Mrudanga Pathasala (Lesson 1) Guru shree Biswanath Sahu

แชร์
ฝัง
  • เผยแพร่เมื่อ 24 ก.พ. 2023
  • my whatsapp number 9777120746

ความคิดเห็น • 864

  • @rabindrakumarswain2487
    @rabindrakumarswain2487 7 หลายเดือนก่อน +8

    ଜୟ ଶ୍ରୀ ରାମ ଗୋମାତା ରକ୍ଷା ହେଉ ନିରୀହ ଶାକାହାରୀ ଜୀବନ ରକ୍ଷା ହେଉ ଆଜି ର ନାରୀ ଧର୍ମ କୁ ଫେରି ଆସନ୍ତୁ ରାମ 🙏🙏🙏
    ଗୁରୁ ଜି ନମସ୍କାର
    କ୍ଷମା କରିବେ ମନରେ କିଛି ଭୟ ଅଛି ମୋର ଜଣେ ନିଜର ବନ୍ଧୁ ମୋତେ ଡରାଇଦେଇଛନ୍ତି କି ବାଦ୍ୟ ବାଯାଇଲେ ମାତୃ ହରଣ ଦୋଷ ଲାଗୁଚି ସେ ଜଣେ ମୂର୍ଦଙ୍ଗ ବାଦକ ଆପଣଙ୍କ ବୟସର ମୋର ଜୋ ଶିଖିବାର ବୟସ ଆଉ ଇଚ୍ଛା ଥିଲା ଗଲା
    ମୁଁ ମଉସା ଙ୍କୁ ପଚାରିଲି ଆପଣ କେମିତି ବାଯାଉଛନ୍ତି ସିଏ ମୋତେ କହିଲେ କି ଗୋଟେ ମନ୍ତ୍ର ଅଛି ତାକୁ ପଢ଼ିକି ବଜାଉଛି ତାହା ହେଲେ ଆମ କୁ ବାଜା ବଜାଇ ଦୋଷlଲାଗୁନାହିଁ ଗୁରୁ ଜି କଣ ସତରେ ବାଜା ବଜାଇଲେ ମାତୃ ହରଣ ଦୋଷ ଲାଗୁଚି ମୋ 7381263510🙏🙏🙏

    • @odiasankirtansikhya
      @odiasankirtansikhya  7 หลายเดือนก่อน

      Apananka katha sampuna thik Gomtaa ra seba O rakhya kariba ama samastanka dharma

  • @meenakpm6497
    @meenakpm6497 5 หลายเดือนก่อน +23

    ଅତି ସୁନ୍ଦର ପ୍ରୟାସ , ଓଡିଶା ର ବିଲୁପ୍ତ କଳା କୁ ବଞ୍ଚାଇ ରଖିବାର ପ୍ରୟସକୁ ଧନ୍ୟବାଦ୍

    • @odiasankirtansikhya
      @odiasankirtansikhya  5 หลายเดือนก่อน +2

      Apananka samarthan mote agaku jiba pain prerana deba Bhagaban apanankara mangal karantu

  • @user-yk2ul8bw1n
    @user-yk2ul8bw1n 9 หลายเดือนก่อน +82

    ଗୁରୁଜୀ ପ୍ରଣାମ ମୁଁ ହେଉଛି ଗୋଟିଏ ମେଡିକାଲ ଷ୍ଟାପ ତେଣୁ ମୋତେ ଟାଇମ ଟିକେ ଅଭାବ କିନ୍ତୁ ମୋର ବହୁତ ଇଚ୍ଛା ମୃଦଙ୍ଗ ବାଦନ ଶିକ୍ଷା କରିବା ପାଇଁ 🙏🙏

    • @odiasankirtansikhya
      @odiasankirtansikhya  9 หลายเดือนก่อน +12

      ମେଡିକାଲ ଷ୍ଟାଫ୍ ହେଲେ ମଧ୍ୟ ଶିଖି ପାରିବେ । ଆପଣ ଯେଉଁ ଜାଗାରେ ରହୁଛନ୍ତି ସେଇଠି ପାଖରେ ଗୋଟେ ମୃଦଙ୍ଗ ରଖନ୍ତୁ । ଯେତେବେଳେ ସମୟ ମିଳିବ ଟିକେ ଟିକେ ବଜାନ୍ତୁ । ଦେଖିବେ ଧିରେ ଧିରେ ଶିଖିଯିବେ ।

    • @Pixel_Pulse123
      @Pixel_Pulse123 7 หลายเดือนก่อน +4

      ତୁମର ଯଦି ଟାଇମ ହେଉନାହିଁ ଗୁରୁଜି କଣ କରିବେ???

    • @user-ho2hb8dd9x
      @user-ho2hb8dd9x 7 หลายเดือนก่อน

      V

    • @user-yk2ul8bw1n
      @user-yk2ul8bw1n 7 หลายเดือนก่อน +1

      @@odiasankirtansikhya ଆଜ୍ଞା

    • @odishalivenews365
      @odishalivenews365 7 หลายเดือนก่อน +1

      ​@@odiasankirtansikhya❤

  • @bibhutibhusannayak6445
    @bibhutibhusannayak6445 5 หลายเดือนก่อน +8

    ଗୁରୁଜୀ ଙ୍କ ର ବହୁତ ସୁନ୍ଦର ଶୈଳୀ ରେ ଶିକ୍ଷାଦାନ ।

  • @debabratapanda1840
    @debabratapanda1840 หลายเดือนก่อน +1

    Jay Jagannath ❤

  • @sanjayakumar2137
    @sanjayakumar2137 ปีที่แล้ว +15

    ଗୁରୁଜୀ ପ୍ରଣାମ ମୋର ଶିଖିବାକୁ ବହୁତ ଇଚ୍ଛା ହେଉଛି, ପାରାଦ୍ୱୀପ 🌹🌹

    • @akshayakumarsundaray-ob2vb
      @akshayakumarsundaray-ob2vb 9 หลายเดือนก่อน

      ❤ namaskar SIR Mu Trending NABA pain'e apanaka phone number send karoiba plz

    • @odiasankirtansikhya
      @odiasankirtansikhya  9 หลายเดือนก่อน

      9777120746 is my whatsapp number

  • @santoshkumarmallik8065
    @santoshkumarmallik8065 6 หลายเดือนก่อน +8

    ଅତି ସୁନ୍ଦର ଗୁରୁଜୀ 🚩🙏

  • @pitamberboitai5638
    @pitamberboitai5638 5 หลายเดือนก่อน +4

    ପ୍ରଣାମ ଗୁରୁଜୀ🙏🏾 ସୁନ୍ଦର ଉପସ୍ଥାପନା

  • @benudharpuhan232
    @benudharpuhan232 2 หลายเดือนก่อน +1

    Jaya Jaya radhe krishna

  • @rajkishorebeura2127
    @rajkishorebeura2127 ปีที่แล้ว +12

    Teaching of mrudang is appreciated & rated praiseworthy better than other teachers. precious technic:thanks a lot. Maa Goja Bayani Sharan am.

    • @odiasankirtansikhya
      @odiasankirtansikhya  ปีที่แล้ว

      ଆପଣଙ୍କ ମତାମତ ମୋ ପାଇଁ ଆଗକୁ ବଢିବାର ପ୍ରେରଣା । ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ।
      ଜୟ ମା ଗୋଜ ବାୟାଣୀ

  • @ShubhankarBarik99
    @ShubhankarBarik99 หลายเดือนก่อน +1

    ଧନ୍ୟବାଦ୍ ସାର୍ 👍🏻

  • @ansumandas9700
    @ansumandas9700 10 หลายเดือนก่อน +6

    ଆପଣଙ୍କ ଶିଖେଇବା ପ୍ରଣାଳୀ ଅତି ସୁନ୍ଦର।❤

  • @bulusethy9220
    @bulusethy9220 4 หลายเดือนก่อน +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤
    ମୁଁ ବି ଶିଖିବାକୁ ଚାହେଁ ଗଂଜାମ ଜିଲ୍ଲାରୁ ଗୁରୁଦେବ

    • @odiasankirtansikhya
      @odiasankirtansikhya  4 หลายเดือนก่อน

      Apana mo mobile number 9777120746 re message karantu

  • @user-vk7ci1hu7e
    @user-vk7ci1hu7e 6 หลายเดือนก่อน +7

    ଗୁରୁଜୀ ମୋର ଶିଖିବାପାଇଁ ଇଛା ଅଛି ସାହାଯ୍ୟ ଦରକାର

    • @odiasankirtansikhya
      @odiasankirtansikhya  6 หลายเดือนก่อน

      ମୋ WhatsApp ନମ୍ବର-9777120746 କୁ ମେସେଜ କରନ୍ତୁ ମୁଁ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବି

  • @NandanKumar-rg1kc
    @NandanKumar-rg1kc 6 หลายเดือนก่อน +8

    ଗୁରୁଜୀ ମୁଁ ଶିଖିବା ପାଇଁ ଚାହୁଁଛି

    • @odiasankirtansikhya
      @odiasankirtansikhya  6 หลายเดือนก่อน +1

      Mo WhatsApp no 9777120746 re message karantu

  • @user-vz7fk7fb7w
    @user-vz7fk7fb7w 5 หลายเดือนก่อน +2

    ❤❤ Odisha ra parampara au niti niyam oua karigara koushala ku agei neuthibaru mu apanku bahut bahut dhanyawad deuchi ❤ jai shree Jagannath ❤❤❤

  • @tripatimajhi6364
    @tripatimajhi6364 5 หลายเดือนก่อน +2

    ନମସ୍କାର ଗୁରୁଜି ଆପଣ ତା ତାଳ ଡାହାଣ ହାତରେ ହେଉଛି କିନ୍ତୁ ମୋର ବାମ ହାତରେ ହେଉଛି। ମୋର ଅଭ୍ୟାସ କେମିତି କରିବା ଦରକାର। 🙏🙏🙏

    • @odiasankirtansikhya
      @odiasankirtansikhya  5 หลายเดือนก่อน

      ଡାହାଣ ହାତରେ ଧିରେ ଧିରେ ଅଭ୍ୟାସ କରନ୍ତୁ | ବାରମ୍ଵାର ଅଭ୍ୟାସ କଲେ ନିଶ୍ଚୟ ବଜେଇ ପାରିବେ

  • @monalisamall6528
    @monalisamall6528 3 หลายเดือนก่อน +2

    Pranam guruji

  • @benudharpuhan232
    @benudharpuhan232 2 หลายเดือนก่อน +1

    Pranama gurudev

  • @saratchandranayak841
    @saratchandranayak841 ปีที่แล้ว +5

    Jay jagannath.jay srikrishna.rafdhe radhe.sir apanaku saprem pranam.you are great gurudev.wish you a happy and prosperous long life.thank you once again.jay gurudeb.

  • @user-fk1io3rk7z
    @user-fk1io3rk7z 4 หลายเดือนก่อน +2

    ଗୁରୁଜୀ ପ୍ରଣାମ 🙏

  • @user-wj2ir6ov4e
    @user-wj2ir6ov4e 3 หลายเดือนก่อน +1

    Radhe radhe guruji🙏

  • @BiranchinarayanBadajena
    @BiranchinarayanBadajena 5 หลายเดือนก่อน +1

    ଗୁରୁଜୀ ପ୍ରଣାମ ଆପଣଦୀତୟ ଅଧାୟଶୀଗପଠାନୁ ଦେହ

  • @benudharpuhan232
    @benudharpuhan232 2 หลายเดือนก่อน +1

    Jaya jagannath

  • @santoshmaharana2207
    @santoshmaharana2207 3 หลายเดือนก่อน +2

    ଜୟ ଜଗନ୍ନାଥ

  • @panchasakhabhajansandhya8523
    @panchasakhabhajansandhya8523 2 หลายเดือนก่อน +1

    Jay Sri radhe Krishna

  • @rabindrakumarbaraj8540
    @rabindrakumarbaraj8540 2 หลายเดือนก่อน +1

    🙏

  • @madanmallik3812
    @madanmallik3812 9 หลายเดือนก่อน +1

    ହେ ଗୁରୁ ତୁମେ ମହାନ୍🙏🙏🙏🙏🙏🙏

    • @odiasankirtansikhya
      @odiasankirtansikhya  9 หลายเดือนก่อน

      ମୁଁ କେବଳ ନିମିତ୍ତ ମାତ୍ର ସବୁ ସେଇ ଗୌରାଙ୍ଗ ମହାପ୍ରଭୁ ଓ ଜଗନ୍ନାଥଙ୍କ କୃପା

  • @ALOKBARIK-rj8qd
    @ALOKBARIK-rj8qd หลายเดือนก่อน +1

    ଭଲ ଲାଗୁ ଛି

  • @ALOKBARIK-rj8qd
    @ALOKBARIK-rj8qd หลายเดือนก่อน +1

    ❤❤❤❤❤❤

  • @chhandacharanpatel3093
    @chhandacharanpatel3093 9 หลายเดือนก่อน +1

    Guru ji pranam

  • @chandrabiswal9411
    @chandrabiswal9411 6 หลายเดือนก่อน +2

    ଗୁରୁଜୀ ପ୍ରଣାମ

  • @studiovedmata6806
    @studiovedmata6806 5 หลายเดือนก่อน +2

    ଆପଣଙ୍କୁ ଧନ୍ୟବାଦ ଯେ ଆପଣ ଆମ ଓଡ଼ିଶାର ଓଡ଼ିଆଙ୍କ ଏକ ନିଶ୍ଚିତ ସଂସ୍କୃତି ବିଲୋପ ହେବାକୁ ବସିଲାଣି, ଆପଣଙ୍କ ପ୍ରୟାସ ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି 👍

    • @odiasankirtansikhya
      @odiasankirtansikhya  5 หลายเดือนก่อน +1

      ଓଡିଆ କିର୍ତ୍ତନ ଆଜି ପାଶ୍ଚାତ୍ୟ ସଂସ୍କୃତିର କବଳରେ କବଳିତ ମୁଁ ପ୍ରଭୁ ଜଗନ୍ନାଥ ତଥା ଗୌରାଙ୍ଗ ମହାପ୍ରଭୁଙ୍କୁ ସବୁବେଳେ ପ୍ରାର୍ଥନା କରେ ଓଡିଶାର କଳା ସଂସ୍କୃତିକୁ ବଞ୍ଚେଇ ରଖିବା ପାଇଁ। ଆଜି ଆପଣଙ୍କ ସମର୍ଥନ ପାଇ ଆମ ସଂସ୍କୃତି ବଞ୍ଚିବ ବୋଲି ବିଶ୍ୱାସ ହେଉଛି। ଆପଣଙ୍କୁ ମୋର ଶତ ଧନ୍ୟବାଦ

  • @Gyanaranjan_sahoo
    @Gyanaranjan_sahoo 7 หลายเดือนก่อน +9

    ଆପଣଙ୍କର ଏହି ମହାନ୍ ପ୍ରୟାସ ପାଇଁ ମୁଁ ❤ଆପଣଙ୍କୁ ବହୁତ ଧନ୍ୟବାଦ ଦେବା ସହିତ ଆପଣଙ୍କ ନିକଟରେ କୃତଜ୍ଞ ରହିବି । ଆପଣଙ୍କ କର୍ମ ଯାହା ଆମ କଳା ସଂସ୍କୃତି କୁ ଆଗକୁ ନେବା ସହିତ ଆଜିକାଲି ର ଯୁବପିଢୀ ଙ୍କୁ ନିଶ୍ଚିତ ପ୍ରେରିତ କରିବ,, ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ 🙏

    • @odiasankirtansikhya
      @odiasankirtansikhya  7 หลายเดือนก่อน

      Odishara kala sanskruti ku banchei rakhibara eita mor eka chhota prachesta sethipain apanamananka sneha O bhalapaiba tatha Jagannath nkara asirbad mu kamana karuchhi

  • @tkrnmuse
    @tkrnmuse 4 หลายเดือนก่อน +1

    Pranamgurugi

  • @baishnabaofficial7
    @baishnabaofficial7 9 หลายเดือนก่อน +2

    🙏 ଗୁରୁ ମୋର ପ୍ରଥମ ପ୍ରଣାମ 🙏

    • @odiasankirtansikhya
      @odiasankirtansikhya  9 หลายเดือนก่อน

      Bhagaban apananku sabubele bhalare rakhithantu

  • @tosansir
    @tosansir 2 หลายเดือนก่อน +1

    Ati sundar prayas..

  • @alokkumarrout1988
    @alokkumarrout1988 หลายเดือนก่อน +1

  • @madhusmitadas6246
    @madhusmitadas6246 ปีที่แล้ว +2

    Bahut Sundar bhabare Bujheile

  • @abhimanyusahoo6652
    @abhimanyusahoo6652 9 หลายเดือนก่อน +2

    ଗୁରୁଦେବ 🙏

  • @mahakalbhakt1103
    @mahakalbhakt1103 5 หลายเดือนก่อน +2

    जय श्री राम🙏🚩🚩

  • @veergupta5599
    @veergupta5599 4 หลายเดือนก่อน +2

    Jay shree radhe 🙏 guru ji 🙏

  • @niranjangouda5281
    @niranjangouda5281 5 หลายเดือนก่อน +1

    Guru namashkar

  • @sarojsamal7455
    @sarojsamal7455 3 หลายเดือนก่อน +1

    ଗୁରୁଜୀଙ୍କୁ ମୋର ପ୍ରଣାମ

  • @jadumanipradhan6692
    @jadumanipradhan6692 4 หลายเดือนก่อน +1

    बहुत बहुत शुक्रिया!आपका शिक्षा अति सुन्दर 🙏🌹🙏

    • @odiasankirtansikhya
      @odiasankirtansikhya  4 หลายเดือนก่อน +1

      भागवान अपका भला करे

  • @user-wj1if9pb4m
    @user-wj1if9pb4m 4 หลายเดือนก่อน +1

    Guru'g pranam

  • @sailendra4725
    @sailendra4725 7 หลายเดือนก่อน +1

    Guruji aapana nku pranaam karu chhi

    • @odiasankirtansikhya
      @odiasankirtansikhya  7 หลายเดือนก่อน

      Bhalare ruha Tuma jeebanare sukha santi bharijau

  • @user-tb5qu9ox7b
    @user-tb5qu9ox7b 3 หลายเดือนก่อน +1

    ଗୁରୁ ଜୀ

  • @ScholarSpace-l1m
    @ScholarSpace-l1m 7 หลายเดือนก่อน +1

    ଗୁରୁଜୀ କେଉଁ ପ୍ରକାର ମୃଦଙ୍ଗ ଶିଖିବାକୁ ସହଜ ଓ ଶ୍ମୃତି ମଧୁର।

    • @odiasankirtansikhya
      @odiasankirtansikhya  7 หลายเดือนก่อน

      ବେଶି ବଡ ନୁହେଁ କି ବେଶି ଛୋଟ ନୁହେଁ middle size ମୁଦଙ୍ଗ ସବୁଠୁ ବେଶି ଶ୍ରୁତି ମଧୁର । ପାଲା ମୃଦଙ୍ଗ ଠାରୁ ଅଳ୍ପ ଟିକିଏ ବଡ ହେଲେ ଭଲ

  • @nahakgirish1521
    @nahakgirish1521 3 หลายเดือนก่อน +1

    ଗୁରୁଜୀ ପ୍ରଣାମ। ମୁଁ ତାଳ ଶାସ୍ତ୍ର ଶିଖିବା କୁ ଇଚ୍ଛା। ଦୟାକରି ଟିକେ ଆଶିର୍ବାଦ କରିବେ।

    • @odiasankirtansikhya
      @odiasankirtansikhya  3 หลายเดือนก่อน

      Mora ashirbad sabubele tuma sahita achhi Nischaya sikhi pariba

  • @nayaksibendra7784
    @nayaksibendra7784 ปีที่แล้ว +18

    ସାର୍ ମୁଁ ଆପଣଙ୍କ ଠାରୁ ଏବେ ଟିକେ ଟିକେ ସିଖୁଛି । ଆପଣଙ୍କ ଆଶ୍ରିବାଦ ସବୁବେଳେ ରହିଥାଉ।ଜୟ ଗୁରୁ ଦେବ🙏🙏🙏🙏

    • @odiasankirtansikhya
      @odiasankirtansikhya  ปีที่แล้ว +3

      Sikhya sabubele jari rakhantu
      Mora sneha shradha o asirbad sada tuma pachhare achhi jay jagannath

    • @sukantihibrue2667
      @sukantihibrue2667 5 หลายเดือนก่อน +1

      Thanks​@@odiasankirtansikhya

  • @fakirmohanjena5397
    @fakirmohanjena5397 6 หลายเดือนก่อน +2

    OK Gurujee

  • @biswaranjannayak6362
    @biswaranjannayak6362 7 หลายเดือนก่อน +1

    ଅତି ସୁନ୍ଦର ଗୁରୁଜୀ 🙏🙏🙏

  • @runidei4052
    @runidei4052 4 หลายเดือนก่อน +2

    ଅତି ସୁନ୍ଦର 🙏🏾🙏🏾🙏🏾🙏🏾

  • @nrushinghcharansahoo9145
    @nrushinghcharansahoo9145 4 หลายเดือนก่อน +1

    Gurujii bahut bhala prayaas.

  • @gurucharan6179
    @gurucharan6179 2 หลายเดือนก่อน +1

    ମୁଁ ଶିଖିବାକୁ ଈଛା କରୁଛି ❤❤❤

    • @odiasankirtansikhya
      @odiasankirtansikhya  2 หลายเดือนก่อน

      Mo WhatsApp number 9777120746 re message karantu

  • @sadanandameher4409
    @sadanandameher4409 4 หลายเดือนก่อน +1

    ଗୁରୁଜୀ ! ଆନ୍ତରିକ ହୃଦୟଭରା ସାଦରର ପ୍ରଣାମ 🙏 ମୁ ପେଶାରେ ଜଣେ ହାଇସ୍କୁଲ ଶିକ୍ଷକ, କିନ୍ତୁ ମୃଦଙ୍ଗ ବାଦନ କରିବା ମୋର ବହୁତ ଇଚ୍ଛା ରହିଛି I ମୋ ପାଖରେ ମୃଦଙ୍ଗ ନାହିଁ,ତେବେ ବିନା ମୃଦଙ୍ଗରେ ଅଭ୍ୟାସ ସମ୍ଭବ ନୁହେଁ ତେଣୁ ଦୟାକରି କେମିତିକା ମୃଦଙ୍ଗ ବଜାରରୁ କିଣିବି ସେ ବିଷୟରେ ଟିକିଏ ଦିଗଦର୍ଶନ ଦେବେ I

    • @odiasankirtansikhya
      @odiasankirtansikhya  4 หลายเดือนก่อน

      ଆପଣଙ୍କର କମେଣ୍ଟ ପଢ଼ି ବହୁତ ଖୁସି ଲାଗିଲା। ମୁଁ ମଧ୍ୟ ଜଣେ ହାଇ ସ୍କୁଲ ଶିକ୍ଷକ, କଳା ପ୍ରଦର୍ଶନ ଜଣେ ଶିକ୍ଷକ ପାଇଁ ଗୁଣ ଓ ଧର୍ମ ହୋଇଥାଏ । ତେଣୁ ଆପଣ ନିଶ୍ଚୟ ମୃଦଙ୍ଗ ଶିଖନ୍ତୁ । ମୃଦଙ୍ଗ କଉଠି ମିଳିବ ମୋ WhatsApp number-9777120746 ରେ ମେସେଜ କରନ୍ତୁ,ମୁଁ ଜଣେଇ ଦେବି।

  • @kshirodbal6729
    @kshirodbal6729 4 หลายเดือนก่อน +1

    Yes

  • @pratapmallik2784
    @pratapmallik2784 5 หลายเดือนก่อน +1

    Guruji pranama

  • @user-ti5lz4wi3g
    @user-ti5lz4wi3g 4 หลายเดือนก่อน +1

    Jay Jagannath 🙏🙏🙏

  • @fmohan
    @fmohan 4 หลายเดือนก่อน +1

    Ok

  • @girishgohil4852
    @girishgohil4852 2 หลายเดือนก่อน +1

    ପ୍ରଣାମ ଗୁରୁଷ୍ରୀ 🙏

  • @PrasantakuRout
    @PrasantakuRout 4 หลายเดือนก่อน +2

    ଜୟ ଗୁରୁଜୀ ମୁଁବି ଶିଖିବି

    • @odiasankirtansikhya
      @odiasankirtansikhya  4 หลายเดือนก่อน

      Hau sikhantu mo number re message karantu

  • @rabishankardas2843
    @rabishankardas2843 7 หลายเดือนก่อน +1

    Pranam Guruji

  • @sujitDas-tv7lo
    @sujitDas-tv7lo 3 หลายเดือนก่อน +1

    Guruji pranam

  • @dronasethy3394
    @dronasethy3394 7 หลายเดือนก่อน +1

    ଗୁରୁ ପ୍ରଣାମ୍।ମୋର ମୃଦଙ୍ଗ ବାଦ୍ୟ ଶିଖିଵାର ଅଛି।

    • @odiasankirtansikhya
      @odiasankirtansikhya  7 หลายเดือนก่อน

      Nischaya sikhantu chesta kale duniare asambhaba boli kichhi nahin Apana mrudanga sikhi paribe

  • @studiovedmata6806
    @studiovedmata6806 5 หลายเดือนก่อน +3

    ଜୟ ଜଗନ୍ନାଥ ଭାଇ🙏🏻

  • @sarojsamal7455
    @sarojsamal7455 3 หลายเดือนก่อน +1

    ଓଁ ଶ୍ରୀ ଗୁରୁ ଶରଣଂ

  • @maheswarkandagari4902
    @maheswarkandagari4902 8 หลายเดือนก่อน

    ଗୁରୁଜୀ ପ୍ରଣାମ ଅଳ୍ପ ଶିକ୍ଷା କେତେକ ଆନୋ ନ୍ଧୀତ !
    ଆପଣ ଙ୍କ ଶିକ୍ଷା ଦାନ ପାଇଁ ଧନ୍ୟବାଦ
    🙏🙏🙏🙏🙏🙏🙏🙏
    ମୋତେ ମୋର୍ଦଙ୍ଗ ସିକିବା ପାଇଁ ବୋଉଥ ଇଚା ହୋଚି 🙏🙏🙏🙏🙏🙏🙏🙏

    • @odiasankirtansikhya
      @odiasankirtansikhya  8 หลายเดือนก่อน

      Bhagaban Apanankara mangal karantu jay Jagannath

  • @dillipkumarbhatta6345
    @dillipkumarbhatta6345 9 หลายเดือนก่อน +1

    Jay guru deve koti koti pranam 🙏🙏🙏🙏🙏🙏

  • @umeshchinagun3881
    @umeshchinagun3881 หลายเดือนก่อน +1

    🙏🙏 guruji

  • @goniyabhimo2241
    @goniyabhimo2241 11 หลายเดือนก่อน +1

    Nomoskar

  • @Jaga1099
    @Jaga1099 3 หลายเดือนก่อน +1

    ଅନେକ ଜ୍ଞାନର ଅଧିକାରୀ ଆପଣ ଗୁରୁଜୀ। ନମସ୍କାର ଆପଣଙ୍କୁ।

    • @odiasankirtansikhya
      @odiasankirtansikhya  3 หลายเดือนก่อน

      ସବୁ ସେଇ କରୁଣାମୟ ଠାକୁରଙ୍କ କରୁଣାରୁ ସମ୍ଭବ ହୋଇପାରିଛି । ଆପଣଙ୍କ ଜୀବନ ସୁଖମୟ ହେଉ

  • @user-pi6rj2lt5n
    @user-pi6rj2lt5n 3 หลายเดือนก่อน

    Radhe Radhe guruji 🙏🙏🙏🚩🚩❤️❤️

  • @swapnaranidas7539
    @swapnaranidas7539 3 หลายเดือนก่อน +1

    ଗୁରୁ ଜୀ ମୋ ପି ଲା କୁସି କିବା ପାଇଁ ଚା ହୁଛି

  • @jagapanda7307
    @jagapanda7307 ปีที่แล้ว +1

    Guruji pranam ati sundar prayas

  • @GadadharaMohanty-hq4hu
    @GadadharaMohanty-hq4hu 9 หลายเดือนก่อน +1

    ପ୍ରଣାମ, ଗୁରୁ ମହା ଶୟ

  • @balaramnanda9224
    @balaramnanda9224 9 หลายเดือนก่อน +1

    ଜୟ ଜଗନ୍ନାଥ ସୁନ୍ଦର ଶିକ୍ଷା

    • @odiasankirtansikhya
      @odiasankirtansikhya  9 หลายเดือนก่อน

      ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ

  • @user-jk6de9vo9p
    @user-jk6de9vo9p 4 หลายเดือนก่อน +4

    ମୁଁ ଶିଖିବାକୁ chahunachhi

  • @mahakalbhakt1103
    @mahakalbhakt1103 5 หลายเดือนก่อน +1

    🙏🙏🙏🙏

  • @chittaranjansahoo4751
    @chittaranjansahoo4751 ปีที่แล้ว +1

    Ati sundar sekhae thibaru bhagaban tumara mangala karntu ati ki Mora prathana

    • @odiasankirtansikhya
      @odiasankirtansikhya  ปีที่แล้ว

      ଠାକୁର ଆପଣଙ୍କର ମଙ୍ଗଳ କରନ୍ତୁ

  • @JoyfulTabla-sx9hg
    @JoyfulTabla-sx9hg 3 หลายเดือนก่อน +1

    ବହୁତ ସୁନ୍ଦର ଭାବେ ବୁଝାଇଲେ, ଜଣେ ଜାଣି ନ ଥିବା ଲୋକ ମଧ୍ୟ ଶିଖି ପାରିବ,

  • @rabindrakumarswain2487
    @rabindrakumarswain2487 3 หลายเดือนก่อน +1

    🙏🙏🙏

  • @amareshacharya
    @amareshacharya 4 หลายเดือนก่อน +2

    Jai Jagannath

  • @akshyasahu4335
    @akshyasahu4335 10 หลายเดือนก่อน +2

    ଗୁରୁଜୀ 🙏ଅଳ୍ପ ଶିକ୍ଷା ଲାଭ ହେଇଛି, ଆପଣଙ୍କ ଶିକ୍ଷା ଦାନ ପାଇଁ ଧନ୍ୟବାଦ 🙏

    • @odiasankirtansikhya
      @odiasankirtansikhya  10 หลายเดือนก่อน

      ପ୍ରତିଦିନ ଅଭ୍ୟାସ ଜାରି ରଖନ୍ତୁ ଧିରେ ଧିରେ ଶିଖିଯିବେ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ

  • @akashpradhan8810
    @akashpradhan8810 9 หลายเดือนก่อน +1

    Jay Jagannath Prabhuji
    Thank you so much

    • @odiasankirtansikhya
      @odiasankirtansikhya  9 หลายเดือนก่อน

      Bhagaban apananku sabubele bhalare rakhithantu

  • @shantanuprasad8301
    @shantanuprasad8301 4 หลายเดือนก่อน +1

    Thanks guruji

  • @user-B.n.pradhan
    @user-B.n.pradhan 3 หลายเดือนก่อน +1

    Guruji pranam, Jay shree jagannath

  • @akshyabhaisal9536
    @akshyabhaisal9536 8 วันที่ผ่านมา

    Guru ji🙏🙏🙏

  • @chakradhardalai9547
    @chakradhardalai9547 6 หลายเดือนก่อน +1

    ଗୁରୁଜୀ ମୋର ଆପଣଙ୍କ ବାଦ୍ୟ ଶିଖିବାକୁ ବହୁତ ଇଛା ଅଛି ଆମେ ତାଳ କହିଲେ କିଛି ଜାଣିନି ଗୋଟିଏ ଗୋଟିଏ କରି ଶିଖା ନ୍ଥୁ ନମସ୍କାର

    • @odiasankirtansikhya
      @odiasankirtansikhya  6 หลายเดือนก่อน

      Mora sabu lesson dekhantu dhire dhire bujhi jibe . Bujhi na parile mo whatsapp no ku message karibe

  • @dipikapradhan141
    @dipikapradhan141 4 หลายเดือนก่อน +1

    ଗୁରୁଦେବ ଅତି ସୁନ୍ଦର

  • @SanjeevKumat-pf1ki
    @SanjeevKumat-pf1ki 3 หลายเดือนก่อน +1

    Ilik it

  • @asheshkumarmohantymohant-oz7ug
    @asheshkumarmohantymohant-oz7ug 8 หลายเดือนก่อน +2

    ଜୟ ଜଗନ୍ନାଥ ଜୟ ଗୁରୁ ଦେବ ମୁଁ ତୁମକୁ ଭଲପାଏ ଫାଷ୍ଟ ଥର ପାଇଁ ଦେଖିଲି ମୋର ନାମ ଜାଣି ନାହିଁ ମୁଁ ଶକିବା ପାଇଁ ଚାହୁଛ

    • @odiasankirtansikhya
      @odiasankirtansikhya  8 หลายเดือนก่อน

      ଏଇ ଚାନେଲ ରେ ଯେତେ ଭିଡିଓ ଅଛି ଶିଖିବାକୁ ଚେଷ୍ଟା କରନ୍ତୁ ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ

  • @asutoshdas2708
    @asutoshdas2708 9 หลายเดือนก่อน +1

    ପ୍ରଣାମ ଗୁରୁଜୀ, ଆଶୀର୍ବାଦ କରନ୍ତୁ

  • @sarbeswarpradhan9427
    @sarbeswarpradhan9427 9 หลายเดือนก่อน +1

    🙏🏻🙏🏻🙏🏻ଗୁରୁଜୀ

  • @birendrakisan7338
    @birendrakisan7338 5 หลายเดือนก่อน +1

    ବହୁତ୍ କଷ୍ଟ୍ ଆୟ୍ ଗୁରୁଜୀ 😮😮

  • @sahusk2004
    @sahusk2004 ปีที่แล้ว +2

    ଅତି ସୁନ୍ଦର ଭାବରେ ଉପସ୍ଥାପନା
    ସାଥିରେ
    ତାଳ ଲେଖିଛନ୍ତି ବେ।ଲି ଓଡ଼ିଶାର ପ୍ରତ୍ୟେକ ଶିକ୍ଷାର୍ଥୀ ପାଇଁ ଲାଭ ଦାୟକ

  • @Biplab624
    @Biplab624 8 หลายเดือนก่อน +1

    🙏🙏🙏🙏🙏🙏🙏🙏🙏ଗୁରୁଜୀ ପ୍ରଣାମ

  • @ashutoshnag9207
    @ashutoshnag9207 4 หลายเดือนก่อน +1

    Pranam

  • @babulbaghar4966
    @babulbaghar4966 ปีที่แล้ว +2

    Bahuta bhala lagila video ti guruji 🙏🏽🙏🏽🙏🏽