ไม่สามารถเล่นวิดีโอนี้
ขออภัยในความไม่สะดวก

#ପଦ୍ମଶ୍ରୀ

แชร์
ฝัง
  • เผยแพร่เมื่อ 23 ต.ค. 2022

ความคิดเห็น • 41

  • @gitanjalimohanty1389
    @gitanjalimohanty1389 ปีที่แล้ว +3

    ସାକ୍ଷାତକାର ରେ ସୁନାମଧନ୍ୟା କଳାକାର କ୍ରିଷ୍ଣା ପଟେଲ୍, ଯଥାଯଥ,ଯୁକ୍ତି ସଙ୍ଗତ ଉତ୍ତର ଦେଇଛନ୍ତି। ଆଜିକାଲି ର ତଥା କଥିତ ଲୋକ ସଙ୍ଗୀତ ରେ ହିନ୍ଦୀ ଓ ଇଂରାଜୀ ଶବ୍ଦର ବ୍ୟବହାର ଲୋକ ସଙ୍ଗୀତ କୁ ବିକଳାଙ୍ଗ କରିସାରିଛି; ଏବଂ ଦ୍ବିଅର୍ଥ ବୋଧକ ଶବ ପ୍ରୟୋଗ ଦ୍ୱାରା ସଙ୍ଗୀତ ମାନ ମଧ୍ୟ ହରାଇ ସାରିଛି।ସୁର,ତାଳ,ଲୟ,ଅର୍ଥ ସବୁକୁ ପ୍ରାଧାନ୍ୟ ଦେଲେ ହିଁ ସମ୍ବଲପୁରୀ ସଙ୍ଗୀତର ସ୍ଥିତି ବଜାୟ ରହିବ।ଜୟ ଶ୍ରୀ ଜଗନ୍ନାଥ 🙏

  • @alokpandasambalpuri8971
    @alokpandasambalpuri8971 ปีที่แล้ว +4

    Krishna Nani odisha ra koeli. Bahut bhagyaban aai je tankar aau fakir sir Kar live geet re nachabar mouka milithila.

  • @SabitaDash-yc4cf
    @SabitaDash-yc4cf 25 วันที่ผ่านมา

    Sweet krishna maam

  • @user-yr2qc2nw7f
    @user-yr2qc2nw7f 3 หลายเดือนก่อน

    ❤Se 4 Krishna mam

  • @kalindipratapsingh2373
    @kalindipratapsingh2373 ปีที่แล้ว +3

    ସବୁ ଠିକ୍ ଯେ ହେଲେ କାଁ କରବେ ରଙ୍ଗ ବତୀ ଗୀତ ବିଶ୍ଵ ପ୍ରସିଦ୍ଧ ହେଇକରି ଭି ତାର ଗାୟିକା କ୍ରିଷ୍ଣା ପଟେଲ ମେଡମ ଙ୍କୁ ଆଏଜତକ ପଦ୍ମଶ୍ରୀ ନୁହେଁ ମିଲେ।କାଁ କରି ଯେ ବାବୁ ଭଗବାନ କେ ଯନା ।

  • @KISHORK5PRODUCTION
    @KISHORK5PRODUCTION 10 หลายเดือนก่อน +1

    ଜୟ ମାଁ ସମଲେଶ୍ୱରୀ 🌺🌺🌺🌺

  • @banimanjaridas1259
    @banimanjaridas1259 8 หลายเดือนก่อน

    Good news

  • @alokpandasambalpuri8971
    @alokpandasambalpuri8971 ปีที่แล้ว +4

    Nani ra Gali, amar lagi tali aai. Nani ra pyar je paechhe,pauchhe se hi Jani parba Nani ra pyar.

  • @heroanna529
    @heroanna529 ปีที่แล้ว +2

    world record
    rangabati song
    💯😄🌷🌹♥️💪👍👌

  • @giridharipatra9552
    @giridharipatra9552 หลายเดือนก่อน

    ମୁଁ ଜାଣି ନ ଥିଲି ଯେ Dr. କ୍ରିଷ୍ଣା ପଟେଲ ପଦ୍ମଶ୍ରୀ ପାଇବାରୁ ବଂଚିତ, ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ ଲାଗୁଛି। ତଥାପି ରଙ୍ଗବତୀ ପାଇଁ ସେ ଚିର ଉଜ୍ବଳ ଓ ଭାସ୍ଵର ହୋଇ ରହିବେ। ତାଙ୍କର ଦୀର୍ଘ ଜୀବନ ସମଲେଇ ମାଙ୍କ ଠାରେ କାମନା କରୁଛି ❤️❤️

  • @debrajnaik8018
    @debrajnaik8018 ปีที่แล้ว +1

    Krisna nani badhia bujhale 💝💘💞

  • @bulatigagan
    @bulatigagan ปีที่แล้ว +2

    ରଙ୍ଗବତି କ୍ରିଷ୍ଣା ନାନୀ ପଦ୍ମଶ୍ରୀ ପୁରସ୍କାର ପହେଲା ପାଏବାର କଥା । ଯାହା ବି ଦେର ହୁଆ ଦୁରୁସ୍ତ ।

  • @mantudubey2847
    @mantudubey2847 ปีที่แล้ว +1

    Entaa supporting, encouraging, caring aau invaluable artist mor 35 barsar kalaakari jiban re mui nuhe dekhen....
    Mui nijku bahut dhanya aau bhagyabaan mane karsi kaaran entaa bad aau mahaan kalakaar saange dirgha 20/25 baras kaam karichhain aau Baap taakar sammaan mor Beti nu paaichhain....
    Mor Beti sabu bele khuss rahun, khil-khlou thaaun aau gaau thaaun....

  • @bharatsahuofficial8597
    @bharatsahuofficial8597 ปีที่แล้ว +3

    Bahut badhiya nani juhar 🙏sha Babu juhar 🙏🎁 happy diwali

  • @sahadevsaha4721
    @sahadevsaha4721 2 หลายเดือนก่อน

    Hn Nani Sambalpur,Sambalpuri k kihe nai Jani Thai,ghrina karuthile.Jay ma Samaleswari

  • @amitabhmajhi
    @amitabhmajhi ปีที่แล้ว +3

    She also deserve for Padmashree award 🙏

  • @mamatabehera5902
    @mamatabehera5902 ปีที่แล้ว +2

    ରଙ୍ଗବତୀ କ୍ରିଷ୍ଣା ମାଡାମ୍ ଙ୍କୁ ଅନ୍ତରରୁ ପ୍ରଣାମ୍

  • @priyamartcreation4265
    @priyamartcreation4265 ปีที่แล้ว +1

    ଦାଦା ଜୁହାର,ଖାଲି ଆଲୋଚନା କଲେ,ନାନୀ ନୁ ଗୀତ୍ ପଦେ ନାଇଁ ସୁନାଲେ

  • @koshlimoujchannel5975
    @koshlimoujchannel5975 ปีที่แล้ว +3

    Jay kosal

  • @heroanna529
    @heroanna529 ปีที่แล้ว +1

    💯😄🌷🌹♥️💪👍👌
    my favourite song

  • @pradeepkumarpaik85
    @pradeepkumarpaik85 ปีที่แล้ว +1

    Good job..

  • @biswaranjansahu8554
    @biswaranjansahu8554 ปีที่แล้ว

    Vrey nice thanks

  • @erajitkumarsuna7412
    @erajitkumarsuna7412 ปีที่แล้ว +2

    Sir kalicharan bag aagya nkar interview naun

  • @baidyanarayanbhoi4614
    @baidyanarayanbhoi4614 ปีที่แล้ว

    Madam. Blessing of God.

  • @umakantamaharana5510
    @umakantamaharana5510 ปีที่แล้ว +2

    Brundaban nayak sir nkar interview naun angya...

    • @OnlineKunua
      @OnlineKunua  ปีที่แล้ว

      Se au naina tathabi online kunua tarfu gute shradhanjali agyanku dia heithila..

    • @OnlineKunua
      @OnlineKunua  ปีที่แล้ว

      th-cam.com/video/jhFNfQtT-bI/w-d-xo.html brundaban agyanku shradhanjali

  • @prahalladbangula8892
    @prahalladbangula8892 ปีที่แล้ว

    Juhar

  • @jaydevadha7816
    @jaydevadha7816 ปีที่แล้ว +1

    🙏🙏🙏

  • @sangeetstarupdate8732
    @sangeetstarupdate8732 ปีที่แล้ว +1

    Jay maa samlei 🙏

  • @rudramaninanda53
    @rudramaninanda53 ปีที่แล้ว

    Krishna mam it is my request only you can save the great folk culture of western odisha

  • @soubhagyabagarti2417
    @soubhagyabagarti2417 ปีที่แล้ว

    Legend

  • @soubhagyabagarti2417
    @soubhagyabagarti2417 ปีที่แล้ว

    Jai maa samlei

  • @pramodkumarmishra4512
    @pramodkumarmishra4512 ปีที่แล้ว +4

    ଲୋକ ସଙ୍ଗୀତକେ ବହୁତ୍ ଭଲ୍ ପାଉଥିବାର୍
    ଝନେ ଭଲ୍ କଲାକାର୍ ଡା.କ୍ରୀଷ୍ଣା ପଟେଲ୍,
    A Graded A.I.R Artist (Sambalpuri Geet)

  • @prafulapradhan604
    @prafulapradhan604 ปีที่แล้ว +1

    Ilove sambalpuri fook song

  • @arunsahu708
    @arunsahu708 ปีที่แล้ว

    Real madam

  • @rabindrasahu4152
    @rabindrasahu4152 ปีที่แล้ว +17

    ମୋର ହିସାବେ ସ୍ବର୍ଗତ ଫକିର ପଟ୍ଟନାୟକ ହିଁ ସମଲପୁରୀ ଗୀତର ସୄଷ୍ଟି ଆଉ ସ୍ରଷ୍ଟା ! ଯେହେତୁ ସେ ଜୀବିତ ନାଇନ ବର୍ତ୍ତମାନ ପଦ୍ମଶ୍ରୀ ହରିପାଲ ଆଉ କ୍ରିଷ୍ଣା ପଟେଲ , ବିଭୁତି ପଟନାୟକ .. ଅସଲି ହୀରା କିନ୍ତୁ ଏମାନଙ୍କର ଆଦର୍ଶରେ ଅନୁପ୍ରାଣିତ ନାଇହେଇ କରି ଏଭର ସଙ୍ଗୀତପ୍ରେମୀ ସ୍ରୋତାମାନେ ତାଙ୍କର ଆଦର୍ଶର ଗାୟକ ଯେନ ହିସାବେ.ସମ୍ରାଟ,କିଙ୍ଗ,ବାଦଶାହା ,ରକଷ୍ଟାର , ମିଲେନିୟମ ହାର୍ଟ....ଆଉ କାଏଁ କାଏଁ ଆଖ୍ୟା ଦେଈ ତେଲ ମାରୁଛନ ଯେ କାବା ହେଈଯିବ ! ଆଉ ଏଭର କେତେ ଗାୟକ,ଗୀତିକାର,ସଙ୍ଗୀତକାର ଆମର ସମଲପୁରୀ ଗୀତର ସ୍ବତନ୍ତ୍ରତା ନଷ୍ଟ କରି ବିକି ଖାଇଦେଲେନ ! ବଡା ଦୁଖ ଲାଗସି ! କାହାକେ କହେମା , କାହାକେ ଦୋଷ ଦେମା ? ତ ଗୀତିକାର ଆଜ୍ଞା ମାନଙ୍କୁ ଅନୁରୋଧ ହିନ୍ଦୀ,ଇଂଲିସ,ଉର୍ଦୁ ମିଶା ସମଲପୁରୀ ଗୀତ ନାଇ ଲେଖୁନ ! କେତେ ବଢିଆ ବଢିଆ ସମଲପୁରୀ ଶବ୍ବକୋଷ ଅଛେ ସେଟାକେ ବେଭାର କରୁନ ! ନୁଆଁ ପିଢିର ଲାଗି ଆମର ଭାଷା ସଂସ୍କୁତି ପରମ୍ପରାର ବଢତି ଦିଗେ କାମଦେବା !ପୁରୁଣା ସମଲପୁରୀ ଗୀତ ଶୁନବାର ଲାଗୀ ରମେଶ ମହାନନ୍ଦ ୟୁଟ୍ୟୁବ ଚେନାଲକେ ସବସ୍କ୍ରାଇବ କରୁନ ! ମୋର ପାଖେ ସାଇତି ରଖିଥିବା ଯେତେସବୁ ପୁରୁଣା ସମଲପୁରୀ ଗୀତ ଅପଲୋଡ କରାହେଉଛେ ! ଜୁହାର !🙏🙏🙏

    • @OnlineKunua
      @OnlineKunua  ปีที่แล้ว +3

      ଆପଣମାନଙ୍କର ମତାମତ ଲାଗି ଗୁରଦୁଟେ ଧନ୍ଯବାଦ। ନିଶ୍ଚିତ ଭାବେ ସମ୍ବଲପୁରୀ ଲାଗି ଫକିର ପଟନାୟକଙ୍କର ଅବଦାନ କେତନି କେତେ। ଡ କ୍ରୀଷ୍ଣା ପଟେଲ ବି ତାଙ୍କର ଶିଷ୍ଯା ଆନ।

    • @ChandacharanMajhi-fk5ky
      @ChandacharanMajhi-fk5ky ปีที่แล้ว +2

      ଆପଣ ଯେନ୍ କଥା କହେଲେ ଯେ ପୁରାପୁରି ମୋ'ର ମନ କେ ଛୁଇଗଲା ଏଵର ଗାୟକ ଲେଖକ ମାନେ ସମ୍ବଲପୁରୀ ଗୀତ କେ ଗୁନ୍ଦାଲ କରିଦେଲେ ନ।

  • @rahulbag2795
    @rahulbag2795 ปีที่แล้ว +1

    Are krishna didi se nua nua singer mane folk ke bhuli nai kibar. Heta henti hi hesi jen nua pidhi ayesi tk semane modified hei jai si song ta. For example.
    Fakirmohan patnaik sir thile
    Jitendriya haripal aru tame asla tk modifield hela
    Fir satrughan luha rabi ratna bag asle tk modified karle
    Fir santanu dada asle tk modifield karle
    Fir uma dada asle aru tk mofifield hela.
    Fir bhuban mantu chhuria nil sagar amar das.
    Agke aru modified heba heta normal katha aye. Sete v modern musicals instrume6bajle v sambalpuri re dhol nisan tasa majhi majhi re padu thiba.