School Teacher Issues Will Be Addressed Soon: School & Mass Education Minister Nityananda Gond

แชร์
ฝัง
  • เผยแพร่เมื่อ 26 มิ.ย. 2024
  • ଯେଉଁ ସ୍କୁଲ ମାନଙ୍କରେ ଶିକ୍ଷକ ନାହାଁନ୍ତି ସେଠି ଶିକ୍ଷକ ନିଯୁକ୍ତି କରାଯିବ I
    #ArgusDigital #nityanandaganda #education
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    School Teacher Issues Will Be Addressed Soon: School & Mass Education Minister Nityananda Gond
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    TH-cam- / @argusdigital.official
    Instagram: / argustvdigital

ความคิดเห็น • 178

  • @pralayaofficial1060
    @pralayaofficial1060 2 วันที่ผ่านมา +52

    କନିଷ୍ଠ ଶିକ୍ଷକ ମାନଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ ଠିକା ବ୍ୟବସ୍ଥା କୁ ହଟାଇ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ...

  • @bijucvv7806
    @bijucvv7806 2 วันที่ผ่านมา +79

    Sir primary school ରୁ contractual system ହଟାଇ teacher ମାନଙ୍କୁ ରେଗୁଲାର କରାଯାଉ

    • @jitendrakumbhar2302
      @jitendrakumbhar2302 2 วันที่ผ่านมา +1

      karibeni
      fund kemiti paibe

    • @kantha9552
      @kantha9552 2 วันที่ผ่านมา +1

      Patha nahi ta darama nai

    • @subodhpatra5867
      @subodhpatra5867 2 วันที่ผ่านมา +1

      Regular kariba katha ..

    • @Xuy788
      @Xuy788 2 วันที่ผ่านมา

      ​@@kantha9552ହାଇସ୍କୁଲ ସବୁ ଛୋଡ଼ି ପକାଉଛନ୍ତି... ବିଜେପି 30 seat ଜିତିଛି କେବଳ ପ୍ରାଥମିକ ଶିକ୍ଷକଙ୍କ ପରିବାର ଭୋଟ ପାଇଁ

    • @Shalini-bc2ed
      @Shalini-bc2ed 2 วันที่ผ่านมา

      @@kantha9552 darama nahi ta patha padheibar nahi

  • @ghanashyammeher8923
    @ghanashyammeher8923 2 วันที่ผ่านมา +26

    ଗୋଟିଏ କଥାକୁ ଆଉ କେତେଥର କହିବ
    ଶୀଘ୍ର କରିକି ଦେଖାଅ
    କନିଷ୍ଠ ଶିକ୍ଷକଙ୍କୁ ରେଗୁଲାର କରାଯାଉ

  • @ghansyamgond2126
    @ghansyamgond2126 2 วันที่ผ่านมา +24

    JT ku ରେଗୁଲାର ଏବଂ ଯଥା ଶୀଘ୍ର ନିଯୁକ୍ତି
    ଦିଅନ୍ତୁ sir କେତେ ଦିନ ହେଲାଣି ହାଇକୋର୍ଟ ରାୟ ଦେଇଛି ହେଲେ late କଣ ପାଇଁ

  • @rohankumarpalia2422
    @rohankumarpalia2422 2 วันที่ผ่านมา +22

    Jt ku regular posting diajau

  • @bipinsahoo329
    @bipinsahoo329 2 วันที่ผ่านมา +28

    sir plese regular jt

  • @trilochanpadhan4377
    @trilochanpadhan4377 2 วันที่ผ่านมา +28

    Jt regular appointment dia jau

  • @hkdasssh8268
    @hkdasssh8268 2 วันที่ผ่านมา +19

    ଗଣଶିକ୍ଷକ ଓ ୨୦୧୨ ମସିହାରୁ ଶିକ୍ଷାସହାୟକ ରେଗୁଲାର ନ ହୋଇ ଅନେକ ଅଛନ୍ତି ପୂର୍ବ ବ୍ଯବସ୍ଥାର ମାୟାଜାଲରେ ପଡି ସଂଘର୍ଷ କରୁଛନ୍ତି କିଛି ବିଚାର କଲେ ଭଲହେବ

  • @sashikanthota1477
    @sashikanthota1477 2 วันที่ผ่านมา +17

    ମାନ୍ୟବର ମନ୍ତ୍ରୀ ମହୋଦୟ ବେକାରୀ ଓ ଆଶାୟୀ ମଧ୍ୟରେ ପାର୍ଥକ୍ୟ ବୁଝନ୍ତୁ।

  • @banitasethi656
    @banitasethi656 2 วันที่ผ่านมา +16

    Argus news channel nku anurodh j se 20k jts kebe joining heba ta babadre pacharantu

  • @debasispatra2392
    @debasispatra2392 2 วันที่ผ่านมา +13

    Jts ku regular karidia dekhiba sabu samasya ra samadhan heijiba au bhala pila b jt ku nija career karibe

  • @Luvsahu4836
    @Luvsahu4836 2 วันที่ผ่านมา +10

    ଶିକ୍ଷା ବିଭାଗ, ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷାନୁଷ୍ଠାନ, School/College, ଛାତ୍ରଛାତ୍ରୀ, ଅଭିଭାବକ, ଦୂରତା/ଦୂରସ୍ଥାନ ଅନେକ ସବୁ ସମସ୍ୟାକୁ ଅନୁଧ୍ୟାନ ବା ଅନୁସନ୍ଧାନ କରନ୍ତୁ ଆଜ୍ଞା। ଆଉ ସେ ସବୁ ସମସ୍ୟାର ସମାଧାନ ବହୁତ ଭଲ ଭାବରେ ସୂଚାରୁରୂପେ କାର୍ଯ୍ୟ କରନ୍ତୁ ଆଜ୍ଞା।

  • @yashobantameher7246
    @yashobantameher7246 2 วันที่ผ่านมา +27

    Ete din helani HIGH COURT ra raya asilani JUNIOR TEACHER RECRUITMENT pain kichhi b proceedings heini kan pain????

    • @odiashortsFunny
      @odiashortsFunny วันที่ผ่านมา +1

      ମନ୍ତ୍ରୀ ମାନେ ଗଞ୍ଜେଇ ମରୁଛନ୍ତି😅😂

  • @harekrishnaratha6376
    @harekrishnaratha6376 2 วันที่ผ่านมา +6

    CRCC ବ୍ୟବସ୍ଥା ଶୀଘ୍ର ହଟାଯାଉ।

  • @Luvsahu4836
    @Luvsahu4836 2 วันที่ผ่านมา +11

    ଶିକ୍ଷା ବ୍ୟବସ୍ଥାରେ ଏଭଳି ନୀତି/ନୀୟମ ହେବା ନିହାତି ଦରକାର ଅଛି ଯେ, ସମସ୍ତଙ୍କ ପାଇଁ ସମାନ ନୀତି ହେବା ଆବଶ୍ୟକ ଅଛି।
    ତେଣୁକରି सबका साथ, सबका विकास, सबका प्रयास, सबका विश्वास।

    • @maheswarpujhari4503
      @maheswarpujhari4503 วันที่ผ่านมา

      ଶିକ୍ଷକ ମାନେ ପାଠ ଅପେକ୍ଷା ଆନ୍ଦୋଳନ ରେ ବ୍ୟସ୍ଥ ସ୍କୁଲ ଚାଲିବ କେମିତି ଆଜ୍ଞା ଆଉ ଗୋଟେ କଥା ଶିକ୍ଷକ ମାନେ ନିଜ ପିଲାଙ୍କୁ ସରକାରୀ ସ୍କୁଲ ରେ କାହିଁକି ପଢାଉ ନାହାଂତି ନିଜ ଶିକ୍ଷା ଦାନରୁ ତାଙ୍କର ବିଶ୍ବାସ ହିଁ ନାହିଁ ଏହା କୁହାଯାଇପାରେ l

  • @babulsahoo6140
    @babulsahoo6140 2 วันที่ผ่านมา +3

    Sir 🙏 ଆପଣ କହିଥିଲେ ଯେ ସମାନ କାମକୁ ସମାନ ଦରମା ପାଇବେ 🥰 ସମସ୍ତେ,,,, ତାହା ଗୁରୁତ୍ଵ ଦେଇ ରେଗୁଲାର ଦରମା new JT ମାନଙ୍କୁ ଶିଘ୍ର ନିଯୁକ୍ତି ଦେଲେ ସବୁ JT ଆଶାୟୀ ମାନେ ଆପଣଙ୍କୁ ହୃଦୟର ସହିତ ସ୍ଵାଗତ କରିବେ 🎉🙏🙏

  • @studypoint1280
    @studypoint1280 2 วันที่ผ่านมา +11

    Sir JT pila b CBT deiki job paichhanti tanku regular posting dia jaau

  • @subratmohapatra674
    @subratmohapatra674 2 วันที่ผ่านมา +6

    Sir 6 month ହୋଇଗଲାଣି posting କଣ ପାଇଁ ଦିଆ ଯାଉ ନାହିଁ.... ପିଲାମାନେ depression କୁ ଚାଲି ଗଲେଣି l plz sir ଯେତେ ଶୀଘ୍ର possible posting ଦିଅନ୍ତୁ

  • @subodhpatra5867
    @subodhpatra5867 2 วันที่ผ่านมา +5

    Jts ku regular karantu sir..

  • @kamaniyasahoo5350
    @kamaniyasahoo5350 2 วันที่ผ่านมา +10

    ABOLISH CONTRACTUAL SYSTEM FOR ELEMENTARY TEACHERS OF ODISHA AND CHANGE THE LOWEST GRADE PAY 2200 GP TO 4200 GP

  • @anjalihota8530
    @anjalihota8530 2 วันที่ผ่านมา +2

    ସାର୍, ୨୦୦୩ ନଭେମ୍ବର ରୁ ଶିକ୍ଷା ସହାୟକ ଭାବେ କାର୍ଯ୍ୟରତ । ସେମାନେ ସରକାରଙ୍କ ଭୁଲ ପାଇଁ ଆଜି ପର୍ଯ୍ୟନ୍ତ ନିୟମିତ ହୋଇ ନାହାନ୍ତି । ଆପଣ ଏହି କଥା ବିଚାର କରି ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରନ୍ତୁ ସାର୍ । ସରକାର ସେମାନଙ୍କ ପ୍ରତି ଗଭୀର ଅନ୍ୟାୟ ଅବିଚାର କରିଛନ୍ତି ସାର୍ । ଆପଣ ଦୟାକରି ବିଚାର କରନ୍ତୁ ସାର୍ ।

  • @sanjay1999
    @sanjay1999 2 วันที่ผ่านมา +3

    କଥା କମ୍ କାମ ଟିକେ ଆରମ୍ଭ ହେଉ
    ନା ପ୍ରଥମ ବର୍ଷ ଖାଲି କହିବେ
    ଓଡିଶା ଲୋକ କାମରେ ବିଶ୍ବାସ କରନ୍ତି

  • @jitendrakumarmaharana9687
    @jitendrakumarmaharana9687 2 วันที่ผ่านมา +8

    Primary teacher nku sighra join diajau ...and contractual or schematic boli jou words achhi uthei regular re rupantaran karajau

  • @SamiraMajhi5
    @SamiraMajhi5 2 วันที่ผ่านมา +3

    #regularise Junior Teacher
    #regularise Junior Teacher
    #regularise Junior Teacher
    #regularise Junior Teacher
    #regularise Junior Teacher
    #regularise Junior Teacher
    #regularise Junior Teacher
    #regularise Junior Teacher
    #regularise Junior Teacher
    #regularise Junior Teacher

  • @sayadabdulraj1035
    @sayadabdulraj1035 2 วันที่ผ่านมา +17

    Khali katha na
    Contractual & schematic system uthayibe ,
    Primary 4200 grade pay karibe

  • @nilakanthasahoo8101
    @nilakanthasahoo8101 2 วันที่ผ่านมา +2

    ଅର୍ଗସ ନିଉଜ୍ କୁ ଅନୁରୋଧ jts ଜଲଦୀ ନିଯୁକ୍ତି ହାଇକୋର୍ଟ ଅନୁମତି ଦେଇସରିଛି

  • @devkirti860
    @devkirti860 19 ชั่วโมงที่ผ่านมา

    କେବଳ କଥା କିଛି କାମ ନୁହେଁ, ପ୍ରଥମେ ଶିକ୍ଷକ ବଦଳି ସମସ୍ୟା ସମାଧାନ କରନ୍ତୁ ଆଜକୁ ୯ ମାସ ବିତି ଗଲାଣି ଶିକ୍ଷକମାନେ ବଦଳିପାଇଁ ଆବେଦନ କରିଛନ୍ତି ହେଲେ ପ୍ରକ୍ରିୟା ସରୁନି କି ଆମ ପ୍ରିୟ ଶିକ୍ଷା ମନ୍ତ୍ରୀ କୁ ବଦଳି ପ୍ରକ୍ରିୟା ଜଣା ନାହିଁ ।

  • @Lax34998
    @Lax34998 2 วันที่ผ่านมา +4

    Jt regular appointment and speed up the process

  • @bidyadharpadhan1355
    @bidyadharpadhan1355 2 วันที่ผ่านมา +1

    ଶିକ୍ଷକ ପଦବୀ ପୂରଣ କରିବା ପ୍ରଥମ ଦାୟିତ୍ୱ ହେବା କଥା, ବିଜେଡି govt ପାଇଁ ବହୁତ ବର୍ଷ ହେଲା ନିଯୁକ୍ତି ନାହିଁ

  • @manojkumarnaik2127
    @manojkumarnaik2127 2 วันที่ผ่านมา +1

    ସରକାରୀ ବିଦ୍ୟାଳୟ କେମିତି ଭଲ ଭାବରେ ଉର୍ନତି ହେବ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନାକି ବେସରକାରୀ ବିଦ୍ୟାଳୟ ଉପରେ ନଜର ରଖିବେ

  • @supravakalia7590
    @supravakalia7590 8 ชั่วโมงที่ผ่านมา

    Sir ଆମର ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଗୁଡିକର ସମସ୍ୟା ଅତି ଦୟାନିୟ ହୋଇ ପଡିଛି, teachers ମାନଙ୍କୁ ଅତି ହତାଦାର କରାଯାଉଛି, ଟିକିଏ ଆଖି ପକେଇ ଥିଲେ, ବଡ଼ ସୁନ୍ଦର ହୁଅନ୍ତା।

  • @AshokPanda-qt4qn
    @AshokPanda-qt4qn 2 วันที่ผ่านมา +2

    Dhanyabada Sir JaiMaa Samleiswari 🙏

  • @smrutiranjan9025
    @smrutiranjan9025 2 วันที่ผ่านมา +5

    Old pension lagu karantu

  • @user-pg2lm7ek5q
    @user-pg2lm7ek5q 2 วันที่ผ่านมา +7

    Primary teacher posting re only D. EL. ED training neithiba pilanku hin dia jau, sc st school re jemiti dia jae

    • @PKHighlights
      @PKHighlights 2 วันที่ผ่านมา

      Iss man mein Ladu phuta

  • @subhashreesamal180
    @subhashreesamal180 2 วันที่ผ่านมา +1

    Jts ku regular karantu jaldi

  • @DILLIPKUMEHER-gg1tc
    @DILLIPKUMEHER-gg1tc 2 วันที่ผ่านมา +1

    କେବଳ କଥାରେ ନୁହେଁ କାମରେ ହେବା ଦରକାର

  • @prasantakumarnayak5298
    @prasantakumarnayak5298 วันที่ผ่านมา

    ନିଜ ଜିଲ୍ଲାରେ ନିଯୁକ୍ତି ନ ଦେଇ ଯଦି ବାହାର ଜିଲ୍ଲାକୁ transfer ବ୍ୟବସ୍ଥା କରାଯା ଏ ତେବେ ଅଧିକାଂଶ ଶିକ୍ଷକମାନେ ତେବେ ପାଠ୍ୟଦାନରେ ଅବହେଲା କରିପାରିବେ ନାହିଁ

  • @manirudh4754
    @manirudh4754 2 วันที่ผ่านมา +1

    କନିଷ୍ଠ ଶିକ୍ଷକ ଶୀଘ୍ର ନିଯୁକ୍ତି
    ୪୨୦୦ ଗ୍ରେଡ ପେ ଆଦରରେ ଦରମା
    ସ୍ବାସ୍ଥ୍ୟ ବୀମା ସମସ୍ତଙ୍କୁ

    • @lulukumura5982
      @lulukumura5982 13 ชั่วโมงที่ผ่านมา

      Achha 4200 drkara school 8 ru 4 karbar katha

  • @34-subhamswagatika51
    @34-subhamswagatika51 2 วันที่ผ่านมา +3

    Au kebe haba 20k vacancy kama almost sarithila BJD time re ...sei 20k ku nei rajaniti na kari nijukti diantu au regular b karantu....new vacancy b asiba darkar katha re nuhn kamare b haba darkar

  • @user-qg8ut5jz8g
    @user-qg8ut5jz8g วันที่ผ่านมา

    ମନ୍ତ୍ରୀ ମହୋଦୟ , ଖାଲି କହୁଛନ୍ତି ନା କିଛି କରିବେ.

  • @sridharbehera8389
    @sridharbehera8389 2 วันที่ผ่านมา +6

    Junior teacher Schematic joining first kara 1 year heigala

  • @KishoreParamanik-yy1nk
    @KishoreParamanik-yy1nk 2 วันที่ผ่านมา

    Thanks for Nityanand sir

  • @Singh77359
    @Singh77359 2 วันที่ผ่านมา +6

    ଜଣେଶିକ୍ଷକର ଦରମା ୬୦ରୁ୭୦ ହଜାର ନ କରି ସେହି ୬୦ହଜାର ରେ ୨ଜଣ ଶିକ୍ଷକରଖିଲେ ଭଲହୁଅନ୍ତା ପଢାବି ଭଲହେବ ଓ ରୋଜଗାର ବି ମିଳିବ

    • @onlyentertainment3792
      @onlyentertainment3792 2 วันที่ผ่านมา

      60 re 12

    • @uhujhfhhgh8
      @uhujhfhhgh8 2 วันที่ผ่านมา +2

      Semanka jogyata aau experience anusare salary diajauchi

    • @Singh77359
      @Singh77359 2 วันที่ผ่านมา

      @@uhujhfhhgh8 ଜଣେ ୭୮%ପାଇ ଶିକ୍ଷକହେଉଛି ଓ ଜଣେ ୭୭.୫ ପାଇ ହେଇପାରୁନି ଦୁହେଁକଣ ସମାନ ନୁହଁକି ?

    • @uhujhfhhgh8
      @uhujhfhhgh8 2 วันที่ผ่านมา

      @@Singh77359 saman bhai saman..

    • @tapashappy5017
      @tapashappy5017 18 ชั่วโมงที่ผ่านมา

      Next time tame CHIEF MINISTER pai eligible.

  • @user-dr1ic6bi3c
    @user-dr1ic6bi3c 2 วันที่ผ่านมา

    ଜୟ ଶ୍ରୀ ରାମ

  • @user-dr1ic6bi3c
    @user-dr1ic6bi3c 2 วันที่ผ่านมา

    ଜୟ ଶ୍ରୀ ଜଗନ୍ନାଥ

  • @samirsumannayak6102
    @samirsumannayak6102 วันที่ผ่านมา

    PET ନିଯୁକ୍ତି କରାଯାଉ

  • @truptidalei3905
    @truptidalei3905 วันที่ผ่านมา

    It's our humble request before HCM
    @MohanMOdisha
    for a budgetary provision to include #GIA2008_2018 in 100days planning of Govt.

  • @englishacademy1357
    @englishacademy1357 2 วันที่ผ่านมา +2

    Old pension karantu

  • @user-gy5np3dh7i
    @user-gy5np3dh7i 2 วันที่ผ่านมา

    I hope u will see to the Vocational education and to the trainer too ...lets see we will belive in this sarkar ..plz solve all the problems of them

  • @worldartcreation2936
    @worldartcreation2936 2 วันที่ผ่านมา

    ଓଡିଶା ର ପ୍ରାଥମିକ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟରେ କଳା ଶିକ୍ଷା ଓ କଳା ଶିକ୍ଷକ (Art Teacher) ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ଓଡିଶା ରେ ଅନେକ କଳା ଶିକ୍ଷକ ନିଯୁକ୍ତି ପାଇଁ ନିଜର ସମସ୍ତ ଶିକ୍ଷା ସମାପ୍ତ କରି ଅନେକ ଦିନରୁ ଅପେକ୍ଷାରେ ରହିଛନ୍ତି। Sir ଆପଣଙ୍କୁ ଆମ୍ଭେ ଗଣମାଧ୍ୟମ ଦ୍ୱାରା ବିନୀତ ଅନୁରୋଧ କରୁଛୁ , ଆପଣଙ୍କ ସରକାର କଳା ଶିକ୍ଷକ ମାନଙ୍କ ଉପରେ ଦୃଷ୍ଟି ଆକର୍ଷଣ କରନ୍ତୁ, ଧନ୍ୟବାଦ।

  • @odiashortsFunny
    @odiashortsFunny วันที่ผ่านมา

    କନିଷ୍ଠ ଶିକ୍ଷକ ନିଯୁକ୍ତି ୮ ମାସ ହେଲାଣି ହୋଇପାରୁନି😅😅😅😅😅😅😂😂😂 ତୁରନ୍ତ ନିଯୁକ୍ତି ପତ୍ର ଦିଅନ୍ତୁ

  • @subarnashomekitchen3086
    @subarnashomekitchen3086 2 วันที่ผ่านมา +1

    Aeta kemitika justice high school teacher salary 53000 au primary teacher salary 11000 ateki salary re primary teacher mane kamite chalibe quality education pain contractual hata jou au nua primary teacher nku regular joining dia jau

  • @jayadevsenapati4521
    @jayadevsenapati4521 2 วันที่ผ่านมา

    Regular posting diajau..jeun mane contractual teachers achhanti,semanku turanta regular karajau,jeunmane regular hoichhanti,semdnkar 6 yrs contractual period ku count karajau, notional increment diajau and Grade pay change and OPS lagajau..

  • @bidyadharpadhan1355
    @bidyadharpadhan1355 2 วันที่ผ่านมา

    ଆପଣ ଯାହା କହୁଛନ୍ତି ତାହା କରନ୍ତୁ ନହେଲେ ଲୋକ ହସିବେ ଆପଣଙ୍କ govt କୁ, ଏବେ ଆପଣ ମନ୍ତ୍ରୀ, ଆପଣଙ୍କର ଗୋଟିଏ ପଦର କଥା ବହୁତ ମୂଲ୍ୟବାନ,ଆମେ ବି ଭଗବାନଙ୍କୁ ଡ଼ାକୁଛୁ ଆପଣଙ୍କ ତୁଣ୍ଡ ସୁ-ତୁଣ୍ଡ ହେଉ

  • @subhrajyotimohapatra2786
    @subhrajyotimohapatra2786 2 วันที่ผ่านมา

    Thank you sir 🎉🎉🎉🎉

  • @ratantudu9370
    @ratantudu9370 2 วันที่ผ่านมา

    ଖାଲି କହିବା କଥା JTS ro joining ଏ ପର୍ଯ୍ୟନ୍ତ ଦେଇ ପାରୁ ନାହାନ୍ତି | ସବୁ case ସରିଲା ପରେ ବି |

  • @mahendramohanty9672
    @mahendramohanty9672 2 วันที่ผ่านมา

    ଶିକ୍ଷକ ଙ୍କୁ ଦରମା ଦିୟ ହେଲେ ପାଠ ପଢା ଟା ଭଲ ହେବା ଦରକାର

  • @saip7522
    @saip7522 2 วันที่ผ่านมา +4

    Sahijog ta kale

  • @chaitramsahu9316
    @chaitramsahu9316 2 วันที่ผ่านมา +1

    Online Teacher transfer pai apanka Anumati hele ame Teacher mane upakruta hebu Sir🙏

  • @sarojsahu9275
    @sarojsahu9275 2 วันที่ผ่านมา

    Abolish contractual system from primary school and give justice

  • @rolextrading
    @rolextrading 2 วันที่ผ่านมา

    Kn kale heba kn jani paruna ki Sir....
    1 - Contractual (Schematic) hatao Regular kara.
    2 - Khali school kholi dele hebani Sufficient Teacher Recruit kara in each School in each Subject.
    3 - Primary School re buildings renovation kara with sufficient classroom.
    Make education system of odisha one of the best in India 👍

  • @bikashchsahoo3446
    @bikashchsahoo3446 วันที่ผ่านมา

    Good government good action so that Pvt teacher before 2023 all school kind government act re inquiry and approval letter list for regular with salary issue pl.

  • @englishacademy1357
    @englishacademy1357 2 วันที่ผ่านมา +2

    Block grant teacher pension karantu

  • @tanujasahoo
    @tanujasahoo 2 วันที่ผ่านมา

    Junior teacher posting jaldi dia jau

  • @mbpsniper3875
    @mbpsniper3875 วันที่ผ่านมา

    ଏ ଖାଲି bite ଦଉଛନ୍ତି ,ଦେଖାଯାଉ କାମ କେବେ କରୁଛନ୍ତି। ସମସ୍ତେ ଏ video ସବୁ save କରି ରଖନ୍ତୁ

  • @soumya8516
    @soumya8516 2 วันที่ผ่านมา +2

    Mantri nku pacharantu primary teacher mana nku regular kareibe na sei contractual/ schematic rakhibe

  • @ashalatasahoo9205
    @ashalatasahoo9205 2 วันที่ผ่านมา +1

    Please make an easy transfer process for primary teachers specially for lady teachers who are posting in an interior areas.Because they are suffering a lot please... Please take some steps regarding this

  • @KabitaKabi-pt7lu
    @KabitaKabi-pt7lu วันที่ผ่านมา

    Sir Good morning, please kindly take some good steps for the process of teachers transfer guidelines. ....

  • @onlyone7178
    @onlyone7178 2 วันที่ผ่านมา +1

    Jy should be regular and grade pay must be 4200🤞🏻

  • @kanhucharanpradhan1919
    @kanhucharanpradhan1919 2 วันที่ผ่านมา

    ସାର୍ ଓଡ଼ିଶା ରେ ସବୁ post regular କେବଳ ପ୍ରାଥମିକ ଶିକ୍ଷକ କୁ ଛାଡ଼ିଦେଲେ l

  • @soubhagyamahapatra6804
    @soubhagyamahapatra6804 2 วันที่ผ่านมา +2

    Sir block grant teacher manaku pension karantu bahut bhala hua nta bjp sarkar jindabad

  • @creativeindia1999
    @creativeindia1999 2 วันที่ผ่านมา +3

    Be jaha koribu koribu. Ago joining de. Jt ro. Au dhargya nahin.

  • @agastikumarsahu3301
    @agastikumarsahu3301 20 ชั่วโมงที่ผ่านมา

    Appointment to the JTS so quickly

  • @iswarpr.meherishu154
    @iswarpr.meherishu154 2 วันที่ผ่านมา

    please 🙏🏻 sir Give your full attention towards New joining JTS and Regular teacher appointment ..

  • @bapunsingh9652
    @bapunsingh9652 วันที่ผ่านมา

    Primary teacher nka regular posting hou au transfer rule thikse hou

  • @comedymemycomedy
    @comedymemycomedy วันที่ผ่านมา

    8yrs hela junior teacher posting heini,sabu process sarichi,kintu eie govt kn pai joining deba re fail, ktha re nuho,kamo kori dekhao

  • @damodarmishra1124
    @damodarmishra1124 2 วันที่ผ่านมา

    Sir please abolish block grant system and adopt grant in aid system having all service benifits.

  • @sumanarpita9516
    @sumanarpita9516 2 วันที่ผ่านมา

    OTET exam re qualify kariba lagi general pilanku kichhi relaxation dia jau...... Sarkar Partiality karuchi and genreral pilanka saha bahut anyaya karuchi

  • @tarunkumarsamal5846
    @tarunkumarsamal5846 วันที่ผ่านมา

    What about the New Aided (Block Grant) retired teachers & employees pension. Whether they will survive or not.

  • @krishnagahir384
    @krishnagahir384 2 วันที่ผ่านมา

    194 left high school ku anudan kebe miliba tike minister nku pacharanu sir/Madam Argus... Aama 194 pain tike try karantu please 🙏🙏🙏

  • @inaday9953
    @inaday9953 2 วันที่ผ่านมา

    Junior teacher ku regular karajau.tahele junior teacher mananka mundaru aarthika samasya rahiba nahi and semane patha padhaeba re dhyana debe

  • @KapilKumar-jn9ol
    @KapilKumar-jn9ol 2 วันที่ผ่านมา

    SSD department sundargarh teacher transfer karajau bohut din hela eti transfer heini bohut teacher problem re achanti

  • @truptidalei3905
    @truptidalei3905 วันที่ผ่านมา

    Consider +2teachers situation and grantGIA 2008_2018

  • @anupbal1989
    @anupbal1989 2 วันที่ผ่านมา

    Abolish contractual system from elementary education

  • @BishwajitDas-fn7zl
    @BishwajitDas-fn7zl 2 วันที่ผ่านมา +2

    High school re 4200 grade pay ru 4600 karajau

  • @pravakarpalai3983
    @pravakarpalai3983 2 วันที่ผ่านมา

    Part time instructor manaku regular karajaou

  • @panchalipanda5043
    @panchalipanda5043 2 วันที่ผ่านมา

    Sir, High school manankare vocational teacher mane outsourcing jeu achhanti tanku regular kale bahut bhala heba.

  • @purnamaharana7160
    @purnamaharana7160 2 วันที่ผ่านมา

    Abolish contractual system

  • @sarojbabu8050
    @sarojbabu8050 วันที่ผ่านมา

    6 yrs of Contractual period Must be count in Regular service n seniority should be maintain ....only Regular posting should be given .... Minimum Grade pay should be 4200 Let see Bjp government......be alert

  • @bmsclass8366
    @bmsclass8366 2 วันที่ผ่านมา

    Regular posting karajau up scl re

  • @damodarmishra1006
    @damodarmishra1006 2 วันที่ผ่านมา

    Patha padha prati sarakar gov.school re kipari guardian akarsita hoi nija pila ra admission karibe dhyana diantu, mid day meal dayitwa teacher nka tharu nia jau, gov school prati jana sadharana re biswasa asu , gunatmaka sikhya ra school re cross checking heu, "nahele khali master thibe pila nathibe" .

  • @pritisridas4252
    @pritisridas4252 2 วันที่ผ่านมา

    Please sir🙏vocational education ku priority diantu
    3years hela vocational teacher post baharini
    Please sir vocational teacher post bahara karantu kn nua sarakar bi pilanku nirasa karibe

  • @bhagabatsahoo3066
    @bhagabatsahoo3066 2 วันที่ผ่านมา

    SIR 194 left out elagebule High ଅନୁଦାନ ଶୀଘ୍ର ଦିଅନ୍ତୁ। ନଚେତ୍ 194 ପଞ୍ଚାୟତ ରେ ଥିବା high school ବନ୍ଦ ହୋଇ ଯିବ

  • @Factsyoumaydontknow
    @Factsyoumaydontknow วันที่ผ่านมา

    Block grant teachers nka Katha jaldi bujhiba😢😢

  • @mahendragirisarbachetana.4285
    @mahendragirisarbachetana.4285 2 วันที่ผ่านมา

    Sikhya swaasthya krishi e khetrare bahut problem achhi specific teacher mananka problem bahut achhi. Block grant para teacher jt teacher emananka samasya ku pradhanya diajau. Medical re doctor samasya abm krishi pain cold store ebm jami ku pani vyavastha heu.

  • @aparna9484
    @aparna9484 2 วันที่ผ่านมา

    ଆମ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଛି ମାତ୍ର ଦୁଇ ଜଣ ଶିକ୍ଷକ । ବଲାଙ୍ଗୀର 😂😂😂 ଗୁଣାତ୍ମକ ଶିକ୍ଷାଦାନ ସ୍ବପ୍ନ 😂😂

  • @bishnupriyapradhan1409
    @bishnupriyapradhan1409 2 วันที่ผ่านมา

    Sabu job ru contractual hatilaa kintu teacher mana nkara hatilaa nahin kete teacher mana nka dukha bujhibe future kahiba

  • @payalmohanty3994
    @payalmohanty3994 17 ชั่วโมงที่ผ่านมา

    Sir ama school re 700 pila matra 7 jana teacher.....hostel school aeta....teacher rotation re messing bujhuibe pathapadheiba hamper houchi ....teacher appointment deantu sir🙏

    • @payalmohanty3994
      @payalmohanty3994 17 ชั่วโมงที่ผ่านมา

      Govt.ssd high school Battaguda ,Kandhamal district

  • @user-pg2lm7ek5q
    @user-pg2lm7ek5q 2 วันที่ผ่านมา

    Khali kahiba na resolution bahar kariba primary teacher posting eka sangare 50000 posting dei history create kariba.

  • @mohanbhoi7191
    @mohanbhoi7191 2 วันที่ผ่านมา +1

    JT nijukti kebe daba?????