Laxmi Purana ଲକ୍ଷ୍ମୀ ପୁରାଣ Manabasa Gurubar Puja ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash

แชร์
ฝัง
  • เผยแพร่เมื่อ 1 ม.ค. 2025

ความคิดเห็น • 2K

  • @k.s.beheraks.behera6629
    @k.s.beheraks.behera6629 3 ปีที่แล้ว +691

    ଅତି ସୁନ୍ଦର ଅତି ସୁନ୍ଦର୍ ସ୍ୱର ଉଭୟ ଙ୍କ ର ଶୁଣିଲେ ଏମିତି ପ୍ରତିତ ହେଉଛି ସତେକି ଯେମିତି ନିସ୍ତାର ପାଇଲି ନମିତା mam ଙ୍କ ଭଜନ ଶୁଣିଲେ ଏମିତି ଲାଗୁଛି ସତେକି ଯେମିତି ସେ ସୋୟୋଂ ଭଗବାନ ଙ୍କ ପାଖରେ ମତେ ଉପସ୍ଥିତ କରେଇ ଦେଇଛନ୍ତି ଧନ୍ୟବାଦ ମାମ🙏

  • @Neha.rika65
    @Neha.rika65 3 ปีที่แล้ว +7

    ଅନେକ ଦିନ ପରେ ନମିତା and ଗୀତା ଅତି ସୁଂଦର ଲକ୍ଷ୍ମୀ ପୁରାଣ ଗାନ କଲେ ......beautiful lovely

  • @prajnashreemohakud8347
    @prajnashreemohakud8347 3 ปีที่แล้ว +12

    ବହୁତ ବହୁତ ବହୁତ ସୁନ୍ଦର ହୋଇଛି 🌺🌺🙏 ଜୟ ମା ଲକ୍ଷ୍ମୀ🙏🌺🌺

  • @sanjugouda2093
    @sanjugouda2093 2 ปีที่แล้ว +7

    ଜୟ ମା ଲକ୍ଷ୍ମୀ ଅତି ସୁନ୍ଦର ଭାବରେ ବୋଲି ଛନ୍ତି

  • @adityaranjandas5895
    @adityaranjandas5895 3 ปีที่แล้ว +1

    bhala heichi thank you sidharth tv

  • @bbabydora8356
    @bbabydora8356 3 ปีที่แล้ว +28

    30 years tale jemiti Abe bi same ,wow God bless you always emiti hi ruha😘🥰

  • @statusfactory4054
    @statusfactory4054 3 ปีที่แล้ว +20

    ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଶୁଣୁଥିଲେ ଆତ୍ମପ୍ରତ୍ୟୟ ଦେଉଥାଏ😌

  • @arunnalla8981
    @arunnalla8981 3 ปีที่แล้ว +11

    ଜୟ ମା ମହାଲକ୍ଷ୍ମୀ। ତୁମରି ଚରଣେ ମୋର କୋଟି ପ୍ରଣାମ। ଅତି ସୁନ୍ଦର ଅତି ସୁନ୍ଦର ଉଭୟ ଙ୍କର ସୁମଧୁର କଣ୍ଠ ସ୍ବର। ଆଗରୁ ଶୁଣିଥିଲେ ଯେମିତି ବର୍ତ୍ତମାନ ଶୁଣିଲେ ସେମିତି। ଦୀର୍ଘ ଦିନ ପରେ ମଧ୍ୟ କଣ୍ଠ ସ୍ବର କୁ ଏମିତି ବଜାୟ ରଖିଥିବା ରୁ ଉଭୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ପବିତ୍ର ମାର୍ଗଶୀର ଗୁରୁବାର ରେ ଲକ୍ଷ୍ମୀ ପୁରାଣ ସୁମଧୁର କଣ୍ଠ ସ୍ବର ରେ ଶୁଣିପାରୁଥିବାରୁ ବହୁତ ବହୁତ ଧନ୍ୟବାଦ।

  • @sonalimajhi7497
    @sonalimajhi7497 3 ปีที่แล้ว +1

    Sidharta tv ku Tq so very👌👌👌👌 much🙏🙏🙏🙏🙏🙏🙏🙏🙏
    Sita sir and namita mam nku madhya.........

  • @sunitakumarigouda3547
    @sunitakumarigouda3547 3 ปีที่แล้ว +1

    Jaya maa laxmi Samastanku dhana,jana,gopa,laxmi dio maa Etiki tuma pada tale maguni

  • @prangyaparamitapradhan5195
    @prangyaparamitapradhan5195 3 ปีที่แล้ว +25

    ସେହି ସୁର ସେହି କଣ୍ଠ ପୁଣି ଥରେ ମତେ ବହୁତ୍ ଭଲ ଲାଗୁଚି ମୁଁ ଏହି ପୁରାଣ ସବୁ ବେଳେ ସୁଣେ ଜୟ୍ଯ ମା ଲକ୍ଷ୍ମୀ 🙏🙏🙏

  • @JAYASENGUNTHA1439
    @JAYASENGUNTHA1439 3 ปีที่แล้ว +4

    ମାଁ ଆପଣଙ୍କ ଭଜନ ମୁଁ ପିଲାଟି ଦିନରୁ ଶୁଣୁଛି....ମୋତେ ଆପଣଙ୍କ ଗୀତ ବହୁତ ବହୁତ ବହୁତ ଭଲ ଲାଗେ ମାଁ 🙏🙏🙏🙏🙏🙏🙏🙏...... ବହୁତ ସୁନ୍ଦର... ♥️♥️♥️♥️♥️🙏🙏🙏...

  • @sudhiralaxmipattnaik1957
    @sudhiralaxmipattnaik1957 3 ปีที่แล้ว +24

    ଭଗବାନ ଏତେ ସୁନ୍ଦର କଣ୍ଠ ଦେଇଛନ୍ତି ସେଥିରେ ଲକ୍ଷ୍ମୀ ପୁରାଣ ଗାଇ ଆପଣମାନଙ୍କ ଜୀବନ ସାର୍ଥକ ହୋଇଛି।ଆଶୀର୍ବାଦ ମାଁ ଲକ୍ଷ୍ମୀ ଙ୍କର ରହିଥାଉ🙏🌹🌹🌹🌹

    • @NamitaAgrawal
      @NamitaAgrawal  3 ปีที่แล้ว +1

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

    • @hemantapattnaik333
      @hemantapattnaik333 3 ปีที่แล้ว

      👍👍🏽

  • @KuntalaBehera-k3s
    @KuntalaBehera-k3s ปีที่แล้ว +2

    ଖୁବ ସୁନ୍ଦର ଲାଗେ ଲଷ୍ମୀ ପୁରାଣ ଆହୁରି ସୁନ୍ଦର କଣ୍ଠ ସ୍ୱର, ଧନ୍ୟବାଦ,ନମସ୍କାର 🙏🙏

  • @nirmalameher-b6t
    @nirmalameher-b6t 28 วันที่ผ่านมา +4

    ଜୟ ମା ଲକ୍ଷ୍ମୀ ❤🙏🏻🌼🏵️

  • @leejabehera9644
    @leejabehera9644 3 ปีที่แล้ว +15

    ବହୁତ ସୁନ୍ଦର ଦେଖା ଯାଉଛନ୍ତି ଆପଣ ଦୁଇ ଜଣ ସତେ ମା ଲକ୍ଷ୍ମୀଙ୍କ ପରି👌👌👌👌👌🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹❤️❤️❤️❤️❤️❤️❤️❤️❤️❤️❤️❤️🌹🌹🌹🌹🌹🌹🌹🌹❤️❤️🌹🌹

    • @NamitaAgrawal
      @NamitaAgrawal  3 ปีที่แล้ว

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

    • @ritaraneeofficial8797
      @ritaraneeofficial8797 3 ปีที่แล้ว

      🙏🙏🙏🙏

    • @ritaraneeofficial8797
      @ritaraneeofficial8797 3 ปีที่แล้ว

      @@NamitaAgrawal apnk voice re bandha t sara duniya🙏🙏🙏🙏🙏

    • @rudrabehera1516
      @rudrabehera1516 3 ปีที่แล้ว

      Rudra Behera

  • @mahendrabehera5214
    @mahendrabehera5214 2 ปีที่แล้ว +3

    🌹🙏🌹 ଜୟ ମା ମହାଲକ୍ଷ୍ମୀ। 🌹🙏🌹

  • @lenkamusic2545
    @lenkamusic2545 3 ปีที่แล้ว +1

    Jaha hau finally new version Laxmi purana asigala
    Jay Jay maa
    Thank u sidharth network

    • @NamitaAgrawal
      @NamitaAgrawal  3 ปีที่แล้ว

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

  • @aratidash5460
    @aratidash5460 3 ปีที่แล้ว +84

    ପୁଣି ଆପଣ ଦୁଇ ଜଣ ଙ୍କ ସୁମଧୁର କଣ୍ଠ ସ୍ବର ରେ ମା' ମହାଲକ୍ଷ୍ମୀ ଙ୍କ ପୁରାଣ ଶୁଣି ନିଜକୁ ଧନ୍ଯ ମଣୁଛି। ନମିତା ମାମ୍ ଓ ଗୀତା ମାମ୍ ( ପ୍ରିୟ ଦୁଇ ଅପା) ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ, ପ୍ରଣାମ🙏🙏। ଜୟ ମା' ମହାଲକ୍ଷ୍ମୀ 🙏🙏🙏। ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ 🙏🙏

    • @NamitaAgrawal
      @NamitaAgrawal  3 ปีที่แล้ว +1

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

    • @sorryguyzofficial
      @sorryguyzofficial 3 ปีที่แล้ว +3

      @@NamitaAgrawal ଜମାରୁ ଭଲ ଲାଗୁନି ମଝିରେ ମଝିରେ ନାଟ୍ୟ ରୁପାନ୍ତର ନାହିଁ ଯେମିତି ପୁରୁଣା ଲଷ୍ମୀ ପୁରାଣ ରେ ଥିଲା ଏବଂ ଏ ଗୀତକୁ Stage ଉପରେ ନ କରି ବରଂ ଗୋଟେ ଘରେ ମାଣ ବସେଇ କରିଥିଲେ ଭଲ ଲାଗିଥାନ୍ତା ସବୁଠୁ ବେସି ଦୁଃଖ DTH ରେ ନାହିଁ ବୋଲି ଆମେ ଦେଖି ପାରୁନୁ

    • @s.prasad
      @s.prasad 3 ปีที่แล้ว +1

      @@sorryguyzofficial 😠
      Kichi nua jinsa ku accept kara...
      Natyarupantara puruna video bi available achi ...
      On the stage...is nice ...atleast eha dekhi kichi cultural society Lakshmi purana competition arrange karibe...and New generation the great Odisha culture ku janiparibe...

    • @sorryguyzofficial
      @sorryguyzofficial 3 ปีที่แล้ว +2

      @@s.prasad ହଁ ଭାଇ ମୁଁ ତ ଖରାପ କହୁନି ମୋ କଥାକୁ ଭୁଲ୍ ବୁଝୁଛ ମୋ Feedback ସିଦ୍ଧାର୍ଥ ଟିଭି କୁ କହୁଛି ନାଟ୍ୟ ରୁପାନ୍ତର କରିଲେ ଭଲ ଲାଗିବ ଆଉ DTH ରେ ଆସିଲେ ସିଦ୍ଧାର୍ଥ ଟିଭି TRP ରେ ଆସିବ

    • @soumyaranjanpradhan4864
      @soumyaranjanpradhan4864 3 ปีที่แล้ว

      @@sorryguyzofficial ମୋର ସହମତି !

  • @mr.papuofficial9350
    @mr.papuofficial9350 3 ปีที่แล้ว +9

    Bohut dina pare dekhibaku paili ♥️ thanks sidhart tv

  • @sachitsahoo6928
    @sachitsahoo6928 3 ปีที่แล้ว +6

    jai lakhmi maa love from bengaluru

  • @mrr.k.n5516
    @mrr.k.n5516 3 ปีที่แล้ว +6

    ଜୟ ମା ମହାଲକ୍ଷ୍ମୀ। ଅତ୍ୟନ୍ତ ଭାବପୂର୍ଣ୍ଣ କାଳଜୟୀ ଚିରସବୁଜ ପୁରାଣ ଯେତେ ଦେଖୁଥିଲେ ନୂଆ ଲଗୁଥାଇ। ମୋ ମା କଥା ମନେ ପଡ଼ିଯାଏ ଏ ପୁରାଣ ଶୁଣିଲେ ଅତ୍ୟନ୍ତ ନିଷ୍ଠା ର ସହ ସେ ମାଣବସା ଗୁରୁବାର ପୁଜା କରେ ତା ସରି ଆଉ କିଏ ହେବ।🙏🙏🙏

    • @NamitaAgrawal
      @NamitaAgrawal  3 ปีที่แล้ว

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

  • @bikashkumarpradhan1045
    @bikashkumarpradhan1045 3 ปีที่แล้ว +61

    ମାର୍ଗଶୀର ମାସର ଲକ୍ଷ୍ମୀ ପୁରାଣ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏

  • @brahmanandasahoo9138
    @brahmanandasahoo9138 3 ปีที่แล้ว +10

    Namita ma'am and Gita Ma'ma's bhajan is really mesmerizing ❤️❤️. Both they look like maa Laxmi.Their sweet voice creats spritiual atomsphere. Siddharth TV's effort is really appreciable.

    • @NamitaAgrawal
      @NamitaAgrawal  3 ปีที่แล้ว

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

    • @sumi8840
      @sumi8840 3 ปีที่แล้ว

      @@NamitaAgrawal 🙏🙏🙏👍👍🙏🙏🙏🙏🙏

  • @GeetaSathua
    @GeetaSathua ปีที่แล้ว +1

    Bahut sunder

  • @susmitapatnaik1156
    @susmitapatnaik1156 3 ปีที่แล้ว +8

    Bahut sundar. JAY MAA LAXMI NARAYAN 🌹🌹🙏🙏

  • @SingerIpsitaPanda
    @SingerIpsitaPanda 3 ปีที่แล้ว +11

    Finally....Released....
    Prakrutare aaji 2 Maa nka mukharu Laxmi purana suniki Laxmi Maya heijauchi mana prana. Satare Maa Laxmi aau Maa saraswati nka jodi jemiti....Aau ki sundar kantha..jete sunile b sete sunibaku ichha hauchi.
    Aapana ta mo Guru mun kana cmnt debi....Mora bhagya ki je mun aapananka grahana re kichhi samaya biteichi..2 Maa nku Margasira Prathama gurubar ra aneka abhinandan aau Pranam🙏🙏🙏🙏🙏
    Jay Maa Laxmi🙏🙏🙏🙏🙏🙏

  • @sasmitasomnath
    @sasmitasomnath 3 ปีที่แล้ว +6

    Jai maa laxmi 🪔🙏🥰 Bohut sundar laguchi dekhibaku 🥰🥰

  • @namitamangaraj1340
    @namitamangaraj1340 3 ปีที่แล้ว +1

    Ati sunder maa laxmi puran suni atama santi laga,jay maa laxmi narayani,🙏🙏🙏🙏🙏🙏🙏🙏🙏🙏🙏🙏🙏

  • @s.prasad
    @s.prasad 3 ปีที่แล้ว +23

    Jay maa Lakshmi 🙏🙏🙏
    🙏🙏🙏nua rupare lakshmi purana
    heavenly...morning booster...nice sound effect...
    Aji morning 5am re e video dekhi first re peta purigala...because starting re mandapitha thila...mandapitha gurubara puja re bises bhoga..
    Odisha ra culture ku pura hrudayangama karithiba Agrawal producer nka bisayare jetekahile bi kam...
    All Nice custume...
    Namita mam nice cultural looks...Sign of purity 🙏🌾🌺very brilliantly
    Jai Sri Ram jai hanuman
    Har Har Mahadev
    Sidharth tv lead on 👑
    New era of entertainment begins...

  • @prohimanshusong5507
    @prohimanshusong5507 3 ปีที่แล้ว +18

    ଅତି ସୁନ୍ଦର ଅତି ଅତି ଭଲଲାଗିଲା 🥰🥰😍😍😱😱

  • @ramshankargoswami4299
    @ramshankargoswami4299 3 ปีที่แล้ว +39

    I was eagerly waiting for this. When I heard it first time from then it has been always playing in my mind. I am bengali but today my father played it and can't stop it because it has created a magic ❤️❤️ Jai maa laxmi 🙏🙏🙏🙏🙏🙏🙏🙏

  • @Ur_sipun
    @Ur_sipun 3 ปีที่แล้ว +15

    Thanks for Sidharth tv gurubara veti🪔🪔🪔

  • @gitanjalitripathy5389
    @gitanjalitripathy5389 3 ปีที่แล้ว +15

    ଜୟ ମାଆ ଲଷ୍ମୀ ଜୟ ଜଗନ୍ନାଥ 🙏🙏, very nice namitamam gita mam

  • @odishanari
    @odishanari 3 ปีที่แล้ว +9

    Bahut sundar... Puruna tharu eita bhala laguchi❤🙏🏻Jay maa MahaLaxmi🙏🏻

  • @sushantpadhy6017
    @sushantpadhy6017 3 ปีที่แล้ว

    Laxmi maa ke jai❤❤🙏🙏🙏🙏🙏🙏🙏🙏👣👣👣👣👣👍👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏👏🤝👏

  • @googleevideographics5179
    @googleevideographics5179 3 ปีที่แล้ว +22

    Pranam 🙏🙏🙏🙏🙏🙏 Namita maa............, and sitaram sir.god always blessed both.jay Jagannath 🙏🙏🙏🙏🙏 Jay maa padmalaya🙏🙏🙏🙏🙏🙏🙏🙏

  • @deepikaratha2879
    @deepikaratha2879 3 ปีที่แล้ว +48

    The history repeats itself...respect to both... 🙏🙏... Always appreciated by us...

  • @jagatbllavaSingh
    @jagatbllavaSingh 3 ปีที่แล้ว +9

    ବହୁତ ଭଲ 👌👍 ଜୟ ମା ଲକ୍ଷ୍ମୀ 🙏

  • @sarat5630
    @sarat5630 3 ปีที่แล้ว +2

    Jya maa laxmi

  • @santosinidas7414
    @santosinidas7414 3 ปีที่แล้ว

    Ahi lakhixmi purana swara o badiya tala amiti kete juga asile v sadabele new ka laguthiba.......🙏🙏

  • @s.prasad
    @s.prasad 3 ปีที่แล้ว +42

    1 million view in 1day...🎉🎉🎉🏆
    It denotes how people accepted it...
    Sidharth tv lead on 👑

  • @janmejaykar6697
    @janmejaykar6697 3 ปีที่แล้ว +3

    ଆପଣଙ୍କ ଲଷ୍ମୀ ପୁରାଣ ଗୀତ ଶୁଣିକରି ବହୁତ
    ଖୁସିଲାଗିଲା ମାମ ପୂର୍ବ ଭଳି ନାଟ୍ୟ ରୂପାନ୍ତର
    ହଇଥିଲେ ଆଉଟିକେ ସୁନ୍ଦର ହାଇଥାନ୍ତା
    ଜୟ ଜଗନ୍ନାଥ ଜୟ ମା ଲଷ୍ମୀ

    • @NamitaAgrawal
      @NamitaAgrawal  3 ปีที่แล้ว +1

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

    • @NiranjanChandu-yx9qw
      @NiranjanChandu-yx9qw 21 วันที่ผ่านมา +1

      Hii

  • @suptabindhani3665
    @suptabindhani3665 3 ปีที่แล้ว +8

    Jay shree Jagannath 🙏🙏
    Jay Maa 🙏🙏🙏

  • @ninipapul2367
    @ninipapul2367 3 ปีที่แล้ว +2

    Jay maa lakhmi

  • @ramachandradas8767
    @ramachandradas8767 3 ปีที่แล้ว +4

    Jay Mata Di Jai maa Laxmi 🌷108🙏 Nic song Jai Hind Jai Shri ram Jai Jaganatha 🙏👍

  • @santoshbindhani4439
    @santoshbindhani4439 3 ปีที่แล้ว

    Beautiful namita mam Gita dash sang Jay maa laxmi

  • @srimantagiri3837
    @srimantagiri3837 3 ปีที่แล้ว +1

    Dhanibadi Good morning jay maalaxmi

  • @sureshchpattanayak9660
    @sureshchpattanayak9660 3 ปีที่แล้ว +13

    Lot of thanks both of you for this song

  • @sunianaik6760
    @sunianaik6760 3 ปีที่แล้ว +16

    ଲଷ୍ମୀପୂରାଣ କବି ବଳରାମ ଦାସ ଙ୍କ ର ଏକ ଅନବଦ୍ୟ ସୃଷ୍ଟି ତଥା ମାନସ ସନ୍ତାନ, ଯାହାକି ଜଗନ୍ନାଥ ଦେଶ (ଓଡିଶା )ର ପ୍ରତି ଘରେ ଘରେ ଅତି ପରିଚିତ l ଏହି ପୂରାଣ ଯେତେ ଥର ଶୁଣିଲେ ମଧ୍ୟ୍ୟ ନୂଆ ନୂଆ ଲାଗୁଛି,କେଜାଣି କାହିଁକି ଶୁଣିଲା ମାତ୍ରେ ଭୋକ ଶୋସ, ଦୁଃଖ କଷ୍ଟ ଯନ୍ତ୍ରଣା ସବୁ ଦୂରହୋଇଯାଏ, ଜୟ ମା ଲଷ୍ମୀ 🙏🙏🙏, ନମିତା ମାଆ ଏବଂ ଏବଂ ଗୀତା ମାଆ ଙ୍କୁ ମା ଲଷ୍ମୀ ଦୀର୍ଘୟୁ କରନ୍ତୁ,

    • @NamitaAgrawal
      @NamitaAgrawal  3 ปีที่แล้ว

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

  • @pariskshitpanda8042
    @pariskshitpanda8042 3 ปีที่แล้ว +8

    Jai maa laxmi ❤🙏🏼

  • @sangitadas7218
    @sangitadas7218 3 ปีที่แล้ว +9

    Very sweet voice namita.mam and gita.mam. jay maa laxmi 🙏🙏🌸🌸🥰🥰🥰🥰🥰🥰🥰🙏🙏🙏🙏🙏🌸🌸🌸🌸🌸🌸🌸

  • @namitavlog7927
    @namitavlog7927 3 ปีที่แล้ว +10

    Jai maa laxmi 🙏🙏🙏🙏❤️😘❤️😘😘❤️❤️❤️❤️😘❤️ very sweet voice Namita mem & Geeta mem thank you sidharth tv🙏🙏

  • @jatindrakumarpanda6095
    @jatindrakumarpanda6095 3 ปีที่แล้ว

    ଜୟ ଜୟ ଜୟ ମା ମହାଲକ୍ଷ୍ମୀ ।ଜୟ ଜଗନ୍ନାଥ ।

  • @Neha.rika65
    @Neha.rika65 3 ปีที่แล้ว +2

    Really agaku agaku AMITY Amita Agrawal nka bhajan anantu sidharth tv re satare abe 1million view heichi agaku 10million heb

  • @divyanshi709
    @divyanshi709 3 ปีที่แล้ว +37

    Finally it came again..last year without this being telecasted on television it never felt as if it was laxmi puja

  • @skbulbulrout4440
    @skbulbulrout4440 ปีที่แล้ว +1

    ଜୟ ମା ଲକ୍ଷ୍ମୀ

  • @aradhanananda1030
    @aradhanananda1030 3 ปีที่แล้ว +16

    Melodious rendition, Beautiful singers..thank you for this Laxmi Purana. Loved it ! Excellent vdo..indedbted to you both and the channel.

  • @gayatriachary116
    @gayatriachary116 3 ปีที่แล้ว +1

    Thank you for your service

  • @arjunsahoo1852
    @arjunsahoo1852 3 ปีที่แล้ว +71

    ପୁଣି ଥରେ ଆପଣ ଦୁଇ ଜଣଙ୍କୁ ଏ ଗୀତ ରେ ଦେଖି ଆମେ ବହୁତ ଖୁସି 🙏❤️❤️❤️ ଜୟ ମା ଲକ୍ଷ୍ମୀ 🙏

    • @tapashnahak6027
      @tapashnahak6027 3 ปีที่แล้ว +4

      ପୁଣି ଥରେ ଆପଣ ଦୁଇ ଜଣଙ୍କୁ ଏଗୀତ ରେ ଦେଖି ଆମେ ବହୁତ ଖୁସି ଲାଗିଲା ❤️❤️❤️🙏 ଜୟ ମା ଲକ୍ଷ୍ମୀ 🙏🙏🙏

    • @nandeenisarap2832
      @nandeenisarap2832 2 ปีที่แล้ว

      @SidharthTV Official 🙏🙏🙏🙏🙏🙏🙏🙏🙏🙏🙏🙏

  • @geetabhoi6393
    @geetabhoi6393 3 ปีที่แล้ว +17

    Very nice....Jay maa laxmi

    • @NamitaAgrawal
      @NamitaAgrawal  3 ปีที่แล้ว +2

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

  • @dolamanipatel5258
    @dolamanipatel5258 3 ปีที่แล้ว +1

    जय लक्ष्मी माता 🙏🍓👣👣🌷🍉🍒🍍🍌🍓🍋🍋🍌🍒🍉🍉🍉🍉🙏🙏🙏🙏

  • @shilpamohanty4489
    @shilpamohanty4489 3 ปีที่แล้ว +42

    Jai maa Laxmi, Narayan.
    Sweet voice of both ma'am is really mesmerizing. 👌👍❤️

  • @sanjayabanchhor9726
    @sanjayabanchhor9726 3 ปีที่แล้ว +18

    This is my first favorite puran ..Jay maa Laxmi...❤️🙏🙏🙏

  • @deba9738
    @deba9738 3 ปีที่แล้ว +4

    No 1 laxmi purana thank you both of you mam 👌🙏🙏

    • @NamitaAgrawal
      @NamitaAgrawal  3 ปีที่แล้ว

      ଆପଣଙ୍କ ଅତି ପ୍ରିୟ, ନମିତା ଅଗ୍ରୱାଲ ଓ ଗୀତା ଦାସ ଙ୍କ ସେହି କାଳଜୟୀ ଲକ୍ଷ୍ମୀ ପୁରାଣ ବହି ଗୀତ ଏବେ ସମ୍ପୁର୍ଣ୍ଣ ନୂଆ ରୂପରେ - କେବଳ ସିଦ୍ଧାର୍ଥ ଟିଭି (Sidharth TV) ରେ..!! ଦେଖିବାକୁ ଭୁଲିବେନି...!!! #SidharthTV 🙏

  • @ManjubalabarikBarikmanjubala
    @ManjubalabarikBarikmanjubala หลายเดือนก่อน +1

    Jaymaalaxmi🙏🙏🙏🙏👍👍❣️🗣️🌹🌹🌹🥀🌺🌻🌼🌾

  • @jagasahu4711
    @jagasahu4711 2 ปีที่แล้ว +2

    ଜୟ ମା ଲକ୍ଷ୍ମୀ ଠାକୁରାଣୀ

  • @krishnamohanpatnaik4813
    @krishnamohanpatnaik4813 3 ปีที่แล้ว +14

    Namaste respected Namita Ma'am Gita ma'am 🙏🌹 jai maa Mahalaxmi ji🙏🙏🙏

  • @SumantaKumarBehera-c3u
    @SumantaKumarBehera-c3u 21 วันที่ผ่านมา +1

    Jaya maa Laxmi 🤱🥹❤️🥰😅

  • @laxmimanisoren2935
    @laxmimanisoren2935 3 ปีที่แล้ว +8

    Jay maa laxmi🙏🙏🙏🙏🌺🌺🌺🌸🌺🌷🌷🌷🌺🌸🌾🌾🌾🌺🌺🌺
    Sweet voice Namita mam and gita mam

  • @9xm50
    @9xm50 3 ปีที่แล้ว +2

    Ati Sundar Bhakti Song 📀🎵🎶🎼🎙️🎧👌
    🔔Jay Maa Laxmi 📿🚩🙏

  • @panchanansahoo6559
    @panchanansahoo6559 3 ปีที่แล้ว +5

    ଦୁଇ Mam ଙ୍କୁ ମାଣବସା ର ଅଭିନନ୍ଦନ।

  • @rashmitabehera6607
    @rashmitabehera6607 3 ปีที่แล้ว +6

    Jai maa Laxmi Jai jagannath 🌻🌻🌾🌾💐💐so sweet manabasa song thanks to namita mam Gita mam.

  • @akshayablogs3248
    @akshayablogs3248 3 ปีที่แล้ว

    A song re mo atma santi hei jauchhi.,💖

  • @jhunumutika8654
    @jhunumutika8654 3 ปีที่แล้ว +12

    Both of sweet voices mam and new look like beautiful so sweet voice 🙏🙏🙏🙏🙏 Jay MAA Laxmi 🙏🙏🙏🙏🌷🌷🌷🌷🌺🌺🌺🌺

  • @amarcreationjagatsinghpur441
    @amarcreationjagatsinghpur441 3 ปีที่แล้ว +108

    ପବିତ୍ର ମାର୍ଗଶିର ମାସରେ ପ୍ରଥମ ଗୁରୁବାର ରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ସିଦ୍ଧାର୍ଥ ଟିଭି ର ସମସ୍ତ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ନମିତା ଅପା ସିତାରାମ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଯେ 30 year ପରେ ଏମିତି ଏକ ନୂଆ ପ୍ରୟାସ 🙏🙏🙏
    ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ 🙏♥️🙏🙏♥️🙏👍👍👍

  • @madhusmitaparida7164
    @madhusmitaparida7164 ปีที่แล้ว +1

    ଜୟ ମୟମଭ😊

  • @nayak1088
    @nayak1088 3 ปีที่แล้ว +3

    ଅତି ସୁନ୍ଦର ଗୀତ ନମିତା ମାଡାମ

  • @laxmanprasadbarik9319
    @laxmanprasadbarik9319 3 ปีที่แล้ว

    ଖୁବ ସୁନ୍ଦର।ଧନ୍ୟବାଦ।

  • @puspaketusahoo6303
    @puspaketusahoo6303 3 ปีที่แล้ว +4

    very good.It is our tradition.

  • @rajkishoredas2507
    @rajkishoredas2507 3 ปีที่แล้ว +53

    ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ 🙏🙏🙏

  • @shreyapallai9884
    @shreyapallai9884 3 ปีที่แล้ว +22

    Jai Maa Laxmi 🙏 thanks to both mam 💜💜💜

    • @s.p_sudhansu
      @s.p_sudhansu 3 ปีที่แล้ว

      Jay maa laxmi mata 🙏🙏🙏

  • @trinathgarnaik6633
    @trinathgarnaik6633 3 ปีที่แล้ว

    ମାଆ ଲକ୍ଷ୍ମୀଙ୍କ ଜୟ । ତ୍ରିନାଥ ଗଡ଼ନାୟକ ।

  • @krushnachandrapanda7015
    @krushnachandrapanda7015 3 ปีที่แล้ว

    Jai maa laxmi Mata, bahut hi Sundar man re bhakti prabhahita Kariba swar,laxmi puran, bahut sunder voice and Bhakti bhara....

  • @mamiguru1845
    @mamiguru1845 3 ปีที่แล้ว +6

    Super mam ସତରେ ବାର ବାର ଶୁଣି ବାକୁ ମନ ଲାଗୁଚି i love your voice

    • @NamitaAgrawal
      @NamitaAgrawal  3 ปีที่แล้ว

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

  • @tusharkanta5192
    @tusharkanta5192 3 ปีที่แล้ว +27

    ବହୁତ ସୁନ୍ଦର ଜୟ ମା

  • @murariagarwal8511
    @murariagarwal8511 3 ปีที่แล้ว

    Prannm Maa Laxmi🙏🙏
    Prannm Mahabahu🙏🙏

  • @abhisekgiri9833
    @abhisekgiri9833 3 ปีที่แล้ว +26

    Various singer has sang but no one replace them.., &I think Manabasa Gurubara is incomplete without them😍😍🥰🥰😇

  • @santusonusradhafamilyvlog8343
    @santusonusradhafamilyvlog8343 3 ปีที่แล้ว

    Mora priya song jay maa laxmi at sundar gauchanti

  • @papun9090
    @papun9090 3 ปีที่แล้ว +4

    ଜୟ ମା ଲକ୍ଷ୍ମୀ ଠାକୁରାଣୀ 🙏 ଆପଣଙ୍କର ଦୁଇ ହସ୍ତ ମୋ ମଥାରେ ସଦାସର୍ବଦା ରଖିଥାନ୍ତୁ 🙏🙏🙏

  • @renukakara6692
    @renukakara6692 3 ปีที่แล้ว +14

    Excellent presentation by Namita mam And Gita mam OF Manabasa Gurubara Purana

  • @Rahul-eb5wb
    @Rahul-eb5wb 3 ปีที่แล้ว +3

    Jai maa maha laxmi narayan🙏 sweet voice

  • @b_budek4260
    @b_budek4260 3 ปีที่แล้ว +1

    👉🏻👉🏻Jay ma mahalaxmi 🙏🙏🙏🙏🙏🙏💥👈🏻👈🏻

  • @sanyasibisoyiit66u65
    @sanyasibisoyiit66u65 3 ปีที่แล้ว +14

    Jay maa Laxmi🙏🙏🙏 🙏🙏🙏🙏

  • @OMMSAICREATION73
    @OMMSAICREATION73 3 ปีที่แล้ว +14

    ମା ମହାଲକ୍ଷ୍ମୀ ଙ୍କ ସୁନ୍ଦର ଭଜନ ଆହୁରି ଅଧିକ ସୁନ୍ଦର ହୋଇଛି ଆପଣ ୨ ଜଣଙ୍କ ସୁମଧୁର କଣ୍ଠରେ। 🙏🙏🙏 ଜୟ ମା ମହାଲକ୍ଷ୍ମୀ 🙏🙏🙏

    • @ritaraneeofficial8797
      @ritaraneeofficial8797 3 ปีที่แล้ว

      Nice,🙏🙏👌👌

    • @Yeiaejtdsusfjdgfffffffffghhhhu
      @Yeiaejtdsusfjdgfffffffffghhhhu 3 ปีที่แล้ว

      不是

    • @NamitaAgrawal
      @NamitaAgrawal  3 ปีที่แล้ว

      ଧନ୍ୟବାଦ 🙏 #SidharthTVNetwork ହୃଦୟସ୍ପର୍ଶୀ ନୂଆ ପୁରୁଣା ସବୁ ଭଜନ/ଗାହଣି ଓ ନମିତା ଅଗ୍ରୱାଲ ଙ୍କ ସବୁ ଗୀତ ଶୁଣିବା ପାଇଁ ଦେଖନ୍ତୁ “ସିଦ୍ଧାର୍ଥ ଭକ୍ତି”- ଆପଣଙ୍କ ର ଟିଭି ପରଦା ରେ I ଏହା ସାଙ୍ଗଙ୍କୁ 19 ଟି ନୂଆ ନୂଆ କାର୍ଯ୍ୟକ୍ରମ ମଧ୍ୟ ଦେଖି ପାରିବେ I 🙏

  • @silibehera3078
    @silibehera3078 3 ปีที่แล้ว +13

    JAY MAA LAXMI NARAYANA🙏🙏🙏🙏

  • @liligochhi8267
    @liligochhi8267 3 ปีที่แล้ว +4

    Vry Vry Nice 👌.... Bahut Sundar Lagila Suniba Ku... 😊
    JAY MAA LAXMI 🙏🙏🙏

  • @nightstarproduction962
    @nightstarproduction962 3 ปีที่แล้ว +3

    Thank you very much namita mam
    😘😘😘😘😘

  • @kailashmusical7906
    @kailashmusical7906 3 ปีที่แล้ว +17

    Jay maa Laxmi 🙏🙏🙏

  • @mamahatarandhakitchen271
    @mamahatarandhakitchen271 3 ปีที่แล้ว +6

    Very very beautiful voice.Really I am so happy ma'am