Binakara Karuani (ବୀଣାକାର କାରୁଆଣୀ) // ସ୍ଥାନ - ପ୍ରଗତି ନଗର କୁମଣ୍ଡ ଅନୁଗୋଳ // ନୂଆ ବାଦଦଣ୍ଡ ଦେଖନ୍ତୁ

แชร์
ฝัง
  • เผยแพร่เมื่อ 19 ต.ค. 2024
  • #Badadanda2022Kumanda #Prasadstudio #ntpckaniha
    Facebook :-
    Instagram :- @bishnuprasad781
    MX TAKATAK :- 295290665
    ନମସ୍କାର ଦର୍ଶକ ବନ୍ଧୁ । ମୁଁ ଆପଣ ମାନଙ୍କର TH-camr ଵିଷ୍ଣୁ ପ୍ରସାଦ ବେହେରା ( ପ୍ରସାଦ ଭାଇ ) କଣିହାଁ ଅନୁଗୋଳ , ମୋ - 8249527724 , Email id - b. lic790@gmail. com
    ଆପଣ ମାନଙ୍କୁ youtube ଚାନେଲ Prassd studio କୁ ସ୍ୱାଗତ । ଆପଣ ଯଦି ମୋ ଚାନେଲ ସହିତ ନୂଆ କରି ଦେଖୁଛନ୍ତି ତା ହେଲେ ସର୍ବ ପ୍ରଥମେ ମୋ ଚାନେଲ ପ୍ରସାଦ ଷ୍ଟୁଡିଓ କୁ subscribe କରନ୍ତୁ ଏବଂ bell icoin କୁ on କରି ଦିଅନ୍ତୁ ଯାହା ଫଳରେ ମୋର ପ୍ରତ୍ୟେକ ନୂଆ ନୁଆ ଭିଡ଼ିଓ କୁ ପ୍ରଥମେ ଦେଖି ପାରିବେ । ରହିଲି ନମସ୍କାର । ଜୟ ଜଗନ୍ନାଥ ।
    ବି . ଦ୍ର . :- ମୋ youtube ଚାନେଲ Prasad studio ମାଧ୍ୟମରେ ଆମ୍ଭର ଲୋକାୟିତ ହୋଇ ଯାଉ ଥିବା କାଯ୍ୟକ୍ରମ ଯଥା ପାରମ୍ପରିକ ଦଣ୍ଡନୃତ୍ୟ , ପାଲା , ଘୁଡିକି , ଦାସ କାଠିଆ , ସଂକୀର୍ତ୍ତନ , ମେଳା ମହୋତ୍ସବ , ଅଷ୍ଟ ପ୍ରହରୀ , ଯାତ୍ରା , ହୋମ , ପାରାୟଣ ଇତ୍ୟାଦି କୁ ଲୋକ ଲୋଚନ କୁ ଆଣିବା ପାଇଁ ଏକ ମାତ୍ର ପ୍ରୟାସ । କୌଣସି ଜାତି ପ୍ରଥା କିମ୍ବା ଅନ୍ୟ କାହାରିକୁ ଆକ୍ଷେପ କରି ନୃତ୍ୟ କରିବା ଉଦ୍ଦେଶ୍ୟ ନୁହେଁ କେବଳ ଟିକିଏ ମନୋରଞ୍ଜନ ପାଇଁ , ତେଣୁ ମୋର ସମସ୍ତ ଭାଇ ଭଉଣୀ ମାନଙ୍କୁ ନିବେଦନ କରି କହୁଛି ସମସ୍ତେ ମୋ ଚାନେଲ ପ୍ରସାଦ ଷ୍ଟୁଡିଓ କୁ subscribe କରନ୍ତୁ ଏବଂ ନୂଆ ନୂଆ ଭିଡ଼ିଓ କୁ ଦେଖି ବାର ସୁଯୋଗ ନିଅନ୍ତୁ ।

ความคิดเห็น • 4

  • @badamashkt8490
    @badamashkt8490 ปีที่แล้ว +1

    ଅଭୟ sir best ❤️❤️❤️❤️Love you my କଂସରା ଅନୁଗୁଳ ❤️❤️❤️

  • @himansubehera9715
    @himansubehera9715 2 ปีที่แล้ว

    ସାରେ ପାନ ଖାଉଛନ୍ତି କି ସେମିତି ଜଣା ପଡ଼ୁଛି

  • @sagarmahapatra6101
    @sagarmahapatra6101 2 ปีที่แล้ว

    Nice