ଭଲ ବ୍ୟକ୍ତିଙ୍କ ଜୀବନରେ ଅଧିକ ଦୁଃଖ କାହିଁକି ଆସେ?

แชร์
ฝัง
  • เผยแพร่เมื่อ 22 พ.ย. 2024

ความคิดเห็น • 250

  • @puspalatanayak3246
    @puspalatanayak3246 9 หลายเดือนก่อน +22

    ହୃଦୟର ଗଭୀର ତମ ପ୍ରଦେଶ ରୁ ଆପଣ ଙ୍କ ଚରଣ କମଳରେ ଅନନ୍ତ କୋଟି ବାର ଭକ୍ତି ପୂତ ପ୍ରଣିପାତ l ଏ ଦିବ୍ୟ କଥା ମୃତ କୁ ଶ୍ରବଣ କଲାପରେ ପରମ ପ୍ରଶାନ୍ତି ରେ ଭରିଗଲା ଆତ୍ମା ଆଉ ମନ l କୋଉ ଶବ୍ବ ରେ କୃତଜ୍ଞତା ଜଣେଇବି ଜାଣିପାରୁନି ପ୍ରଭୁଜୀ! 🙏🌹🙏ଏମିତି ଅନୁଗ୍ରହ ଆଉ କରୁଣା ଏ ଅଧମ ମାନଙ୍କ ପ୍ରତି ରଖିଥିବେ ପ୍ରଭୁ 🙏🌹🙏

    • @gayatribehera8053
      @gayatribehera8053 3 หลายเดือนก่อน

      Maa saraswati tanka kanthare bidyaman sethipai tankara katha sabubele mitha lage,,jay guruji🙏🙏

  • @physicismycrush
    @physicismycrush 9 หลายเดือนก่อน +13

    କଣ କହିବି ପ୍ରଭୁ.. ଅପଣଂକ କଥା ଅମୃତ ତୁଲ୍ୟ.. ମୋର 90% ଦୁଃଖ ଦୂର କରିଦେଲେ.. ଖୁବ ସୁନ୍ଦର ବାର୍ତା.. ଏମିତି vedio ଆଣନ୍ତୁ.
    ପ୍ରଫୁଲ୍ଲ
    ଅଡା, balasore

  • @somanathkhara8368
    @somanathkhara8368 9 หลายเดือนก่อน +30

    କ"ଣ କରିବା ସାର, ବର୍ତ୍ତମାନ ତ ଅଭ୍ୟାସ ହୋଇ ଗଲୁଣି, ଦୁଃଖ ଆଉ କେତେ ସହିବା? ବାଲ୍ୟାବସ୍ଥା ରୁ ତ ଆଜି ପର୍ଯ୍ୟନ୍ତ ଦୁଃଖ ସରିଲା ନାହିଁ, ନିଜ ଜୀବନ ସାଥୀ ମାନେ ତ ସତ କହିଲ ମଧ୍ୟ ନବୁଝି ପରିବାରକୁ ଦୁଃଖ ଦେଇଥାନ୍ତି।

  • @deepaknayak9289
    @deepaknayak9289 8 หลายเดือนก่อน +3

    ଗୁରୁଜୀ ଆପଣ ଏମିତି ଆମକୁ ଜ୍ଞାନ ପ୍ରଦାନ କରି ଆନ୍ଧାର ରୁ ଆଲୋକ କୁ ନେଇ ଆସନ୍ତୁ , ଆପଣଂକ ପାଦପଦ୍ମ ରେ କୋଟି ପ୍ରଣାମ 🙏🙏🙏

  • @patitakumarchoudhury9855
    @patitakumarchoudhury9855 3 หลายเดือนก่อน +6

    ଭଲ ଲୋକଙ୍କୁ ମାତ୍ରାଧିକ କଷ୍ଟ ଦେଲେ ଭୁଲ ରାସ୍ତାରେ ଯାଏ, ତ ପରେ ଯମ ପାପି କହି ନର୍କ କୁ ପଠେଇ ଦିଏ 🙏

  • @kishormajhi2573
    @kishormajhi2573 21 วันที่ผ่านมา

    ଗୁରୁଜୀ ଙ୍କ ପାଦତଳେ ଏ ଅଧମ ର
    କୋଟି କୋଟି ଭୂମିଷ୍ଠ ପ୍ରଣାମ 🙏🙏🙏
    ଏ ସଂସାର ରୁ ମୁକ୍ତି ପାଇବା ପାଇଁ
    ଆପଣ ବହୁତ ବଡ ଜ୍ଞାନ ପ୍ରଦାନ କଲେ 🙏
    👏

  • @niranjansethy4157
    @niranjansethy4157 19 วันที่ผ่านมา

    pujya namaste ji
    your prabachana is 100%
    right beaitifull message for
    society
    👌🙏👌

  • @radharani178
    @radharani178 8 หลายเดือนก่อน +2

    Koti koti pranam brabhu ji , 🙏 aaji bahut bada katha gote sikhili , ate dina hela jo dukha karuthili , apanka katha suni , sabu dukh dura heigala 🙏🙏

  • @SabitaPanda-dg7tg
    @SabitaPanda-dg7tg 3 หลายเดือนก่อน +2

    ସାର ମୋ ଠାରେ ଏମିତି ହେଉଛି। ସବୁ ବେଳେ ଭଗବାନ କଥା କୁହନ୍ତି । ତାଙ୍କର। ସେବା। କରଂନି

  • @BabyNayak-sm7uu
    @BabyNayak-sm7uu 3 หลายเดือนก่อน +1

    Pranam Guruji apananka prabachanabhtbhala laguchi

  • @RabindranathBehera-p3x
    @RabindranathBehera-p3x หลายเดือนก่อน +1

    Sundar vabare paribesan karithibaru dhanyawad 🙏Jay Jagannath 🙏

  • @MadhabaPani-g7w
    @MadhabaPani-g7w 9 หลายเดือนก่อน +6

    ପ୍ରଭୁ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏

  • @ashoksahu6228
    @ashoksahu6228 หลายเดือนก่อน

    ଧନ୍ୟବାଦ ପ୍ରଭୁ ଆଜି ଆପଣଙ୍କ ର କଥା ଶୁଣି ବହୁତ ଭଲ ଲାଗିଲା, ଆଣ୍ଠୁଆ ଗୋପାଳ ରଖିଲେ କଣ ଭଲ ମନ୍ଦ ହୁଏ ଜାଣି ବହୁତ ଭଲ ଲାଗିଲା, ଏବେ ଆମ ଘରେ କିଛି ଦିନ ହେଲା, ଆମ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବୁଝାମଣା ଠିକ ନାହିଁ, ଏବେ କଣ କଲେ ଭଲ ହେବ ମୋତେ ଦୟାକରି କିଛି ସୁଝାବ ଦେବେ ବୋଲି ମୋର ଆଶା, ହରେକୃଷ୍ଣ 🙏🙏🙏

  • @rakeshswainrakesh4989
    @rakeshswainrakesh4989 3 หลายเดือนก่อน +1

    ବହୁତ ସୁନ୍ଦର ଭାବରେ ବୁଝାଉଛନ୍ତି ଆପଣ

  • @ParasmitaPattanaik
    @ParasmitaPattanaik 5 หลายเดือนก่อน +1

    Hare Krishna prabhuji. Apanaka Katha pura sata.Thank you prabhuji.

  • @LazyTurtle587
    @LazyTurtle587 25 วันที่ผ่านมา +1

    ଝଡ ପରେ ନୀରବତା ଆସିଥାଏ ଆଉ ନିଜର କେଇ ଆପଣାର କିଛି ନକହି ଚାଲିଯିବା (ମୃତ୍ୟୁ ନୁହେ) ମଧ୍ୟ ମନରେ ନୀରବତା ଆସିଥାଏ....🫀

  • @rkmcreations21.22
    @rkmcreations21.22 หลายเดือนก่อน

    ଗୁରୁଜୀ ଆପଣ ଯାହା କହିଲେ ଠିକ ଯେ ଆଜି କାଲି ସମୟ ରେ ଅତ୍ୟଧିକ ମାନସିକ ଚାପ ରେ ହାର୍ଟ ଆର୍ଟକ ହଉଚି 🙏🏻🙏🏻🙏🏻

  • @RashmiMishra-hm6gl
    @RashmiMishra-hm6gl 2 หลายเดือนก่อน

    Harekrishna Prabhu ji A video re bahut sundar bhabe bujhaidele aapana. Bhala loka hi dukkha paucchhi aajira dunia re🙏

  • @Urcollection
    @Urcollection 8 หลายเดือนก่อน +3

    ଭଗବାନ ତ ପଠେଇଛନ୍ତି ଏଇ ସଂସାର କୁ ଦୀନହୀନ ନିହାତି ଗରିବ ଦୁଃଖୀ ବ୍ୟକ୍ତି ଙ୍କ ସେବା ପାଇଁ
    ଯାହା ଫଳରେ ଭଗବାନ ଖୁସି ହୁଅନ୍ତି ,
    ଭଗବାନ ଙ୍କ କି ସେବା ଆଉ ଆପଣ କରିବେ @rajaswain

  • @ashokdas6506
    @ashokdas6506 27 วันที่ผ่านมา

    ଦୁଃଖ ସୁଖ ନିଜର ଭାବ ବିଚାର ଉପରେ ନିର୍ଭର କରେ l ପ୍ରଭୁ ଯାହାକୁ ଅଧିକ ଭଲ ପାନ୍ତି ତାହାର ଭଲକରିଥାନ୍ତି l ଆମେ ବୁଝିପାରିନଥାନ୍ତି l

  • @ranjanjena7803
    @ranjanjena7803 9 หลายเดือนก่อน +3

    Absolutely correct prabhuji

  • @sudeshnadash362
    @sudeshnadash362 9 หลายเดือนก่อน +4

    ବାଵା ପ୍ରଣାମ 🙏🙏 ଵାଵା ଆଜିକାଲି ଝିଅ ପୁଅ ଙ୍କୁ ଭଲ କଥା କହି ହେଉନି ଆଉ ପୁଅ ଝିଅ ମାଁ ବାବା କଥା ଵୁଝୁନି ପର କଥା କୁ ମାନନ୍ତି ଆଜି କାଲି ପୁଅଝିଅ

  • @philurout
    @philurout หลายเดือนก่อน

    Pranam guruji ❤❤❤ bahuta sundar katha kahile

  • @baikunthanathadas3657
    @baikunthanathadas3657 9 หลายเดือนก่อน +1

    ପ୍ରଣାମ ବାବା ! ସୁନ୍ଦର ପ୍ରବଚନ।

  • @Parthimapanda
    @Parthimapanda 7 หลายเดือนก่อน +3

    ଲୋକେ ଭଲ ଚିନ୍ତା କରିବା ଲୋକଙ୍କୁ ସ୍ୱାର୍ଥ ପାଇଁ ବ୍ୟବହାର କରନ୍ତି କାମ ସରିଲେ ନିଜ ବାଟ ବାଛି ନିଅନ୍ତି ଓ ସେଇ ମଣିଷ କୁ ଭୁଲି ଯାଆନ୍ତି

    • @bimalbehera996
      @bimalbehera996 5 หลายเดือนก่อน

      ଠିକ କହିଛ ଭାଇ 😭😭

  • @SujataDas-mq4ek
    @SujataDas-mq4ek 10 วันที่ผ่านมา

    Beautiful,,,,,prabachana

  • @tapandash1282
    @tapandash1282 2 หลายเดือนก่อน +1

    Good education

  • @mamatasamantaray1440
    @mamatasamantaray1440 9 หลายเดือนก่อน +4

    Beautiful explanation prabhuji 🙏

  • @gyanranjanranjan8651
    @gyanranjanranjan8651 7 หลายเดือนก่อน +1

    ରାଧେ ରାଧେ 🌹🌸🏵️🌼🌺 ଶ୍ରୀ ହରି ବଂଶ 🙏🙏🙏🙏

  • @satyapriyabiswal3691
    @satyapriyabiswal3691 7 หลายเดือนก่อน +1

    Pranam guruji. Your all words are absolutely correct. Hare krishna Hare krishna.

  • @prabhat81prabhatbarik56
    @prabhat81prabhatbarik56 9 หลายเดือนก่อน

    Apanku Ashesh Ashesh Dhanyabad, Really Apanka nikataru bahuta kichhi Sikshya Arjan karibara Achhi mote🙏🙏

  • @goutamasahu4041
    @goutamasahu4041 9 หลายเดือนก่อน +1

    Dandabad Guruji. Hare Krishna, Hare Ram.

  • @debasishsahoo164
    @debasishsahoo164 8 หลายเดือนก่อน +2

    Thanks pr...mate changed karithibaru ..1st time meet with sangramjeet pr at isckon

  • @kamalakantabaghar25
    @kamalakantabaghar25 21 วันที่ผ่านมา

    Guruji bahut badhiya advice 🙏

  • @LililataNayak-i4k
    @LililataNayak-i4k 5 หลายเดือนก่อน

    Hare Krishna prabhuji apana katha purasata Thankyou prabhuji🙏🙏🙏🙏😭😭

  • @juliesvocals4644
    @juliesvocals4644 9 หลายเดือนก่อน +2

    Harekrishna Guruji 🙏🙏🙏 Atyanta Hrudaya sparsi video 🙏🙏🙏Jay shreeman Narayana Narayana Hari Hari 🙏🙏🙏

  • @jyotiramabhuyan5319
    @jyotiramabhuyan5319 9 หลายเดือนก่อน

    Hare Krishna Prabhuji🙏🏻🌷
    So you are right 100%

  • @rinaranimishra6356
    @rinaranimishra6356 9 หลายเดือนก่อน +1

    Harekrishna dandabat pranam pravuji 🙏

  • @tarulatamohanty4893
    @tarulatamohanty4893 8 หลายเดือนก่อน

    Apananka charanatale koti koti pranam prabhuji Apananka prabachana bahut hrudayasparsi.mu sabubele sunuchhi.kintu ketedur Apananka upadesaku karyakari kariparibi janena.

  • @LililataNayak-i4k
    @LililataNayak-i4k 5 หลายเดือนก่อน +2

    Kote kote pranam prabhuji😭🙏🙏🙏🙏🙏🙏🙏🙏🙏😭🌹🙏🙏❤️

  • @GouttamDas-e6z
    @GouttamDas-e6z 3 หลายเดือนก่อน

    Hare Krishna prabhuji absolutely correct guruji

  • @Orrisavlog
    @Orrisavlog 26 วันที่ผ่านมา

    Prabhu Apananku mora namaskar 🙏🙏🙏 barta suni dhanya heigoli... Jay radhe krishna 🙏🙏🙏 satya srdha hi karma bhagwaan hi sbu kichii... Jay jagannath 🙏🙏🙏

  • @SharmisthaPrusty-kq5pc
    @SharmisthaPrusty-kq5pc 3 หลายเดือนก่อน

    Bhala au gyana thiba sehi loka pakhaku jiba jie katha bhuji bhujie pariba

  • @kunimohanty552
    @kunimohanty552 7 หลายเดือนก่อน +2

    Sir your teaching style is so sweet ❤❤

  • @manoranjanpradhan2966
    @manoranjanpradhan2966 9 หลายเดือนก่อน

    Beautiful thinks so nice koti. Koti...pranam

  • @KahnuCharansahoo-j1j
    @KahnuCharansahoo-j1j 3 หลายเดือนก่อน

    ଭଗବାନ କହୁଛନ୍ତି ମୁଁ ଯାହାକୁ ଭଲପାଏ ତାକୁ ଅଧିକଦୁଃଖ ଦେଇ ତାକୁ
    ମୋଆଡକୁଟାଣିନିଏ,ଠିକ କଥା।
    ଆପଣଗୋଟିଏକଥା ଲକ୍ଷକରିବେ
    ଯେଉଁଠିକିଛି ଧର୍ମକଥାଆଲୋଚନା
    ହେଉଥାଏ ସେଠିଯଦିପ୍ରଶାଦ ଖାଇ
    ବାର ବ୍ୟବସ୍ଥା ଥାଏ ସେଠାକୁ ବହୁତଲୋକଯାଆନ୍ତି, ଯଦି ଖାଇବାର ବ୍ୟବସ୍ଥା ନଥାଏ ସେଠାକୁ ବହୁତ କମଲୋକଯାଆନ୍ତି
    ଏମିତିକଣ ପାଇଁ ହୁଏ ଦୟାକରି
    ଟିକିଏ କହିବେ।

  • @debidattamohanty7231
    @debidattamohanty7231 7 หลายเดือนก่อน +1

    Hare Krishna 🙌😇... Badhiya bujheile... Emiti video banei chalantu

  • @pramilasahu4916
    @pramilasahu4916 9 หลายเดือนก่อน +1

    Hare Krishna prabhuji kotti kotti dandabat pranam 🙏🏻🙏🏻

  • @SaraswatiBehera-f8i
    @SaraswatiBehera-f8i หลายเดือนก่อน

    Hare Krishna🙏dhanyabad guruji🙏

  • @sabitakuni4404
    @sabitakuni4404 หลายเดือนก่อน

    Apana nkara Katha sunikari bahuta bhala lagila

    • @sabitakuni4404
      @sabitakuni4404 หลายเดือนก่อน

      Apananku koti koti dhanyabada🙏🙏🙏🙏

  • @AkruraPradhan-h8k
    @AkruraPradhan-h8k 9 หลายเดือนก่อน +1

    Hare Krishna dandavat pranam prabhuji 🙇🙇🙇

  • @vastavkumar9482
    @vastavkumar9482 9 หลายเดือนก่อน

    Tahnk u prabhu. My doubts cleared 100%

  • @Subasinibehera-j9m
    @Subasinibehera-j9m 6 หลายเดือนก่อน +1

    ହରେକୃଷ୍ଣ ଦଣ୍ଡବତ ଗୁରୁଜୀ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️

  • @piyushanayak
    @piyushanayak 9 หลายเดือนก่อน +1

    Hare Krishna Prabhuji 🪷
    Thankyou for making so nice videos 🙏

  • @sudhanshusekhartripathy838
    @sudhanshusekhartripathy838 9 หลายเดือนก่อน

    Bhai pranam... Bhala lagila suniki.... Satya kathana...

  • @saratsamal9981
    @saratsamal9981 9 หลายเดือนก่อน

    COERERS OF SALUTATION FOR YOUR VALUABLE ADVICE TO OUR SOCIETY

  • @jayantiDas-xx6hb
    @jayantiDas-xx6hb 9 หลายเดือนก่อน

    Bahut sundar anuchint

  • @sabyasachiray6827
    @sabyasachiray6827 9 หลายเดือนก่อน +2

    Hare Krishna prabhuji ❤

  • @ashokdas6506
    @ashokdas6506 27 วันที่ผ่านมา +1

    ପିଲା ଔଷଧ ଖାଇବାକୁ ଇଚ୍ଛା କରନ୍ତି ନାହିଁ l ପିତା ଖାଇବାକୁ ଇଚ୍ଛା କରନ୍ତି ନାହିଁ l ପିଲା ପାଇଁ ଭଲ ହେତୁ ବାପା ମାଆ ଖାଇବାକୁ ଦେଇଥାନ୍ତି l ପ୍ରଭୁ ଯାହା କରିଥାନ୍ତି ଆମ ଭଲ ପାଇଁ କରିଥାନ୍ତି l

  • @puspajitpanda6712
    @puspajitpanda6712 4 หลายเดือนก่อน

    ହରେକୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 🙌

  • @namitakhuntia8220
    @namitakhuntia8220 4 หลายเดือนก่อน

    Bhala lagila guruji 🙏🙏🙏

  • @saumyaranjanbhuyan7442
    @saumyaranjanbhuyan7442 หลายเดือนก่อน

    Nana utara ta satispy lagilani
    Bhala loka jadi sabubele dukha paiba .samaste kharapa haba ku chanhibe.dhire dhire sanshara ru bhala loka bilupta heijibe.

  • @Jabahar-x7b
    @Jabahar-x7b หลายเดือนก่อน

    Atfast I. Salut to you sar. Youradvise is very nice

  • @mamatamishra7988
    @mamatamishra7988 หลายเดือนก่อน

    କୋଟି କୋଟି ପ୍ରଣାମ ବାବା ମୋମନ ର କଥା କହିଲେ ମୋମା ଠିକ୍ ଏପରି ଦୁଃଖରେ ସବୁ ବେଳେ ଉଁ

  • @sanjuktabhuyan6507
    @sanjuktabhuyan6507 9 หลายเดือนก่อน

    Jay Jagannath Samastanka Bhalare rakhantu. Thank Charanare Ananta koti pranam 🙏❤🙏❤️🙏❤️🙏❤️🙏 baba pranam 🙏🙏bahut Sundar Katha kahile, sethipai bahut bahut dhanyabad.

  • @chandrarekhapradhan9797
    @chandrarekhapradhan9797 9 หลายเดือนก่อน

    Prabhuji koti koti pranam 🙏🙏🙏nice explanation. Pls upload videos explaining every shlok of Gita that will reach upto each simple people , even an illiterate person could understand .we will be greatful to U 🙏🙏🙏

  • @subhadrikalaxmipriyasahoo3069
    @subhadrikalaxmipriyasahoo3069 9 หลายเดือนก่อน

    Hare Krishna Prabhuji Dandabata Pranam 🙏🙏🙏🙏🙏

  • @swarnashreerath6968
    @swarnashreerath6968 9 หลายเดือนก่อน

    Very very very excellent pura 100 percent thik 🙏🙏🙏

  • @SasmitaRana-h6k
    @SasmitaRana-h6k 9 หลายเดือนก่อน

    ବହୁତ ଧନ୍ୟବାଦ ଭାଇ

  • @ramkrishnadasa1868
    @ramkrishnadasa1868 9 หลายเดือนก่อน

    Harekrisna 🙏 dawnntbat parnma parbhuji 🙏🙏🙏🙏

  • @rajaswain7684
    @rajaswain7684 9 หลายเดือนก่อน +31

    ନନା ଏ ସଂସାରରେ ରହିକି କିଛି ଲାଭ ନାହିଁ ମୁଁ ଚାହୁଁଛି ଭଗବାନ କଂର ସେବା କରିବାପାଇଁ ହେଲେ ଘରେ ରହିକି ବି କରିପାରୁନି ମୁଁ ଚାହୁଁଛି କୋଉଠି କି ଯିବି ମୁଁ ସେଠି ରହନ୍ତି

    • @jasoji
      @jasoji 9 หลายเดือนก่อน +5

      ଆରେ ବୋକା ନିଜକୁ ନିଜେ ଚିହ୍ନ ଆଗେ ତାପରେ ଠାକୁର ସେବା କରିବୁ ନିଜ ଦେହ ରେ ବ୍ରହ୍ମ/ଆତ୍ମା/କୁଣ୍ଡଳୀ ଠାକୁର ଅଛନ୍ତି ଏକୁ ଚିହ୍ନ ଆଗ । କୁଆଡେ ଯିବା ଦରକାର ନାହିଁ ଘରେ ତୁ ପାଇବୁ । ଦେହ ସେବା କଣ ଠାକୁର ଯେମିତି ଯାହା ଖାଆନ୍ତି ସେପରି ଖା ଯୋଗ ଧ୍ୟାନ କର ଭଲ ସାଙ୍ଗ ସାଥୀ କର ପାଠ ବା କୋଉ କର୍ମ୍ ରେ ଲଗିଯା କିଛି ସମାଜ ସେବା କର ଏମିତି କେତେ ଜିନିଷ । 😁

    • @sankarsahu9612
      @sankarsahu9612 9 หลายเดือนก่อน

      Bhai loko ku help kara ...bhagaban asijibe Tama pakhaku

    • @Urcollection
      @Urcollection 8 หลายเดือนก่อน

      ଭଗବାନ ତ ପଠେଇଛନ୍ତି ଏଇ ସଂସାର କୁ ଦୀନହୀନ ନିହାତି ଗରିବ ଦୁଃଖୀ ବ୍ୟକ୍ତି ଙ୍କ ସେବା ପାଇଁ
      ଯାହା ଫଳରେ ଭଗବାନ ଖୁସି ହୁଅନ୍ତି ,
      ଭଗବାନ ଙ୍କ କି ସେବା ଆଉ ଆପଣ କରିବେ @rajaswain

    • @abinashmohanty546
      @abinashmohanty546 3 หลายเดือนก่อน

      ​@@jasojiAshram ku jiba sabuthu best.

    • @abinashmohanty546
      @abinashmohanty546 3 หลายเดือนก่อน

      ​@@sankarsahu9612bala na loka ta magana naba pain anei hhanti.needy people nku help Kariba darkar.

  • @PrativaDas-o2r
    @PrativaDas-o2r 3 หลายเดือนก่อน

    Pravuji 👃👃👃 pranam mun apanka Sangha re sadasya hebaku chahunchhi diikhya nebaku chahunchhi apana bata dekhantu

  • @sabitakuni4404
    @sabitakuni4404 หลายเดือนก่อน

    Radhe Radhe Guru ji

  • @BhaktiNayak-k5k
    @BhaktiNayak-k5k 3 หลายเดือนก่อน

    ଆପଣ ଙ୍କ କଥା ଶୁଣି ମୋ ଆଖି ରୁ ଲୁହ ଆସିଗଲା
    ,ମୋ ର ବହୁତ ଦୁଃଖ , ମୁଁ ଆଉ ସହି ପାରୁନି

  • @maminadasmahapada3289
    @maminadasmahapada3289 6 หลายเดือนก่อน

    Hare Krishna prabhuji dandbat pranam 👏

  • @batapanda3141
    @batapanda3141 9 หลายเดือนก่อน +1

    Hare krishna Prabhuji

  • @sankardasmonstar5527
    @sankardasmonstar5527 9 หลายเดือนก่อน +2

    I love u sir your words god wishshes 👌🙏🙏

  • @sudarsannayak9101
    @sudarsannayak9101 5 หลายเดือนก่อน

    Hare krishn jay jagannath prabhuji

  • @pramodiniroul8054
    @pramodiniroul8054 3 หลายเดือนก่อน

    Hare krishna hare krishna hare krishna hare krishna hare krishna hare krishna hare krishna hare krishna hare krishna hare krishna

  • @JayadevBehera-cl5mw
    @JayadevBehera-cl5mw 9 หลายเดือนก่อน

    Tike sir bhala katha kahila 🙏🙏🙏

  • @DL-po4vy
    @DL-po4vy 9 หลายเดือนก่อน

    jay jagannath.nirat satakatha apan kahichanti .

  • @satyanarayanpanda8564
    @satyanarayanpanda8564 3 หลายเดือนก่อน

    ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 🙏🙏🙏🙏

  • @LovelyPriyankaofficial
    @LovelyPriyankaofficial 9 หลายเดือนก่อน +1

    Hare Krishna prabhuji 🙏🥹

  • @krushnachandrabehera1039
    @krushnachandrabehera1039 2 หลายเดือนก่อน

    ହରେକୃଷ୍ଣ ହରେକୃଷ୍ଣ 🙏🙏🙏🙏🙏

  • @subhalaximipradhan3335
    @subhalaximipradhan3335 หลายเดือนก่อน

    Radhe Krishna 🙏

  • @omprakashpradhan8701
    @omprakashpradhan8701 9 หลายเดือนก่อน

    Hare Krishna prabhuji dandavat pranam 🙏🙏🙏🙏

  • @sushreesaritapradhan7445
    @sushreesaritapradhan7445 7 หลายเดือนก่อน

    Jay jagannath. Jadi amaku nija loka hi bujhi paribeni, au ta pai family re ashanti lagi rahuthiba. Tara kana upachara? Nija loka nku protect kariba vala rasta ku aniba ta ama kartabya na? Ignore ta kariba thik habani au sansara re jebe jaye achhu sebe jaye ta rahibaku haba samastanka saha misiki .

  • @minatisahoo2257
    @minatisahoo2257 9 หลายเดือนก่อน

    Hare krishna prabhuji❤

  • @SureshChandra-mk9sq
    @SureshChandra-mk9sq 3 หลายเดือนก่อน

    Sabu bele dukha deeki tannku khushi laguchi jagi a sansara re maya re ame rahile se dukha deeuchanti tahale se a sansara ru amaku neejantu setaka b karunahanti khali dukha deeuchanti😭😭😭😭😭😭😭😭😭😭😭😭😭kn karibu na sahi hauchi na rahi hauchi amiti hele ta bhawan nka uparu bharasa,biswas sabu bela pain chali jiba😞 mu jadi kichi bhul kahithib ta khama karidebe🙏🏻mote.

  • @etishreebasantibehera9787
    @etishreebasantibehera9787 หลายเดือนก่อน

    Om shanti baiji

  • @mrs.sasmitasahu5402
    @mrs.sasmitasahu5402 9 หลายเดือนก่อน

    Hare Krishna Prabhuji pranam ,

  • @pramilabarik3626
    @pramilabarik3626 9 หลายเดือนก่อน

    Jay dhree Jagannath baba🙏😘 guruji pransma🙏

  • @jajnaseninayak5282
    @jajnaseninayak5282 9 หลายเดือนก่อน +1

    Jay shree krishna Prabhu ji 🙏

  • @Parija-gw9ft
    @Parija-gw9ft 6 หลายเดือนก่อน

    Guruji pranam apn jaha kahile sabu thiki kintu mu ta kahar kharap chauni mor sabu kharap ଚଚନ୍ତି

  • @chandrakantikunu5572
    @chandrakantikunu5572 9 หลายเดือนก่อน

    Absolutely right guruji🙏

  • @rameshchandrabhoi8916
    @rameshchandrabhoi8916 6 หลายเดือนก่อน

    Guru ji mu bi tama pari hebaku chhanhe.❤❤❤❤Jay shree ram jay hanuman Jay shree krishna krishna krishna hare hare hare hare

  • @puspalatanayak3246
    @puspalatanayak3246 9 หลายเดือนก่อน +1

    ପ୍ରଣାମ ପ୍ରଭୁଜୀ 🙏🌹🙏

  • @pabanjenajena674
    @pabanjenajena674 8 หลายเดือนก่อน

    Radhe Krishna 🙏🌹🙏

  • @rasmirekhasahoo9717
    @rasmirekhasahoo9717 9 หลายเดือนก่อน

    Pranam prabhuji 🙏🙏🙏mo life re semiti dukha deichanti prabhu .....mo colour kala pain ama bhitare sabubele disturbance hauchi .....3yr heigala sahi sahi au sahi hauni ....bhabuchi se change heijibe se jama change haunahati khali bhautik jagat katha bhabuchanti adhytmika line katha kahile b sununahati kahuchanti thakura nahanti thakura thile kain mo bhalia bhala pilaku kala pila dele mana pasand ra thakura deleni....nije dekhibaku na jai last re ete katha ....😭

    • @prafullapadhan7066
      @prafullapadhan7066 9 หลายเดือนก่อน

      ମୋର ପତ୍ନୀ ମୋତେ କଳା ଆଉ ବେଶୀ age କହି avoiad କରି ଫୋନ୍ ଭି block କରିଛନ୍ତି ଭଗବାନ ସମସ୍ତଙ୍କୁ ସଦ ବୁଦ୍ଧି ଦିଅନ୍ତୁ।

  • @nityanandakar6753
    @nityanandakar6753 9 หลายเดือนก่อน +1

    ପ୍ରଭୁ କୃପା କରନ୍ତୁ ଆପଣଙ୍କୁ