ମହିମା ଧର୍ମ ମାନବ ସମାଜକୁ କି ଶିକ୍ଷା ଦିଏ | ମହିମା ଧର୍ମ ବିଷୟରେ ମାଳିକାରେ କଣ ଲେଖାଅଛି | Bhima Bhoi Malika

แชร์
ฝัง
  • เผยแพร่เมื่อ 12 ม.ค. 2025

ความคิดเห็น • 33

  • @bholasankarbehera275
    @bholasankarbehera275 หลายเดือนก่อน +6

    Guru bramha mahima alekha bramha sarana

  • @Socialawrenes
    @Socialawrenes หลายเดือนก่อน +10

    ମହିମା ଧର୍ମ ପ୍ରଥିବିର ଶ୍ରେଷ୍ଟ ଧର୍ମ ସେ ଅନ୍ଦ ନ ଥିଲେ ବ୍ରାହ୍ମଣ ବାଦ୍ ସେମିତି ପ୍ରଚାର କରିଛି

  • @DebarajMahimaproduction
    @DebarajMahimaproduction หลายเดือนก่อน +2

    ଅଲେଖ ମହିମା ଶରଣଂ ❤❤❤

  • @sambalpurimahakpresents5760
    @sambalpurimahakpresents5760 หลายเดือนก่อน +1

    Guru mahima alekha ❤

  • @RupeshSunani-x5n
    @RupeshSunani-x5n 29 วันที่ผ่านมา +1

    Alekha mahima saranam 🙏🙏🙏🙏

  • @sushreebiswal8005
    @sushreebiswal8005 หลายเดือนก่อน +3

    Jay guru mahima alekh 🙏🙏🚩🚩🙏🙏🚩🚩🙏🙏🚩🚩🙏🙏

  • @rangadharbairagi5533
    @rangadharbairagi5533 หลายเดือนก่อน +10

    ମହିମା ଧର୍ମର ଆଦ୍ଯ ପ୍ରଚାରକ ମହିମା ସ୍ବାମୀ ଭୀମଭୋଇ ନୁହଁନ୍ତି,ଭୀମଭୋଇ ହେଉଛନ୍ତି ମହିମା ପ୍ରଭୁଙ୍କର ଆଦ୍ଯ ଗୃହସ୍ଥ ଭକ୍ତ।

    • @saumendrajena1286
      @saumendrajena1286 หลายเดือนก่อน +1

      Mahima swami alekha dharma prachar karithilea jibajagatara udhara pain ♥️ ❤️ ❤
      Guru param bramha moha mahima alekha ❤️ 🙏

    • @lijadas1547
      @lijadas1547 หลายเดือนก่อน

      Alekha mahima saranam 🙏

    • @hrudanag1448
      @hrudanag1448 15 วันที่ผ่านมา

      Yes

  • @jagamohanmajhi8750
    @jagamohanmajhi8750 3 วันที่ผ่านมา

    Alekha mahima saranam

  • @MamataNayak-gt3iq
    @MamataNayak-gt3iq หลายเดือนก่อน +2

    ❤ ଜୟରାଧେରାଧେ 🌺 ଜୟମାଳିକାଵଚନ ❤

  • @NiranNagesh-o8k
    @NiranNagesh-o8k 11 วันที่ผ่านมา

    Alekha mahima

  • @Chihiruvlog
    @Chihiruvlog หลายเดือนก่อน +1

    ଓଁ କେଶବାୟ ନମଃ 🙏

  • @binatirana2965
    @binatirana2965 หลายเดือนก่อน +1

    ❤❤❤❤❤❤❤❤❤❤ Saran

  • @SNSPIRITUALLIVE
    @SNSPIRITUALLIVE หลายเดือนก่อน +1

    Guruswami 🙏🙏🙏🌺🌺🌺🌹🌹🌹

  • @RanaPratapBibhar
    @RanaPratapBibhar หลายเดือนก่อน +3

    ମହିମା ଧର୍ମ ହେଉଛି ଆରୁପବ୍ରହ୍ମମ ଆଉ ତୁମ ହିଦୁ ଧର୍ମ ହେଉଛି କାଷ୍ଠ ପାଷାଣ ମୂର୍ତ୍ତି ଫଟୋ ସ୍ୱରୂପ ବ୍ରହ୍ମ ଦୁଇ ଧର୍ମରେ ବହୁତ ପାର୍ଥକ୍ୟ ରହିଛି ସମାନ ଭାବରେ କାହିଁକି ଯୋଡୁଛ ହିନ୍ଦୁ ଧର୍ମ ହେଉଛି ବେଦ ଆଉ ମହିମା ଧର୍ମ ହେଉଛି ନିର୍ବେଦ କେବେବି ସମାନ ନୁହେଁ
    ହିନ୍ଦୁ ଧର୍ମରେ ଈଶ୍ୱରଙ୍କୁ ବ୍ୟାଖ୍ୟା ଓ ରୂପ ଦେଇ ମନ୍ଦିରକୁ ଈଶ୍ବରଙ୍କ ନିର୍ଦ୍ଦିଷ୍ଟ ଜାଗା ଭାବନ୍ତି କିନ୍ତୁ ମହିମା ଧର୍ମରେ ସମସ୍ତ ଉଦ୍ଭିଦ ଓ ପ୍ରାଣୀଙ୍କ ପ୍ରାଣ କୁ ଈଶ୍ୱର ଏବଂ ଶରୀରକୁ ମନ୍ଦିର ବୋଲି ଗ୍ରହଣ କରନ୍ତି । ହିନ୍ଦୁମାନେ ବାହ୍ୟ ବ୍ରହ୍ମାଣ୍ଡରେ ଈଶ୍ୱରଙ୍କୁ ଖୋଜନ୍ତି ଯେଉଁଟାକି ମନ୍ଦିର ,ମଠ,ଗଙ୍ଗା,ଧାମ ଇତ୍ୟାଦି
    ମହିମା ଧର୍ମରେ ପ୍ରାଣୀ ଉପରେ ଉପକାର କରି ଈଶ୍ୱର ଙ୍କୁ ବା ପରମାତ୍ମକୁ ଅନୁଭବ କରନ୍ତି
    ହିନ୍ଦୁ ଧର୍ମରେ ଜାତି ଦେଖନ୍ତି
    ମହିମା ଧର୍ମରେ ଜାତି ନଖୋଜି ମୁକ୍ତି ଖୋଜନ୍ତି ଭେଦଭାବ ନକରି ଛପନ୍ନକୋଟି ଜିବାଜଗତକୁ ସମ୍ମାନ କରି ଏମାନଙ୍କ ଦୁଃଖ କଷ୍ଟ ଉଦ୍ଧାର ପାଇଁ ମହିମା ସାଧୁମାନେ ସବୁବେଳେ ପ୍ରଭୁଙ୍କୁ ଡାକନ୍ତି

    • @arajithinducreation793
      @arajithinducreation793 4 วันที่ผ่านมา

      ମହିମା ଅଲେଖ 🙏ଯାହା କହୁଛ ସେସବୁ ଠିକ ତ

  • @mahimaSarakatha1
    @mahimaSarakatha1 หลายเดือนก่อน

    Guru mahima Alekha sarana 🙏

  • @Socialawrenes
    @Socialawrenes หลายเดือนก่อน +14

    ଭୀମ ଭୋଇ ଙ୍କ କଥା କହିବ ନ୍ୟାୟୀ ଲୋକ ହେବା ଦରକାର ଠକ ବାମନ ଲୋକ କହି ପାରିବେ ନାହିଁ

  • @SripatiRout-qh9so
    @SripatiRout-qh9so หลายเดือนก่อน

    Bandhu Mu Dhenknal Ru., Kulu🤝🚩

  • @SripatiRout-qh9so
    @SripatiRout-qh9so หลายเดือนก่อน

    ఒక్❤

  • @BhanuPangi
    @BhanuPangi 24 วันที่ผ่านมา

    ଅଲାକମହିମା ଶରଣ ଜିଲା କରାପୁଟ ଗ୍ରାମ ଡକରିପଦର ବଳକ ନଦପୁର ତାନା ପାନୁଂ ଆ ବାପାକନାମ ମସ ପାଙ୍ଗି

  • @MargasingGadaba
    @MargasingGadaba 4 วันที่ผ่านมา

    Alekh Brahma

  • @Socialawrenes
    @Socialawrenes หลายเดือนก่อน +2

    ମୂର୍ତ୍ତି ପାଷାଣ ଶୁଷ୍କ କାଠ ସେ ପୁଣି ନେବ କି ବୈକୁଣ୍ଠ ଏ କଥା ମହିମା ଧର୍ମ ରେ ଅଛି

  • @prasadmajhi5559
    @prasadmajhi5559 หลายเดือนก่อน +2

    🪴🌅🙏🗽🗽🕉🕉🕉🗽🗽🙏🌄🪴

  • @narayanrajhansa3031
    @narayanrajhansa3031 7 วันที่ผ่านมา

    guru mahima aleko 😅

  • @dambrudharnag330
    @dambrudharnag330 หลายเดือนก่อน +1

    ଗୁରୁଜୀ କୋଟି କୋଟି ନମସ୍କାର ବଲାଙ୍ଗିର ରୁ

  • @batanatho4796
    @batanatho4796 หลายเดือนก่อน

    E Bhai jananka kahuthile 2012 ru 2014 sabu sesa hei jiba. Hele well come 2025

  • @narayanrajhansa3031
    @narayanrajhansa3031 7 วันที่ผ่านมา

    😂😂😂😂😂😂😂

  • @prabhudattaalekha3353
    @prabhudattaalekha3353 วันที่ผ่านมา

    Guru mahima alekha sarana 🙏