Kichhi janahitakari jojana karibaku hele aneka bujhi bichari sabu kshetrara hisab nikasa pare ghosana jari kariba katha sabu digaku bichra na kale ei prakar prashna bachi srusti hue jaha goti goti kari Aruna babu alochana Kari thibaru dhanyabad o sarakar niruttar ❤❤
Ganjam district re factory, Nahin Sarkar 3/4 ta factory kale, loka mananku job service chakiri milanta, dadana khati jiba band huanta.....odish ra odia pila Suratha, Bangalore, Delhi, jau chanti. ....peta posibaku. Bhanjanagar re gotia bi factory Nahin. Sarkar kana karuchanti 🎉.
ଅରୁଣ ବାବୁ ବିଧାନସଭାରେ ଉପସ୍ଥାପନା କରିଥିବାରୁ ଧନ୍ୟବାଦ
ଅରୁଣ ସାର ଆପଣଙ୍କ ସରକାର ଥିବା ବେଳେ ଗୋଟିଏ ଫସଲ ଋତୁ ରେ 5ହଜାର କାଳିଆ ଯୋଜନା ଦେବେ ବୋଲି କହିଥିଲେ, କିନ୍ତୁ ଦେଲେ 2ହଜାର ଟଙ୍କା
ସବୁ ସରକାର ସମାନ । ଏଠି କହିବେ ଗୋଟିଏ କଥା କରିବେ ଆଉ ଗୋଟିଏ କଥା । ଯେତେ ଯୋଜନା କଲେ ବି ଆମେ ଅନ୍ୟ ରାଜ୍ୟ କୁ ଯାଇ ଖଟିବା ଟା ସୁନିଚିତ
😂 Nice BhalaHeichi Very beautiful
Right
ଅରୁଣ ସାର ଆପଣ ଯେତେବେଳେ ପଂଚାୟତ ମନ୍ତ୍ରୀ ଥିଲେ ସେ ସମୟରେ 2008 ରେ ନିଯୁକ୍ତ ହୋଇଥିବା ଗାଁ ସାଥି ମାନଙ୍କୁ ଯୋଉ ଦରମା ଦେବେ ବୋଲି ପ୍ରତିଶୃତି ଦେଇଥିଲେ ସେ କଥା ଆପଣ କେତେ ରଖିଲେ
ଅରୁଣ ବାବୁଙ୍କ ବକ୍ତବ୍ୟ ଅତି ସୁନ୍ଦର୍।
ଏମାନଙ୍କର କଥା ଗୋଟେ କାମ ଗୋଟେ. ଭବିଷ୍ୟତ ରେ ଲୋକମାନେ ଏହାର ଉଚିତ ଜବାବ ଦେବେ.
ଏବେ b j p ସରକାର ଅଛି ବୋଲି ଏମିତି କହୁଛ ଯେତେବେଳ b j d ସରକାର ଥିଲା ବେଳେ bjp ବାଲା ବି ଏମିତି କହୁଥିଲା । ଏଠି କୋଉ ସରକାର ବି ଠିକ୍ ନୁହନ୍ତି କାହିଁକି ଗପୁଛ ସାର୍
ଆଗରୁ ତୋମେ ମାନେ କୋଉଠି ଶୋଇଥିଲ | ଯଦି ଏତେ ଚିନ୍ତା କରୁଛ | 24 ବର୍ଷ ଶାସନ ବେଳେ କଣ ଶୋଇପଡ଼ିଥିଲକି |
ଅରୁଣ ବାବୁ ଆପଣଙ୍କ ସରକାର ଆଉଟ୍ ସୋର୍ଶିଂ କର୍ମଚାରୀଙ୍କୁ ମାରିଦେଇଗଲେ।
ଅରୁଣ ବାବୁ ଆପଣ ଚବି ସି ବର୍ଷ କୋଉଠି ଶୋଇପଡ଼ିଥିଲେ ଏବେ ନିଦ ଭାଙ୍ଗିଲା
24 barsa re bahu kama heichi
😂😅24 barsa b j p kn?pratibad othaaeni birodhi dala,....🤐
ଅରୁଣ ବାବୁ ଭଲ କଥା ଟି ବିଧାନ ସବାରେ ଉଠାଇଛନ୍ତି
😊😊😊😊😊😊😊😊
Double engine sarkar means Nitish ,Naidu 😂😂😂
🎉🎉🎉😅
Thanks, Right. Thank you very much Arun sir.
Bhala katha good sir
Dear Mr Arun Babu,you are welcome to explain the Crucial things in Bidhan Sabha.
ତମେ ବି କହିଥିଲ ଧାନ ରେ ବୋନସ ଦେବେ କାଳିଆ ଯୋଜନା ରେ୨୫ହଜାରରୁ୪କୁ ଆସିଲା ୭୦ଲକ୍ଷ୍ୟ ଚାଷୀ ରୁ୩୪କୁ ଆସିଲା
ବିଧାନସଭାରେପ୍ରସନପଚାରିଥିବାରୁ। ଧନ୍ୟବାଦଅରୁଣ ବାବୁ
Thanks you Arunabhai for yourpresention of actual truth
ଆରେ ଅରୁଣ ତୁ କାହିଁକି ଗପୁଚୁ ଓଡ଼ିଶା ରେ ତମ ବିଜେଡିକୋଉ କାମ କରିନି ବିଦାହେଇଚି ସେକଥାକହ ବିଜେପି ଜେତିକିଦେଲା ତମବାଳପାଚିଲେବି ଦେଇପାରିବିନି
କ'ଣ ବାଳ ଦେଇଛି ।
ପୋଡ଼ା ମୁହଁ।ଅରୁଣ , ଗୋଦରିଲୋ ନିଜଗୋଡକୁଅନା ।
ଅରୁଣ ସାହୁ ତୁମ ଦଳ ମଣିଷ ମରା ଦଳ. B J P ସରକାର ଯାହା କହିଥିଲା ତାହା କରୁଛି. ତୁମେ କେଉଁଦିନ ଜେଲ ଯିବ?
ବହୁତ୍ ଭଲ କଠାଟେ କହିଲେ ସାର୍ 🙏🏼 ,ବିଜେପି ସରକାର ଖାଲି ମିଛୁଆ ଟାଉଟର
Apana thik kahile bhai
ବିଜେଡି ସରକାର +୩ ପିଲାଙ୍କୁ ୧୦୦୦୦ଦେଲେ +୨ପିଲାଙ୍କୁ ଦେଲେନି ସେମାନେ କଣ college ପଢ଼ୁନ ଥିଲେ ସେହିପରି ବିଜେପି ମଧ୍ୟ ୨୧ବର୍ଷରୁ ୬୦ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିଛି ଫାଲତୁ ଅଭିଯୋଗ ତୁବି ମୁତ୍ରି ମୁବି ମୁତ୍ରୀ ହେଶ କାହିଁପାଇଁ ଧୋଇବା
Thanks sir bhalo Katha tia kahichanti thank you so much...
ପରି ହତ୍ୟା ଘଟଣା ରେ ତୁମେ କେଉଁ ଦିନ ଜେଲ ଯିବ.
No ,,,1. prlmnt qstion ❤❤❤❤,,,nice.
ARUN SIR SALUTE YOU ONE NATION HAR MAHILA KO SUBHADRA YOJANA PRADAN HO 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଯାହା ଦେଉଛି ଦେଉ 25 ବର୍ଷ ଯାଏ ସାରା ଓଡ଼ିଶା ରେ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ସେବା ଚାଲିବ
ଆଗ 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା ସବୁ ଗେଣ୍ଡା 🐌 ଦଳୀଆ ଙ୍କ ଦୃନିତି ପେଡ଼ି ଖୁଲିବତୁମ ଛାତି ଫାଟି ବ
25 ବର୍ଷ ହେଲା ଓଡ଼ିଶା ର ସବୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ 25 ବର୍ଷ ହେଲା ଓଡ଼ିଶା ରେ ସବୁ କ୍ଷେତ୍ରରେ
25 ବର୍ଷ ହେଲା ଆମ ସୁନାର ଓଡ଼ିଶା କୁ ମଦୁଆ ରାଆଣ୍ଡୁଆ କାଙ୍ଗାଳି ଲାଞ୍ଚୁଆ ପିସ୍ କାରବାର ଦୃନିତି ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ ରେ 1 ନ କରିଛନ୍ତି
25 ବର୍ଷ ହେଲା ଆମ ଓଡ଼ିଶା କୁ ମଦୁଆ କରି ଭୁଟ୍ VOTE ବେଳେ ଗେଣ୍ଡା 🐌 ଦଳୀଆ ମଦ ମାଂସ 🍖 ଖୁଆଈ 25 ବର୍ଷ ହେଲା ଆମ ଓଡ଼ିଶା କୁ ବରଵାଦ୍ କଲ
ଏହି ମଦ ଟେକ୍ସ ନେଇ ପାଣ୍ଡିଆ ତାମିଲନାଡୁର 3 ନ ଆରବ ପତି ହେଲାଣି
ଏହି ମଦ ପାଇଁ ଆଜି ଓଡ଼ିଶା ରେ 10 ବର୍ଷ ର ପିଲା ମଦ ପିଇ ନିଜର ପରିବାର କୁ ଵରଵାଦ୍ କରୁଛନ୍ତି
ଏହି ମଦ ପାଇଁ ଆଜି ଆମ ଓଡ଼ିଶା ରେ ଅନେକ ପରିବାର ରେ ମା ଭଗିନୀ ମାନେ ରାଣ୍ଡ ଵିଧଵା ହେଲେଣି ଏଥି ପାଇଁ ଅସୁର ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଦାଈ
25 ବର୍ଷ ହେଲା ଆମ ସୁନାର ଓଡ଼ିଶା ର ସଵୁ ଖଣି ଖାଦାନ କୁ ବିଟିସ୍ ଇଂରେଜ ପରି ଵିକ୍ରୀ କରି ତାମିଲ୍ ନାଡୁକୁ ଵୁହି ନେଇଛନ୍ତି ପାଣ୍ଡୁ ନଵିନ୍
ସେଶରେ ଆମ ଜଗତର ନାଥ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ କାଳିଆ ସାଆନ୍ତେ ଙ୍କୁ ଟଲି ଟେମ୍ପୋ ରିକ୍ସା ରେ ଦାଣ୍ଡରେ ଵଲାଈ ଈଜତ୍ ମହତ ଖାଈଛ ଉସୁନା ଅରୁଆ ଚାଉଳ ମାଗି
ସେଥିପାଇଁ ଆମ ଜଗତର ନାଥ ଜୟ ଜଗନ୍ନାଥ ଙ୍କ ଅଭି ସାପରୁ 4, ଜୁନ୍ 2024 ଓଡ଼ିଶା ରୁ ଵିନାଶ ହେଲା 25 ବର୍ଷ ର 5,T ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା ସୁନ୍ 0 00000000 ହେଲା 😮
Bjp bahut kharap neta
100%👍👍👍👍👍👍👍
Arun sir bhutabhal khata samanta. Mahila maa. Bhanli. Mangkh. Khata khichanti thank you. Dhanyabad.
Thhik kahile Arun Bhai
କଥାଟା ଶୁଣିବାକୁ ଭଲ ଲାଗିଲା। ସବୁ ସରକାର ଏମିତି ନିର୍ବାଚନ ପୂର୍ବରୁ ଇସ୍ତାହାର ଦେଇଥାନ୍ତି। ଚାଲୁଣି ଛୁଞ୍ଚିକୁ କହୁଛି ତୋ ପଛରେ ଗୋଟେ କଣା, ହେଲେ ନିଜପଛରେ ହଜାରେ କଣା ଭୁଲି ଯାଉଛନ୍ତି। ତୁମ ସରକାର ଯାହା ଇସ୍ତାହାର ଦେଇଥିଲେ ଶତପ୍ରତିଶତ ପୂରଣ କରି ଏମିତି କହିଥିଲେ ଭଲ ହୁଅନ୍ତା। ଗୋଦାରିଲ ଗୋଡ଼କୁ ଚାଁହା।
5
Pari murder case katha kuade gala
ଅରୁନବାବୁ ତୁମେ ଠିକ କହିଲ, ଜଣେ ମହିଳା 18ବର୍ଷାରେ ଭୋଟ ଦେଇଛି ତାଙ୍କୁ କେଉଁ ସୁବିଧା ମିଳୁଛି ଯେ ବାଦ ଦିଆଗଲା
18ବର୍ଷର ଝିଅ ଆଜି ନହେଲେ କାଲିକି ପାଇବ ତାରବୟସ ସାରି ଯାଉଛି ନା କଣ ବର୍ତ୍ତମାନ ଆରମ୍ଭ ଏତେ କକୁର୍ତି କାହିକି bjd ଗଲାପରେ ଏବେ ସବୁ ଉଗାଲୁଚୁ ।
ଠକ ଦଳ ମଦ ବନ୍ଦ୍ ହେବ କହୁଥିଲେ ଏବେ ଅନଲାଇନ ରେ ମଦ ପହଞ୍ଚିବ ଆମ ଓଡିଶା ସରକାର କହିଲେ ❤😂😂😂
Many many thanks arunbabu
Good quistion raised by Mr.Arun Sahoo, sir.
Wah ki sundara prasanga ❤❤❤
ଧଇଆ ମୋଦୀ ସରକାର୍ , ଛି ଛି....
ଏଟା ନବୀନ ଶରକାର ନୁହେ ଏଟା ବାଘ ମହନ ଚରଣ ମାଝୀ ଏତିକି ମନେ ରଖିଥିବ
ମିଛୁଆ ଟାଉଟର ଅପାଠୁଆ ସରକାର
Aruna sir,Bahut sundar baktabya,dhanyabad baad
ଏମାନେ ବାଳ ଆମକୁ ଗାଣ୍ଡୀମାଚାଲିଚତି କଣକରିବା ଅରୁଣବାବୁ
ଅରୁଣ ସାର ଭଲଭାବରେ ବୁଝାଉ ଥିବାରୁ ଧନ୍ୟବାଦ
ବହୁତ ସୁନ୍ଦର କଥା ସାର
Bhai iam very much proud of you
ହରିହେ ଗୁହାରି କରିବି କାହାକୁ........ 😂😂😂😂😂
Are ଅରୁଣ nayagarh ରେ କେବେ ଚିନି କଳ ଚଲେଇବୁ କାହା ରେ
ଅରୁଣ ବାବୁ ଆପଣଙ୍କ ୨୪, ବର୍ଷ ମଧ୍ୟରେ ଯାହା କରିନଥିଲେ ବିଜେପି ସରକାର ୩, ମାସରେ କରିଛନ୍ତି କହିଦେଉଥାଇ ପରକୁ ବୁଦ୍ଧି ନ ଦିସୁଛି ଘରକୁ
Namaskar sir right katha kahuchanti
Very..Thanks you sir
I appreciate your statements .
ଏହା ୨୦୧୫ ନବକଳେବର ସେବାୟତ ଙ୍କ କୋଳରେ ଶୋଇବା ସଙ୍ଗେ ସମାନ।
ଅରୁଣ ବାବୁ ଆପଣ ମାନେ କଣ କରୁଥିଲେ ସବୁ ଟା ଲୁଟି ଖାଇଗଲା। ଯାହା କହିଥିଲେ କିଛି ବି କରି ନାହାନ୍ତି। ଯେତେ ଚୋରି ଭ୍ରଷ୍ଟାଚାର ନାରୀ ଧରସନ୍ ଯିଏ ପ୍ରତିବାଦ କଲେ ତାକୁ ମାର ବାନ୍ଧ ।ଚାଲୁନି କହୁଛି ଛୁଞ୍ଚି କୁ ଗୋଟେ ଫୁଟା।ଲଜ୍ଜ୍ୟା ନାହିଁ
Arun Sir ଙ୍କ ପ୍ରଶ୍ନ ର ଏହାର ଉତ୍ତର b upload korontu ଆମେ public B janibu
Absolutely Right, Honble MLA Sir🎉
18ବର୍ଷ ଛାତ୍ର ମାନଙ୍କୁ ଦଶ ହଜାର ଟଙ୍କା ମିଳିଲା, ଷୋହଳ, ସତର ବୟସ ଛାତ୍ର ମାନଙ୍କୁ ମିଲାନି ସେମାନେ କୋଉ kata gori ର
Really voice thanks you
2029 ରେ ଡବଲ ଇନ୍ଞିନ୍ କୁ ଜନତା ଉପାଡ଼ି କି ଫୋପାଡ଼ି ଦେବେ
Kichhi janahitakari jojana karibaku hele aneka bujhi bichari sabu kshetrara hisab nikasa pare ghosana jari kariba katha sabu digaku bichra na kale ei prakar prashna bachi srusti hue jaha goti goti kari Aruna babu alochana Kari thibaru dhanyabad o sarakar niruttar ❤❤
Thank you thank you so much Arun sir
ମୋ ବାପାଙ୍କର ପୁରୁଣା ପୈତୃକ ଘର ଥିଲା ଯାହା କି ନଡ଼ା ଛପର କରାଯାଇଥିବା ଚାଳ ଛପର ଘର,ମୋ ଭାଇ ସେତେବେଳେ ପଚାରୁଥିଲେ ମୋ ବାପା ଛାତ ଘର ଖଣ୍ଡେ କରି ପାରୁ ନାହାଁନ୍ତି ଇଏ କି ମଣିଷ, କିନ୍ତୁ ବାପ ଆରପାରିକୁ ଚାଲିଗଲା ପରେ ମୋ ଭାଇ ଙ୍କୁ ତାଙ୍କ ପିଲାମାନେ ପଚାରୁଛନ୍ତି ତୁମେ ତ ତୁମ ବାପାଙ୍କୁ କହୁଥିଲ ଏବେ ତୁମେ ବାପ ଏ ଘରର ମୂରବୀ ହେଲା ହେଲା ପରେ ଘର ପାଇଁ କରିଛ କଣ,ନା କରୁଛ କଣ?
Jay jagannath
Bilkul right Arun ji
Ganjam district re factory, Nahin Sarkar 3/4 ta factory kale, loka mananku job service chakiri milanta, dadana khati jiba band huanta.....odish ra odia pila Suratha, Bangalore, Delhi, jau chanti. ....peta posibaku. Bhanjanagar re gotia bi factory Nahin. Sarkar kana karuchanti 🎉.
ଅରୁଣ ସହୂ ଠିକି କଥା କହୁଛନ୍ତି
ମୁଁ ବିଜେଡି, ବିଜେପି ଦୁଇ ଦଳ କୁ ଭୋଟ ଦେଇଛି କିନ୍ତୁ ଦୁଇଦଳ କୁ ନିବେଦନ କାଳିଆ ଯୋଜନା ବା cm ଯୋଜନା ଭୁଲ ଅଛି ଯୋଗ୍ୟ ଚାଷୀ ବାଦ ପଡିଛନ୍ତି କୋଉଠି ଭୁଲ ଅଛି 🙏
Thank you sir 🎉🎉🎉🎉
👍 rright kotha kohile sir
ତୁମେ ପରା 25 ବର୍ଷ ର5T ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା
25 ବର୍ଷ ହେଲା ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ 25 ବର୍ଷ ହେଲା ଓଡ଼ିଶା ରେ ସବୁ କ୍ଷେତ୍ରରେ
Good question ❤
Right sir 🙏🙏🙏🫡🫡🫡🫡🙏🙏🙏🇮🇳
Bahut dhanyabad🙏 Right kahuchhanti
ସୁନ୍ଦର ପ୍ରଶ୍ନ ଅରୁଣ ବାବୁ ଆପଣ ଙ୍କ ପ୍ରଶ୍ନ ର ଉତ୍ତର ବୋଧହୁଏ ସରକାର ଙ୍କ ପାଖରେ ନାହିଁ
Right 🎉🎉🎉
+3 ଛାତ୍ର କୁ ଟଙ୍କା ଦେଇଥଲ +2 ପିଲା କଣ ଛାତ୍ର ନୁହେଁ କି ସେତେବଳେ ଚୁପ୍
Jeu mane arun sahoo ra katha suni bisyas karuchha semane subhadra yojna karana
Very good statement sir. Govt.to clarify immediately.
Verry.good.arun.sirji
କାଳିଆଜୋଜୋନାସମସ୍ତଙ୍କୁଦେଇଥୀଲ,,,,,ସଲାବାହାପିଆକଥାକହୁଚ,,,,ସବୁଏକାଦର
ସୁଭଦ୍ରା ଯୋଜନା ଅର୍ଥ ଲୋନ ନା ଅନୁଦାନ ଉତ୍ତର ରଖନ୍ତୁ
ଅରୁଣ ବାବୁ ଜାହାକହିଲେ ଭଲକହିଲେ ପ୍ରଭୁଙ୍କଇଛା
୨୧ ବରସ ନୁ କମ୍ କେ ଆମେ tukel ବଲ୍ସୁ ଆଉ ୬୦ ବରସ ନୁ ଉପର୍କେ ବୁଢ଼ୀ ବଲ୍ସୁ। ମହିଳା ନାଇଁ ବଳୁ।୫୯ ବରସ ୩୬୫ ଦିନ କହେଳେ ୬୦ ବରସ ହେଶି। ହେତ୍କି ନାଇଁ ଯାନି।
ଅରୁଣ ବାବୁ ୨୦୦୮ରେ ଗାଁ ସାଥୀ ବି ଇସତାହାର ମାଧ୍ୟମରେ ଆସିଥିଲେ ହେଲେ ତାଙ୍କର କଣ କଲା ଵି ଜେ ଡି ସରକାର । ଵି ଜେ ଡି ସରକାର ସୁପର ଟାଉଟର ଚୁପ୍ କରି ଵସ୍ ।
God bless you Bhai
Aruna sir val kahila
Dear Honourable Arun Sir pl try your best to include every house wife in Odisha.
You. Are. Right
କହିବାଟା ସହଜ ତୁମେ ମାନେ 24 ବର୍ଷ ରହିଲ.... ଆଉ ପାଞ୍ଚ ବର୍ଷ ରହିଥିଲେ ଓଡିଶା କୁ ଖୋଳ କରି ଖାଇଦେଇ ଥାନ୍ତ.... ଆଉ ବାଳ ବଞ୍ଚି ଥାନ୍ତା ଓଡିଶା ର..... ତୁମର ଲକ୍ଷ ଲକ୍ଷ ଯୋଜନା ଥିଲା... ହେଲେ କଣ ହେଲା.... ଓଡ଼ିଶାରେ ଗରିବ ଲୋକ ଟା ଗରିବ ଆଉ ଧନୀ ଲୋକ ଟା ଧନୀ ହେଲା.....
ବିଜେଡି ହେଉଛି ଧନୀଙ୍କ ସରକାର
ବିଜେପି ହେଉଛି ଗରିବ ର ସରକାର
Ji 🙏🙏🙏sir caret
Right sahu babu
100%right
ଯାହା ବି ହେଉଛି ଠିକ ହେଉଛି କାରଣ ଆଗ ପଛ ଦେଖିବାକୁ ପଡେ
ଅରୁଣ ସାରେ ଚିଟ ଫଣ୍ଡ ଟଙ୍କା ଆମର କୁଆଡେ ଗଲା କାଳିଆ ଯୋଜନା ଆମର ହେଲାନି
Palana karibaku 25 years lagiba 50000 1lady 2years nuhan 2sec re v kharcha kariparibe😊
ତୁମେ ଯୋଉ ଭ୍ରଷ୍ଟାଚାର କରିଯାଇଛ ଲାଜ ଲାଗୁନି. ଲୋକଙ୍କୁ ବିଚଳିତ କରିବା ଛଡା ତୁମର କିଛି କାମ ନାହିଁ
ପୁଣ୍ୟ ବଳ ଟିକେ ଥିବାରୁ ଜିତି ଗଲୁ BJD କଣ କରିଛି
😂😂
Eita ଜନାକରିଆ
Supper sir ❤
Thank you Arun babu
Bhala Qustion
୫୦୦୦ଟଙ୍କା ବାଳଟା ହବ ସେ ତେଲ ଲୁଣ ଖର୍ଚ କରିବ ଖାଇଦବ ଆଉ ବାଳଟା ନାରୀ ଶସକ୍ତି ହବ ।