ଭୋକ | BHOKA | EITA JIBANA | ODIA GAPA | ODIA KAHANI | ODIA STORY | MANOJ MOHAPATRA | MAHASWETA SAHOO

แชร์
ฝัง
  • เผยแพร่เมื่อ 30 พ.ย. 2024

ความคิดเห็น • 15

  • @nirupamakar9697
    @nirupamakar9697 ปีที่แล้ว +3

    ଚମତ୍କାର ସୃଜନ ଏବଂ ଉପସ୍ଥାପନା

  • @abhimanyubiswal
    @abhimanyubiswal ปีที่แล้ว +3

    ଗଳ୍ପ ଓ ଉପସ୍ଥାପକ ଉଭୟ ମନଛୁଆଁ । ଗାଳ୍ପିକାଙ୍କୁ ସାଧୁବାଦ ।

  • @sandhyaranimohalik6046
    @sandhyaranimohalik6046 ปีที่แล้ว +3

    ଖୁବ୍ ସୁନ୍ଦର ଗଳ୍ପ। ଗାଳ୍ପିକାଙ୍କୁ ଧନ୍ୟବାଦ୍

  • @missbabita3932
    @missbabita3932 ปีที่แล้ว +3

    Bahut sunder🙏

  • @prasanna6821
    @prasanna6821 ปีที่แล้ว +2

    ସୁନ୍ଦର କଥନ
    ସୁନ୍ଦର କଥା
    ଉଭୟଙ୍କୁ ଅଜସ୍ର ସ୍ନେହ ଓ ଶୁଭେଛା।❤❤

  • @biswabharatidash6542
    @biswabharatidash6542 ปีที่แล้ว +3

    ଖୁବ୍ ସୁନ୍ଦର୍ ଗପଟିଏ । କାହାଣୀକୁ କହିବା ଓ ସଂଳାପ ବି ଚମତ୍କାର 👌👌

  • @simplepleasures5575
    @simplepleasures5575 ปีที่แล้ว +2

    So Nice ❤

  • @himanshugalpakabita1461
    @himanshugalpakabita1461 ปีที่แล้ว +2

    ବହୁତ ଭଲ ଲାଗିଲା ଉପସ୍ଥାପନା... ମହାଶ୍ୱତା ମଡାମଙ୍କ ଗଳ୍ପ ଅତି ଚମତ୍କାର । ସମାଜ ସୁଧାର ପାଇଁ ଏ ଲେଖା ଅତ୍ୟନ୍ତ ଭାବୁକ ଓ ଶିକ୍ଷାପ୍ରଦ ।💐💐

  • @subratghadei3837
    @subratghadei3837 ปีที่แล้ว +3

    Sir 🙏🏽🙏🏽

  • @rashminanda3766
    @rashminanda3766 5 หลายเดือนก่อน +1

    Bahut Sundar

  • @Changethelifestyle-z9v
    @Changethelifestyle-z9v ปีที่แล้ว +3

    ଖୁବ୍ ସୁନ୍ଦର ଗଳ୍ପ। ଗାଳ୍ପିକା ମହାଶ୍ଵେତାଙ୍କୁ ଅଜସ୍ର ସାଧୁବାଦ ଏଇ ସୁନ୍ଦର ବାସ୍ତବଧର୍ମୀ ଗଳ୍ପ ନିମନ୍ତେ। ଉପସ୍ଥାପନାରେ ମନୋଜ ବାବୁଙ୍କ ଆବେଗମୟ ସ୍ଵର ଗଳ୍ପକୁ ଆହୁରି ଜୀବନ୍ତ କରିପାରିଛି। ସେଥିପାଇଁ ତାଙ୍କୁ ମଧ୍ୟ ଆନ୍ତରିକ ଧନ୍ୟବାଦ।

  • @hemanginidash4633
    @hemanginidash4633 ปีที่แล้ว +3

    ଖୁବ୍ ସୁନ୍ଦର ଗପ। ସୁନ୍ଦର ଉପସ୍ଥାପନା। ମନୋଜ ସାର୍ ତଥା ମହାଶ୍ୱେତାଙ୍କୁ ଶୁଭେଚ୍ଛା।💐💐

  • @nalinibehera9328
    @nalinibehera9328 ปีที่แล้ว +2

    ଆଃ,,,,,, ବହୁତ ଛୁଇଁଲା। ମହେଶ୍ବେତା ଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଧନ୍ୟବାଦ ଏପରି ଗପଟିଏ ପାଇଁ। ହୃଦୟ ରୁ ବଧାଇ ❤️❤️❤️

  • @bandanasamal5131
    @bandanasamal5131 10 หลายเดือนก่อน +1

    ଆଖି ଭିଜିଗଲା। ବାସ୍ ଶବ୍ଦ ଶୂନ୍ୟ
    ,,,,,,,,,,,ଏମିତି ଗାଳ୍ପିକା କଂର ଜୟ ହେଉ।

  • @subratghadei3837
    @subratghadei3837 ปีที่แล้ว +2

    🙏🏽🙏🏽