ମୁହଁରେ ବ୍ରଣ - କେମିତି କରିବେ ଦୂର? | Dr Kumar Abhishek on Acne/Pimples in Odia | Causes & Prevention

แชร์
ฝัง
  • เผยแพร่เมื่อ 21 ก.ค. 2024
  • #Pimples #DoctorAdvice #OdiaHealthTips
    ଯୁବାବସ୍ଥାରେ ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା। ଏହା ମୁଖ୍ୟତଃ ଯୌବନର ଆରମ୍ଭରେ ଉଭୟ ପୁରୁଷ ଏବଂ ମହିଳାଠାରେ ଦେଖାଯାଏ। ମୁହଁରେ ବ୍ରଣ ହେଲେ ଅନେକ ଚିନ୍ତିତ ଥା'ନ୍ତି। ଆପଣ ଜାଣିବା ଦରକାର କି, ଏହାର ଉପଚାର ହୋଇପାରିବ। ମୁହଁରୁ କେମିତି ଦୂର କରିବେ ବ୍ରଣ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକଙ୍କଠାରୁ ଏନେଇ ଆସନ୍ତୁ ଜାଣିବା।
    ଏହି ଭିଡିଓରେ ରହିଛି, (0:00)
    ମୁହଁରେ ବ୍ରଣ କାହିଁକି ହୁଏ? (0:25)
    ବ୍ରଣରେ ହାତ ମାରନ୍ତୁ ନାହିଁ (1:53)
    ଜୀବନଶୈଳୀ ବଦଳାଇବାକୁ ହେବ (2:45)
    ଘରୋଇ ଉପଚାର କେତେ ଭଲ? (4:42)
    ବ୍ରଣର ଚିକିତ୍ସା କେମିତି କରିବେ? (6:59)
    ଡାକ୍ତରଙ୍କ ପରାମର୍ଶ (9:12)
    ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: www.swasthya.plus/how-to-get-...
    Acne is a common problem in adolescence. It occurs mainly at the beginning of adolescence in both men and women. Many are worried about facial acne. How to get rid of facial acne? Let's find out the Causes and treatment of Acne/Pimples from Dr Kumar Abhishek, a Dermatologist.
    In this video, (0:00)
    Causes of Acne/Pimples on the face? (0:25)
    Do not touch the Acne/Pimples (1:53)
    Lifestyle needs to be changed (2:45)
    Home remedies for Acne/Pimples (4:42)
    Treatment of Acne/Pimples (6:59)
    Doctor’s Advice (9:12)
    Subscribe Now & Live a Healthy Life!
    ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
    ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
    For requesting contact details of doctors - please message Swasthya Plus on Facebook: SwasthyaPlusOdia).
    For feedback and business inquiries, contact Swasthya Plus Odia at hello@odicast.com
    Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ความคิดเห็น • 912