ପହଣ୍ଡି ବେଳେ ରଥରୁ ପଡିଗଲେ ବଡ ଠାକୁର, ସେବାୟତ କହିଲେ ପ୍ରଭୁଙ୍କ ଇଚ୍ଛା | Nandighosha TV

แชร์
ฝัง
  • เผยแพร่เมื่อ 8 ก.ค. 2024
  • ପହଣ୍ଡି ବେଳେ ରଥରୁ ପଡିଗଲେ ବଡ ଠାକୁର, ସେବାୟତ କହିଲେ ପ୍ରଭୁଙ୍କ ଇଚ୍ଛା | Nandighosha TV
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    TH-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

ความคิดเห็น • 67

  • @hariharpradhan1177
    @hariharpradhan1177 15 วันที่ผ่านมา +12

    କୋଟି ଓଡ଼ିଆର ହୃଦୟ ସ୍ପନ୍ଦନ କ୍ଷଣିକ ପାଇଁ ଅଟକିଗଲା ଭଳି ଲାଗିଲା😭😭😭😭

  • @MamaSahoo-kz1we
    @MamaSahoo-kz1we 15 วันที่ผ่านมา +10

    ପୁରୀ ରେ ପ୍ରଥମ ଥର ଦେଖିବା କୁ ମିଳିଲା , ପ୍ରଭୁ ଜଗନ୍ନାଥଙ୍କ ନିତି କାନ୍ତି ରେ କ'ଣ ଭୁଲ୍ ହୋଇ ଚି😢 ସେଥିପାଇଁ ଅଘଟଣ ଘଟିଛି, ତ୍ରାହି ମା ହାମ ତ୍ରାହି ମାଁ ମ୍,ଜୟ ଜଗନ୍ନାଥ

  • @santoshparida1098
    @santoshparida1098 15 วันที่ผ่านมา +3

    ମହାପ୍ରଭୁ ବଡ଼ ଠାକୁର ତଳେ ପକାଇ ଦେଇ ଭଲ କରିନ ସେବାୟତ ମାନେ ତୁମକୁ ସାର ବିଶ୍ବ ବାସି କ୍ଷମା କରିବେ ନାହିଁ

  • @SatyaPattanaik20
    @SatyaPattanaik20 15 วันที่ผ่านมา +4

    ଦୟାକରି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତୁ ନାହିଁ।ଡୋର ବନ୍ଧା ହୋଇନଥିଲା ମାନେ କ'ଣ ରଥଯାତ୍ରା କିମ୍ବା ପହଣ୍ଡି ନୁଆ ନୂହେଁ ପ୍ରତ୍ୟେକ ବର୍ଷ ମହାପ୍ରଭୁ ନବଦିନାତ୍ମକ ଘୋଷଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚାରିଥର ପହଣ୍ଡି କରିଥାନ୍ତି।

  • @studiokhushi9690
    @studiokhushi9690 15 วันที่ผ่านมา +4

    ଭଗବାନ ଝୁଣ୍ଟି ପଡିଲେ ଟିକେ, ଆଉ ପରୀକ୍ଷା କରୁଥିଲେ ତୁମେମାନେ ନିଜକୁ ବାହୁବଳୀ ସେବାୟତ କହୁଥିଲ ସେଥିପାଇଁ ସେ ତୁମ ବଳ ର ପରାକ୍ରମ ଜାଣିବା ପାଇଁ ଏ ଅଭିନୟ କଲେ , ତୁମ ନିଜକୁ ବାହୁବଳୀ ସେବାୟତ କହିବୁଲୁଥିବା ଗର୍ବ କୁ ଭାଙ୍ଗିଦେଇଛନ୍ତି ସେ ସବୁ ତାଙ୍କ ମାୟା

  • @skkhuntia7901
    @skkhuntia7901 14 วันที่ผ่านมา

    🕉 OM NAMO BHAGABATE VASUDEBAYA NAMAH JAY JAGANNATH 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🕉

  • @SantoshKhuntia-xw2bd
    @SantoshKhuntia-xw2bd 15 วันที่ผ่านมา +4

    Panda nka ra besi masti helani

  • @biswaranjanacharya7542
    @biswaranjanacharya7542 15 วันที่ผ่านมา

    ଲୀଳା ମୟଙ୍କ ଲୀଳା ଅପାର ସେ ହିଁ ସବୁରି ମୂଳରେ ତାଙ୍କ ମାୟା ସେ ବୁଝିବେ ଜୟ ଜଗନ୍ନାଥ 🙏

  • @sidharthadas124
    @sidharthadas124 15 วันที่ผ่านมา +4

    ମାଳିକାରେ ଲେଖା ହୋଇଥିଲା ଯେ, ନାରୀ ଯେବେ ପୁରୁଷ ଠାରୁ ଆଠ ଗୁଣେ କାମକରିବେ, ଉଗ୍ର ରୂପ, ଶକ୍ତିଶାଳି ଆଉ ବଳୁଆ ହେବେ, ତେବେ କଳିଯୁଗ ଖୁବଶୀଘ୍ର ଶେଷ ହେବା କୁ ପାଖେଇ ଆସିବ, ସେହିଦିନ ଘୋର୍ କଳିଯୁଗ ହିଁ ହେବ। ବର୍ତ୍ତମାନ ସମୟରେ ଝିଅମାନେ ପୁରୁଷ ଭଳିଆ ହୋଇଥିବାରୁ ତେଣୁ ଯୁଗ ବହୁତ ଖରାପ ହୋଇଯାଉଛି, ସେଥିପାଇଁ ବର୍ତ୍ତମାନ ସମୟ ହେଉଛି ପୁରା ଘୋର୍ କଳିଯୁଗ।
    ଉଦାହରଣ:-
    ଯଦି ଝିଅମାନେ କାର୍ ଚଳାଇ ପାରିବେ, ଯଦି ଝିଅମାନେ ବାଇକ୍ ଚଳାଇ ପାରିବେ, ଯଦି ଝିଅମାନେ ବିମାନ ଉଡ଼ାଇ ପାରିବେ, ଯଦି ଝିଅମାନେ ପୋଲିସ୍ ଏବଂ ସୈନିକ ହୋଇପାରିବେ, ଯଦି ଝିଅମାନେ ଯୁଦ୍ଧ କରିପାରିବେ, ଯଦି ଝିଅମାନେ ଗ୍ୟାଙ୍ଗଷ୍ଟର ଏବଂ ଡନ୍ ହୋଇପାରିବେ, ଯଦି ଝିଅମାନେ ବଡି ବିଲଡର୍ ହୋଇପାରିବେ, ଯଦି ଝିଅମାନେ ଭାରୀ ଓଜନ ଜିନିଷ ଉଠାଇ ପାରିବେ, ଯଦି ଝିଅମାନେ ପୁରୁଷଙ୍କ ସହିତ ସମାନ ହୋଇପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି କାମ କରିପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି ଶକ୍ତିଶାଳୀ ଓ ବଳୁଆ ହୋଇପାରବେ, ଯଦି ଝିଅମାନେ ପୁରୁଷଙ୍କ ପରି ସବୁକିଛି କରିପାରିବେ, ତେଣୁ ଯୁଗ ବହୁତ ବେଶୀ ଆଧିକ ଖରାପ ହେବ ଏବଂ ଏହି ସବୁ କାରଣରୁ ଆମ ପୁଅମାନଙ୍କୁ ବହୁତ ପ୍ରଭାବ ପକାଇବ| ଏହି ପ୍ରଭାବ ପକେଇବା କାରଣରୁ ପୁଅମାନଙ୍କର ପୁରୁଷ ହେବାର କିଛି ମୁଳ୍ୟ ରହୁନାହିଁ ଆଉ ପୁଅମାନେ କାପୁରୁଷ, ଦୁର୍ବଳ ହୋଇଯାଉଛନ୍ତି। ଆଉ ଝିଅମାନେ ମର୍ଦ୍ଦ ହୋଇ ବହୁତ ଫାଇଦା ଉଠାଉଛନ୍ତି।
    ଏହି ପରି ଝିଅମାନେ ଘୋର୍ ଅଧର୍ମ କରୁଛନ୍ତି | କିନ୍ତୁ ଏହି ଝିଅମାନଙ୍କୁ ବିନାଶ ହେବ|
    ନାରୀମାନେ କେବଲ ନାରୀ ପରି ରହିବା ଉଚିତ୍। ନାରୀମାନେ କେବେ ପୁରୁଷ ପରି ହେବା ଟା ଜମା ଉଚିତ୍ ନୁହେଁ। ନାରୀମାନେ ପୁରୁଷ ପରି ହେବା ଟା ଘୋର୍ ଅଧର୍ମ।

    • @Jeetu813
      @Jeetu813 15 วันที่ผ่านมา +1

      Tu pagla ta ki be😂 tu badhe janinu tara maa Tate janma kala bele kete kasta sahichi .au tu kahuchu semane binasa hebe boli .tahele tara maa b. Binasa heba nichya😂

    • @alpanasatapathy9639
      @alpanasatapathy9639 15 วันที่ผ่านมา +1

      @@sidharthadas124 tame bodhe nari nka too sabu guna re kam...au...so dekhiki sahi paruna au....malika re kou page re lekha heichi ho bhai...jebe purusa nija purusa pania pai nari ra ijat neichi ..sebe kn heichi..seita Mahabharat kahuchi...au asila athi prabachana pai....purusa kamisan re misijaa..bhala hwba🤣🤣🤣🤣

    • @Lija11111
      @Lija11111 15 วันที่ผ่านมา +1

      Shame on this statement 😢

    • @dipsrisrianshientertainmen9931
      @dipsrisrianshientertainmen9931 15 วันที่ผ่านมา +1

      Maa durga ,maa kali se jagata janani nku Kain puja karucha se ta nari na . Nari na thile srusti nahin .

    • @maharajbikash5817
      @maharajbikash5817 14 วันที่ผ่านมา

      Ki ଭଳି ନିଚ ମାନସିକତା ଭାରି ରହିଛି

  • @sorotoka9717
    @sorotoka9717 15 วันที่ผ่านมา

    ବହୁତ ଦୁଃଖଦ ଘଟଣା ମହବାହୁ ସମସ୍ତ ଙ୍କୁ କ୍ଷମା କରି ଦିଅନ୍ତୁ ଯଦି କାହାର କିଛି ଭୁଲ ହେଇ ଛି 🙏ଆପଣ ତ ସବୁ ଜାଣି ଛନ୍ତି

  • @elinadreamworld
    @elinadreamworld 15 วันที่ผ่านมา +1

    Tame kn ahata heicha, Bada thakura padigale se chinta nanhi. Bada thakuranku kete kasta heithiba

  • @sabyasachimishra5214
    @sabyasachimishra5214 15 วันที่ผ่านมา +3

    Sabu panda manka dosa au mahapravu nka na Kai naucha

  • @user-nw7xc6if8d
    @user-nw7xc6if8d 15 วันที่ผ่านมา

    Jay Jagannath

  • @sushantabehera5282
    @sushantabehera5282 15 วันที่ผ่านมา

    Jay Jagannath 🙏

  • @ChandraShekharMuduli-nv2tb
    @ChandraShekharMuduli-nv2tb 15 วันที่ผ่านมา

    Jay jagannath 🙏🙏

  • @odishamoodisha_india
    @odishamoodisha_india 15 วันที่ผ่านมา

    He prabhu 😢😢😢

  • @uamkantamirdha5264
    @uamkantamirdha5264 14 วันที่ผ่านมา

    Naveen best thila se jaha heu

  • @wildnature639
    @wildnature639 14 วันที่ผ่านมา

    Bhagwan ku neiki rajanti kale au kan haba

  • @baikunthacharanrout7754
    @baikunthacharanrout7754 15 วันที่ผ่านมา

    🙏🙏🙏

  • @saratnayak1567
    @saratnayak1567 15 วันที่ผ่านมา

    Due to sevayats monopoly such incidents happened.

  • @pratyaygoswami315
    @pratyaygoswami315 15 วันที่ผ่านมา

    😢😢

  • @jagannathbarik324
    @jagannathbarik324 15 วันที่ผ่านมา +1

    Ghor kalijuga
    Prathme chandan purnima re bana bisporana
    Then aji ghor anyaya

  • @naturalmoments363
    @naturalmoments363 15 วันที่ผ่านมา +2

    Bhagwan nku aahata kala se bisayare kichhi kuha, bhul sabu tumara

  • @swapnilpanigrahi6711
    @swapnilpanigrahi6711 15 วันที่ผ่านมา +2

    Micha khibara durandro amana

  • @user-tv1pq1qd1z
    @user-tv1pq1qd1z 15 วันที่ผ่านมา

    Au ni

  • @swarajpatra7203
    @swarajpatra7203 15 วันที่ผ่านมา

    Government upare prbhu ragichati...
    Ratnvandara kholiba
    Kn gote bada bipada ku ame dakiba...

  • @Bighappy888
    @Bighappy888 15 วันที่ผ่านมา +1

    Sabu bekhatri karuchhanti

  • @dillipnayak1090
    @dillipnayak1090 15 วันที่ผ่านมา

    Kichi hoeni aaga ku deakha kn hauchi
    Chaka àkhi sabu deakhuchibmahaprabhu

  • @PratapchadraDas
    @PratapchadraDas 11 วันที่ผ่านมา

    ପଛପଟ ଡୋରି ବନ୍ଧା ହୋଇନଥିବାରୁ ମହାପ୍ରଭୁ ପଡି ଗଲେ ଏଥିପାଇଁ ଯିଏ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵାଦରକାର ମହାପ୍ରଭୁଙ୍କ ଅଙ୍ଗ ରକ୍ଷକ ମାନେ କ'ଣ କରୁଥିଲେ ପିଲାମାନଙ୍କ ଉପରେ ଦୋଷ ଲଦି ଦେଇ ନିଜ ଭୁଲକୁ ସ୍ଵିକାରନକରି ଖସି ଯିବାକୁ ଚେଷ୍ଟା କରୁଛନ୍ତି ପ୍ରାସାସନ ଙ୍କୁ ଅନୁରୋଧ ପ୍ରଥମେ ଭଲଭାବରେ ଅନୁସନ୍ଧାନ କରି ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ

  • @prasantapattanaik862
    @prasantapattanaik862 13 วันที่ผ่านมา

    ଡୋର କାହିଁକି ବନ୍ଧା ହେଇ ନ ଥିଲା? ଏହା କାହାର କାମ? ସେମାନଙ୍କୁ ସବୁ ଦିନ ପାଇଁ ବାସନ୍ଦ କରାଯାଉ। ମହାପ୍ରଭୁ ପଡିଗଲେ କିନ୍ତୁ କିଛି ନାହିଁ।ଖାଲି ସେବାୟତ ଆଘାତ ହେବା କଥା ବାରମ୍ଵାର କହୁଛନ୍ତି। କର୍ତ୍ତବ୍ୟ ରେ ଅବହେଳା କରିଛନ୍ତି ଆଘାତ ହେବେ ନାହିଁ। ଅବହେଳା କରି ପ୍ରଭୁଙ୍କ ଲୀଳା କହିବ।କୋଉ ଝିଅ ଅନୈତିକ କାର୍ଯ୍ୟ କରି ମାତୃତ୍ଵ ହାସଲ କଲେ ତମେ କହିବ ପ୍ରଭୁଙ୍କ ଲୀଳା ୟେ। ଜଗନ୍ନାଥ ଦେଲେ।

  • @alpanasatapathy9639
    @alpanasatapathy9639 15 วันที่ผ่านมา +3

    Dayakariki ahaku issue create na karajau...

    • @Zanil-kr7ll
      @Zanil-kr7ll 15 วันที่ผ่านมา +3

      BJP ra kichhi dosa nahi sabu BJD ra dosa

    • @lipun1531
      @lipun1531 15 วันที่ผ่านมา

      Se ebe power re nahi😂😂​@@Zanil-kr7ll

    • @Zanil-kr7ll
      @Zanil-kr7ll 15 วันที่ผ่านมา +1

      @@lipun1531 😁😁😁 andhabhakta nka paine BJD ra sabu dosa

    • @lipun1531
      @lipun1531 15 วันที่ผ่านมา +1

      @@Zanil-kr7ll tike pare bjp Bala kahibe pandu ra plan eita😂 se janiki karibaku kahithila

    • @user-ke8ol7zj7o
      @user-ke8ol7zj7o 15 วันที่ผ่านมา

      ​@@lipun1531nichita pandura kama

  • @A0YOUTUBE
    @A0YOUTUBE 13 วันที่ผ่านมา

    ye sale ei katha kahiki khasi jau6anti 😢

  • @umakntaumaknta7838
    @umakntaumaknta7838 15 วันที่ผ่านมา

    Sabu bhul sebajat mankar

  • @kingcobra5909
    @kingcobra5909 15 วันที่ผ่านมา

    Bjp Sarkar ku asiche dekha odisha re kn sabu houchi bjp rajanite karuchi Bhagavan nku neike .....

  • @smrutirekhanayak2361
    @smrutirekhanayak2361 15 วันที่ผ่านมา

    kahinki aghatana ghatuchi chapa khela re b aghatana ghatithila

  • @rockin-rk
    @rockin-rk 15 วันที่ผ่านมา +1

    ଏ ଶାଳା ପାଣ୍ଡୁ କୁଆଡ଼େ ଗଲା l 😀😀😀😀

    • @debashispattanayak1103
      @debashispattanayak1103 15 วันที่ผ่านมา

      Tama ghara khata tale thiba dekhe

    • @rockin-rk
      @rockin-rk 15 วันที่ผ่านมา

      @@debashispattanayak1103 କାଇଁ ଆମ ଘରେ କଣ ନବୀନା ରହୁଛି କି ? ? ?

    • @kingcobra5909
      @kingcobra5909 15 วันที่ผ่านมา

      Bhai re se to maikena nahele to maa pakha re soithiba

    • @rockin-rk
      @rockin-rk 15 วันที่ผ่านมา

      @@debashispattanayak1103 ତୁମ ଘରୁ ଖେଳ ସରିଗଲା କି

    • @rockin-rk
      @rockin-rk 15 วันที่ผ่านมา

      @@kingcobra5909 ତୋ ମାଇକିନା ତୋ ମାଆ ପାଖରୁ ମନ ଭରିଗଲା କି