Sanatani Trailor Review || socialtalk || odisha public || odisha latest news || Sanatani odia movie

แชร์
ฝัง
  • เผยแพร่เมื่อ 25 ธ.ค. 2024

ความคิดเห็น • 2.2K

  • @Sadak2468
    @Sadak2468 9 วันที่ผ่านมา +38

    ଏହି ଫିଲିମ୍ କୁ ଲୋକେ ଦେଖିଲା ପରେ ବହୁତ ପରିମାଣ ରେ ପ୍ରୋଭୁ ଯୀଶୁଙ୍କୁ ବିଶ୍ଵାସ କରିବେ ସାରା ଓଡ଼ିଆ ଓଡ଼ିଶା ବାସୀ ଯୀଶୁଙ୍କୁ ଜାଣିବେ, ଏହି ଫିଲ୍ମ ର ପ୍ରଡୁସର ଙ୍କୁ ବହୁତ ବହୁତ ଧନ୍ୟବାଦ 👍👍👍 ।

    • @AllhaSuarwala
      @AllhaSuarwala 5 วันที่ผ่านมา

      😂 ବାଳ ମିଶନାରୀ କୁକୁର ପରି ଭାଗିବେ 😂 ଓଡ଼ିଶାରୁ

  • @ashishcreation194
    @ashishcreation194 9 วันที่ผ่านมา +72

    ସତରେ ଗୋଟେ କଥା ଭାବିଲେ ଦୁଃଖ ଲାଗେ ଯେ, ହିନ୍ଦୁ & ମୁସଲିମ ଧର୍ମ ମଧ୍ୟିରେ ସବୁବେଳେ ଦଙ୍ଗା, ମାରପିଟ୍ , ଝଗଡ଼ା,କିନ୍ତୁ ଖ୍ରୀଷ୍ଟିଆନ୍ ଲୋକେ ଶାନ୍ତି ରେ କାହିଁକି ଅଛନ୍ତି ଟିକେ ଭାବ , ତୁମ ଭଗବାନ୍ କଣ ଅନ୍ୟ କୁ ମାର ହତ୍ୟା କର ବୋଲି କହିଛନ୍ତି କି , ଧର୍ମ ବିଷୟକୁ କୁ ନେଇ ତୁମର ଅସୁବିଧା କଣ ଖାଇବାକୁ ପାଉନ କି, ?
    ଭାଇ ଜଣେ ଖ୍ରୀଷ୍ଟିଆନ ପରିବାର ର କିନ୍ତୁ ସବୁ ଧର୍ମ କୁ ସମ୍ମାନ ଦିଏ ଖୁସିରେ କହିବି ଜୟ ଜଗନ୍ନାଥ ❤ କିନ୍ତୁ ମୁଁ ମରିଯିବି ସିନା କୌଣସି ଧର୍ମ କୁ ନେଇକି କେବେ ବି କାହାକୁ ଖରାପ ବା ପରିହାସ କରିବିନି ! ସତରେ ମ ଜିବନରେ ଖ୍ରୀଷ୍ଟିଆନ ଧର୍ମରେ ପଇସା ଦେବାର ଦେଖିନି 😢😢 ଯଦି ମୁଁ ପଇସା କି ଘର ପାଇଥନ୍ତି ତେବେ କେବେବି ଦାଦନ ଶ୍ରମିକ ଖଟିବାବୁ କେରଳ ଯାଇ ନଥନ୍ତି ଦୟାକରି କୌଣସି ଧର୍ମ କୁ ନେଇ ଚର୍ଚ୍ଚା କରନି। ଆମେ ମଣିଷ ଜିବନ ପାଇଚୁ କିଛି ଭଲ କାମ କରିବା ସମସ୍ତ ଙ୍କ ପାଇଁ। ଜୀବନର ପ୍ରକୃତ ମୂଲ୍ୟ ବୁଝିବା jay hind ❤

    • @danielmandangi1556
      @danielmandangi1556 9 วันที่ผ่านมา +4

      Love you bhai ....samastanka bhita ru bhala comment paili jone Sacha nagarika....

    • @nijantabadamajhi
      @nijantabadamajhi 8 วันที่ผ่านมา +4

      Thanks ଭାଇ ତମକୁ ଆଉ ତମ ପରିବାରକୁ ସମସ୍ତଙ୍କର ଆଶିର୍ବାଦ ମିଳୁ

    • @ashishcreation194
      @ashishcreation194 8 วันที่ผ่านมา +4

      @@nijantabadamajhi ଭାଈ ସତରେ ସତରେ ଭାଇ ଯୀଶୁ ଙ୍କ ଆଶୀର୍ବାଦ, ଦୟା ପାଇଁ ମୋର ସାନ ଭଉଣୀ MBBS NEET qualify କରି MKCG ରେ ଅଛି ,ଏବଂ ମାଆ ମଧ୍ୟ operation ହେଇ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏହା ସମ୍ଭବ କେବଳ , ଯୀଶୁଙ୍କ ଠାରେ ପ୍ରାର୍ଥନା ଏବଂ ଦୃଢ଼ ଇଛା ଶକ୍ତି 🙏 ଆଉ ଆଜି ଯଦି ଆମେ ଅନ୍ୟ ଜଣ କୁ ଖରାପ କହିବ ସମଲାଚନl କରିବା ତେବେ ଜିବନରେ ସଫଳ ହେବା ନାହିଁ 🙏

    • @subhamkhileei7192
      @subhamkhileei7192 7 วันที่ผ่านมา

      Jay shree Ram 🚩🚩🚩

    • @AjayKumar-dc9sg
      @AjayKumar-dc9sg 7 วันที่ผ่านมา +1

      God bless you ❤

  • @RupeshKradika
    @RupeshKradika 10 วันที่ผ่านมา +233

    ଯୀଶୁ କହିଲେ ଲୋକେ ଯେବେ ତୁମ୍ଭମାନଙ୍କୁ ମୋ ନାମ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି ପୁଣି ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି ତେବେ ତୁମ୍ଭେମାନେ ଧନ୍ୟ । ଆମିନ

    • @KumarJayanta-u4y
      @KumarJayanta-u4y 10 วันที่ผ่านมา

      Sala Tate laza laguni mate gote katha kaha christian kebe thu achi
      Are amar sanatan dharma na tara janma achi na tara mrtu Tu bi agaru hindu thilu hela
      Tame Mane kichi tanka lobhare sabu convert heicha saram kar Bhai
      Bolo jai shree ram ❤❤❤
      Jai Sanatan ❤❤❤

    • @balaramram1528
      @balaramram1528 10 วันที่ผ่านมา +28

      Babu TU bodhe pakka converted aau

    • @SambuSports
      @SambuSports 10 วันที่ผ่านมา +9

      Amen. ✝️✝️✝️✝️

    • @BishakhaChhatria
      @BishakhaChhatria 10 วันที่ผ่านมา +11

      Phone kari thileki tate

    • @RupeshKradika
      @RupeshKradika 10 วันที่ผ่านมา +13

      @BishakhaChhatria ହଁ ପ୍ରଭୁ ଯୀଶୁ ତାହାଙ୍କ ବିଶ୍ବସ୍ତ ଲୋକମାନଙ୍କୁ କଥା କହନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ଆଶ୍ରୀବାଦ କରନ୍ତୁ।

  • @NabinMahanandia-p3w
    @NabinMahanandia-p3w 10 วันที่ผ่านมา +152

    ଏହି ଫିଲ୍ମ ନିଆ ଲଗାଇବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପାବିତ୍ରାଆତ୍ମାଙ୍କ ଅଗ୍ନି ଭାରତରେ ଲାଗିବ ଏବଂ ଅନେକ ଲୋକ ପ୍ରଭୁଙ୍କ ନିକଟକୁ ଆସିବେ । ଆମେନ। ପ୍ରଭୁ ଯୀଶୁଙ୍କର ଜୟ ହେଉ , ହାଲ୍ଲେଲୁୟା...

    • @SidhhantKumar-y8j
      @SidhhantKumar-y8j 10 วันที่ผ่านมา +3

      Praise the lord....

    • @villageslivinglifestyle587
      @villageslivinglifestyle587 10 วันที่ผ่านมา +1

      ଆମେନ

    • @m.bairisalyafiresafetyoidi8081
      @m.bairisalyafiresafetyoidi8081 10 วันที่ผ่านมา +2

      ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବଢିବା ନିଶ୍ଚିନ୍ତ

    • @ganeshkarjee4896
      @ganeshkarjee4896 10 วันที่ผ่านมา +2

      Aleluya na baala...

    • @queenashiq_
      @queenashiq_ 10 วันที่ผ่านมา +1

      ସେଥିପାଇଁ ତ ଏ film ହେଇଚି ଭାଇ, 🙌

  • @SidhhantKumar-y8j
    @SidhhantKumar-y8j 10 วันที่ผ่านมา +40

    ସନତାନି କାମ।। ସଇତାନି ଅଧିକା 😂😂

    • @m.bairisalyafiresafetyoidi8081
      @m.bairisalyafiresafetyoidi8081 10 วันที่ผ่านมา +3

      ତୋ ପରି ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବାଧିବ ନିଶ୍ଚିନ୍ତ

    • @SidhhantKumar-y8j
      @SidhhantKumar-y8j 8 วันที่ผ่านมา

      @@m.bairisalyafiresafetyoidi8081 ଆରେ ଭାଈ ଫିଲ୍ମ୍ ବନେଇବା ପାଇଁ। ବୋହୁଟ କଣ୍ଟେଟ୍ ଅଛି, ଖାଲି ଓଡ଼ିଶା ରେ ହିଁ କନ ସନାତନି ଅଛନ୍ତି କି , ଦେଖ ଆନ୍ଦ୍ର ରେ କେମିତି ରାଜ୍ କରୁଛି ପୁଷ୍ପା, ନିଜର ଯଦି ବୁଦ୍ଧି ନାହିଁ ତାହେଲେ ଦେଖିକି ଶିଖ,,😄

    • @R.D.challengeofficial
      @R.D.challengeofficial 8 วันที่ผ่านมา +1

      @@SidhhantKumar-y8j ହଁ କୁହ ହିନ୍ଦୁ ମାନଙ୍କୁ ସଇତାନ୍..କିନ୍ତୁ ମନେ ରଖ ଏ ହିନ୍ଦୁ ମାନଙ୍କ ବିନା ତମର ଗୋଟିଏ ଦିନ ବି ଭଲରେ ବିତିବ ନାହିଁ ସେଇଟା କେମିତି ଟିକେ ଚିନ୍ତା କର ସବୁ ମନେପଡିଯିବ..😎🗿

    • @mukkamadi8183
      @mukkamadi8183 7 วันที่ผ่านมา

      😃😃😃😃

    • @subhamkhileei7192
      @subhamkhileei7192 7 วันที่ผ่านมา

      Jay shree Ram

  • @biswasisoy6540
    @biswasisoy6540 11 วันที่ผ่านมา +83

    କନ୍ଧମାଳ, Cristian ବିରୋଧୀ ମାନେ କଣ, ହେଲେ, କେମିତି ହେଲେ, ସେଇଟା ଆଗ ଜାଣି ନିଅ

    • @Abhisanta-o3f
      @Abhisanta-o3f 9 วันที่ผ่านมา +2

      Sadguru bhagwaan ki jai❤❤❤

    • @NiranjanHikaka-ec7zs
      @NiranjanHikaka-ec7zs 7 วันที่ผ่านมา

      Jisu heuchanti western country koka

    • @Manjushree-t9g
      @Manjushree-t9g 6 วันที่ผ่านมา

      Tuma jisu kn ete chutta je taku kie burudh kale boli maridaba Mane tanka pakhare sahiba sakti nahin

    • @ngudu3
      @ngudu3 6 วันที่ผ่านมา

      Kn hela tame janina ki

    • @GBLT_4th
      @GBLT_4th 4 วันที่ผ่านมา +1

      ​@@NiranjanHikaka-ec7zsok Bhai sei jisu koka tumoku aasirvad korontu

  • @br.akpofficialchanneldarin2264
    @br.akpofficialchanneldarin2264 10 วันที่ผ่านมา +124

    ଆରେ ମୂର୍ଖ ଭାରତ ବର୍ଷର ଯଦି, ସବୁ ନାମୀ ଦାମି। ବଡ଼ ଲୋକ ହୋଇ ଛନ୍ତି, ତେବେ ସେହି Christian School ରେ ପାଠ ପଢ଼ି।। ତୁ ନିଜକୁ ଏତେ ଜ୍ଞାନୀ ଭାବୁଛୁ। ଭାରତ ଭଳି ଗୋଟେ, ଧର୍ମ ନିରେପେକ୍ଷ ରାଷ୍ଟ୍ରରେ। ତୋ ଭଳି ଗୋଟେ ଅଲାଯୁଗ କେମିତି ଜନ୍ମ ହେଲା।। ଏଠି ଲୋକ ମାନେ ସବୁ ଧର୍ମ କୁ, ସମ୍ମାନ ଦେଈ, ଚାଲିଛନ୍ତି।।।

    • @Singh77359
      @Singh77359 10 วันที่ผ่านมา +9

      ଚାଣକ୍ୟ,ସୁସୃତ,ପାଣିନି ଏ ସବୁର ନା ସୁଣିଚୁକି ତୁ ଜୋଉପାଠ ପଢୁଚୁ ତାହା ମେକୋଲେର ପାଠ
      ଆମ୍ବାନି,ଟାଟା,a.p.j abdul kalam ବି english medium ରେ ପଢିନି Google କରିକି ଦେଖିନେ l ଅନ୍ୟଦେସରଲୋକ କପଡାବି ପିନ୍ଧି ଜାଣୁନଥିଲେ ସେତେବେଳେ ଭାରତରେ ନାଳନ୍ଦା ପରି ବିସ୍ବବିଦ୍ୟାଳୟ ଥିଲା ତତେ କିଛି ଜଣାନାହିଁ ଗର୍ବକର କି ତୁ ଭାରତରେ ଜନ୍ମହେଇଚୁ ମୋ ଭାରତରନାମ ସୁନାର ଚିଡିୟା ଥିଲା ଏଠି ସୁନାର ମନ୍ଦିର ଅଛି ହେଲେ ପୃଥିବିର କୌଣସିଜାଗାରେ ନାହିଁ ତେବୁ ମୋଗଲ ଇଂରେଜ ବାରମ୍ବାର ଆକ୍ରମଣ କରୁଥିଲେ

    • @chittaranjanpradhan7745
      @chittaranjanpradhan7745 10 วันที่ผ่านมา +7

      ଆରେ ଧର୍ମ ନିରିପେଖ୍ୟ ଯଦି personal law board କଣ ପାଇ ଆଛି କହିବୁଟିକେ

    • @BadBoyAshwinKumar
      @BadBoyAshwinKumar 10 วันที่ผ่านมา +1

      ଭାଇ ଆମ ହିନ୍ଦୁ ଲଖ ସବୁ ଧର୍ମ କୁ ସମାନ ମାନନ୍ତି ସମ୍ବିଧାନ ଅନୁଯାୟୀ କିନ୍ତୁ ଅନ୍ୟ ଧର୍ମ ର ଲଖ ତାହାକୁ ମାନନ୍ତି ହିଁ ନାହିଁ
      ମୁଁ ବି ମାନୁଛି ଆମ ଦେଶ ରେ ସବୁ ଧର୍ମ ସମାନ କିନ୍ତୁ ସେ ମାନେ ମାନୁଛନ୍ତି କି ସବୁ ଧର୍ମ ସମାନ ବଲି
      ଆପଣ ମ କଥା ବିଶ୍ୱାସ ହେଉନି ହେଲେ ନିଜେ ପରୀକ୍ଷା କରି ନୀୟ
      ଜୟ ଶ୍ରୀ ଜଗନ୍ନାଥ ❤❤❤❤❤❤❤ ରାଧେ ରାଧେ

    • @WorldTechdunia
      @WorldTechdunia 10 วันที่ผ่านมา

      Ja USA most educated loka hin hindu hela. Google re search kr. Aou ta maa ko gehithile foreign ra bodhe sethi pain tame sala Christian hele.

    • @RajkumarRajkumar-nu2hv
      @RajkumarRajkumar-nu2hv 10 วันที่ผ่านมา +4

      Remagia बिजनेस religions Christian

  • @gpkbd2009
    @gpkbd2009 8 วันที่ผ่านมา +54

    ଏ ଫିଲ୍ଲମ୍ ରିଲିଜ୍ ହେଲାପରେ ଓଡିଶାରେ ଆହୁରି ଖ୍ରୀଷ୍ଟିଆନ୍ ବଢିଯିବେ କାରଣ ତୁମେ ଜାଣି ଜାଣି ଶୋଇଥିବା ହାତୀ ସହ ଲାଗୁଛ । ପ୍ରଭୁ ଯୀଶୁ ତୁମକୁ ମାଫ୍ କରନ୍ତୁ । Jai Mashi Ki 🙏🏻

    • @susantaarts3006
      @susantaarts3006 8 วันที่ผ่านมา +1

      Right

    • @mukkamadi8183
      @mukkamadi8183 7 วันที่ผ่านมา +1

      Praise God 😀😀😀

    • @kalavhoot4062
      @kalavhoot4062 7 วันที่ผ่านมา

      @@gpkbd2009 ta pare Puni tandap haba hindu manakara

    • @MudhuChetty
      @MudhuChetty 7 วันที่ผ่านมา +1

      Amen

    • @INDOCRICK
      @INDOCRICK 7 วันที่ผ่านมา +5

      Christianity=Foreign fund💰💰💰

  • @AstoniGamanga
    @AstoniGamanga 10 วันที่ผ่านมา +24

    Praise the lord hallelujah. ଖ୍ରୀଷ୍ଟିଆନ ଧର୍ମ ଲୋକମାନଙ୍କୁ ଏମିତି ହିଁ ଘଟିବ ଆଗାମୀ ଦିନରେ ଏହା ପବିତ୍ର ବାଇବଲରେ ଆଗରୁ ଲେଖାଗଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣମାନଙ୍କୁ କ୍ଷମା କରନ୍ତୁ ଓ ମନ ପରିବର୍ତ୍ତନ କରନ୍ତୁ ଆମେନ୍

  • @IshwarMarndi
    @IshwarMarndi 10 วันที่ผ่านมา +21

    ଯିଏ ଏ ପିଲ୍ମ କୁ ଲେଖିଛି ସେ ଏତେ ମୂର୍ଖ ଏମିତିଆ ପିଲ୍ମ କୁ ବନ୍ଧ କରାଯାଉ

  • @jirimiyamajhi9933
    @jirimiyamajhi9933 10 วันที่ผ่านมา +97

    ଏହି ଫିଲ୍ମ ଖ୍ରୀଷ୍ଟିଆନଧର୍ମ ବିରୁଦ୍ଧରେ ହେଇଛି..ଫିଲ୍ମ ଠାରୁ ବେଶୀ ଲୋକମାନଙ୍କୁ ଉସ୍କାଉଛନ୍ତି ଏହି ନାଲି ଗାମୁଛା ପରି ଫାଲତୁ ଲୋକମାନେ.ଏମାନଙ୍କର କାମ କେବଳ ଭାଈ ଭାଈ ଭିତରେ ଝଗଡା ସୃଷ୍ଟି କରିବା..

    • @sunilajagaranga1814
      @sunilajagaranga1814 10 วันที่ผ่านมา +7

      ପୁରା ସତକଥା କହିଛନ୍ତି ଭାଇନା 🙏

    • @peternaik9607
      @peternaik9607 10 วันที่ผ่านมา

      Your just nothing our chritan community is great world Championship ok

    • @peternaik9607
      @peternaik9607 10 วันที่ผ่านมา

      Soda kukur Tu adibasi ki

    • @LeenadigalLeenadigal-p1i
      @LeenadigalLeenadigal-p1i 10 วันที่ผ่านมา +4

      A mana nka kamo dhanda kichhi nahi re bhai❤❤jati jati ବିପକ୍ଷେ uthiba bali seithi pain to amne amiti vdo karu chanti

    • @RanjedarloharLohar
      @RanjedarloharLohar 10 วันที่ผ่านมา +8

      ଅନକା ଦ ଅଲମ ମେନିଆ ଦାଦା 😂ତତେ କିଏ କହିଥିଲା ନିଜ ସାରନା ଛାଡି cristiyan ହେବାପାଇଁ ଆଜି ବହୁତ ବାଧୁଚି ତତେ ଆମା ବାବା ସାରନା ଚେଦ ଇଂରେଜ ଦିକୁ ଆମ ହଇ ମେ ମୁଁ ଭି Adivasi ରୁ but ନିଜ ପୂର୍ବ ପୁରୁଷ ମୋ ପାଇଁ ମୋର ପରିଚୟ ତମ ଭଳି ଧର୍ମ ଚେଞ୍ଜ କରି ଅନ୍ୟ ଜଣକୁ ମୋର ବାପ ବନେଇ ପାରବି ନାହିଁ 🤟ଜୋହାର 🙏ଜୟ ମାରାଂ ବଙ୍ଗା ✋⭕❗⭕🤚🙏🚩🚩🚩🚩

  • @RupeshKradika
    @RupeshKradika 10 วันที่ผ่านมา +59

    ପ୍ରଭୁ ଯୀଶୁଖ୍ରୀଷ୍ଟ କହିଛନ୍ତି, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ତତ୍ପରେ ଯୁଗାନ୍ତ ହେବ

    • @subashjena420
      @subashjena420 10 วันที่ผ่านมา

      ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ

    • @umeshkumarpattnaik214
      @umeshkumarpattnaik214 10 วันที่ผ่านมา

      ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
      ୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
      ୨. ROZA BAL SHRINE କଣ ଅଟେ?????
      ୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
      ୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
      ୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
      ୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣

    • @Discipline_Tradition_Legacy
      @Discipline_Tradition_Legacy 10 วันที่ผ่านมา +3

      Bolo punyatma jesus ke parampita shri krishn kanhiya laal ki jai 🚩🚩

    • @thakuraniyatrasanasarapoll835
      @thakuraniyatrasanasarapoll835 10 วันที่ผ่านมา

      ତୁ ବାଳ ଖ୍ରୀଷ୍ଟିଆନ ନା ଆଦିବାସୀ ବିଦେଶୀ ଧର୍ମ ପ୍ରତ୍ସାହନ କରୁଛୁ l

    • @m.bairisalyafiresafetyoidi8081
      @m.bairisalyafiresafetyoidi8081 10 วันที่ผ่านมา +1

      ତୋ ପରି ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବାଧିବ ନିଶ୍ଚିନ୍ତ

  • @SukantaMajhi-h3o
    @SukantaMajhi-h3o 10 วันที่ผ่านมา +62

    ଯେତେ ଯାହା ହେଲେ ମଧ୍ୟ ସତ୍ୟ ଆଗରେ ସବୁ କିଛି ହାର ମାନିଯାଏ। କାରଣ ପ୍ରଭୁ ଯୀଶୁ ନିଜେ କହିଛନ୍ତି "ମୁଁ ପଥ, ସତ୍ୟ ଓ ଜୀବନ କେହି ମୋ ଦେଇ ନ ଗଲେ, ପିତାଙ୍କ ନିକଟକୁ ଯାଇପାରେ ନାହିଁ।

    • @lasmitapatra7951
      @lasmitapatra7951 10 วันที่ผ่านมา +4

      Hn jishu nku mu ninda karuni kintu Satya khojiki dekha kn Satya jana padijiba

    • @BikramonFaith
      @BikramonFaith 10 วันที่ผ่านมา

      ​@@lasmitapatra7951 mu proof kari paribi je Prabhu Jisu Satya parameshwar. Tame proof kari pariba je hindu Satya boli?

    • @soumyaranjanbiswal6461
      @soumyaranjanbiswal6461 9 วันที่ผ่านมา

      ଯୀଶୁ ଗୋଟେ ସଧାରଣ ମଣିଷ ଆଉ ଗୋଟେ ଭଣ୍ଡ like ବାବା ସାରଥୀ 😅

    • @kalavhoot4062
      @kalavhoot4062 9 วันที่ผ่านมา +1

      Se kia . Ame vharat loko janinu

    • @ajayamajhi7333
      @ajayamajhi7333 9 วันที่ผ่านมา

      ସତରେ ତମ ଜ୍ଞାନ କୁ ମାନିବାକୁ ବାକୁ ପଡ଼ିବ
      ତମେ ଯାହା ଲେକିଛ ତାହା ହିଁ

  • @BinsentNayak-rf2lu
    @BinsentNayak-rf2lu 10 วันที่ผ่านมา +23

    ଭାଇ ତମର ଗର୍ବ ଅହଙ୍କାର ଅତି ଶୀଘ୍ର ଅନ୍ତ ଘଟିବ ... ଏହା ବାସ୍ତବିକ ନୁହ , ଏହା ତମର ଏକ ବ୍ୟବସାୟ , ଆଦିବାସୀ ଗରିବଙ୍କୁ ଶାସନ କରି ସେମାନଙ୍କୁ ଶୋଷଣ କରିବାର ଏକ ପ୍ରୟାସ !!' ପୂର୍ବରୁ ଯେମିତି ଶୋଷଣ କରୁଥିଲ .......କିନ୍ତୁ ଏହା ସମ୍ଭବ ନୁହ ....…

  • @suredra1350
    @suredra1350 10 วันที่ผ่านมา +38

    ଫାଲତୁ ଫିଲ୍ମ ଛି..ଛି.. ଜ୍ଞାନ ହିନ ଡାଇରେକ୍ଟର

    • @m.bairisalyafiresafetyoidi8081
      @m.bairisalyafiresafetyoidi8081 10 วันที่ผ่านมา +3

      ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବଢିବା ନିଶ୍ଚିନ୍ତ

    • @Gita-kj8zp
      @Gita-kj8zp 9 วันที่ผ่านมา

      🎉

    • @jitendrapradhan6245
      @jitendrapradhan6245 7 วันที่ผ่านมา

      Tu bada gyanita jana pduchu

  • @RupeshKradika
    @RupeshKradika 11 วันที่ผ่านมา +58

    ଧର୍ମ କେବେବି କାହାକୁ ହିଂସା କରେ ନାହିଁ, ଅଧର୍ମ ବିବାଦ ସୃଷ୍ଟି କରେ, ଅଧର୍ମ ଅରାଜକତା ଆଣେ, ଅଧର୍ମ ହିଂସା କରାଏ। କିନ୍ତୁ ଧର୍ମ ନ୍ୟାୟ ଆଣେ, ଶାନ୍ତି, ପ୍ରେମ, ଆନନ୍ଦ, ନମ୍ରତା ଆଣେ। ହେ ଅଧର୍ମଚାରି ତୋହର ଶିକ୍ଷକ କିଏ କି, ସାବଧାନ ଶୟତାନ ତୋହର ଶିକ୍ଷକ ହୋଇପାରେ। ଶୟତାନଠାରୁ ଦୂରରେ ରୁହ ଏବଂ ମଣିଷକୁ ମଣିଷ ଭାବରେ ପ୍ରେମ କରିବା ଶିଖନ୍ତୁ। କାରଣ ମନୁଷ୍ୟର ସୃଷ୍ଟିକର୍ତ୍ତା ଏକ ଅଟନ୍ତି ସେ ପ୍ରଭୁ ଯୀଶୁଖ୍ରୀଷ୍ଟ।

    • @subashjena420
      @subashjena420 10 วันที่ผ่านมา

      ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ

    • @Lucifer7666-x1u
      @Lucifer7666-x1u 10 วันที่ผ่านมา +3

      @@RupeshKradika jia nija ku rakhya kari parilani se tama manka pravu wa re

    • @ANANTAMALLICK-x8l
      @ANANTAMALLICK-x8l 10 วันที่ผ่านมา +3

      ଜୟ ଯୀଶୁ

    • @RupeshKradika
      @RupeshKradika 10 วันที่ผ่านมา

      @@Lucifer7666-x1u ପ୍ରଭୁ ଯୀଶୁଖ୍ରୀଷ୍ଟ ପୂର୍ବରୁ କହିଥିଲେ ମନୁଷ୍ୟର ପାପ ମଚନ ନିମନ୍ତେ ପାପିମାନଙ୍କ ଦ୍ୱାରା ହତ ହେବାକୁ ହେବ, ଆଉ ଯୀଶୁ କହିଲେ, ମୁଁ ତିନି ଦିନ ତିନି ରାତ୍ରି ଉତ୍ତାରେ ମୁତ୍ୟୁକୁ ଜୟ କରି ଉଠିବି। ବାଇବଲ ପ୍ରମାଣ ଦିଏ ସେ ଆଜି ମଧ୍ୟ ଜୀବିତ ଈଶ୍ୱର ଅଟନ୍ତି।

    • @RupeshKradika
      @RupeshKradika 10 วันที่ผ่านมา

      @@Lucifer7666-x1u ସେଥିପାଇଁ ଏବେ ମଧ୍ୟ ଯୀଶୁଙ୍କ ନାମରେ ଦୁଷ୍ଟଆତ୍ମା ମାନେ ସୁଦ୍ଧା ଥରି ଯାଆନ୍ତି। ଆପଣଙ୍କୁ ଦେବତାମାନେ ସ୍ୱପ୍ନରେ କହିଛନ୍ତି କି ଆମର ଧର୍ମ ଲୋପ ପାଉଛି ରକ୍ଷା କର ବୋଲି। ଆମେ ବି ହିନ୍ଦୁଥିଲୁ କିନ୍ତୁ ଆମେ କାହାକୁ ବିରଦ୍ଧ କରି ନ ଥିଲୁ। କିନ୍ତୁ ଯେବେ ମୁଁ ବାଇବଲ ଅଧ୍ୟୟନ କଲି ସେ ଦିନଠୁ ଯୀଶୁଙ୍କୁ ମୋହର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କଲି। କାରଣ ତାହାଙ୍କ ନାମରେ ଅନ୍ଧ ଦେଖେ, ଚଟା ଚାଲିପାରେ ଓ ମୃତ୍ୟୁ ବ୍ୟକ୍ତି ଉଠିଥାଏ। ପୁଣି ସ୍ବର୍ଗ ମର୍ତ୍ତ୍ୟ ପାତାଳର କଞ୍ଚି ତାହାଙ୍କ ହସ୍ତରେ ଅଛି।

  • @JeevankumarMallick
    @JeevankumarMallick 10 วันที่ผ่านมา +22

    ତମେ ଯେତେ ଫିଲ୍ମ୍ ବାହାର କର କଦାପି ଖ୍ରୀଷ୍ଟିଆନ ମାନେ କିଛି ହେବାର ନାଇ , ତମେ ଯେତେ ଖ୍ରୀଷ୍ଟିଆନ ମାନଙ୍କୁ ତାଡନା ଦେବ ସେତେ ଲୋକମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବେ l ତମମାନଙ୍କ ଭଳିଆ ମୂର୍ଖ ମାନଙ୍କ ପରି ଖ୍ରୀଷ୍ଟିଆନ ମାନେ କେବେ କାହାର ଅନିଷ୍ଟ ଚିନ୍ତା କରନ୍ତିନି କି କାହାର ମନ୍ଦିର ଭାଙ୍ଗନ୍ତିନି କି ନିଜର ଧର୍ମ ରକ୍ଷା କରିବା ନିମନ୍ତେ କାହାକୁ ହତ୍ୟା କରନ୍ତିନି l ଆରେ ଅନ୍ଧ ଭକ୍ତ ଏଥିରୁ ତ ଜଣାପଡୁଛି ସତ୍ୟ କଣ l

    • @PrakashNag-gx8om
      @PrakashNag-gx8om 10 วันที่ผ่านมา

      @@JeevankumarMallick to sune re engrazi na najayas aulad duniya saara jau islaamic terror groups ku kahin ki europe and western country maney support koruchonti. Soto katha ta kohile boda dharm paloko naike. Aslo re kristan maane gute gute amonisho, adhormi and paapi.

    • @sandeepbaliarsingh8463
      @sandeepbaliarsingh8463 9 วันที่ผ่านมา

      Pathana manka virudhare movie kariba katha. Prakriya dacoit heuchanti semane. Pura world re tankari jogun ashanti lagi rahichi. Epate Christian nku virodh karibe sepate Israel india bhai bhai kahibe.

  • @thenature2668
    @thenature2668 11 วันที่ผ่านมา +34

    ପ୍ରଥମେ ଗୋଟେ ଛୋଟ ଗାଁ କୁ ହିନ୍ଦୁ କରି ସେଠି ସବୁ ଜାତିର ଲୋକେ ହିନ୍ଦୁ ନାମରେ ଜାତି ପ୍ରଥାକୁ ନ ମାନି ରୋଟି ବେଟି ବା ବ୍ରାହ୍ମଣ ଓ ଅତି ଶୁଦ୍ର ମଧ୍ୟରେ ବିବାହ ବନ୍ଧନ କରି ପରୀକ୍ଷା କରା ଯାଉ ତାପରେ ଦେଖିବା ହିନ୍ଦୁ ର ଧର୍ମ ପ୍ରତି କେତେ ଜାଗୃତି ଅଛି। କିନ୍ତୁ ଏହା କେବେ ସମ୍ଭବ ନୁହ ଏହି ଧର୍ମରେ ଉଛ ନୀଚ ନ ରହିଲେ ବ୍ରାହ୍ମଣ ରାଜି ହେବନି କାରଣ ସେ ସମାଜ ରେ ସବୁଠାରୁ ଉଚ୍ଚ ରେ ହିଁ ରହିବାକୁ ଚାହେଁ, ଜଣେ ଅତି ଶୁଦ୍ର ହଜାର ବର୍ଷ ବ୍ରାହ୍ମଣ ଭଳି ନୀତି କାନ୍ତି କଲେ ବି ସେ ବ୍ରାହ୍ମଣ ହେଇ ପାରିବନି। ଦେଶରେ ଯଦି ସବୁ ଲୋକେ ହିନ୍ଦୁ ହେଇଯିବେ ତେବେ ଆଉ ଗୋଟେ ନୂଆ ସମସ୍ୟା ଉପୂଜିବ ତାହା ହେଲା ଜାତି ବାଦ, ସବର୍ଣ୍ଣ ଅତି ଶୁଦ୍ର, ରାଜନୀତି ରେ ବହୁଦଳୀୟ ଉଠି 2 ଦଳୀୟ ହେବ। ଶାସକ ଦଳ ଜେନେରାଲ ରହିବେ st sc ଓ obc ବିରୋଧୀ ଭଳି ଅଭିନୟ କରିବେ ବିରୋଧୀ କେହି ରହିବନି ମାନେ ରାଜତନ୍ତ୍ର ଯେ ଭଳି ଉତ୍ତର କୋରିଆ ରେ ଚାଲିଛି। ଯଦି ଯେ ପ୍ରକୃତ ବିରୋଧୀ ଦଳ ଭଳି କରିବ ତାକୁ ଦୁର୍ଘଟଣା ରୁପଦେଇ ଉଡେଇ ଦେବେ କିମ୍ବା ଦେଶ ଦ୍ରହୀ ଧର୍ମ ଡ୍ରୋହି କହି ଜେଲ୍ ରେ ଭର୍ତ୍ତି କରାଯିବ। ଏହି ଲଜିକ୍ ଆଗକୁ କାର୍ଯ୍ୟ କରିବ ଦେଖୁଥନ୍ତୁ

    • @subashjena420
      @subashjena420 10 วันที่ผ่านมา

      ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ

    • @mindhunter6635
      @mindhunter6635 10 วันที่ผ่านมา

      Let's have debate on casteism

    • @m.bairisalyafiresafetyoidi8081
      @m.bairisalyafiresafetyoidi8081 10 วันที่ผ่านมา +2

      ତୋ ପରି ହିନ୍ଦୁ ନାମ ଧାରୀ ଖ୍ରୀଷ୍ଟିଆନ ବର୍ଣ୍ଣସଙ୍କର କୁ ବାଧିବ ନିଶ୍ଚିନ୍ତ

    • @Vicky9674
      @Vicky9674 10 วันที่ผ่านมา +1

      @@thenature2668 right

    • @Vicky9674
      @Vicky9674 10 วันที่ผ่านมา

      @@m.bairisalyafiresafetyoidi8081 TU pagala ki ree🤣🤣

  • @TGMusical-mp3
    @TGMusical-mp3 4 วันที่ผ่านมา +1

    ପ୍ରଭୁ ଏହି ନାଲି ଗାମୁଛା ଭାଇଙ୍କୁ ତୁମେ ଆଶୀର୍ବାଦ କରି ମନ ପରିବର୍ତ୍ତନ କରାନ୍ତୁ.....

  • @oceansofhappiness9438
    @oceansofhappiness9438 9 วันที่ผ่านมา +8

    ଧନ୍ୟବାଦ ଭାଇମାନେ ଏତେ ସୁନ୍ଦର ଫିଲ୍ମ ତିଆରି କରିଥିବାରୁ। ଜଗନ୍ନାଥ ଆମ ଦେଶ କୁ ରକ୍ଷା କରନ୍ତୁ ଏ ସବୁ ରା କ୍ଷା ସ କବଳରୁ।
    ଜୟ ଜଗନ୍ନାଥ ❤❤❤
    ଜୟ ସନାତନ।।।।
    ସବୁ ଭାଇଙ୍କୁ ନିବେଦନ ଗୀତା ପଢନ୍ତୁ।
    ।।।।

  • @mr.gobindacsconlinepoint6676
    @mr.gobindacsconlinepoint6676 10 วันที่ผ่านมา +37

    ପ୍ରଥମରେ ଠିକ୍ ଭାବରେ ବାଇବଲ୍ ପଡ଼େ ତାହା ହେଲେ ଜାଣିକୁ ଖ୍ରୀଷ୍ଟ ଧର୍ମ କଣ ଗୋଟେ ଧର୍ମ ବିଷୟରେ ବିରୋଧ କରିବା ପୂର୍ବରୁ ସେହି ଧର୍ମ ବିଷୟରେ ଜାଣିବାକୁ ହେବ ଓ ସେହି ଧର୍ମ ପୁସ୍ତକ ୧୦୦ ଥର ପଡିବାକୁ ପଡିବ ତାହା ହେଲେ ଜାଣି ପାରିବ ଭାଇ ତମେ କେବେ ଥରେ ହେଲେ ବାଇବଲ ପଡି ନୋ ତେଣୁ ତୁମକୁ ତୁମର ଶିକ୍ଷାରୁ ଏହିପରି ଖରାପ ଚିନ୍ତା ଆସୁଛି କିନ୍ତୁ ପ୍ରଭୁ ଯୀଶୁ କୃଷରେ ଝୁଲି ମଧ୍ୟ କଣ କହୁ ଅଛନ୍ତି ସେତେବେଳେ ଯୀଶୁ କହିଲେ, “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ।” ତେଣୁ ଜାଣିବାକୁ ଚେଷ୍ଟା କର ସେ ଆମ୍ବ ମାନଙ୍କୁ କ୍ଷମା ଦେବା ପରମେଶ୍ଵର ଅଟନ୍ତି 🙏🙏 ଭାଇ କାହାକୁ ଟଙ୍କା ଦେଇ ମନ ପରିବର୍ତ୍ତୀ କରାଯାଏ ନାହିଁ ତେଣୁ ଆପଣଙ୍କ ଚିନ୍ତା ଭାବନା ମାତ୍ର (ପ୍ରଭୁ ଯିଶୁ କ୍ରିଷ୍ଟ ହି ଏହି ଜଗତର ଉଧାର ବର୍ତ୍ତ। ଅଟନ୍ତି କିନ୍ତୁ ପ୍ରଭୁଯିଶୁଙ୍କ ବିଷୟରେ କହିବା ପୂର୍ବରୁ ନିଜକୁ ଚିନ୍ତ। କରିବାକୁ ପଡିବ ତାଙ୍କରି ବାକ୍ୟ ଏହିପରି ଶିକ୍ଷା ଦିଏ ମୁଁ ପଥ ସତ୍ୟ ଓ ଜୀବନ ଏହିପରି ଅନେକ ବାକ୍ଯ ଅଛି ତେଣୁ ଦୟା କରି ବାଇବଲ୍ ପଡିବାକୁ ଚେଷ୍ଟାକଲେ ସମସ୍ତ ବିଷୟ ଜାଣି ପାରିବ ଆଉ ନୋ ଜାଣୁନ ଗୋଟିଏ ଧର୍ମ ବିଷୟରେ କହିବା ଠିକ୍ ନୁହେଁ Good Bless You ଇଶ୍ଵର ତୁମ୍ଭକୁ କ୍ଷମାକରନ୍ତୁ

    • @pradyushkhilar6363
      @pradyushkhilar6363 10 วันที่ผ่านมา +2

      ତୋ ଯୀଶୁ ଗୀହା ଚିନ୍ତାଧାରା ତୋ ପାଖରେ ରଖ

    • @rajesharautaray8109
      @rajesharautaray8109 10 วันที่ผ่านมา

      Are magiha Christian,tu bedha chhua sina Christian gihauchu to DNA para hindu,au Amara ta 33 core deba debi ,18 purana au 108 upanisad ,au to bibel ku kie genhuchi,tu magiha ama Gita bhagabat padhe au to jisu bhuta ku padha😂😂😂

    • @simakreputika2040
      @simakreputika2040 10 วันที่ผ่านมา +1

      Adibasi hindu nuhanti

    • @Singh77359
      @Singh77359 10 วันที่ผ่านมา

      ​@@simakreputika2040କୋଉ ମୁର୍ଖ କହିଲା

    • @Singh77359
      @Singh77359 10 วันที่ผ่านมา +1

      ମୋର କିଛିପ୍ରଶ୍ନଅଛି କହିପାରବକି ?
      ୧-ତମ ଜେଜେ ବି ଖ୍ରିଷ୍ଟିୟାନ ଥିଲେକି ?
      ୨-ଯୀଶୁର ଜଦି ଏତେଶକ୍ତିଅଛି ତେବେ ସେ କାହିଁକି ଖ୍ରିଷ୍ଟିୟାନ ଘରେ ଜନ୍ମକରୁନି ହିନ୍ଦୁକୁ ପଇସାଦେଇ ଖ୍ରିଷ୍ଟିୟାନ ବନଉଚି ?
      ୩-ତମ certificate ରେ ଖ୍ରିଷ୍ଟିୟାନ ଲେଖୁଚକି ?
      ୪-ବ୍ରହ୍ମାର୍ପଣଂ ବ୍ରହ୍ମହବି ବ୍ରହ୍ମାଗ୍ନୋ ବ୍ରହ୍ମଣା ହୁତମ୍ ବ୍ରହ୍ମେବ ତେନ ଗନ୍ତବ୍ୟ ବ୍ରହ୍ମକର୍ମ ସମାଧିନଃ ଏ ହା ଭଗବତ ଗୀତାର କେତେ ନଂ ଅଧ୍ୟାୟର ଶ୍ଲୋକ ଅଟେ ?
      ୫-ଲୋକ ସମସ୍ତ ସୁଖିନୋ ଭବନ୍ତୁ ମାନେ ସମଗ୍ର ଜଗତ ସୁଖିରେ ରହନ୍ତୁ ବାଇବେଲରେ ଏମିତିକିଛି ଜଦି ଅଛି ତେବେ ଉପସ୍ଥାପନା କରନ୍ତୁ
      ମର ଆସା ସବୁ ପ୍ରଶ୍ନର ଉତ୍ତରଦେବ ଲୁଚିବନି

  • @samadbabucreation24
    @samadbabucreation24 10 วันที่ผ่านมา +12

    Trailer Review ଲେଖି ଆସୁ ନାହିଁ ୟେ ଫୁଣି Socialtalk ଗବଗାଣ୍ଡୁ ଅନ୍ଧ ଭକ୍ତ 😂😂😂

    • @MasesKarada
      @MasesKarada 6 วันที่ผ่านมา

      ଆରେ ନାଲି ଗାମୁଛା ତ କପାଳରେ ନାହିଁ ଧଳା ଡ୍ରେସ ପିନ୍ଧିବା

    • @AllhaSuarwala
      @AllhaSuarwala 5 วันที่ผ่านมา

      ପାଦ୍ରି ପେଳ 😂

  • @pkkanshine9674
    @pkkanshine9674 8 วันที่ผ่านมา +6

    ଓଡ଼ିଆ ଚଳଚ୍ଚିତ୍ର ତ ବୁଡ଼ି ଗଲାଣି 😁 , ଶେଷରେ ଏଭଳି ଚଳଚ୍ଚିତ୍ର କୁ କିଏ ପଚାରେ 😂

    • @mukkamadi8183
      @mukkamadi8183 7 วันที่ผ่านมา

      😃😃😃

    • @mentalmkgOfficial
      @mentalmkgOfficial 5 วันที่ผ่านมา

      Hasani be Ga kiamane
      Jay shriram🚩

  • @mohansagar5912
    @mohansagar5912 4 วันที่ผ่านมา +7

    ସନାତନୀ name ଶୁଣିଲେ ଭଲ ଲାଗୁ ନାହିଁ ❌
    ଶୟତାନି ରଖିଲେ ଭଲ ହେବ ✅
    ଏ movie କେବଳ ହିନ୍ଦୁ ଲୋକର ହିତ ଜନକ ର କାରଣ..😂

    • @anilkarjee8503
      @anilkarjee8503 วันที่ผ่านมา

      ଏହି move ଦେଖି ଅନେକ ଲୋକ ଯୀଶୁଙ୍କୁ ଗ୍ରହଣ କରିବେ ଏହା ୧୦୦%

  • @Vijaya070
    @Vijaya070 10 วันที่ผ่านมา +25

    ଗୋଟିଏ ଆଦିବାସି ପୁଅ ସହିତ ଗୋଟେ ବ୍ରାହ୍ମଣ ଝିଅ କୁ ବିବାହ କରିକି ଦେଖାଅ ତାହାହେଲେ ଆମେ ଜାଣିବୁ ହିନ୍ଦୁ ଧର୍ମ ଭଲ ବୋଲି କି। ଯଦି ସତ୍ୟରେ ତମେ ସନାତନି ତେବେ କରିକି ଦେଖାଅ।

    • @queenashiq_
      @queenashiq_ 10 วันที่ผ่านมา +3

      ମୁଁ ✝️, ଗୋଟେ ହିନ୍ଦୁ general ପୁଅ ❤️କୁ, ଯଦି ତାଙ୍କ ଘର ଲୋକ ଖୁସୀ ରେ ମୋତେ ଗ୍ରହଣ କରିବେ ତେବେ ଜାଣିବା ଯେ ହିନ୍ଦୁ ସତରେ ❤️ପ୍ରେମ ଶିକ୍ଷା ଦିଅନ୍ତି ବୋଲି,

    • @paramendraprustyrintu442
      @paramendraprustyrintu442 10 วันที่ผ่านมา +2

      Mu ready and mu b gote adibasi jhio ku mrg karibi please

    • @narsingha180
      @narsingha180 9 วันที่ผ่านมา

      ​@@queenashiq_acha 2 tanka chaula mili jaei chi

    • @balaramram1528
      @balaramram1528 9 วันที่ผ่านมา

      @@Vijaya070 kahunu taki love kariba

    • @stylesdebasish8981
      @stylesdebasish8981 9 วันที่ผ่านมา

      Tahele bhai Mandira re puja kariba ku jaa ni

  • @Daringbadi_toka
    @Daringbadi_toka 10 วันที่ผ่านมา +27

    ଆରେ ଗାମୁଛା ବଏ ଲେଖିବା ଆଗରୁ ପଢ଼ିବା ଶିଖେ 😂😂😂
    Trailer ❌ Trailor ✅
    Review ❌Rivew✅
    ଗାମୁଛା ବଏ ର knowledge କେତେ ଜଣା ପଡୁଛି 😂😂
    ଆମେ ଖ୍ରୀଷ୍ଟିଆନ କେବେ ଧର୍ମ ପରିବର୍ତନ କରୁନୁ ମୋନ ପରିବର୍ତ୍ତନ କରୁ | ✝️✝️✝️

    • @bimalraazcreation7246
      @bimalraazcreation7246 10 วันที่ผ่านมา

      Tu aga odia re thik se lekhiki reply de 😅 gyana choduchii😅 bokachda😂

    • @pradhanyt20
      @pradhanyt20 10 วันที่ผ่านมา +4

      Right bro😂😂

    • @Homissionaryofficialchannel
      @Homissionaryofficialchannel 10 วันที่ผ่านมา +4

      Right 👍 bro

    • @umeshkumarpattnaik214
      @umeshkumarpattnaik214 10 วันที่ผ่านมา +6

      ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
      ୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
      ୨. ROZA BAL SHRINE କଣ ଅଟେ?????
      ୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
      ୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
      ୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
      ୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣

    • @Discipline_Tradition_Legacy
      @Discipline_Tradition_Legacy 10 วันที่ผ่านมา +1

      Correct bhai 🚩🚩​@@umeshkumarpattnaik214

  • @ThinkUnique-ki3ql
    @ThinkUnique-ki3ql 11 วันที่ผ่านมา +18

    ଶ୍ରୀ ରାମ ଓ ହନୁମାନଙ୍କ ନାଁ ରେ କେମିତି ପ୍ରକାରେ ହିଂସା ସ୍ରୁଷ୍ଟି କରା ଯାଉଛି ଏହି ଚଳଚ୍ଚିତ୍ର ରେ ଦେଖା ଦେଇଛି 😂😂

    • @Discipline_Tradition_Legacy
      @Discipline_Tradition_Legacy 10 วันที่ผ่านมา +3

      Converted କୁ ବାଧିଲା 😂😂

    • @ThinkUnique-ki3ql
      @ThinkUnique-ki3ql 10 วันที่ผ่านมา +1

      We love you Brother cause that's all we have.... We spread love.... What you are spreading

    • @narsingha180
      @narsingha180 9 วันที่ผ่านมา

      2 tanka chaula pai shabhu bhala

  • @sushantkumarmendili6833
    @sushantkumarmendili6833 11 วันที่ผ่านมา +8

    ମୁ କୋଡିଏ ବର୍ଷ ହେଲା ଫିଲ୍ମ ଦେଖୁ ନଥିଲି କିନ୍ତୁ ଏ ଫିଲ୍ମ ମୋର ଦଶ ପନ୍ଦର ଜଣ ସାଙ୍ଗଙ୍କୁ ନେଇ ଦେଖିବି

    • @Khandiajaganath
      @Khandiajaganath 10 วันที่ผ่านมา +3

      Kamigalaa aautike adhikaa neikijao

    • @manojkumargomango6867
      @manojkumargomango6867 3 วันที่ผ่านมา

      Bada taa midibo dekiki toro ghare kahibaku na tibo movie dekiba ku nebo

  • @KantuMandangi-uv7ru
    @KantuMandangi-uv7ru 6 วันที่ผ่านมา +1

    ଯୀଶୁ କହିଲେ ଏବେ ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ,
    କାରଣ ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା ଓ ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ।
    ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ,
    ସେତେବେଳେ ତୁମ୍ଭେ କେଉଁଠାରେ ଥିଲ? ବୁଦ୍ଧି ଥିଲେ, ବୁଝାଇ ଦିଅ।

  • @narmadamajhi4592
    @narmadamajhi4592 4 วันที่ผ่านมา +2

    ତୋମର ଗୋଟିଏ ବି creative action ନାହିଁ ଅନ୍ୟ ମାନଙ୍କୁ follow କରି ଧର୍ମ ନାମରେ film କରୁଛ ଲାଜ ଲାଗୁନି😂😂

  • @jisalanayak3442
    @jisalanayak3442 10 วันที่ผ่านมา +7

    Nali gamucha bhai good bless you

  • @Kasinathgandalaka-m5j
    @Kasinathgandalaka-m5j 10 วันที่ผ่านมา +7

    ପିଲ୍ମ ଦେଖି ଭଲ ଲାଗିଲା ହେଲେ ସନାଥନୀ ଫିଲ୍ମରେ ପ୍ରେମ ଟିକିଏବୋଲି ନାହିଁ ତାହା ହିଁ ମୂଳ କାରଣ ସନତନୀର ଧର୍ମର

    • @Singh77359
      @Singh77359 10 วันที่ผ่านมา +1

      ମୁସଲିମ ଧର୍ମରେ ବହୁତ ପ୍ରେମଅଛି😂

    • @RMarndi2
      @RMarndi2 10 วันที่ผ่านมา +2

      ହିନ୍ଦୁ ଧର୍ମ ରେ ତ ଅଶାନ୍ତି, ଘୃଣା, ମାର ପିଟ,ହିଂସା ହିଁ ଅଛି ପ୍ରେମ କୋଉଠୁ ଆସିବ ଭାଇ

    • @Singh77359
      @Singh77359 10 วันที่ผ่านมา +1

      @RMarndi2 ତମକୁ କେତେଜଣ ହିନ୍ଦୁ ହିଂସା କଲେଣି କହିବକି ?

    • @RMarndi2
      @RMarndi2 10 วันที่ผ่านมา

      @@Singh77359 ଭାଇ ଦେଖୁନ ମିଛ ଟାରେ ଖ୍ରୀଷ୍ଟିଆନ ମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ବୋଲି କହୁଛନ୍ତି ସେ ତ ଟିକେ ଖାଲି ଯାଇ ଦେଖନ୍ତୁ ବୁଝନ୍ତୁ ଯେ କୋଉଠି କିଏ କାହାର ଧର୍ମ ପରିବର୍ତ୍ତନ କରୁଛନ୍ତି ନା କରିଛନ୍ତି। ଏଇଟା କି ଶାନ୍ତି

    • @_mr___rajput
      @_mr___rajput 9 วันที่ผ่านมา

      ​@@RMarndi2😂😂 Christian mane ete santi boli ta us aji sara pruthibi re junga galeik gola baruda bepara karuchhi nare converted😂

  • @uddhabbmachha7
    @uddhabbmachha7 10 วันที่ผ่านมา +22

    ଆଦିବାସୀ ହିନ୍ଦୁ ନୁହନ୍ତି ଏହି କଥା ଜାଣିଚୁ କି ନାହିଁ, ଭଲ ରେ ଟିକେ ହିଷ୍ଟ୍ରି ପଡେ, ଆଉ ଭିଡ଼ିଓ କର ନ ହେଲେ ତତେ ମୂର୍ଖ ବଲି କହିବେ ଲକେ

    • @sipujena7709
      @sipujena7709 8 วันที่ผ่านมา

      ତୁମ ପରି ପଣ୍ଡିତ ସବୁ ଜାଣିଛନ୍ତି।

    • @mamantamajhi3586
      @mamantamajhi3586 8 วันที่ผ่านมา

      ତୋମେ ଭାଇ ଜାଣିବା ଦରକାର ଯେ ଆଦିବାସୀ କ୍ରିଷ୍ଟିଆନ ବି ନୁହଁହାନ୍ତି ଆଦିବାସୀ ମାନଙ୍କ କୋଣସି ଧର୍ମ ନାହିଁ ଧର୍ମ ତାଙ୍କଠୋ ଉଦ୍ଧାବ ହୋଇଛି ଆମ ମାନଙ୍କ କୋଣସି ଧର୍ମ ନାହିଁ ଆମେ ଧର୍ମ ବିଷୟରେ ଜାଣିବୁ ନାହିଁ

    • @snakeeyesyt6146
      @snakeeyesyt6146 8 วันที่ผ่านมา

      Adivasi hele SARANA Dharma ro Hindu ki Sanatani Nuhe

    • @JagabandhuMallik-mp8re
      @JagabandhuMallik-mp8re 7 วันที่ผ่านมา

      Right ଭାଇ

    • @JagabandhuMallik-mp8re
      @JagabandhuMallik-mp8re 7 วันที่ผ่านมา

      ​​@@mamantamajhi3586ଭାଇ ତମେ ଯୋଉ ମୋବାଇଲ କୁ use କରୁଚ ସେଇଟା ବି ଖ୍ରୀଷ୍ଟିଆନ ମାନେ ଉଦ୍ଭାବନ କରିଛନ୍ତି। ତାହେଲେ ମୋବାଇଲ କୁ କାହିଁ କି use କରୁଚ

  • @RabiJakaka-rd2cr
    @RabiJakaka-rd2cr 10 วันที่ผ่านมา +5

    ସବୁ ଟିକ ଅଛି but ଆଦିବାସୀ ହିନ୍ଦୁ ନୁହଁନ୍ତି ଆମ ଧର୍ମ କାର୍ଡ ଆମକୁ ଦିଅନ୍ତୁ ତେବେ କେତେ ଆଦିବାସୀ ସନାତନୀ ବାହାରିବେ ସମୟ ଆସିବ ଯେଉଁ ଆଦିବାସୀ ହିନ୍ଦୁ ଲେକିବେ ତାଙ୍କୁ କୋଟା ଉଛେଦ କରାଯିବ କାରଣ ଆମ ଧର୍ମ ହେଉଛି ପ୍ରକୁତି ପୂଜା ମନ୍ଦିର ପୂଜା ନୁହେଁ.

    • @nakuladakpaska3545
      @nakuladakpaska3545 10 วันที่ผ่านมา

      Right 👌

    • @narsingha180
      @narsingha180 9 วันที่ผ่านมา

      2 tanka chaula pai shabhu bhala

    • @AllhaSuarwala
      @AllhaSuarwala 5 วันที่ผ่านมา

      ତତେ କିଏ ମନା କଲା.. ନଉୁନୁ , ମାଗୁଛି ଶଳା ପାଦ୍ରି ପେଳ କୋଉଠିକାର 😂ନିଜକୁ ଆଦିବାସୀ କହୁଛି।
      ଆମେ ଆଦିବାସୀ ହିନ୍ଦୁ ହିଁ, ଆମେ ପ୍ରକୃତିକୁ ପୂଜା କରୁ, ହିନ୍ଦୁ ବି ପ୍ରକୃତିକୁ ପୂଜା କରନ୍ତି ଜୟ ଜଳ, ବାୟୁ, ଅଗ୍ନି ଦେବ 🙏 🚩🚩🚩 ଶାବର ଶ୍ରୀକ୍ଷେତ୍ର ଜୟ ଜଗନ୍ନାଥ 🙏

  • @sudishtechnical9527
    @sudishtechnical9527 10 วันที่ผ่านมา +6

    Jesus Christ loves you praise the LORD 🙏🙏🙏

  • @surendranaik8831
    @surendranaik8831 11 วันที่ผ่านมา +32

    ଜୟ ଜଗନ୍ନାଥ ଜୟ ଶ୍ରୀରାମ ଆମେ ସମସ୍ତେ ଚେଷ୍ଟା କରିବା ଆମ ଉଚ୍ଚ ଜାତିର ଝିଅ ମାନଙ୍କୁ ଏହି ଆଦିବାସୀ ମାନଙ୍କୁ ବିବାହ କରି ଆମ ଧର୍ମ ରକ୍ଷା କରିବା ।

    • @BikramonFaith
      @BikramonFaith 10 วันที่ผ่านมา

      Agyan. Apana bhi Prabhu jisunku grahana karantu. Se Satya parameshwara. Mo pakhare proofs bhi achi. Testimonies dekhantu search Kari. Prabhu Jisu nka thu sarvashresth au kie nuhe eita Pabitra Bible renlekha jaye

    • @dharmendramallick-xc6il
      @dharmendramallick-xc6il 9 วันที่ผ่านมา +1

      ତୁ ସମାଜ କୁ ରକ୍ଷା କରେ ନା, ନିଜ କୁ ରକ୍ଷା କରି କି ରହିତା ବାୟା ବାବା ସାରଥୀଙ୍କ ଆଶ୍ରମ ଜା

    • @_mr___rajput
      @_mr___rajput 9 วันที่ผ่านมา

      ​@@BikramonFaithkire boka choda prabhu jisu hau nku jie eita odisha tame kebala sc st pila nku converted kari pariba nku muslim ra muni ,siaa loka nka upare hata dei paribani eita yama jisu nka guna

    • @narendramahuria5689
      @narendramahuria5689 9 วันที่ผ่านมา

      Ame sobu uchha jatiro jhioku bibaho koriba bodia hobo 😂😂😂😂😂😂 maja he kya bat he

    • @JitendraPatmajhi
      @JitendraPatmajhi 9 วันที่ผ่านมา +2

      Bhai khali kathha kahiba sahaja, kanhi tomo ଝିଅକୁ ଦେଇକି ଦେଖ fast

  • @JisayaPatamajhi
    @JisayaPatamajhi 10 วันที่ผ่านมา +5

    ଏହି ଫିଲ୍ମ ରେ ଜଉ ଭୂତଭଳି ଲମ୍ବା ଚୁଟି ଲୋକ ମାନେ ଅଛନ୍ତି ସେମାନେ କଣ ମଣିଷ କି ? ଜଣେ ମଣିଷ ଆଉ ଭଗବାନ ଙ୍କର ସେବକ ଏମିତି ରହିବା ଉଚିତ୍ ନୁହ ସେମାନେ ସବୁବେଳେ simple ରହିବା ଉଚିତ୍

  • @srikant5309
    @srikant5309 10 วันที่ผ่านมา +6

    I love this movie......Jay shree ram 🙏🙏🙏🙏🙏jay hind superb trailer I am proud of Hindu

    • @baishnabcharansahoo9119
      @baishnabcharansahoo9119 10 วันที่ผ่านมา +1

      @@srikant5309 ଜୟ ଶ୍ରୀରାମ।ହେଲେ ବଢୁଛି କାହିଁକି ମାଛ ମାଂସ କୁକୁଡ଼ା ମାନଙ୍କର ଦରଦାମ?

  • @AstoniGamanga
    @AstoniGamanga 10 วันที่ผ่านมา +6

    Praise the lord . କାରଣ ପବିତ୍ର ବାଇବଲରେ ଆଗରୁ ଲେଖାଗଲା ଏହିପରି ହେବ କାରଣ ଖ୍ରୀଷ୍ଟିଆନ ଲୋକମାନଙ୍କୁ ତାଡ଼ନା ଘଟିବ ଓ ତାଡ଼ନା ଦିଆଯିବ। ଏହା ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚାହାନ୍ତି। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ପରିତ୍ରାଣ ଦିଅନ୍ତି ଆଲ୍ଲେଲୋୟା ଆମେନ୍

  • @ArunKumar-jd7yz
    @ArunKumar-jd7yz 9 วันที่ผ่านมา +1

    Jabardast film bhai bahut badia lagila, jay sanatan,jay shree ram 🙏

  • @justiceleague29
    @justiceleague29 10 วันที่ผ่านมา +7

    ଗୋରୁ ଚାଲାଣ scene ଟିକେ ରଖି ଥିଲେ ଭଲ ହେଇଥାନ୍ତା 😅😅 l

  • @justiceleague29
    @justiceleague29 10 วันที่ผ่านมา +6

    ଏଇ movie ରିଲିଜ୍ ହେଲେ ଆଉ ବେଶୀ Conversion ହବ l ଯେତିକି ଥର ଏଇ trailer ରେ ଯୀଶୁ ନା ବୋଲା ଯାଇଚି ମତେ ତ doubt ହଉଚି ଲୋକ ମାନେ ଯୀଶୁ ଙ୍କୁ ଜାଣିବା ପାଈଁ ଆଉ ବେଶୀ ଇଚ୍ଛା ପ୍ରକାଶ କରିବେ ଆଉ Google, TH-cam ରେ ଯୀଶୁ ଙ୍କ କାହାଣୀ ଦେଖିବେ

  • @MukeshChandan-fx8bm
    @MukeshChandan-fx8bm 10 วันที่ผ่านมา +7

    Bahut bhal achhi jai shree ram 🙏

    • @baishnabcharansahoo9119
      @baishnabcharansahoo9119 10 วันที่ผ่านมา

      @@MukeshChandan-fx8bm ଜୟ ଶ୍ରୀରାମ।ହେଲେ ବଢୁଛି କାହିଁକି ମାଛ ମାଂସ କୁକୁଡ଼ା ମାନଙ୍କର ଦରଦାମ?

  • @gopalmallick8402
    @gopalmallick8402 6 วันที่ผ่านมา +1

    Kahuchhanti jatire hindu kintu really re ପାଣ ,ଖଣ୍ଡାୟତ ,ବ୍ରାହ୍ମଣ ,ଗୁଡ଼ିଆ , ଧୋବା ,ହାଡ଼ି , keuta ,ମୋଉଛି ,ଇତ୍ୟାଦି କହୁଛନ୍ତି ସମସ୍ତେ ହିନ୍ଦୁ କହିଲେ ଖୁସି ଲାଗନ୍ତା ........❤❤❤❤

  • @osmCBCilps
    @osmCBCilps 2 วันที่ผ่านมา

    ଧର୍ମ ଗୋଟେ ସନାତନ ଧର୍ମ ଭଗବାନ ଶ୍ରୀଜଗନ୍ନାଥଙ୍କ ସଂସ୍କୃତ ସମ୍ପୂର୍ଣ୍ଣ ମଣିଷ ଜାତି ପାଇଁ ଜଗତ କଲ୍ୟାଣ ପାଇଁ ଏ ମାଟି ରେ ଅଛନ୍ତି ଆଜି 🚩🙏🏻🚩🚩🚩🕉️😎

  • @GangaramBishi
    @GangaramBishi 11 วันที่ผ่านมา +6

    Jay shree ram 🙏🙏🙏👍👍👍

  • @emmanuel8880
    @emmanuel8880 10 วันที่ผ่านมา +5

    ଭାଇ କ'ଣ ପାଇଁ ସମସ୍ତେ English medium school ରେ ତାଙ୍କର ପିଲାମାନଙ୍କୁ ପଢଉଛନ୍ତି? ଦମ୍ ଅଛି ଯଦି ଵନ୍ଦ କରାଅ। କାରଣ ସେଇଟା ବି ତ ଵିଦେଶୀ।

  • @ABCDEFGH-up4is
    @ABCDEFGH-up4is 11 วันที่ผ่านมา +8

    Excellent movie heba...❤👌👌👌👌

  • @sudhirisallrounder4159
    @sudhirisallrounder4159 10 วันที่ผ่านมา +2

    କନ୍ଧମାଳ ଜିଲ୍ଲା ବିଷୟରେ କଣ ପାଇଁ ସିନ ନାହିଁ ଭାଇ ଆମ ଜିଲ୍ଲାରେ ଦଙ୍ଗାରେ ହେଇଥିଲା ଜାଣିଛ କି ନାହିଁ।

  • @evangelistlachamabrather9577
    @evangelistlachamabrather9577 8 วันที่ผ่านมา +2

    ଯୀଶୁଙ୍କ ସୁଛମାଚାର ହେବେ କାଲି CHRISTIAN,missionaries ମାନେ ପ୍ରଚାର କରିବେ ତାହା ନୁହେଁ, ହେବେ ଇନ୍ଦୁ, ସନାଥନି, ମାନେ ଯୀଶୁଙ୍କୁ ପ୍ରଛାର୍ କରିବେ vidio ମଦୀୟମ ରେ, ଭାଇ ପ୍ଲିମ୍ ସିଘ୍ର ରିଲିଜ୍ କରାଅ, ଭାଇ ତୁମେ ବୁଲ୍ କରିନ ପିଲିମ୍ ମଦୀୟମ ରେ ସୁଚମା ଚାର ଶୁଣିବେ Thank you ଭାଇ🎉🎉🎉

  • @salmannayak6831
    @salmannayak6831 10 วันที่ผ่านมา +5

    ପ୍ରଭୁ ଯୀଶୁଙ୍କ ସହ ଲୋଢେଇ କରନାହିଁ ଭାଇ । ତମେ ତ ଯଣେ ଲିଡର ..।ଈତିହାସ ଦେଖିବ ତାହାଲେ ଜାଣିବେ ରାଜା ମାନେ ଆମୋ christian ମାନଙ୍କୁ ହ୍ରାସ କରିବା ପାଇଁ ଦୋଲିଦେବା ପାଇଁ ବହୁତ ଚେଷ୍ଟା କରିଛନ୍ତି ।ହେଲେ ସବୁବେଳେ ବିଫଳ ହୋଇଛନ୍ତି ।
    ଜଣେ ଅନ୍ୟ ର ବଳ ନଜାଣି lodhijiba ମୂର୍ଖାମି ଅଟେ ।
    ଯୀଶୁ ଆମ୍ଭମାନଙ୍କୁ କୋହିଛନ୍ତି ଯୁଦ୍ଧ ତୁମ୍ଭର ନାହିଁ ଯୁଦ୍ଧ ଆମ୍ଭର । ଏଣୁ ଆମ୍ଭେମାନେ ଆମ୍ଭ ବିରୋଧୀ ମାନଙ୍କୁ କେବେ ଲୋଢ଼େଇ କରୁ ନାହୁଁ ।
    ତୁମ୍ଭେ କୋଣ ଆମ୍ଭ ପ୍ରଭୁଙ୍କ ସହ ଯୁଦ୍ଧ କରିବ .?
    ସେପରି କରନାହିଁ ଭାଇ ପ୍ରଭୁ ଯୀଶୁଙ୍କୁ ଠିକ୍ ସେ ଜାଣନ୍ତୁ ଆଉ ତାଙ୍କ ବିରୋଧ ରେ ଯାଆନ୍ତୁ ନାହିଁ । ସେ ହିଁ ସତ୍ୟ ପ୍ରଭୁ ଅଟନ୍ତି ତାହାଙ୍କର ଗୌରବ ଯୁଗେ ଯୁଗେ ରହି ଆସୁଅଛି ଓ ରୋହିବ ଅମେନ୍ 🙌। ପ୍ରଭୁ ଯିଶୁ apona samatanku ବୁଦ୍ଧି ଓ ତାହାଙ୍କ ପରିଚୟ ଦିୟନ୍ତୁ Amen .

    • @toysstore...5768
      @toysstore...5768 9 วันที่ผ่านมา

      Ta mane tome hindu bhai mananku Cristian re convert kari bulibo ki aita hindustan bhai prabu shree ram nko janma stana jisu nko nuho aita mind re setup karitho

    • @r.bgaming846
      @r.bgaming846 8 วันที่ผ่านมา

      ଆରେ ଭାଇ ହିନ୍ଦୁ ଲକ ମାନଙ୍କର ତମ ଧର୍ମ କୁ ଗୃଣl କରନ୍ତି ନାହିଁ ତମେ ଯୋ ଲୋକ ମାନଙ୍କୁ ଭିବିନ୍ନ ଉପାୟରେ ଜେହୁଁ ଳାଲୋସl ଦେକାଇ ଧର୍ମ ପରିବର୍ତନ କରାଉଛ ତାହାକୁ ଲୋକ୍ୟ ରଖି ଏହି film ଟିକୁ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ଏହି movi ଆଧାରିତ ଅଟେ,,, ତ ଭାଈ ତମୋ ଭଳି ଆମେ ଭୂଲି ଭୂଲି ଧର୍ମ ପରିବର୍ତନ କରାଉନୁ ବୁଜିଲୋ ତ ମିଷ୍ଟର brother,, to ଟିକେ ଦେଖିକି bro ଯାହା ବି କରୁଛ ଦେଖିକି କର,, ଅମୋ ସନାତନି ଧର୍ମ କୁ ଲୋପ କରିବାକୁ ଚେଷ୍ଟା କଲେ,କେବଳ ହେବେ movi ରେ ଦେକୁଚ ତାହା ସତ୍ୟ ରୁପରେ ମଦୀୟ ଓଇ ପାରେ , ଧର୍ମ ପରିଚାଳନା କର କିନ୍ତୁ ଭାହାରେ ନୁହଁ ତମ ଛର୍ଚ ମଧ୍ୟ ରେ ପ୍ରଚାର କର ok bro joi Sri Ram 🙏🙏🚩🚩🚩🚩🚩

    • @salmannayak6831
      @salmannayak6831 8 วันที่ผ่านมา

      @@toysstore...5768 ସମ୍ବିଧାନ ଆଇନ ଅନୁସାରେ ଏଠାରେ ଯେକୌଣସି ଲୋକ ତାହାର ଧର୍ମ ବିଷୟରେ ପ୍ରଚାର କରିପାରେ ।

    • @salmannayak6831
      @salmannayak6831 8 วันที่ผ่านมา

      @@r.bgaming846 ଯିଶୁ ଧର୍ମ ପରିବର୍ତନ କରାନ୍ତି ନାହିଁ ଜୀବନ ପରିବର୍ତନ କରାନ୍ତି ।

    • @PremBhatra-y7d
      @PremBhatra-y7d 5 วันที่ผ่านมา

      ଧର୍ମ ପରିବର୍ତନ କରନାହିଁ ମନ ପରିବର୍ତନ କର ଯୀଶୁ ହେଉଛନ୍ତି ସତ୍ୟ ଇଶ୍ଵର ❤❤

  • @abhimanyukhemundu5263
    @abhimanyukhemundu5263 11 วันที่ผ่านมา +9

    Super flop 😂😂😂 ଆଉ କିଛି ମିଳି ଲା ନାହିଁ, କରିବ ତ puspa flim ପରି କର

  • @BijayKumarJena-j1v
    @BijayKumarJena-j1v 10 วันที่ผ่านมา +4

    Jay Jay shree Ram 🚩🚩🚩🚩🚩🙏🙏 Jay bajrang bali ❤❤❤

  • @SadaijaRaita-d4j
    @SadaijaRaita-d4j 8 วันที่ผ่านมา +2

    Waa ଭଲ କଉଛ ତ ଭାଇନା କୁ ପୃଥିବୀ ରୁ ଆସିଲ କି ଭାଈ.. ନିଜର ସୃଷ୍ଟି କର୍ତ୍ତାଙ୍କୁ ମଧ୍ୟ୍ୟ ଜାଣି ପାରୁନ.ରାମ ଯେମିତି ମାରିକି ବଂଚିନାହାନ୍ତି କି କେବେବି ବଂଚିବେ ନାହିଁ ସେମିତି ତୁମେବି ବଂଚିବ ନାହିଁ.. ସ୍ୱର୍ଗ ର କଥା ତ ଦୂରର କଥା...ଯେଉଁମାନେ 33 cr ଦେବତା ଉପରେ ବିଶ୍ୱାସ କରନ୍ତି ସେମାନେ ନର୍କ କୁ ଯିବା ବାଟରେ ଅଛନ୍ତି. ଭଲରେ ଚିନ୍ତା କରି ଦେଖ ଭାଈ ଥରେ ହେଲେ କେଜାଣି ଯୀଶୁ କ୍ରୀଷ୍ଟ କ୍ଷମା ଦେଇପାରନ୍ତି ପରା.. .

    • @bbranch5029
      @bbranch5029 8 วันที่ผ่านมา

      Bhai ki kohilomo 👏sabu bhodo baba mane to dhora podileni. Baki a choto moto choro jako ochhonti😄

  • @Niranjan33035
    @Niranjan33035 3 วันที่ผ่านมา

    ଆମ ଓଡ଼ିଶାରେ ଏତେ ଯୀଶୁ ଭକ୍ତ ହେଇଗଲେ ଗଲାଣି 😂
    ପାର୍ତ୍ତୁଗୀଜ ନାବିକ ଭାସ୍କୋଡାଗାମା ଯେତେ ବେଳେ ବାଣିଜ୍ୟ କରିବା ଲାଗି ଆସିଥିଲେ କେତେ ଐତିହାସିକ କୁହନ୍ତି ସିଏ ବାଣିଜ୍ୟ ପାଇଁ ଆସିନଥିଲା ଗୋଟିଏ ହାତରେ କ୍ରସ ଆଉ ଗୋଟିଏ ହାତରେ ଖଣ୍ଡା ଧରିଥିଲା ଯିଏ ଯଦି କ୍ରସ ଗ୍ରହଣ ନ କରୁଥିଲା ତାକୁ ଖଣ୍ଡା ରେ ମାରିଦିଏ ଏ କଥା ମୁଁ କହୁନି କି ହିନ୍ଦୁ ଲୋକ କହୁ ନାହାନ୍ତି ଏ କଥା most popular rs sharma, alphinston, abdul razak କୁହନ୍ତି ଆପଣଙ୍କୁ କଣ ଲାଗୁଛି 🤔

  • @gangadhararaita4436
    @gangadhararaita4436 11 วันที่ผ่านมา +8

    ଜୟ ଶ୍ରୀ ରାମ 🙏

  • @chandragouda1589
    @chandragouda1589 11 วันที่ผ่านมา +8

    Hei movie ku mu nischaya dekibi

  • @thomaskor4406
    @thomaskor4406 11 วันที่ผ่านมา +6

    ସବୁ ମନ ଗଢ଼ା ଫିଲିମ୍ କିଛି ହେବ ନାହିଁ,ତୁମେ ଯେତେ ନିନ୍ଦା କରୁଛି କର କିଛି ଫରକ୍ ପଡିବନି,

    • @satyabratamajhi4167
      @satyabratamajhi4167 11 วันที่ผ่านมา

      au ta maa bia

    • @subashjena420
      @subashjena420 11 วันที่ผ่านมา +1

      ଶଳା ତୋ jissu tissu କୁ ମୁଁ ଗୋଡ଼େଇ ଗୋଡ଼େଇ ହାନିବି ରେ ଶଳା ହାରାମି ପଠାଣ 🤬🤬🤬 କିଛିଟା ପଇସା ଲୋଭ ରେ ଖ୍ରୀଷ୍ଟିଆନ ହେଇ ଗଲୁ, ତତେ ଲଜ୍ଜ୍ୟା ନାହିଁ କିରେ

    • @SambuSports
      @SambuSports 10 วันที่ผ่านมา

      Right.. କିଛି ବି ଫରକ ପଡିବ ନାଇଁ..

  • @just_gk2141
    @just_gk2141 6 วันที่ผ่านมา

    ଆରେ ଏଇ ସନାତନୀ ଧର୍ମ sc st ଗରିବଙ୍କୁ ପଢିବାକୁ କେବେ ସୁଯୋଗ ଦେଇନି ଆମ୍ବେଦକର ଫିଲ୍ମ ଦେଖ 💙💙💙💙

  • @MonajMuthamaji
    @MonajMuthamaji 5 วันที่ผ่านมา +1

    ଯୀଶୁଙ୍କ ନାମରେ ସମସ୍ତଙ୍କୁ ନମସ୍କାର ସତ୍ୟ ବାଇବେଲ ପୁସ୍ତ୍ତକ
    କୁହେ ହିନ୍ଦୁ ଧର୍ମ ସତ୍ୟ ନୁହେ ପଥ ସତ୍ୟ ଜିବନ ଯିଶୁ ଏଟୋନ୍ତି।

  • @sunitaduduka9713
    @sunitaduduka9713 10 วันที่ผ่านมา +6

    prabhu jesuse hnn samasto srusti karta mane rakhantu bhai mane....je jisu nku pauchi se jibana paichi...se satya ,se potho and se hinn jibana au tahanka bina sorga jibara bato nahii...hindu ki musolman ,ki christian huo jiebi ...jisunka bina sabu...adura..❤

  • @srikrushnadas16
    @srikrushnadas16 9 วันที่ผ่านมา +4

    ଯୀଶୁ son of god ଭଗବାନ ନୁହନ୍ତି
    ଭଗବାନ କେବଳ ଶ୍ରୀ କୃଷ୍ଣ ଅଟନ୍ତି।❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @thewriterrr
    @thewriterrr 10 วันที่ผ่านมา +11

    ଦକ୍ଷିଣ ଓଡ଼ିଶା କିଛି ଭାଗ , ପଶ୍ଚିମ ଓଡିଶା ର କିଛି ଭାଗ ଖ୍ରୀଷ୍ଟିଆନ ଧର୍ମ ଆପଣାଇ ନେଲେଣି ନିଜ ଧର୍ମ କୁ ବଞ୍ଚାଅ ନହେଲେ ଆଗକୁ ସନାତନ ଧର୍ମ ଇତିହାସ ହେଇଯିବ.. ଜୟ ଶ୍ରୀ ରାମ

    • @Manofgod893
      @Manofgod893 10 วันที่ผ่านมา +2

      JAI MASHI KI ✝️MU V CHRISTIAN HOI AJI JESU PRABHU KU PARMESHWAR MANE HALLELUJAH 🙏🙏🙏🙏🙏

    • @Singh77359
      @Singh77359 10 วันที่ผ่านมา

      ​@@Manofgod893😂😂😂

    • @sadasibapur6792
      @sadasibapur6792 10 วันที่ผ่านมา

      Jay jagannath ​@@Manofgod893

    • @umeshkumarpattnaik214
      @umeshkumarpattnaik214 10 วันที่ผ่านมา

      ​@@Manofgod893
      ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
      ୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
      ୨. ROZA BAL SHRINE କଣ ଅଟେ?????
      ୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
      ୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
      ୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
      ୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣

    • @Discipline_Tradition_Legacy
      @Discipline_Tradition_Legacy 10 วันที่ผ่านมา +3

      ​@@Manofgod893 bolo punyatma jesus ke parampita shri krishn kanhiya laal ki jai 🚩🚩

  • @jubalapradhan8441
    @jubalapradhan8441 4 วันที่ผ่านมา

    ସରକାର ଯଦି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଇ ପାରିବ ତାହାହେଲେ କେହିଁ convert ହେବେନି
    ବହୁତ ବଢିଆ 👍👍
    ଏଇଟା ସରକାର ର କାମ, ସରକର କରି ପାରୁନାହଁ ବୋଲି ମିଶିନେରୀ ମାନେ କରୁଛନ୍ତି।

  • @amulyabhuyan4145
    @amulyabhuyan4145 9 วันที่ผ่านมา +1

    praise the Lord... e film ଦ୍ଵାରା ଅଧିକ ରୁ ଅଧିକ ଓଡ଼ିଶାରେ ଯୀଶୁଙ୍କ ବିଷୟ ରେ ଜାଣିବେ... amen..

  • @NiranjanOram-fu1qt
    @NiranjanOram-fu1qt 10 วันที่ผ่านมา +4

    ପ୍ରକୃତରେ ଆଦିବାସୀ ହିନ୍ଦୁ ନୁହନ୍ତି, ଆଦିବାସୀ ପ୍ରକୃତି ପୂଜକ ।
    Jay Adivasi,jay sanatan

    • @Singh77359
      @Singh77359 10 วันที่ผ่านมา

      ସମସ୍ତେ ସନାତନି ହିନ୍ଦୁ କିଏବି ନୁହନ୍ତି
      ଆମେ ସବୁ ଭାଇ ଭାଇ

  • @Careforyoufoundation-b5p
    @Careforyoufoundation-b5p 11 วันที่ผ่านมา +6

    Praise the lord world 120 country Cristian people living

  • @kashinathmurmu-xo5ci
    @kashinathmurmu-xo5ci 10 วันที่ผ่านมา +5

    I het a movie 🎬

  • @Kishorkumardukhi
    @Kishorkumardukhi 7 วันที่ผ่านมา

    ଓଡିଶା ରେ ଫ୍ଲିମ ନିଆଁ ଜଳିବନି କେବଳ ଓଡିଶା ରେ ମହାବିପଦ ଆସିବ ମୋ ପ୍ରଭୁଙ୍କୁ ଘୃଣା କରିଲେ ଯେତେ ଘୃଣା କରିଲେ ସେତେ ସେତେ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ ଦିଖିବ ସତ୍ୟ କୁ ଲୋକ ମାନେ ଖୋଜିବେ ସେହିଁ ସତ୍ୟ ଯୀଶୁ ଖ୍ରୀଷ୍ଟ ଲୋକେ ଜାଣିବେ god bless u🙏🏼

  • @HCNOdisha
    @HCNOdisha 9 วันที่ผ่านมา

    ହେଜିରେ ଦେଖ ଶେଷରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ଟାର୍ଗେଟ କରା ଗଲା 😢 ଆଗ ହିନ୍ଦୁ ମାନେ ମୁସଲିମ ମାନଙ୍କୁ କଷ୍ଟ ଦେଉଥିଲି ଏବେ ଖ୍ରୀଷ୍ଟିଆନ୍ ମାନଙ୍କୁ 😢 ଧିକ୍ ରେ ତମ ହିନ୍ଦୁ ଧର୍ମ କୁ

  • @AnilKumar-im2wd
    @AnilKumar-im2wd 10 วันที่ผ่านมา +8

    ମୋ ବାଳ ସନାତନୀ

    • @Singh77359
      @Singh77359 10 วันที่ผ่านมา +3

      ସନାତନି ଘରେହିଁ ଜନ୍ମନେଇଚୁ ଆଉ ସନାତନିକୁ ଗାଳିକରୁଚୁ ବୋଧେ ତୁ ହଲାଲାରୁ ଜନ୍ମହେଇଥିବୁ

    • @umeshkumarpattnaik214
      @umeshkumarpattnaik214 10 วันที่ผ่านมา

      ଭାଇ ତୁମେମାନେ ଯେଉଁ ପ୍ରେମ ଓ ଶାନ୍ତି ବାକ୍ୟ ପ୍ରଦାନ କରୁଛ ଯେଉଁ ପୁସ୍ତକ ପଢି ପ୍ରଥମେ ତାର ସତ୍ୟ ଅନୁସନ୍ଧାନ କର ଯଦି ଏହି ପୁସ୍ତକ ତୁମର ଭଗବାନ ଲେଖିଛନ୍ତି ତାହେଲେ କହିପାରିବ କି :-
      ୧. BIBEL କିଏ,କେବେ,କେତେବର୍ଷ,କେଉଁ କେଉଁ ଦେଶର ଲୋକମାନେ କେଉଁ କେଉଁ ଜାଗାରେ ଲେଖିଥିଲେ???????
      ୨. ROZA BAL SHRINE କଣ ଅଟେ?????
      ୩. JISHU SILENT YEAR ରେ କେଉଁଠି ଥିଲେ, କଣ କରୁଥିଲେ?????
      ୪. ଯଦି ଜେରୁଜେଲମ ତୁମର JISHU ଙ୍କ ମୁଖ୍ୟ ସ୍ଥଳ ତାହେଲେ VATICAN CITY କଣ??????
      ୫. ଯଦି ଭାରତର ଜାତି ବ୍ୟବସ୍ଥା ତୁମକୁ ଖରାପ ଲାଗିଲା ତାହେଲେ ତୁମର ୨୨ଟା community ହୋଇଛି କାହିଁକି 🤣🤣🤣🤣
      ୬. ଯଦି ତୁମର ଏତେ ଶାନ୍ତି ଓ ପ୍ରେମ ମୟ କଥା କୁହ ତାହେଲେ ଆଜି ପର୍ଯ୍ୟନ୍ତ ତୁମର JISHU ଙ୍କ ଜନ୍ମସ୍ଥାନ ର ଲୋକ ମାନେ ତ୍ରାହି ତ୍ରାହି ବୋଲି ଡାକୁଛନ୍ତି କାହିଁକି 🤣🤣🤣🤣

    • @jayantichetty5359
      @jayantichetty5359 7 วันที่ผ่านมา

      ଭାଷା ପ୍ରୟୋଗ କୋର ନାହିଁ...

  • @Tunatarai
    @Tunatarai 9 วันที่ผ่านมา +3

    ସତରେ ଟିକେ ଖୁସି ଲାଗିଲା Jay shree Ram 🚩

  • @sanjayakumarbhatra8010
    @sanjayakumarbhatra8010 11 วันที่ผ่านมา +6

    I came to know from this film that Jesus is real God.

  • @ParbariSoren
    @ParbariSoren 8 วันที่ผ่านมา

    ମୁଁ ତୋ କହିବି ଓଡିଶା କ'ଣ ଏ ପୃଥିବୀ ର ସବୁ ଠାରୁ ବଡ ଧର୍ମ ହେଲା Christian ଧର୍ମ କାରଣ ଆମ ଭାରତ ଭିତରେ ବି ଅନ୍ୟ ରାଜ୍ଯ ର ଲୋକ ମାନକୁଂ ଜଗନ୍ନାଥ ଠାକୁର କୁ ଜାନିଛ ବୋଲି ପଚାରା ଗଲେ କହି ପାରିବେନି। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ସମସ୍ତେ ଜାନିଛନତୀ ସାରା ବିଶ୍ବ ରେ । i love jisus..... 🩷❤️‍🩹❤️‍🩹❤️‍🩹

  • @PremBhatra-y7d
    @PremBhatra-y7d 5 วันที่ผ่านมา

    ଧର୍ମ ପରିବର୍ତନ କରନାହିଁ ମନ ପରିବର୍ତନ କର ଯୀଶୁ ହେଉଛନ୍ତି ସତ୍ୟ ଇଶ୍ଵର ❤❤

  • @KasamKumar-w4o
    @KasamKumar-w4o 10 วันที่ผ่านมา +4

    ହିନ୍ଦୁ ଯାଗ ହିନ୍ଦୁ ଯାଗ କହିକି ଦଙ୍ଗା କରିପାରିଲନି ତ ଏବେ ଫିଲ୍ମ ମାଧ୍ୟମ ରେ ଦଙ୍ଗା କରିବାର ପ୍ଲାନ କରିଛ ଆଉ କଣ

    • @Singh77359
      @Singh77359 10 วันที่ผ่านมา

      ହିନ୍ଦୁ ଜାଗନିବୋଲିତ ଏ ସବୁ କରିବାକୁପଡୁଚି

  • @akruranaik8123
    @akruranaik8123 11 วันที่ผ่านมา +4

    Is Hindu a caste? Sambit himself says that he is a Brahmin by caste,how can you say that Hindu is a caste. If it is a caste ,then show us a caste certificate wherein caste is mentioned as Hindu.

  • @PrakashJohnOfficial
    @PrakashJohnOfficial 10 วันที่ผ่านมา +4

    Jai mashi ki

  • @NehurMajhi-ws4lo
    @NehurMajhi-ws4lo 8 วันที่ผ่านมา

    ବାଳ ନା ବେ ଆର୍ଯ୍ୟ ବ୍ରାହ୍ମଣ ମାନେ ବିଦେଶୀ ମୂଳ ନିବାସୀ ନୁହନ୍ତି ହିନ୍ଦୁ ଧର୍ମ କାଳ୍ପନିକ ଧର୍ମ 😂😢😮😅

  • @jimirajkumar6556
    @jimirajkumar6556 4 วันที่ผ่านมา

    ଯେଉଁ ସନାତନୀ movie କୁ ଆପଣମାନେ ନିଆଁ ଜଳେଇବ ବୋଲି କହୁଛନ୍ତିନା.... ନିଜର ମନ ପରିବର୍ତନ କରି ଯୀଶୁଙ୍କ ନିକଟକୁ ଫେରନ୍ତୁ ନହେଲେ... ସେଇ ନିଆଁରେ ଆପଣମାନେ ଜଳି ପାଉଁଶ ହେଇଯିବେ...।

  • @ChandanKumar-df9pg
    @ChandanKumar-df9pg 11 วันที่ผ่านมา +4

    Jaha film hau chakuli hero film ku kehi chhulibeni ki dekhibeni😂

  • @SalyaBsingh
    @SalyaBsingh 10 วันที่ผ่านมา +2

    ଆଦିବାସୀ କେବେ ଠୁ ହିନ୍ଦୁ ହେଲେଣି

  • @subashmajhi99
    @subashmajhi99 8 วันที่ผ่านมา

    ମାଲକାନଗିରି ରେ ବାହାରୁ ଆସିଥିବା ଖ୍ରୀଷ୍ଟିଆନ ମାନେ ନାହିଁ ଓଡ଼ିଆ ମାନେ ମାଡି ବସିଲେଣି 😂😂

  • @yuvrajsaunta
    @yuvrajsaunta 9 วันที่ผ่านมา +1

    Hare Krishna 🎉🎉
    Loka manoku Sanatana Gyana neba pai uschahita kara khali Dharma ra tag dhari gole kn hobo
    Jai SANATAN ❤🎉
    JAI HINDURASHTRA

  • @ritakusulia1176
    @ritakusulia1176 9 วันที่ผ่านมา

    ଭାଇ ଏମିତି ଗୋଟେ ଦିନ ଆସିବ ସେ ଦିନ ଜାଣିବେ କୋଉଟା ଅନ୍ଦ ବିଶ୍ୱାସ ପ୍ରଭୁ ଙ୍କ ଗୌରବ ହେଉ ଯାହାବି ହେଉ ପ୍ରଭୁ ଙ୍କ ଇଚ୍ଛା Amen

  • @Brainiac-q9f
    @Brainiac-q9f 10 วันที่ผ่านมา +1

    ମନ୍ଦିର ସବୁ ଚାଲିବ ନାହିଁ ଏହି ଭୟ ରେ ସଚେତନ କରାଯାଉଚି। କିନ୍ତୁ ପରମେଶ୍ଵର ତାଙ୍କ କାର୍ଯ୍ୟ କେବେ ବନ୍ଦ କରିଛନ୍ତି ନା କରିବେ।

  • @lukashsabor-ej7wm
    @lukashsabor-ej7wm 6 วันที่ผ่านมา

    ହେ ହୋଣା ଟଣା ଭିଡ଼ିଓ କାଇଁ ରିଲିଜେ. କରୁଛ ସୋନାଟୋନୀ ନ ରୋକି ଶୋଇତାନୀ ରୋକି ତିଲେ ବୋଲ ହୁଅନ୍ତା ଜୟ ମସି କି... God bleess your unity😍

  • @satyaban9609
    @satyaban9609 9 วันที่ผ่านมา

    ଯେଉଁ ମାନେ ଏହି ଭଳି ଖ୍ରୀଷ୍ଟ ବିରଧୀ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଈଶ୍ୱର କ୍ଷମା କରନ୍ତୁ

  • @priyanshu2387
    @priyanshu2387 6 วันที่ผ่านมา

    ଏତେ ଯଦି ହିନ୍ଦୁ କହୁଛ ଜାତି ଜାତି ରେ ନିଆଁ କଣ ପାଇଁ ଲଗାଉଛ ଆଉ ଗୋଟେ କଥା ଖ୍ରୀଷ୍ଟିୟାନ ମାନେ ଲୋଭ ଦେଖି ଖ୍ରୀଷ୍ଟୀୟାନ ହୋଇ ନାହାଁନ୍ତି ତମେ ମାନେ ନେତା ମାନଙ୍କ ପଛେରେ ବୁଲି ବୁଲି ତମେ ନିଜକୁ କଣ ଭାବୁଛ ଏତେ ଯଦି ହିନ୍ଦୁ କରିବାର ଅଛି ତା ହେଲେ ଲୋକ ମାନଙ୍କୁ ଡରେଇ ଧମକେଇ କଣ କହୁଛ ପାୱାର ମିଳିଛି କହି ମିସ use କରିଲେ ଏକା ଥରେ ଫୋପାଡି ହେବୁ, ଏତେ ସହଜ ନୁହେଁ ଖ୍ରୀଷ୍ଟିଆନ ରୁ ହିନ୍ଦୁ ହେବା ଯେଉ ବ୍ୟକ୍ତି ଜୀବନ୍ତ ଇଶ୍ଵର କୁ ବିଶ୍ୱାସ କରେ ତାର ଗୋଟେ ବି..... ବାଙ୍କ କରି ପାରିବନି
    ଯଦି ବେଶୀ କିଛି ହେଲେ ପ୍ରଭୁ ପରମେଶ୍ଵର ବୁଝିବେ ଯେତେବେଳେ ନ୍ୟାୟ ହେବ। ଏ ଫିଲ୍ମ ନିଶ୍ଷୟ ବ୍ୟାନ ହବ ଏହା ମୁଁ ମୋର ପ୍ରଭୁଙ୍କ ଜୟ ଗାନ କରିବା ସହ କହୁଛି
    ଜୟ ଜୟ ରାଜା ମାନଙ୍କ ରାଜା ସାରା ଜଗତ ର ମହାରାଜା ଜୀବିତ ପରମେଶ୍ଵର ସମଗ୍ର ତ୍ରି ଭୁବନ ର ରାଜା ଯୀଶୁ ରାଜାଙ୍କ ଜୟ ହେଉ................💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼💪🏼

  • @raikishorgochhayat7975
    @raikishorgochhayat7975 9 วันที่ผ่านมา +2

    Jai shrèe ram. Bahut bhala

  • @GourabSabar-jv1cg
    @GourabSabar-jv1cg 9 วันที่ผ่านมา

    ପ୍ରଥମରେ ସଦା ପ୍ରଭୁ ଯୀଶୁଙ୍କର ଜୟ ହେଉ । ଭାଇ ତୁ ଯେଉଁ ଫ୍ଲିମ ଦ୍ଵାର ଖୁସି ହେଉଛୁ ନା । ବହୁତ ଭଲ କାରଣ ସଦା ପ୍ରଭୁ ଯୀଶୁଙ୍କର ପ୍ରଚାର ତୁମେ କରୁଛ ତୁମକୁ ପୁରସ୍କାର ଦିଆଯିବ ।

  • @LordofLaud
    @LordofLaud 4 วันที่ผ่านมา

    📖 ଫିଲିପ୍ପୀୟ 2:10
    ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା
    ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,

  • @kandhamal910
    @kandhamal910 5 วันที่ผ่านมา

    ଖ୍ରୀଷ୍ଟିଆନ ଅଧିକ ରୁ ଅଧିକ ଦେଶରେ ବଡ଼ିବାରେ ସାହାଯ୍ୟ କରୁଛନ୍ତି ଭାଇ thanks

  • @babulikumar-bl7ti
    @babulikumar-bl7ti 10 วันที่ผ่านมา +2

    ଆର୍ ଭାଇ ସତ୍ୟ କଣ ଜାଣିବା କୁ ଇଛା କର ପ୍ରକୃତ ଧର୍ମ ଉଧାର କରିବ ଫିଲ୍ମ କରିଗିନା ଧର୍ମ କୁ ଆଣି ହେବନି ପ୍ରକୃତ ଧର୍ମ ମଣିଷ କୁ ରକ୍ଷା କର୍ ଫିଲ୍ମ ନୁହ ଟଙ୍କା ପାଇ କେହି ଖ୍ରୀଷ୍ଟିଆନ ହୁଏ ନି କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୁ ବିଶ୍ବାସ କରିବା ପରିତ୍ରାଣ ଅଟେ ✝️

  • @smoffice-SKM
    @smoffice-SKM 10 วันที่ผ่านมา

    Bahut bhala lagila dekhiki ,
    Jauta ki achi seiti karma hin dharma
    Chalachitra madyamare apari massage anithibaru, Dhanyawad 🙏🙏🙏
    Kintu mu kahibaku chahen
    Satyare Apari jeuti hauchi semiti Kariba na thila jaha
    Dharma na re janankara sabu jinisha harana Kariba au taha bali ame sehi dharma ku ki jati ku apamanita kale seita bhul haba ,jadi ame sehi loka ku kahiba jie ki Jabardast taha karuchi ta chaliba ame kahi pariba, ame jeun jati hau ki dharma heu ame Prachara karipariba , eita kichi bhul nuhan.
    Praise The Lord,God Bless You All, Amen.

  • @sabseachha2985
    @sabseachha2985 4 วันที่ผ่านมา

    ରୁଚୁ ନା ରୁଚୁ ଖା ପିତା ବୁଝୁ ନ ବୁଝୁ ପଢ଼ ଗୀତା ସେଥି ପାଇ
    ଆମ ହିନ୍ଦୁ ମାନଙ୍କ ର ଏକତା ପାଇଁ ଓ ଜାଗ୍ରତ ଏହି video so ସମସ୍ତେ ସମର୍ଥନ କରନ୍ତୁ and support କରନ୍ତୁ।
    Hindu jagoooo Botonge to katange 🙏🙏🙏🙏🚩 Hindu jagoooo Botonge to katange 🙏🚩🚩🚩🚩🚩🚩🚩

  • @bldiscovery9857
    @bldiscovery9857 9 วันที่ผ่านมา

    God ହେଉଛନ୍ତି ଜଣେ ପ୍ରଭୁ ଯୀଶୁ✝️.. ଏହି କଥା ସତ୍ୟ ଅଟେ l ଧନ୍ୟବାଦ ଭାଇ, ଜାଣତରେ ହଉ କି ଅଜାଣତରେ ଏହି ବାକ୍ୟ ପ୍ରଚାର ପ୍ରସାର କରିଥିବାରୁ l

  • @RakeshrosanNayak
    @RakeshrosanNayak 9 วันที่ผ่านมา

    ଏଇ ଫିଲ୍ମ ରିଲିଜ ହେଲା ପରେ ଅନେକ ଲୋକ christian ହେବେ l ଏଇ ଫିଲ୍ମର director, hero, ନାଲି ଗାମୁଛା କୁ dhan🎉

  • @rohitnayak1522
    @rohitnayak1522 9 วันที่ผ่านมา

    ଏଇଟା ଗୋଟିଏ ସମାଜ ପାଇଁ ସୁନ୍ଦର ବାର୍ତା ଟିଏ
    ହେଇପାରେ, film ଦେଖିଲେ ସମସ୍ତେ ବୁଝିପାରିବେ କଉଟା ଠିକ

  • @abhimanyudash8360
    @abhimanyudash8360 5 วันที่ผ่านมา

    ହିନ୍ଦୁ ଏକ ମୋଗଲ ଦ୍ବାରା ଦେଇଥିବା ଗାଳି, ଏମାନଙ୍କର ପରମଧର୍ମ ହେଲା ପାଖଣ୍ଡବାଦ, ଜାତିବାଦ.. ଏମାନେ ଗାଇର ଗୋବର ମୁତ ପିଇବା ଲୋକ ଏମାନେ ଆମକୁ କଉ ଧର୍ମ ଶିଖାଇବେ, ଲୋକଙ୍କୁ ଧର୍ମ ନାମରେ ଭାଗ କରିବା ଲୋକ ଆମକୁ ଧର୍ମ ଶିଖାଇବ..ଏ ମାନଙ୍କେକୁ କେହି ପଚାରୁ ନାହାନ୍ତି.. ଏମାନେ ବାଂଲାଦେଶ , ପାକିସ୍ଥାନରେ ଓ ବାହାର ଦେଶର ଏମାନଙ୍କ ଔିକାତ୍ ଜଣାପଡ଼ି ଜାଉଛି.. ବ୍ରାହ୍ମଣମାନେ ଆମ ଦେଶର ନୁହଁନ୍ତି .. ବ୍ରାହ୍ମଣମାନେ ହେଲେ ୟୁରେସିଆରୁ ତାଡିତ ଖଳ ଲୋକ. ଏମାନଙ୍କୁ ଭାରତରୁ ବାହାର କରିବାକୁ ପଡ଼ିବ.. ଆମର ଓବିସସମାଜ, SC, ST ସମାଜ ସତର୍କତାର ସହିତ ଏମାନଙ୍କ ଠାରୁ ଦୁରରେ ରହିବା ଉଚିତ. ଧର୍ମ ନାମରେ ଏମାନେ କେବଳ ଡରାନ୍ତି.. କିଛି କରିପାରିବେ ନାହିଁ.. ଏବେ ବାବାସାହେବ ଆମ୍ବେଦକରବାଦୀ ମାନେ ଏମାନଙ୍କ କଥା ବୁଝିବେ, ବୌଦ୍ଧ ଧର୍ମ ଏମାନଙ୍କ କଥା ବୁଝିବ.. ଲଙ୍ଗଳା କଣ ଇଜତ୍ ବିଷୟରେ କହୁଛି. ଏମାନେ ଯେମିତି ବ୍ୟବହାର ଦେଉଛନ୍ତି ସେମିତି ଏମାନଙ୍କୁ ବ୍ୟବହାର ଦିଅ.. ମାଡୁଆକୁ ମାଡ଼ ଦରକାର, ଧର୍ମନାମରେ ଯିଏ ବି ଦାଦାଗିରି କରିବ ତାର ଅବସ୍ଥା ଅତି ଭୟାବହ ହେବ.. ଏବେ ମୁଳ ଭାରତ ନିବାସି ବୁଝିଲେଣି କଉ ଧର୍ମ ଠିକ କଉ ଧର୍ମ ଭୁଲ . . ଆଉ କାହାକୁ ଡରେଇବ.. କୁକୁ଼ଡ଼ା ଛେଳି ଖାଇ ଏତେ ଗରମ.. ଗାଇ ଖାଇବା ଲୋକ ହିଟ କେତେ ତାହା ପଠାଣ ଠୁ ଶିଖ.. ଲାଞ୍ଜରେ ହାତ ମାରୁଛ .. ଯେତେବେଳେ ଆମ ମୁଳ ସମାଜା ଜାଗ୍ରତ ହେବେ ତେବେ ଏମାନଙ୍କ ଅବସ୍ଥା କଣ ହେବ.. ବାଙ୍ଗାଦେସ ଠାରୁ ଭି ଭୟା ଭୟ ହେବ... ତେଣୁ ସାବଧାନ.. ଜୟ ଭିମ, ଜୟ ସମ୍ବିଧାନ, ଜୟ ମାନବତା, ଜୟ କମ୍ୟୁନିଷ୍ଟ..