Finally Raja pain Music video asigala .... awesome heichi & Best Jodi of the year 2024.... Ete Sundar Laguchi eie music video...Jaha hau mo dhana pain kini debi eie rajare gote mahanga wala Lehenga sure ♥️♥️🌹🌹🌹👌👌👌👌
Love from West Bengal. Ira Mohanty is my most favourite female playback singer in Odia industry. Nowa Nowa thats bengali version Notun Chowa also my favourite song ... _//\_ And Humane Sagar, his depth vocal base is awesome ..... Jai Jagannath......
ରଜ ପାଇଁ ଗୀତଟି ପୁରା 💥ଏହି ଗୀତ ଶୁଣିଲା ପରେ ବାରମ୍ବାର ଗୀତକୁ ଶୁଣିବାକୁ ଭଲ ଲାଗୁଚି । 💥 ମଳୟ ମିଶ୍ର ସାର୍ ଗୋଟେ ପରେ ଗୋଟେ ନୂଆ ଗୀତ ଆମମାନଙ୍କୁ ଦେଇ ଚାଲିଛନ୍ତି । ରଜ ପାଇଁ ଗୀତ ପୁରା ଝାକାସ
P
Nice song
💓💓💓💓💓💓💓🔢
👌👌👌👌🏯🏯👘👺
😅😅
Ira mohanty ଭଳି ଓଡ଼ିଶା ରେ କେହି ମିଳିବେନି ମୁଁ ଛୋଟ ବେଳୁ ଶୁଣି ଆସୁଛି ତାଙ୍କ ଗୀତ ମନକୁ ଛୁଇଁଲା ଭଳି ଗୀତ ଇରା ଦିଦି ଙ୍କର ବହୁତ ସୁନ୍ଦର କଣ୍ଠ 🙏🙏🙏🙏🙏🙏🙏👍
❤❤❤😂😂😂
.,? 1:09
ଅଛନ୍ତି ଭାଇ ନମିତା ଅଗ୍ରୱାଲ
ଗୀତ ଟି... ପୁରା ଗୁଆ ଘିଅ.. ରେ.. ଛୁଙ୍କ ହେଲା ଭଳି ଲାଗୁଛି ଓଃ ❤️💚👌
sukntiGeme
😂
😂😂😂😂😂
ପଇଲି ରଜ ଉପଲକ୍ଷେ ଆମ ଓଡ଼ିଶା ବାସୀଙ୍କୁ ହାର୍ଦିକ ଅଭିନନ୍ଦନ 🎉🎉🎉🎉❤❤
🙏🙏🙏
Same 2 you friends
@@MaheswariNayak-t4p 🎉🎉🎉
@user-b😢 1:53 Z w
@@AamaGaonAamaMatic
Song ଟି ବହୁତ ସୁନ୍ଦର ହୋଇଛି 🥳❤️
😊
❤❤❤
@gourabjena❤sfg7801
Hii laxmi
song ti super duper hit
ରଜ ପାଇଁ ହିଁ ଏ ଗୀତ ଖୋଜୁ ଥିଲା, ଏ ଗୀତ ଶୁଣି ମନ ରଜ ରେ ଆନନ୍ଦ ନେଇଛି.
ପୁରା ଗାଉଁଲି style ରେ ଏକ ନମ୍ବର ଅତି ସୁନ୍ଦର ଭାବରେ ଲେଖିଛନ୍ତି ମ କମେଣ୍ଟ୍ ଟିକୁ ଜଉ ମାନେ ପଢୁଚ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାର କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ
❤❤
ଆଉ ଯଉମାନେ ପଢ଼ୁନାହାନ୍ତି, ସେମାନଙ୍କ ପାଇଁ ଭଗବାନଙ୍କ ପାଖରେ କିଛି ମାଗ 🎉🎉🎉
@@JhomorjaliProduction ସେମାନଙ୍କୁ ବି ଭଲରେ ରଖନ୍ତୁ ସମସ୍ତଙ୍କୁ ଭଲରେ ରଖନ୍ତୁ ଏତିକି ଅଳି ଭଗବାନଙ୍କ ପାଖରେ ଜୟ ଜଗନ୍ନାଥ
Jay Jagannath blessing you
Jay jagannath ⭕‼️⭕
ବହୁତ ସୁନ୍ଦର ସ୍ୱର ସଂଯଜନା,
Lyricist କୁ ଧନ୍ୟବାଦ.... ❤️❤️❤️❤️
ଗୀତ ଶୁଣିଲେ ଗୀତ ପୁର....Anubhav and Barsha. ଙ୍କ କଣ୍ଟ ପରି ଗୀତ ଲାଗୁଛି...niw ଭିଡ଼ିଓ ଆଚିଲା ପରି ମନେ ପଡେ ...thankyou human sir and ira medam..... ହେ ବର୍ଷ ର 1 ନମ୍ବର ଗୀତ.......ରଜ ରେ ପୁରା ହୁଟୁଛି ପଡୁଛି... ଆମ ଗାଁ ପଟେ.... ଗାଁ ଗାଁ ମାନଙ୍କ ରେ.... ହାଉଁରୀ ତମ ଗାଁ ପଟେ ଭାଇ ମାନେ.. ତମ ଗାଁ ପଟେ କେମିତି ଚାଲୁଚି ରଜ............... 👍👍🥳🥳🥳🥳🥰🥰😁😁😁❣️❣️❣️❣️
Right
Mate bhi sea lagu6i
ଗୀତକୁ ଯେତେ ଶୁଣିଲେ ବି କମ ଲାଗୁଛି..ଧନ୍ୟବାଦ ମଳୟ ସାର୍
Hiranmayee❤ ବୋହୁତ ସୁନ୍ଦର୍ ହେଇଛି😊❤
💙💙
Happy ରଜ ଦି 😊❤
Same to you bro 🥳💙❤️
Woow ବହୁତ ସୁନ୍ଦର ରଜ ଗୀତ 🌹🌹🌹😍👍
ପୁରୁଣା music ଭଳି ଲାଗୁଛି ବହୁତ ସୁନ୍ଦର ହେଇଛି ଗୀତଟି ଇରା ମହାନ୍ତି କଣ୍ଠ ଆଗଲା ପ୍ରକାର
💯💯💯💯💯
Au asima
ଗୀତ କୁ dance pura suit କରୁଛି pura perfect 🤩🤩
Finally Raja pain Music video asigala .... awesome heichi & Best Jodi of the year 2024....
Ete Sundar Laguchi eie music video...Jaha hau mo dhana pain kini debi eie rajare gote mahanga wala Lehenga sure ♥️♥️🌹🌹🌹👌👌👌👌
👌👌👌
😂
ମୁଁ ଜଣେ ଆଦିବାସୀ ଏ ଗୀତ ଓ ଭିଡ଼ିଓ ଏତେ ସୁନ୍ଦର ହେଇଛି ମୋନ କୁ ଛୁଇଁଲା ଭଳି ଗୀତ ❤ ଏମିତି ଗୀତ ଓ ଭିଡ଼ିଓ ଜ୍ୟଦିଆସିବ ଲୋକ ଦେଖିବା ଶୁଣିବା ରେ ବ୍ୟାକୁଳ ହେବେ🎉
I am from Assam I played this more than 20 times ❤❤❤❤ 4:14
Beautiful song wid Gorgeous heroine Hiranmayee❤❤
Hii sasmita
ଅତି ସୁନ୍ଦର ଓ ହୃଦୟସ୍ପର୍ଶି ❤
Love from West Bengal. Ira Mohanty is my most favourite female playback singer in Odia industry. Nowa Nowa thats bengali version Notun Chowa also my favourite song ... _//\_
And Humane Sagar, his depth vocal base is awesome .....
Jai Jagannath......
Best line 3:53 love From Bangladesh ❤❤❤
All of you Happy Raja....❤❤❤❤So Sweet song 👍👍👍
Just wow ❤
ହୃଦୟ କୁ ସ୍ପର୍ଶ କଲା ❤❤❤
ମୁଁ ବହୁବାର ଶୁଣୁଛି 😊
❤❤❤bhauta sundara giata
Lovely location lovely visualisation great job done by director duo👍
Iss ki gita ❤❤❤super❤
ରଜ ସଂକ୍ରାନ୍ତି ର ହାର୍ଦିକ ଶୁଭକାମନା ଓ ଶୁଭେଛା ଜଣାଉଛୁ ଆମେ ମେରେଇ ଗାଁ ପିଲା ..... ରୋହିତ...........❤❤❤❤❤
Nice song ❤❤mo mana bahuta khusi😍😍 Thank you human sir au Ira didi👍🤟👍
ମୁଁ ଜଣେ ସଉରା ଆଦିବାସୀ । ଓଡ଼ିଆ ସଙ୍ଗୀତ ଏବଂ କଣ୍ଠଦାନ ଓ ରଚନା ଏବଂ ନାଚ ମଧ୍ୟ ବହୁତ ବହୁତ ସୁନ୍ଦର ହୋଇଛି। ଆପଣମାନଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ।
Love from Dhenkanal ❤❤
Hiranyamayee express wow👌👌👌
Wow ❤❤❤❤❤
mast heichhi ❤❤❤❤❤❤
Bahut bahut bhala Lagila Raja Sona ta ❤❤❤❤❤❤❤❤
ନବରଙ୍ଗପୁର🎉❤❤❤❤❤
Super.....❤❤❤❤❤❤
Thankyou babu💞💞💞💞💞💞
ଗୋଟିଏ ଶବ୍ଦ ରେ କହିବି ସମସ୍ତଙ୍କ ହ୍ରୁଦୟ କୁ ଛୁଇଁବ ଏହି ସୁନ୍ଦର ଗୀତଟିଏ ଏହି ଗୀତ ଶୁଣାଇ ସ୍ତ୍ରୀ ମାନଙ୍କୁ ଖୁସି କରାଇବାର ବାହାନା
Right
Supar ❤❤❤
ରଜ ପାଇଁ ଆସିଲା ନୂଆ ଗୀତ❤❤❤
Bahut badia heichi rajo song l like this ❤❤❤
ବହୁତ ସୁନ୍ଦର ହୋଇଛି ଗୀତ ଭିଡିଓ ❤❤❤🎉🎉🎉❤
I ❤GMJ.MUSIC junction
Nice ❤ music composition and new vibes has been created and also new variety of voice command.
Finally video song ashigala❤❤❤
This song will hit 1 million+🎉🎉🎉🎉❤
Bahut aasibe aau jibe but ira mohanty nka tone aaji b superb... Malaya sir and human Sagar also superb ❤
Bahut sundar heichi song ta. So beautiful 💞💞💞
Mate hiranmayee bahut bholo laganti se bahut sundar ❤❤❤❤❤❤
Goosebumps bro ❤
ରଜରେ ହାର୍ଦିକ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା 🥳,, ଗୀତଟି ବହୁତ ସୁନ୍ଦର ହୋଇଛି ☺️,,
Roja kie kie palan karucha Like karantu❤❤❤ From Nabarangpur
❤❤❤❤❤😂😂
Pura best auu kichhi kahihobani bhai re ki Gita re bhai ❤❤❤❤❤❤❤❤
Sabu raja re emiti new song asu Jay jagarnatha😍😍
Pura movie song laguchi❤....ekdum jhakaas 😊
କିଏ କିଏ ମେସେଜ ପଢି ଆସିଛ ଲାଇକ କର ଆଉ କମେଣ୍ଟ କର. କିଏ କୋଉ ଜିଲ୍ଲାର ଭାଇ ଭଉଣୀ ମୁ କଳାହାଣ୍ଡି ରୁ❤
Keonjhar ❤
USA
ନବରଙ୍ଗପୁର ଜିଲ୍ଲାର
❤@@user-Sumi143Pinku
Baleshwar
Bahut bahut sundara composition Malaya sir odisa ra Evergreen music director au Evergreen singer Ira mohanty combo offer ithar Rajo pain ...
Absolutely 👌👌👌
Humane sagar nkau bhulijauchha.irshare
Miss u mo dhana 💓🫶 ଏବର୍ଷ ଜାୟି ପାରିଲିନି ରଜ କୁ ଲୋ❤❤❤❤
😂😂 devdas party 😅😅
Next year jaiki gote lehenga deidaba bhai
ଗାଉଁଲି କଲଚର୍ ରେ କର ସବୁ ବେଳେ ହିଟ୍ ହେବ ଓଡ଼ିଆ ଆଲବମ୍ ଗୀତ 👍👍👌👌
👍 nice
Nice❤❤❤💕💕💕
Moro fevarite song ❤❤❤❤❤❤❤❤
Happy raja pAin sundar gita😊😊😊😊❤❤
Happy RAJA SUPARAHITA SANGS ❤🎉🎉🎉
ସଭୁଠୁ ବହୁତ୍ ସୁନ୍ଦର୍ ଗୀତ ଟେ ହୋଇଚି ରଜ ପାଇଁ ,ପୁରା ମନ କିଣି ନେଇଯାଇଛି ମୋ ଧନ ପାଇଁ କିଣି ଦେବୀ ମାହାଙ୍ଗା ବାଲା ଲେହେଙ୍ଗା,❤❤
Bahut sundra heai chi❤❤❤❤❤🎉🎉🎉👌👌👌👌👌
Nice song ❤
Best song❤❤❤
ଇରା ମାଡାମ ଓ ହ୍ୟୁମାନ ଭାଇ ଙ୍କ ସୁନ୍ଦର କଣ୍ଠ 🙏🏽🙏🏽🙏🏽🙏🏽🙏🏽🙏🏽
ମଳୟ ମିଶ୍ର ସଂଗୀତ ନମ୍ବର 1❤❤❤❤❤
Shotore a gito vohut volo achi nice song dii ❤❤❤❤😊😍
Pura super ❤
Nice song odia🥰🥰
Manaku chuin gala so nice 👍👍
Super duper hit ❤❤❤
ରଜ ପର୍ବ ଆନନ୍ଦ ଦେଇ ପାରିବ 👍👍👍👍👍
Super Hit Song ❤🎉
Nice Video ❤😊🎉🎉🎉🎉🎉
ରୋଜ କିଏ କିଏ ପାଳନ କରୁଛ ଲାଇକ କରନ୍ତୁ ❤❤❤❤❤❤❤❤
Raaz bhai 👌👌👌👌
ବୋହୁତ ସୁନ୍ଦର ହେଇଚି❤❤
Super duper video bro 👌
Jodi bahut sundar laguchi.... Sabu kichhi perfect....😊
Super duper heichhi bhaina heart' touching song like❤karo
Heart touching song❤❤
Human sagar and IRA mam clear cristal voice heart touching voice. It is called ଓଡ଼ିଆ ବାସ୍ନା
Supar hit
Mind blowing song❤
କିଏ କିଏ 14 ତାରିଖରେ ଶୁଣିଛ❤❤
ଗୀତ ଟି ବୋହୁତୁ ଭଲ ଲାଗୁଛି 3:41 ❤❤❤
Mast haiechi
ରଜ ରେ ସୁପର ହିଟ ଗୀତ
ଅତି ସୁନ୍ଦର ଭାବରେ ଗାଇଛନ୍ତି ଇରା ମହାନ୍ତି
Antara chakraborty ira mohanty nuhe
❤❤❤❤❤❤❤❤❤ମୁ ଏଇ ଗୀତ କୁ ୪ରୁ୫ ଥର ଶୁଣି ସାରିଛି ବହୁତ ଭଲ ଅଛି ଅତି ସୁନ୍ଦର ହେଇଛି ବହୁତ ଭଲ ଅଛି ଜୟ ଜଗନ୍ନାଥ ❤❤❤❤❤❤❤❤❤
ସୁପର ସଙ୍ଗ ❤❤❤❤😄😄😄🙋♂️🙏👍👍👍😄😄😄😄😄
ମନ୍ କୁ ଛୁଇଁ ନେଲା ଗିତ ଟିଏ
I love this song ❤
ଅତି ଚମତ୍କାର ଗୀତଟିଏ ହେଇଚି ,ସୁଦ୍ଧଓଡ଼ିଆ ଗୀତ
Nice 👍❤ song
Very nice 👍👍👍
nice ❤❤❤❤
ବହୁତ ସୁନ୍ଦର