Tume Kamala Basini | Minakhi Mohanty | Dr. Tapodhana Panda | New Devotional Soulful Bhajan

แชร์
ฝัง
  • เผยแพร่เมื่อ 26 ก.ค. 2021
  • A soulful and devotional Matru Vandana.
    Odia Bhajan
    SONG CREDITS :
    Singer- Minakhi Mohanty
    Lyrics- Dr. Tapodhana Panda
    Music- Saroj Mohanty
    Music arrangement- Sandeep Mohanty
    Flute- Pandit Kiran Kumar Sharma
    Khol- Pt. Jitendra Swain
    Sound designer and video editing - Ankur Kapoor
    LYRICS
    ତୁମେ କମଳ ବାସିନୀ ମଧୁର ଭାଷିଣୀ
    ଶୁଭ ପ୍ରଦାୟିନୀ ମା
    ପରମ ପୁରୁଷ ଜୀବନ ସଙ୍ଗିନୀ
    ଜଗତ ଜନନୀ ମା ll
    ତପ୍ତ ପୃଥିବୀ କେଦାରେ କେଦାରେ
    ଝରା ଶ୍ରାବଣର ଧାରାରେ ଧାରାରେ
    ଶୁଭ ଆବାହନୀ ସ୍ଵରର ଝଙ୍କାରେ
    ତୁମେ ଆସିଥିଲ ମା
    ତୁମ ଆଗମନେ ମା ଗୋ ହସି ଉଠିଥିଲା
    ଅଖ୍ୟାତ ପଲ୍ଲୀ ଗାଁ ll
    ନିରୋଳା ନିବାସେ ତୃଷିତ ନୟନେ ପୁରୁଷୋତ୍ତମଙ୍କ ଇଛା ପୁରଣେ
    ଢାଳି ଦେଇଥିଲ ସରାଟୀ ଜୀବନ ନିରଳସେ ବସି ମା
    ମା ଗୋ ତୁମରି ଏ ତ୍ୟାଗ ତୁମରି ତିତିକ୍ଷା
    ନାହିଁ ଯେ ତାର ତୁଳନା ll
    କଲ୍ୟାଣମୟୀ ସିଦ୍ଧି ଦାୟିନୀ
    ଲୋକ ଲୋକେଶ୍ବରୀ ତ୍ରିତାପ ହାରିଣୀ
    ଦୟା କ୍ଷମା ଶାନ୍ତି ଶକ୍ତି ରୂପିଣୀ
    ବରଦା ଶୁଭଦା ମା
    ମା ଗୋ ଜୀବନର ପଥେ ଚଲାଅ ନିଅ ଗୋ
    କରୁଣାମୟୀ ପରମା ll
    PIRACY IS STRICTLY PROHIBITED
    ALL THE COPYRIGHTS RESERVED WITH DR. TAPODHANA PANDA OFFICIAL
    CHANNEL HEAD - DR. TAPODHANA PANDA

ความคิดเห็น • 74