@@KP-rj8lp agniveer jahara death hela , ta bapa Kan ki ? Nije vdo baneiki kahila , jaha compensation milichi mote punjab government ru , central government 1 tanka bi deini , Rajnath singh ra katha re kichi nahi , real fact Kan dekha au asiki kuha
Sankar Babu rabana ku rama nana ghruna lagu thila, rama Tara muktira marga boli Jana thila,kintu andha bhakta mananku Jana Nahin kumbhira gabhira samudra ku neai sarilani budi Bata thaya, sethiru Odisha bada padiba kemiti
ମଣିଷର ସମସ୍ତ କଷ୍ଟରୁ ଗୋଟେ କଷ୍ଟ ହେଉଛି, ବାପା ନିଜ ପିଲାକୁ ମୁଖାଗ୍ନି ଦେବା ଆଉ ଜେଜେ ନିଜ ନାତିକୁ ମୁଖାଗ୍ନି ଦେବା ।
ଇତିହାସ ରେ ଦେଖାଯାଇଛି, ସେଇ ରାଜା ସବୁଠୁ ଶକ୍ତିଶାଳୀ ହେଇଛି ଯିଏ ନିଜର ସୈନ୍ୟଙ୍କୁ ଅଧିକ ସୁବିଧା ଦେଇଛି ।
ଅନ୍ଧଭକ୍ତ ବୁଝିପାରିବେନି ।।
ବେଶୀ ଦିନ ନୁହେଁ ଡବଲ ଇଞ୍ଜିନ
ମୁଁ ବି ଦିନେ ମୋଦୀଙ୍କ ଅନ୍ଧଭକ୍ତ ଥିଲି ।
ଯେବେ covid ପରିଚାଳନା ଆଉ କଳା କୃଷି ଆଇନ୍ ଦେଖିଲି ସେବେ ମୋତେ ଚେତା ଆସିଲା ।
Right
Right katha bhai
mun.. bi dinee modi like karutili
ତୁମେ ଭଲସେ ଜାଣ ବିଜେପି କୁ
Right 👍
Bhalase aau kn janiba khali dharma ku neiki rajaniti karuchi education, job upare khali sacm karuchi. Neet exam scam gote bada example. b@@shantanumahanta5627
ଧନ୍ୟବାଦ ଭାଇ ସାଧାରଣ ଜନତା ଙ୍କୁ ଚେତେଇ ଦେଇଥିବାରୁ। ଅନ୍ଧାଭକ୍ତ ବୁଝିପାରୁ ନାହାନ୍ତି । ଯଦି ମୋଦୀ ଏତେ ଭଲ ଗୁଜରାଟରେ ବି ତାଙ୍କୁ ବିରୋଧ କାଇଁ କରୁଛନ୍ତି। ମୁଁ 35 ବର୍ଷ ଗୁଜରାଟରେ ରହିଛି ମୋଦୀ କଣ ମୁଁ ଜାଣିଛି।
ଧନ୍ୟବାଦ ଶଙ୍କର ଭାଇ, ତୁମର ସତ୍ୟ ଖବର ପାଇଁ l
ମନ୍ତ୍ରୀ ମାନେ A/C ରେ ରହିଲେ, ସେମାନେ ଅଗ୍ନିବୀର ଙ୍କୁ କିପରି ଜାଣିବେ।
Tume adhik Jana kebal birodhi manobruti chalibani
8
Congress govt bele niyama karibaku bhabinathile
Sir right
ପ୍ରତିରକ୍ଷା ପାଇଁ ବଜେଟରେ ଆମର ଦ୍ୱିଧା ରହିବା ଉଚିତ୍ ନୁହେଁ,
ବିଶେଷକରି ଯେତେବେଳେ ଆମର ଗୋଟିଏ ପାର୍ଶ୍ୱରେ ଚୀନ୍ ଏବଂ ଅନ୍ୟ ପଟେ ପାକିସ୍ତାନ ସହିତ ସୀମା ଥାଏ |
ଭାରତୀୟ ପ୍ରତିରକ୍ଷା ପାଇଁ ଆଗ୍ନିଭର୍ ସ୍କିମ୍ ସଂପୂର୍ଣ୍ଣ ଭଲ ନୁହେଁ |
ତମେ ଯାହା ସବୁ କୋଉଛ କୁହ କିନ୍ତୁ ନବୀନ ପଟ୍ଟନାୟକଙ୍କ ନାରେ କହିବନି ସିଏ ବହୁତ୍ ଭଲ ତାଙ୍କ ପୋଷା କୁକୁର ପାଇଁ ସେ ହାରିଲେ ହାରିବା ପଛରେ ମୋଦୀ ର ବଡ଼ ସଡ ଯନ୍ତ୍ର ଅଛି ସିଏ ବି ଜାଣିଥିଲା ଓଡ଼ିଶା ବାସୀ କେବେ BJD କୁ ଛାଡ଼ିପାରିବେନି ସେ ଅନେକ ଗପ କହି ଓଡ଼ିଶା ନେଲା ❤ ରାଧେ
ଧନ୍ୟ ବାଦ ଶଙ୍କର ବାବୁ ଏମିତି ସଂଗ୍ରାମ ଲଗିରହୁ ।
$
Dhanyabad bhai satay sambad Nantes
God blessyou
ଧନ୍ୟବାଦ ଭାଇ ମାଡ଼ି ଛାଲ.......…
ଓଡିଶୀରେ bi ସେଇୟା ଯିଏ ଥରେ MLA MP ହେଇଗଲେ ସେମାନେ ଜୀବନ ସାରା pension ପାଉଛି
ନରେନ୍ଦ୍ର ଜଣେ ବେପାରୀ, କଥା କହିବାରେ ଧୁତॆ।
ବଜାତ୍ ଭାରତୀୟ ପାର୍ଟି,
Nich onpad BJP modi
ଖାଲି ବଜାତ୍ ଜନତା ପାର୍ଟି ନୁହେଁ। ଇଏ ହେଉଛି ବଦମାସ୍ ଜନତା ପାର୍ଟି।
Rahul Gandhi jay
BJP jal keluchi sir 🙏🙏
Hon tu to bohut janichu😂
ରାହୁଲ ଗାନ୍ଧୀ,ଜିନ୍ଦାବାଦ
❤❤❤❤❤❤
ଅଗ୍ନିବିର ସୈନିକ ମାନେ ୫ ଟଙ୍କିଆ ଡ଼ଟ୍ ପେନ୍,
Vul chinta dhara ye galuaa Gandhi katha suni
@@amiyajena6222au feku baba nka katha suniba na ?
No pension
No sahid
No compensation
Emane Kan, dina majuria 4 years pain
Compensation milichi
@@KP-rj8lp agniveer jahara death hela , ta bapa Kan ki ? Nije vdo baneiki kahila , jaha compensation milichi mote punjab government ru , central government 1 tanka bi deini , Rajnath singh ra katha re kichi nahi , real fact Kan dekha au asiki kuha
@@KP-rj8lpGote fouji pai paisathu v sanman bada jauta heuchhi sahid ra darja marila pare private or govt bhitare seta hi pharak .
Dhanyabad bhai, ❤❤ BJP BALA BOKA BANAUCHANTI .
You are right sir
BJP ସରକାର ହେଉଛି ଟାଉଟର ସରକାର ରାଜନାଥ ଓ ମୋଦି ଓଙ୍କର ପିଲାମାନେ ଅଗ୍ନିବିର ଥିଲେ ସିନା ଜାଣିପାରିଥାନ୍ତେ 😊😊😊
BJP ସରକାର ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ଭଲ କାମ କରିନି। ତାର ସ୍ଲୋଗାନ ହେଲା ଆଚ୍ଛେ ଦିନ୍ ଆୟେଗା। ସେ ଅମ୍ବାନୀ,ଆଦାନୀଙ୍କର। ସାଧାରଣଙ୍କ ପାଇଁ ନୁହଁ।ଯେ ଗଲା ୧୦ ବର୍ଷରେ କିଛି କରିନି, ଆଗ ୫ ବର୍ଷରେ ସେ କଣ କରିବ ?
Bjd 24 year re kan karichhi
ନେଇ ନେଇ ନେତା କିନ୍ତୁ ଦେଇ ଦେଇ କୁତା
କଂଗ୍ରେସ ରୁ mp ticket pain ଲଢ଼ ପାଇଯିବ
ଅଗ୍ନି ବୀର ରେ ତାଲିମ ନେବେ ଆଉ 4ବର୍ଷ କାମ କଲା ପରେ ଅବସର ନେବେ ଆଉ ତାଲିମ ତ ନେଇଛନ୍ତି ତେଣୁ ଗାଁ/ସହର କୁ ଆସି ଗୁଣ୍ଡା ହେବେ ମାରପିଟ୍ କରିବେ ଆଉ ନକ୍ସଲ ପନ୍ଥି ମାନେ ମଧ୍ୟ ଅଗ୍ନି ବୀର ରେ ଯିବେ ଆଉ ଅବସର ପରେ ନାକ୍ସଲ ହେବେ
4 yrs mane pension gratuity milibani bujhate blind bhakta
ଧନ୍ୟବାଦ ମୂ ଓଡ଼ିଆ ଯୂଟୂବ, ଖୋଜି
ଥିଲି ବର୍ତ୍ତମାନ ପାଇଲି ଭଲ କାମ କରିଛ। ।।।
Rahul gandhi jindabad 🎉
YOUR STATEMENT AND PRESENTATION IS 100% CORRECT 👍
Rahul Gandhi Jinda bad 🎉🎉🎉
Right sir
Modi & Amit Saha Desh Ke Liye Kalanka
Semana nku pension dijau , agnisama bala nku thik nyaya milu 🎉
ପ୍ରତିରକ୍ଷା ପାଇଁ ବଜେଟରେ ଆମର ଦ୍ୱିଧା ରହିବା ଉଚିତ୍ ନୁହେଁ,
ବିଶେଷକରି ଯେତେବେଳେ ଆମର ଗୋଟିଏ ପାର୍ଶ୍ୱରେ ଚୀନ୍ ଏବଂ ଅନ୍ୟ ପଟେ ପାକିସ୍ତାନ ସହିତ ସୀମା ଥାଏ |
ଭାରତୀୟ ପ୍ରତିରକ୍ଷା ପାଇଁ ଆଗ୍ନିଭର୍ ସ୍କିମ୍ ସଂପୂର୍ଣ୍ଣ ଭଲ ନୁହେଁ |
ଆଜ୍ଞା ଏମାନେ ଥାଳି ବଜେଇ କରୋନା ହଟେଇବା ଲୋକ
🤣🤣😅
You are right jay rahul
Good News Sir 🙏Emane Akhi Kholi Dekhenthu BJP Sarkar Do Muha Nithi 😢😢😢😢
ସମସ୍ତେ ସ୍ୱର ଉତ୍ତୋଳନ କରିବା ଦରକାର MLA /mp nka pension katiba darkar
ଧନ୍ୟ ବାଦ ଭାଇ ମାଡି ଚାଲ
ଲୋକସଭା ବିଧାନ ସଭl ର ସଦସ୍ୟମାନେ ଦୁଇ ତିନ ବର୍ଷକ ରେ ମାସକୁ ଯଥେଷ୍ଠ ଦରମ। ଓମରିବ। ପର୍ଯ୍ୟନ୍ତ ପେନ ସେନ ମିଳେ କିନ୍ତୁ ଅଗ୍ନିବିର କୁ ଚାକରି ମାତ୍ର ୪ ବର୍ଷ ଓ ୨୧ ବର୍ଷ ପରେ ପୂରା ଜୀବନ ବରବ।ବାଦ ଦେଶର ମୁଖ୍ୟ ନେତା ଙ୍କ କଥା ବେଶି କାମ ରେ ଜିରୋ
Mu chahunchi kebe odisharu goribo hotibo.
Gariba loka kemiti dhani hebe seita bhaba
@@Cricket_lover_96683 nije kamo koruno lokonka bharasha re kon balo hebo.
Right my gandhi famile
Exactly ମୁଁ ମଧ୍ୟ
Right bhai
Semane desa ku jaguchhanti boli ame santi re ghare souchhanti
ମହା ସାଂଘାତିକ ଚୋର ଏ ମୋଦୀ ବାବୁ.......ୟାର ସୁନ୍ଦର କଥା ପଛରେ ଯେ ଏତେ ବିଷ ଭରିରହିଛି ମାପି ହବନି.........ସମୟ ରହୁନି ୟାକୁ ହଟାଓ ନହେଲେ ଦେଶ ସାରା ଏମିତି ତମସା ଡ୍ରାମା ଚାଲିବ.......ବଡ ଦଙ୍ଗା ସବୁ ଘୋରରୂପା ହେବ ଆଉ କିଛି ନୁହଁ 😮😮😮😮
କଂଗ୍ରେସ ଦଳ ସବୁ ଜାଗାରେ ଆପତ୍ତି ରଖେ । ଜଣା ଅଛି। ଶଙ୍କର ବି -----😊😊😊😊😊
ନୁଆଁ ପାଣିରେ କେଞ୍ଚୁଆ ହୋଇକି ଜନ୍ମ ଲାଭକଲେତ ସେଥିପାଇଁ ଏମିତି ହେଉଛନ୍ତି
ଜୟ ନବୀନ ସରକାର 🙏🙏🙏ବିଜେଡି
ବ୍ୟଭିଚାର ଭଲ କଥା ନୁହେଁ
ଅଗ୍ନି ବୀର ମାନଙ୍କୁ compensation ଦିଆ ଯାଉ
Narendra Modi passed by grace mark(Support of Nitish & Naidu ).
ପୁରା LIC ସଂସ୍ଥା ମଲେ ପାଇବ।
Bhala tips dau chanti sir.good
100%Right 🎉🎉🎉langala hebara samaya agaku asuchi
ସଂସଦ ରେ ଏ ଏ ଏ.... ବୋଲି କେଉଁମାନେ କହୁଛନ୍ତି, ତାର ମାନେ କଣ
ଦାଦାଗିରି, ସତ୍ତା ରେ ବସିବାର ଅହଙ୍କାର,
ବିରୋଧୀ ଦଳର ମୁହଁ ବନ୍ଦ୍ କହିବାକୁ ପ୍ରୟାସ।
Good morning 🌅 sir
ଭାରତ ଦେକିଚି ସନସନ ଆଊ ବିଡିଅ ଦେକା
ସତବିଡିଅ ନୋକେଈଦେ🇮🇳
Sure ପଡ଼ିବ
Thank you Sankar babu
ରିମଢ ରେ ଚାଲିଛି bjp
Nice ଭାଇ
ସକର ଖାଁ BJP ପିଛେ ପଡ଼ିଛି , ସକର ଖାଁ ତୁ ହିନ୍ଦୁ ମାନଙ୍କର ବିରୋଧରେ ଚୁଗୁଲୀ କରିକି ହିନ୍ଦୁ କର ବାଳ ଉଖାଡି ପାରିଵୁନିହି ? ଜୟ ଜଗନ୍ନାଥ 🌹🙏 ଜୟ ଶ୍ରୀ ରାମ 🌹🙏
ତମେ କାହିଁକି ମିଛ କଥା କହୁଚୁ
Rahul Sir ❤❤❤
Tame jaha kahila bhai pura sata ta kahile mun b bhala pauthili but ebe nuhan bhai you are right talked
100000000 percent Ri8
ନେତାମାନେ କେହି ବି ଭଲ ନୁହନ୍ତି ସେଇଗାଦି ଗଲେ ସମସ୍ତେ ସେମିତି ହୁଅନ୍ତି ା
ବେପାରୀ ମାନେ କେବେ କର୍ମଚାରୀ ମୁଲ୍ୟ ବୁଝିପାରି ନାହାନ୍ତି। ଏ ସରକାର ବେପାରୀ ଙ୍କ ଦ୍ବାରା ଓ ବେପାରୀ ଙ୍କ ପାଇଁ।
ପ୍ରକୁତରେ Rahulgandhi is Right
Dhanyabad bhai, ❤❤
100% correct.
2004ରୁ 2014ଯାଏ କଂଗ୍ରେସ ସରକାର ଥିଲା ସେତେବେଳେ ସବୁ ଚାକିରିଆ ଙ୍କର ପେନସନ କାଟିଛି କଂଗ୍ରେସ ର MLA, MP ପେନସନ ପାଉନାହାନ୍ତି କହ ଶଙ୍କର ବକରା, କଂଗ୍ରେସ ର ରାହୁଲ ଗାନ୍ଧୀ କୋଉ କାଷ୍ଟ କହିବ ସେ ଶଳା ଯୋଉ ପାର୍ଲ୍ୟମେଟ ହିନ୍ଦୁ ମାନଙ୍କୁ ଯଉ କଥା ରେ ଆକ୍ଷେପ କଲା ସେ ଟା କଣ
Adha sunicha bodhe
Adha sunicha bodhe
ଗାନ୍ଧୀ ପରିବାର ଶାସନ କୁ ଆସିଲେ ଓଡ଼ିଶାବାସୀ ପୁଣି ଗରିବ ହେବ ।
Abe odisha loke dhony heichhonti ki
ଏ ମୋଦିସରକାରକରୁଛିକଣଖାଲିବଡବଡକଥା
Right Rahul sir
God bless you.
Bhai baht bhala.jie choral tanku sata badhiba.
Bhai pura thik
Rahul Gandhi is the suitable person for PM of India...
Brother You Are Right👍
70 sal Ho Gaya Congress ko Jung lag Gaya
ଆପଣ ଠିକ୍ କଥା କହିଛନ୍ତି।
Good statement
Rahulgandhi jinda bada❤❤
ଭାଇ ତମେ ଯାହାକୋହୁଚ ଟିକି କଥା କହୁଛ କହିଚାଲ 👍👍👍👍👍👍👍👍
Majhi ku Hindi English asuni boli English hotei debaro plan chaluchhi😅😢😂
ଖାଲି ମନ୍ଦିର relates ଡ୍ରାମା କରିବା bjp ra drama....
ମୁର୍ଖ ଟାଗପୁଛି
Youare very nice right .
😂😂😂😂😂😂🎉😂😂😂😂😂
ସତ କଥା
ସେନା ର ନାମ ରେ Term Insurance plan କରିଦେଲେ 1 crore aram re ମିଳିବ. ଏଟା କି ପ୍ରକାର୍ ବ୍ୟବସ୍ଥା
Right sar...
ସବୁ ହେଲା ପୁଲିସ କ'ଣ ଭୁଲ କଲା ତାଙ୍କର 7:00 କିଛି କରା ଯାଉନି ସେମାନେ ବି ତ ରାତି ଦିନ ଗୋଟେ କରି କାମ କରୁଛନ୍ତି
Perfectly said
This is really Sankar mada sir BJP k tk laj lagbar katha
😱 OMG very sad for agniveer
ମୋଦି କୁ ଗୋଵର ପକାଇଵେ
jay modi
Netamane 5yr rohibe penson paibe thankyou BJP
Jay rahulu
BJP OUT KARA ODISHA RU 👎👎❌🚫❌🚫
Sankar Babu rabana ku rama nana ghruna lagu thila, rama Tara muktira marga boli Jana thila,kintu andha bhakta mananku Jana Nahin kumbhira gabhira samudra ku neai sarilani budi Bata thaya, sethiru Odisha bada padiba kemiti