Sunita is the topper of gania block... Please help me for my upcoming brighet future and make a beautiful life journey.... Definitely i obliged in front of you... 🙏🥺🙏🙏
Mo pakhaku palei AA na hele collector a office jai janao media wala nku kaha highlight hele amara president nahele prime minister nishaya sahajya karibe
Kichhi chinta karani jhia tame bas khali padhi chala mu bhagban nku dakuchi tame bahut agaku jao varasa rakha dekhiba tame dine tama swapna ra jaga re pahanchi ba god bless u ❤❤
Physics and Chemistry 100 mark , Congratulation , Tumaku jaga kalia Sahajya karuchhanti , Se Tumara Aim purana karibe Seaithi pain mu God nku prathana karuchhi. Kichhi nahele bi State Bank ru Study loan neai ki patha padha jarirakha and Tumara Aim purana kara.God may bless you.
God bless you ganga Congratulations 🎉🎉🎉🎉 Mahadev karantu tor sabu echa purana hua to papa maa r dukh dura heijau.... Sabubele khusire Raha...kuni bhauni😢❤❤❤❤❤
ପ୍ରଥମତଃ ଏ ଝିଅକୁ ପାଠ ପଢାରେ ସାହାଯ୍ଯ କରିଥିବା ସମସ୍ତ ଶିକ୍ଷକ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ସେମାନଙ୍କର ଅବଦାନ ଅତୁଳନୀୟ। କିନ୍ତୁ ଏବେ ସେଠାକାର ସହୋଦୟ ବ୍ୟକ୍ତି ମାନଙ୍କୁ ଅନୁରୋଧ ,ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କିଭଳି ତାକୁ ସାହଯ୍ଯ ମିଳିବ , ତାହା ପାଇଁ ଚେଷ୍ଟା କରନ୍ତୁ।
Se jhia r future ujjwal hau
ସମାନ ପରିସ୍ଥିତି ମୋର ବି... 🥺ମୁଁ ବି ଗୋଟିଏ ଗରିବ ଘରର ଝିଅ.. 🥺ଏଇ ଝିଅ ଭଳି ମୁଁ ବି ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ ଟପ୍ପର ହେଇଛି... 🥹ଏବେ ମୋ ପରିବାର ଚିନ୍ତାରେ କାରଣ ଏଠି ସ୍ୱପ୍ନ ତ ଅସୁମାରୀ ପରନ୍ତୁ ସେଇ ସ୍ୱପକୁ ସାକାର କରିବା ପାଇଁ ଅର୍ଥ ସାଜିଛି ବାଧକ... 😭କାହାକୁ କହିବି ଶୁଣିବ ଵା କିଏ...? ବଡ଼ ଭାଇଙ୍କ ପ୍ରଚେଷ୍ଟାରେ ଏତିକି ବାଟରେ ପହଁଚିଛି... ସ୍ବପ୍ନ ଗୋଟିଏ ଡାକ୍ତର ହେବାକୁ.. ହେଲେ ଘରର ପରିସ୍ଥିତି ଦେଖି ଭାବୁଛି କାଳିଆ ତୁମେ ମୋତେ ଅଧା ବାଟରେ ଛାଡି ଚାଲିଯିବ ନାହିଁ ତ... 🙏ତଥାପି ମନରେ ଅସୁମାରୀ ଆକାଂକ୍ଷା..... ଜଗା ତୁମ ପାଦ ତଳେ ମୋର ମିନତୀ... ଦୟାକର ଦୀନବନ୍ଧୁ... 🙏🙏🙏
Sunita is the topper of gania block... Please help me for my upcoming brighet future and make a beautiful life journey.... Definitely i obliged in front of you... 🙏🥺🙏🙏
Mo pakhaku palei AA na hele collector a office jai janao media wala nku kaha highlight hele amara president nahele prime minister nishaya sahajya karibe
Rani panda ku kaha se nishchay sahajya kariba
Jay Jagannath Prabhu
Thank u so much🎉🎉
Kahiparibe ki apananka details... Means kou gain ba district?
ଏ ଝିଅ ପାଇଁ ମୁଁ ଖୁବ ଗର୍ବିତ,, ଭଗବାନଙ୍କ ନିକଟରେ ମୋର ପ୍ରାଥନା ତାର ଜୀବନ ଉଜ୍ୱଳମୟ ହେଉ, ଜୟ ଜଗନ୍ନାଥ 🌹🙏🙏🙏
jay Shree ram 🚩🚩🚩
ପ୍ରାଥନା କେଲେ କଣ ହବ ପଇସା ଦରକାର୍ 😂😂
ପଙ୍କ ରୁ ଜାତ ପଦ୍ମ ପରି କହିଲେ ଅତ୍ୟୁକ୍ତି ହେବନି ବହୁତ୍ ବହୁତ୍ ଧନ୍ୟବାଦ୍ ଏପରି ମେଧାବୀ ଛାତ୍ରୀ ଙ୍କୁ ପରିଶ୍ରମ ର ଉଚିତ୍ ଫଳ ମିଳିଚି, ଗୁରୁ ଗୁରୁମା ମାନଙ୍କୁ ବହୁତ ବହୁତ୍ ଧନ୍ୟବାଦ , ଆସ।କରୁଚି ସ୍ବପ୍ନ ସାକାର ହେଉ ଉନ୍ନତି ପଥରେ ପାଦ ଆଗକୁ ଯାଉ ମୋର ମହାପ୍ରଭୁଙ୍କ ଶ୍ରରିପ୍ରୟରେ ବିନମ୍ର ପ୍ରଥାନ , ଜୟ ଜଗନ୍ନାଥ 🙏
ଏ ଭଉଣୀଙ୍କୁ ନିହାତି ସପୋର୍ଟ ମିଳିବା ଦରକାର , ତାଙ୍କ ସ୍ବପ୍ନ ପୁରା ହେଉ ସେ ଜଣେ ଭଲ ବଜ୍ଞାନିକ ହୁଅନ୍ତୁ। କାଳିଆ ଠାକୁରଙ୍କୁ ଏତିକି ପ୍ରାର୍ଥନା
ଏ ଭଳିଆ ଝିଅ ଯଦି highest post ରେ ରହିଲେ ସମସ୍ତଙ୍କ ଦୁଃଖ ବୁଝିବ . ଭଗବାନ ଠିକ ସମୟରେ ଠିକ ସାହାଯ୍ୟ କୋରେଇବେ n ରାସ୍ତା ଦେଖେଇବେ. ପୁରା ବିଶ୍ୱାସ . jay ଜଗନ୍ନାଥ . God bless her 🙏🏼🙏🏼
ମଣିଷ ଦୁଃଖ ରେ କାନ୍ଦନ୍ତି ସୁଖରେ ବି କାନ୍ଦନ୍ତି କଣ ପାଇଁ ମୁଁ ସାହାଯ୍ୟ କରିବାକୁ ଚାହେଁ
Mu bi help karibi
ମୁଁ ବି କାହାଠୁ କମ ନୁହେଁ, ଏସୁନାଝିଅ ପ୍ରମାଣ କରିଦେଇଛି ପ୍ରଭୂକ୍ରୁପା ହେବ ନିଶ୍ଚୟ👍
ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଝିଅ କୁ ସାହାଯ୍ୟ କରିବାକୁ ଅନୁରୋଧ
Nai amar election re paisa kharacha haba.
🌹🌹🌹🌹🌹ସାରେମାନଙ୍କୁ ଆମମାନଙ୍କର ବହୁତ ବହୁତ ଧନ୍ୟବାଦ ଝିଅକୁ ଆମର ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ🌹👍👍👍👌👌👌👍❤️❤️❤️❤️❤️🌹🌹🌹
ଆଜି ବି ମାନବିକତା ବଞ୍ଚିଛି
ଭଗବାନଙ୍କ ଆଶୀର୍ବାଦ ଅଛି ❤🎉
ଜିଲ୍ଲା ପ୍ରଶାସନ ଜରିଆରେ ମହାମହିମ ରାଷ୍ଟ୍ରପତି Madam au Respected Modiji ଙ୍କ ପାଖକୁ ସୂଚନା ଦେଲେ ଆପଣ ନିଶ୍ଚିନ୍ତ ସୁବିଧା ସୁଯୋଗ ପାଇବେ।🙏Best Wishes Beti🙏
Election re koti koti tanka saruchhanti bhala kamare sarile huanta
Thik katha 👍
ଖୁସି ଲାଗିଲା ଜାଣି ଏହା ଯେ, ଏ ଝିଅର ଗୋଟେ ଲକ୍ଷ ଅଛି। "ମୁଁ ବୈଜ୍ଞାନିକ ହେବି ଓ ତା ପାଇଁ ମୁଁ NISER ପରୀକ୍ଷା ଦେବି"
ଚୀନ୍ତା କରନୀ ଭଊଣୀ ଭଗବାନଙ୍କ ଊପରେ ଭରସା ରଖ ତମ ଲକ୍ଷ ପୁରନ ହବ best of luck God is good or great
ମହାପ୍ରଭୁ ତମର ମଙ୍ଗଳ କରନ୍ତୁ.... ତମ ବବିଷ୍ୟତ ନିଶ୍ଚୟ ଦିନେ ଭଲ ହେବ, ଚେଷ୍ଟା ହିଁ ମଣିଷର ଦୃଢ ପଦକ୍ଷପ, ସତରେ ଗାଡ଼ିଆ ରୁ ପଦ୍ମ ଫୁଠିଛି 👍👍👍
ମହାପ୍ରଭୁ ଜଗନ୍ନାଥ ନିହାତି ସହାୟ ହେବେ
ଭାଇ ତୁମେ ଏ ଛାତ୍ରୀ କୁ ହେଲ୍ପ କରି ତୁମକୁ ଧନ୍ୟ ବାଦ 🙏
ଏ ଝିଅ ପାଇଁ ମୁ ବହୁତ୍ ଗର୍ବିତ ,, ଭଗବାନଙ୍କ ନିକଟରେ ପ୍ରାର୍ଥନା ତାଙ୍କର ଜୀବନ ଉଜ୍ଜଳମୟ ହେଉ। ଜୟ ଗଣେଶ
Each one should raise helping hand to this extremely talented girl.
God bless you
Ganga
All the best for your future
I am proud of you
Mte bahut khusi laguchi mo sanga aji distric topper heichi❤️🥲pravu tora chala bataku khusi maya karantu tu sabubele amiti agare raha mu bhagwan nku prathana karuchi 🙏🏻
ପ୍ରଥମ ସାର୍ ମାନଂକୁ ଧନ୍ୟବାଦ ଏବଂ ଝିଅ ପରିଶ୍ରମ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍
God bless you Little dear. I pray for your Bright future
Account number dio ame comment khali like ki suscribe pai nuhe ame kichi bi pay koribu tumoku 10/20/50/100 jei jaha paribe debe
Apananku bahut bahut dhanyawad 🙏
ଏଇ ଆମ ଝିଅଟିର ସଫଳତା ପାଇଁ ଝିଅକୁ ତାର ବାପା ମା ଙ୍କୁ ସାହାଯ୍ୟ କରିଥିବା ପ୍ରତ୍ୟେକ ମହତ ଶିକ୍ଷାବିତ ମାନଙ୍କୁ ମୋର ଅଶେଷ ଧନ୍ୟବାଦ. ମହାପ୍ରଭୁ ବଳିୟାର ଭୁଜ ଆପଣ ମାନଙ୍କୁ ଓ ସୁନାଝିଅକୁ ସର୍ବଦା ସହାୟକ ହୁଅନ୍ତୁ.
😭😭😭😭😭ବହୁତ ଖୁସିରେ ହୃଦୟର କୋହ ସମ୍ଭାଳି heuni🙏🙏🙏🙏🙏ଭଗବାନ ତୁମକୁ ସହାୟ ହୁଅନ୍ତୁ 🙏🙏🙏🙏🙏
ଯଦି ଝିଅର ବାପ ଗରିବ ସରକାର ତାର ସମସ୍ତ ଖର୍ଚ୍ଚ ଦେବା କଥା
😢😢😢
ପ୍ରଭୁ ତାଙ୍କୁ ସାହସ ଦିଅନ୍ତୁ ଆଗକୁ ବଢିବା ପାଇଁ
ଓଁ ଶାନ୍ତି 🙏🙏🙏🙏
BJP ସରକାର ଆସିଲେ ଗରିବ ମାନଙ୍କ ପାଇଁ ମସିହା
B.j.p 100% Haribo re
ଚୋର ଖଣ୍ଟ ଗୁଣ୍ଡା ମଦୁଆ ମାନଙ୍କର ସରକାର ଆମ ବିଜେଡି ସରକାର.😅😅😅😅
Bekar Katha kahinki kahuchhu bjp sarkar sabu bahi,khata, doctor, IAS, OAS, GST lagaichhantijaha phalare patha padha bada kasta dayaka hoichhi,aagaru jeun patha 50,000re heuthila ebe150,000 hoichhi jeun patha 300000thila taha ebe 12lakh hoi jaichhi
18% GST lagichi khata bahi re😅
BJP central re ବାଳଟା କରିଛି ତ, ଓଡ଼ିଶାରେ ଆସିଲେ ବାଣ୍ଡଟା କରିବ।
Emiti jhianku dekhi akhiru luha asijauchi sarkar jemiti hele b help karantu please.god bless u beta.love u mama......❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
God bless you
Bhagwan tamaku bahut bhalare rakhantu
Jhia ku scholarship miliba uchit 🙏
Congratulations beti.God bless you.👍👍❤A great salute to the teachers.🙏
GOD BLESS YOU BETA.
God bless you Mama. Bhagaban sabu thik kari debe.
ଏଇଟା କଳି ଯୁଗ ଭଲ ମଣିଷ ହେବାକୁ ଭଲ ପଇସା ଭଗବାନ ଦିଅନ୍ତି ନାହିଁ ଯେଉଁ ପିଲା ମିଛ କହି ପାଠ କୁ ଠକେ ସେ ପିଲା ର ବାପା ମା କଂ ପାଖେ ଅଧିକ ପଇସା ଥିବ ହେଉ ଭଗବାନ ତୁମ କୁ ସହାୟ ହୁଅନ୍ତ ତୁମ ଚଲା ପଥ ରେ ଭଗବାନ ସଦୟ ହୁଅନ୍ତୁ
Kichhi chinta karani jhia tame bas khali padhi chala mu bhagban nku dakuchi tame bahut agaku jao varasa rakha dekhiba tame dine tama swapna ra jaga re pahanchi ba god bless u ❤❤
Om Sairam Jay Sairam Sabka Malik Ek Shraddha Saburee ❤❤❤👏👏👏🌹🌹🌹🌹🌹
Good bless you sister 👍👌💯💯💯
Bahut bahut badhai khub age badho
Congratulation Ganga
Love u betu
Salute to her parents and teachers
Congratulation gonga sister God bless you👍❤
God bless you and help you.
God bless you everything and everytime
Congratulations 🎊 God bless you 🙏🏾
God bless you , जय जगन्नाथ स्वामी
Physics and Chemistry 100 mark , Congratulation , Tumaku jaga kalia Sahajya karuchhanti , Se Tumara Aim purana karibe
Seaithi pain mu God nku prathana karuchhi.
Kichhi nahele bi State Bank ru Study loan neai ki patha padha jarirakha and Tumara Aim purana kara.God may bless you.
Congratulations sister👏💯🎉
Bahut aagoku jiba Ganga God bless you
ଗଂଗାର ଉଜ୍ବଳ ଭବିଷ୍ୟତ ପାଇଁ ଜଗତରନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା...
ଯେଉଁ ସାର୍ ମାନେ ସାହାଯ୍ଯ ସହାନୁଭୁତି କରି ଗଂଗାକୁ
ଏତେ ବାଟ ଆଣିଛନ୍ତି
ସେହି ସାର୍ ମାନଙ୍କ ଠାରେ ପ୍ରାର୍ଥନା
ଝିଅଟିର ଭବିଷ୍ୟତ ଗଢିବାରେ ବିଶେଷ ଧ୍ଯାନ ଦେବେ
Government should help Ganga Parida & people also help her for future career.
Sir mananku mor hearty pranamam.
ମୋର ସମସ୍ତଙ୍କୁ request ଯେ ଆମେ ସମସ୍ତେ ଏକାଠି ହୋଇ ସାହାଯ୍ୟ କରିବା ଏଇ ଝିଅ କୁ please
Congratulations God bless you gelhi
ବହୁତ ଭଲ କଲୁ ଝିଅ
God bless you Ganga ❤ jibanare bahut agaku jiba
Thanks bhauni bahut khusira katha paschim odisha ra Bhai bahut khusi
Odisha govt tarafaru jhia ku sahajya miliba abasyaka 🙏🙏🙏🙏🙏Anurodha rahila Naveen sir🙏
Jay guru God bless you 🙏🙏
Iam proud of you.god bless you 🎉
Ae didi nku dekhi bahut dukha laguchhi
I salute this girl
Very nice beta, Jai jagannath 🙏🙏🙏
God bless you my daughter
ଶ୍ରୀ ଶ୍ରୀ ଠାକୁର ଙ୍କୁ ଭଲପାଇବା 🙏🙏ସେ ସବୁ ଠିକ କରିଦେବେ 🌹🌹🙏🙏👍
ଜୟ ଗୁରୁ
God bless you
Sir Jagannath ashirebad
Tume padhucha na housewife ritu
ଯେଉଁ ଘରେ ମୋ ପ୍ରଭୁ ଅଛନ୍ତି ସେଠୀ ସଫଳତା ଗୋଡାଏ
My love only parents and Teachers ❤❤❤❤❤
Au kichi dina pare kahiba my love gote pua
Jay Jagannath 🙏
କିଛି ଚିନ୍ତା ନାହିଁ ଭଉଣୀ ଆମେ ଅଛୁ ଯେତକ ପାରିବୁ ସାହାଯ୍ୟ କରିବୁ ଆଉ ସବୁ ଭଗବାନ ଉପରେ ଭରସା
Jay Jagannath Bless her.State govt help her soon
God bless u beta. Asambhab kichi nahi samaste help karibe don't worry
Dhanyawad beta ❤️❤️❤️
ଏ ଝିଅ ଆମ ଦେଶର ସମ୍ପତ୍ତି, ସମସ୍ତେ ମିଶି ଯତ୍ନନେଲେ ଦେଶ ସମ୍ ରୁଦ୍ଧ ହେଵ
Hare Krishna jhia tame A.c no dele bahuta bhala heba.
God bless you ❤❤❤🎉🎉🎉
Sister God bless u agaku jao
You are great parents
ଭେରୀ ଗୂଡ଼ ଝିଅ God bless u🌹🌹🌹❤️❤️
Ata para bhala news ta dakhaila.......
God bless you sister.....
Jay jagannath
God bless you ganga
Congratulations 🎉🎉🎉🎉
Mahadev karantu tor sabu echa purana hua to papa maa r dukh dura heijau....
Sabubele khusire Raha...kuni bhauni😢❤❤❤❤❤
Congratulations maa,be a doctor rather than nizer
Ganga , may god prey to you every success in your life
ଯେଉଁ ଅଭିଭାବକ ମାନେ ଭାବନ୍ତି ବହୁତ୍ ଟଙ୍କା ଖର୍ଚ୍ଚ କରି ବଡ଼ କଲେଜ ରେ ପଢ଼ାଇଲେ ପିଲା ତାଙ୍କର ସୁନାମ ଆଣିଵ,ସେମାନଙ୍କର ମତାମତ କଣ ??
ପଢ଼ିବା ପିଲା ସବୁ ପରିସ୍ଥିତି ରେ ପଢିବ,
Jila prasasan help kariba darkar
Scholar pila ku chance deba darkar
Bhagaban ashribad karantu
Keep it up my child......
Good bless you Ganga all the best your future beta
Great teachers...🎉
God bless you , bright your life
Mu chanhuchi government tarpharu kichi tanka milu eie bhalia jhia manka pain Amme garbita❤
Congatulations, thanksgiving your Teachers and parents
Congratulations ❤ God bless you abundantly 🎉keep it up
God bless you beta...
Congratulations
Good bless you Ganga🎉
I thanks to the teachers who extended helping hands for her success
Really God bless you
God bless you didi❤ i pray to god you can goal your dream🎉👍👍👍👏
Good ganga❤❤❤❤😊