Ghar aaram munh magha masa re aarambh kariba ko chahe moru Rashi Kumbh s Rashi gora Gori Babu mujhse Ghar bathroom CD ROM garibi subhanaka ticket counter
Sir pranam,Mu eka gruharamba masa tik karichhi, taha- Margashira masa 15 tarika (bichha 29dina) kintu eha eka masanta dina.masanta dinare kichhi prablem achhi ki sir ? tike kuantu.
Jay Jagannath bhai ❤❤❤
ଜୟ ଜଗନ୍ନାଥ
ମେଷ ରାଶି ହବ ନିଜ ସାର
କଣ??
ମଘମାସରେ, 0:24 ଘରଆରମ୍ଫ, କରବି, ଲଟ😮ନି ଘର, ସିଡ୍ ଘର, ଠାକୁର,ଘରକରିବୀ, କୁଉ ଦୀଗକୁ, କରି ବି, ମୋର ରାଶି,କୁମ୍ବରାଶି
ଜୟଜଗନ୍ନାଥ ବହୁତ ବହୁତ ଧନ୍ୟବାଦ ସାର
ସ୍ୱାଗତମ୍
Thank you sir Jai jagannath
ଜୟ ଜଗନ୍ନାଥ
Very helpfull to us🙏🙏 Thanks for this vdo
Thanks
Bht sunder heichi 👌 👌 👌
ଧନ୍ୟବାଦ bhai
Superb bhaina👌👌👌👌👍👍👍👍
Thanks
Very nice guruji🙏🙏🙏👌👍👍very important
Thanks
Omm Jay shree jagannath hare hari
ଜୟ ଜଗନ୍ନାଥ
Thank you ghuru😊😊😊
Welcome
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ
Thanks 🙏 Tulu
Good presentation 👍👍👌👍 sir....
Thanks
गृहारंभस्य शुभाशुभं सम्यक् विश्लेषितं भवता |
धन्यवादः महोदयः
Very good 👍👌👌😊 it's very knowledgeable for everyone , please listen 🙏
Mama 🙏🙏
Thank you very much
Welcome
Good morning sir...
Very v good morning ଆଜି ଦିନଟି ତୁମ ପାଇଁ ଉତ୍ତମ ହେଉ
Nice bhai
Thanks
Very good
Thanks bro
ଅତ୍ଯନ୍ତ ମନମୁଗ୍ଧକର
ଧନ୍ୟବାଦ
🌹🙏🌹
Nice
Thamks
Guruji🙏 gruho prabes, asado masare 12tarikhare achi kana asubidha achiki, daya kari jaldi kuhontu 🙏👍
ଆଷାଢ଼ ମାସ ଗୃହ ପାଇଁ ସଂକ୍ରାନ୍ତି ଠାରୁ ଦେଖିବେ
Enu jun 12 ଜ୍ୟେଷ୍ଠ ମାସ 29 ଦିନ
ସୋମବାର
ଉତ୍ତରଭାଦ୍ର ନକ୍ଷତ୍ର ଏହା ଉତ୍ତମ ହେବ
କିନ୍ତୁ ଧନୁ ରାଶି ପାଇଁ ନୁହଁ କାରଣ ଘାତ ଚନ୍ଦ୍ର ଅଟେ
Sir asinna kartika maßa ra ghara aramha kebe achhi
Whatsapp ରେ cantact କରନ୍ତୁ
Please sir🙏🙏
କଣ
Ame bhabichu asanta asadha masare ghara arambha karibu boli kn kemiti karajiba sir
ଭିଡ଼ିଓ କରିଛି ପ୍ରମାଣ ଦେଇ bhala ki ଦେଖନ୍ତୁ
Makar rasi magha masa re haba
Kou masare ghar ra chata padile subha haitha
ଛାତ ପକେଇବା ପାଇଁ କିଛି ପ୍ରମାଣ ନାହିଁ bhala ନକ୍ଷେତ୍ର ଦେଖି ପକେଇ dia
Anya bastubit mane asadha masa subha boli kahuchhanti apana kn nuhe boli kahuchhanti
ଅନ୍ୟ ବାସ୍ତୁ ବିଦ୍ କଥା ମୁଁ ଜାଣେ ନାହିଁ. ମୁଁ କୌଣସି ବିଦ୍ କଥା କହେନି. ମୂଳ ଗ୍ରନ୍ଥ ର ଶ୍ଲୋକ ସହ ପ୍ରମାଣ ଦେଇ କହିଲି ଆଉ କେମିତି ପ୍ରମାଣ ଦେବି . ଯୋଉ ମାନେ କହୁଛନ୍ତି ମୂଳ ପ୍ରମାଣ ଦେଇ କହିବା ଦରକାର. ମୁଁ ବାସ୍ତୁ ବିଦ୍ ହେଲି ବୋଲି କଣ ଯାହା କହିବି ହେବ ? ସବୁ ଥିରେ ପ୍ରମାଣ ଦରକାର
Ghar aaram munh magha masa re aarambh kariba ko chahe moru Rashi Kumbh s Rashi gora Gori Babu mujhse Ghar bathroom CD ROM garibi subhanaka ticket counter
କଣ?
ଜୟ ଜଗନ୍ନାଥ ମୁଁ ସୁନାବେଶ ଦିନ ଘରକୁ ଗଲେ କ'ଣ ହେବା ନାମ ଜଟିଆ ପଲାଇ
ଆପଣଙ୍କର ଜାତକ ଅଛି?
Thanks
Welcome
ଆଜ୍ଞା ନମସ୍କାର ମୁଁ ଶ୍ରାବଣ ମାସରେ ରୋଷେଇ ଘର ସିଡି ଘର କରିବାକୁ ଚାହୁଁଛି ଉତ୍ତର ପଟକୁ ହେଇ ପାରିବ କି ନାହିଁ ମୋର ରାଶି ତୁଳା ୧୫/୭
Ni ଉତ୍ତର ପଟେ ହୋଇ ପାରିବ ନାହିଁ
@@jyotiranjanastro2663 ଆମର ଆଉ ଦକ୍ଷିଣ ପଟକୁ ଜାଗା ନାହିଁ ଆମର ଉତ୍ତର ପଶ୍ଚିମ ପଟକୁ ଜାଗା ଅଛି
ବାୟୁ କୋଣ ku sidi hoi pariba kintu rosei ghara nuha
Sir can you make a video on bidisha plot i.e plot facing north east ,,
Bidisha Plot କିଛି ନଥାଏ କ୍ଷେତ୍ର ଅନୁସାରେ ଦିଶା ଦେଖିବେ
Sir ପ୍ରଣାମ husband ଙ୍କ ଜନ୍ମ ମାସ ରେ ଭୂମି ପୂଜନ ଓ ଗୃହ ନିର୍ମାଣ କାମ କଲେ ହେବ କି ?
Ni କିଛି ଅସୁବିଧା ନାହଁ କିନ୍ତୁ ନକ୍ଷେତ୍ର ଘାତ ଚନ୍ଦ୍ର ଦେଖିବ
Sir namaskar, june .29.23 ashada Mason arambha korile hebaki
No
Sir🙏 Ghara baisakha masa re subha dei jadi jyastha ru ghara construction start kara jiba tahele subha fala daba na nai ?
Hmm ଆପଣ panchasalakha ପୂଜା କରି ଗୃହର ଆରମ୍ବ କଲେ ହବ ସାଧାରଣ ପୂଜା କଲେ ତାହା ଉତ୍ତମ ନୁହଁ
ସାର, ଦକ୍ଷିଣ /ପଶ୍ଚିମ ରେ ଶିଢ଼ି ଘର ହେଇପାରିବ କି ?
Hmm ହୋଇପାରିବ
Bhai amara ghara arambha heba tahele margasirathu arambha karibu
Hmm କରି ପାରିବେ. Nov 16 ପରେ ଉତ୍ତମ.
Sir pranam
Sir jadi asubha masare ghara arambha karideithile tar kichhi pratikar achhi ki nahin jadi achhi dayakari kuhantu.
Bastu ଶାନ୍ତି ପୂଜା କରନ୍ତୁ କିମ୍ବା tryangal bastu ପୂଜା କରନ୍ତୁ
@@jyotiranjanastro2663 ଆଜ୍ଞା 🙏ଶୁଭରାତ୍ରି, ଆଷାଢ଼ କୃଷ୍ଣ ପକ୍ଷ ସପ୍ତମୀ 1-7-21ତାରିଖ ରେ ଶୁଭ ଦେଇଚୁ କିନ୍ତୁ ଘର କାମ ଆରମ୍ଭ ବର୍ଷା ଯୋଗୁ କରି ପାରିନି ହେଲେ ପୁଣି ଆଉ ଥରେ ଶୁଭ ଦେଲେ ହେଇପାରିବକି
ବାରମ୍ବାର ଶୁଭ କଣ ଦେବ
@@jyotiranjanastro2663 ସକାଳ 9.30
ଶିବ ମନ୍ଦିର ରେ ଇଟା ଦେଇ ଆସିଲେ ହବ କି ନାହିଁ
Sir 🙏 nairutya kona re aama ghare laxmi nrusigha nka mandir achhi sethi pain bahut problem houchi yara pratikar kana kahibe sir plz pranam
ସବୁଦିନ ସେହି ମନ୍ଦିର ର seva କରନ୍ତୁ.
Thank u very much sir for this reply 🙏🙏🙏🙏
Wealcome
ପ୍ରଣାମ ଆଚାର୍ଯ୍ୟ l ଆସନ୍ତା ମାର୍ଗଶିର ମାସରେ ଶୁକ୍ଲପକ୍ଷ ରେ କେଉଁ ଦିନ ଗୃହ ଆରମ୍ଭ ଶୁଭ ଅଛି l ଦୟାକରି କୁହନ୍ତୁ l
ଏକାଦଶୀ ତିଥି, ଉତ୍ତରାଭାଦ୍ରପଦ ନକ୍ଷତ୍ର, ବୁଧବାର, ବାଣିଜ୍ୟ କରଣ, 25 Nov
ଉତ୍ତମ ସମୟ ଦେଖି ପ୍ରାନ୍ତୀୟ ପାଞ୍ଜି ଦେଖି କରିବେ
25 ନଭେମ୍ବର ରେ କାର୍ତିକ ମାସ ରହୁଛି ବୋଧେ ଗୁରୁଜୀ l ମୁ ମାର୍ଗଶିର ମାସ ଶୁକ୍ଲପକ୍ଷ ରେ ଗୃହ ଆରମ୍ଭ କରିବାକୁ ଚାହୁଁଛି l ଦୟାକରି କରି 15 ଡିସେମ୍ବର ରୁ 30 ଡିସେମ୍ବର ମଧ୍ୟରେ କିଛି ଶୁଭ ଲଗ୍ନ ଯଦି ଅଛି କୁହନ୍ତୁ l ପ୍ରଣାମ l
ଗୃହ ଆରମ୍ଭ ପାଇଁ ସବୁବେଳେ ସୌର ମାସ ନେବ. ସଂକ୍ରାନ୍ତି ଠୁ ମାସ ଆରମ୍ଭ. ଏହା ବୃହତ୍ତ bastu ମାଳା ବହି ରେ ପ୍ରମାଣ ପାଇପାରିବେ. Ramadaibagya ଙ୍କ ମତ. ଅଧିକ ଜାଣିବାକୁ ଚାହିଁଲେ cantact କରନ୍ତୁ
ବହୁତ ବହୁତ ଧନ୍ୟବାଦ ଆଚାର୍ଯ୍ୟ, ପ୍ରଣାମ
ମାଘ ମାସ ରେ ଗୃହ ଆରମ୍ଭ ର ଶୁଭ ଦିନ ଗୁଡିକ କୁହନ୍ତୁ ଗୁରୁଜୀ.
Sir pranam ଏହି 2024 july ମାସ ରେ ଗୃହ ଶୁଭ ଦେବପାଇଁ ଗଣନାକାର ଆମକୁ date ଦେଇଛନ୍ତି ତେଣୁ କଣ କରିବୁ ଆଷାଢ଼ ମାସରେ କରାଯାଏ ନାହିଁ କି
ହଁ ହୋଇ ପାରିବ
Hau sir ok
ସୌର ମାସ ଅନୁସାରେ ଆଷାଢ଼ ମାସରେ ଗୃହାରମ୍ଭ ହେବ ନାହିଁ
Ya ଉପରେ ଭିଡ଼ିଓ ହୋଇଛି ଦେଖନ୍ତୁ
Sir pranam,Mu eka gruharamba masa tik karichhi, taha- Margashira masa 15 tarika (bichha 29dina) kintu eha eka masanta dina.masanta dinare kichhi prablem achhi ki sir ? tike kuantu.
Ni ସେ ଦିନ ସ୍ଥିର ନକ୍ଷେତ୍ର ମାସନ୍ତ ପାଇଁ କିଛି ପ୍ରମାଣ ନାହିଁ ତେଣୁ ହେଇପାରିବ ଆପଣ ଠିକ୍ bachi ଛନ୍ତି
Thank you sir, pranam
Welcome
,,🙏🙏🙏
🙏🙏🙏🙏🙏
Mesha rashi habani sir
କଣ ହବନି
ଆଜ୍ଞା ନମସ୍କାର 🙏🙏🙏
ସାର ଆମେ ଆଷାଢ଼ ମାସରେ ଶୁଭ ଦେଇଚୁ ହେଲେ ଆପଣ କହୁଛନ୍ତି କି ଏମାସରେ ମୃତ୍ୟୁ ବୋଲି କହୁଛନ୍ତି ହେଲେ ଘର ଆରମ୍ଭ କରିନି ବର୍ତମାନ କଣ କରିବୁ ଦୟାକରି କୁହନ୍ତୁ
Bhala ମୁହୂର୍ତ୍ତ ଦେଖି ଆରମ୍ଭ କରନ୍ତୁ ଏବଂ ଗ୍ରାମ ଦେବତା /ଦେବୀ ଙ୍କୁ ଗୋଟେ ଇଟା ମନ୍ଦିର ଉଦ୍ଦେଶ୍ୟରେ ଅର୍ପଣ kariasibe
Nice
Thanks