ଚିନିରେ ମିଶୁଛି ଗୋରୁ ହାଡ, ଶ୍ରୀମନ୍ଦିରରେ ହେଉ ଚିନି ବନ୍ଦ | sugarban | piku pattnaik | News Room |

แชร์
ฝัง
  • เผยแพร่เมื่อ 24 ก.ย. 2024
  • ଚିନିରେ ମିଶୁଛି ଗୋରୁ ହାଡ, ଶ୍ରୀମନ୍ଦିରରେ ହେଉ ଚିନି ବନ୍ଦ | sugarban | piku pattnaik | News Room |
    #atirupatiladu #pikupattnaik #srimandira #animalbone #purijannnathtemple #purighee #srimandiraghee #latestnews #oilisse #srimandiraoilupdate #latestupdate #trendingnews #odishanews #AnimalBone #PuriTemple #Faith #SpiritualJourney #CulturalHeritage #TempleVisitation #Mythology #HistoricalSite #IncredibleIndia #ReligiousSignificance #Pilgrimage #Tradition #sugarban

ความคิดเห็น • 24

  • @satyamsibammohanty1255
    @satyamsibammohanty1255 17 นาทีที่ผ่านมา

    ଅନେକ ଖାଦ୍ୟ ପଦାର୍ଥ ଓ ଔଷଧରେ ଚର୍ବି ହାଡ଼ ଆଦି ମିଶୁଛି କିନ୍ତୁ ବଡ ବଡ଼ ବ୍ୟବସାୟୀଙ୍କ ଚାପରେ ସରକାର ତାହାକୁ ଶାକାହାରୀ ଘୋଷଣା କରିଛନ୍ତି !!! ସେମାନଙ୍କ ବିଚାର ଓ ଯୁକ୍ତିରେ କେବଳ ସିଧାସଳଖ ମାଂସ ହାଡ ଚର୍ବି ଆଦି ଖାଇବା ହେଉଛି ଆମିଷ !!!

  • @shakaharipruthivi8696
    @shakaharipruthivi8696 ชั่วโมงที่ผ่านมา +1

    ଘିଅ ଅପେକ୍ଷା ଚିନି ଏତେ ମାରାତ୍ମକ। ସେଇଥି ପାଇଁ ବିଶ୍ଵ ଆଜି ବିଷାକ୍ତ। ପରମାଣୁ ଯୁଦ୍ଧ ଓ ପ୍ରଳୟ ନିଶ୍ଚିତ। ସବୁ ଭେଜାଲ
    ସବୁ ଅପମିଶ୍ରିତ
    ଗୋରୁ ହାଡ ର ରଙ୍ଗ ରେ ଚିନି ଏତେ ରଙ୍ଗେଇ ହେଉଛି। ସତରେ ଏ ପୃଥିବୀ ଛିଡି ପଡୁ। ଗୋମାତା ର ଅଭିଶାପ ରେ ମୁହୂର୍ତ୍ତେ ବି ନ ରହୁ। ଗଳି ପଡୁ। ଧଳା ଚିନି ସମ୍ପୂର୍ଣ ବନ୍ଦ ହେଉ।

  • @rajkishorebiswal7640
    @rajkishorebiswal7640 ชั่วโมงที่ผ่านมา +1

    Yes it is correct. It is bone carbon to form sugar.

  • @dillipkumarsahoo1133
    @dillipkumarsahoo1133 17 นาทีที่ผ่านมา

    ସବୁ ଖାଇବା ଭୋଗ ରେ ଚିନି ନ ପକେଇ ଗୁଡ ପ୍ରୟୋଗ କଲେ ହବନି କି?🙏

  • @dkmdkm7480
    @dkmdkm7480 25 นาทีที่ผ่านมา

    super

  • @saroj1296
    @saroj1296 ชั่วโมงที่ผ่านมา

    Bone char ସେ ହେଉଛି ଗୋରୁ ହାଡ଼ ଚୂନ

  • @rakeshranjansahoo2815
    @rakeshranjansahoo2815 นาทีที่ผ่านมา

    Media mananku kichi bi topic darkar..

  • @biswanathsutar2618
    @biswanathsutar2618 ชั่วโมงที่ผ่านมา +2

    Micha katha mu sugar mill re kama karichi semiti kichi miseni sampurna micha

    • @satyamsibammohanty1255
      @satyamsibammohanty1255 32 นาทีที่ผ่านมา

      ଚୂନ ମିଶେ, ହାଡ଼ରୁ ତିଆରି ହୁଏ ଚୂନ !!!

  • @sandhyaranipradhan6397
    @sandhyaranipradhan6397 ชั่วโมงที่ผ่านมา

    Are khali mandir re kn total banda kariba darkar na 6iii businesses karibe boli kete talaku jau6nti pliz god kalki abatar nei sanshar kar papinkar 😢😢😢😢😢😢😢

  • @AasuBag
    @AasuBag ชั่วโมงที่ผ่านมา

    Jagannath maha prabhu ta. Objection. Karu nahi tame kahinki karu6

  • @dakhineswarhomeohall4936
    @dakhineswarhomeohall4936 ชั่วโมงที่ผ่านมา

    Atmaghosita jaganath sena ra sreemandira saha kichhi sampark nahin kintu tanka dabi ra jatharta achhi.tenu kebala guda sabu Mandira ku jiba byabastha karajau..

  • @AkshayKumar-ze8ok
    @AkshayKumar-ze8ok ชั่วโมงที่ผ่านมา

    ଚିନିରେ ହାଡ଼ କିଏ ମିଶାଉଛି ?
    ପ୍ରଶାସନ କଣ ବାଳ ଉପାଡୁଛି ।

    • @RupNarayanMajhi
      @RupNarayanMajhi ชั่วโมงที่ผ่านมา

      ପ୍ରଶାସନ ତ କହି ପାରିବା କିନ୍ତୁ ସରକାର ହିଁ ମୁଖ୍ୟ ଦୋଷୀ ,ଖାଦ୍ୟ ପଦାର୍ଥ ରେ ଅପମିଶ୍ରଣ ହେଲା ପରେ ବି ସରକାର ଚୁପ୍ ଥାନ୍ତି ।
      ରାମଦେବ ଙ୍କ ଗୋଟେ ଦନ୍ତମଞ୍ଜନରେ ମାଛ ହାଡ଼ ମିଶିଥିଲା, କେତେ ଶାକାହାରୀ ଲୋକ ରାମଦେବଙ୍କ ସାଧୁ ବେଶ ଦେଖି ବିଶ୍ୱାସ କରିଗଲେ, ପ୍ରଶାସନିକ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଥିଲେ ମଧ୍ୟ ସରକାର ଆଉ ରାଜନେତା ସେଇଠି ବାଧା ଦିଅନ୍ତି ।

    • @satyamsibammohanty1255
      @satyamsibammohanty1255 23 นาทีที่ผ่านมา

      ଅନେକ ଖାଦ୍ୟ ପଦାର୍ଥ ଓ ଔଷଧରେ ଚର୍ବି ହାଡ଼ ଆଦି ମିଶୁଛି କିନ୍ତୁ ବଡ ବଡ଼ ବ୍ୟବସାୟୀଙ୍କ ଚାପରେ ସରକାର ତାହାକୁ ଶାକାହାରୀ ଘୋଷଣା କରିଛନ୍ତି !!!

  • @sharatkumar7381
    @sharatkumar7381 57 นาทีที่ผ่านมา

    100% michha unessary lokanka bhabanaku kalusita karana

    • @satyamsibammohanty1255
      @satyamsibammohanty1255 30 นาทีที่ผ่านมา

      ଚୂନ ମିଶେ, ହାଡ଼ରୁ ତିଆରି ହୁଏ ଚୂନ !!!

  • @himansubhusanpanda5913
    @himansubhusanpanda5913 ชั่วโมงที่ผ่านมา

    ତାକୁ ପଚାର ଚାହା ପିଉଛି ନା ନାହିଁ

    • @satyamsibammohanty1255
      @satyamsibammohanty1255 28 นาทีที่ผ่านมา

      ସେ ପିଉଛି କି ନାହିଁ ଆମେ ଜାଣିନୁ କିନ୍ତୁ ଜଗନ୍ନାଥ ପିଉଛନ୍ତି !!!

  • @purnachandramohanty5951
    @purnachandramohanty5951 49 นาทีที่ผ่านมา

    Tautra Katha

  • @Sharakan5454
    @Sharakan5454 2 ชั่วโมงที่ผ่านมา

    😂😂😂😂😂😂😂

  • @PabitraMandingi
    @PabitraMandingi ชั่วโมงที่ผ่านมา

    Tout pest re bi misuchi ଆଗରୁ ତ ଖାଇଲଣି ଏବେ କହିଲେ କଣ ହେବ

  • @karanveer9701
    @karanveer9701 ชั่วโมงที่ผ่านมา

    O my god 😂