Patita Jananku Udhariba | ପତିତ ଜନଙ୍କୁ ଉଦ୍ଧାରିବା | Brajamohan Ji | ଘୋରନବଘନ
ฝัง
- เผยแพร่เมื่อ 1 พ.ค. 2023
- Odia Adhyatma Gyan Presents Patita Jananku Udhariba Pain Which Is Rendered By Brajamohan Ji.
Credits
-----------------------------------------------------
Singer - Brajamohan Ji
Lyrics - Nityananda Das
Music Arrangements - Chinmay Kumar Mala
Mardala - Madhab Srinandan
Flute - Shyama Rao
Mixing Mastering - Preetish Studio
Shot And Edited - Preetish Sahoo - เพลง
ବାର ବାର ଶୁଣିବାକୁ ଇଛା ହେଉଛି। ଅମୃତମୟ ଭକ୍ତି ସ୍ବର। ଆବେଗ ଅତୁଳନୀୟ।
ପ୍ରତୀକ୍ଷା ର ଅନ୍ତ ଘଟିଛି
ବହୁତ ସୁନ୍ଦର ଲାଗିଲା
ଜୟ ଜଗନ୍ନାଥ ମହରାଜଜି
ଲଳିତ ମଧୁର, ଗୁରୁଗମ୍ଭୀର କଣ୍ଠସ୍ଵର।ସ୍ପଷ୍ଟ ଉଚ୍ଚାରଣ।ଗୋସାଇଁ ଙ୍କର ଜୟ ହେଉ।
Gosei nkara official channel achi ki? Ete sundar kanthaswara. Ahuri sunibaku icha anek. @@anjalirout6185
ଆଃ କି ସୁନ୍ଦର ହୃଦୟସ୍ପର୍ଶୀ ଗାୟନ,, ଆପଣଙ୍କ ସଙ୍ଗୀତ ଆତ୍ମା କୁ ଶାନ୍ତି, ତୃପ୍ତି ଓ ଆନନ୍ଦ ପ୍ରଦାନ କଲା,,, ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ,,ଜୟ ଜଗନ୍ନାଥ,,🙏
ଆଃ ! କେତେ ସୁନ୍ଦର ଭାବ ଓ ସ୍ଵର। ଶରୀର ଭିତରେ ଜଗନ୍ନାଥଙ୍କ ପ୍ରେମର ଲହଡ଼ି ଖେଳି ଯାଉଛି 🙏 ଜୟ ଜଗନ୍ନାଥ 🙏 ଜଗା ଆପଣଙ୍କୁ ଆହୁରି ଆଗକୁ ନିଅନ୍ତୁ
ହେ ମଣିମା 🙏🙏
ହେ ମଣିମା 🙏🙏🙏
ମୋ ଜୀବନ କାଳ ଭିତରେ ମୁଁ ଏମିତି ମନ ମୁଗ୍ଧ କର ଜଣାଣ ଶୁଣିନଥିଲି 🙏ଓଃ ବ୍ରଜମୋହନ ଜି ଆପଣଂକୁ ମୋର ସତ କୋଟି 🙏🙏🙏🙏l
ଏମିତି ମଣିମା ଙ୍କ ଜଣାଣ ଗାଉଥାନ୍ତୁ ଆପଣଂକୁ ମୋର ଅନୁରୋଧ 🙏🙏🙏🙏
ବହୁତ୍ ମଧୁର ସ୍ୱର ❤
Jai ho Manima.
Every word re mahu jharuchi.
ଆହେ କି ସୁନ୍ଦର ମୋ ଗୋସାଇଁ ଙ୍କ ଭଜନ
ଧନ୍ୟ ଭକତ ଧନ୍ୟ ଜଗନ୍ନାଥ ❤
ହେ ପ୍ରଭୁ ତୁମେ ସବୁ ତୁମର ସବୁ ଆମେତ ମୂର୍ଖ ମାତ୍ର ସବୁ 🙏🙏🙏
BANI KANTHA NIMAI HARICHANDAN NKA BHALI LAGUCHI ❤❤❤ BAHUT BADHIA
Heart touching bhajan. Jay sree Jagannath swami mangal karantu
Jay jagannath bhaina 😍❤️
Jay Jagannath Swami Nayana patha gāmī bhavatume 🌹🙏
ଅତି ସୁନ୍ଦର ସଲଳିତ କଣ୍ଠସ୍ବର 👌ଭବିଷ୍ଯତ ଉଜ୍ଜ୍ବଳ ହେଉ🙏 କାଳିଆ ଠାକୁର ଭଜନ ସବୁବେଳେ ଗାଉଥାଅ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ଦିତୀୟ ଭିକାରୀ ବଳ ରୂପେ ଆପଣ ଆମ ଓଡିଶାର ଗର୍ବ ଭାଇ ❤❤❤❤❤
Koti koti DHANYABADA BHAINA nku
Jay Sri krishana
ଜୟ ଜଗନ୍ନାଥ
ଅନେକ ଦିନ ରୁ ଅପକ୍ଷକ୍ଷା କରିଥିଲୁ
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ଦଣ୍ଡବତ ମହାପ୍ରଭୁ 🙏🙏 କେଡେ ସୁନ୍ଦର ଗାଉଛନ୍ତି 🙏🙏
ଓଃ କି ସୁନ୍ଦର କଣ୍ଠ...
ଏମିତି ଗୀତ ଆମେ ଯେମିତି ସବୁବେଳେ ଶୁଣିବାକୁ ପାଉଥାଉ
Jay Jagannath 🙏🙏🙏🙏🙏🙇🙇🙇🙇🙇
Very Nice song and nice voice ❤️❤️👌😌
ଆଃ କି ବଢିଆ ସୁନ୍ଦର🎉🎉🎉
Jay Shree Jagannath ❤️
I have never listened so much devotional song like this. Nice voice nice song
❤ କଣ୍ଠରେ ବିଜେ ସ୍ଵୟଂ ମହାପ୍ରଭୁ ହୃଦୟ ର ଭଜନ ଅମୃତ ସମାନ ଜୟ ଜଗନ୍ନାଥ
ଆପଣଙ୍କ ସୁଲଳିତ କଣ୍ଠରୁ ମହାପ୍ରଭୁଙ୍କ ଜଣାଣ ଶୁଣିଲେ ଲୋମକାନ୍ତି ପୁଲକିତ ଏବଂ ହୃଦଗ୍ରନ୍ଥି ବିଦାରିତ ହୋଇ ଯାଉଛି🙏🥺। ମଣିମା🙏
Sata katha bhai
Jay shree Jagannath 🙏
💐🙏❤️🙏💐 ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବଡ଼ ଠାକୁର ଙ୍କର ଜୟ ହେଉ 💐🙏❤️🙏💐
❤ ଦିନମଣି ଥିବ ଅନ୍ଧାର ହୋଇବ
ଏ କଥା ପ୍ରଭୁ ମନ କୁ ଆଣ
ଶରଣ ମହାପ୍ରଭୁ ଜୟ ଜଗନ୍ନାଥ
Koti koti pranam, JAY JAGANNATH SWAMI NAYANA PATHA GAMI BHABATUME
ଆହାଃ କି ମଧୁର ଯେତେ ଶୁଣୁଲେବି ସେତେ ଶୁଣିବାକୁ ଇଚ୍ଛା ହଉଚି 🥰🥰🥰👌👌👌👌👌👌
ଆପଣଙ୍କ ଶୁଳଳୀତ କଣ୍ଠରୁ ଶଵୁଭଜନ ଶୁଣୀ ମନ ପ୍ରଫୁଲ୍ଲ ହୋଇଜାଏ 🙏🙏🙏
Very very sweet voice and enchanting bhajan which bestow the mind of listener. May God Bless you and compose more such types bahan.Your future will be very very bright.
Ati sunder ❤️❤️❤️🙏
Ati sundar❤🙏 🙏
ହୃଦୟକୁ ଛୁଇଁଲା।
ଜୟ ଜଗନ୍ନାଥ ।🎉
ଜୟ ଜଗନ୍ନାଥ ମହାପ୍ରଭୁ 🙏
ମୁଁ ଖାଲି ଜଗତପାଳକ ପାଇଁ ଅଭିମାନ ଭାବ ମନେ ବହିଲେ ହେ ମଣିମା
ଜୟ ମହାପ୍ରଭୁ
ମନ ପ୍ରାଣ କୁ ଛୁଇଁ ଗଲା 🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹
ଜୟ ଜଗନ୍ନାଥ 🙏🙏
Most amazing voice, Jay Jagannath swami 🙏 🙏
ଆହେ ଦୟାମୟ ଅପୂର୍ବ ଆନନ୍ଦ ମଣିମା 🙏🥰
Bahut sundar
ବହୁତ ସୁନ୍ଦର ଓ ଆକର୍ଷଣୀୟ ହୃଦୟସ୍ପର୍ଶୀ କଣ୍ଠ ସ୍ବର। ଶୁଦ୍ଧ ଉଚ୍ଚାରଣ ଓ ଶବ୍ଦ ବିନ୍ୟାସ ସହ ଗାୟନ ମନକୁ ମନ୍ତ୍ରମଗ୍ଧ କରିନିଏ। ଆଶା ଏ ସ୍ବର ବିଶ୍ୱବାସୀଙ୍କୁ ଆକର୍ଷିତ କରୁ।ପ୍ରଭୁ ଜଗନ୍ନାଥ ଆଶୀର୍ବାଦ ଦିଅନ୍ତୁ।
Aha kete su modhura swaro atibo sundora Jay Jagannath he maha prabhu🙏🙏🙏🙏🙏
Braj mohan tum kanthare maa Saraswati bidyman
Its magical. Bliss to the soul
ଆପଣଙ୍କ ଗୀତ ଅତ୍ୟନ୍ତ ସୁନ୍ଦର ଓ ହୃଦୟ ଶ୍ୱଶ୍ରି
ଠାକୁର ପତିତ ଙ୍କୁ ଉଦ୍ଧାର କରନ୍ତୁ ❤
ଅତି ସୁନ୍ଦର👌
ଜୟ ଜଗନ୍ନାଥ 🙏🙏
Jay jagannath🙇🙇🙇
ବହୁତ ସୁନ୍ଦର ଆଉ ହୃଦୟସ୍ପର୍ଶୀ ଜୟ ଜୟ ଜଗନ୍ନାଥ
ଜଗନ୍ନାଥ ତୁମକୁ ସର୍ବଦା ଭଲରେ ରଖନ୍ତୁ ଓ ତୁମର ଭବିଷ୍ୟତ ମଙ୍ଗଳମୟ ହେଉ ଜୟ ଜଗନ୍ନାଥ 🙏🙏🙏🙏🙏
ଅହୋ ଭାଗ୍ୟ ଭାଇ
Jay Jay shree jagannath Mo Prabhu jagannath Mo jagannath ❤❤❤❤
a new rising bhajan singer!so much devotion!❤
ଖୁବ୍ ମନଛୁଆଁ ଓ ହୃଦୟସ୍ପର୍ଶୀ ।
ଅତିସୁନ୍ଦର ଭାଇ
ବହୁତ ବହୁତ ବହୁତ ସୁନ୍ଦର❤👌ଜୟ ଜଗନ୍ନାଥ🙏 🚩🚩🚩🚩🚩ହ୍ରୁଦୟ ସ୍ପର୍ଶୀ ❤❤
ବହୁତ ସୁନ୍ଦର 🌹ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
Atti sundar. Jay sree Jagannath swami
ଜୟ ଜଗନ୍ନାଥ, ଏ ଭାବପୁର୍ଣ ଜଣାଣ ଶୁଣି ଆଖିରୁ ଲୁହ ଆସିଗଲା। ଆପଣ ବି ସୁଲଳିତ କଣ୍ଟ ଇ ସମର୍ପିତ ଭାବରେ ଗାଇଛନ୍ତି। ଧନ୍ୟବାଦ ଅନ୍ତର ରୁ। ଜୟ ଜଗନ୍ନାଥ ସ୍ୱାମୀ
Kete sunder apana Nana a Gita gaichanti apananka kantha bahut sunder ❤️ 🙏 a Gita Ana kaunashi kanthare sova paibanahi kabala apana ati sundara Jay jagannath ❤️❤️❤️🙏
Very good,Jay jagannath
Tume sahare b deicha prabhu
🖤🖤🖤
ଅତି ସୁନ୍ଦର
Atti sundar Jay sree Jagannath swami
Mana ananda hoigala, jay jagannath maha prabhu🙏
❤bahut sundar
Jaya Jaganath.....🙏🙏
Ama pati re bhasa nahi... Barnana karibaku🙏🙏🙏
ଆଖି ଟା କୁ ବୁଜି ଯେତେବେଳେ ଆପଣଙ୍କର ଜଣାଣ ଶୁଣୁ ମନେ ହୁଏ ସେତେବେଳେ ଯେ ପ୍ରଭୁ ଆମ ଚାରିପାଖେ ରହି ଆମର ଜଣାଣ କୁ ଗୋଟି ଗୋଟି କରି ସବୁ ପଦ କୁ ଗୁରୁତ୍ଵ ଦେଇ ଶୁଣୁ ଛନ୍ତି !!!
ଜୟ ଜଗନ୍ନାଥ🙏🙏🙏
ମହାବାହୁ ହେ 🙏🙏🙏
ବହୁତ ବଢିଆ 👌👍🏻
ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି ଧନ୍ୟବାଦ
ହେ ନାଥ 🙏🏼
ଜୟ ଶ୍ରୀ ଜଗନ୍ନାଥ 🙏🙏
🙏🙏🙏ଧନ୍ୟବାଦ ବାବା ମୋର 👌, ଜୟ ଜଗନ୍ନାଥ 🙏
ହେ ମହାପ୍ରଭୁ ସମଗ୍ର ଜୀବଜଗତକୁ କୃପା କରନ୍ତୁ ଗାଉଥୀବା ଭକ୍ତଙ୍କ ରଜୟ
ବହୁତ ଦିନରୁ ଅପେକ୍ଷା ରେ ଥିଲୁ
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ଜୟ ଶ୍ରୀ ଜଗନ୍ନାଥ 🙏🌹
Radhey Krishna Hari Govinda Gopala Basudevabala Bhaja Nandadulala Jay Jay Deva hare.... 🙏🙏🙏🪔🪔🪔🪷🪷🪷❤️❤️❤️🪔🪔
Hai jagannath🎉
Jate sunile madhya Ananda 🙏jay jagannath ❤️❤️❤️🙏
Bahutsundar kantha swara suni ki ananda lagila !! Ehibhali puratan bhajan gudika ama mananku suni baku miluchi sethi pain brajamohan ji ebam srimandir chatisa nijog mahanayak sri janardan pattajosi mohapatra mahodayanku bahut bahut dhanyabad !! Pattajosi nana nku ananta koti pranam !! Jay jagannath
JAY JAGANNATH SWAMI NAYAN PATHA 🙏🚩🚩🚩🚩🙏🚩🙏🚩🙏🚩🙏
ଅତ୍ୟାନ୍ତ ସୁନ୍ଦର କଣ୍ଠ ବହୁତ ଭଲ ଲାଗିଲା
ଜୟ ଶ୍ରୀଜଗନ୍ନାଥ🙏
Jay shree Jagannatha swamy Prabhu 🙏🙏🙏🙏
Aha Ki sundor kantha
Jai Jagannath Prabhu 🙏🏻🕉️🙏🏻
Jai shree jagannath 🙏🙏🙏❤️❤️❤️
Jai Shree jagannath🙏 🌹🌹🌹🌷🌷🌷🚩🚩🚩
Hari Om.
Jai Jagannath.
ଜୟ ଜଗନ୍ନାଥ 🙏🙏🙏🙏🙏🌹🌹🌹🌹🌹
ଜୟ ଜଗନ୍ନାଥବହୁସୁନ୍ଦର୍ gayiki paarmparik bhjana ଜଗନ୍ନାଥଙ୍କର୍ ପ୍ରଣାମ
Gy
ଜୟ ଜଗନ୍ନାଥ 🙏
🙏🙏🙏🙏Jay Jagannath angya 🙏🙏🙏🙏
Excellent tonal control and release
of emotion. 🙏🙏🙏 brajamohan das ji should be promoted by Odia music industry. Our Prabhu Jagannath has His blessings upon him.