24 year sarkar bhala nahni boli change kalu , Abe Tora sarkar asila taku kaha kariba, Tara jadi dum nahni tu Jai kar,se govt ra akhi nathila, ye govt bi Kan ta thu bada andha ki ?
Thnx to odisha reporters who delivered this ground zero news to public.govt of odisha should take necessary action and give appropriate service to learners.❤❤❤❤
Emiti ka khabar prasarana paine otv and odisha reporter nku bahut bahut dhanyawad...🙏🙏🙏 Media sabubele ground zero ru reporting kariba darkar...Media independently kama kariba darkar...Sarkar nku asubidha janaile ki sarkar nkara against re kahile sina kichi changeover heba...(Argus&Nandighosh ae channel besi biased achanti 2ti rajanitika dala adaku).Sabu media independent heba darkar
ଧନ୍ୟବାଦ୍ ଆପଣଙ୍କୁ ଏ ଖବର କୁ ଲୋକ ଲୋଚକୁ ଆଣିଥିବାରୁ
କିନ୍ତୁ ଅତି ଦୁଃଖ ଦାୟକ ଘଟଣା
बड़ा दुःख के बात हैं |😢😂😢
You just talk about this
ସାମ୍ବାଦିକ ଭାଇ ଙ୍କୁ ବହୁତ୍ ଧନ୍ୟ ବାଦ ଯେଉଁ ମାନେ ଆଦର୍ଶ ମଣିଷ ଗଠନ କରିଥାନ୍ତି ସେମାନେ ଏଭଳି କରିବା ଏଭଳି ଖାଦ୍ୟ ପରଷିବା ନିଶ୍ଚିତଭାବେ ଦୁଃଖଦ ଓ ଲଜ୍ଜ୍ୟା ଜନକ,,
ଛୁଆ ଙ୍କ ଦାନା ଯିଏ ମାରୁଛି ସେ ନର୍କ ରେ ପଡିବ 😭
Tik Katha kahuchanti apna bhai
Right
Probably your honorable ruling party,
Snatching each innocent children meals for the voting commission and new temple building development.
ହେ ପ୍ରଭୁ ଦୟାକରି ଅବତାର ନିଅନ୍ତୁ 🙏🙏🙏🙏🙏
ଯଦି ଭଗବାନ ସତ୍ୟ କେବେ ମିଳିବ ଏ ଭଳି ନିର୍ଦୟ ଲୋକଙ୍କୁ ଦଣ୍ଡ। ଶିକ୍ଷକ ମାନେ ତାଙ୍କ ପିଲାଙ୍କୁ କଣ ଏଭଳି ଖାଦ୍ୟ ଦିଅନ୍ତି। ଏମାନଂକୁ କେବେ ଶାସ୍ତି ମିଳିବ ପ୍ରଭୁ।
ତଳୁ ଉପର ସବୁ ସଳେ ବିକି ଖାଉଛନ୍ତି ପ୍ରଥମେ ଶିକ୍ଷକୁ ବାଡା
Govt.. 14rs/meal
ହୃଦୟକୁ ବହୁତ କଷ୍ଟ ଦେଲା ଭଳିଆ ଦୃଶ୍ୟ 😢 ଧିକ ଏ ଜନସାଧାରଣ ଧିକ ଏ ମଣିଷ ସମାଜ 😭। ଜୟ ଭୀମ 🙏 ଜୟ ସମ୍ବିଧାନ 🙏। ଧନ୍ୟବାଦ Odisha Reporter Channel 🙏
ପିଲାମାନେ ସିନା ଅନ୍ଧ,ମୂକ,ବଧିର କିନ୍ତୁ ଭଗବାନ୍ ସବୁ ଦେଖୁଛନ୍ତି।ଯେଉଁମାନେ ଏଥିରେ involve କେବେବି ଭଗବାନ୍ ସେମାନଙ୍କୁ କ୍ଷମା କରିବେନି।ସୁଧମୁଳ ସହ ନେବେ।
ଭଗବାନ ଅନ୍ଧ।
Thik katha @@user-RRM
ଧନ୍ୟବାଦ odisha repoter
କଣ କରିବା ଆଜ୍ଞା,,, ଆମେ ତ ଏଠି ଜାତି ଆଉ ଧର୍ମ ନାଁରେ ମାଡ଼ ଲାଗିବା ଆଉ ଆମ ପିଲାମାନେ ଯେଉଁ ସରକାରୀ ସ୍କୁଲ ରେ ପଢୁଛନ୍ତି ସେଠି ସରକାର କେତେ ସୁରକ୍ଷିତ ରଖିଛନ୍ତି ତାହା କେତେବେଳେ ବୁଝିବା 🙏🙏
ଅପରାଜିତା ଷଡ଼ଙ୍ଗୀ ମାଡାମ ଙ୍କ ଭଳିଆ ଆଉ ଜଣେ ଶିକ୍ଷା ସଚିବ ହେବା ଦରକାର 🙏🚩
ଠିକ କଥା କହିଛ ଭାଇ 🪷🙏
Perfect
ଏମାନଙ୍କୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବା ଉଚିତ୍।
Govt should take immediate action
ସବୁଆଡେ ଏପରି ହୁଏ ବେଶିକରି ଉପାନ୍ତ ଜିଲ୍ଲା ମାନଙ୍କରେ , ପ୍ରଧାନ ଶିକ୍ଷକ ମାନେ ପ୍ରତିଯୋଗିତା କରୁଛନ୍ତି କିଏ କେତେ ଲାଭ କରିବ
ସରକାର ଙ୍କୁ ଅନୁରୋଧ ଟିକେ ଧ୍ୟାନ ଦିଅନ୍ତୁ
ଡବଲ ଇଞିନ୍ ସରକାର ଫେଲ୍ ମାରିଛି 😮
Bhai pura track hin kharap achhi engine ku dosa dele habani... Reality hauchi ae sabu pain bjd hin dayi...24 barsha odisha ku barbad karidele...
@@jagdishbehera9706now wait and see, what is going to happen with odisha, in the rule of religion ruling party BJP with mohan majhi.
@@jagdishbehera9706 how to defend your govt
To bapa Naveen ra emiti
@@citizenrayagada2037 au to bapa mohan au modi kn kale 🤣🤣. Double bapa tora
ନିଜ ଛୁଆ ଏଭଳିଆ ପରିସ୍ଥିତିରେ ପଡ଼ିଲେ ନିଜକୁ କେମିତି ଲାଗନ୍ତା ? ସଂପୃକ୍ତ ଅଧିକାରୀମାନେ ଆତ୍ମ ସମୀକ୍ଷା କରିବାକୁ ଅନୁରୋଧ ।
Mu sei school ku jaichi mo gaon pakhare.... Reporter ku thanku... Kete kasta re semane rahuchhanti.... Bahut dina ru
Jadi janithila kn pi tame complain karunathila
ସେଠାର ସାଧାରଣ ଜନତା ଓ ପଦାଧିକାରୀ କଣ ବଟି ନେଇ ଚୁପ ରୁହନ୍ତି
ଏ ଶିକ୍ଷା ମନ୍ଦିର ପିଲା ଖାଦ୍ୟ,ଭିତି ଭୁମୀ ଟଙ୍କା ଖାଉଥିବା ଲୋକ ନର୍କଗାମୀ ହେବେ🙏🙏
ବାଃ ବାଃ ରେ ୨୪ବର୍ଷର ସରକାର
😂😂😂 au abe kau sarkar achhi 😂😂😂
Ai sarkar samna ku asile turanta acstain nebe
24 year sarkar bhala nahni boli change kalu , Abe Tora sarkar asila taku kaha kariba, Tara jadi dum nahni tu Jai kar,se govt ra akhi nathila, ye govt bi Kan ta thu bada andha ki ?
Ketedino helani chaluchi@@OnlyVideo0363
Ba ba re mendha Ghia.ebe tu bapo sorkar
Odisha cm sir please check otv report
Thnx to odisha reporters who delivered this ground zero news to public.govt of odisha should take necessary action and give appropriate service to learners.❤❤❤❤
ଏତେ ଦିନ ଯାଏଁ ଉପରିସ୍ଥ ଅଧିକାରୀ କଣ କରୁଥିଲେ।tq repoter sir
Right sir
ବହୁତ ଏମିତି ଅନୁଷ୍ଠାନ ଅଛି, ଯାହାକି ଏହି ପିଲାମାନଙ୍କୁ ଏମିତି ଠକି ଚାଲିଲାଛନ୍ତି, ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ
Thank you odisha report
ଓଡ଼ିଶା ସରକାର୍ କୁ ଏ ବିଷୟ ରେ କିଛି Action ନେବାକୁ ପଡିବ। ଧନ୍ୟବାଦ୍ odisha reporter ଭାଇ 🙏
I pray 🙏 to odisha government Mohan sarakar please take action...and care all students...
ବିଜେପି ସରକାର ଅଛି ଆହୁରି କ'ଣ ଖାଇବାକୁ ମିଳିବ ଇଏ ଡବଲ ଇଞ୍ଜିନ ସରକାର
Ta bjd kan karithila 😂
@ranjanswain5946 ତ ବିଜେପି ସରକାର କ'ଣ ସବୁ ପିଲା ମାନଙ୍କୁ ଖାଇବା ପାଇଁ ଦଉଛି ଦେଖ
Tor bua nabin ra dosa
ସରକାରି ସବୁବିଦ୍ୟାଳୟ ଏହିପରି ଅସୁବିଧା ହେଉଛି ପାଠ ପଢ଼ା ପଢ଼ି ବହୁତ ଅବହେଳିତ ହେଉଛି ମାଷ୍ଟେର ଫୋନରେ ବ୍ୟସ୍ତ ରହୁଛନ୍ତି ନବରଙ୍ଗପୁର
ଏଗୁଡା ବିଦ୍ୟାଳୟ ନା ଖାଦ୍ୟାଳୟ?
@@susantagaan1386apan teacher achanti bodhe..asabu aramsa management kariheba ..ate kasta kam nuha bujhile ..
@19-prakashkumarsethi47 ମୁଁ ବେସରକାରୀ ସଂସ୍ଥା ରେ ଚାକିରୀ କରେ କିନ୍ତୁ କାହାକୁ ଗାଳି ଦେବ ଆଗରୁ ବସ୍ତାବତା କୁ ହୃଦୟଙ୍ଗମ କରନ୍ତୁ।
ଧର୍ମ ସହିବନି ଆରେ ନିଜ ଖାଇବାଠୁ କାଟି ଏମାନଙ୍କୁ ଦେବାକଥା ହେଲେ ଏମିତି ନିରିହ ଲୋକଙ୍କ ପେଟମାରି ଖାଉଚ ଧର୍ମ ସହିବନି ଜିଁ ଥାଉ ଥାଉ ନର୍କ ଭୋଗିବ
ଧନ୍ୟ ଧନ୍ୟ ସେହି ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ
ନର୍କ ଭୋଗିବ ସବୁ
ଧର୍ମ ସହିଲେ ହେଲା 😢
ଭାଗବାନ ଦୁନିଆ ରେ ଥିଲେ ସିନା ଏ ସବୁ ଦେଖିବେ। ଭଗବାନ ତୋ ପଥର ପାଲଟି ଗଲେଣି ଏ ସବୁ କୁ ଆଉ କିଏ ଦଣ୍ଡ ଦେବ ଆଜିକାଲି ଦୁନିଆ ଲୋକ କୁ କିଏ ନ ଜାଣେ ଛି ଛି କଣ ହେଇଗଲାନିି ଦୁନିଆ 😢
ସଳା ସାରଙ୍କୁ ଆଗ ବାଡା।ସବୁ ବିକ୍ରୀକରି ଖାଉଛନ୍ତି
Emiti ka khabar prasarana paine otv and odisha reporter nku bahut bahut dhanyawad...🙏🙏🙏
Media sabubele ground zero ru reporting kariba darkar...Media independently kama kariba darkar...Sarkar nku asubidha janaile ki sarkar nkara against re kahile sina kichi changeover heba...(Argus&Nandighosh ae channel besi biased achanti 2ti rajanitika dala adaku).Sabu media independent heba darkar
Ame abe bi paradhina kete kharap laguchi turanta govt a sabu prati dhanya diantu . Jagannath kebebi khyama karibeni pila bhagaban nka sadrusa.jay Jagannath 🙏🙏😭😭
ହୃଦୟ ବିଦାରକ... ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ
I'm reality nabin fan❤❤❤
ଜୟ ଶ୍ରୀ ଜଗନ୍ନାଥ
Jay jagannath 🙏
Making Money Is A Skill
Maintaining Money Is A Discipline
Multiplying Money Is An Art
So, if you will know then, this event will not bad
ପ୍ରତେକ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଉ
କେବଳ ୟେ ନୁହେଁ, ଓଡ଼ିଶାର ଶହ ଶହ Special School ଓ Primary School ର ଅବସ୍ଥା ସମାନ। କେବିକେ ଅଞ୍ଚଳରେ ଅଧିକାଂଶ ବିଦ୍ୟାଳୟ ମାନଙ୍କରେ ନିମ୍ନମାନର ଖାଦ୍ୟ ମଧ୍ୟାହ୍ନ ଭୋଜନରେ ଦିଆ ଯାଇଛି ଓ ଅର୍ଥର ବାଟମାରଣା କରାଯାଉଛି। ସରକାରଙ୍କୁ ଏ ମାମଲାରେ ଦୃଢ଼ ପଦକ୍ଷେପ ନେବାକୁ ପଡିବ। ଜୟ ଜଗନ୍ନାଥ 🙏🏻
Thanks to reporter bhai for this type of reporting.
Thanks lot create this news
Thank you odisha report sir 👍👍👍👍
Jay Jagannath Jay Shree Krishna bhagwan 🙏🙏🙏🙏🙏🙏🙏
Kou hostel re basi pakhala diajae aaji mu first dekhilo
Productive coverage by Odisha Reporter 👍
Jay sri Jagannath 🙏🙏🙏
Government please help take action against this
Shame shame
Cm sir tike a prati anudhiyan korantu plz sir🙏🙏🙏🙏😒😒😒
Good job
Thank you sir for this information everyone should have to know this .
Jay Jagannath...😢😢😢😢😢
I was a student in this school this is the real situation government should dismiss the secretary😢😢
Salute. Bhai
He bhgaban
Bahut dukha laguchi
😢bahut dukha katha ethi sarkar check kariba darkar
Jay. Jagannath
ପିଲାମାନଙ୍କୁ ଏମିତି ଦେଖି କଷ୍ଟ ଲାଗୁଚି💔
Apon manae AC room re baseki kahilae habanahi sabubaelae time bharakari field ku jantu sabu janeparibae Midea nku daekhi micha kuhantuni......
Emanku bhagaban bi Saha hebeni...
I pary government please please please immediate take a strong action against hostel superintendent
Se school re thiba headmasteraau sabu teacher nku suspend karajau
Bhadrak ( Gandhi balashram) re bi😢 aam village pakhare ochhi
Please 🙏 help odisha government 😢😢😢
Bohut dukho ro kotha
Concern collector responsible 🎉
All odisha ra special school emiti hauchi😢
Sarkar nku tike bhal ki katha bujhantu
Thanks News
The power of Mohan Majhi.... 😢😢😢
Odisha Govt. Should be take action against the head of the institute......
ଧନ୍ୟବାଦ ଓଡ଼ିଶା ରିପୋର୍ଟର 🎉❤
କିଛି ବଦଳି ନଥିଲା
କିଛି ବଦଳିନି
କିଛି ବଦଳିବ ବି ନାହିଁ ଆଗକୁ
ରାଜନେତା ମାନେ ହେଉଛନ୍ତି ଏ ସବୁର କାରଣ
Otv thank you
This is the real news and otv
ଗୁରୁଜୀ ଖାଉଛି ଗରମଭାତ ଛାତ୍ର ଖାଉଛି ପଖାଳଭାତ ଶଳା କଲିଯୋଗ ମଣିଷ କୁକୁର ଠୁ ବି ହିନ 😮😮
Bhagaban saha huantu
Good news
ଏହା ସରକାର ଙ୍କ ଭୁଲ୍ ନୁହେଁ, ପ୍ରଶାସନ ର ଭୁଲ । ଏହି ଅଞ୍ଚଳ ର ପ୍ରଶାସନିକ ଅଧିକାରୀ ଙ୍କୁ ବାସି ଖାଦ୍ୟ ଦେବା କଥା । ତେବେ ଜାଣିବ କେମିତି ଲାଗିବ।
Promotion give to officer in charge.Where the officer live who listen now.
Thank you otv and odisha reporter
Should be strict action
ଶିକ୍ଷକ କଣ ରୋଷେଇଆ ? ସେ ଯଦି ଖାଇବାକୁ ଦେବ ଆଉ ପିଲାକଂ ସମସ୍ତ ପ୍ରକାର ଆବଶ୍ୟକ କଥା ବୁଝିବ ତେବେ
ରୋଷେଇଆ ଓ ଡକ୍ଟରମାନେ ପିଲାକୁ
ପାଠ ପଢନ୍ତୁ😊😊।
ଯୋଉ ବାବୁ ମାନେ କୋଟି କୋଟି ର ସମ୍ପତି ରଖିଚନ୍ତି, ଏ ପିଲାଙ୍କ ପାଇଁ କିଛି ଦାନ କରନ୍ତୁ 😂😂😂
Nai nai jie koti koti sampati rakhichanti tanku maran hau semane b anhda muka badhira hei jantu ....😂😂😂
Immediate action.
Meal ku school teacher nku dianjau .. separate tender heu..govt gote person ku rs 10 dauchhi..se money ku increase karajau😮
ଏସବୁ ଆଶ୍ରମ ବିଦ୍ୟାଳୟ ରେ ହୁଏ,କ
Justice for little student's
ପରିଚାଳକ ମଣିଷ ନା ଜାନୁଆରୀ ।ଶିଶୁ ଭଗବାନ ।ଏହା ଠିକ୍ ନୁହ
ଜୟ ଶ୍ରୀ ରାମ
😭😭😭😭😭😭 a bagbhan
ଧନ୍ୟବାଦ tv
ହେ ଭଗବାନ 😢