Jibana Do Chhakire Ashara Alok Ep 350 21 JANUARY 2023
ฝัง
- เผยแพร่เมื่อ 21 ก.ย. 2024
- This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 350#OdishaTV #OTV
ଏମିତି ସ୍ତ୍ରୀ ଙ୍କୁ ମୁଁ ହୃଦୟରୁ ଧନ୍ୟବାଦ୍ ଜଣାଉଛି ❤❤❤
ବହୁତ ସୁନ୍ଦର କଥା କହିଛନ୍ତି ଗୋଲାପ, ଏମିତି କା, ଲୋକ ବହୁତ ଗୋଲାପର, ବୁଝି ବା,ସକତୀ ଅଛି ଏ, ପ୍ରୋଗ୍ରାମ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ବହୁତ ବହୁତ ଧନ୍ୟବାଦ ଆଗକୁ ଏମିତି କା, ପ୍ରୟାସ ଜାରି ରଖିବା ଦରକାର
ମିହିର ଦାସ ଙ୍କ ଫଟୋ ନିହାତି ରଖନ୍ତୁ ଏଇ ପ୍ରୋଗ୍ରାମ ରେ, ଆମେ ସମସ୍ତେ ମିହିର Sir ଙ୍କୁ ମିସ୍ କରୁଛୁ
Ekdum fastclass ସ୍ତ୍ରୀ ଲୋକ
ଅତି ସୁନ୍ଦର ଚେହେରା ସହିତ ଅତି ଶିକ୍ଷିତ କଥା ବାର୍ତ୍ତା
ଏମିତି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳିଥାଏ।
ଏ ଗୋଲାପ ଭାଉଜ ଏତେ ଭଲ ଭଲ କଥା କହୁଛନ୍ତି ଯେ ଏ ସମାଜର ସବୁ ପୁରୁଷ ଆଉ ନାରୀ ତାଙ୍କ କଥାରୁ କିଛି ଶିଖିବା ଦରକାର ଭଗବାନ ତମକୁ ସବୁ ବେଳେ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ
ଏମିତି Educated ସ୍ତ୍ରୀ ସମସ୍ତଙ୍କୁ ମିଳୁ ❤
ଏ ସ୍ତ୍ରୀ ଲୋକଟି ବହୁତ୍ ଭଲ ଭାଗ୍ୟରେ ଥିଲେ ଏମିତି ସ୍ତ୍ରୀ ଟେ ମିଳେ,ଭଗବାନ କରନ୍ତୁ ଏମିତି ସ୍ତ୍ରୀ ସବୁ ପୁରୁଷକୁ ମିଳୁ,ଆଉ ଏମିତି ସ୍ତ୍ରୀ ଟେ ପାଖରେ ଥିଲେ ନା ସ୍ବାମୀ ଯେତେ ବି ଖରାପ୍ ହେଇଥିଲେ ବଦଳିବା ପାଇଁ ବାଦ୍ୟ ହେବ
Tame purusha jati eete swarthapata kana pai..kharap loka pakhe bhala jhia gale..jhia ra life nasta chada kichi hueni
Emit Swami durbhagya thile mile.....kehi kahaku kebe change kari paranti nahin..nija upare nirbhara kare
ବାଃ କେତେ ସୁନ୍ଦର ମଣିଷଟିଏ ଏଇ ସ୍ତ୍ରୀ ଲୋକ 🙏
Hi
Bhuta. Sunder .prayas
କିଏ କିଏ insta ru ଦେଖିକି କି ଆସିଛ😂😂😂
Mu
ସନ୍ଦେହ ହେଉଛି ଏକ ମାରାତ୍ମକ ବ୍ୟାଧି ଯେଉଁମାନେ ଘରସଂସାର କରୁଛନ୍ତି ପରସ୍ପରକୁ କେବେ ସନ୍ଦେହ କରନ୍ତୁ ନାହିଁ.ସନ୍ଦେହ କଲେ ଘରସଂସାର ଭାଙ୍ଗିଯିବ.
Bhai separi honest person paile kie kahinki sandeh krb j
ସ୍ବାମି ସ୍ତ୍ରୀ ର କଥାବାର୍ଥା ବହୁତ୍ ମଜାଲାଗିଲା ଭଗବାନ ତାଙ୍କର ମଙ୍ଗଳ କରନ୍ତୁ।
Mayurbhanj language so funny
ଆଦିବାସୀଙ୍କ ଭାଷା, ମଜା ଲାଗିବନି କାହିଁକି....
(ଫାଇଦା ମାରି ଦେଉଛ .....
ବାଃ ବାଃ )😮
ମୁଁ ତ କହିବି ଯେ ଗୋଲାପି ପରି ସୁନ୍ଦର ଓ
ବୁଦ୍ଧିମତୀ ପରିଶ୍ରମୀ ତଥା ସୁଗୁଣବତୀ ସ୍ତ୍ରୀ
କିଏ ହରି ଭାଗ୍ୟରେ ଜୁଟିଛି ।ପୁଣି ତା'ର ବୁଡ଼ିଯାଇ ,ପରିଶ୍ରମୀ ଓ ବୋହୁର ସୁଗୁଣକୁ
ଜାଣନ୍ତି,ଭଲ ପାଆନ୍ତି , ।
ଏ ଏପିସୋଡ୍ ରେ ଗୋଲାପି ର କଥାଭାଷା ସମସ୍ତଙ୍କ ହୃଦୟକୁ ଛୁଇଁ ଛି ।
ନିମ୍ନ ମଧ୍ୟବିତ୍ତ ,ଗରୀବ ଖଟିଖିଆ ପରିବାରର
ବୋହୂ -ଗୋଲାପି ଠାରୁ ସମାଜ କିଛି ଶିଖିବା ଉଚିତ। ବଞ୍ଚିବାର ଦମ୍ଭ ,ସାହସ ,ଧୈର୍ଯ୍ୟ......
ଧନ୍ୟବାଦ ରେ ମାଆ ...!
ମହିମା ଅଲେଖ ନିରଞ୍ଜନ ।
ଭାଇ ର ମସ୍ତ୍ ଡ଼ାଇଲୋକ୍ ଭଲ ଲାଗିଲା ❤❤❤
Tame bhauni Tama hridaya bahut mahan
ବହୂତ ବହୂତ ବଧାଈ ଗୋଲାପକୁ। ସମସ୍ତଙ୍କୁ ଧନ୍ଯବାଦ।
Education a woman pakhare nanhi a katha kie kahipariba? Salute you mam ,you are jhansi ,🙄🙄🙄
ସ୍ତ୍ରୀ ଲୋକଟି ଭଲ କଥାଟା କହିଲେ ପରିବର୍ତ୍ତନ କର ସଂସାର ଭଲ ରହିବ
ଏହି episode ବହୁତ୍ ସୁନ୍ଦର୍ ଲାଗିଲା ।
Bahut sundar jay jagannath
21:46 BEST ACTOR AWARD GOES TO...
Thanku gopal
Sukanta bhai more gote request rakhibe mihiri sir nka photo gote ae program re rakhantu nihati jodi paribe sansar
ମଣିଷ ଠିକ ମଦ ହଁ ଭୁଲ
ଗୋଲାପୀ ସୁନ୍ଦର କଥା ବୁଦ୍ଧି ବି ଭୋଉତ୍ ଭଲ
ଗୋଲାପୀ ସାହାସ କୁ ଧନ୍ୟବାଦ
Super jodi bhagwan di jana nka mangala karantu 🌹🌹😍😍🌹🌹
ଆଶାର ଆଲୋକ ପ୍ରୋଗ୍ରମକୁ ବହୁତ ବହୁତ ଧନ୍ୟବାଦ, ଭାଙ୍ଗି ଯାଉଥିବା ସଂସାରକୁ ପୁଣି ସଜାଡ଼ିଥିବାରୁ।
A maa ra katha bahut sundar au tankara chinta dhara🙏🙏🙏🙏🙏🙏🙏🙏
Thanks golapi
Bhai amar so funny 😅😅 bhauja amar tanlated person😊❤
ବହୁତ ବହୁତ ଅଭିନନ୍ଦନ ଶାରା
very nice golapi
Golapi is great woman
Salute for the woman Golapi.
Golap na paichhi satare golap phula pari komal o sundar bichhar ,sir mananku pranam.
ଅତି ସୁନ୍ଦର
Dhanya asara aloka ,mihiro das majhire majhire comedy karuthibe ,he sir apananka samajhdari ,au miseibar sunder prachesta atmaku vijei daouchhi ,apantu dher sara ❤️❤️❤️❤️❤️❤️❤️❤️❤️❤️❤️❤️🙏🙏🙏🙏🙏🙏🙏🙏🙏🙏🙏🙏🙏
Jay jagannth ❤❤❤
Golapi bahuta bhalo
Golapi didi salute 🙏
ଧନ୍ୟ ବାଦ ସାର 🙏🏾
Ohh Mihir Sir nka Background re photo Rakha Bhal Heba
I also supports your Idea.
Hats off to this lady🤠really getting this kind of woman in today's generation is too difficult
golapi ta bahut vala pila, but husband ta karma kodhia pari laguchhi
❤ ବହୁତ ବଢିଆ ଲାଗିଲା ,,ଜୟ ଜଗନ୍ନାଥ
Golapi the best wife very good ondarstnding golapi
Jayjagarnath
Awesome lady I never seen in my life she totally / completely straight forward women
Golapi very good lady 👍
ଗଜାମକୁଆସ,ଏମିତିକେତେଘଟଣାଦେଖିବ,ଝିଅଟିକିଛିକାରଣନଥାଇବିଦୋସିହେବାକୁପଡୁଛି
Jatra ta bhalo lagila 👏👏👏👏
Good copule
Jane valo nari ❤❤❤❤🙏🏻🙏🏻🙏🏻
ପ୍ରକୃତ ନିଷ୍କପଟ ମଣିଷ ❤️
Excellent 👌
ତା ଙ୍କ ଭାସାରେ କଥା ହ ବା ଦରକାର କରେ
💛💜💚💙♥️
ସ୍ୱାମୀ ସ୍ତ୍ରୀ ଗୃହ ସଂସାର ମଙ୍ଗଳ ହେଉ
Sarige hele dey do adi bujhaw bahu kuli kanay, thank you otv satare ahi program duara bahu sansara sukha maya re hei paruchi
Jay jagernnath 🙏
Very nice episode👌👌👌👌👌
Best hasband wife ❤
Perfect lady
ମଦ ହିଁ ସଂସାର ଉଚ୍ଛନ୍ନ ହେବାର ମୂଳ କାରଣ
ଶାଳୀ ମାଇକିନା ସ୍ବାମୀକି ଭଲ ବେବହାର କରୁଛି ଆପଣଙ୍କର କିଛି କହିବରାନାହିଁ
ମିର ଶାର ଙ୍କ ଫୋଟ studa ରେ ରଖନ୍ତୁ । ଏହି ସ୍ତ୍ରୀ ହେଉଛି ନମ୍ବର ଏକ ସ୍ତ୍ରୀ ଗ୍ଯନ ଅଛି । ସ୍ଵାମି ର ଗ୍ଯନ ନାହିଁ ଯେଉଁ ଲୋକ ମଦ୍ଯ ପାନ କରେ ତାର ଗ୍ଯନ ନଷଟହୋଇଥାଏ । ଗ୍ଯନ ଅଚ୍ଛନ କରିଵାପାଈ ଭଗବାନ ଙ୍କ ପ୍ରଵଚନ୍ ଶୁଣିଵେ ତେଵେ ଗ୍ଯନ ମିଳିଥାଏ । ଶ୍ରୀ ଦେଵକ ନନ୍ଦ ଠାକୁର କି ପ୍ରଵଚନ ଶୁଣନ୍ତୁ ।
ଜୟ ଜଗନ୍ନାଥ
Ta wife ta bahut chalak achhi
Jay Jagannath
1଼.ସନ୍ଦେହ ୨.ମଦ ସଶାର ଭାଙ୍ଗିଵା ର ମୂଳ କାରଣ
Bhauta Bhala bhauja
Best channel forHeuman Life Thanks
Golapi didi I am very happy
Golapi is a great lady
Very good decision susanta sir. Thanks to team so much.
ନାରୀ ମାୟା 😂😂😂😂
Satare sukanta Sir you ar great
Ek dum right thinking sister God bless you both
Golapi is best and harimohan is. Best
Bahut bhala lagila
Moro sansara achhi toro sansara achhi na nahi mu janini....mast line....😊
,This episode is very attractive
Most impressive dialogue
ବହୁତ ଭଲ ଗୁଣବତୀ ସ୍ତ୍ରୀ ❤
Prayas chalu rahu sir
Bahuto dhanya bad debi asaro aloko ku. Namaskar
Best judge
Good blasu you fameli
JAY JAGANNATH 🙏 🙏
Many many thanks
Thanks your drusya
God bless this family
I like as golapi
What a beautiful program
Sabu matter last ku akhi au hata ra i love you kaha sabu thick haba
Good decision 👍 I like it vr much
Good attempts
Mother India.
❤
Great golapi