ୍ଗାରେ ହେଇଥିଲା ଜାଣିଛ କି ନାହିଁ।
ଆପଣମାନେ ଲୋକଙ୍କୁ ସେବା କରନ୍ତୁ, ଲୋକ ମାନେ ତମ କାମ ଦେଖି ତମକୁ ଓ ତମ ଦେବତାଙ୍କୁ ବିଶ୍ୱାସ କରିବେ, ଆପଣ ମାନେ ଖାଲି ହିଂସା କରିବେ, ଯୀଶୁ ସେବା କରିବାକୁ ଆସିଲେ,ମାନବ ଜାତିକୁ ଉଦ୍ଧାର କରିବାପାଇଁ, ସେଥିପାଇଁ ଅଧିକ ଲୋକ ମାନେ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି. May god bless you brother.
ଜୟ ଜଗନ୍ନାଥ ଜୟ ଶ୍ରୀରାମ ଆମେ ସମସ୍ତେ ଚେଷ୍ଟା କରିବା ଆମ ଉଚ୍ଚ ଜାତିର ଝିଅ ମାନଙ୍କୁ ଏହି ଆଦିବାସୀ ମାନଙ୍କୁ ବିବାହ କରି ଆମ ଧର୍ମ ରକ୍ଷା କରିବା ।
Agyan. Apana bhi Prabhu jisunku grahana karantu. Se Satya parameshwara. Mo pakhare proofs bhi achi. Testimonies dekhantu search Kari. Prabhu Jisu nka thu sarvashresth au kie nuhe eita Pabitra Bible renlekha jaye
ତୁ ସମାଜ କୁ ରକ୍ଷା କରେ ନା, ନିଜ କୁ ରକ୍ଷା କରି କି ରହିତା ବାୟା ବାବା ସାରଥୀଙ୍କ ଆଶ୍ରମ ଜା
@@BikramonFaithkire boka choda prabhu jisu hau nku jie eita odisha tame kebala sc st pila nku converted kari pariba nku muslim ra muni ,siaa loka nka upare hata dei paribani eita yama jisu nka guna
Ame sobu uchha jatiro jhioku bibaho koriba bodia hobo 😂😂😂😂😂😂 maja he kya bat he
Bhai khali kathha kahiba sahaja, kanhi tomo ଝିଅକୁ ଦେଇକି ଦେଖ fast
ଗୋରୁ ଚାଲାଣ scene ଟିକେ ରଖି ଥିଲେ ଭଲ ହେଇଥାନ୍ତା 😅😅 l
ଭାଇ କ'ଣ ପାଇଁ ସମସ୍ତେ English medium school ରେ ତାଙ୍କର ପିଲାମାନଙ୍କୁ ପଢଉଛନ୍ତି? ଦମ୍ ଅଛି ଯଦି ଵନ୍ଦ କରାଅ। କାରଣ ସେଇଟା ବି ତ ଵିଦେଶୀ।
Bahut bhal achhi jai shree ram 🙏
@@MukeshChandan-fx8bm ଜୟ ଶ୍ରୀରାମ।ହେଲେ ବଢୁଛି କାହିଁକି ମାଛ ମାଂସ କୁକୁଡ଼ା ମାନଙ୍କର ଦରଦାମ?
ଏଇ movie ରିଲିଜ୍ ହେଲେ ଆଉ ବେଶୀ Conversion ହବ l ଯେତିକି ଥର ଏଇ trailer ରେ ଯୀଶୁ ନା ବୋଲା ଯାଇଚି ମତେ ତ doubt ହଉଚି ଲୋକ ମାନେ ଯୀଶୁ ଙ୍କୁ ଜାଣିବା ପାଈଁ ଆଉ ବେଶୀ ଇଚ୍ଛା ପ୍ରକାଶ କରିବେ ଆଉ Google, TH-cam ରେ ଯୀଶୁ ଙ୍କ କାହାଣୀ ଦେଖିବେ
Jay Jay shree Ram 🚩🚩🚩🚩🚩🙏🙏 Jay bajrang bali ❤❤❤
Nali gamucha bhai good bless you
ଯୀଶୁଙ୍କ ସୁଛମାଚାର ହେବେ କାଲି CHRISTIAN,missionaries ମାନେ ପ୍ରଚାର କରିବେ ତାହା ନୁହେଁ, ହେବେ ଇନ୍ଦୁ, ସନାଥନି, ମାନେ ଯୀଶୁଙ୍କୁ ପ୍ରଛାର୍ କରିବେ vidio ମଦୀୟମ ରେ, ଭାଇ ପ୍ଲିମ୍ ସିଘ୍ର ରିଲିଜ୍ କରାଅ, ଭାଇ ତୁମେ ବୁଲ୍ କରିନ ପିଲିମ୍ ମଦୀୟମ ରେ ସୁଚମା ଚାର ଶୁଣିବେ Thank you ଭାଇ🎉🎉🎉
ଅତି ସୁନ୍ଦର ଓ ଅତି ଶିକ୍ଷଣିୟ ସିନେମା
ମୋତେ କିନ୍ତୁ ଦୁଃଖ ଲାଗୁଛି କି ଆଜି ବି ସମାଜ ର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଆମ ଆଦିବାସୀ ଙ୍କୁ କାର୍ଯ୍ୟାଳୟ ରେ ହିନ ଦୃଷ୍ଟିରେ ଦେଖୁଛନ୍ତି। କଥା କଥାରେ ତୁମେ ଆଦିବାସୀ ବୋଲି କହି ତାତ୍ସଲ୍ୟ କରୁଛନ୍ତି। ମୁଁ ନିଜେ ସେଥିର ଭୁକ୍ତଭୋଗୀ କିନ୍ତୁ ମୁଁ ସତରେ ମଧ୍ୟ ଜଣେ ଆଦିବାସୀ ର ପିଲା, ଆଦିବାସୀ କୁ ଆଦିବାସୀ କହିଲେ କିଛି ଦୁଃଖ ଲାଗୁନି। ହେଲେ ମୁଁ ପାଠ ବହିରେ ପଢ଼ିଲି ଯେ ସବୁ ମଣିଷ ଙ୍କ ଦେହରେ ସମ୍ମାନ ରକ୍ତ ବହିଥାଏ, ସବୁ ମଣିଷ ଗୋଟିଏ ବାୟୁ କୁ ଗ୍ରହଣ କରିଥାଆନ୍ତି, ସବୁ ମଣିଷ ଗୋଟିଏ ସୂର୍ଯ୍ୟ ରୁ ଆଲୋକ ପାଇଥାନ୍ତି ଆଉ ସବୁ ମଣିଷ ର ଆଙ୍ଗୁଠି ଛାପ ଓ ଜିଭ ଛାପ ପୁରାପୁରି ଭିନ୍ନ ଅଟେ। ତେବେ ଶାସ୍ତ୍ର ଓ ସମାଜରେ ରେ ଜାତି କାହିଁକି ସୃଷ୍ଟି ମନ୍ଦିର ଓ ଦେଉଳ ରେ କିଛି ଲୋକଙ୍କୁ ବାରଣ କାହିଁକି କରାଯାଇଛି। ତାହା ପୁଣି ବଡ଼ ବଡ଼ ଅକ୍ଷର ରେ ମନ୍ଦିର ର ବାହାରେ ଲିପିବଦ୍ଧ କରାଯାଇ।
ଶାସ୍ତ୍ର ରେ ଲେଖାଗଲା କି ଈଶ୍ୱର ଅଦ୍ୱିତୀୟ ତେବେ କିଛି ନିର୍ଦ୍ଧିଷ୍ଟ ଜାତିର ଲୋକେ ହିଁ କାହିଁକି ତାଙ୍କୁ ନିଜର ବୋଲି କହି ପାରୁଛନ୍ତି, ଈଶ୍ବର ତ ସୀମାବଦ୍ଧ ନୁହନ୍ତି, ଈଶ୍ବର ଙ୍କୁ ତ ମଣିଷ ନିଜେ ସୃଷ୍ଟି କରି ପାରୁଛି, ଈଶ୍ବର ଙ୍କୁ ମଣିଷ ଗୋଲାମ କରି ରଖିଛି ଆଉ ସବୁଠାରୁ ବିଡମ୍ବନା ର ବିଷୟ ଏହା ଯେ ଈଶ୍ବର ମଣିଷ କୁ ନୁହେଁ ମଣିଷ ଈଶ୍ବର ଙ୍କ ର ରକ୍ଷା କରିବାକୁ ଆଗେଇ ଆସୁଛି। ମୁଁ ତ ବୁଝି ପାରୁନାହିଁ କି ମଣିଷ ସମାଜରେ ଧର୍ମ ର କାହିଁକି ପ୍ରୟୋଜନ? ଈଶ୍ବର କଣ ଧର୍ମ ରେ ବନ୍ଧା ନା ଇଶ୍ଵର ଙ୍କ କାର୍ଯ୍ୟ କୁ ଧର୍ମ କୁହାଯାଏ। ଯଦି ଜଣେ ପ୍ରକୃତ ଧାର୍ମିକ ତେବେ ସେ ନିଜକୁ ଯେତିକି ଭଲପାଏ ଅନ୍ୟକୁ ମଧ୍ୟ ସେତିକି ଭଲପାଇବା ଉଚିତ୍ । ଏଠାରେ ତ ସମସ୍ତେ ନିଜେ ନିଜେ ଧର୍ମ ରକ୍ଷକ ସାଜିଛନ୍ତି, ସ୍ୱୟଂ ପ୍ରଭୁ ଯେଉଁଠି ଅସୁରକ୍ଷିତ ସେହି ଭଳି ଚଳଚ୍ଚିତ୍ର ଅପେକ୍ଷା ବଞ୍ଚି ରହିବାର କୌଶଳ ଶିଖାଉଥିବା, ଆତ୍ମାକୁ ଶାନ୍ତି ମିଳୁଥିବା ଏବଂ ସମାଜରେ ରେ କଳହ ର ବୀଜ ସୃଷ୍ଟି କରୁ ନଥିବା ବିଷୟ ଦେଖିବା ଭଲ ।
Good 👍 Jay shree Ram ❤
ଯୀଶୁ son of god ଭଗବାନ ନୁହନ୍ତି
ଭଗବାନ କେବଳ ଶ୍ରୀ କୃଷ୍ଣ ଅଟନ୍ତି।❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଧନ୍ୟବାଦ ଭାଇମାନେ ଏତେ ସୁନ୍ଦର ଫିଲ୍ମ ତିଆରି କରିଥିବାରୁ। ଜଗନ୍ନାଥ ଆମ ଦେଶ କୁ ରକ୍ଷା କରନ୍ତୁ ଏ ସବୁ ରା କ୍ଷା ସ କବଳରୁ।
ଜୟ ଜଗନ୍ନାଥ ❤❤❤
ଜୟ ସନାତନ।।।।
ସବୁ ଭାଇଙ୍କୁ ନିବେଦନ ଗୀତା ପଢନ୍ତୁ।
।।।।
@@oceansofhappiness9438 jay Jagannath 🚩🙏
ଦକ୍ଷିଣ ଓଡ଼ିଶା କିଛି ଭାଗ , ପଶ୍ଚିମ ଓଡିଶା ର କିଛି ଭାଗ ଖ୍ରୀଷ୍ଟିଆନ ଧର୍ମ ଆପଣାଇ ନେଲେଣି ନିଜ ଧର୍ମ କୁ ବଞ୍ଚାଅ ନହେଲେ ଆଗକୁ ସନାତନ ଧର୍ମ ଇତିହାସ ହେଇଯିବ.. ଜୟ ଶ୍ରୀ ରାମ
JAI MASHI KI ✝️MU V CHRISTIAN HOI AJI JESU PRABHU KU PARMESHWAR MANE HALLELUJAH 🙏🙏🙏🙏🙏
@@Manofgod893😂😂😂
Jay jagannath @@Manofgod893
@@Manofgod893
ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
୨. ROZA BAL SHRINE କଣ ଅଟେ?????
୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣
@@Manofgod893 bolo punyatma jesus ke parampita shri krishn kanhiya laal ki jai 🚩🚩
Waa ଭଲ କଉଛ ତ ଭାଇନା କୁ ପୃଥିବୀ ରୁ ଆସିଲ କି ଭାଈ.. ନିଜର ସୃଷ୍ଟି କର୍ତ୍ତାଙ୍କୁ ମଧ୍ୟ୍ୟ ଜାଣି ପାରୁନ.ରାମ ଯେମିତି ମାରିକି ବଂଚିନାହାନ୍ତି କି କେବେବି ବଂଚିବେ ନାହିଁ ସେମିତି ତୁମେବି ବଂଚିବ ନାହିଁ.. ସ୍ୱର୍ଗ ର କଥା ତ ଦୂରର କଥା...ଯେଉଁମାନେ 33 cr ଦେବତା ଉପରେ ବିଶ୍ୱାସ କରନ୍ତି ସେମାନେ ନର୍କ କୁ ଯିବା ବାଟରେ ଅଛନ୍ତି. ଭଲରେ ଚିନ୍ତା କରି ଦେଖ ଭାଈ ଥରେ ହେଲେ କେଜାଣି ଯୀଶୁ କ୍ରୀଷ୍ଟ କ୍ଷମା ଦେଇପାରନ୍ତି ପରା.. .
Bhai ki kohilomo 👏sabu bhodo baba mane to dhora podileni. Baki a choto moto choro jako ochhonti😄
ସବୁଠୁ 3rd class film,christian ଲୋକଙ୍କୁ ଅପମାନ କରି ଟଙ୍କା ରୋଜଗାର କରିବା ଏହି ଫିଲ୍ମ ର ଉଦେଶ୍ୟ,କାହିଁକି ନା ଓଡ଼ିଆ ଫିଲ୍ମକୁ ଲୋକମାନେ ଆଉ ଦେଖିବାକୁ ପସନ୍ଦ କରୁ ନାହାନ୍ତି
A movie bi kehi dekhibeni
Jay shree ram
Praise the lord world 120 country Cristian people living
ଜୟ ଜଗନ୍ନାଥ ଚଳଚ୍ଚିତ୍ରର ଜୟ ହନୁମା .❤❤❤❤❤❤❤
Super flop 😂😂😂 ଆଉ କିଛି ମିଳି ଲା ନାହିଁ, କରିବ ତ puspa flim ପରି କର
magia tamaku muslim karibe bhala haba
ସତରେ ଟିକେ ଖୁସି ଲାଗିଲା Jay shree Ram 🚩
ମନ୍ଦିର ସବୁ ଚାଲିବ ନାହିଁ ଏହି ଭୟ ରେ ସଚେତନ କରାଯାଉଚି। କିନ୍ତୁ ପରମେଶ୍ଵର ତାଙ୍କ କାର୍ଯ୍ୟ କେବେ ବନ୍ଦ କରିଛନ୍ତି ନା କରିବେ।
ଯେଉ ଲୋକ ଆମର ହିନ୍ଦୁ ମାନଙ୍କୁ ଭୁଲ ରାସ୍ତା ରେ ନେଉଛନ୍ତି ତାଙ୍କୁ ପୁରା ମାଡ଼ ଦିଅ
ଜୟ ଯୀଶୁ ଖ୍ରୀଷ୍ଟ
Jay shree ram 🙏🙏🙏👍👍👍
praise the Lord... e film ଦ୍ଵାରା ଅଧିକ ରୁ ଅଧିକ ଓଡ଼ିଶାରେ ଯୀଶୁଙ୍କ ବିଷୟ ରେ ଜାଣିବେ... amen..
Hnn bhai
I love this movie......Jay shree ram 🙏🙏🙏🙏🙏jay hind superb trailer I am proud of Hindu
@@srikant5309 ଜୟ ଶ୍ରୀରାମ।ହେଲେ ବଢୁଛି କାହିଁକି ମାଛ ମାଂସ କୁକୁଡ଼ା ମାନଙ୍କର ଦରଦାମ?
Converted Mankora bhut jola poda heuthiba... trailer dekhiki comment section re dekhi paruthibe...Mu jane Adiwasi proud to be a Hindu Sanatani🚩🚩🚩 Jay SriRam 🚩
Sonatoni ra mane bi jani no thibu, yes , mu bi jane Hindu thili, hele mu Jesus Christ nku biswaso kare, hele tume, Christian mananka pochhore jete loka birodh karuchhonti, be carefull , Samosta, Sonatoni, Hindu loka manaku kahuchhi, Jesus tumoku jalanta Ogni kunda re polei be, Sesho Samoyre, mona Paribartan kara, Jesus nka birudhore gole Moribo ok
କଥାରେ ଅଛି ବାପା ଯେମିତି ପୁଅ ମଧ୍ୟ୍ୟ ସେହିପରି | ଟିକ ସେହିପରି ଆଜିର ଯେଉଁ ଭକ୍ତମାନେ ସବୁବେଳେ ଝଗଡା, ଲଢେ଼ଇ, ମାରପିଟ, ଦଙ୍ଗା, ଏବଂ ଆନ୍ଧଳନ କରିନ୍ତି , ସେଥିରୁ ହିଁ ଜଣା ପଡୁଛି ଯେ ତାଙ୍କ ଦେବାଦେବୀମାନେ କେଉଁ ପ୍ରକାରର ଅଟନ୍ତି |
Katha re achhi jie nija Bapa ra nuha se kaha ra nuha to bapa ku Pachr se kn 😊
Sata kaha kete chaula neichu 🤣🤣
Thik katha bhai,
ଖ୍ରୀଷ୍ଟିଆନ ମାନେ ଯେପରି slow poison, ତାଙ୍କ ପ୍ରଭୁ ଯୀଶୁ ବି ଜଣ ପଡୁଛି ସେପରି ହିଁ ଜଣେ slow poison 😂😂
Bolo punyatma jesus ke parampita shri krishn kanhiya laal ki jai 🚩🚩
ସେତିକି ଚାଉଳ ଯେତିକି ତୁ ଆଜି ତୋ ପେଟରେ ବର୍ତ୍ତୀ କରିକି ଆନ୍ଦୋଳନ, ହିଂସା, ମାରପିଟ ଏବଂ ଖ୍ରୀଷ୍ଟିଆନମାନଙ୍କୁ ବିରୋଧ କରିବା ପାଇଁ ବଳ ପାଇଛୁ |
@@rudraaxr ଯିଏ ନିଜ ମାତାକୁ ଗାଈ ସହିତ ତୁଳନା କରେ, ତେବେ ତାହାର ବୁଦ୍ଧି କି ପ୍ରକାରର ହେଇଥିବ |
Ahi film re kete achanti se samaste ugravadi .are bhai tu to prathome toro bhasa engre jo ro sabdo ba English ward bahar karuchu prathome nijo ku sudhari he tapore anyaku sudhari bu .toro English sabdo kohiba lekhibs bond kore .tunije Christian ro bhasa ku au dresh piduchu ahi sabu ku chardide au tunije jone ugravadi autu anyaku madhya ugravadi rupo dharono koraiba band kore.
ମୋ ବାଳ ସନାତନୀ
ସନାତନି ଘରେହିଁ ଜନ୍ମନେଇଚୁ ଆଉ ସନାତନିକୁ ଗାଳିକରୁଚୁ ବୋଧେ ତୁ ହଲାଲାରୁ ଜନ୍ମହେଇଥିବୁ
ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
୨. ROZA BAL SHRINE କଣ ଅଟେ?????
୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣
ଭାଷା ପ୍ରୟୋଗ କୋର ନାହିଁ...
ବାଳ ଫିଲ୍ମ , ଜଗନ୍ନାଥ ଙ୍କୁ ନେଇ ଗୋଟିଏ ଫିଲ୍ମ ଆସିବ ଫିଲ୍ମୀ ନାମ ହେଉଛି କଳ୍କୀ ଅବତାର 2 ସେଥିରେ ଶ୍ରିଧାନ୍ତ ଅନୁଭବ ଆଉ ବାବୁଶାନ୍ ହିନ୍ଦୁ ମୁସଲିମ ଖିଷ୍ଟି ଆ ନ ଏହି ଧର୍ମ କୁ ନେଇ ଆଉ ସମାଜ ରେ ଯେତେ ନା ରି ଅଛନ୍ତି ସ୍ବାମୀ ସାସୁ ଆଉ ଶଶୁର ନାରୀ ମାନେ ଜେଉ ଛୋଟ ଛୋଟ ଶିଶୁ ଛାଡି ଅନ୍ୟ ପୁରୁଷ ସେଥିରେ ପଲାନ୍ତି ତାଙ୍କୁ ନେଇ କି ବନାନ୍ତୁ ସମାଜରେ ଆଜି ପାପ ବଢ଼ି ଚାଲିଛି ଆ ମାଆ ସୁନାର ଓଡିଶା ଆଜି କନ୍ଦୁ ଛି ଧର୍ମ କାନ୍ଦୁଛି ସଂସାର ରେ ଧର୍ମ ଯୁକ୍ତ ଫିଲ୍ମୀ ବାନାନ୍ତୁ ସମାଜ ର ମଙ୍ଗଳ ହେବ ପାପ କରି ବାକୁ ଲୋକେ ଡ ରିବେ ସେମିତି ଫିଲ୍ମୀ ବାନନ୍ତୁ ଜୟେ ଜଗନ୍ନାଥ ଜୟେ ହେଉ କାଳ ଭୟ ଦୂର ହେଉ
I het a movie 🎬
ଓଡିଶା ରେ ଫ୍ଲିମ ନିଆଁ ଜଳିବନି କେବଳ ଓଡିଶା ରେ ମହାବିପଦ ଆସିବ ମୋ ପ୍ରଭୁଙ୍କୁ ଘୃଣା କରିଲେ ଯେତେ ଘୃଣା କରିଲେ ସେତେ ସେତେ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ ଦିଖିବ ସତ୍ୟ କୁ ଲୋକ ମାନେ ଖୋଜିବେ ସେହିଁ ସତ୍ୟ ଯୀଶୁ ଖ୍ରୀଷ୍ଟ ଲୋକେ ଜାଣିବେ god bless u🙏🏼
Hei movie ku mu nischaya dekibi
Vokila peta kounasi dharma dekeni maghia bou ghia dharma dharma mu kichi janini mu janichi mu gote manisa.....
ସବୁ ମନ ଗଢ଼ା ଫିଲିମ୍ କିଛି ହେବ ନାହିଁ,ତୁମେ ଯେତେ ନିନ୍ଦା କରୁଛି କର କିଛି ଫରକ୍ ପଡିବନି,
au ta maa bia
ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ
Right.. କିଛି ବି ଫରକ ପଡିବ ନାଇଁ..
Praise the lord Sir ji
ପ୍ରକୃତରେ ଆଦିବାସୀ ହିନ୍ଦୁ ନୁହନ୍ତି, ଆଦିବାସୀ ପ୍ରକୃତି ପୂଜକ ।
Jay Adivasi,jay sanatan
ସମସ୍ତେ ସନାତନି ହିନ୍ଦୁ କିଏବି ନୁହନ୍ତି
ଆମେ ସବୁ ଭାଇ ଭାଇ
I came to know from this film that Jesus is real God.
Bhai Jay shree ram ❤❤❤
ଜୟ ଶ୍ରୀ ରାମ 🙏
ଆରେ ଭାଇ ତୁ କାହିଁକି ଏତେ କୁସି ହେଉଛୁ 😂😂👻👻👻👻
ଆଦିବାସୀ ମାନେ ହିନ୍ଦୁ ନୁହଁନ୍ତି ।
Sanatani mane bi prakriti puja karanti
ମାଲକାନଗିରି ରେ ବାହାରୁ ଆସିଥିବା ଖ୍ରୀଷ୍ଟିଆନ ମାନେ ନାହିଁ ଓଡ଼ିଆ ମାନେ ମାଡି ବସିଲେଣି 😂😂
ହିନ୍ଦୁ ଯାଗ ହିନ୍ଦୁ ଯାଗ କହିକି ଦଙ୍ଗା କରିପାରିଲନି ତ ଏବେ ଫିଲ୍ମ ମାଧ୍ୟମ ରେ ଦଙ୍ଗା କରିବାର ପ୍ଲାନ କରିଛ ଆଉ କଣ
ହିନ୍ଦୁ ଜାଗନିବୋଲିତ ଏ ସବୁ କରିବାକୁପଡୁଚି
ବାଳ ନା ବେ ଆର୍ଯ୍ୟ ବ୍ରାହ୍ମଣ ମାନେ ବିଦେଶୀ ମୂଳ ନିବାସୀ ନୁହନ୍ତି ହିନ୍ଦୁ ଧର୍ମ କାଳ୍ପନିକ ଧର୍ମ 😂😢😮😅
ମଜାଦାର କଥା ହେଲା, ଯୀଶୁ ଖ୍ରୀଷ୍ଟ ସବୁଧରଣର ଧର୍ମର ଶତ୍ରୁ ଭାବାଯାଏ, କିନ୍ତୁ ଖ୍ରୀଷ୍ଟ କୌଣସି ଧର୍ମ ନୁହଁ। ଲୋକମାନେ ଏହା ବୁଝି ପାରିବେ ନାହିଁ, ଯେପର୍ଯ୍ୟନ୍ତ ସେମାନଙ୍କ ମନରେ ଏହି ଧର୍ମୀୟ ପ୍ରଚାର ରହିଥାଏ।"
@@milannagg to kya hai
ମୁଁ ତୋ କହିବି ଓଡିଶା କ'ଣ ଏ ପୃଥିବୀ ର ସବୁ ଠାରୁ ବଡ ଧର୍ମ ହେଲା Christian ଧର୍ମ କାରଣ ଆମ ଭାରତ ଭିତରେ ବି ଅନ୍ୟ ରାଜ୍ଯ ର ଲୋକ ମାନକୁଂ ଜଗନ୍ନାଥ ଠାକୁର କୁ ଜାନିଛ ବୋଲି ପଚାରା ଗଲେ କହି ପାରିବେନି। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ସମସ୍ତେ ଜାନିଛନତୀ ସାରା ବିଶ୍ବ ରେ । i love jisus..... 🩷❤️🩹❤️🩹❤️🩹
Is Hindu a caste? Sambit himself says that he is a Brahmin by caste,how can you say that Hindu is a caste. If it is a caste ,then show us a caste certificate wherein caste is mentioned as Hindu.
Hindu darma re 33 gote occhati jishu he 1 men bhai
Excellent movie heba...❤👌👌👌👌
Khali loka ka bhitare juhda karibara chesta ...eiguda kara dham achi muslim guda ku kahiparibe ...kintu emane se minority attack karuchanti ...au semiti re emanuku kihe rights dela ... jaha ra jahu dharma icha .tama icha ...kara ...its your choice...❤❤❤❤❤
Jai mashi ki
ଜୟ ଜଗନ୍ନାଥ ଜୟ ହିନ୍ଦୁ ଧର୍ମ ❤
Jaha film hau chakuli hero film ku kehi chhulibeni ki dekhibeni😂
ହେଜିରେ ଦେଖ ଶେଷରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ଟାର୍ଗେଟ କରା ଗଲା 😢 ଆଗ ହିନ୍ଦୁ ମାନେ ମୁସଲିମ ମାନଙ୍କୁ କଷ୍ଟ ଦେଉଥିଲି ଏବେ ଖ୍ରୀଷ୍ଟିଆନ୍ ମାନଙ୍କୁ 😢 ଧିକ୍ ରେ ତମ ହିନ୍ଦୁ ଧର୍ମ କୁ
ପ୍ରକାଶ ତୁଇ ଏମିତି ଫିଲ୍ମ1000 କଲେ ବି କିଛି ହେବ ନାହିଁ 😂😂😂😂
TUMHARE SANATANI MURTIYON NE KITNE INSAN KI BALI LIYA HAI USKA HISAAB KITAAB THODE DER KE BAAD HONE HI BALA HAI..... 😅😅😅😅😅😅😅
Indias top flim