Pranam Guruji 🙏 atiki kahibi amaku jie gadhichi sie jane ae Kalijuga re kan sabu karma kariba paen chahney. Amaku mun sabda ku bhuli jibaku heba . Karana mun boli kichi nahi ae sarira pancha Bhuta re tiari au energy hela Siba shakti jaha ae sarira ku niyantrana karuchi tenu so hum sabda ku bujhi sei srusti ra karta parama shakti nikata re njaku samrpi dele au mun karuchi boli sei aham ru mukti miliba . Aham ku chadi parama shakti nka prema ku bujhi sei prema dwara kipari ae jantra rupaka sharira ra tantra ku thik kariba sei rasta re gamana kariba uchit heba. Prakruta jnyana ra abasyakata nischay rahichi. Beda upanishad dwara mili pariba. Dhanyabad prabhu 🙏
Right time right point super power full really bat avi Nehi to Kavi Nehi United We stand devaided we fall very nice very good job thanks sadkhusrho servevavanntusukhi sukhina love all serv all jayjgnathth Swami omsairam
AMU VRINDAVAN JAI DEKHICHHI JE BAZAR RE GOTE ANDA (EGG) DEKHIBAKU PAILINAHIN,KINTU BADADANDA JAGATARA MALIK PRAVU SRI SRI JAGANNATH ARADHYYA DEVATA ........BADADANDA SARA FIRST FOOD mala mala😂😂😂😂😂😂😂😂😂😅😅😅😅
Sir pranam mu jajpurru kahouchi mu gota garatia karibi apana tika bastudakhi sathike tathya dai paribaki prais kata kahiba anurodha rahila anyajana bastubitku pacharithile sa 20 hajara kahila mu paribine sir sathipani garakhanda kariparni apananka apakha pranama🙏
ମୃତ୍ୟୁଞ୍ଜୟ ଦାସସନାତନ ଧର୍ମର ପ୍ରଚାର ପାଇଁ ଧନ୍ୟବାଦ
ବହୁତ ଭଲ ଲାଗିଲା, ସନାତନ ସଂସ୍କୃତି କୁ ବୁଝିବାକୁ ହେଲେ ପ୍ରଥମେ ନିଜକୁ ବଦଳେଇବାକୁ ପଡିବ ।
ଜୟ ଜଗନ୍ନାଥ 🙏🙏 ଜୟ ସନାତନ 🙏🙏🚩🚩
ବହୁତ ସୁନ୍ଦର ଜ୍ଞାନମାର୍ଗ ଶିକ୍ଷାଦାନ କରିଥିବାରୁ ଆପଣମାନଙ୍କୁ ମୋର ପ୍ରଣାମ 🙏🙏🚩🚩
ଧନ୍ୟବାଦ୍ ଆପଣଙ୍କୁ ସନାତନ ଧର୍ମ ବିଷୟରେ ଆଗକୁ ଆଣିଥିବାରୁ ଜୟ ଜଗନ୍ନାଥ
ଏଭଳି ନିରାଟ ସତକଥା କହିଥିବାରୁ ହେ ବ୍ରାହ୍ମଣ ମହାଶୟ ଆପଣଙ୍କୁ ମୋର ପ୍ରଣାମ
ସୁନ୍ଦର ସାକ୍ଷାତକାର 👌, ବହୁତ ଭଲ ଲାଗଲା ଏବଂ ଅନେକ ସଚେତନତା ଆଣି ଦେଲା
ସୁଧାଂଶୁ ବାବୁଙ୍କୁ ମୁ ଧନ୍ୟ baad
ଜୟ ଜଗନ୍ନାଥ। ଜୟ ସନାତନ
ହିନ୍ଦୁଧର୍ମରେ କେବଳ ବ୍ରାହ୍ମଣ ମାନେ ପୂଜା ମନ୍ତ୍ର କରିବେ ଅନ୍ୟ ଜାତି କରିବେ ନା ନାହିଁ
ବ୍ରହ୍ମ ଯାନତି ବ୍ରାହ୍ମଣ କେଉଁଠି ଲେଖା ଯାଇଛି ?
❤guruji thik kahile
ବ୍ରାହ୍ମଣ ଅନ୍ୟ ଜାତିକୁ ଶିକ୍ଷା ଦେବା ଅପେକ୍ଷା ନିଜ ଜାତିକୁ ଭଲ ଶିକ୍ଷା ଦିଅନ୍ତୁ। ଦକ୍ଷିଣ ନାଁରେ ଅନ୍ୟ ଲୁଟିବା।
କେତେ ଲୁଟି ହେଇଗଲୁ ତୁ?
Brahmana mane ta bada chora.
Puri ku boycott kale e sabu line ku asijibe
Puri bada danda upare amisa bikiba banda heba darkar
ଜୟ ଜଗନ୍ନାଥ।ଅରୁଣ ସାହୁଙ୍କୁ ଯିଏ ଶୋଆଇଥିଲେ, ମନ୍ଦିରରେ ଦର୍ଶନ କରାଉଥିବା ସେମାନେ ସମସ୍ତେ ବ୍ରାହ୍ମଣ ନୁହନ୍ତି। ଆପଣ ସଠିକ୍ ତଥ୍ୟ ପ୍ରଦାନ କରୁନାହାନ୍ତି।😎😎😎
Halka dosa rahuchi au
ବାବା ନମସ୍କାର ଆପଣ ଙ୍କୁ ଧନ୍ୟବାଦ କିନ୍ତୁ ମନ୍ଦିର ରେ ପୁରୋହିତ ମନେ ପ୍ରଥମେ ଟଙ୍କା ତାପରେ ଦର୍ଶନ କର
ଅଳ୍ପ ବିଦ୍ୟା ଭୟଙ୍କରୀ.....
ଅହୁରି ବହୁତ kichi ଶିଖିବାର ଅଛି ଏ ମୃତ୍ୟୁଞ୍ଜୟ ମହାଶୟଙ୍କୁ
Loved " bada ethi jagatare jaane." 🙏
Pranam Guruji 🙏 atiki kahibi amaku jie gadhichi sie jane ae Kalijuga re kan sabu karma kariba paen chahney. Amaku mun sabda ku bhuli jibaku heba . Karana mun boli kichi nahi ae sarira pancha Bhuta re tiari au energy hela Siba shakti jaha ae sarira ku niyantrana karuchi tenu so hum sabda ku bujhi sei srusti ra karta parama shakti nikata re njaku samrpi dele au mun karuchi boli sei aham ru mukti miliba . Aham ku chadi parama shakti nka prema ku bujhi sei prema dwara kipari ae jantra rupaka sharira ra tantra ku thik kariba sei rasta re gamana kariba uchit heba. Prakruta jnyana ra abasyakata nischay rahichi. Beda upanishad dwara mili pariba. Dhanyabad prabhu 🙏
Apanka Katha 100 % Correct . Manisara Manisa pania Marigalani Passu tharu Hina .
ଆମିଷ ଖାଇବା ଆମ ସଂସ୍କୃତି ପରମ୍ପରା. ଓଡ଼ିଆ ବଙ୍ଗାଳୀ ମୈଥିଳୀ ବିହାରୀ ଆସାମୀ କାଶ୍ମୀରର ପଣ୍ଡିତ ଆଦି ବ୍ରାହ୍ମଣ ମଧ୍ୟ ଆମିଷ ଖାଆନ୍ତି. ଏ ପରମ୍ପରା 1000 1000 ବର୍ଷ ପୁରୁଣା. ଆମେ ଖାଉ ପ୍ରକୃତି କୁ ବି ଅର୍ପଣ କରୁ. ଆଜିବି ଶ୍ରୀମନ୍ଦିରରେ ଆମିଷ ଭୋଗ ବଳି ପ୍ରଥା ଅଛି.
Puri mandira re aamisa hauni abe
@Lawrence-u2l tame janina 🤣
@@sriyanshupadhi6627 tamathu adhika janichhi aasa puri dekhiba
@@sriyanshupadhi6627haan 56 bhoga re kauta non veg ? Aau jauta kaucha seta apa sanskruti .
କୋଉଠୁ ଆସିଲ ସପନ ବାବୁ😂
Perfectly you said ❤❤jay jagannath ❤❤❤
Loved the end. Good question. 🙏
Podcast ti niyai upare alochana hela bhola lagila bhai
Jay jagannathjaypanchasakha Jayguruswami kesabanarayan jaygurubhi
Agree on "self reflection."
ସୁନ୍ଦର ଉପସ୍ଥାପନା 🙏🏽🙏🏽🙏🏽
ବାସ୍ତୁ ବେଦ ରେ 24:34 ଅଛି ବୋଲି ଆପଣ କହିଲେ, ହେଲେ ବେଦ ର କୋଉ ଶୁକ୍ତି, କୋଉ ଅଧ୍ୟାୟ ରେ ଅଛି କହିଲେ ଭଲ ହେଇଥାନ୍ତା
ପୁରା ଗାଲୁଆ ବେପାର ଚାଲିଛି ସାଇନସି ଚଳୁଛି ପୁରାଣ କୁ ଟେକୁଛି ହଇଜା ରେ କିଏ ରଖା କରିଥିଲେ ଆଗରୁ ଲୋକ ଅଳ୍ପ ଦିନ ରେ ମରୁ ଥିଲେ ଧର୍ମ ମାନେ କିଛି ଜାଣିନି ସବୁ ଠାରୁ ବଡ଼ ଧର୍ମ ମାନବ ଧର୍ମ
Awesome 👍
ଆଜ୍ଞା, ପୁରୀ ବଡଦେଉଳରେ ଦିଅଁମାନଙ୍କ ସେବା କରୁଥିବା ବ୍ୟକ୍ତିମାନେ ବ୍ରାହ୍ମଣ ନୁହନ୍ତି, ସେମାନେ ସେବାୟତ l କେବଳ ଆପଣ ନୁହନ୍ତି - ଅନେକ ଲୋକଙ୍କର ଏହି ଭ୍ରାନ୍ତ ଧାରଣା ରହିଛି l ପୁରୀ ବଡ଼ଦେଉଳରେ ବ୍ରାହ୍ମଣମାନଙ୍କର ସେବା ନାହିଁ l ସେମାନେ ମୁକ୍ତିମଣ୍ଡପ ସହିତ ସମ୍ପୃକ୍ତ l ସେବାୟତ ଓ ବ୍ରାହ୍ମଣ ଅଲଗା ଅଲଗା ଅଟନ୍ତି l
ବ୍ରାହ୍ମଣ ଶବ୍ଦଟିକୁ ବ୍ୟାଖ୍ୟା କରି ବୁଝାଇ ଦେଲେ ଦାସ ମହୋଦୟ,ସେଥିପାଇଁ କୋଟି କୋଟି ଧନ୍ୟ ବାଦ,🚩
"Nijaku nije haniki khaibe" agree.Kaliyug. Prabhu. 🙏🙏🙏🙏 I feel the same from my experience. Thank you for today 🙏.
Good vary good spake❤❤❤
ଧନ୍ୟବାଦ ଦାଶେ ❤
ପ୍ରଭୁ ସତ୍ୟ ସମସ୍ତଙ୍କୁ ବାଧେ।
ଆପଣ ବ୍ରହ୍ମ ଜାଣିଛନ୍ତି ଟିକେ କହି ଦିଅନ୍ତୁ
Bahut badhia katha sikhibaku miluchhi
Apanka katha bahut vala lagila. Supravat
ଅନ୍ୟକୁ ବ୍ରାହ୍ମଣମାନେ ବ୍ରାହ୍ମଣ ବଣେଇବେ କି, ବ୍ରାହ୍ମଣମାନେ ଚାଲାକି ଚତୁର ପାଖଣ୍ଡି
ସାନନ୍ତନ ଅର୍ଥ ତଥାଗତ ଗୌତମବୁଦ୍ଧ ହିଁ ଜାଣନ୍ତି ଆଉସବୁ ଲୋକଙ୍କୁ ପ୍ରଭୁତୁଅ ବିସ୍ତାର କରିବାର ଚାଲ 😂😂
Bahut badhiya Bhai samaj ku agh ku nabarebhl prhu jagnnath ka sari pahad tau
ଭାଇଏସବୁ ଧର୍ମ ସନାତନ ଲୋକ ଏବେ ଠାକୁର ପୂଜା ହେଲା ଠକାମି ଅକାମି କାରଣ ୮୨୫ ବର୍ଷ ହେଲା ମୋଗଲ ସାମ୍ରାଜ୍ୟରେ ୨୨୦ ଦୁଇହଜାର କୋଡ଼ିଏ ବର୍ଷ ଫିରୋଜ ଖାନ ପରିବାର ରହିଲେ ୫୦ ବର୍ଷ। ହିନ୍ଦୁ ଧର୍ମ ସନାତନର ଠାକୁର ଭାଗବତ ରାମାୟଣ ମହାଭାରତ କହୁଛ ଏହାର ଅର୍ଥ ଲୋକଙ୍କୁ ଠକିବା ପାଇଁ ସୁବିଧା ହେଉଛି
Aji ra samaj re jo loka nija ku bramhana kahuchi, sethiru 90% loka bramhana nai😢 semanka bapa bramhan boli se v nijaku bramhan kuhanti
Khali ta Brahmin chhua hele Brahmin.. je kehi thakur kuPuja kale kichi problem nahi.... God Sabu kar
🙏👍❤ thank you for today 🙏
ଜୟ ଜଗନ୍ନାଥ ସ୍ବାମୀ
Thank s sir
Jay Jagannath ...
So thanks 👍👍👍👍 right
Jay jagannath🌺🙏🌺🚩
ବ୍ରାହ୍ମଣ ମାନଙ୍କ ପାଇଁ ପୂଜା ଏକ ବେପାର. ତେଣୁ କହି କିଛି ଲାଭ ନାହିଁ
Dhanyabad
ଜୟ ଜଗନ୍ନାଥ 👏🏻👏🏻
Namo. Brahmanya. Debaya. Go. Brahmanya. Hitayacha............ Namo. Namah
ରାମ କେବେବି ନିଜକୁ ରାମାୟଣ ରେ ହିନ୍ଦୁ ବୋଲି କହି ନାହାନ୍ତି। କୃଷ୍ଣ କେବେବି ନିଜକୁ ଗୀତା ରେ ହିନ୍ଦୁ ବୋଲି କହି ନାହାନ୍ତି। ଏମାନେ ଚାଲି ଆସିଲେ ନିଜକୁ ଗର୍ବ ରେ ହିନ୍ଦୁ ବୋଲି କହିବାକୁ। ହିନ୍ଦୁ ୱର୍ଡ ମୁସଲିମ ମାନେ ଗାଳି କରିବା ପାଇଁ ଆମକୁ ଦେଇଛନ୍ତି। ଯାଇକି ସତ୍ୟର୍ଥପ୍ରକାଶ(ଦୟାନନ୍ଦ ସରସ୍ବତୀ) ବହି ପଢ । ଗର୍ବ ରେ ନିଜକୁ ହିନ୍ଦୁ କହି ମୁସଲିମ ଆଗରେ ଲଜିତ ହୁଅ ନାହି।
ପ୍ରଥମେ ନିଜେ ଠିକ ସେ ରାମାୟଣ ପଢ
ଏ ଦେଖ ଆକବର ର କେମିତି ଚାଟୁକାରିତା କରୁଥିଲ
ତଳେ ଥିବା ଲିଂକ କୁ କ୍ଲିକ କରି ପୁରା ଭିଡିଓ ଦେଖନ୍ତୁ
th-cam.com/video/gNgcFDA09Uc/w-d-xo.htmlsi=S64PfHmsU8DgMkoV
ରାମ ଶୂଦ୍ର ଶମ୍ଭୁକ ର ହତ୍ୟା କାହିକି କରିଥିଲେ । କଣ ଭଗବାନ ହୋଇ ଜଣେ ସାଧୁ କୁ ତାର ଜାତି ପଚାରି ହତ୍ୟା କରିବା ଠିକ କି।
ତଳେ ଥିବା ଲିଂକ କୁ କ୍ଲିକ କରି ପୁରା ଭିଡିଓ ଦେଖନ୍ତୁ
th-cam.com/video/BlSnS3M0oVs/w-d-xo.htmlsi=CbtV3eSV7ao8tsqs
ସିତା ଆଓ ରାବଣ ଭିତରେ ଏ କଣ ଚାଲିଛି । ଏଭଳି କଥା କୁ କେମିତି ପିଲା ମାନଙ୍କୁ କିମ୍ବା ସ୍ତ୍ରୀ ଲୋକଙ୍କୁ ବୁଝାଏବେ
ତଳେ ଥିବା ଲିଂକ କୁ କ୍ଲିକ କରି ପୁରା ଭିଡିଓ ଦେଖନ୍ତୁ
th-cam.com/video/sqYROAOdFKc/w-d-xo.htmlsi=A7h17EWqENUtPwUd
ସୁପନଖା ର ନାକ କଟିବାର କାରଣ କଣ ଏମିତି ଥିଲା
ତଳେ ଥିବା ଲିଂକ କୁ କ୍ଲିକ କରି ପୁରା ଭିଡିଓ ଦେଖନ୍ତୁ
th-cam.com/video/PI5uKDGJgg4/w-d-xo.htmlsi=2gUbzXwMjEj1nSRF
ରାମସେତୁ ଆଓ ଦ୍ଵାରିକା କାଳ୍ପନିକ
ତଳେ ଥିବା ଲିଂକ କୁ କ୍ଲିକ କରି ପୁରା ଭିଡିଓ ଦେଖନ୍ତୁ
th-cam.com/video/TNWkC8DV8Gk/w-d-xo.htmlsi=WvhFTup6-jpQzukw
ପାରାଶରସ୍ମୃତି ଏହି ଲିଂକ ରୁ ଡାଉନଲୋଡ କରି ପଢି ଦିଅନ୍ତୁ(page82-89)। ଜାତିବାଦ କିଏ କରୁଛି ଜାଣି ପାରିବେ
archive.org/details/ParasharSmritiDr.RamChandraShastri
Kau channel rational odia
Love Bhai
Janmana jayate sudra ହେଲେ ଜେ ବ୍ରାହ୍ମଣ ଘରେ ଜନ୍ମ ହୋଇଥିବା ସୁଦ୍ର ହିଁ ଆଗକୁ ବିଦ୍ୟା ଗ୍ରହଣ କରି ବ୍ରାହ୍ମଣ ହୋଇପାରିବ 😅😅😅
Hari Hari bol
ଅଶେଷ ଅଶେଷ ଧନ୍ୟବାଦ୍
Right time right point super power full really bat avi Nehi to Kavi Nehi United We stand devaided we fall very nice very good job thanks sadkhusrho servevavanntusukhi sukhina love all serv all jayjgnathth Swami omsairam
ଜୟ ଜଗନ୍ନାଥ
Jai Jagannath 🙏 🙏
100/right
Nana pranaam🙏❤Jay Jagannath❤❤❤❤❤❤
Jay Sri radhe Krishna
Niali Hero 🙏🙏🙏
God bless you very happy I'm
ଭଲ କଥାଟିଏ ଆପଣ କହିଲେ ।ଆମେ ଠା କୁରଙ୍କୁ ପ୍ରଣାମ କରୁଛେ ।ତାଙ୍କୁ ଖରାପ ଜିନିଷ କିପରି ଦେବା? ଏହା ଭାବିବା ଦରକାର। ।
Jay Jagannath ❤❤❤❤❤❤❤❤❤❤❤❤❤❤❤❤❤❤❤ super most most welcome and Jay shree Ram ❤❤❤❤❤❤❤❤❤❤❤❤❤
❤❤ jiea brhama ku janichhi brahaman
जय पर्शुराम जय गौ माता🙏🏼🙏🏼🙏🏼🚩🚩
Very nice
ବ୍ରାହ୍ମଣଙ୍କର ଗୋଟେ ବେପାର, ଗୀତାରେ, ଯଦୃବେଦ ରେ ଲେଖା ଅଛି ପ୍ରତିମା ପୂଜା କରନ୍ତୁ ନାହିଁ,ପୁଣି କରାଯାଉଛି କାହିଁଙ୍କି,କହିବେ ଯଦି କେଉଁ ପଦ ପର୍ବରେ ଲେଖାଅଛି କହିବି
Tu bepara kare
ଭାଇ ଆମେର ଆଦିବାସୀ ଗାଈ ଗାରୁ ଦେବତା ଉଦେଶରେ ବଳି କରୁ ଥିଲେ ଖାଉଥିଲେ. ଆମର ଆଦିବାସୀ ଧର୍ମ ଗାଈ ଗାରୁ ଗୁଷୁରୀ ପୂଜା କରିଟା ଭାରତ ଆଦିବାସୀ ର ଧର୍ମ ଆଟେ
Right 🙏
Jay Jagannath 🙏
ବାଣ ପାଣ (ବାଜା ) ପଠାଣ ପାଇଁ କେତେ ଖର୍ଚ୍ଚା ହୁଏ ଆପଣ ସେ ଥିରୁ ଜାଣିବେ
ଡକ୍ଟର ମାନେ ଦୁନିଆରେ ସବୁଠାରୁ ବଡ଼ ଦୁର୍ନୀତି। ଔଷଧ ବଦଳରେ ବିଷ ଦିଆ ଯାଇଛି
Now A Days Brhaman Heda Khileni Ghusuri Khauchhanti .
Drinks 🍻 Kemiti chaluchhi
ଭାରତର ମଣିଷ ସମାଜରେ ଚାରି ବର୍ଣ୍ଣ ଓ ୬୭୪୩ ଜାତି ରେ ବିଭାଜିତ କରିବା ଷଡ଼ଯନ୍ତ୍ର ପଛରେ କାହାରି ଦାୟୀତ୍ଵ ଥିଲା?
100% right puri bada dandare fast food and non veg close karajau.
ପୁରୀ ମନ୍ଦିର ରେ 36 ନିଯୋଗ, ସବୁ ବ୍ରାହ୍ମଣ ନୁହେଁ.
Jati bad apeksha seba bad shreshta.
🙏 Jay ♥️ Jagannath 🙏♥️🙏♥️🙏♥️🙏♥️
Jagannath mandir re kehi bramhan ନୁହନ୍ତି, ସବୁ ଶବର
Banda
Sabu nuhan
Jay shree jagannath 🚩
Patitapabana mahaprabhu😢😢😢
ମୁଁ ନକଲି ଘିଅ ରେ ପୁଜା କରିବାକୁ ମନା କରେ
ଗୀତା ପଢ ତା ପରେ ଜନ୍ମ ବିଷୟରେ ଜାଣିପାରିବ
👏
ବଡିହା ପୋଗ୍ରାମ
❤❤❤🙏🙏🙏
Pandita pua bilei Maine dosonahi sobu micha kohuchanti
Jai jagarnath
ଘିଅ ଖରାପ ହେଲେ ବ୍ରାହ୍ମଣର ଭୁଲ କେଉଁଠି?
AMU VRINDAVAN JAI DEKHICHHI JE BAZAR RE GOTE ANDA (EGG) DEKHIBAKU PAILINAHIN,KINTU BADADANDA JAGATARA MALIK PRAVU SRI SRI JAGANNATH ARADHYYA DEVATA ........BADADANDA SARA FIRST FOOD mala mala😂😂😂😂😂😂😂😂😂😅😅😅😅
Milabat =Marwadi culture Bharat ku sesh karidela.
Puri re complete meat n alcohol sabu ban haba uchit....tirtha ra pabitrata bajai rakhibaku haba
Dyba Balam Nanya Balam . Passu Bali Debatanka Agare Deba Sampurna Murkhata .
Sir pranam mu jajpurru kahouchi mu gota garatia karibi apana tika bastudakhi sathike tathya dai paribaki prais kata kahiba anurodha rahila anyajana bastubitku pacharithile sa 20 hajara kahila mu paribine sir sathipani garakhanda kariparni apananka apakha pranama🙏
No
Sanatan kahaku kahiba.