ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ରାଜାରାମ ସାର୍ ଆପଣ ଙ୍କ ଯୁକ୍ତିଯୁକ୍ତ ଉତ୍ତର ପାଇଁ ଆମେ ଗର୍ବିତ । ମନୋରଞ୍ଜନ ବାବୁ ଆପଣ ଅନେକ ସମୟ ରେ କଥା କାଟୁଛନ୍ତି , ଉଚିତ୍ ଯୁକ୍ତି ବେଳେ କଥା କୁ ଅନ୍ୟତ୍ର ବୁଲାଉଛନ୍ତି । ରାଜାରାମ ସାର୍ ଙ୍କ ପ୍ରତି ସଂସ୍କାରକ ଆମ ମାନଙ୍କ ପାଇଁ ଏକ ପ୍ରେରଣା।
ରାଜାରାମ ବାବୁଙ୍କୁ ଅନେକ ଧନ୍ୟବାଦ ଓ ମନୋରଞ୍ଜନ ବାବୁ ଆପଣଙ୍କର ଏପରି ଆଲୋଚନା ପାଇଁ ଅନେକ ଅନେକ ସୁଭେତ୍ସା
Sarathi is unchallenged master . Manoranjan Babu apana ghatana ghatiba samayare gote pratistita chanel re thile . Chhata upare thia hoi talaku dhela maruthile .. apana questions karuchanti sarathi nka babada re kintu rajaram Babu ans dela blele apana katha vanguchanti . Rajaram Babu nku salute .. Manoranjan Babu nku paramarsa je tk practice karntu uttara daba pai .
ଦୀର୍ଘ ଦଶ ବର୍ଷ ହେଲାଣି ସାରଥି ଙ୍କ ଘଟଣା କୁ । ଦଶ ବର୍ଷ ମଧ୍ୟରେ ଏକ ପ୍ରତିଷ୍ଠିତ ଗଣ ମାଧ୍ୟମ ର ଉଚ୍ଚ ପଦବୀ ରେ ରହି ସାରଥି ଙ୍କ ବାବଦ ରେ କୌଣସି ସତ୍ୟ ମିଥ୍ୟା ଅନୁସନ୍ଧାନ ନ କରି ଖବର ମାନ ପରିବେଷଣ କରି ଚାଲିଥିଲେ , ଏକ ତରଫା ଭାବରେ। ଆଜି ରାଜା ରାମ ବାବୁ ଙ୍କୁ କିଛି ପ୍ରଶ୍ନ ପଚରିଥିବାରୁ ସେ ସଠିକ୍ ଭାବରେ ଉତ୍ତର ପ୍ରଦାନ କରୁଥିବା ସମୟ ରେ ଆପଣ ସେ topic ରୁ ବାହାରକୁ ଚାଲି ଯାଉ ଥିବା ଦେଖା ଯାଉ ଥିଲା । ମନୋରଞ୍ଜନ ବାବୁ ଆପଣ ଙ୍କୁ ପରାମର୍ଶ ଦିଆ ଯାଉଛି ଯେ ଆପଣ ସାରଥି ଙ୍କ ସମ୍ବନ୍ଧ ରେ ସତ୍ୟ ର ପଶ୍ଚାଧାବନ୍ କରନ୍ତୁ । ସତ୍ୟ କୁ ବାହାର କରନ୍ତୁ। ମିଛ ସବୁ ବେଳେ ଦାବି କରେ ମୁଁ ସତ ବୋଲି । ସତ କେବେ ଦାବି କରେନା ସେ ସତ ବୋଲି ।
ସାମ୍ବାଦିକ ମାନେ ହିଁ ସମାଜ କୁ ମିଥ୍ୟା ଶିଖାଉଛନ୍ତି. ରାଜାରାମ ବାବୁ ଠିକ କହୁଛନ୍ତି.
Manoranjan babu, apana au apananka team bhala bhabare research kari debate karantu. Rajaram Sir bahut bhala answer deichhanti.
ମନୋରଞ୍ଜନ ବାବୁ ପ୍ରଥମେ ଅନ୍ୟକୁ ଶୁଣନ୍ତୁ | କଥା ମଝିରେ କୁହନ୍ତୁ ନାହିଁ।
ଅଜବ ଯୁକ୍ତି କରୁଥିବା ଲୋକଙ୍କୁ କାହିଁକି ଡାକୁଛନ୍ତି ଏ ଆଲୋଚନା କୁ।
Mahapravu sarathi 🙏🏻
ରାଜାରାମ ବାବୁ 🙏
ଜୟ ମହାପ୍ରଭୁ ଶ୍ରୀମଦ୍ ସାରଥି
Rajaram babu nka jukti excellent
ଜୟ ମହାପ୍ରଭୁ ସାରଥୀ ❤🌹😭👍🙏
Raja Ram babu thank you
ଏ ସାମ୍ବାଦିକ ମାନେ ମୁସଲମାନ ବାବା ମାନଙ୍କ ଉପରେ କୌଣସି ଟିପ୍ପଣୀ କରୁ ନାହାନ୍ତି ।
Right
RajaRam Babunku Dhanya Bad.Tanka Bhali Lokanka Saha Ete Sasta Katha Barta Debet Ku Fika kariDauchi.
Verry good interview and its answer
Raja Ram babu is right...
ମଣିଷ ଠକିବା ଓ ଧର୍ମ ଗୁରୁ ମାନେ ଠକିବା ସବୁ ସମାନ କି?
rajaram babu thik kahichanti , se samayare biswahindu parisada jadi hastakhyepa kari nathanta tebe ahuri kete ashrama dhulisat heithanta , sadhu santha mananka jogu aji odishare musalman nka sankhya aatha pratisata re simita achi
ହୁଲାଲା ହୁଲାଲା କ'ଣ ।ୟା ଉପରେ କୌଣସି ଟିପ୍ପଣୀ କର । ଖ୍ରୀଷ୍ଟିଆନ ମାନଙ୍କ ଉପରେ କୁହ ।
Rajaramajee bhandami katha kahi chalichhanty Bartaman BJP Bala hoichhany
ମନୋରଞ୍ଜନ ମିଶ୍ର sir rajram Satpathy ଙ୍କୁ କାହିଁକି ଡାକନ୍ତି?? ଇୟେ ଅବସ୍ତବ୍ ଯୁକ୍ତି କରନ୍ତି। ୟାଙ୍କୁ ୧୦୦ରୁ ୯୦ଜଣ ପସନ୍ଦ କରନ୍ତି ନାହିଁ।
Calling Rajaram Babu is just to increase his value. Manoranjan Babu should call people having contributed to society.
kain ete sasta topic re discuss karuchanti
NEWS ROOM କୁ ପ୍ରଶ୍ନ? ଆଉ କଣ topic ନାହିଁ?? ଫାଲତୁ କଥା କୁ talk କରୁଛ?tea ପିଇ କଥା ହେଉଛ? ଏହା tea ଖଟି କି??tea ଖଟି ରେ ଭଲ ବିଷୟ discussion ହୁଏ।
Sambadika Mane sabu peta Pani micha khabara dau chanti
Mu totally jibenahi r babu sidha katha kuhantu
Nonsense jukti karchhi, bad interview.