Naveen Pattnaik: କୋଟି କୋଟି ଖର୍ଚ୍ଚାନେ ଇ କାମ କରିକରି କାଣା ମିଲବା ବୋଲି ନବୀନଙ୍କୁ ଘେରୁଥିଲେ ତାଙ୍କର ବିରୋଧୀ

แชร์
ฝัง
  • เผยแพร่เมื่อ 18 พ.ย. 2024

ความคิดเห็น • 44

  • @ashokpattanayak9963
    @ashokpattanayak9963 วันที่ผ่านมา +23

    ଓଡିଶାରେ ହକିର ଭିତ୍ତିଭୂମି ହିଁ ନବୀନବାବୁ ପକାଇଛନ୍ତି ଏବଂ ହକି ଖେଳ ପାଇଁ ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ବହୁ ପ୍ରସଂଶିତ ହୋଇଛି। ତେଣୁ ନବୀନ ବାବୁଙ୍କୁ ମୋର ହୃଦୟର ଅନ୍ତରତମ ପ୍ରଦେଶରୁ ଅନେକ ଅନେକ ଧନ୍ୟବାଦ 🙏

  • @rabinarayanmahapatra4309
    @rabinarayanmahapatra4309 วันที่ผ่านมา +11

    ଏହି ହେଉଛି ଓଡ଼ିଆ ଅସ୍ମିତା।

  • @manishapattanayak2152
    @manishapattanayak2152 19 ชั่วโมงที่ผ่านมา +5

    ଜୟ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🏻
    ଜୟ ବିଜେଡି ଜିନ୍ଦାବାଦ❤️👍

  • @prabinkumarnayak5324
    @prabinkumarnayak5324 วันที่ผ่านมา +8

    Madam ଆପଣ ଯାହା କହିଲେ ବି ବିଜେପି ଏବୋଙ୍ଗ ଅନ୍ଧ ଭକ୍ତଙ୍କୁ ନବିନ ବାବୁଙ୍କ 24 ବର୍ଷର। development ku ଦେଖି ପାରିବେ ନାହିଁ, ଓଡ଼ିଶାର ଜନସାଧରଣ ମଧ୍ୟ ଅଧିକ ଆଶାରେ ନବିନ ବାବୁଙ୍କୁ ହଟାଇ ଦେଲେ ଆଉ ଓଡିଶା ର development ku 10 ବର୍ଷ ପଛକୁ ନେଇଗଲେ

  • @HrusikeshSwain-es2gw
    @HrusikeshSwain-es2gw วันที่ผ่านมา +7

    very good explain

  • @simple-g4k
    @simple-g4k วันที่ผ่านมา +7

    Jai Naveen Jai BJD our great CM Naveen Patnaik

  • @khiroddash8685
    @khiroddash8685 วันที่ผ่านมา +4

    ମା ଲୋ ଆଗେଇ ଯାଅ. ଭଗବାନ ତୁମର ମଙ୍ଗଳ କରନ୍ତୁ.

  • @debiprasadmishra2699
    @debiprasadmishra2699 วันที่ผ่านมา +6

    ଗାଁ ରେ ନେତ୍ରୁତ୍ୱ ନେଇ କିଛି ସାମାଜିକ ଅନୁଷ୍ଠାନ କରନ୍ତୁ। ସୁରୁଖୁର ରେ ଅନୁଷ୍ଠାନ ସରିବା ପରେ ପରେ ଆପଣଙ୍କ ନାମରେ ଦୁର୍ନାମ ବାହାରିବ। " ଏତେ ଟଙ୍କା ଖାଇଗଲା,ଅନୁଷ୍ଠାନ ପରିଚାଳନାରେ ତ୍ରୁଟୀ ରହିଲା , ବିଶ୍ରୁଙ୍ଖଳା ହେଲା " ଇତ୍ଯାଦି ଇତ୍ଯାଦି।
    ଏହି କଥା ଗାଇବୁଲିବେ ସେହିମାନେ ଯାହାଙ୍କର ୧ ଟଙ୍କାର ସହଯୋଗ ନଥିଲା।
    ଉତ୍କଳମଣୀ ଗୋପବନ୍ଧୁ ବନ୍ଯା ବାତ୍ଯା ବିପତ୍ତିରେ ଚୁଡା ଚାଉଳ ସଂଗ୍ରହ କରି ଗାଁ ଗାଁ ବୁଲି ବାଣ୍ଟୁଥିଲେ।
    ଦୁର୍ନାମ ହେଲା ସେ " ଖାଇଗଲେ"।
    ଉତ୍କଳ ଗୈାରବ ମଧୁସୂଦନ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ କାମ କରୁଥିଲେ।
    ଦୁର୍ନାମ ହେଲା " ମଧୁ ଉତ୍କଳ ସମ୍ମିଳନୀ ରୁ ଟଙ୍କା ତୋଷରପାତ କରୁଛନ୍ତି"।
    ଉଭୟ ଙ୍କୁ ମିଥ୍ଯାରୋପ ବାଧିଥିଲା।
    ସେମାନେ କାନ୍ଦିଥିଲେ।
    ଆମେ ସେହି ଓଡିଆ।
    ନିଜେ କରିବୁନି। କରିବା ଲୋକକୁ ଦୁର୍ନାମ ଗାଇବୁଲିବୁ।

  • @nagenmishra2948
    @nagenmishra2948 21 ชั่วโมงที่ผ่านมา +2

    ବହୁତ sundar presentation of fact and beautiful analysis also.

  • @ashokmohanty9269
    @ashokmohanty9269 วันที่ผ่านมา +9

    Jay..b..j..d..odisa..tiger..c..m...n...p...

  • @duniyarangamancha230
    @duniyarangamancha230 13 ชั่วโมงที่ผ่านมา +1

    Very nice video

  • @Rmoffical957
    @Rmoffical957 วันที่ผ่านมา +5

    ଗନ୍ଧ ମାର୍ଦ୍ଦନ ପର୍ବତ ଉପରେ ମତା ମତ ଦେବେ ମୋର୍ ଆଶା ଦି ଦି

  • @dolamanitanty6158
    @dolamanitanty6158 13 ชั่วโมงที่ผ่านมา +1

    Supar hit tile nabin sar

  • @sanjaykumarjena290
    @sanjaykumarjena290 15 ชั่วโมงที่ผ่านมา +1

    Naveen is always great ❤️🙏

  • @minaketansrichandan3773
    @minaketansrichandan3773 วันที่ผ่านมา +1

    Best and well explained

  • @userkumar.rakesh
    @userkumar.rakesh 16 ชั่วโมงที่ผ่านมา +1

    Aamar Nabin Sir bahut Val Lok..
    We love him very much..
    Jay BJD ❤❤❤❤.....

  • @pradeepjena3595
    @pradeepjena3595 5 ชั่วโมงที่ผ่านมา

    Very good Perfectly said Madam

  • @thabirapadhan3770
    @thabirapadhan3770 14 ชั่วโมงที่ผ่านมา +1

    ପୂହୁରୀ

  • @chudamanisunani7371
    @chudamanisunani7371 16 ชั่วโมงที่ผ่านมา +2

    ଜଣେ ଜଣେ କହୁଛନ ଯେ ବିଜେଡି ଭଲ କାମ କରିଛନ ହେଲେ କେତେ ପଇସା ଖାଇଛନ ତ ନିକହେବାଇ ମାଡାମ ଠିକ ଅଛେ ଏବେ ବିଜେପି ସରକାର ଆଇଛେ ଏମାନେ ଓଡ଼ିଶାର ଗୋଟିଏ ପଇସାବି ଖାଇବେନି ବିଜେପି ନେତା ମାନେ ନି ସ୍ୱାର୍ଥ ଭାବ ପରିଗଣିତ ଓଡ଼ିଶାରେ ସୃଷ୍ଟି କରିବେ ସମୟ କହେବା ମାଡାମ କହେବେ 🙏ଜୟ ମା ସମଲେଇ

  • @PravakarParamanik-u9k
    @PravakarParamanik-u9k วันที่ผ่านมา +1

    ❤Jay Jagannath Jay nabin babu Jay ❤

  • @jyotiranjanpatra1989
    @jyotiranjanpatra1989 2 ชั่วโมงที่ผ่านมา

    ❤❤❤❤jay Naveen babu ji 🎉❤❤❤

  • @diptisatpathy2799
    @diptisatpathy2799 9 ชั่วโมงที่ผ่านมา

    Nabin Pattnaik great

  • @tushardash1507
    @tushardash1507 22 ชั่วโมงที่ผ่านมา +1

    Nabin babu Odisha re sports development karichanti.

  • @ritaranidas9951
    @ritaranidas9951 4 ชั่วโมงที่ผ่านมา

    Right madam

  • @Basudev143-p6q
    @Basudev143-p6q 21 ชั่วโมงที่ผ่านมา +1

    Sundi jani❤❤❤😂😢😮❤

  • @itsbikram24
    @itsbikram24 14 ชั่วโมงที่ผ่านมา

    ବିଜେଡ଼ି ନବୀନ ପଟ୍ଟନାୟକ ଙ୍କୁ ଛାଡିଲେ ଆଉ କିଛି ନାହିଁ ବୋଧେ । ଏ ଚ୍ୟାନେଲ ରେ କେବଳ ବିଜେଡ଼ି ନବୀନ । ଅନ୍ୟ ପ୍ରସଙ୍ଗ ଉପରେ କିଛି ତ ହେଉନାହିଁ । ଭିତ୍ତି ଭୂମି ଗାଁ ଗାଁ ରେ କହୁଛନ୍ତି ତ ଗାଁ ଗାଁ ବୁଲି ଦେଖିଛନ୍ତି ନା ଏମିତି କହିଦେବା କଥା

  • @villagevlogsbyjagan3173
    @villagevlogsbyjagan3173 10 ชั่วโมงที่ผ่านมา

    ନବ ନିର୍ମାତା ନବୀନ ସତରେ ମହାନ୍।
    ଏବେ ସମସ୍ତେ ଜାଣିବେ କିଏ ଓଡ଼ିଆ ଅସ୍ମିତା ପ୍ରତି ଧ୍ୟାନ ଦେଉଚି।ପରିବର୍ତ୍ତନ କର ଏଟା ଦରକାର୍ ଅଛି ସମାଜ ପାଇ ହେଲେ ପରିବର୍ତ୍ତନ କାହାକୁ କରିବା ଯିଏ ଓଡ଼ିଶା କୁ ପରିବର୍ତ୍ତନ କରିଛି ଯିଏ ଓଡ଼ିଶା କୁ ଆଣି ଆଗ ଧାଡ଼ି ରେ ଠିଆ କରିଛି।ନବୀନ ଆସିବ ଜାଣିଲେ ସବୁ ଆମେ ଦେଖିବା ପାଇଁ ସାଇକଲ ରେ ଆସୁଥିଲୁ ଆମ ପାଖ ଅଞ୍ଚଳ କୁ।ହେଲେ ଏବେ ଆଉ ସେ ସବୁ ନାହିଁ ଖାଲି ପରିବର୍ତ୍ତନ ନରେ ସବୁ ର ଚାହିଦା ବଢ଼ି ଯାଉଛି।

  • @RameswarMahakur-m7t
    @RameswarMahakur-m7t วันที่ผ่านมา +2

    Very very very very very very very very very very very very very very very very very nice 👍

  • @pravash1234123
    @pravash1234123 14 ชั่วโมงที่ผ่านมา +1

    Ame helu odia, jiye ama pain hrudaya ru kama kariba, taku hindi ame samaste patti maribu

  • @bishnuprakashsuna
    @bishnuprakashsuna วันที่ผ่านมา +1

    When are u making an episode on Gandhamardhan ???

  • @ROLIBARIK-vq3tm
    @ROLIBARIK-vq3tm วันที่ผ่านมา

    Janapaduchhe bjd Supporters.....

    • @ranjansandha8645
      @ranjansandha8645 วันที่ผ่านมา +2

      Han bhai jenta ki argus bjp ra supporter

  • @dipfragnant
    @dipfragnant วันที่ผ่านมา +1

    ବିଲକୁଲ୍ ସତ୍ ଆଏ ଜେ ଉନ୍ନତି ହେଇଛେ, କିନ୍ତୁ କେତେ ଟଙ୍କା ଖାଇଛନ୍ ଯେ କହତ।
    ଆମର ଘରେ ପାଇଖାନା ଟେ କେନ୍ଦ୍ର ସରକାର ତରଫ ନୁ ହେଇଛେ ଟିକେ ଭିଡିଓ ବନାବୁ ତ। ଅନୁରୋଧ ଆଏ।

  • @jyotiminz75
    @jyotiminz75 3 ชั่วโมงที่ผ่านมา

    Ame coconut cup and chocolate pacate cup khelichhu

  • @rb_Traveller
    @rb_Traveller วันที่ผ่านมา

    BJD ra bhal Kam k khali dekhao 6
    Demerit k knje ni dekhao

  • @rahulsagar7145
    @rahulsagar7145 วันที่ผ่านมา +1

    Tame khaali BJD supporter aye tame b paisa khaaicha kai? BJD r amr sambalpuriaa laagi kichi nai kari BJD khali katkiaa ke sabu kariche

  • @sanasahu6874
    @sanasahu6874 วันที่ผ่านมา +1

    Kete paisa desi bjd

    • @DibyaKumarBariha
      @DibyaKumarBariha วันที่ผ่านมา +3

      Darkar bhel

    • @dipakmohanty603
      @dipakmohanty603 17 ชั่วโมงที่ผ่านมา +2

      ଛୋଟ୍ ଚିନ୍ତାଧାରା, ଏତେ ସୁନ୍ଦର ଆନାଲିସିସ୍ କେ ପହେଲା ବୁଝବାରକେ ଚେଷ୍ଟା ତ କର

    • @PramodLima-fg3mk
      @PramodLima-fg3mk 13 ชั่วโมงที่ผ่านมา

      OTV ku kete Paisa deichanti BJP​@@dipakmohanty603