🙏Hai prabhu aapananku koti koti pranaam prabhu aapana hi brahmanda ra sarba sreshta prabhu aapana nathile aame nathantu aapana a manusyaku budhi bibeka sabu kichhi manusya ku pradana karichhanti a jagata kebala aapanankara aapana pita mata sabukichhi prabhu aapana prabhu manusya rupare tharute aashi jete papi manusya hau ba bhala manusya hau prabhu mu b hele b tharute sesa thara pain ei jagatare paada pakei janaidiantu je ki a brahmanda srushti kebala sanatana dhrama pain heichi saara srusti aapankara natamastaka heijibe prabhu 🙏🙏🙏jai jagnnath mahaprabhu 🙏🙏🙏
Ebe bi samaya achhi prabhu sarana re ruha aau kahihebani ki kahaku bujhai hebani....nija karma nija dharma nije bhogiba.dina sara hari naam japa re banchijiba....kali juga sesa dekhiba jadi nahele taa aagaru kaatijiba sabu...paapi mane prathame maribe mlechha mane bi taapare kichhi duscharita naari aau purusha taa pare kichhi paapa karithiba prani.taapare jau mane purba janma ru thiba karma ku bhoguthibe semane maribe.taapre jia banchiba Sia dekhiba mahaprabhu nka kalki abataar.jay jagannath 🙏🏻 trahimaam trahimaam trahimaam prabhu.
ଯାହା ବି ହେବ ତାହା ସଂସାର ର ମଙ୍ଗଳ ପାଇଁ ହିଁ ହେବ ଭୟଭୀତ ହେବାର କିଛି ଆବଶ୍ୟକ ନାହିଁ l
ଜୟ ଶ୍ରୀ ରାମ 🙏
ଜୟ ଜଗନ୍ନାଥ
😂😂
ଶ୍ରୀ କୃଷ୍ଣ ଜାଣିଥିଲେ ମହାଭାରତ ଯୁଦ୍ଧ ହେବ ବୋଲି କିନ୍ତୁ ସେ କାହାକୁ କିଛି ଜଣାଇ ନଥିଲେ କାରଣ ଧର୍ମ ର ପୁନରୁଦ୍ଧାର ପାଇଁ.
କୌଣସି କାମ କୁ ଡର ନାହିଁ କେବଳ ଭଗବାନ ଙ୍କ ନାମ ନିଅ ପଥର ଭଲି ଆସୁଥିବା ଅସୁବିଧା ଛୋଟ ଟେକା ଟିଏ ହେଇ ବାଜିବ
ଜୟ ଜଗନ୍ନାଥ 🙏⭕❗⭕🙏
ଯଥାର୍ଥ ମନ୍ତବ୍ୟ ଧନ୍ୟବାଦ
Jay Sri Ram
Sure to be happened as Kaliyug is at ending stage and also clearly forecast by Supreme Soul Siva Baba. OM.
All are in blank
2012 ମସିହାକୁ ଏହି ଲୋକଟା ଏମିତି କହିଥିଲା ଯେ ଯେମିତି ସେହି ବର୍ଷ ପୃଥିବୀ ଧ୍ବଂସ ହେଇଯିବ l କିନ୍ତୁ କିଛି ହେଲାନି l ପ୍ରକାଣ୍ଡ ଗାଲୁଆ ଭଣ୍ଡ ଏଇଟା
Hey Prabhu amaku rakhiya kara Jay Jagannath 🙏🙏
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹
Jay jaganath swami nayan patha gami
ଆମ ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ପ୍ରିୟ ସ୍ଥାନ ଏହା କେବେ ବୁଡିବ ନାହିଁ
Dwarika bi budijaithila😊
Jetebele karma fala ra hisab aase Narayan nijaku bi chhadantini Odisha loka mane kn punya Arjan karichanty
ଜଗନ୍ନାଥ ଭରସା ହୁଅନ୍ତୁ
କିଏ କହିବ ତାର ମାୟା
ସେ ଏକା ଭବଜଳେ ସାହା ll
ସେ ଯେବେ ମାୟା ପ୍ରକଟିବ
ବୁଡ଼ିବା ଦରବ ଭାସିବ ll
ତା ମାୟା ରଚେ ଏ ସଂସାର
ଏ ଜୀବ ନିମିତ୍ତ ମାତାର ll
ନିଜେ ସେ କାଳ ରୂପ ଧରି
ଧ୍ଵଂସ କରଇ ସର୍ବ ଶିରି ll
କେବେ ନୂତନ ସୃଷ୍ଟି ପାଇଁ
ଇଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ ll
ଯାହା ହବାର ଥିବ ତାହା ହବ.... ତମେ କଣ ତାକୁ ବଦଳାଇ ପାରିବ? ଯାହା ହଉଚି ସବୁ ତାଙ୍କ ଇଚ୍ଛା ରେ.... ଯାହା ଆଗକୁ ହବ ସବୁ ତାଙ୍କ ଇଚ୍ଛାରେ ହିଁ ହବ
Nai bhai prathame aame parivartan hebaa. Jou besi jibajantu hatya kari bhoji karuchhe au. Nari nirjatanaa a sabu au karani sabuthik heijiba
Just awareness
Ee loka ta bhata kemiti khaiba na kale nataka???
ଜୟ ଜଗନ୍ନାଥ
Q1
Yah channel achcha hai Jay Jagannath 🙏🙏
ODISHA KU PRABHU KALIA BHARASHA. JAY JAGANNTH.
ଜୟ ଜଗନ୍ନାଥ
ଯାହା କରିବେ ମୋ ବାପା ଜଗନ୍ନାଥ ମୋ ମହା ପ୍ରଭୁ ହେ
🎉🎉🎉🎉🎉🎉🎉🎉🎉🎉🎉🎉🎉
Jay Jagannath Swami Nayan path gami bhabatume
କେହି ରହିନାହିଁ ରହି ବେଟି ନାହିଁ ଭବ ରଂଗ ଭୂମି ତଳେ ! ସର୍ବେ ନିଜ ନିଜ ଭଜନ କୀର୍ତ୍ତନ ସାରି ବାହୁଡ଼ି ବେ କାଳବଳେ ! ଯଦି ଆପଣ ବଞ୍ଚାଇ ପାରିବେ , ତେବେ ଉପାୟ କୁହନ୍ତୁ ,ଅଯଥା ଆମ ସମୟ ନଷ୍ଟ କରି ଆପଣ ଙ୍କ ପକେଟ୍ ଗରମ କରନ୍ତୁ ନାହିଁ !
ମହା ପ୍ରଭୁ ଜଗନ୍ନାଥଙ୍କ ପାଦ ପଦ୍ମ କୁ ଶରଣ ମାଗିବା
ଏଇଟା ତ ଦୁର୍ବଳତା ମଣିଷ ର ଭାଇ । ଯେତେବେଳ ଭଗବାନ କି ମହା ପୁରୁଷ ଙ୍କ କଥା ଆସେ ଆମକୁ ଶୁଣିବା ପାଇଁ ସମୟ ନାହିଁ କlଳ ତ ପିଛା କରିବ ହିଁ କରିବ
Pabitra karma kariba ku se kohuchanti .papa karmare jie budirahiba sie mrutu mukhare padiba .sethi pain se ama mana ku satarka kari dauchanti👍
କର୍ମ କଢିଆ ଙ୍କ ପାଇଁ ମାଳିକା ଏକ ରୋଜଗାର ର ମାଧ୍ୟମ ପାଲଟିସାରିଲାଣି..ପ୍ରଭୁ ଏ ମାନଂକୁ ଆଗେ ନେଇଯାଅ
😂😂😂😂😂😅😅😅
ଏ ମନେ ମିଛରେ ଲୋକଙ୍କୁ ଡରାଉ ଛନ୍ତି
Hadi dasa jhaa lekhichanti .
Nei jai nai ahuri bhikari hei jan emane
sabu Tankari,ichha jay jagannath🙏🙏🙏🙏🙏🙏🙏🙏🙏🙏🙏🙏
Om jay sri jagannatha maha prabhu kotikoti dandabat
ମାଳିକା ସତ କିନ୍ତୁ ଏ ମାନେ ଲୋକଙ୍କୁ ଡରାଉଛନ୍ତି କିଛି ଜାଣିନାହାନ୍ତି ପ୍ରଭୁ ଜଗନ୍ନାଥ ଅଛନ୍ତି କିଛି ହେବନି ଯାହାର ପ୍ରଭୁ ଅଛନ୍ତି ତାର କଣ ହେବ
Manisa janma neichi Mane se ta Mariba na...
Papa bahut badhigalani Abe au bhagban rakhya karibe nahi. Se bi ta tankna kama karibe na
Sabu sei jaganatha nka ichha🙏🏿🙏🏿 joy jaganatha
Om guru govindaya nmha.🙏
Jay narasimha Baba
Jay Jagannath 🙏🙏 prabhu koti pranam
ଲୋକମାନଙ୍କୁ ସାକାର ଆତ୍ମ କ ବିଚାର ଧାରା ର ପ୍ରବଚନ ଦେଲେ ଆପଣ ମାନଙ୍କ ର ଉନ୍ନତି ହେବା ସହିତ ଜଗତ ବାସୀ ଙ୍କ ର ମଂଗଳ ହୁଅନ୍ତା ଭାବୁଛି ।,🎉
ଜୟ ଜଗନ୍ନାଥ
ମାଳିକା ରେ ଯାହା ଲେଖା ହେଇଛି ସେ ସେଇ କଥା କହୁଛନ୍ତି ନା କି ମନ ଇଛା ଲୋକ ଙ୍କୁ ଭ୍ରମିତ କରୁଛନ୍ତି🙏🏻
🙏Hai prabhu aapananku koti koti pranaam prabhu aapana hi brahmanda ra sarba sreshta prabhu aapana nathile aame nathantu aapana a manusyaku budhi bibeka sabu kichhi manusya ku pradana karichhanti a jagata kebala aapanankara aapana pita mata sabukichhi prabhu aapana prabhu manusya rupare tharute aashi jete papi manusya hau ba bhala manusya hau prabhu mu b hele b tharute sesa thara pain ei jagatare paada pakei janaidiantu je ki a brahmanda srushti kebala sanatana dhrama pain heichi saara srusti aapankara natamastaka heijibe prabhu 🙏🙏🙏jai jagnnath mahaprabhu 🙏🙏🙏
Jay Jagannath Jay shree ram Jay Shiva shambhu
ଜୟ ଜଗନ୍ନାଥ ଧନ୍ୟବାଦ
ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ବି ଅଛି
Jay jagannath
JAY JAGANNATH JAY PANCHA SAKHA JAY BHAKTA BRUNDA JAY JEEV
Jay Jagannath sami nayanpathgami
Jay Jagannath Jay Jay Khul ke koti Jay
ଜୟ ଜଗନ୍ନାଥ ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏 ଜୟ ଜଗନ୍ନାଥ 🙏🙏 ଜୟ ପଞ୍ଚସଖା 🙏🙏
🙏🙏🙏Jay Jagannath 🙏🙏🙏
ଆମେ ମରିଗଲେ ହିଁ ଜାଣିବୁ କୀ କଳିଯୁଗ ଶେଷ ହେଲା ବୋଲି......
Veryyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyyy nice bro ☺️☺️😁☺️😁
Right
😂😂😂
Prabachana gaila bele dayakari iko lagaibe nahin . Karan kanaku Kichhi bhala sunajaunahin. ⭕‼️⭕🙏🙏🙏🙏🙏🙏🙏
Jay Jaganath Swami Rakhya Kar
Jay Jagannath ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ❤️
Jay jagannath probhu ki jay 🙏🙏🙏
L
Jai sri Jagannath, Tuma Nila Apara, Barnana kari heba nahin Prabhu, jagat ku udhar kar.
🙏🙏🙏
Jay Jagannath 🙏🌺🙏
Jay Shri Ram Jay Jay Shri Ram Jay Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉
Jay shree Jagarnnath
Jai jagannath nath
Ha ha ha 🤣 Smart school and smart class.🙏
ଭଲରେ ଯଦି ରହିବାକୁ ଚାହୁଁଛନ୍ତି ଜଗନ୍ନାଥଙ୍କୁ ମାନ ନ୍ୟାୟ
Sata Katha sabu prabhunka echha
Shree guru mahima Alekha 🙏❤️🙏
Guru mahima alekha🙏
Om Sai Ram 🌹🙏🙏
Se kn gauchanti tume kn kahucha madyam
Odiya bujhun ki cuty
He bhagban sabu tumari lila ay jay jaganath 🙏🙏
Joi jagarnatho
Thank you so much sir
I easily remember 30 distrit
Jaishree jagannath
Jay jagannath Swami Nayana patha gami bhaba tume🙏🙏
Baba koti koti Dhanya Dhanya dhanyavad Murti Shivaji baba tumhare Aashirwad
Jai Jagannath 😭😭😭😭😭😭😭😭😭😭😭 😭😭😭😭
After Ganga Rusikulyan is the sisters of Ganga.7 janma Gita saranam sara. Om namah vagabate Basudevya.🙏
Jay jagnnath swami ❤
ଜୟ ଜଗନ୍ନାଥ ଧନ୍ୟବାଦ
Jay jagannath Jay panchasakha ⭕❗⭕
ଆରେ ତମେ ମାନେ ଏସବୁ କଥା କହିକି ଲୋକ ମାନଙ୍କୁ ଭୟଭୀତ କାଇଁ କରାଉଚ୍ଚ ତମ ମାଳିକା ପରା କହୁଥିଲା ୨୦୧୨ରେ ପୃଥିବୀ ସଂହାର ହେବ 😡😡😡😡୨୦୧୨ସାରିକି ୨୦୨୩ଚାଲିଛି କାଇଁ ତମ ମାଳିକା ସାହିତ୍ୟ ଯେତେବେଳେ ଯାହା ହେବାର ଥିବା ତାହା ହବ ଯେ ପର୍ଯ୍ୟନ୍ତ ଭଗବାନ୍ ଚହୁଁ ନାହାନ୍ତି ତମେ ଶଳା କେତେଟା ଭଣ୍ଡ ବାବା ସାଧାରଣ ଲୋକଙ୍କ ମନରେ ଡର ପୁରାଇ ମାରୁଛ 😡😡😡😡😡
Jay jaganntha😢🙏🙏🌪️2025
ଜୟ ଜଗନ୍ନାଥ ଧନ୍ୟବାଦ
Jay jagannath orissa basi 🙏🚩🌹🚩🙏
Jay jaganath 👃👃👃👃
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ନମଃ ସଦଗୁରୁ ନାରାୟଣ
Jai jagannath🙏🙏🙏🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ ପ୍ରଭୁ all the sir ଙ୍କୁ nena ଙ୍କୁ ମୋର ପ୍ରଣାମ 🙏 Facebook All 🙏 sir ମାଡାମ୍ ଙ୍କୁ ମୋର ପ୍ରଣାମ 🙏 🌹 🙏
ଜୟ ଜଗନ୍ନାଥ
Bia ❤❤❤❤😢😢🎉malik ba
Ebe bi samaya achhi prabhu sarana re ruha aau kahihebani ki kahaku bujhai hebani....nija karma nija dharma nije bhogiba.dina sara hari naam japa re banchijiba....kali juga sesa dekhiba jadi nahele taa aagaru kaatijiba sabu...paapi mane prathame maribe mlechha mane bi taapare kichhi duscharita naari aau purusha taa pare kichhi paapa karithiba prani.taapare jau mane purba janma ru thiba karma ku bhoguthibe semane maribe.taapre jia banchiba Sia dekhiba mahaprabhu nka kalki abataar.jay jagannath 🙏🏻 trahimaam trahimaam trahimaam prabhu.
ଜୟ ଜଗନ୍ନାଥ
Tapan Kumar sahoo
Jay Jagannath 🙏🙏🙏🙏🌺 ok
ରକ୍ଷ୍ୟମାମ୍ ମହାପୁରୁଷ କଳ୍କୀ ଅବତାରମ୍
ଏ bjp ସରକାର 33 ଜିଲ୍ଲା କେବେ କରିବ ନା ନାହିଁ ତୁମ ହାତ ରେ 6 ଜିଲ୍ଲା କୁ ଉଦାର କରିବା ନା ଜଳ ରେ ବସେଇବ । ଏଇ ସରକାର ଯେବେ ପୁରୀ ପ୍ରସିଦ୍ଧ ମନ୍ଦିର ନୀଳମାଧବ କୁ ରପ୍ତାନି କରିବେ ସେତେବେଳେ ଓଡ଼ିଶା ଜଳ ମଗ୍ନ ହେବେ । ଜୟ ଜଗନ୍ନାଥ
ସମସ୍ତେ କହୁଛନ୍ତି କି ମାଳିକା ଯାହା ଲେଖିଛି ତାହା ହବ ହେଲେ ଏ ମଣିଷ କେବେବି ନିଜ ଦୋଷ ନଉନି . ଭଗବାନ୍ ଆମକୁ ଗୋଡ଼ ହାତ ଦେଇଛନ୍ତି ଆମେ ଯଦି କାମ ନକରିବା ତା ହେଲେ ଆମକୁ ଖାଇବାକୁ ମିଳିବନି, ତା ଅର୍ଥ ଆମେ କଣ କହିବା କି ଆମକୁ ଭଗବାନ୍ ଦେଇ ନାହାନ୍ତି ବୋଲି ଆଉ ଆମ ଭାଗ୍ୟରେ ନାହିଁ ବୋଲି,,, ଆରେ ପ୍ରଥମେ ନିଜ ଭୁଲ ଦେଖ ତା ପରେ ଭଗବାନ୍ କି ଭାଗ୍ୟ କୁ ଦୋଷ ଦବା ହେଲା,,, ଆମେ ଜାଣି ଶୁଣି କାଦୁଅ ରେ ଗୋଡ଼ ପୁରେଇବା,, ଗୋଡ଼ କାଦୁଅ ହେଇ ଗଲେ ପରେ କହିବା କି ଆମ ଭାଗ୍ୟରେ ଥିଲା ଇଏ ହଉଛି ମଣିଷ ର ମଣିଷ ପଣିଆ 🙏🙏🙏🙏🙏
Jaya Jagganath 🙇♀️🙏🏻🎯🏹🏃♀️👩👩👧👦mo bapa lekhichanti
Agaku 33 Jilla heba Jay mahapurusa jasobanta Swami Jay koilimalika pranam vaktabrunda
Jay jagannath 100%
JAY JAGANNATH JAY PANCHA SAKHA
ଜୟ ଜଗନ୍ନାଥ ଧନ୍ୟବାଦ
ଉତ୍ତର ପ୍ରଦେଶରେ କିଛି ବନ୍ଧ ନଥାଇ ଗଙ୍ଗା ନଦୀ ରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।ଏଣୁ ଭୟ କରିବାର କିଛି ନାହିଁ।
ଯେବେ ଯଉଟା ହେବା ର ଥିବ ତେବେ ତାହା ହେବ ତାହାକୁ କେହି ରୋକି ପାରିବନି ତାହା ଖାଲି ଈଶ୍ୱର ହିଁ ରୋକିପାରି ବେ
🙏ଜୟ ଜଗନ୍ନାଥ 🙏
କେତେ ତାରିଖ କେଉଁ ମାସରେ କେତେ ମସିହାରେ
ଅଙ୍କ ଗଣନା ଜାଣିଛନ୍ତି ତ, ବହି ପଢିବା ତ ସମସ୍ତେ ପଢୁଛନ୍ତି କିନ୍ତୁ ବୁଝି ପାରୁ ନାହାନ୍ତି ।
ଦୟାକରି ତାରିଖ କୁହନ୍ତୁ
2050/8/25 night 9:30pm okay🎉🎉@@SabitaTanty-xr4sl
Sure haba
ଜୟ ଜଗନ୍ନାଥ ଧନ୍ୟବାଦ
ଆଉ କ'ଣ କ'ଣ ବୈଜ୍ଞାନିକ ଉଦ୍ଭାବନ ଆବିଷ୍କାର ହେବ ମାଳିକା ରେ ଲେଖା ହୋଇଥିଲେ ଜଣାଇବେ । ଖାଲି ଲୋକଙ୍କୁ ଡରାଉଛନ୍ତି । ଫେସବୁକ, ଟ୍ବିଟର, ୟୁଟ୍ୟୁବ, କୃତ୍ରିମ ବୁଦ୍ଧିମତ୍ତା ଭଳି ଆଉ କିଛି ଉପଯୋଗୀ ଜିନିଷ ଭବିଷ୍ୟତରେ ଆସିବ ଟିକେ ଜଣେଇବେ ।
କ୍ୟସେଟ ବେପାରୀ ପ୍ରବଚକ. ଧନ୍ୟ.
ରାମଙ୍କ କଥା କୁହ ପ୍ରବଚନରେ ଜିଲ୍ଲା ଗନାଉଚ୍ଚ
Om namah shivaya 🙏🙏Jay Jagannath 🙏🙏
Jay Jagannath
Jay Jagannath 🙏
Jay jaganath swami nayana patha gami bhaba tume.......
ଭାଇ ଖାଲି ଓଡ଼ିଶାର କଥା ମାଳିକା ରେ ଲେଖା ହୋଇଛି, ଖାଲି ଓଡ଼ିଶାରେ କଳିଯୁଗର ଶେଷ ହେବବୋଧେ, କାହିଁକି ସେମିତି ମିଛ ପ୍ରଚାର ପ୍ରସାର କରୁଛନ୍ତି?
Astu namatu vastu janinu jadi apekya kare
@@pratapchandrabarik3930🎉🎉😂
9oooo
Oooooooooooooooo
Oooo
Jay ma Mangala
ଜୟ ଜଗନ୍ନାଥ
Jaya Baba Jagannatha Mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay jaganath🙌🙌🙏🙏
🌷ଜଯୂପଞସଖା 🌷ଜଯୂଶୀରାମ 🌷
Jaha haba dakha jiba no tension
ଓଡିଶା ବୁଡିବ ଜଳ ମଗ୍ନ ହବ, ସାଡୁ ଓପରୁ ଖସି ଲାଣି ପାଣି ପାହାଡ଼ ଅଞ୍ଚଳରୁ ସମୁଦ୍ର କୁ ଯିବ ପାଣି, ନଦୀ ପାଣି ଖସିଲାଣି ତଳକୁ, ଆଉ ରାସ୍ତା ନାହିଁ ନଦୀ ସବୁ ଏକ ହେଲେଣି ମିସିକିରି ବର୍ଷା ପାଣି ବୋଝେଇ, ପାଣି ର ଆଉ ଆକାର ନାହିଁ, ବୁଡି ବୁଡିକା ପୋତି ପୋତିକା ଆସୁଛି ପାଣି, ମିଶିବେ ସବୁ ସମୁଦ୍ର ରେ, ହୀରାକୁଦ ବନ୍ଧ ଫଟେଇ ଲାଣି ପାଣି ପଶିବ ଓଡିଶା ରେ ବୁଡିବ ଓଡିଶା, କେମିତି କଣ ରହିବ ଜଳ ମୟ ହବ ଓଡିଶା ସମ୍ଭାଳ ନିଜ ନିଜ ବେଡ଼ିଙ୍ଗ ପତ୍ର, ଓପୁରୁ ଖଶୁଚି ପାଣି ପାହାଡ଼ ପର୍ବତ ଆଡୁ, ଯିବ ସମୁଦ୍ର କୁ, ନଦୀ ସବୁ ଏକ ହେଲେଣି ଇଣ୍ଡିଆ ବୁଡିବ ସେଥି ପାଇଁ ପାଣି କି କାଟି ଦେଲେ ସମୁଦ୍ର କୁ ଯାଉ, ଏବେ ବର୍ତ୍ତମାନ ପାଣି ଆସି ହୀରାକୁଦ ପାଖା ପାଖି ହେଲାଣି, ବାଡେଇଲାଣି ପାଣି ହୀରାକୁଦ ବନ୍ଧ କୁ, ଭାଙ୍ଗିବ ବନ୍ଧ ପଶିବ ଓଡିଶା ରେ ମିଶିବ ସମୁଦ୍ର ରେ, ତା-ନ-ହେଲେ ଇଣ୍ଡିଆ ବୁଡିବ, (ଗାଁ ପାଣି ନାଳ କୁ ଛାଡ଼, ନାଳ ପାଣି ନଦୀ କି ଛାଡ଼, ନଦୀ ପାଣି ସମୁଦ୍ର କୁ ଛାଡ଼, ତା-ନହେଲେ ବୁଡ଼ିବ ଇଣ୍ଡିଆ, ବୁଡ଼ିବ ଓଡିଶା) ବର୍ଷା ପାଣି ବୋଝେଇ ହେଲାଣି ଇଣ୍ଡିଆ ରେ, ହୀରାକୁଦ ନଦୀ କି ଫଟେଇ ପଶିବ ଓଡିଶା ରେ, ପାଣିକି କାଟ କୁଆଡୁକୁ ଛାଡ଼.
th-cam.com/video/1i_c6rLqxjw/w-d-xo.html
Jaha hau tamy falau karucha
1!❤1qaqq!😊😊😊😊😊😊😊.
@@santoshbeheratuku7482 ଆମର ଏପଟ ତଳ ମାଳ ସମୁଦ୍ର କୁଳ ଅଞ୍ଚଳ ଓଡିଶା, ତାଙ୍କର ସେପଟ ଓପର ମାଳ ଅଞ୍ଚଳ ଉଚା ସ୍ଥାନ ପାହାଡ଼ ପର୍ବତ ହିମାଚଳ ଉତ୍ତରାଖଣ୍ଡ କାଶ୍ମୀର ଏ ସବୁ ପାହାଡ଼ ଅଚଳ ଉଚା ସ୍ଥାନ, ଓପର ମାଳ ଅଞ୍ଚଳ, ତାଙ୍କର ନଦୀ ଅଛି, ସେପଟେ ଆମର ବନ୍ଧ ହୀରାକୁଦ, ସେଇ ରାସ୍ତା ଦେଇ ପଶିବ ଓଡିଶା କୁ,(ଯାହାକୁ ରଖିବେ ହରୀ ତାକୁ କେ ପାରିବ ମାରି)
@@niharikaparida2514hii
Heba ta thaya
Bilkul thik
ଜୟ ଜଗନ୍ନାଥ
A prabhu
Jay guru❤🙏🙏🙏🙏
ଆଜ୍ଞା କାହିଁକି କେଜାଣି ଆପଣଙ୍କ ମାଳିକା ସଉଣଈଵଆ ସମୟରେ ମୋ ଆଖିରୁ ଲୁହ ଝରୁଥିବା ମୁଁ ପ୍ରଥମ ଥର ଭୟ ଅନୁଭଵ କରୁଛି। ବାବା ଆମ ଓଡ଼ିଶା ନାରଖାର ହୋଇଯିବ ୟାର କିଛି ଉପାୟ କ'ଣ ଆମ ଯଗନ୍ନାଥ ବାହାର ବାହାର କରିବେନି ସମସ୍ତେ ହିଁ ଶ୍ର ହେଇ ଗଲେଣି ଆଉ କହି କାହାକୁ ଖୁସୀରେ କଥା ହେଉ ନାହାନ୍ତି ସମସ୍ତେ ସମସ୍ତଙ୍କର ଅମଙ୍ଗଳ ଚିନ୍ତା କରିବା ମୁଁ ଦେଖିବାକୁ ପାଉଛୀ ଭାଇ ଭାଇକୁ ଘରେ ରହିବାକୁ ଦ ଉ ନୀ ତା,ର ସବୁ କିଛି ଲୁଟି ନ ଆଇ ଉଛି କହିଲେ ଛୁରୀ ଦେଖାଉଛୀ 😂 କହିଲେ ମାରି ବା ଧମକ ଦେଉଛୀ ଵାଵା ଧର୍ମର ଜୟ ନିଶ୍ଚୟ ନିଶ୍ଚୟ ହେବ । ଯ ୟ ପଞ୍ଚସଖା ଯ୍ୟ ମାଳିକା।
ଜୟ ଜଗନ୍ନାଥ ଧନ୍ୟବାଦ
Jay gurudev
ଗୁରୁ ସ୍ଵାମୀ 🙏
Jay Panchasakha
ଆପଣଙ୍କ କଥା ଅପେକ୍ଷା ମ୍ୟୁଜିକ ବେଶୀ ଶୁଭୁଚି