ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Remix of Pala, Daskathia, Kirtana. Excellent presentation. My best wishes. 💐💐💐
Many thanks
Radhe Radhe. Very heart touching. Lots of love and respect to al the person... Very good voice really... Radhe Radhe
Thanks a lot
ବହୁତ୍ ସୁନ୍ଦର୍ ସୁମଧୁର କଣ୍ଠ ସୁନ୍ଦର୍ ପରିବେଷଣ କରି ଛନ୍ତି ଗାୟକ ମହାଶୟ କ୍ନୁ ଧନ୍ୟବାଦ୍ ରାଧେ ରାଧେ🎉
Dhanyvad
ବହୁତ୍ ସୁନ୍ଦର। ପାଲା, ଦାସକାଠିଆ ଓ କୀର୍ତ୍ତନ ପ୍ରାୟ ଲୋପ ପାଇବାକୁ ବସିଲାଣି। ଯାହାହେଉ ଏ ଯୁବକ ଏହି ସଂସ୍କୃତି କୁ ଉଜ୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି। ବହୁତ ବହୁତ ସାଧୁବାଦ୍ ❤
Thank you das sir
Radhe Radhe 🙏🙏
Radhe radhe
ବହୁତ ସୁନ୍ଦର ଉଦଣ୍ଡ କୀର୍ତ୍ତନ, ଏହିପରି ଭକ୍ତି ଭାବ ପୁର୍ଣ ସଂଗୀତ ପରିବେଷଣ କଲେ, ସମାଜ ର ମଙ୍ଗଳ ହେବା ସହିତ ଉନ୍ନତି ହୁଇପାରିବ l ଜୟ ଶ୍ରୀ ରାଧେ ରାଧେ 🙏
Radhe Radhe
I like you good job
Thank you so much
OM namah bhagabate Basu Debaya namo namah
Radhe Krishna
Jay srilrishna ❤❤❤❤❤❤❤❤
Kirtan gauthiba vakta nku tanka ra hara/mala upahar Deba krisha Nam/bhakti Ku apaman heba.
Excellent and modern style kirtanJai jagannath
Jay srikrishna Jay ❤❤❤❤❤❤❤❤❤❤❤❤
ମୋ ଜାଣିବାରେ ପ୍ରାୟତଃ କୀର୍ତ୍ତନ ଭଳିଆ ସଂସ୍କୃତି ବୁଡ଼ିବାକୁ ବସିଲାଣି ଓଡ଼ିଶାରେ । ପୂର୍ବ ଓଡ଼ିଶାରେ କେହି ଏହାର ଆଦୃତି ନ କରିବା ବେଳେ ପଶ୍ଚିମ ଓଡ଼ିଶାରେ ଏତେ ସଂଖ୍ୟାରେ ଲୋକ ଏହାକୁ ଦେଖିବା ସହ ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ସାହାଯ୍ୟ କରିଛନ୍ତି, ଯାହା କି ଧନ୍ୟବାଦର ଯୋଗ୍ୟ । ଈଶ୍ୱର ସମସ୍ତଙ୍କୁ ଭଲରେ ରଖନ୍ତୁ ।
Bhai purba odishare bahut kirtan hauchi but emti high budget re nuhe odishi sankirtan hauchi dola purnamire gain re dekhi paribe
@@pabitrasahoo9199 ହଁ ହେଉଚି ଗାଆଁ ରେ ମଧ୍ୟ । କିନ୍ତୁ ସେତିକି ଆଗ୍ରହ ଏବେ ଆଉ ଲୋକଙ୍କ ମନରେ ନାହିଁ କୀର୍ତ୍ତନ ପ୍ରତି । ହୁଏ ତ ଆଉ 10 କି 20 ବର୍ଷ ବେଳକୁ କୀର୍ତ୍ତନ ତାର ଅସ୍ତିତ୍ବ ହରାଇ ପାରେ ଯାହା କି ଆମ ଉତ୍କଳୀୟ ସଂସ୍କୃତି ପାଇଁ ଆଦୌ ଶୁଭଙ୍କର ନୁହଁ ।
ଆଜିକା ଯୁଗ ରେ କୀର୍ତ୍ତନ ପରମ୍ପରା ହଜି ଯାଉଥିବା ବେଳେ,ଆପଣ ମାନେ ଏହାକୁ ଶୃତିମଧୂର୍ ଭାବେ ପରିବେଷଣ କରି ,ଲୋକଙ୍କୁ କୀର୍ତ୍ତନ ପ୍ରତି ଆଗ୍ରହ ବଢ଼ାଉ ଥିବାରୁ ,ଆପଣଙ୍କୁ ଓ ଆପଣଙ୍କ ସମ୍ପୂର୍ଣ୍ଣ କୀର୍ତ୍ତନ ମଣ୍ଡଳୀ ଙ୍କୁ ଅନେକ ଅନେକ ସାଧୁବାଦ 🙏ହରିବୋଲ 🙏
କୀର୍ତ୍ତନ ପରମ୍ପରାକୁ ଅତ୍ୟନ୍ତ ଭାବୋଦ୍ଦୀପକ ଓ ଶୃତି ମଧୁର କରି ପରିବେଷଣ କରିଥିବାରୁ , ଜଣେ ବାୟକ କୀର୍ତ୍ତନୀୟା ହିସାବରେ ମୁଁ,ସମସ୍ତ ବନ୍ଧୁ ମାନଙ୍କୁ ଅନ୍ତରରୁ ଅଭିନନ୍ଦନ ଜଣାଉଛି ।
ହୃଦୟସ୍ପର୍ଶୀ ତଥା ଆକର୍ଷଣୀୟ କୀର୍ତ୍ତନ ଏବଂ ସୁନ୍ଦର ଗାୟନ ..... ଧନ୍ୟବାଦ ଗାୟକ ଆଜ୍ଞା
Thank you
Jay Jagannath ⭕‼️🙏
ଆଧୁନିକତା ରୁ ବାହାରି କିଛି ଭଲ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଦଣ୍ଡଵତ ପ୍ରଣାମ❤️🙏ଆଶା କରୁଛି ଏଭଳି ପଦକ୍ଷେପ ବାଟବଣା ହୋଇଯାଇଥିବା ଯୁବଗୋଷ୍ଟି ଙ୍କୁ ଭଲ ବାଟରେ ଆଣିବା ପାଇଁ ll
Namah shivaaya🙏🙏🙏. Thanks for your support to society. You are the best creator of your own best destiny👏👏👏
Thank you so much 🙂
Jai Jagannath.... Jay Shree Krishna... Jay Radhey Radhey...... Beautiful singer and group... heartiest attractive....🌹🙏🙏🙏
ଏମିତି କୀର୍ତ୍ତନ ପ୍ରୟାସ ସବୁ ଦିନ ବଞ୍ଚିରହିଥାଉ 🙏 ରାଧେ ରାଧେ 🙏
Hare Krishna hare Krishna Krishna Krishna hare hare hare ram hare ram ram ram hare hare
ରାଧେ କୃଷ୍ଣ
Jay srikrishna jay jaganntha
Jay shree radhe
ଏହି ଭାବପୂର୍ଣ୍ଣ ସଂକୀର୍ତ୍ତନ ବେଶ୍ ହୃଦୟସ୍ପର୍ଶୀ। ରାଧେ ରାଧେ।
ବହୁତ ସୁନ୍ଦର ପରିବେଷଣ କରିଥିବା ରୁ କିତନ ଧନ୍ୟବାଦ ରାଧେ ରାଧେ 🙏🙏🙏🙏
ରାଧେ ରାଧେ
Jai shree krishna jai shree Radhe Jai shree ram ji Dolamani dada Nice song Nice voice
ମନଛୁଆଁ କୀର୍ତ୍ତନ। ତେବେ ଏଥିରେ ପୋଲିସ୍ ସୁରକ୍ଷା ଦରକାର ହେବାଭଳି କଅଣ ଅଛି? ଏମିତି ଲେଖିବାଦ୍ବାରା ଭିଡିଓଟି ପ୍ରସ୍ତୁତ କରିଥିବା ବ୍ଯକ୍ତିଙ୍କ ମର୍ଯ୍ୟାଦା ହ୍ରାସ ପାଉନାହିଁକି? ଟିକିଏ ଭାବିବେ।
Bahut badhia kirtan 👌
Bahut sundar kantha Radhe Krishna........ gopal ku tike sheha re ta padatale sarana nele hela
HAR HAR MAHADEV SAHA TUME JAY SHREERAM JAY SHREEHANUMAN SAHA TUME JAY JAGANNATH SAHA TUME
You are best singer, Many many thanks and God bless of all you
ଜୟ ଶ୍ରୀ କୃଷ୍ଣ, ଜୟ ଶ୍ରୀ ରାଧେ, ରାଧେ ରାଧେ, ଖୁଵ ସୁନ୍ଦର ପରିବେଷଣ, ଜୟ ସନାତନ ଧର୍ମ,
Wow amazing
Thanks a lot 😊
ମହାରଣା ଗାୟକ, ବାହକ, ତଥା ପାଳିଆ ଭାଇ ସମସ୍ତ ଙ୍କୁ ଧନ୍ୟବାଦ
ଅତି ସୁନ୍ଦର l କୀର୍ତ୍ତନ ମଣ୍ଡଳୀର କୌଣସି ଯୋଗାଯୋଗ ନମ୍ବର ଦେବାକୁ ଅନୁରୋଧ l
Discription re dia hoiche
Bhai ❤
😊
ଆପଣଙ୍କ କୀର୍ତ୍ତନ ରେ କି ଭାବ ଅଛି ସତରେ ହୃଦୟ ସ୍ପର୍ଶୀ,ମହାପ୍ରଭୁଙ୍କ କୃପା ଏମିତି ଆପଣଙ୍କ ଉପରେ ଥାଉ ଆଉ ଆପଣ ଏମିତି ଅତି ସୁନ୍ଦର ସୁନ୍ଦର କୀର୍ତ୍ତନ କରୁଥାନ୍ତୁ,,,,ଜୟ ଜଗନ୍ନାଥ
Bahut. Sundrr
ଅତି ସୁନ୍ଦର ଭାବରେ ଗାଈ ଛନ୍ତି
Ati sundar🙏🙏🙏
Excellent Jay Sri Krishna Jay Sri Radhe Radhe Om Namo Bhagabate Basudebaya Om Shanti
ବହୁତ ବହୁତ ଧନ୍ୟବାଦ ଡୋଳା ମଣି ଭାଇ
Jay Sri Krishna Hari Hari Hari bol 🥺😭😔😔🙏🙏🙏🙏❤❤❤❤❤❤❤
ଆଜିର ପିଲାମାନଙ୍କୁ ସମସ୍ତ ବାପା ମାଆଙ୍କୁ ଦେଖେଇବା ଦରକାର, ଏବଂ ଗାଁ ରେ ନାଟକ/ଯାତ୍ରା ପାର୍ଟି ଆଣିବା ସଙ୍ଗେ ସଙ୍ଗେ ଏହିପରି କୀର୍ତନ ପାର୍ଟିଙ୍କୁ ନିଶ୍ଚିତ ଡ଼ାକି ପ୍ରୋଗ୍ରାମ ରଖନ୍ତୁ, ଧୀରେ ଧୀରେ ଆମ ସଂସ୍କୃତି ଲୋପ ପାଇବାରେ ଲାଗିଲାଣି........ଜୟ ଜଗନ୍ନାଥ 🙏🏼🙏🏼🙏🏼ହରେ କୃଷ୍ଣ 🙏🏼🙏🏼🙏🏼ଜୟ ଶ୍ରୀରାମ 🙏🏼🙏🏼🙏🏼
ବହୁତ ବହୁତ ଧନ୍ୟବାଦ
Hare Krishna hare ram Jay jagannath 🎉
ବହୁତ୍ ବଢ଼ିଁଆଁ ପରିବେଷଣ୍ ଆଉ କଣ୍ଠସ୍ୱର ।
Dhanyawad
ଜୟ ରାଧେ. ବହୁତ ସୁନ୍ଦର କଣ୍ଠ ରେ ଗାଇଛନ୍ତି ଗାୟକ ମହାଶୟ. ବାୟକ ମହାଶୟକ ଙ୍କୁ ଅଶେଷ ଧନ୍ୟବାଦ. ସମସ୍ତ କଳାକାରଙ୍କୁ ଧନ୍ୟବାଦ
ଜୟରଧେ
Bahut sundar kirtan avali henadarkar apurba vaktivabara lahari kheluchhi heudaya pullakita heuchhi akhiru luhajhari paduchhi hrudaya re ramancha jagrata heuchhi bahut sundar
ପ୍ରକୃତରେ ଏଇଟାକୁ କୀର୍ତ୍ତନ କୁହାଯାଏ । ଏଥିରେ ଭକ୍ତିଭାବ ରହିଛି । କିନ୍ତୁ ଆଜିକାଲି କିଛି ଲୋକ ଝିଅ ମାନଂକୁ ନେଇ ଯେଉଁ ଉଦଣ୍ଡ ନୃତ୍ୟ ଗୀତ ପରିବେଷଣ କରୁଛନ୍ତି , ସେଇଟାକୁ କୀର୍ତ୍ତନ କୁହାଯାଏ ନାହିଁ । ତାହା କେବଳ ମନୋରଞ୍ଜନ କରିଥାଏ । ସେଥିରେ ଭକ୍ତିଭାବ କାଣିଚାଏ ଵି ନାହିଁ ।
ଧନ୍ୟବାଦ୍ ପୁରୁଷ ଉଦଣ୍ଡ କୀର୍ତ୍ତନ କୁ ପସନ୍ଦ କରିଥିବାରୁ
Very high level bhakti bhara kirtan. Avoid tukel kirtan
Starting is wonderful.I honour you all.
ବହୁତ ସୁନ୍ଦର ଓ ହୃଦୟ ସ୍ପର୍ଶି କୀର୍ତ୍ତନ 🎉
କୀର୍ତନ ବହୁତ ଜବରଦସ୍ତ.. କିନ୍ତୁ.. ଗାୟକ. ର unique voice.. ଗାୟକ ଯଦି ଫିଲ୍ମ ଦୁନିଆରେ ଚେଷ୍ଟା କଲେ.. ବି ନିଶ୍ଚୟ ସୁଯୋଗ ପାଇ ଯିବେ କିଛି ସନ୍ଦେହ ନାହିଁ
Thank you for your compliment
ଅତି ଉଚ୍ଚ କୋଟି ପରିବେଷଣ..........❤
Thank you so much sir
Hare Krishna ❤
ସୁନ୍ଦର କିତ୍ରନ୍
Very good 🎉
Thanks 😊
ଓଁ ଜୟ ଜଗନ୍ନାଥ ସ୍ୱାମୀ କି ଜୟ
ବହୁତ ସୁନ୍ଦର। ଗାୟକଙ୍କ ପୋଷାକ ଉନ୍ନତ ମାନର ହେଲେ ଆହୁରି ଭଲ ହେବ।
ଭକ୍ତି ଭାବ ପୂର୍ଣ୍ଣ କୀର୍ତ୍ତନ,🙏🙏💐
ବହୁତ୍ ସୁନ୍ଦର୍ ପରିବେଷଣ ଏମିତି ସୁନ୍ଦର ଆରଂଭ ନୁ ନେଇ କରୀ ସରିବା ଯାଇ ସବୁ ଠାରେ ବହୁତ୍ ସୁନ୍ଦର ସଦେ ବେଳେ ଭାଗଵାନକ କୃପା ବନି ଥାଉ
ସୁନ୍ଦର୍ ପରିବେଷଣ। ଧନ୍ୟବାଦ୍
ସୁନ୍ଦର ପ୍ରକ୍ରିୟା। ପୋଷାକ ପରିପାଟି ଟିକିଏ ଉନ୍ନତ ଆବଶ୍ଯକ।
କୀର୍ତ୍ତନ ମଣ୍ଡଳୀଙ୍କ ପୋଷାକ ପରିପାଟୀ ଆଉଟିକେ ଋଚିପୂର୍ଣ୍ଣ ହେଲେ ମଧୁର କୀର୍ତ୍ତନକୁ ଆହୁରି ଶୋଭା ବର୍ଦ୍ଧନ କରିବ। ଜୟ ଶ୍ରୀକୃଷ୍ଣ ହରେ ମୁରାରୀ।
Jay shree krishna
Bahut.sundar.apricisted.but.dress.should.be.simple..which.is.vaba.purna
Hare krushna Hari bol ❤
Pranam
ବହୁତ୍ ସୁନ୍ଦର୍,ଧନ୍ୟବାଦ୍।ଗାୟକ ଭାଇ।unik kirtan
ଅପୂର୍ଵ ଭାବ ଗୁଞ୍ଜରିତ... ହରେ କୃଷ୍ଣ 🙏🙏🙏
Jai jagannath 🎉🎉🎉🎉🎉
Jay Jagannath
Se kete Sundar bhaba re Hari nama gauchhanti ehha heuchhi live dekhibaku sunibaku
ବହୁତ ସୁନ୍ଦର ପରିବେଷଣ
Bohut Sundar
ଭାଇ ଙ୍କର ବଢିଆ କୀର୍ତ୍ତନ ଉପସ୍ଥାପନ
ମୋର ଜୀବନ ରେ ଏନ୍ତା କୀର୍ତନ କଭେ ନାଇଁ ଦେଖି 🙏🙏🙏
Thank you 👍👍🙏🙏🙏🙏🙏
ବହୁତ୍ ସୁନ୍ଦର୍ ସମସ୍ତଙ୍କୁ ଧନ୍ୟବାଦ୍। ରାଧେ ରାଧେ
Thank you ରାଧେ ରାଧେ
ମନମୁଗ୍ଧକର ସଂଗୀତ🎉
ଧନ୍ୟବାଦ
Nice kirtan
Hare Krishna hare murari very very nice voice and action thanks 🙏🙏🙏🙏🙏🙏🙏🙏🙏
Thanks to you
Jay Radha madhaba ...Jay kunja bihari 🙏
Very nice brother ❤❤❤
Thank you so much 😀
❤Hare Krishnna ❤🚩🙏
ବହୁତ୍ ସୁନ୍ଦର୍ ସମସ୍ତ ଙ୍କୁ ଧନ୍ୟବାଦ❤
❤❤❤❤❤ ବହୁତ ଭଲ
ଧନ୍ୟବାଦ୍
Bahut bhal lagla
ଅତି ସୁନ୍ଦର କୀର୍ତ୍ତନ ମନକୁ।ଛୁଇଁଲା ପରିଗିତ ଗାଉଛ ନ୍ତି, ଜୟ ଜଗନ୍ନାଥ,
jay jagannath
Hari bol 🙏🙏
Thank
ଆରେ ମହିଳା କୀର୍ତ୍ତନ ମଣ୍ଡଳୀ ,ଏଇ ମାନଙ୍କ ଠାରୁ କିଛି ସଂସାର କିଛି ଭକ୍ତି କିଛି ଶୃଙ୍ଖଳା କିଛି ଶାଳୀନତା ଶିଖା
Nice voice
Bahut vala laguchi kirtan
ଜଗତସିଂହପୁର ଜିଲ୍ଲାରେ ଆପଣ କୀର୍ତନ କରିବେ
ନିଶ୍ଚୟ ଯିବେ
Ama js pur loka pala hele dekhiba ku basunahanti .asbu ku bhla pauthi ba loka hin dekhibe 12:19
ଭାବଭରା କୀର୍ତନ ଆନନ୍ଦ ଲାଗିଲା
ରାଧେ କୃଷ୍ଣ ହରିବୋଲ
ହରେ କ୍ରିଷ୍ଣା ହରେ କ୍ରିଷ୍ଣା.
🙏🙏🙏🙏🙏🙏🙏🙏🙏🙏🙏
ରାଧେ ରାଧେ 🥰
ଅତି ସୁନ୍ଦର
ରାଧେ ରାଧେ, ଜୟ srikrushn
ଜୟଶ୍ରୀ କୃଷ୍ଣ🙏🙏🙏🙏🙏🙏ଜଗନ୍ନାଥ🙏🙏🙏🙏🙏ରାଧେ ରାଧେ🙏🙏🙏🙏
Beautiful performance ❤
Thank you very much!
ମନ ପ୍ରାଣ ହୃଦୟ ପବିତ୍ର ହୋଇଗଲା।
ଏନ୍ତା କୀର୍ତନ ସବୁବେଲେ କରୁଥାଅ ମୋର ଭାଈ ମାନେ, ବହୁତ ଅକେ ଯିବ 🌹
Bahuta Sunder Bhajan kirtan Manaku Khushi karidela Gayaka Mahasaya Dhanyabad SARAT FROM ANGUL ODISHA
Remix of Pala, Daskathia, Kirtana. Excellent presentation. My best wishes. 💐💐💐
Many thanks
Radhe Radhe. Very heart touching. Lots of love and respect to al the person... Very good voice really... Radhe Radhe
Thanks a lot
ବହୁତ୍ ସୁନ୍ଦର୍ ସୁମଧୁର କଣ୍ଠ ସୁନ୍ଦର୍ ପରିବେଷଣ କରି ଛନ୍ତି ଗାୟକ ମହାଶୟ କ୍ନୁ ଧନ୍ୟବାଦ୍ ରାଧେ ରାଧେ🎉
Dhanyvad
ବହୁତ୍ ସୁନ୍ଦର। ପାଲା, ଦାସକାଠିଆ ଓ କୀର୍ତ୍ତନ ପ୍ରାୟ ଲୋପ ପାଇବାକୁ ବସିଲାଣି। ଯାହାହେଉ ଏ ଯୁବକ ଏହି ସଂସ୍କୃତି କୁ ଉଜ୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି। ବହୁତ ବହୁତ ସାଧୁବାଦ୍ ❤
Thank you das sir
Radhe Radhe 🙏🙏
Radhe radhe
ବହୁତ ସୁନ୍ଦର ଉଦଣ୍ଡ କୀର୍ତ୍ତନ, ଏହିପରି ଭକ୍ତି ଭାବ ପୁର୍ଣ ସଂଗୀତ ପରିବେଷଣ କଲେ, ସମାଜ ର ମଙ୍ଗଳ ହେବା ସହିତ ଉନ୍ନତି ହୁଇପାରିବ l ଜୟ ଶ୍ରୀ ରାଧେ ରାଧେ 🙏
Radhe Radhe
I like you good job
Thank you so much
OM namah bhagabate Basu Debaya namo namah
Radhe Krishna
Jay srilrishna ❤❤❤❤❤❤❤❤
Thank you so much
Kirtan gauthiba vakta nku tanka ra hara/mala upahar Deba krisha Nam/bhakti Ku apaman heba.
Excellent and modern style kirtan
Jai jagannath
Thank you so much
Jay srikrishna Jay ❤❤❤❤❤❤❤❤❤❤❤❤
Radhe radhe
ମୋ ଜାଣିବାରେ ପ୍ରାୟତଃ କୀର୍ତ୍ତନ ଭଳିଆ ସଂସ୍କୃତି ବୁଡ଼ିବାକୁ ବସିଲାଣି ଓଡ଼ିଶାରେ । ପୂର୍ବ ଓଡ଼ିଶାରେ କେହି ଏହାର ଆଦୃତି ନ କରିବା ବେଳେ ପଶ୍ଚିମ ଓଡ଼ିଶାରେ ଏତେ ସଂଖ୍ୟାରେ ଲୋକ ଏହାକୁ ଦେଖିବା ସହ ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ସାହାଯ୍ୟ କରିଛନ୍ତି, ଯାହା କି ଧନ୍ୟବାଦର ଯୋଗ୍ୟ । ଈଶ୍ୱର ସମସ୍ତଙ୍କୁ ଭଲରେ ରଖନ୍ତୁ ।
Thank you so much
Bhai purba odishare bahut kirtan hauchi but emti high budget re nuhe odishi sankirtan hauchi dola purnamire gain re dekhi paribe
@@pabitrasahoo9199 ହଁ ହେଉଚି ଗାଆଁ ରେ ମଧ୍ୟ । କିନ୍ତୁ ସେତିକି ଆଗ୍ରହ ଏବେ ଆଉ ଲୋକଙ୍କ ମନରେ ନାହିଁ କୀର୍ତ୍ତନ ପ୍ରତି । ହୁଏ ତ ଆଉ 10 କି 20 ବର୍ଷ ବେଳକୁ କୀର୍ତ୍ତନ ତାର ଅସ୍ତିତ୍ବ ହରାଇ ପାରେ ଯାହା କି ଆମ ଉତ୍କଳୀୟ ସଂସ୍କୃତି ପାଇଁ ଆଦୌ ଶୁଭଙ୍କର ନୁହଁ ।
ଆଜିକା ଯୁଗ ରେ କୀର୍ତ୍ତନ ପରମ୍ପରା ହଜି ଯାଉଥିବା ବେଳେ,ଆପଣ ମାନେ ଏହାକୁ ଶୃତିମଧୂର୍ ଭାବେ ପରିବେଷଣ କରି ,ଲୋକଙ୍କୁ କୀର୍ତ୍ତନ ପ୍ରତି ଆଗ୍ରହ ବଢ଼ାଉ ଥିବାରୁ ,ଆପଣଙ୍କୁ ଓ ଆପଣଙ୍କ ସମ୍ପୂର୍ଣ୍ଣ କୀର୍ତ୍ତନ ମଣ୍ଡଳୀ ଙ୍କୁ ଅନେକ ଅନେକ ସାଧୁବାଦ 🙏
ହରିବୋଲ 🙏
କୀର୍ତ୍ତନ ପରମ୍ପରାକୁ ଅତ୍ୟନ୍ତ ଭାବୋଦ୍ଦୀପକ ଓ ଶୃତି ମଧୁର କରି ପରିବେଷଣ କରିଥିବାରୁ , ଜଣେ ବାୟକ କୀର୍ତ୍ତନୀୟା ହିସାବରେ ମୁଁ,ସମସ୍ତ ବନ୍ଧୁ ମାନଙ୍କୁ ଅନ୍ତରରୁ ଅଭିନନ୍ଦନ ଜଣାଉଛି ।
ହୃଦୟସ୍ପର୍ଶୀ ତଥା ଆକର୍ଷଣୀୟ କୀର୍ତ୍ତନ ଏବଂ ସୁନ୍ଦର ଗାୟନ ..... ଧନ୍ୟବାଦ ଗାୟକ ଆଜ୍ଞା
Thank you
Jay Jagannath ⭕‼️🙏
Thank you so much
ଆଧୁନିକତା ରୁ ବାହାରି କିଛି ଭଲ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଦଣ୍ଡଵତ ପ୍ରଣାମ❤️🙏
ଆଶା କରୁଛି ଏଭଳି ପଦକ୍ଷେପ ବାଟବଣା ହୋଇଯାଇଥିବା ଯୁବଗୋଷ୍ଟି ଙ୍କୁ ଭଲ ବାଟରେ ଆଣିବା ପାଇଁ ll
Thank you so much
Namah shivaaya🙏🙏🙏. Thanks for your support to society. You are the best creator of your own best destiny👏👏👏
Thank you so much 🙂
Jai Jagannath.... Jay Shree Krishna... Jay Radhey Radhey...... Beautiful singer and group... heartiest attractive....🌹🙏🙏🙏
ଏମିତି କୀର୍ତ୍ତନ ପ୍ରୟାସ ସବୁ ଦିନ ବଞ୍ଚିରହିଥାଉ 🙏 ରାଧେ ରାଧେ 🙏
Thank you
Hare Krishna hare Krishna Krishna Krishna hare hare hare ram hare ram ram ram hare hare
ରାଧେ କୃଷ୍ଣ
Jay srikrishna jay jaganntha
Jay shree radhe
ଏହି ଭାବପୂର୍ଣ୍ଣ ସଂକୀର୍ତ୍ତନ ବେଶ୍ ହୃଦୟସ୍ପର୍ଶୀ। ରାଧେ ରାଧେ।
Thank you
Thank you
ବହୁତ ସୁନ୍ଦର ପରିବେଷଣ କରିଥିବା ରୁ କିତନ ଧନ୍ୟବାଦ ରାଧେ ରାଧେ 🙏🙏🙏🙏
ରାଧେ ରାଧେ
Jai shree krishna jai shree Radhe Jai shree ram ji Dolamani dada Nice song Nice voice
Thank you
ମନଛୁଆଁ କୀର୍ତ୍ତନ। ତେବେ ଏଥିରେ ପୋଲିସ୍ ସୁରକ୍ଷା ଦରକାର ହେବାଭଳି କଅଣ ଅଛି? ଏମିତି ଲେଖିବାଦ୍ବାରା ଭିଡିଓଟି ପ୍ରସ୍ତୁତ କରିଥିବା ବ୍ଯକ୍ତିଙ୍କ ମର୍ଯ୍ୟାଦା ହ୍ରାସ ପାଉନାହିଁକି? ଟିକିଏ ଭାବିବେ।
Bahut badhia kirtan 👌
Thank you so much
Bahut sundar kantha Radhe Krishna........ gopal ku tike sheha re ta padatale sarana nele hela
Thank you so much
HAR HAR MAHADEV SAHA TUME JAY SHREERAM JAY SHREEHANUMAN SAHA TUME JAY JAGANNATH SAHA TUME
Radhe radhe
You are best singer, Many many thanks and God bless of all you
Thank you so much
ଜୟ ଶ୍ରୀ କୃଷ୍ଣ, ଜୟ ଶ୍ରୀ ରାଧେ, ରାଧେ ରାଧେ, ଖୁଵ ସୁନ୍ଦର ପରିବେଷଣ, ଜୟ ସନାତନ ଧର୍ମ,
Radhe radhe
Wow amazing
Thanks a lot 😊
ମହାରଣା ଗାୟକ, ବାହକ, ତଥା ପାଳିଆ ଭାଇ ସମସ୍ତ ଙ୍କୁ ଧନ୍ୟବାଦ
Thank you
ଅତି ସୁନ୍ଦର l କୀର୍ତ୍ତନ ମଣ୍ଡଳୀର କୌଣସି ଯୋଗାଯୋଗ ନମ୍ବର ଦେବାକୁ ଅନୁରୋଧ l
Discription re dia hoiche
Bhai ❤
😊
ଆପଣଙ୍କ କୀର୍ତ୍ତନ ରେ କି ଭାବ ଅଛି ସତରେ ହୃଦୟ ସ୍ପର୍ଶୀ,ମହାପ୍ରଭୁଙ୍କ କୃପା ଏମିତି ଆପଣଙ୍କ ଉପରେ ଥାଉ ଆଉ ଆପଣ ଏମିତି ଅତି ସୁନ୍ଦର ସୁନ୍ଦର କୀର୍ତ୍ତନ କରୁଥାନ୍ତୁ,,,,ଜୟ ଜଗନ୍ନାଥ
Thank you
Bahut. Sundrr
ଅତି ସୁନ୍ଦର ଭାବରେ ଗାଈ ଛନ୍ତି
Thank you
Ati sundar🙏🙏🙏
Excellent Jay Sri Krishna Jay Sri Radhe Radhe Om Namo Bhagabate Basudebaya Om Shanti
Thank you
ବହୁତ ବହୁତ ଧନ୍ୟବାଦ ଡୋଳା ମଣି ଭାଇ
Thank you
Jay Sri Krishna Hari Hari Hari bol 🥺😭😔😔🙏🙏🙏🙏❤❤❤❤❤❤❤
Thank you
ଆଜିର ପିଲାମାନଙ୍କୁ ସମସ୍ତ ବାପା ମାଆଙ୍କୁ ଦେଖେଇବା ଦରକାର, ଏବଂ ଗାଁ ରେ ନାଟକ/ଯାତ୍ରା ପାର୍ଟି ଆଣିବା ସଙ୍ଗେ ସଙ୍ଗେ ଏହିପରି କୀର୍ତନ ପାର୍ଟିଙ୍କୁ ନିଶ୍ଚିତ ଡ଼ାକି ପ୍ରୋଗ୍ରାମ ରଖନ୍ତୁ, ଧୀରେ ଧୀରେ ଆମ ସଂସ୍କୃତି ଲୋପ ପାଇବାରେ ଲାଗିଲାଣି........
ଜୟ ଜଗନ୍ନାଥ 🙏🏼🙏🏼🙏🏼
ହରେ କୃଷ୍ଣ 🙏🏼🙏🏼🙏🏼
ଜୟ ଶ୍ରୀରାମ 🙏🏼🙏🏼🙏🏼
ବହୁତ ବହୁତ ଧନ୍ୟବାଦ
Hare Krishna hare ram Jay jagannath 🎉
Thank you
ବହୁତ୍ ବଢ଼ିଁଆଁ ପରିବେଷଣ୍ ଆଉ କଣ୍ଠସ୍ୱର ।
Dhanyawad
ଜୟ ରାଧେ. ବହୁତ ସୁନ୍ଦର କଣ୍ଠ ରେ ଗାଇଛନ୍ତି ଗାୟକ ମହାଶୟ. ବାୟକ ମହାଶୟକ ଙ୍କୁ ଅଶେଷ ଧନ୍ୟବାଦ. ସମସ୍ତ କଳାକାରଙ୍କୁ ଧନ୍ୟବାଦ
Thank you
ଜୟରଧେ
Bahut sundar kirtan avali henadarkar apurba vaktivabara lahari kheluchhi heudaya pullakita heuchhi akhiru luhajhari paduchhi hrudaya re ramancha jagrata heuchhi bahut sundar
Thank you
ପ୍ରକୃତରେ ଏଇଟାକୁ କୀର୍ତ୍ତନ କୁହାଯାଏ । ଏଥିରେ ଭକ୍ତିଭାବ ରହିଛି । କିନ୍ତୁ ଆଜିକାଲି କିଛି ଲୋକ ଝିଅ ମାନଂକୁ ନେଇ ଯେଉଁ ଉଦଣ୍ଡ ନୃତ୍ୟ ଗୀତ ପରିବେଷଣ କରୁଛନ୍ତି , ସେଇଟାକୁ କୀର୍ତ୍ତନ କୁହାଯାଏ ନାହିଁ । ତାହା କେବଳ ମନୋରଞ୍ଜନ କରିଥାଏ । ସେଥିରେ ଭକ୍ତିଭାବ କାଣିଚାଏ ଵି ନାହିଁ ।
ଧନ୍ୟବାଦ୍ ପୁରୁଷ ଉଦଣ୍ଡ କୀର୍ତ୍ତନ କୁ ପସନ୍ଦ କରିଥିବାରୁ
Very high level bhakti bhara kirtan. Avoid tukel kirtan
Starting is wonderful
.I honour you all.