ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Bahut hi sunder gane ki rachna ❤Gaane ke words v bahut deficult hain👍Sach me tarife kabil ❤Manasikhya type anuprash geet hai❤Jay shree krishna
ବନେ ପରିଶ୍ରମ କରିଛ ଶବଦ ଖୁଜ଼ବାର କେ
Yes
ବହୁତ ସୁନ୍ଦର ପରିବେଷଣ ପାଇଁ ଅନେକ ଅନେକ ଧନ୍ୟବାଦ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ ହେଉ ଓ ଆପଣମାନେ ଆହୁରି ଆଗେଇ ଚାଲନ୍ତୁ ।
❤ru 🙏💐 jai shree krishna jai shree Ram
ଚମତ୍କାର୍ ଶବ୍ଦ ସଂଯୋଜନା..ଉଚ୍ଚକୋଟୀର ସାହିତ୍ୟ ସଂରଚନା
ବହୁତ୍ ଭଲ ଲାଗଲା ଇନ୍ ତା ଗୀତ ମନେ ଗାଇକରି 9: ପୁରୁନା କଲା କେ ବଂଚେଇଂ ରଖିଥାଉଂନ୍
ଶବ୍ଦ ସଂଯୋଜନା ଅତି ସୁନ୍ଦର୍ ,ଧନ୍ୟବାଦ୍
Bahuta Sundara Lagila Amiti Guru Darakara Namaskara Guru
Wow. Wonderful. Kirtanthi sahityar jenta prayog heichheje manke muhin nauchhe. E kirtanke ladies kirtan party aru tukel kirtan saukia mane thare dekha aru kirtan karbaarta sikha. Jai kirtan mandali.
ଅତି ସୁନ୍ଦର ଶଦ୍ଦ ସଂଯେ। ଜନା ଦାଦା
ବହୁତ ସୁନ୍ଦର ହଇଚେ ଜୟ ରାଧେ,କିନ୍ତୁ ବିନା ମାତ୍ରା ର ଗୀତ କହିଲେ ସେଟା ବୁଝି ନି ହେଲା କାରଣ ବିନା ତାଲ ମାତ୍ରା ରେ ଗାୟନ ବାଦନ ନି ହୁଏ ଲେକେ ଲାଗୁଚେ,ମୁଇ ତ ହେତେ ନି ଜାଣି ବାକି ଆପଣ ମାନେ କହି ପାରବେ,
ଭଲ୍ ଭାବେଁ ସୁନିହେଲେ ବୁଝି ହଉଛେ କିନ୍ତୁ କାଁ କରମା ଇକୋ ସାଉଣ୍ଡ ସବୁକିଛି ଖରାପ କରିଦେଉଛେ ,ମନେରଖୁନ୍ ଇକୋ ସାଉଣ୍ଡ କିର୍ତନ କେ ଖାଏବା ।
Right
ଆଜ୍ଞା ବିନା ମାତ୍ରା ବେଳେ ତାଲ୍ ମାତ୍ରା ନାଇ କହେବାର ଇନୁ ଶବ୍ଦ ରେ ମାତ୍ରା ନାଇ ଲାଗିକରି ଗୀତ lekhichhan🙏🙏🙏
ବହୁତ ସୁନ୍ଦର ପରିବେଷଣ କରିଛନ୍ତି ଧନ୍ୟବାଦ ଗାୟକ ଏବଂ ରଚନା 🙏
Bahut sundar rachana kie karichhan bahut sundar songo🎉
Nice kirtan Radhe Krishna
Bahut sundar Bhai Radhe Radhe
ଧନ୍ୟବାଦ କୀର୍ତ୍ତନ ରେ ବହୁତ ରୋଚକ ରହିଛି
ବିନା ମାତ୍ରା ର ଗୀତ କେ ଯେନତା ହିସାବେ ଗୁରୁ ଗାଇଛନ ହେତୁ ଜନା ପଡୁଛେ ଗୁରୁ ଘରର କୀର୍ତ୍ତନ ବାବଦ କେ ନେଇ କରି ବନେ ଜ୍ଞାନ ଅଛେ ଗୀତ ଯେତେ ସୁନଲେ ସୁନୁଥା ଲେଖେ ଲାଗୁଛେ ମନ ନାଇ ଭରବାର ତାଏଲ ଏନତା କଳାକାର କୀର୍ତ୍ତନ ଜଗତରେ ବହୁତ କମ ଦେଖବାର ମିଲସନ ଯାହା ହେଉ ମହାରାଜ ଏନତା କଳାକାର ମାନକୁ ଲୋକ ଲୋଚନ କେ ଆନବାର ଲାଗି.....ରାଧେ ରାଧେ 🙏🙏🙏🙏
Radhe Radhe 🙏
ବହୁତ ସୁନ୍ଦର ହେଇଛି
🙏🙏🙏🙏
ବହୁତ ସୁନ୍ଦରଆପଣଙ୍କ ଲେଖା ଆହୁରି ହୃଦୟସ୍ପର୍ଶୀ ହେଉ।
ବହୁତ ସୁନ୍ଦର ପଦ ଜୟ ଶ୍ରୀ ରାମ
ନମସ୍କାର 🙏 ଜୟ ଶ୍ରୀ ରାମ 🙏 ଜୟ ଜଗନ୍ନାଥ 🙏ଜୟ କଳା ଓ କଲାକାର🙏
Bahut badhia voice Maa saraswati give to you Narayan brother 👍
Abikal TILAK DASWell-done BhaiBahut sundar prastutiBahut chalaki lekhaDhanyaba se lekhak agyanku b😮😮
Nije lekhichhan
Bahut badhiya 👌narayana Bhai ❤ radhe krishna
ବହୁତ୍ ସୁନ୍ଦର୍ ହୋଇଛି
Ithire bahut bhabartha achhe(je murukh ai se ni jani pare(suppose, monky) good song dada❤take care
Very good radhe radhe
Radhe radhe
Bahut badhia laglaRadhe Radhe 🙏🙏
🎉🎉🎉Ati sundar Lekha Binamatra Gita 🎉🎉🎉🙏🙏
Great song gayaka mahasaya apanku juhar
ରାଧେ ରାଧେ 🙏ବହୁତ ସୁନ୍ଦର ବିନା ମାତ୍ରା ରେ ଗୀତ ଅତି ସୁନ୍ଦର 🌺ଜୟ ଶ୍ରୀ ରାଧାମାଧବ 🙏#your_sg_subrat22
୪ ମାତ୍ରା ର ଗୀତ କୁ ବିନ୍ ମାତ୍ରା ର କେମିତି କହୁଛନ୍ତି
Veri nice voice Radhe Radhe
Ati sundar words arrangements.. Jay radhe.. Eta real kirtan voice...
ଅତୁଳନୀୟ, ଜୟ ଜଗନ୍ନାଥ, ଜୟ କଳା- ଜୟ କଳାକାର। ବହୁତ ବହୁତ ଧନ୍ୟଵାଦ
ଇଟା ହଉଛେ କଳା ଏବଂ କଳାକାର୍ , ଆରୂ, ଭକୁଆ ମାନେ ଯେତେ ଅଛନ୍ ଯେ ଓହୋରେ ଓହୋରେ କେ ସୁନିକରି ପାଗଳ ହୋଇ ଯାଉଛନ କଳାର ମହତ୍ତ୍ଵ ଦେଖ ଅବନା ତରଙ୍ଗ କୁହାଯାଏ ଏହି ଗୀତକୁ ଜୟ ଶ୍ରୀ ଚୈତନ୍ୟ ଠାକୁର 🙏🪷🎉🙏🙏
Right sir
Right 🎉
ଅତି ସୁନ୍ଦର ଶବ୍ଦ ସଂଯୋଜନା।
Bahut bhal laguche dada . bahut Sundar...Radhe Radhe
Radhe Radhe
ବହୁତ ସୁନ୍ଦର ,ବିନା ମାତ୍ରା କମାଲ ଆଏ❤❤🎉🎉❤❤❤
Radhe Radhe bahut sundar
Chamatkar kirtan paribeshan.....ati sundar...jay radhe
ଲେଖା ଓ ପରିବେଷଣ ଉଚ୍ଚକୋଟୀର,,,,କିନ୍ତୁ ବିନା ମାତ୍ରା ନୁହେଁଏହା କହରବା ତାଳ ର ଅନ୍ତର୍ଭୁକ୍ତ ସଂଗୀତ ....ଯାହା ୮ମାତ୍ରା ବିଶିଷ୍ଟ ଅଟେ .......ତାଳ ର ବିସ୍ତାର ସ୍ୱାଗତ ଯୋଗ୍ୟବାୟକ ଭାଇଙ୍କର ସାଧନା କୁ ଧନ୍ୟବାଦ.......ଗୁରୁ ଙ୍କରଚରଣାଶ୍ରୀତ ଦାସ ........
ତାଳ ଆଉ ମାତ୍ରା ଆଲଗ ଅଲଗ ଗୁରୁ
@@mrgkff7676 ଭଲ ଭାବରେ ପଢ ବନ୍ଧୁବିସ୍ତାର ଲେଖା ଯାଇଛି,,,,,,,
Lirics ଵିନା ମାତ୍ରାରେ ଅଛେ ଆଜ୍ଞା ଦେଖୁନ୍
Ethi matra talara gitara akshara ra matra. Odia re abans
Abana
Bahut sundar kantha. Jay sri krishna.
This is real kirtan.🙏 Dada
Bahut bhal lagala Bina matra gita
ଅତି ସୁନ୍ଦର ପଦ ଗୀତ ବହୁତ୍ ବଢିଆ 🙏🙏🙏🙏
ବହୁତ ବହୁତ ସୁଂଦର
ଲେଖା, ଶବ୍ଦ ସଂଯୋଜନା ଓ ପରିବେଷଣ ଅତି ସୁନ୍ଦର , ଉଚ୍ଚକୋଟୀର l ଏପରି ପ୍ରୟାସ ରଖିଥାନ୍ତୁ, ନିଶ୍ଚିତ ଭବିଷ୍ୟତ ଉଜ୍ୱଳ ହେବ
ବିନା ମାତ୍ରା ରେ ବହୁତ୍ ସୁନ୍ଦର ଗୀତ, ଓହ୍ ମନ ମତାଣିଆ
Out standing song...really loove yr voice nice words to describe of the song..❤❤❤❤❤🛐
Mind blowing song and voice... Jay koshal🙏🙏🙏
ବହୁତ ସୁନ୍ଦର ପରିବେଷଣ। ବହୁତ ବହୁତ ଧନ୍ୟବାଦ।
ATI Sundar ❤se juhar radhe radhe Jay sree krishna 🙏 sambalpuri gaikari ame. Bahut bad kalakar jen Mane bhabuchha sikha tk...
🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏ଜୟ ଶ୍ରୀ ରାଧେ 🙏ଜୟ କଳା 🙏ବହୁତ ସୁନ୍ଦର....
ଇ ଗୀତ କେ ବିନା ଧନ୍ୟବାଦ୍ ଦେଇ କରି ରହିନେଇ ହେବାର ।
Thanks
Matra means without a kar o kar and other not trital,kaharana and other.Bhai good collection.I like this song very much.
ଅତି ସୁନ୍ଦର ଗୀତଟା ।
bahut sundar dada
Bahut badhia lagila 🙏
Bahut sundar uchha kotira pradarsana..🙏❤️
ବହୁତ୍ ବଢିଆ ଲାଗୁଛି ଗୁରୁ ଜୁହାର କେନ ରଖି ଥିଲ ଭାବୁଛେ ଇନ୍ତା ଗୀତ ଟେ
Very nice 👍👏Radhe Radhe🙏🙏
Ati Sundar paribesana radhe radhe
Kaharaba tal 8 matra ai guru bina matra re very good sanjojana jay radhe
THIS IS REAL KIRTAN❤️. RADHE 🦚 RADHE
Ati sundar Radhe krishna
🙏 bahut bhal lagla
Really a nice creation...
Bahut sundar git ❤ love song
बोल भाई प्रेम से..राधे राधे 🙏 🌹..
Rasa mandali re sor ae mui bi e gita gaichhe bahut bhal lagsi
ନାରାୟଣ ଙ୍କୁ ନାରାୟଣ ଙ୍କବହୁତ ସୁନ୍ଦର ବନ୍ଦନା 👍🙏🙏🙏🙏🙏 ଜୟ ଶ୍ରୀ ରାଧେ 🙏🙏
Bahut sundar🎉
Nice Bariha Guru #MohankaloTV
ବହୁତ୍ ସୁନ୍ଦର୍ ❤
Bahut sundar ❤
Bahut bhal 👍
❤ bahut bhal lagla sunbar lagi bo narayan dada 🙏🙏
ଦେଖ ବୋ ଟୁକେଲ୍ ଗାହାକ ସୌ କିଏ ପିଲାର କମାଲ❤❤❤
The great kalakar pranam
ଜୟ ରାଧେଶ୍ୟାମ ବହୁତ ବଢିଆ ଲାଗ୍ଲା ଧନ୍ୟବାଦ୍
ଭଲ ଶବ୍ଦ ବ୍ୟବହାର କରାଯାଇଛି... ଗାୟକ ମହାଶୟଙ୍କ ସାହିତ୍ୟ ଜ୍ଞାନ ଅଛି.... ଭଲ ମନଶିକ୍ଷା ଟିଏ...
Rasa mandali re randh sangata re
Thak you sir
Ek number 👌
No 1Kalakar heba ta entaRade syaam
Radheshyaam
Anta guru k koti namaskar ❤
Bahut Val lagla agna egit
Bahut sundar
Bahut sundar bhai
,,Abana Rastarang ,, great writer, nice song, super duper 🎉🎉🎉🎉
Bahut Sundar lekha ❤
🙏ଜୟ ଶ୍ରୀ ରାମ 🙏
Bahut sundar lekha Geeta and swara jaya radhe❤😮
Rasa mandali re Radha sangatare swara aaye...❤
So beautiful song.
ଅତି ସୁନ୍ଦର, ଅମାପ ଶବ୍ଦ 🌹.
Bahut bhal gita ❤
ଜୟ ସୀତାରାମ ଗୁରୁ ଙ୍କୁ କୋଟି କୋଟି ପ୍ରଣାମ
Juhar ho maharsad❤
Ken gaan ra kahun tike
Ati Sundar sabda sanjojana ❤❤❤❤❤❤
Bahut mitha aawaj
ବହୁତ ବହୁତ ସୁନ୍ଦରରାଧେକୃଷ୍ଣ
Nice voice❤❤❤❤❤❤❤❤❤❤❤❤❤❤❤❤
Good.....one
Bhal geeta❤
Bahut hi sunder gane ki rachna ❤
Gaane ke words v bahut deficult hain👍
Sach me tarife kabil ❤
Manasikhya type anuprash geet hai❤
Jay shree krishna
ବନେ ପରିଶ୍ରମ କରିଛ ଶବଦ ଖୁଜ଼ବାର କେ
Yes
ବହୁତ ସୁନ୍ଦର ପରିବେଷଣ ପାଇଁ ଅନେକ ଅନେକ ଧନ୍ୟବାଦ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ ହେଉ ଓ ଆପଣମାନେ ଆହୁରି ଆଗେଇ ଚାଲନ୍ତୁ ।
❤ru 🙏💐 jai shree krishna jai shree Ram
ଚମତ୍କାର୍ ଶବ୍ଦ ସଂଯୋଜନା..ଉଚ୍ଚକୋଟୀର ସାହିତ୍ୟ ସଂରଚନା
ବହୁତ୍ ଭଲ ଲାଗଲା ଇନ୍ ତା ଗୀତ ମନେ ଗାଇକରି 9: ପୁରୁନା କଲା କେ ବଂଚେଇଂ ରଖିଥାଉଂନ୍
ଶବ୍ଦ ସଂଯୋଜନା ଅତି ସୁନ୍ଦର୍ ,ଧନ୍ୟବାଦ୍
Bahuta Sundara Lagila Amiti Guru Darakara Namaskara Guru
Wow. Wonderful. Kirtanthi sahityar jenta prayog heichheje manke muhin nauchhe. E kirtanke ladies kirtan party aru tukel kirtan saukia mane thare dekha aru kirtan karbaarta sikha. Jai kirtan mandali.
ଅତି ସୁନ୍ଦର ଶଦ୍ଦ ସଂଯେ। ଜନା ଦାଦା
ବହୁତ ସୁନ୍ଦର ହଇଚେ ଜୟ ରାଧେ,କିନ୍ତୁ ବିନା ମାତ୍ରା ର ଗୀତ କହିଲେ ସେଟା ବୁଝି ନି ହେଲା କାରଣ ବିନା ତାଲ ମାତ୍ରା ରେ ଗାୟନ ବାଦନ ନି ହୁଏ ଲେକେ ଲାଗୁଚେ,ମୁଇ ତ ହେତେ ନି ଜାଣି ବାକି ଆପଣ ମାନେ କହି ପାରବେ,
ଭଲ୍ ଭାବେଁ ସୁନିହେଲେ ବୁଝି ହଉଛେ କିନ୍ତୁ କାଁ କରମା ଇକୋ ସାଉଣ୍ଡ ସବୁକିଛି ଖରାପ କରିଦେଉଛେ ,ମନେରଖୁନ୍ ଇକୋ ସାଉଣ୍ଡ କିର୍ତନ କେ ଖାଏବା ।
Right
ଆଜ୍ଞା ବିନା ମାତ୍ରା ବେଳେ ତାଲ୍ ମାତ୍ରା ନାଇ କହେବାର ଇନୁ ଶବ୍ଦ ରେ ମାତ୍ରା ନାଇ ଲାଗିକରି ଗୀତ lekhichhan🙏🙏🙏
ବହୁତ ସୁନ୍ଦର ପରିବେଷଣ କରିଛନ୍ତି ଧନ୍ୟବାଦ ଗାୟକ ଏବଂ ରଚନା 🙏
Bahut sundar rachana kie karichhan bahut sundar songo🎉
Nice kirtan Radhe Krishna
Bahut sundar Bhai Radhe Radhe
ଧନ୍ୟବାଦ କୀର୍ତ୍ତନ ରେ ବହୁତ ରୋଚକ ରହିଛି
ବିନା ମାତ୍ରା ର ଗୀତ କେ ଯେନତା ହିସାବେ ଗୁରୁ ଗାଇଛନ ହେତୁ ଜନା ପଡୁଛେ ଗୁରୁ ଘରର କୀର୍ତ୍ତନ ବାବଦ କେ ନେଇ କରି ବନେ ଜ୍ଞାନ ଅଛେ ଗୀତ ଯେତେ ସୁନଲେ ସୁନୁଥା ଲେଖେ ଲାଗୁଛେ ମନ ନାଇ ଭରବାର ତାଏଲ ଏନତା କଳାକାର କୀର୍ତ୍ତନ ଜଗତରେ ବହୁତ କମ ଦେଖବାର ମିଲସନ ଯାହା ହେଉ ମହାରାଜ ଏନତା କଳାକାର ମାନକୁ ଲୋକ ଲୋଚନ କେ ଆନବାର ଲାଗି.....ରାଧେ ରାଧେ 🙏🙏🙏🙏
Radhe Radhe 🙏
ବହୁତ ସୁନ୍ଦର ହେଇଛି
🙏🙏🙏🙏
ବହୁତ ସୁନ୍ଦର
ଆପଣଙ୍କ ଲେଖା ଆହୁରି ହୃଦୟସ୍ପର୍ଶୀ ହେଉ।
ବହୁତ ସୁନ୍ଦର ପଦ ଜୟ ଶ୍ରୀ ରାମ
ନମସ୍କାର 🙏 ଜୟ ଶ୍ରୀ ରାମ 🙏 ଜୟ ଜଗନ୍ନାଥ 🙏ଜୟ କଳା ଓ କଲାକାର🙏
Bahut badhia voice Maa saraswati give to you Narayan brother 👍
Abikal TILAK DAS
Well-done Bhai
Bahut sundar prastuti
Bahut chalaki lekha
Dhanyaba se lekhak agyanku b😮😮
Nije lekhichhan
Bahut badhiya 👌narayana Bhai ❤ radhe krishna
ବହୁତ୍ ସୁନ୍ଦର୍ ହୋଇଛି
Ithire bahut bhabartha achhe(je murukh ai se ni jani pare(suppose, monky) good song dada❤take care
Very good radhe radhe
Radhe radhe
Bahut badhia lagla
Radhe Radhe 🙏🙏
🎉🎉🎉Ati sundar Lekha Binamatra Gita 🎉🎉🎉🙏🙏
Great song gayaka mahasaya apanku juhar
ରାଧେ ରାଧେ 🙏
ବହୁତ ସୁନ୍ଦର ବିନା ମାତ୍ରା ରେ ଗୀତ ଅତି ସୁନ୍ଦର 🌺
ଜୟ ଶ୍ରୀ ରାଧାମାଧବ 🙏
#your_sg_subrat22
୪ ମାତ୍ରା ର ଗୀତ କୁ ବିନ୍ ମାତ୍ରା ର କେମିତି କହୁଛନ୍ତି
Veri nice voice Radhe Radhe
Ati sundar words arrangements.. Jay radhe.. Eta real kirtan voice...
ଅତୁଳନୀୟ, ଜୟ ଜଗନ୍ନାଥ,
ଜୟ କଳା- ଜୟ କଳାକାର।
ବହୁତ ବହୁତ ଧନ୍ୟଵାଦ
ଇଟା ହଉଛେ କଳା ଏବଂ କଳାକାର୍ , ଆରୂ, ଭକୁଆ ମାନେ ଯେତେ ଅଛନ୍ ଯେ ଓହୋରେ ଓହୋରେ କେ ସୁନିକରି ପାଗଳ ହୋଇ ଯାଉଛନ କଳାର ମହତ୍ତ୍ଵ ଦେଖ ଅବନା ତରଙ୍ଗ କୁହାଯାଏ ଏହି ଗୀତକୁ ଜୟ ଶ୍ରୀ ଚୈତନ୍ୟ ଠାକୁର 🙏🪷🎉🙏🙏
Right sir
Right 🎉
ଅତି ସୁନ୍ଦର ଶବ୍ଦ ସଂଯୋଜନା।
Bahut bhal laguche dada . bahut Sundar...Radhe Radhe
Radhe Radhe
ବହୁତ ସୁନ୍ଦର ,ବିନା ମାତ୍ରା କମାଲ ଆଏ❤❤🎉🎉❤❤❤
Radhe Radhe bahut sundar
Chamatkar kirtan paribeshan.....ati sundar...jay radhe
ଲେଖା ଓ ପରିବେଷଣ ଉଚ୍ଚକୋଟୀର,,,,
କିନ୍ତୁ ବିନା ମାତ୍ରା ନୁହେଁ
ଏହା
କହରବା ତାଳ ର ଅନ୍ତର୍ଭୁକ୍ତ ସଂଗୀତ ....
ଯାହା ୮ମାତ୍ରା ବିଶିଷ୍ଟ ଅଟେ .......
ତାଳ ର ବିସ୍ତାର ସ୍ୱାଗତ ଯୋଗ୍ୟ
ବାୟକ ଭାଇଙ୍କର ସାଧନା କୁ ଧନ୍ୟବାଦ.......
ଗୁରୁ ଙ୍କର
ଚରଣାଶ୍ରୀତ ଦାସ ........
ତାଳ ଆଉ ମାତ୍ରା ଆଲଗ ଅଲଗ ଗୁରୁ
@@mrgkff7676 ଭଲ ଭାବରେ ପଢ ବନ୍ଧୁ
ବିସ୍ତାର ଲେଖା ଯାଇଛି,,,,,,,
Lirics ଵିନା ମାତ୍ରାରେ ଅଛେ ଆଜ୍ଞା ଦେଖୁନ୍
Ethi matra talara gitara akshara ra matra. Odia re abans
Abana
Bahut sundar kantha. Jay sri krishna.
This is real kirtan.🙏 Dada
Bahut bhal lagala Bina matra gita
ଅତି ସୁନ୍ଦର ପଦ ଗୀତ ବହୁତ୍ ବଢିଆ 🙏🙏🙏🙏
ବହୁତ ବହୁତ ସୁଂଦର
ଲେଖା, ଶବ୍ଦ ସଂଯୋଜନା ଓ ପରିବେଷଣ ଅତି ସୁନ୍ଦର , ଉଚ୍ଚକୋଟୀର l ଏପରି ପ୍ରୟାସ ରଖିଥାନ୍ତୁ, ନିଶ୍ଚିତ ଭବିଷ୍ୟତ ଉଜ୍ୱଳ ହେବ
ବିନା ମାତ୍ରା ରେ ବହୁତ୍ ସୁନ୍ଦର ଗୀତ, ଓହ୍ ମନ ମତାଣିଆ
Out standing song...really loove yr voice nice words to describe of the song..❤❤❤❤❤🛐
Mind blowing song and voice... Jay koshal🙏🙏🙏
ବହୁତ ସୁନ୍ଦର ପରିବେଷଣ। ବହୁତ ବହୁତ ଧନ୍ୟବାଦ।
ATI Sundar ❤se juhar radhe radhe Jay sree krishna 🙏 sambalpuri gaikari ame. Bahut bad kalakar jen Mane bhabuchha sikha tk...
🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏ଜୟ ଶ୍ରୀ ରାଧେ 🙏ଜୟ କଳା 🙏ବହୁତ ସୁନ୍ଦର....
ଇ ଗୀତ କେ ବିନା ଧନ୍ୟବାଦ୍ ଦେଇ କରି ରହିନେଇ ହେବାର ।
Thanks
Matra means without a kar o kar and other not trital,kaharana and other.Bhai good collection.I like this song very much.
ଅତି ସୁନ୍ଦର ଗୀତଟା ।
bahut sundar dada
Bahut badhia lagila 🙏
Bahut sundar uchha kotira pradarsana..🙏❤️
ବହୁତ୍ ବଢିଆ ଲାଗୁଛି ଗୁରୁ ଜୁହାର କେନ ରଖି ଥିଲ ଭାବୁଛେ ଇନ୍ତା ଗୀତ ଟେ
Very nice 👍👏
Radhe Radhe🙏🙏
Ati Sundar paribesana radhe radhe
Kaharaba tal 8 matra ai guru bina matra re very good sanjojana jay radhe
THIS IS REAL KIRTAN❤️. RADHE 🦚 RADHE
Ati sundar Radhe krishna
🙏 bahut bhal lagla
Really a nice creation...
Bahut sundar git ❤ love song
बोल भाई प्रेम से..
राधे राधे 🙏 🌹..
Rasa mandali re sor ae mui bi e gita gaichhe bahut bhal lagsi
ନାରାୟଣ ଙ୍କୁ ନାରାୟଣ ଙ୍କ
ବହୁତ ସୁନ୍ଦର ବନ୍ଦନା 👍🙏🙏🙏🙏🙏 ଜୟ ଶ୍ରୀ ରାଧେ 🙏🙏
Bahut sundar🎉
Nice Bariha Guru #MohankaloTV
ବହୁତ୍ ସୁନ୍ଦର୍ ❤
Bahut sundar ❤
Bahut bhal 👍
❤ bahut bhal lagla sunbar lagi bo narayan dada 🙏🙏
ଦେଖ ବୋ ଟୁକେଲ୍ ଗାହାକ ସୌ କିଏ ପିଲାର କମାଲ❤❤❤
The great kalakar pranam
ଜୟ ରାଧେଶ୍ୟାମ ବହୁତ ବଢିଆ ଲାଗ୍ଲା ଧନ୍ୟବାଦ୍
ଭଲ ଶବ୍ଦ ବ୍ୟବହାର କରାଯାଇଛି... ଗାୟକ ମହାଶୟଙ୍କ ସାହିତ୍ୟ ଜ୍ଞାନ ଅଛି.... ଭଲ ମନଶିକ୍ଷା ଟିଏ...
Rasa mandali re randh sangata re
Thak you sir
Ek number 👌
No 1
Kalakar heba ta enta
Rade syaam
Radheshyaam
Anta guru k koti namaskar ❤
Bahut Val lagla agna egit
Bahut sundar
Bahut sundar bhai
,,Abana Rastarang ,, great writer, nice song, super duper 🎉🎉🎉🎉
Bahut Sundar lekha ❤
🙏ଜୟ ଶ୍ରୀ ରାମ 🙏
Bahut sundar lekha Geeta and swara jaya radhe❤😮
Rasa mandali re Radha sangatare swara aaye...❤
So beautiful song.
ଅତି ସୁନ୍ଦର, ଅମାପ ଶବ୍ଦ 🌹.
Bahut bhal gita ❤
Radhe Radhe
Radhe Radhe 🙏
ଜୟ ସୀତାରାମ ଗୁରୁ ଙ୍କୁ କୋଟି କୋଟି ପ୍ରଣାମ
Juhar ho maharsad❤
Ken gaan ra kahun tike
Ati Sundar sabda sanjojana ❤❤❤❤❤❤
Bahut mitha aawaj
ବହୁତ ବହୁତ ସୁନ୍ଦର
ରାଧେକୃଷ୍ଣ
Nice voice
❤❤❤❤❤❤❤❤❤❤❤❤❤❤❤❤
Good.....one
Bhal geeta❤