ମେଜରଙ୍କ ବାନ୍ଧବୀ ଅଙ୍କିତା କାନ୍ଦିକି କହିଥିବା କଥା ଓ ଭିଡ଼ିଓରେ ରହୁନି ତାଳମେଳ, ଉପୁଜୁଛି ଅନେକ ସନ୍ଦେହ |Bharatpur

แชร์
ฝัง
  • เผยแพร่เมื่อ 20 ก.ย. 2024
  • #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our TH-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

ความคิดเห็น • 421

  • @samaruhernna4118
    @samaruhernna4118 11 ชั่วโมงที่ผ่านมา +160

    ଝିଅ ଟୀ ବି ବଦମାସୀ ରୁ କିଛି କମ ନୁହେଁ

    • @saratkumarpanda7007
      @saratkumarpanda7007 10 ชั่วโมงที่ผ่านมา

      ରାତି ଅଧରେ 7ଜଣ ଯୁବକ ଯଦି ତମକୁ ଘେରାଉ କରିଦେବେ ତାହେଲେ ଜାଣିବ ପରିସ୍ଥିତି କଣ। ପୋଲିସ ଗଞ୍ଜେଇ ଟାଣି ବୁଲୁଛି।

    • @laxminarayanpadhy6820
      @laxminarayanpadhy6820 9 ชั่วโมงที่ผ่านมา +1

      Jaa bey

    • @sushantkumarsahoo4014
      @sushantkumarsahoo4014 7 ชั่วโมงที่ผ่านมา +3

      Right

    • @kuanrtudu9960
      @kuanrtudu9960 7 ชั่วโมงที่ผ่านมา +1

      Right

    • @SunilKumar-uk6tx
      @SunilKumar-uk6tx 6 ชั่วโมงที่ผ่านมา

      ସତ କଥା ଭାଇ

  • @Suser-gv1cw9fe8v
    @Suser-gv1cw9fe8v 9 ชั่วโมงที่ผ่านมา +17

    ଝିଅ ‌ଙ୍କୁ ପଛରା ଯ‌ଉ ଦଷ ଵାହାରିବ ଝିଅ ଟିର କଥାରେ କିଛି ସଂଦେହ ଲାଗୁଛି ❤❤❤

  • @prakashbehera8252
    @prakashbehera8252 10 ชั่วโมงที่ผ่านมา +47

    ସବୁର ମୂଳରେ ଝିଅଟାର ବଦମାଶୀ ଆଉ କିଛିନୁହଁ ସେ କାହକୁ behavior ଦେଖାଇ ନାହିଁ ପଇସା ଅଛି ଯାହା ଦେଖେଇ ପାରିବ ଆଇନ ତା ବାଟରେ କାମ କରିବ..... 🙏

  • @ODISHABHAI-eq8jq
    @ODISHABHAI-eq8jq 11 ชั่วโมงที่ผ่านมา +39

    ଓଡ଼ିଶା ପୋଲିସ ଙ୍କ ବ୍ୟବହାର ସମସ୍ତେ ଜାଣି ଛନ୍ତି, ସାଧାରଣ ଜନତା କାମ ପାଇଁ ଥାନା କୁ ଗଲେ କେମେତି ବାମ୍ପ ନିଅନ୍ତି, ସମସ୍ତେ ଜାଣି ଛନ୍ତି

    • @chandrakantiraaj8508
      @chandrakantiraaj8508 10 ชั่วโมงที่ผ่านมา +1

      Pura 100 pratisat satya kahile 🙏

    • @advikaacreation8387
      @advikaacreation8387 10 ชั่วโมงที่ผ่านมา +1

      Thana re jadi loka jaha kahibe karideba jadi police bhala jadi na kala ta police.........

    • @chaturamahanta013
      @chaturamahanta013 9 ชั่วโมงที่ผ่านมา +3

      ନବୀନ ପୋଲିସ୍ କୁ ଏପରି ହିଁ ଶିଖାଇ ଛନତି।

    • @pprabhashpprabhash1883
      @pprabhashpprabhash1883 4 ชั่วโมงที่ผ่านมา

      Abe naveen r athi dosa kana??

  • @mtkworld5092
    @mtkworld5092 11 ชั่วโมงที่ผ่านมา +18

    ସେ ପିଲା ମାନେ ତ ଯାହା କଲେ କଲେ କିନ୍ତୁ ଝିଅ ର ଭି କଥା ବାର୍ତ୍ତା ଠିକ୍ ନାହିଁ, ଯୁକ୍ତି ତର୍କ ନ କରି ସିଧା ଥାନା କୁ ଆସି FIR କରିବା କଥା, କିନ୍ତୁ ସେ, ସେ ପିଲା ମନଙ୍କ ସହିତ ଯୁକ୍ତି ତର୍କ କରି ଆସି ଥାନା ରେ ସେଠିକାର tension ଏଠି ଦେଖାଉଛି, ଆଉ ଆପଣ ମାନେ ତ ଜାଣିଛନ୍ତି ଓଡ଼ିଶା ପୋଲିସ କୁ ।

    • @Jyotiprakashpali
      @Jyotiprakashpali 10 ชั่วโมงที่ผ่านมา +1

      @@mtkworld5092 nai samaste saman thantini bhai mote kie cmnt kariba mu kn direct thana ku jibi ...Naa tanku kahibi kn pain emiti kahuchha ...mu b mo argument karibiki ki nahi tapare thana ku jibi jtble mu aau paribini

    • @mtkworld5092
      @mtkworld5092 8 ชั่วโมงที่ผ่านมา

      @@Jyotiprakashpali ଯୁକ୍ତି କଲେ ଠିକ୍, କଣ ଝିଅ ଏମିତି ଖରାପ ଭାଷା ରେ ଗାଳି ଦେବା ଠିକ୍। ସେ ଗାଳି ଦେଲା ବୋଲି ପିଲା ମାନେ ତା ଉପରକୁ ଆଉ ଚଢ଼ି ବସିଲେ ।

    • @Jyotiprakashpali
      @Jyotiprakashpali 7 ชั่วโมงที่ผ่านมา

      @@mtkworld5092 are bhai se kn gaali deichhi ki..kn kahuchha se argument karichhi jauta thik aau uchit jabab

    • @Jyotiprakashpali
      @Jyotiprakashpali 7 ชั่วโมงที่ผ่านมา

      @@mtkworld5092 1st katha se jhia kn pain arguments kala ...se tara gaadi bhitre jaha kala emane sabu cmnt maribaku kie ki kn genhupati??

  • @kaliakm3181
    @kaliakm3181 9 ชั่วโมงที่ผ่านมา +25

    ଏଠି ଦେଖିବାକୁ ଗଲେ ସେ ମାଡାମ ବି କମ ନୁହେଁ ଆକୁ ପୁରା ତଦନ୍ତ କରାଜାଉ ଶେ ପୋଲିସ୍ ହେଉ କିମ୍ବା army ହେଉ ଭୁଲ୍ ଜାହାର ଥୀବ ତାକୁ ଦଣ୍ଡ ଦିଆଯାଉ

  • @Lovely143Dipti
    @Lovely143Dipti 9 ชั่วโมงที่ผ่านมา +31

    ଏ ଝିଅ ମଦ ପି ଆମ ମୁଖ୍ୟ ମନ୍ତ୍ରୀ ଙ୍କୁ ଗାଳି କରୁଛି, ଏ ବଦମାସ୍ କୁ ଜେଲ୍ ପଠା ଯାଉ

    • @LTT104
      @LTT104 8 ชั่วโมงที่ผ่านมา +2

      ତ ଗାଣ୍ଡି ଫାଟୁଛି କଣ ପାଇଁ

    • @ranjeetmaurya5199
      @ranjeetmaurya5199 7 ชั่วโมงที่ผ่านมา +2

      @@Lovely143Dipti OTV news fuse ଅନୁସାରେ ବହୁତ୍ ଥର ଏମିତି ବି ହୋଇଛି ଓଡ଼ିଶାର କଲେଜ ପିଲା କହିପାରୁନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ନା, ସେ ତ ଦିଲ୍ଲୀ ରୁ ଆସିଚି ସେ ଓଡ଼ିଶା ରେ କାହାକୁ ଚିହ୍ନିବ, ... ଭୁଲ ସେ ସେ ଦିଲ୍ଲୀ ବାଲି ର ହଉ ବା, ଓଡ଼ିଶାର ବୁଲୁଥିବା ରାତି ଅଧିଆ ବଦମାସ୍ ଟୋକା ହଉ ବା , ସେ ଥାନା କର୍ମଚାରୀ ଯାହା ନା ରେ ବହୁତ୍ ଗୁଡ଼। Complain ଅଛି ତାର , ସମୟ ଆସିଲେ ଜଣା ପଡ଼ିବ ....

    • @CHANDANRATH-gy6xg
      @CHANDANRATH-gy6xg ชั่วโมงที่ผ่านมา

      Wow thik sie ama minister kemiti janiba

  • @gitabehera6085
    @gitabehera6085 11 ชั่วโมงที่ผ่านมา +41

    ଝିଅର ନାଟକ ତାର activity bhala nahin

  • @Sams-g7h
    @Sams-g7h 11 ชั่วโมงที่ผ่านมา +26

    Justice odisha police

  • @bijaysethy5052
    @bijaysethy5052 11 ชั่วโมงที่ผ่านมา +11

    ଓଡ଼ିଆ ଲୋକେ ବୋକା ନୁହଁନ୍ତି

  • @BabulaBenya-w3w
    @BabulaBenya-w3w 10 ชั่วโมงที่ผ่านมา +9

    Cm.. Ku.. Pm.. କୋଉ ଛନ୍ତି ଓଡିଶା ପିଲା ଛି

  • @tukuparida5714
    @tukuparida5714 11 ชั่วโมงที่ผ่านมา +29

    ଉଦଣ୍ଡୀ ଝିଅ ଇଏ ୟା କଥାରେ ତାଳ ମେଳ ନାହିଁ

    • @saratkumarpanda7007
      @saratkumarpanda7007 10 ชั่วโมงที่ผ่านมา +4

      ଆର୍ମି ମେଜର ପାୱାର ବିଷୟରେ ଜାଣିଛ ସେମାନେ ତାତିଲେ ପୋଲିସ ଖୁଣ୍ଟି ଓପାଡି ଦେବେ

    • @SuryaPadhi-t5y
      @SuryaPadhi-t5y 8 ชั่วโมงที่ผ่านมา +3

      ​@@saratkumarpanda7007se jhia ta army Major ki?

    • @sanjibkalet6180
      @sanjibkalet6180 ชั่วโมงที่ผ่านมา

      ​@@saratkumarpanda7007heti pai jhia ta udandi heiki buluchi

  • @SubhadarsisurendraPradhan
    @SubhadarsisurendraPradhan 11 ชั่วโมงที่ผ่านมา +5

    Ate media dekhili samaste full video ku cut kari police ku blame karuchhanti... full video ku tuma channel hi lokanka front ku anila.... really good ❤
    Good channel 👍

  • @deepakdhal7530
    @deepakdhal7530 10 ชั่วโมงที่ผ่านมา +5

    ମୋହନ ମାଝୀ କିଏ ଭଲ କହିଛି ମୋଦୀ କହିବ ସେଇଆ କରିବ ମୋହନ

  • @CITYTWRITE
    @CITYTWRITE 11 ชั่วโมงที่ผ่านมา +40

    ଏ ଝିଅ କୁ ଆଗ ଦଣ୍ଡ ଦରକାର

  • @jayantanayak1793
    @jayantanayak1793 11 ชั่วโมงที่ผ่านมา +54

    ଯେକୌଣସି ଲୋକ ରାତିରେ ଭୁବନେଶ୍ୱର ରେ ବୁଲିପାରିବ ଲୋକ ତାଙ୍କୁ କମେଣ୍ଟ କରିବାକୁ କିଏ?ସେମାନେ ମୋହନ ମାଝି ଙ୍କ ନାମ ନେବାର ଦରକାର କଣ ଥିଲା ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ଥିଲା କି!

    • @soumyaranjansamantaray8817
      @soumyaranjansamantaray8817 10 ชั่วโมงที่ผ่านมา +3

      Tama bhani tahale rati 3ta re mada pi toka saha bule sebhali sanskar ama odia nka nuha

    • @jayantanayak1793
      @jayantanayak1793 10 ชั่วโมงที่ผ่านมา

      @@soumyaranjansamantaray8817 ଏଇଟା ପାକିସ୍ତାନ କିମ୍ବା ମୁସଲମାନ ଦେଶ ନୁହଁ ଭାରତ ମାତା କୀ ଜୟ

    • @sanvi5540
      @sanvi5540 10 ชั่วโมงที่ผ่านมา

      rati adhia oscar paiba nisha.. sadajantra nue trp nisha modi ku gharichi.. dina re loka hani dauchanti police samna re au eita nangala heiki buluchi badnam kie kariba kou naa achi

    • @Jyotiprakashpali
      @Jyotiprakashpali 10 ชั่วโมงที่ผ่านมา

      Se mada piithila boli tu sala bhadua kmt janilu be ​@@soumyaranjansamantaray8817

    • @anmayakumar1551
      @anmayakumar1551 10 ชั่วโมงที่ผ่านมา +4

      ଜୟନ୍ତ ତୋ ମା ଭଉଣୀ ଏମିତି ରାତି ରେ ବାର ରୁ ବୁଲି ବୁଲି ମଦ ପିଉଛନ୍ତି ??

  • @niharranjanmedico7659
    @niharranjanmedico7659 10 ชั่วโมงที่ผ่านมา +5

    ପୁରୀରେ ରଥ ଯାତ୍ରା ସମୟରେ ଜଣେ କାର୍ଯ୍ୟରତ Asst professor doctor ଙ୍କୁ ଜଣେ ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣାକୁ ସମୂର୍ଣ୍ଣ ଭାବେ ଚାପି ଦିଆଗଲା। କିନ୍ତୁ ଏ କ୍ଷେତ୍ରରେ ସେ ଜଣେ ଆର୍ମୀ ଅଫିସର Captain ଙ୍କ ବାନ୍ଧବୀ ହୋଇଥିବାରୁ ସବୁ state media national media Govt Army officer Opposition party ସବୁ ତତ୍ପର ହୋଇ ଉଠିଲେ ନ୍ୟାୟ ପାଇବା ପାଇଁ। ଏଇଟା high profile case

  • @umakanthans6316
    @umakanthans6316 11 ชั่วโมงที่ผ่านมา +14

    Jhia ku kam heichi gehiba katha

  • @pritinarendra6658
    @pritinarendra6658 11 ชั่วโมงที่ผ่านมา +30

    କିନ୍ତୁ ଲୋକ ପୋଲିସ କୁ ଭୁଲ ଦେଲା

    • @aasshhisshhlitu
      @aasshhisshhlitu 11 ชั่วโมงที่ผ่านมา +5

      Police ra pura bhul achhi bhai.

    • @AjayakumarGochhi
      @AjayakumarGochhi 11 ชั่วโมงที่ผ่านมา +7

      ​​@@aasshhisshhlituପୋଲିସ ର ଭୁଲ ଅଛି କିନ୍ତୁ ଏ ଝିଅ ର ବ୍ୟବହାର ରୁ ଜଣା ପଡ଼ୁଚି ଏ ଘଟଣା ପାଇଁ ସମ୍ପୂର୍ଣ ରୁପେ ସେ ନିଜେ ଦାୟୀ

    • @bhubanajena2782
      @bhubanajena2782 11 ชั่วโมงที่ผ่านมา +2

      ​@@AjayakumarGochhiଝିଅଟିର କେଉଁ କଥା ଆପଣଙ୍କୁ ଖରାପ ଲାଗିଲା ? କଣ ସେ ତା ଗାଡି ଭିତରେ କିପରି ବସିବ ତାହା ଏହି ରାସ୍ତାର ଛତରା ପା ଓ ତର ଖିଆ ଙ୍କୁ ପଚାରି କି ? ନା ମୋହନ ମାଝି ଙ୍କୁ ଚିହ୍ନିଲେ ତା ଘର ଚଳିଯିବ ବିନା କାମ ନକରି ?

    • @narendramajhi872
      @narendramajhi872 4 ชั่วโมงที่ผ่านมา

      ​@@bhubanajena2782are se mada pie car ku dangerous way re chalauthila .lok complain karibeni ki......

    • @bhubanajena2782
      @bhubanajena2782 4 ชั่วโมงที่ผ่านมา

      @@narendramajhi872ଭାଇ, ଲୋକ ଯଦି ୧୦ ଜଣ ଏକତ୍ରିତ ହୋଇ ରାସ୍ତା ଉପରେ ମାଡ଼ ମାରି ସବୁ ନ୍ୟାୟ କରିଦେବେ ତାହା ହେଲେ ଆଇନ୍ କାନୁନ କଣ ପାଇଁ ହୋଇଛି ?

  • @attitudeboyraj7686
    @attitudeboyraj7686 8 ชั่วโมงที่ผ่านมา +48

    ଏଇ ଝିଅ ଟି ର କାନ୍ଦ interview ଦେଖି ମୁଁ ବାୟା ହୋଇଯାଇଥିଲି..... କିନ୍ତୁ ଏଠି ଦେଖୁଛି ୧ନମ୍ୱର ଖରାପ ଝିଅ ଟି.... ଶଳା ଓଡ଼ିଶା ଝିଅ ହୋଇ କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁ ଚିହ୍ନୁ ନି ତ କି ଅଭଦ୍ର ଝିଅ ଟା ପୁଣି ହିନ୍ଦୀ ଇଂଲିଶ ରେ କଥା ହେଉଛି ।

    • @ranjeetmaurya5199
      @ranjeetmaurya5199 7 ชั่วโมงที่ผ่านมา +4

      ଝଗଡ଼ା ବେଳେ କିଏ ଯଦି କାହା ନା କହେ ... ସଙ୍ଗେ ସଙ୍ଗେ ଅଲଗା ଲୋକଟି କହିବ ସେ କିଏ... ଏଇଟା ସ୍ଵାଭାବିକ କଥା... ଝଗଡ଼ା ର ସତ୍ୟ ନ ଜାଣି କାହାକୁ ଦୋଷ ଦେବା ବି ଠିକ୍ ନୁହେଁ .... ସବୁ କିଛି ଧୀରେ ଧୀରେ clear ହେବ....

    • @SeturaajaMajhi
      @SeturaajaMajhi 7 ชั่วโมงที่ผ่านมา +2

      ମିଛେଇ ଝିଅ ନାଟକ କରୁଛି ଜୋମାଟୋ କେସ୍ ଝିଅ ପରି। 😂

    • @spicyupdates
      @spicyupdates 7 ชั่วโมงที่ผ่านมา +3

      Police କେବେ ବି ଏତେ easily ହାତ ଉଠାଏନି educated ladynku ମୁଁ ଜାଣିଛି.. Ye jhio ମିଛୁଆ ବଲି ମୁଁ କହୁଥିଲି.. ଭୁଲ ଦୁଇ ଆଡୁ ଅଛି.. Army officer ବି ନିଜ ଜାଗାରେ ଠିକ ନାହିଁ.. ଝିଅଟା କହିଥିଲା resturant close କରି ଆସୁଥିଲା den club ru ବାହାରୁଛି ​@@ranjeetmaurya5199

  • @DrDhirendraMohanty
    @DrDhirendraMohanty 9 ชั่วโมงที่ผ่านมา +5

    ଗୁଣ୍ଡା ମାନେ ଯାହା ଜଣାପଡୁଛି ମୋହନ ମାଝୀ ଙ୍କ ସମର୍ଥକ ଲୋକ ତାଙ୍କ କଥାରୁ

  • @subratmaharathy435
    @subratmaharathy435 8 ชั่วโมงที่ผ่านมา +15

    ଡିସିପି ପ୍ରତୀକ ସିଂ ଜଣେ ଭଲ ମଣିଷ। ଆଉ ସେ ଝିଅ ଯେଉଁ କହୁଚି ଅପନା ପେର ଦିଖାଉଁ , ଅପନା ବାଲ ଦିଖାଉ।ସେଇଟା ସେ ତା ମେଜର ସ୍ବାମୀ କୁ ଦେଖାଉ କିଏ ମନା କରୁଛି। କାର ସିନା ଝିଅର ହେଲେ ରାସ୍ତା ତ ସର୍ବ ସାଧାରଣ ଙ୍କ ର। ତା ମାନେ ୟେ ସର୍ବସାଧାରଣ ସ୍ଥାନ ରେ ଆଉ ବି ବହୁତ କିଛି କରି ଦେଇ ପରିବାର ସାହସ ରଖିଛି।ଯେହେତୁ ତା ବାପା ଆଉ ଭାବି ସ୍ବାମୀ ଆର୍ମି ବାଲା।

    • @tusarpanda5148
      @tusarpanda5148 8 ชั่วโมงที่ผ่านมา

      ସାଉଥ୍ ରେ କେହି ସେମାନଙ୍କୁ ପଚାରନ୍ତି ନାହିଁ.. ଓଡ଼ିଶା ରେ ସବୁ ରୋଲ୍

    • @subratmaharathy435
      @subratmaharathy435 8 ชั่วโมงที่ผ่านมา +1

      @@tusarpanda5148 ସାଉଥ ରେ ଚାରୁ ପାଣି ସମ୍ବର ଖାଇବେ। ଓଡ଼ିଶା ରେ ଲୋକଙ୍କ ପ୍ରିୟ ହେଉଚି ପଖାଳ ଭାତ।ଠିକ୍ ସେମତି ସାଉଥ୍ ମାଟି ଆଉ ଓଡ଼ିଶା ମାଟିର ଫରକ ତ ରହିବ।ସବୁ ଜାଗା ସମାନ ନୁହଁ।ସାଉଥ୍ ଭାଷା ଯାହା ଓଡ଼ିଆ ଭାଷା ତାହା ନୁହ।ତେଣୁ ଫରକ ଅଛି। ଝିମିଟି ଖେଳ ରୁ ମହାଭାରତ ହେଇଚି।ତେଣୁ ବେଶୀ ରାତି ଯାଏ ବାହାରେ ରହିବା ଆଉ ମଦ ପିଇ ମାତାଲ୍ ହେବା ଠିକ୍ ନୁହଁ

    • @SeturaajaMajhi
      @SeturaajaMajhi 7 ชั่วโมงที่ผ่านมา

      ​@@tusarpanda5148 କିନ୍ତୁ ସେ ଝିଅଟା ଓଡ଼ିଆ ପରିବାରର, ତା' ବୋପା ତାକୁ ଓଡ଼ିଆ କହିବା ଶିଖେଇନି... ଲଜ୍ଜା, ଫୁଟାଣି ଝିଅର ଜୋମାଟୋ କେସ୍ ର ଝିଅ ଭଳି ନାଟ

  • @eassyartandcrafts4163
    @eassyartandcrafts4163 11 ชั่วโมงที่ผ่านมา +13

    BRILLIANT WORK BBSR DCP

  • @rameshchandranayak575
    @rameshchandranayak575 8 ชั่วโมงที่ผ่านมา +5

    ବଢ଼ିଲା ଝିଅକୁ ତାଙ୍କ ପରିବାର ଲୋକ କାହିଁକି ଏତେ ରାତିରେ ତାଙ୍କ ଭାବିସ୍ଵାମୀ (ସ୍ୱାମୀ ହୋଇନାହାନ୍ତି) ଙ୍କ ସହିତ ଏକୁଟିଆ ଛାଡିଥିଲେ ?

    • @rajashreepradhan9275
      @rajashreepradhan9275 6 ชั่วโมงที่ผ่านมา

      Bhala heichhi 😂

    • @thesensible42
      @thesensible42 5 ชั่วโมงที่ผ่านมา

      Pela thela habaku

  • @pradeeppatra2655
    @pradeeppatra2655 10 ชั่วโมงที่ผ่านมา +2

    ଏ ଝିଅଟା ବହୁତ ବଦମାସ ହେଇଥିବ ଜଣାପଡୁଛି ।

  • @nityaomshanti
    @nityaomshanti 11 ชั่วโมงที่ผ่านมา +5

    Jana paduchhi BJP pila sethipanie mohan majhi loka

  • @ashishkumarpal2503
    @ashishkumarpal2503 11 ชั่วโมงที่ผ่านมา +4

    Satyamevajayate 🙏🏻⭕❕⭕

  • @bharatpradhan2462
    @bharatpradhan2462 9 ชั่วโมงที่ผ่านมา +3

    Toka mohan majhi nama ନେ ଇ ଛନ୍ତି, ଏ ମାନେ ଅନ୍ଧ ଭକ୍ତ ମୋହନ ମାଝୀର ଲୋକ ନିହାତି ହୋ ଇ ଥିବେ.

    • @SeturaajaMajhi
      @SeturaajaMajhi 6 ชั่วโมงที่ผ่านมา

      ଆମ ମୁଖ୍ଯମନ୍ତ୍ରୀକୁ ବଦନାମ କରିବା ପାଇଁ ଏହା ପରିକଳ୍ପତ ଷଡ଼ଯନ୍ତ୍ର। ଝିଅକୁ ଗୁଣ୍ଡାମାନେ ଉଭୟ ସାମିଲ୍ ଅଛନ୍ତି।

  • @subhashreejena4064
    @subhashreejena4064 8 ชั่วโมงที่ผ่านมา +1

    କିଛି ବି ହଉ ଝିଅ ଟି ସହ ଅନ୍ୟାୟ ହେଇଛି।
    ଆମ ମୁଖ୍ୟମନ୍ତ୍ରୀ କହିଲେ ଏବେ ବି ବହୁତ୍ ଲୋକ ନବୀନ ବାବୁ ଙ୍କୁ ହିଁ ଜାଣିଛନ୍ତି ।
    Maybe ଝିଅ ଟି କି ଏମାନେ ଦୁର୍ବ୍ୟବହାର କରିଛନ୍ତି ଆଉ ଝିଅ ଟି ରାଗି କି ଏମିତି କହିଛି। ପ୍ରକୃତ କଥା କୁ ଆଉ ଦୋଷୀ କୁ ଖୋଜି ବାହାର କରନ୍ତୁ 🙏

  • @dravaranibal590
    @dravaranibal590 10 ชั่วโมงที่ผ่านมา +1

    Thank you ପ୍ରତିଦିନ TV

  • @SubhAshru
    @SubhAshru 9 ชั่วโมงที่ผ่านมา +1

    ପୋଲିସ୍ ର ଭାବମୂର୍ତ୍ତି ଜମା ବି ନିର୍ମଳ ନୁହଁ, ଏଇ ଥାନା ବାବୁ କଟକରେ ଲାଞ୍ଚ ମାଗୁଥିବାର ଭିଡିଓ ଆମେ ସମସ୍ତେ ଦେଖିଚେ...

  • @NiranjanMohanty-w5g
    @NiranjanMohanty-w5g 10 ชั่วโมงที่ผ่านมา +1

    ଯେ କହିଲା ମୋହନ ମାଝି କଥା ମୋହନ ମାଝି କଣ କହିଥିଲା ପ୍ରଥମ ଭୁଲ ରାସ୍ତା ରେ ଖରାପ ବ୍ୟବହାର କରିବା କଣ ଦରକାର

  • @alishasoren3608
    @alishasoren3608 7 ชั่วโมงที่ผ่านมา +2

    ଭଲ ହେଇ ଛି। ଆଉ ଟିକେ ଧୋରିକି ବାଡେଇ ଥିଲେ aukato କୁ ai thanta mu ତ କୋହୁଚି ଆହୁରି ଧରି କି ସେକି ଦିଅ ସେ ଝିଅ କୁ ବେଧେ ଇ kouthikaro

  • @balaihansdah9320
    @balaihansdah9320 4 ชั่วโมงที่ผ่านมา +2

    ମଦୁଆ ଝିଅ ପାଇଁ ସାରା ଓଡ଼ିଶା ଅପମାନିତ ....

  • @debabratapattnaik9437
    @debabratapattnaik9437 9 ชั่วโมงที่ผ่านมา +7

    Real hero
    Real DCP
    Prateek Singh sir

  • @thecommonman5169
    @thecommonman5169 11 ชั่วโมงที่ผ่านมา +2

    Bodh ହୁଏ Army ଭାଇ ଭୁଲ ta କାହାର, ଜାଣିପାରୁ ଛନ୍ତି , ସେଥି ପାଇଁ ପ୍ରଥମେ ପ୍ରଥମେ ଚୁପ୍ ରହିଛନ୍ତି, କିନ୍ତୁ ସ୍ଥିତି ବାହାରକୁ ହେବାରୁ ସେ involved ହେଲେ,,, proper investigation କରାଯାଉ ଯେତେ ପିଲା ଥିଲେ ସମସ୍ତଙ୍କୁ interogate kara ଯାଉ, ସ୍ଥିତି କେମିତି ବିଗିଡ଼ିଗଲା ତର୍ଜମା କରାଯାଉ

    • @AjayakumarGochhi
      @AjayakumarGochhi 10 ชั่วโมงที่ผ่านมา

      @@thecommonman5169 Right

  • @raznsamantaray4833
    @raznsamantaray4833 10 ชั่วโมงที่ผ่านมา +18

    DCP SIR CORRECT.... DCP SIR ALWAYS BEST

  • @pramodkumarnayak6370
    @pramodkumarnayak6370 6 ชั่วโมงที่ผ่านมา +1

    ପଚାରିଲେ କଣ ଛୋଡ଼ିହେଇଗଲା? ମୋହନ ମାଝୀ କୋଉ ବଳଟାଜେ ତାକୁ ସମସ୍ତେ ଜାଣିବେ, ଓଡିଶା ବିଜେପି ସରକାରରେ ଥିବା ଆତ୍ମଘୋଷିତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଅଙ୍ଗସେବକ ସବୁ ଇସ୍ତଫା ଦିଅ ନଚେତ ଶଳାଙ୍କୁ ଗୋଡେଇ ଗୋଡେଇ ଓଡିଶା ଲୋକ ପିଟିବେ, ସମସ୍ତଙ୍କୁ ବାଡ଼େଇକି ଓଡିଶାରୁ ବାହାର କରାଯିବ, ଏହାକୁ ନଜରରେ ରଖି କାର୍ଯ୍ୟ କର ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ ସବୁ ବିଜେପିଵାଲା

  • @jagannathsing2266
    @jagannathsing2266 7 ชั่วโมงที่ผ่านมา +1

    ଏହି roadromeo ମାନେ ଅଲଗା ପାର୍ଟି ମୋହନ ମାଝୀଙ୍କ ନାମ ନବାର କଣ ଥିଲା।ଏମାନେ ମୋହନ ମାଝୀ କୁ ଫସାଇବା ପ୍ଲାନ୍।

  • @bibekparida6915
    @bibekparida6915 11 ชั่วโมงที่ผ่านมา +9

    Jhea ra sabu bhul police kee support darkar

    • @manoranjanpradhan3509
      @manoranjanpradhan3509 10 ชั่วโมงที่ผ่านมา

      Thank you brother.. Jay jagannath 🙏

    • @padminikishan5886
      @padminikishan5886 8 ชั่วโมงที่ผ่านมา

      Police ta chor mad darkar police ke

    • @padminikishan5886
      @padminikishan5886 7 ชั่วโมงที่ผ่านมา

      Tar kam Janichu kenta aye je bhale hi jaga re jhia ra bhul Thai pare lekin police ek number harami aye

    • @tsrinu6479
      @tsrinu6479 5 ชั่วโมงที่ผ่านมา

      ok bhai

  • @pinkysethi7537
    @pinkysethi7537 4 ชั่วโมงที่ผ่านมา +3

    ନାଚିବା ଆଉ ମଦ ପିଇବା ବେଆଇନ ନୁହଁ

    • @changsomeone9276
      @changsomeone9276 3 ชั่วโมงที่ผ่านมา

      Bala dekheiba na

  • @KehKeLoonga
    @KehKeLoonga 2 ชั่วโมงที่ผ่านมา +1

    ଅଙ୍କିତା ର ବିଆ ପ୍ରବଳ କୁଣ୍ଡେଇ ହେଉଚି, ରାତିରେ ମଦ ପି, ଘୋଡ଼ା ଗେହୀ କଣ କରୁଥିଲl ରାତିରେ

  • @pinkysethi7537
    @pinkysethi7537 4 ชั่วโมงที่ผ่านมา +2

    Government of odisha has no money to cover cc tv

  • @alokkumarsha9931
    @alokkumarsha9931 11 ชั่วโมงที่ผ่านมา +16

    ଆରେ ତା ରୁପ ବେସ ପୋସାକ ଦେଖ ସେ ଝିଅ କୁ ହିଁ ଆରେଷ୍ଟ୍ କରିବା କଥା

    • @Jyotiprakashpali
      @Jyotiprakashpali 10 ชั่วโมงที่ผ่านมา

      Tate gandi mariba katha

  • @pinkysethi7537
    @pinkysethi7537 4 ชั่วโมงที่ผ่านมา +2

    Dcp is under pressure, he doesn't know what he say

  • @Biswajit2019-n3y
    @Biswajit2019-n3y 8 ชั่วโมงที่ผ่านมา +1

    ପ୍ରତିଦିନ ରିପୋର୍ଟର ବେଲଜ୍ୟା ଙ୍କ ଭଳି ରିପୋର୍ଟ ନା କର l ମୋହନ ମାଝୀ CM ହେଇ 100 ଦିନ ହେଲା ଯଦି ବି କହିଦେଲା କଣ ହେଇଗଲା ସେଠୁ? ପୋଲିସ ଲଙ୍ଗଳା କରି ପିଟିବ? ମୋହ ମାଝୀ କି CM କିଏ ବେନେଇଛି ଲୋକ ବାନେଇଛନ୍ତି ତ?

  • @adityaswain6513
    @adityaswain6513 10 ชั่วโมงที่ผ่านมา +2

    Meser nka. Wife. Hele. Kan. Hela?police. Thik. Achi

  • @sudarshanmurmu1033
    @sudarshanmurmu1033 8 ชั่วโมงที่ผ่านมา +1

    ପୋଲିସ ଠିକ କରିଛି

  • @themother482
    @themother482 8 ชั่วโมงที่ผ่านมา +1

    ଏ ଲୋକ ମାନେ କଣ ମୋହନ ମାଝୀ ର ଲୋକ

  • @santoshdash5352
    @santoshdash5352 ชั่วโมงที่ผ่านมา +1

    ମଦୁଆ ବିଜେପି ଅଂଧଭକ୍ତ ମୋହନ ମାଝୀ ର ସମର୍ଥକ ଗୁଣ୍ଡା 😂😂😂

  • @sipun.majhi13579
    @sipun.majhi13579 7 ชั่วโมงที่ผ่านมา +1

    👌🏻🔥👍🏻

  • @ashokkumarpatra3998
    @ashokkumarpatra3998 10 ชั่วโมงที่ผ่านมา +1

    ବିଜେପି ଲୋକ ସେଠାରେ ଭାଇ ଗିରି କଲେଣି ସେଥିରୁ ଜଣାପଡେ କମେଟ କରୁଛନ୍ତି

    • @SKumar-rb1tz
      @SKumar-rb1tz 9 ชั่วโมงที่ผ่านมา

      Toka maney kana BJP ra neta???? Laguchhi ,tu gote magana khiya BJD kuji neta. Ethirey BJD party ra kana dosha acchi?????

  • @sangrambarick4579
    @sangrambarick4579 10 ชั่วโมงที่ผ่านมา +1

    Mouka dekhi faida neuchhi jhia . But police nka katha bi suniba darkar

  • @puspanjali6765
    @puspanjali6765 11 ชั่วโมงที่ผ่านมา +8

    Se jhia ete udhata hei ete ratire kuade jaucthila aga kuha

    • @aasshhisshhlitu
      @aasshhisshhlitu 11 ชั่วโมงที่ผ่านมา +2

      She is a owner of a restaurant. Also it isn't illegal to travel at night.

    • @bhubanajena2782
      @bhubanajena2782 11 ชั่วโมงที่ผ่านมา +1

      ସେ ଝିଅ ତୁମଗାଁରେ କୌଣସି ଗଞ୍ଜଡ଼ିଆ ର ସ୍ତ୍ରୀ ନୁହେଁ । ମାତ ଗାଳି ଖାଇ ଘଇତା ପାଖରେ ପଡି ରହିଥିବା ସ୍ତ୍ରୀଲୋକ ପରି I

    • @puspanjali6765
      @puspanjali6765 11 ชั่วโมงที่ผ่านมา

      @@bhubanajena2782 O tama gaan ra tahele

    • @bhubanajena2782
      @bhubanajena2782 10 ชั่วโมงที่ผ่านมา

      @@puspanjali6765 ଯଦି ଦେଇଥାନ୍ତା ତାହେଲେ ଏଭଳି ସାହସି, ନିଜ ଅନୁଧିକାରକୁ ଚିହ୍ନିବା ଭଳି ଝିଅ ପାଇଁ ସାରା ଗାଁଟାପର୍ବିତ ଅନୁଭବ କରିଥାନ୍ତୁ |

    • @tsrinu6479
      @tsrinu6479 5 ชั่วโมงที่ผ่านมา

      malik ra puni wine ra bill. ta sahita dence video clip jaka dekha bhai.

  • @gitabehera6085
    @gitabehera6085 11 ชั่วโมงที่ผ่านมา +15

    ଝିଅ ଟି ବଦମାସ୍ ଅଛି

  • @smrutiart5133
    @smrutiart5133 8 ชั่วโมงที่ผ่านมา +1

    ଯୁକ୍ତି ତର୍କ ହେଲା ବୋଲି କନ୍ ପ୍ୟାଣ୍ଟ୍ ଖୋଲି ଦୁଷ୍କର୍ମ କରିବେ ଝିଅ ଟl ଉପରେ ତାର personal life ତମେ comments pass karibaku kie

  • @Satya91
    @Satya91 10 ชั่วโมงที่ผ่านมา

    ସବୁତ ଅଲଗା ମୂଲ୍ଯହୀନ ଭିଡିଓ ବାହାରୁଛି, କିନ୍ତୁ ମେନ ଶିଶିଟିଭି ଥାନା ଭିତର ର ଫୁଲ ଭିଡିଓ ଛାଡ ପୂରା ସତ ଜଣା ପଡିବ

  • @bijaysethy5052
    @bijaysethy5052 11 ชั่วโมงที่ผ่านมา +6

    ଏଠି victim game card ଖେଳୁଛି

  • @susantakumarnayak1953
    @susantakumarnayak1953 10 ชั่วโมงที่ผ่านมา +1

    Video Pura dekhao ,eaithiru kichhi strong prove milunahi

  • @JayJay-ps4dm
    @JayJay-ps4dm 10 ชั่วโมงที่ผ่านมา +1

    Pratidina tv tanka naeki amiti mews kariba 😂😂😂

  • @chintamanidas3249
    @chintamanidas3249 11 ชั่วโมงที่ผ่านมา +3

    She is told right who is Mohan majhi

    • @suryakantajena143
      @suryakantajena143 11 ชั่วโมงที่ผ่านมา +1

      Mohan majhi ama odisha ra CM

    • @chintamanidas3249
      @chintamanidas3249 11 ชั่วโมงที่ผ่านมา

      @suryakantajena143 Is he one Mohan Majhi in Odisha? There are many more such names

    • @AjayakumarGochhi
      @AjayakumarGochhi 10 ชั่วโมงที่ผ่านมา

      @@suryakantajena143 papa ki pari

    • @suryakantajena143
      @suryakantajena143 10 ชั่วโมงที่ผ่านมา

      @@chintamanidas3249 till now he is our cm

  • @poojamallick1947
    @poojamallick1947 10 ชั่วโมงที่ผ่านมา +2

    Lady janak natak karuchhi. Odisha lokanku boka banauchhi.

    • @tsrinu6479
      @tsrinu6479 5 ชั่วโมงที่ผ่านมา

      bhakua banigaleni sir.

  • @MamataDhal-g1r
    @MamataDhal-g1r 4 ชั่วโมงที่ผ่านมา +2

    Manibaku padiba jhia ra sahasa ku 7 Jana pua ku gote jhia khaku b chaduni

  • @anmayakumar1551
    @anmayakumar1551 10 ชั่วโมงที่ผ่านมา

    ଯେଉ ରାଜ୍ୟ ର ମେଡିକାଲ ରେ ରାଜ୍ୟବାସି ଙ୍କ ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି କରି ପାର୍ଟୀ ର ଫଣ୍ଡ କୁ ମୋଟା ଆକାର ଚାନ୍ଦା ଯାଏ ସେ ରାଜ୍ୟ ରେ କିଏ ଯାଇ ମମତା ବାନାର୍ଜି ର ଏଭଳି ବେଇଯତ କରି ଜିନ୍ଦା ଫେରିବନି !!

  • @sanjay-nw3lf
    @sanjay-nw3lf 7 ชั่วโมงที่ผ่านมา

    ଏ ଝିଅ କାର୍ଯ୍ୟକଳପ କିଛି ଠିକି ନୁହଁ.....

  • @devilgirl...3400
    @devilgirl...3400 11 ชั่วโมงที่ผ่านมา +1

    Acting bahat achha karleti hai ..
    T shirt me video karte samya blood laga hua hai . Ankita jhut bola rahi hai

  • @rupamohanty-du5md
    @rupamohanty-du5md 9 ชั่วโมงที่ผ่านมา

    ଗିରଫ କରିବାଟା ଠିକ ଥିଲା. କିନ୍ତୁ ମାଡ ମାରି ହାତ ଭାଙ୍ଗି କିକି ମାରିବା କେତେ ଦୂର ଠିକ ଥିଲା.

  • @sasmitasenapati278
    @sasmitasenapati278 9 ชั่วโมงที่ผ่านมา

    ସେ ଝିଅ ମଦ ପିଇଛି। ତା କଥା କେମିତି ସୁଭୁଛି

  • @GangaramRana-pr8rg
    @GangaramRana-pr8rg 7 ชั่วโมงที่ผ่านมา +2

    Mubi dine bhubaneswar jaithili mo estri mo sa sagare Maro dui chhuta pila thila teson asuthili rastare kichhi osamajika luka cament maranti

  • @ChandanKumar-bn9hf
    @ChandanKumar-bn9hf 11 ชั่วโมงที่ผ่านมา +9

    She's not a good girl.. Bloody character less, jhia hei sanskar nahi manare bahe garba ahankar

    • @dharanidharmishra3539
      @dharanidharmishra3539 11 ชั่วโมงที่ผ่านมา +1

      Tamay thik katha kahila Bhai video daykhila paray ta laguchi ye pura badmas jhiata au Jani suni odisa police ku badnam karuchi micha kahi

    • @tsrinu6479
      @tsrinu6479 5 ชั่วโมงที่ผ่านมา

      odia loka ta bhasi galeni sir ..e jhia ra kathare.

  • @srikantanayak8491
    @srikantanayak8491 10 ชั่วโมงที่ผ่านมา

    ମୋହନ ମାଝୀ କଥା ଟୋକା ମାନେ କାହିଁକି ଉଠେଇଲେ ସବୁ ମାଘିଆ ଏକ

  • @rakhi.rakhi.beutycian9630
    @rakhi.rakhi.beutycian9630 11 ชั่วโมงที่ผ่านมา +1

    Ratire Jane mahila jiba ta bhul katha nuha .jadi kahara medical jibara thiba se bi rati re baharaku jiba hele semiti kichi important kama se jhiara. Nathila hele jadi ete ratire baharaku jaithila tahele gadiru. Bahari ki rastare kaha sahita jhagada Kariba Kan darkara thila .

  • @PramodkuBasantara
    @PramodkuBasantara 11 ชั่วโมงที่ผ่านมา +5

    ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ। ଅଙ୍କିତା କିଛି ଭୂଲ କରି ନାହାନ୍ତି। ସମସ୍ତେ ମୋହନ ମାଝି ଙ୍କୁ ଜାଣିବା ଦରକାର ନାହିଁ। ଏ ଛତରା ମାନଙ୍କୁ ବହେ ମାଡ଼ ଦରକାର।

  • @prafullamohantakumar8941
    @prafullamohantakumar8941 3 ชั่วโมงที่ผ่านมา

    ମଦୁଆ ମେଜର ଆଉ ତାର ବାନ୍ଧବୀ 😂😂😂😂

  • @9861jayJagannath
    @9861jayJagannath 10 ชั่วโมงที่ผ่านมา +9

    A Jhia Ra Full Dosa Achhi .Chhatiri Jhia Ta Jana Paduchi . Army Officer Silent And Good Man 👍🏻

    • @pareshmishra612
      @pareshmishra612 9 ชั่วโมงที่ผ่านมา

      Pura right 👍 sing sir best chup chap

  • @more_fun123
    @more_fun123 3 ชั่วโมงที่ผ่านมา

    ଭାଗରେ ଏହାକୁ କେହି ବାହାଘର ହୁଅନାରେ

  • @Rudransh4949
    @Rudransh4949 11 ชั่วโมงที่ผ่านมา +1

    ଭିଡିଓ ରୁ ଯାହା ଜଣା ପଡୁଛି ଝିଅ ର ଟିକେ ଭୁଲ ରହୁଛି

  • @PradipDas-vv4qt
    @PradipDas-vv4qt 3 ชั่วโมงที่ผ่านมา

    Correct

  • @mihirsundaray6360
    @mihirsundaray6360 6 ชั่วโมงที่ผ่านมา

    ସାଢ଼େ ସୈତାନ ଏ ଝିଅ କେମିତି ଡ୍ରେସ ଟା ପିନ୍ଦିଛି ଦେଖ

  • @gobindachandraswain3060
    @gobindachandraswain3060 7 ชั่วโมงที่ผ่านมา

    ସେ ମାଡାମ ଯାହା କହୁଛନ୍ତି ଠିକ୍ ନୁହେଁ।

  • @SanujkumarSamantaray
    @SanujkumarSamantaray 11 ชั่วโมงที่ผ่านมา

  • @littlequeenrakhi
    @littlequeenrakhi 8 ชั่วโมงที่ผ่านมา

    ଆରେ ଏ ଝିଅ ବଡ଼ ଚାଲାକ୍ ଜଣା ପଡ଼ୁଛି

  • @JagannathMajhi-y4h
    @JagannathMajhi-y4h 11 ชั่วโมงที่ผ่านมา +1

    Nari heu chhi mayabini

  • @manoranjansahoo2714
    @manoranjansahoo2714 9 ชั่วโมงที่ผ่านมา +2

    Jhiiata bi ki6i thik re katha hauni kaha sahaita sabuthi mada marila bhali kahu6i

  • @aasshhisshhlitu
    @aasshhisshhlitu 11 ชั่วโมงที่ผ่านมา

    She doesn't have to like CM to get justice. She rightfully acted tough and brave. Also even if we assume that she was wrong here, what happened at the police station was completely wrong & outright illegal.

  • @ChandanDas-ku8lu
    @ChandanDas-ku8lu 9 ชั่วโมงที่ผ่านมา

    Ama mukhya mantri ku jie emiti kahuchhi se loka kete Educated jana paduchhi, Give respect and take respect...

  • @chittarajansahoo7156
    @chittarajansahoo7156 11 ชั่วโมงที่ผ่านมา +2

    A jhia bht udhat mate jaha laguchi. Kahaku manuni aa harkat dekhi police bala b tang heijauthibe. Ta swmi km ktha kahuchi ea chadi jauchi

  • @nityaomshanti
    @nityaomshanti 11 ชั่วโมงที่ผ่านมา +1

    Tame bhala media

  • @rajarout1993official
    @rajarout1993official 9 ชั่วโมงที่ผ่านมา

    Mohan Majhi amo CM janiba dorkar

  • @JAGAN00008
    @JAGAN00008 11 ชั่วโมงที่ผ่านมา

    DCB good boy 🙏👍

  • @hpadhan
    @hpadhan 9 ชั่วโมงที่ผ่านมา

    ବାହାର ଲୋକ କେମିତି ଜାଣିବେ ମୋହନ ମଝିଁ କିଏ

  • @DearLifeIndia
    @DearLifeIndia 9 ชั่วโมงที่ผ่านมา

    ବାଜ୍ୟ ଝିଅ ମାଲ ପିଇକି ରୋଲ କରୁଛି

  • @pkm06
    @pkm06 5 ชั่วโมงที่ผ่านมา

    ଏଠାରେ ମନେହୁଏ ଗୁଣ୍ଡା ମାନେ ପୋଲିର ଜଣା ଶୁଣା । ଶାସକ ଦଳର ।

  • @susantamohanty8579
    @susantamohanty8579 10 ชั่วโมงที่ผ่านมา

    Mahilaa janaja bahut chaalakaa re bhai

  • @manaskumarnayak3340
    @manaskumarnayak3340 10 ชั่วโมงที่ผ่านมา +1

    Jhia ta bada badmas laguchhi re baba...faltu re odisha ku badnam karuchhi

  • @nilakanthabehera2367
    @nilakanthabehera2367 9 ชั่วโมงที่ผ่านมา

    ସବୁ ଭୁଲ ଏ ଝିଅର

  • @puspitaparida6284
    @puspitaparida6284 11 ชั่วโมงที่ผ่านมา +2

    Jhia ra charector thik nathila bhalia laguchi kanduchi sabu acting care nahi jhia ra

    • @pradipbabu9637
      @pradipbabu9637 10 ชั่วโมงที่ผ่านมา

      Han 😂😂😂

  • @Sidheswar80
    @Sidheswar80 10 ชั่วโมงที่ผ่านมา

    A sabu toka immediate arrest heba darkar, jhia ra kichhi b bhul nahi

  • @GangaramRana-pr8rg
    @GangaramRana-pr8rg 7 ชั่วโมงที่ผ่านมา +1

    Besi dina gale kahibe jia ra dusa Indian army ku kn pai hairan karuthike

  • @Always-n3t
    @Always-n3t 8 ชั่วโมงที่ผ่านมา +1

    ରାଣ୍ଡି ଝିଅ ଟା