I saw the name on the mobile by pressing the switch and saw it again today 2024 then how happy I would have been to borrow the mobile phone from others to listen to these songs and still listen to abuse.
Lovely inspirational romantic song meant to expose beautifully the sad betrayal in love! Along with singer Babul Supriyo, lyricist Arun Mantri and Music Composer Sarat Nayak must be praised for the creation of this splendid solo.
Satare kathare achhi ,time & stream wait for non,ehi geeta asila bele mu 15 years ra thili ,ebe mu 38 year ra ,hele ehi greta dekhile bayasa mane rahuni ,so beautiful & master peace song
2024 ରେ କିଏ ସବୁ ଦେଖୁଛ like କର
Hello 😊
Hmm mu dekhuchhi ❤😢😊
😂😂😂
❤❤❤
Mu be
ଆଜି ର କଲିଯୁଗ ରେ ପ୍ରେମ ମୂଲ୍ୟ ନାହିଁ,,ସତରେ ଏ ଗୀତ ଟା ରଚନା କରିଥିଲେ ଯିଏ ତାଙ୍କୁ ବହୁତ ଧନ୍ୟବାଦ,,
କେତେ ସୁନ୍ଦର ଗୀତ ଆସୁଥିଲା ସେ ସମୟରେ ରେ ସେତେବେଳେ ନାଁ ଥିଲା ସ୍ମାର୍ଟ ଫୋନ୍ ନାଁ ଥିଲା କେବୁଲ୍ କନେକ୍ସନ୍ ଆଜିବି ମୋ ପାଖରେ ଏ ସବୁ ଆଲବମ୍ ଗୀତ ର କ୍ୟାସେଟ ଅଛି ସେତେବେଳେ ମାତ୍ର ୧୨ ଟଙ୍କା ଦେଇ ଗୋଟେ କ୍ୟାସେଟ କିଣିବା ପାଇଁ ମୋ ପାଖରେ ପଇସା ନଥିଲା ଆଜି ପଇସା ଅଛି କିନ୍ତୁ ସେ ଗୀତ ଆଉ ନାହିଁ
Welcome to u for sad song
Oh bro life has been changed completely
Hnn Yaar 😭😭😭😭
Tame sata Katha kahila bhai
ସତ କହିଲ ଭାଇ
ଛୁଆ ଦିନର୍ କଥା ସେର୍ ପଡ଼ିଗଲା ।😍 ବହୁତ ସୁନ୍ଦର ଗୀତ୍ । ଧନ୍ୟବାଦ 🙏
ହଁ ଭାଇ ଆଜି ଗୀତ ଆସୁଛି ହେଲେ ଏଭଳି ଗୀତ ଆଉ ମିଳୁନାହିଁ, ପୁରୁଣା ସେ ଗୀତ ଆଉ ସୃତି ଆଜି ଵି ସେଇ କଥା ମନରେ ଆସୁଛି 😢😢😢
How
@@ramakantanatha7577modern duniya ree ehivoli song asibani😅
ଆଜିର ଏ ସ୍ୱାର୍ଥପର ଦୁନିଆରେ କିଏ ପ୍ରକୃତ ପ୍ରେମର ମୂଲ୍ୟ ବୁଝିଛି!
Tu bujhuchu jadi to rate kete?
Nobody never
@@kingbazzi3154 tame ta rate deiparibani
Mu sunichi depak bhai nka ra song
❤❤❤
ଆଜିର ଦୁନିଆରେ ଆଉ ସେ ଭଲ ପାଇବା ନାହିଁ। ସବୁ ସ୍ୱାର୍ଥପର। ସମୟ ପୁଣି ପଛକୁ ଫେରି ଯାଆନ୍ତା କି 😭😭😭
Hau chalo jiba
ଆମେ ଛୋଟଥିଲା ଵେଳେ ଏହି ଗୀତ ସବୁ ସୁଣୁଥିଲ 2023 ରେ ଏହି ଗୀତ କିଏ ସୁଣୁଛ coment and like କର
ଏହି ଗୀତ ସହ ମୋର ଜୀବନ ର ପ୍ରକୃତ ପ୍ରେମ କାହାଣୀ ସହ ଜଳିତ ଅଛି ଭଲପାଇବା କେବଳ ଭାପାଇବା ରେ ରହିଗଲା
କିଏ କିଏ 2024 ଶୁଣୁଛ ?
ତ ବୋଉ ଘଇତା ଶୁଣୁଚି
Mu bhaii
😂😂😂😂😂😂😂@@PrabeerKumar18
Mu sunu chhi bhai aji e Gita.....
❤❤❤
ଚିରନ୍ତନ ଏକ ପ୍ରେମିକ ର ମନ ର କୋହ କୁ ସୁନ୍ଦର ଭାବେ ବ୍ୟକ୍ତ କରିଥାଏ ଏହି ଗୀତଟି।।।
"ଭଲ ପାଇ କିଏ କାହାକୁ ଠକିଚି, ନିଜକୁ ପଚାରି ଦେଖ, ଆଉ ଥରେ ଭାବି ଦେଖ...."
ଅଗଷ୍ଟ ୨୭, ୨୦୨୪........ ମନେ ରହିବ ପ୍ରିୟେ।।।।। 💔
ଅତୀତ ଏମିତି ଏକ ସ୍ମୃତି ଫୁଲ ଟିଏ
ଯେତେ ବାସୀ ହୁଏ ସେତେ ବାସୁଥାଏ
ଜୟ ଜଗନ୍ନାଥ ସ୍ୱାମୀ🙌
😂😂😂
Super nice 👍
Jay Jagannath good
❤😢❤
Nice lines sister....
ଭାଇ ବହୁତ କଷ୍ଟ ଦେଉଛି ପୁରୁଣା ଗୀତ ଶୁଣିଲେ କଣ କରିବା ଆମ ସହ ଏଭଳି ଘଟି ଯାଇଛି 😭😭😭😭😭
Tu kichhi bhabena bhai
କଣ ହେଲା ତୁମ ସହିତ ଭାଇ?😭
Kahoni bhai jahaku ate bhala pauthili se mote chadi dela😭😭😭😭
@@beheraonline9448 sabu swarthpar bhai 😭😭😭
ଭାଇ ଏଇ ଗୀତ ଶୁଣିଲେ ନା ବହୁତ କଷ୍ଟ ହେଉଛି, ❤ ଭାଇ ଏଇ ଗୀତ ପରି ଆଉରି କରନ୍ତୁ, 😂କାହିଁକି ନା ଆମର ବି ଏଇ ପରି ଏଇଛି ଭାଇ,😂 ଦୟାକରି ଏହି ଗୀତ ପରି ଆଉରି କରନ୍ତୁ 😂😂😂❤❤❤
ଗୀତ ଶୁଣିବା ପରେ ଭୁଲି ଯିବା ମଣିଷ ମନେ ପଡିଲେ ହୃଦୟ ଭାଗୀ ଗଲା
କେତେ ସୁନ୍ଦର ଗୀତ ଟିଏ 👌👌👌ପୁରୁଣା ସୃତି ମନେପଡୁଛି 👌👌👌❤️❤️
ଏହି ଗୀତ ଜେତେ ସୁଣୀଲେ ମ୍ବାରମ ମ୍ବାର ସୁଣୀବାକୁ ଇଚ୍ଛା ହେଉଛି ❤
ହ ଭାଇ କୁଆେଡ ଗଲା ସେ ଦିନ ❤😢 old is gold
ସେ ଦିନ ଆଉ ଅସିବନି ଯେତେ ମନେପକାଇଲେ ବି❤❤❤❤😂😂😂😂😂
Wow Babul Supriyo❤❤
Wow Sarat Nayak❤❤
Wow Arun Mantri❤❤
ଏ ଗୀତଟି। ସେତେବେଳେ। ଖୁବ୍। ମାର୍କେଟ। ନେଇଥଲା। ହୃଦୟ ଯନ୍ତ୍ରଣା ଦାୟକ। ଯିଏ ଅନୁଭବ ନ କରିଛି। ସେ କେବେ ବୁଝିପାରିବନି
ଯେତେ ନୂଆ ଗିତ ଆସିଲେ ମଧ୍ୟ ଏଗିତର ସ୍ଥାନ କେହି ନେଇ ପାରିବେ ନାହିଁ
❤
This song is ever green ❤️👍🙏💚 ସୁନ୍ଦର ତୃପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆଁ ଦିଶୁଥାଏ
ପୁରୁଣା ହେଲେ ବି ବହୁତ ସୁନ୍ଦର 👌👌👌👌👌
ତୋ ସହ ଦେଖା ହେଇ ମନ ଟିକେ ଶାନ୍ତ ହେଲା
ତଥାପି ବି ବହୁତ ଗୁଡେ ପ୍ରଶ୍ନ ଏବେ ବି ମୋ ମନରେ ଉଙ୍କି ମାରୁଛି
ମନ ବିଚଳିତ ହେଉଛି
😢😢😢
ଏତେ ଦିନ ପରେ ଆଜି। ପୁଣି। ଏ। ଗୀତଟି ଦେଖିବାକୁ। ଏବଂ। ଶୁଣିବାକୁ। ପାଇ। ବହୁତ୍। ଖୁସି। ଲାଗୁଛି। ସତରେ। କେତେ। ସୁନ୍ଦର। ଅନୁଭବି ହିଁ। ଅନୁଭବ। କରିବ
କେତେ ସୁନ୍ଦର ଗୀତ, ଓଡ଼ିଆ ଗୀତ କୁ ଏ ଟିକିଟକିଆ ବରବାଦ କରିଦେଲେ
😢😢
Old is Gold
My favorite singer
Babul supriya
My childhood favorite song
ରାଜା ସିନା ପୁଜା ପାଏ ନିଜ ଦେଶ ରେ
କବି ପୁଜା ପାଏ ଦେଶ ବିଦେଶ ରେ Beautiful🌹🌹🌹🌹👌👌👌songs🎵🎵🎵🎵
ହଁ ସତ କଥା କହିଲ ଏ ଗୀତ ଶୁଣିଲେ ମନ କୁ ଛୁଇଁଯାଏ
Very nice se dina au acibani ❤❤❤❤❤
ପିଲାବେଳ ମନେ ପଡ଼ିଗଲା.. ☺️♥️
Hnn bhai kemiti naka ru sigani ashu thila tora 😊
@@swainbabu199
ବାଳ ୟେ କି କଥା ତୋର କ'ଣ ସିଙ୍ଗାଣୀ ଗାଣ୍ଡିରୁ ବାହାରୁଛି.... ସଭିଙ୍କ ନାକରୁ ହି ବାହାରିଥାଏ
Are hnn sei mu dekhi chi boli kahiki bala
@@swainbabu199
ଲଜ୍ଜା ଲାଗୁନି??
❤😢❤
❤ Form Andhra Pradesh
ହୃଦୟ କୁ ଛୁଇଁ ଯାଉ ଥିବା କିଛି ପୁରୁଣା ଦିନର ମଧୁର ଗୀତ 💕💕💕💕💕
Right 🙏
Bhai manaku chhui hola
1
❤😊❤
Love u this song from West Bengal burdwan 👍👍👍👍👍
Emiti sundar sabdha ,sumadhur music au ebe subhuni,so old is gold
Amo pori break up pila manakha pai special song tia bhauta Sundar song ❤
😊
Old is gold
I miss this time😢
2024 re Kia Kia acha like kara❤
Agita sunile ମନକୁ kete khusi lage mu kahiparibini❤️❤️❤️❤️❤️
ଲୁହ ଗୋଟେ ଏମିତି ତାହା ମନ କଷ୍ଟ ହେଲେ ତାହା ଆଖି ଦ୍ୱାରା ଦେଖାଯାଇଥାଏ କାରଣ ମନ ଭିତର କଷ୍ଟ କୁ ଯେମିତି ଦେଖିହୁଏ ନାହିଁ ସେମିତି ଲୁହ ର ରଙ୍ଗ କୁ ଅର୍ଥହୀନ ବୋଲି ସମସ୍ତଙ୍କୁ ଲାଗେ ପକୃତ ରେ ସେଇ ଲୁହ ରେ ଅର୍ଥ ଲୁଚି ରହିଥାଏ
𝐘𝐨𝐮 𝐲𝐞𝐚𝐫 𝐫𝐢𝐠𝐡𝐭 👍
Wow
I love you 😘
Bhai
@@mr_rihann Hello bro
2024re b kie kie ae Sundar Gita ku sunucha like kara
Old is gold my childhood memories there was no smart phones or nothing but this type of satisfaction and sweet memories
Waaah 2024 ra bhi ei geeto mona kini nela❤❤
Very very nice ❤️❤️❤️ song my favorite song love you babul supriyo
Mate mane achhi ei song ti mo high school time ra best song thila aji b .......❤❤❤❤
Song that reminds our old memories...golden era our album Industry
OLD IS ALWAYS GOLD ❤😢
Come back to my childhood time
Really great time
Sabu lock down kids mane dekha .. old is gold 💔💔💔🥺🥺🥺🥺
Old is gold ..best of babul supriyo ...tqs to swarthak mic
Very beautiful ❤❤❤
My favourite singer
Babul&supriya old is gold ❤
ଏ ଗୀତ ସେ ସମୟ ରେ ବହୁତ୍ ଭଲ ଲାଗେ
ଆଉ ଏବେ ବି ଶୁଣିଲେ ସେ ସମୟ କଥା ମନେ ପଡ଼ିଯାଏ😔😔
I wish I can go back that time again and there is no social media and no smart phones... Only this type of song and full satisfaction.............
Edaw3rdia
True
I wish we will go back there is no social media your and me same thinking
Ò⁹8
..
ହଁ, ମୁଁ ତୁମ ବିନା ବି ହସିପାରେ,
ହଁ, ମୁଁ ତୁମ ବିନା ବି ବଞ୍ଚିପାରେ;
ନିଜକୁ ଭୁଲି ଯଦି ଭଲ ପାଇପାରେ
ଚେଷ୍ଟା କରି ତୁମକୁ ଭୁଲି ବି ଯାଇପାରେ।।
ପାରେନି ତ ବାସ ଘୃଣା କରିପାରେନି,
ପାରେନି ତ ଅବିଶ୍ବାସ କରି ପାରେନି,
ଆଉ ଯେତେ ଚେଷ୍ଟା କଲେବି
ତୁମ ଅନୁଭବ ରୁ ନିଜକୁ ମୁକ୍ତ କରିପାରେନି..!!
Love from Jharkhand 💜💜💐
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତଗୁଡ଼ିକ ସେ ସମୟର... 👌👌🥰🥰🥰💐💐💐👍👍👍
My favourite lyricist Arun Mantri sir🙏🙏❤️
Him voice..❤
Old Is Gold... Always Remember Odia Old Songs... 22 Aug 2022
Bhautha😂😢❤dinora🎉❤githa😊❤bhautha balo, lagila thuma, githa thank you so much❤😊😊😅🎉
Aji.au.agita.sunibaku.miluni.ati.sundara.gita.bahuta.hat.karuchi.agitata.i❤u.kandhamal
Music...sarat nayak
Voice...
Babul supriya.
A golden romantic odia song.
Remember in early days it was a super hit odia romantic song.
3,4(⏰
X
,
Bhai lyrics ta ku bhuli jaoni ba...jie gita ta ra pratek sabda ku tanka manasapata re bhabi ki lekhichnt arun mantri sir
@@mrak148 thank u
Hn mu ଜାଣିନଥିଲି
ଅତି ସୁନ୍ଦର ଗୀତ। ଓଲ୍ଡ ଇଜ୍ ଗୋଲ୍ଡ ❤
Very beautiful song ♥️♥️👌♥️♥️
Tabarak An❤
Am Bengali but i love 💕 this song and my happiness and my febrite song year old is gold ❤❤❤
Khonche mongara ke phool 😊😊😊
ଆଜି ବି ମୋ ପାଖରେ ଟେପ କ୍ୟାସେଟ ଅଛି କିନ୍ତୁ ଟେପ ଭାଙ୍ଗି ଯାଇଛି 😢😢😢
ଏମିତିକା ଗୀତ ଆଉ ବାହାରିବା ସ୍ବପ୍ନ😅😅❤❤❤❤
Tears on my eyes ..getting nostalgic ..my collage days ,my old friends ..what a song !!!
🪄👏👏
Tqs bhai
Badajhia hebe unmad❤
Ohhhhhh ...my favorite song ❤️❤️❤️👍
Aau ketedina album name
I'm..
Masterpiece ❤❤
Childhood...memory...😍😍😍
P
I saw the name on the mobile by pressing the switch and saw it again today 2024 then how happy I would have been to borrow the mobile phone from others to listen to these songs and still listen to abuse.
My childhood ...😥😥⌚ come agin ..
Babul supriyo ❤❤❤❤❤❤
Favorite track 😆😘😘😘🎧
କେବେ ଆଖିରେ ଲୁହ...... ଆଖିରେ ଭିଜି ଯାଏ ତ,,,, ପୁଣି କେବେ ସେ ଲୁହ ଆଖିରେ ମରିଯାଏ,,,, ଯଦି କେହି ଆପଣାର ଲୋକ ବିନା କାରଣରେ ଏଇ ହୃଦୟ କୁ ଆଘାତ ଦେଇଥାଏ..... 🙏
Lovely inspirational romantic song meant to expose beautifully the sad betrayal in love! Along with singer Babul Supriyo, lyricist Arun Mantri and Music Composer Sarat Nayak must be praised for the creation of this splendid solo.
Ok
Love From Jharkhand 😮
One of my fav song😘😘😘
Satare kathare achhi ,time & stream wait for non,ehi geeta asila bele mu 15 years ra thili ,ebe mu 38 year ra ,hele ehi greta dekhile bayasa mane rahuni ,so beautiful & master peace song
Old is gold 👌👌👌👌
Great lyrics and music....
Love it ❤
ସତରେ ଏ ଗୀତଟି ଶୁଣିଲେ ନାଁ ଚାଲିଯାଇଥିବା ଆଉ ସମୟ ବହୁତୁ ମନେ ପଡେ ଭାବି ଥିବା କଥା ଦେଖିଥିବା ସପ୍ନ କେବେବି ପୂରଣ ହୁଏନି ହେଲେ ଆମେ ଜଉଟା ପାଇବାର ନାହିଁ ଜଉଟା ଆମର ହେବାର ନାହିଁ ଆମେ ତାକୁହିଁ ବେଶୀ ଭଲ ପାଉ 👍👍
😢😢
Lovely song.childhood memory
So u r very old
ଆଉ ଥରେ ସେଇ ପିଲା ଦିନ ଟି ଫେରିଆସନ୍ତା କି ଏଇ ଗୀତ ଶୁଣିବା ପାଇଁ ମୁଁ ଆମ ଡେଗ ରେ ଗୀତ କ୍ୟାସେଟ ରେ ପଇସା ଦେଇ ଲୋଡ କରୁଥିଲି ବହୁତ୍ ସୁନ୍ଦର ଥିଲା ସେଇ ଅତୀତ ଟି😢
Puruna smruti ❤️❤️🙏🙏
Melodious song n super voice of Babul Supriyo....
I like sad song ❤nice song 👌🌹❤
❤❤❤❤❤❤❤❤
Give a like who are listening this master piece in 2023
Jeu pua mane love continue re thibe,semane ye video dekhi badei piti heuthibe,😊😊
Night+Alone+Music+Full Sound=Sûköôñ 💫❤️🌍
ସତ କଥା 😢😢😢
I love u parsuram❤
Really I was remember my childhood😘😘this song I am singing in my childhood friends😍😍 miss you friend s
.......
❤😢❤
ମାନିନେଲି ତୋର ସବୁ ସର୍ତ୍ତ,
ରାଗ ଅଭିମାନ,
ବୁଝେଇ ଦେଲି ମନକୁ ତୁ ମୋର ନୁହଁ
ତୋ' ପାଇଁ ଅପେକ୍ଷା ବି କରିବିନି,
ତୋ' ଜୀବନରେ ଆଉ ପଛକୁ
ଫେରି ଚାହିଁବିନି
ଗଲାବେଳେ ଖାଲି ତୋ ଛାତିରେ ମୁଣ୍ଡଗୁଞ୍ଜି ମନଭରି ଟିକେ କାନ୍ଦିବାକୁ ଦେ,
ଏଇ ସର୍ତ୍ତ ମୋର ତୁ ବି ମାନି ନେ...
😮😮
Awesome song heart touching
Data speed
2023 re mu search kariki sunuchi ❤❤❤
Old is gold
Beautiful song ..😘