୨୧ ତାରିଖରେ ପୁରା ଭାରତ ବନ୍ଦ ବଲାଙ୍ଗିର ରୁ ଦେଖୁନ LIVE କେନ୍ତା ରହିଛେ ସ୍ଥିତି।

แชร์
ฝัง
  • เผยแพร่เมื่อ 7 ม.ค. 2025

ความคิดเห็น • 1.8K

  • @HemakantiMahananda
    @HemakantiMahananda 4 หลายเดือนก่อน +7

    ବର୍ତ୍ତମାନ ମଧ୍ୟ ଜାତି ପ୍ରଥା ଉଭୟ ସହର ଓ ଗାଁ ରେ ରହିଛେ

  • @biswalbabu2409
    @biswalbabu2409 4 หลายเดือนก่อน +19

    Jay johar 🙏 jay Adivasi 🏹 ଆମର ଅଧିକାର ଆମର ଲଢେଇ

  • @lingarajpradhan680
    @lingarajpradhan680 4 หลายเดือนก่อน +224

    OBC ମାନଙ୍କୁ
    ଭି ହେତକି ବରଷ ତକ୍ କୋଟା ଦିଆଯାଉ

    • @Social_-Reformer
      @Social_-Reformer 4 หลายเดือนก่อน +29

      ସୁଇ ଥ ମିଳବା 😂😂

    • @niranjanpadhan3453
      @niranjanpadhan3453 4 หลายเดือนก่อน +13

      OBC ku hetki Kota diajau

    • @pitambarmajhi7748
      @pitambarmajhi7748 4 หลายเดือนก่อน +12

      ​@@Social_-Reformerଠିକ୍ କହେଲ ଭାଇ ଜୟ ଆଦିବାସୀ ଜୟ ଭୀମ୍

    • @srikantabarik8545
      @srikantabarik8545 4 หลายเดือนก่อน +10

      @@niranjanpadhan3453 କୋଟା କାଏଁ ହେଲା ଜେ ଦିଆ ହେଲା ସେ ବାବ ଦେ ଟିକେ ପଢ ଜେ ଜାନ ବ ଭାଇ

    • @sishirnaik1866
      @sishirnaik1866 4 หลายเดือนก่อน +3

      जय भीम 🚩🚩

  • @ssofficial2447
    @ssofficial2447 4 หลายเดือนก่อน +220

    ସମସ୍ତଙ୍କୁ ସମାନ କରାଯାଉ କାହିଁ କି ନା ଗୁଟେ OBC ପିଲା 90 ମାର୍କ ରଖିକି ଭି ଚାକିରି ପାଉନାହିଁ କିନ୍ତୁ SC,ST ପିଲା ମାତ୍ର 40 ମାର୍କ ରଖି ଚାକିରି ପାଇଯାଇଛି । ସେଥି ପାଇଁ ସମସ୍ତ ଙ୍କୁ ସମାନ କରାଯାଉ । ଜୟ ଶ୍ରୀ ରାମ

  • @SahilKumarsaha
    @SahilKumarsaha 4 หลายเดือนก่อน +40

    ସମସ୍ତ ଙ୍କୁ ସମାନ ଅଧିକାର ଦିଆଯାଉ

  • @dukhapadhan1077
    @dukhapadhan1077 4 หลายเดือนก่อน +69

    ପାଠ ପଢ଼ା ରେ ଶଭେ ସମାନ ଏଥିରେ ଜାତି ଧର୍ମ ନେ କର ଜାଉ OBC ବାଲେ ଶବ୍ ଧନୀ ଆନ୍ କେଁ

    • @krupasindhunag5499
      @krupasindhunag5499 4 หลายเดือนก่อน

      A6a 6a

    • @rajeshnag2935
      @rajeshnag2935 4 หลายเดือนก่อน +9

      ତମର କହେବର୍ ହିସାବ ରେ ଖାଲି ଚାକିରି ରେ ସମାନ ଅଧିକାର ଆଉ ସବୁ ଥିରେ ଜେନ୍ତା ଚାଲିଚେ ଚଳିଥାଉ ଅଛୁଆଁ ଭେଦଭାବ ଭି ଚାଲିଥାଉ ତମକୁ tk ଲାଜ୍ ଲାଗବର୍ କଥା ହୋ padhan ଭାଇ

    • @sanameher3353
      @sanameher3353 4 หลายเดือนก่อน

      Supreme court ଯାହା କହଇଛନ right decision

    • @weddingalbumdesigning12x36
      @weddingalbumdesigning12x36 4 หลายเดือนก่อน

      Suprime court aita judicial decisions nei dei aita political decision deichan

    • @udayaranjanrout6357
      @udayaranjanrout6357 4 หลายเดือนก่อน

      ​@@weddingalbumdesigning12x36ita ta tmr mentality...ita samvidhan k manu6

  • @od03visit68
    @od03visit68 4 หลายเดือนก่อน +83

    Suprime court decision is final decision jay shree ram

    • @dharmrakshak603
      @dharmrakshak603 4 หลายเดือนก่อน +1

      Right✅

    • @aksocial8
      @aksocial8 4 หลายเดือนก่อน +8

      Lockdown Kids 😂

    • @lingarajdeep314
      @lingarajdeep314 4 หลายเดือนก่อน +1

      ​Yeah that's is lockdown kids😂😂@@aksocial8

    • @sagartube6018
      @sagartube6018 4 หลายเดือนก่อน +3

      Mo banda magiha

    • @lingarajdeep314
      @lingarajdeep314 4 หลายเดือนก่อน

      @@sagartube6018 lockdown kids 😂😂🤣🤣🥵🥵😡😡

  • @IASaspairant
    @IASaspairant 4 หลายเดือนก่อน +4

    ସବୁ ମୂର୍ଖ ରେ , Creamy layer ନ ଲାଗିଲେ sc st caste ର ଯେଉଁ ଧନୀ ଲୋକ ସେମାନେ ପିଢ଼ି ପରେ ପିଢ଼ି କୋଟା ର ସୁବିଧା ନେଇ ଆଗକୁ ଚାଲିବେ ଆଉ ସେଇ sc st caste ର ଗରିବ ଲୋକ ଆଗକୁ ଯାଇ ପାରିବେ ନାହିଁ , ସେଥିପାଇଁ supreme court ଏ judgement ଦେଲେ , ହେଲେ ଏ ମୂର୍ଖ ଲୋକ ମାନେ ବୁଝି ପାରୁନାହାନ୍ତି , ଧନୀ ଲୋକ ମାନେ ୟାଙ୍କ ମୁଣ୍ଡ ରେ ଭୂତ୍ତ ପୁରାଉ ଛନ୍ତି , ଆଉ ଏମାନେ ମାତିଛନ୍ତି , କିନ୍ତୁ ଜାଣି ପାରୁ ନାହାଁନ୍ତି ନିଜ ଗୋଡ ରେ ନିଜେ କୁରାଢି ମାରୁଛନ୍ତି ବୋଲି , ଜଣେ ias officer ର ପୁଅ ଯାଇଥିବ ଚାକିରି ପାଇଁ ଆଉ ଜଣେ ସାଧାରଣ ଗରିବ ଘର ର sc st ଲୋକ ଟିର ପୁଅ ଯାଇଥିବ ଚାକିରି ପାଇଁ କିଏ ସେଠି ଚାକିରି ଟା ପାଇବ , ସେଥିପାଇଁ କୋର୍ଟ କହିଲେ ଧନୀ ଲୋକ ଙ୍କୁ ବାଦ୍ ଦିଅ

    • @pramilapati3181
      @pramilapati3181 4 หลายเดือนก่อน

      Amane kichhi bujhu nahanti . Michha prarochana re padiki strike karuchhanti but faida rich SC ST neuchhanti .

  • @A1_SAMBALPURI_DUNIA
    @A1_SAMBALPURI_DUNIA 4 หลายเดือนก่อน +125

    କୁଟା ଉଠିଲା ବହୁତ ଭଲ ହେଲା ସମସ୍ତ ଙ୍କୁ ସମାନ ଅଧିକାର ମିଳିବ ❤❤❤❤❤❤

    • @AnOptimistt
      @AnOptimistt 4 หลายเดือนก่อน +8

      Bhai re first tui sor ni paebar tael fer comment karuchhu

    • @Bishalmeher509
      @Bishalmeher509 4 หลายเดือนก่อน +3

      ଭାଇ ରେ ତମର ଦିନ ଗଲା ରେ 😂😂😂😂​@@AnOptimistt

    • @subratbehera8293
      @subratbehera8293 4 หลายเดือนก่อน

      Kn j kuta paibe st sc..

    • @subratbehera8293
      @subratbehera8293 4 หลายเดือนก่อน +3

      Obc au general manku jen subidha milu chy st sc se subidha nai paibar bhayal

    • @subratbehera8293
      @subratbehera8293 4 หลายเดือนก่อน +6

      Bilkul nai samku saman adhikar milu

  • @BibunaBibhuti
    @BibunaBibhuti 4 หลายเดือนก่อน +1

    Thanks you brother right speakers.sambhidhan banchao

  • @sanjibsahu6403
    @sanjibsahu6403 4 หลายเดือนก่อน +29

    ଓବିସି ମାନେ କାଣା ସବୁ ମାହାଜନ ଅନ୍ କେ ।ଓବିସି ମାନଙ୍କୁ ଭି ହେତକି ବରଷ ତକ କୋଟା ଦିଆଯାଉ ।ଏସି ଏସ୍ ଟି 40%ମାର୍କା ରଖଲେ ଚାକିରି ପାଇଯାଉଛନ ଆଉ ଓବିସି ପିଲାମାନଙ୍କର 90%ମାର୍କା ରଖଲେ ଭି ଚାକିରି ନାହିଁ ମିଳବାର୍ ତେଣୁକରି ସମସ୍ତଙ୍କୁ ସମାନ କରାଯାଉ ।

    • @aayanshkumar16
      @aayanshkumar16 4 หลายเดือนก่อน +3

      Tame sc k palei aasa 40 re pai jiba 😂

    • @arabindasahu1535
      @arabindasahu1535 4 หลายเดือนก่อน

      SC ST bhi pauchhan 90%.kh
      ali kahidele nai hue.sabhe kan
      a 90% psych han.sabu ade dekhan bhai...

    • @Dkspy
      @Dkspy 4 หลายเดือนก่อน +1

      ହଁ ତୁଇ ବ୍ରାହ୍ମଣ ମାନଙ୍କର ଅଇଠା ଚାଟି କି ଘରେ ବସି କି ଥ ଯେ ତମକୁ obc Manku କୋଟା ମିଲବା 😂

    • @ChandraManisuna-d7v
      @ChandraManisuna-d7v 4 หลายเดือนก่อน +2

      ବେଲେ SC ମାନେ ବି ହୋଟେଲ ଦେବେ ଆଉ obc ମାନେ ଖାଇ ଆସବେ SC ମାନଙ୍କୁ ବି ସମାନ ଅଧିକାର ଦିଆଯାଉ

    • @parthasuna3898
      @parthasuna3898 4 หลายเดือนก่อน

      Right 😀​@@aayanshkumar16

  • @sekhar29
    @sekhar29 4 หลายเดือนก่อน +1

    ସମସ୍ତ କୁ ସମ୍ମାନ ଅଧିକାର ଦିଆଯାଉ ମୋଦିଂ ଜୀ କୁ ଧନ୍ୟବାଦ ଜେମୋଦି ଜିନ୍ଦାବାଦ

  • @Luvsahu4836
    @Luvsahu4836 4 หลายเดือนก่อน +22

    ସମ୍ବିଧାନର ପ୍ରକୃତ ଅର୍ଥ ହେଲା ଯେ, ସମସ୍ତଙ୍କ ପାଇଁ, ସବୁ ଲୋକର ଲାଗି ସମାନ ଅଧିକାର ହେଲା ସମ୍ବିଧାନ। ଯେଉଁ ଆଇନ ସମାନ ଅଧିକାର ଦେଉଛି,ଦେବ ସେହି କାନୁନ୍ ହିଁ ସମ୍ବିଧାନରେ ରହିବ।

    • @piyushraaj23
      @piyushraaj23 4 หลายเดือนก่อน

      ପାଗଳ ଟା ନା କାଣା ସମ୍ବିଧାନ କେବେ ପଢ଼ିଛ କେଁ ଆଗ ସମ୍ବିଧାନ ପଢ଼ ତାପରେ comment କର୍ଵ

    • @Rani-t3m1j
      @Rani-t3m1j 4 หลายเดือนก่อน

      @@Luvsahu4836 thik kahela...କିନ୍ତୁ...ସମ୍ବିଧାନ୍ ରେ ଯଦି ସମାନ ଅଧିକାର ଖୋଜୁଛ ବେଲେ...ଉଚ ନିଚ ଜାତି ଭେଦଭାବ କାହିଁ ରଖୁଛ.....ସାର୍ବଜନୀନ ପୂଜା ପେଟ୍ କାର୍ଡ ରେ ଲେଖି...ଛୁଆଁଛୁତ୍୍ ରଖୁଛ......ବିହା ବରପନ ଯେନ ଯାହାକେ ହଉ....କାହି...ପିଲା ଛୁଆର ଇଛା ଭଂଗ କରୁଛ....ଅଲଗା ଜାତି କହି..ଏବେ ବି ତମେ ଆମେ ବଡ଼ କହି....ମାନବିକତା ଭୂଲି ଯାଉଛ..ଫେର୍ କହୁଛ...ସମାନ ଅଧିକାର.....ଆମର୍ ଯଦି ସଂରକ୍ଷଣ କଟିଗଲେ ତମେ କେତେ ରାଜ୍ କରିବ ଆମକୁ ଜଣା.ବୁଝିଲ.....ଆମର୍ ଅଧିକାର ପାଇଁ ଆମର ଫୁଲ୍ ଲଢେଇ ହେବା.....ଛାଡିବୁ ନାହିଁ

  • @SubhadarsisurendraPradhan
    @SubhadarsisurendraPradhan 4 หลายเดือนก่อน +1

    We support the Supreme Court decision ❤❤❤

  • @aparna9484
    @aparna9484 4 หลายเดือนก่อน +36

    ସମ୍ବିଧାନରେ ୧୦ ବର୍ଷ ପାଇଁ କୋଟା ଦିଆଯାଇଥିଲା ଏଥିରେ ରାଜନୀତି କରି ୭୫ ବର୍ଷ ହେଲାଣି ତେଣୁ ଆଉ ରାଜନୀତି ଚାଲିବ ନାହିଁ।କୋଟା ନିଶ୍ଚିତ ଭାବେ ବନ୍ଦ ହେବା ଦରକାର।ତମର ପରିବାର ଚାରି ପିଢ଼ି ହେଲା ଚାକିରି କରବ ତୁମେ କେଁ କୋଟା ର ଠିକା ନେଇଛ କେଁ।ଆମର st sc ପିଲା ବହୁତ ଗରିବ ପିଲା ଚାକିରି ନାଇ କରିପାରିବାର ତ କୋଟା କେଁ ଦରକାର।କୋଟା ନିଶ୍ଚୟ ଉଠବାର ଜରୁରୀ ଆଏ। Good decision by supreme court 🎉🎉🎉🎉

    • @Rani-t3m1j
      @Rani-t3m1j 4 หลายเดือนก่อน

      କାହାର ଜାତି କେତେ କିଏ କେତେ ଚାକିରି ପାଇଛେ...ଖୋଜ

    • @HemakantiMahananda
      @HemakantiMahananda 4 หลายเดือนก่อน +1

      ଭାଇ ତୁମେ କେନୁ ପଢିଲ ଯେ 10 ବର୍ଷ କୋଟା କଥା ଟିକେ କହିବ

    • @PrashantGahir-ly3hq
      @PrashantGahir-ly3hq 4 หลายเดือนก่อน

      Right

    • @Yams542
      @Yams542 4 หลายเดือนก่อน

      @@HemakantiMahananda ଭାଇ ନି ସେ ବହେନ୍ ଅନ୍

    • @jajatibehera9383
      @jajatibehera9383 4 หลายเดือนก่อน +1

      ଚାରି ପିଢ଼ି ଚାକିରି କଲା ପରେ ସେ ପରିବାର କଣ ସବର୍ଣ୍ଣ ହେଇଗଲେ କି

  • @bikashmajhi8428
    @bikashmajhi8428 4 หลายเดือนก่อน +6

    Sabitri Nag sister 1 no katha kahele...Jai bhim jai aadibasi

  • @lachimdongri2860
    @lachimdongri2860 4 หลายเดือนก่อน +3

    SC ST କୁ ଛାଡି ଆଉ ସବୁ ବର୍ଗ ମିଶି ଭାରତ ବନ୍ଦ ଡାକରା ଦିଆଯାଉ

  • @sebatibhue9514
    @sebatibhue9514 4 หลายเดือนก่อน +1

    Jay bheem jay bharat❤❤❤❤❤

  • @bipinbihari5353
    @bipinbihari5353 4 หลายเดือนก่อน +4

    ଚାକିରି କ୍ଷେତ୍ର ରେ ପାଠ ପଢା କ୍ଷେତ୍ର ରେ କି ବାଳ କୋଟା ସବୁ ସମାନ ହେଉ ଗାଣ୍ଡୀ ରେ ଦମ୍ ଥିଲେ ପାଠ ପଢ଼ିବେ ଆଉ entras ପାସ୍ କରି ଚାକିରି କରିବ ବାଳ ବାବା ସାହେବ୍ କୋଟା କରିଛି ମାଘିଆ କେତେ ପିଲା other cast ct ba bd ma pg କରିକି ବେକାର ବୁଲୁଛନ st sc କୁ entras ରେ କମ ମାର୍କ ଆଣିଲେ job ପାଉଛି ପୁରା କୋଟା ହଟିବା ଦରକାର୍

  • @IsraelChhatria-wz7we
    @IsraelChhatria-wz7we 4 หลายเดือนก่อน +1

    Yes..!!

  • @Sns-f9z
    @Sns-f9z 4 หลายเดือนก่อน +4

    Jai bhim jai sambidhan

  • @bapipalei7517
    @bapipalei7517 4 หลายเดือนก่อน +2

    Jetiki ladhuchha kota pain , semiti jatipratha sampurna uthu dabi rakha . Semiti karibani faida miluchhi kota ru . Kota bharata ra byadhi palatichhi .

  • @santoshkumarmajhi8918
    @santoshkumarmajhi8918 4 หลายเดือนก่อน +52

    Good decision by Supreme court

    • @birendrabag6775
      @birendrabag6775 4 หลายเดือนก่อน

      Tui kana jani6u bo pila...kahu6u

    • @nepalnag1422
      @nepalnag1422 4 หลายเดือนก่อน +1

      Bala naa au

    • @sahubikegarage
      @sahubikegarage 4 หลายเดือนก่อน

      Jay hind Jay bharat​@@nepalnag1422

    • @khiradriharpal3942
      @khiradriharpal3942 4 หลายเดือนก่อน

      Bala decision

    • @rupeshbag3376
      @rupeshbag3376 4 หลายเดือนก่อน

      Tame kete mark rakhi6 bhai

  • @ByasaBariha-w8v
    @ByasaBariha-w8v 4 หลายเดือนก่อน +2

    Pura right katha sir 🙏🙏🙏🙏

  • @prafullapadhan7066
    @prafullapadhan7066 4 หลายเดือนก่อน +4

    ସମସ୍ତଙ୍କୁ ସମାନ ଅଧିକାର

  • @bularamsahu3823
    @bularamsahu3823 4 หลายเดือนก่อน +7

    ଗାଡି ଦୁର୍ଘଟଣା ରେ ଯଦି ଜଣେ ବ୍ୟକ୍ତି ର ମୃତ୍ୟୁ ହେଲ ଡ୍ରାଇଭର ମାନଙ୍କୁ 10ବର୍ଷ ଜେଲ ଓ 7ଲକ୍ଷ୍ୟ ଜୋରିମାନା ନିୟମ ଇଟା ତ ସମ୍ବିଧାନ ରେ ଲେଖା ନାଇଁ ଥାଇ ସେଟା ଯଦି ଲାଗୁହେଲା ତ ଇଟା କାଏ ହେଲା ଯେ ଲାଗୁ ନାଇହୁଏ

  • @vishantsarma3193
    @vishantsarma3193 4 หลายเดือนก่อน +1

    Jay bhim(Mahabharat Bala)

  • @chitasahu7942
    @chitasahu7942 4 หลายเดือนก่อน +27

    ମୋର୍ ହିସାବରେ OBC ବର୍ଗର ଲୋକମାନେ ନିଜର ଅଧିକାର ନି ଜାଣି ପାରବାର୍। reservation ଟା ଯେତିକି percentage ଲୋକ୍ ଅଛନ୍ ସେତିକି percentage ଦିଆ ଯିବାର କଥା। ତ OBC ବାଲେ ଯେହେତୁ 50% ଅଛନ , ସେମାନ୍ କୁ 50% reservation ଦିଆ ଯିବାର କଥା,,ଯାହାର ଦ୍ଵାରା obc ସମାଜ ର ଭି ମଙ୍ଗଳ ହେତା।

    • @rohitchhatria5041
      @rohitchhatria5041 4 หลายเดือนก่อน +1

      ହଁ ଭାଇ ଆପଣ ବହୁତ୍ ଠିକ୍ କହୁଛନ ହେଲେ ଇ obc ର କେତେ ଚମ୍ଚା ଆଛନ ଯେ ଜେନେରାଲ କେ ସପୋର୍ଟ କର୍ସଂ କାହିଁକି ଜନିଛନ ଅଇଁଠା ଚାଟିବା ପାଇଁ ।

    • @globalraj...4903
      @globalraj...4903 4 หลายเดือนก่อน

      E magaya Mane nai janat ho bhai

    • @kamalkishorghivela7261
      @kamalkishorghivela7261 4 หลายเดือนก่อน

      10 year dia hi thila aru kete barsha kota khaiba
      Fokat ka chandan ghas mere lallu

    • @globalraj...4903
      @globalraj...4903 4 หลายเดือนก่อน

      ​@@rohitchhatria5041tankar maa buhen k babhan gehele gora chhua heba na hetir lagi

    • @Bharatbarsham
      @Bharatbarsham 4 หลายเดือนก่อน

      Hn hebar katha

  • @shankarmeher7628
    @shankarmeher7628 4 หลายเดือนก่อน +6

    Suprime court is good order ...Jai hind🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @Luvsahu4836
    @Luvsahu4836 4 หลายเดือนก่อน +8

    ଆପଣମାନେ ଯାହା କହୁଛନ୍ତି ସଠିକ୍ କହୁଛନ୍ତି। କିନ୍ତୁ! ଏହି ନିୟମ ଟି ସେତେବେଳେ ଠିକ୍ ଥିଲା ବା ବହୁତ ଦରକାର ଥିଲା ଆଜ୍ଞା। ଏବେ ଆଉ ଦରକାର ର ଆବଶ୍ୟକତା ନାହିଁ ବୋଲି ମନେ ହେଉଛି।

  • @pabitrabaikar25
    @pabitrabaikar25 4 หลายเดือนก่อน +1

    Jay adivasi ❤

  • @chaturbhujabag5095
    @chaturbhujabag5095 4 หลายเดือนก่อน +48

    Obc. ବାଲେ ବଂମ ଧରବେ ପାଠ ପଢ଼ି କରି ଆରକ୍ଷଣ ଠିକ କରିଛନ

    • @haribandhurout7181
      @haribandhurout7181 4 หลายเดือนก่อน +1

      🎉🎉🎉🎉🎉🎉🎉🎉🎉🎉right now👌👌👌👌👌👌 bhai👍👍👍👍👍

    • @KushaBag-
      @KushaBag- 4 หลายเดือนก่อน

      Right

  • @shamav5673
    @shamav5673 4 หลายเดือนก่อน +4

    ଦେଖୁଛ ତ ଭାଇ ମାନେ ହିନ୍ଦୁ ସଙ୍ଗଠନ ମାନେ କେନ୍ତା ବିରୋଧ କରୁଛନ SC ST MANKAR....

  • @ByasaBariha-w8v
    @ByasaBariha-w8v 4 หลายเดือนก่อน +1

    Pura right katha sister ❤❤❤

  • @srikantabarik8545
    @srikantabarik8545 4 หลายเดือนก่อน +55

    ଜେତେ ଦିନ ତକ ଜାତିବାଦ ଥିବା
    ସେତେ ଦିନ ତକ ଆରକ୍ଷଣ (କୁଟା) ଦରକାର
    ମୋର ସମିଆଁ ଚେନାଲ ଭାଇ ଟିକେ ସୁନ
    ୧------ନେତା ମନ୍ତ୍ରୀ ପିଲା ମାନେ ନେତା ମନ୍ତ୍ରୀ ହେଉଛନ ଇଟା ଜାନି ଛ କି ନେଇ
    ୨----ଅମିତ ଶାହା ର ପିଲା କେଭେ କି୍ରକେଟ ନେଇ ଖେଲି ସେ କି୍ରକେଟ ଟିମ୍ ର ପ୍ରେସିଡେଣ୍ଟ ହେଲା
    ୩----- ରାମ୍ ମନ୍ଦିର ଭୁମି ପୁଜନ ରେ ଦୌପଦୀ ମୁର୍ମୁ କେ ନେଇ ଡାକି
    ସେ ପରେ ଦେଶ ର ରାଷ୍ଟ୍ର ପତି ହୋ ତମେ ନେଇ ଜାନି କେଁ
    କାରଣ ସେ ହଉଛେ ଛୋଟ ଜାତିର ବଲି ବାଏଜ କରୁଛନ

    • @rosansahu1392
      @rosansahu1392 4 หลายเดือนก่อน

      Kie kahela dropadi Murmu ke ni dakhi heta fake rumour e bo ...
      1st ponit Jen kahel heta thik a6e . But ame Jen teli , kumbhar,Goud , kiulta ita Jen jati gaon ne a6n garib lok semane kenta karbe ...
      Mui bahut hard work karmi garib Ghar r pila tarasar bina coaching re 600 mark anmi au neet ni pain au St sc 450 re paijibe bele mate kenta lagba.
      So je developed hela na se kuta ni paibar katha .armare re ta jane tk paisa thila lok ki job kala person r pila St sc heithle ete mark pai parba .

    • @chirasmitamunda2216
      @chirasmitamunda2216 4 หลายเดือนก่อน

      Good ❤

    • @CricketWithChinmaya
      @CricketWithChinmaya 4 หลายเดือนก่อน +11

      Ram mandir bhumi puja re President nije jaithile puja b kale bhal se tk news dekha j janba

    • @chudamanimeher4197
      @chudamanimeher4197 4 หลายเดือนก่อน

      Kota uthbar ta thik hai,karan gute kam mark paikina b job pau6e hele gute 90% rakhi thile b nai paibar kota hatao education banchao.​@@CricketWithChinmaya

    • @ashokkumbhar1879
      @ashokkumbhar1879 4 หลายเดือนก่อน +1

      ସତ କଥା

  • @HiTechMobile-x8z
    @HiTechMobile-x8z 4 หลายเดือนก่อน +1

    We respect all caste

  • @MKC..
    @MKC.. 4 หลายเดือนก่อน +36

    ସୁପ୍ରିକୋର୍ଟଙ୍କ ଆଦେଶ ଠିକ୍ ଅଛି। ST ଓ SC ପରିବାର ଗରିବ ପିଲା ମାନଙ୍କୁ ଲାଭ ମିଲିଥିତା । ନାହିଁ ତ ଗରିବ ST ଓ SC ପିଲା କେବେ ବି Reservation ଲାଭ ନାଇ ପାଇ ପରେ ଇଟା ପୁରା ସତ୍ କଥା କେବଳ କେତେଟା ପରିବାର ଲୋକେ ହିଁ ଲାଭ ଉଠାବେ

    • @aksocial8
      @aksocial8 4 หลายเดือนก่อน

      Kete Path Padhichhu

    • @sashikantamohanty1235
      @sashikantamohanty1235 4 หลายเดือนก่อน

      ​@@aksocial8tui kt padhichu re dada

    • @aksocial8
      @aksocial8 4 หลายเดือนก่อน

      @@sashikantamohanty1235 😂😂

    • @Bharatbarsham
      @Bharatbarsham 4 หลายเดือนก่อน

      Bhal se padha tike reservation caste basis re dia heithila economics basis re nai

    • @rdxgaming7138
      @rdxgaming7138 4 หลายเดือนก่อน

      Resavetion re murkha chakiri paiba aita thik nuha

  • @Sudhansu2863
    @Sudhansu2863 4 หลายเดือนก่อน +2

    ଦମ ଅଛେ ତ ଜାତି ପ୍ରଥା ଉଠ କୋଟା ଆପେ ଉଠିଯିବା ସମସ୍ତଙ୍କୁ ସମାନ କରବା କେ ଚାହୁଛତ General Cast ବାଳେ ତାକର ଟୁକେଲ କେ ଗୁଟେ SC,ST ପିଲା କେ ବିହା ଦେବେ କାଏଁ...? ଯେତେବେଳେ ଜେନେରାଲ
    Cast 3 ହଜାର ବରଷ ରାସ୍ତା,ଘାଟ ଜମି,ବାଡ଼ି ଆରୁ ଶିକ୍ଷା ବ୍ୟବସ୍ଥା ଉପରେ 100/% ଅଧିକାର କରି ବସିଥିଲେ ସେତେବେଳେ କେନ୍ନ ସୁଇଥିଲ...? ଆମରନୁ କପଡା ପିନ୍ଧବାର ଅଧିକାର ବି ଛଡେଇ ନେଇଁ ଥିଲ ହେ time କେ ସବେ ସମାନ ବଳି ଭାବି ନେଇଁ ପାର୍ଲ କାଁ ତମକୁ ବି କୋଟା ଦିଆ ଯିବା ଯଦି ତମେ ଝାଡୁ ମାର୍ବ ଆରୁ ଆମର ଘରମାଙ୍କର ଲେଟରିଂ ସଫା କରବ କାଁ ବଳୁଛ କହ...?

  • @tikumahakur3242
    @tikumahakur3242 4 หลายเดือนก่อน +21

    Good decision by SC. ଆର୍ଥିକ ପରିସ୍ଥିତି ଦେଖିକି reservation ଦିଆଯିବା କଥା. ଜଣେ ଜଣେ ଏମିତି ଅଛନ୍ତି ତାଙ୍କ ଘରେ ସମସ୍ତେ Gazzetted ଅଫିସର. ତା ପୁଅ କି ଝିଅ କାହିଁକି reservation ନେବ. Reservation ର ଖରାପ ଉପଯୋଗ କରାଯାଉଛି. ଏଇଟାକୁ SC/ST ସହଯୋଗ କରିବା କଥା. ତାଙ୍କ ପାଇଁ ଏଇଟା ବହୁତ ଭଲ decision Supreme court ନେଇଛନ୍ତି. ଗରିବ ଗରିବ ହେଇ ରହିବ ଆଉ ଧନୀ ଧନୀ ହେଇଯିବେ.

    • @joshibhaitips459
      @joshibhaitips459 4 หลายเดือนก่อน +1

      Right bhai

    • @Abhis1503
      @Abhis1503 4 หลายเดือนก่อน +1

      Hae ho babu Reservation untouchability k dekhiki dia jai6e nai ki garib ki dekhi ki

    • @pareshsahoo2599
      @pareshsahoo2599 4 หลายเดือนก่อน

      ​@@Abhis1503hm j bhai jen garib SCST a6an tanku upar knt kale upar asbe takar katha b ta chinta karbar k padba na au main katha SCST reservations jete percentage hete eka raheba...

    • @Mehnat9999
      @Mehnat9999 4 หลายเดือนก่อน

      Kete padhichu re babu ....ajatha sc st against re neikahbu ....tell about abolition of discrimination on caste basis .....

    • @nepalnag1422
      @nepalnag1422 4 หลายเดือนก่อน

      MLA pila MLA kj hauchhe answer dia

  • @AswiniNaik-h8p
    @AswiniNaik-h8p 4 หลายเดือนก่อน +2

    Right katha jaya bhim

  • @Satyamded
    @Satyamded 4 หลายเดือนก่อน +77

    Kete ଦିନ ତକ୍ କୋଟା ଦରକାର୍ ତମକୁ ,obc general ମାନେ 95% ପାଇଲେ ବି job ନି ପାଇବାର ହେଲେ 10% ପାଇଲେ st sc ମାନେ ଚାକିରି ପାଉଛନ

    • @antionbb727
      @antionbb727 4 หลายเดือนก่อน +11

      😂😂😂😂😂😂 sc st heijaa bo kn kari 95 percentage lagba 10 percentage thi paeba sc st heijaa

    • @birendrabag6775
      @birendrabag6775 4 หลายเดือนก่อน +2

      Thik kahu6u j pila jen mane achhut aau job kale na semanku tk chhuan achhuan ta hatei dei sange misi kari raha... Hele

    • @Abhis1503
      @Abhis1503 4 หลายเดือนก่อน +6

      Tor dam a6e ta caste discrimination hatei ki dekha .... Tapre dekhbu kia besi path jansi j

    • @YTenginearmanoj
      @YTenginearmanoj 4 หลายเดือนก่อน

      ​@@antionbb727 bele tume pangu ki lengda lula aey tume sc st go mans ghusri mans khaucha bele tum ku chibekai bhai tume uchit pat padhi kari job kara obc general pat ni padba kai auu tume khali sc st hela je paeba jane kam kale paesa paeba ni kari paeba kai

    • @radhusahu2755
      @radhusahu2755 4 หลายเดือนก่อน

      Sat ae ho

  • @malayamajhi7465
    @malayamajhi7465 4 หลายเดือนก่อน

    You are great mam super nice Allright 👍intelligent quality 👌

  • @ripannaik3970
    @ripannaik3970 4 หลายเดือนก่อน +7

    ପାଠ ପଡିଲା ବେଲେ ସବକର ଲାଗୀ ସମାନ ଆଉ ସରକାରୀ ଚାକୀରି ବେଲେ କୋଟା ତମକୁ ଦରକାର ଔର ଓବୀସୀ ବାଲେ ଓ ଯେନେଲାର ବାଲେ କାଣା ଭୀକ୍ଷା ମାବେ କାଏଂ

    • @bhaskardalpati4113
      @bhaskardalpati4113 4 หลายเดือนก่อน

      Tame to tretaya jug nu gayni kn ho

    • @ArunMahakur-kz4uv
      @ArunMahakur-kz4uv 4 หลายเดือนก่อน

      Right

    • @Rani-t3m1j
      @Rani-t3m1j 4 หลายเดือนก่อน

      @@ripannaik3970 ଦାନ....କଣ ଭୀକ୍ଷା ନୂହେଁ.....

  • @Sanatan-x3w
    @Sanatan-x3w 4 หลายเดือนก่อน +1

    Jay bhim

  • @debendra245
    @debendra245 4 หลายเดือนก่อน +6

    ଶିକ୍ଷା ଉପରେ ଯଦି ଦେଖାଯାଏ ତାହେଲେ ପାଠପଢିବାକୁ ସବୁ ଟଙ୍କା ପଇସା ଦିଆଯାଉ ହେଲେ ଚାକିରୀ ଉପରେ ସଂଥଙ୍କୁ ସମ୍ମାନ କରା ଯାଉ । ST ଆଉ SC ରେ 2 mark, 4mark ସରକାରୀ ଚାକିରୀ ଆଉ UR ଆଉ OBC/SEBC ରେ 120mark, ପାଇ କରିବି ନା ମିଳିବାର।

    • @rohitchhatria5041
      @rohitchhatria5041 4 หลายเดือนก่อน

      କେତେ percentage paichhu

    • @bhaskardalpati4113
      @bhaskardalpati4113 4 หลายเดือนก่อน

      Jaati ved kn j sruti kala........he lagi bhogucha aaji.

  • @lachimdongri2860
    @lachimdongri2860 4 หลายเดือนก่อน +2

    Obc ସମାଜ ଭାରତ ବନ୍ଦ କର

  • @jagacreation7421
    @jagacreation7421 4 หลายเดือนก่อน +4

    କୋଟା ରହିବା ଦରକାର ଜୟ ଆଦିବାସି ❤❤❤❤💪💪💪

  • @hrushikeshsuna131
    @hrushikeshsuna131 4 หลายเดือนก่อน +1

    Jai bhim

  • @jagrutithanapati661
    @jagrutithanapati661 4 หลายเดือนก่อน +43

    All are equal ❤...Samku saman adhikar milu ....Jay hind jay bharat 🧡🤍💚

    • @abhandwriting.3866
      @abhandwriting.3866 4 หลายเดือนก่อน +1

      Then sc/st people are eligible for marriage of obc/general.

    • @globalraj...4903
      @globalraj...4903 4 หลายเดือนก่อน +1

      Tui kahebar k kana chahuchhu be magaya

    • @abhandwriting.3866
      @abhandwriting.3866 4 หลายเดือนก่อน

      @@globalraj...4903 e ganda gihalar chhua English nai bujhi parun kan.

    • @Bharatbarsham
      @Bharatbarsham 4 หลายเดือนก่อน

      ​@@abhandwriting.3866Hethir lagi eka reservation miluche tume eka hemanku mouka daucha.

    • @lilamayasahu6669
      @lilamayasahu6669 4 หลายเดือนก่อน

      ​@@abhandwriting.3866baha hua jahaku chiihile tahaku baha hua kiye mana kala ki

  • @SonuMaharana-lf8pt
    @SonuMaharana-lf8pt 4 หลายเดือนก่อน +1

    କୋଟା ମଧ୍ୟରେ କୋଟା ଏହା ସୁପ୍ରିମକୋର୍ଟର ବହୁତ ଭଲ ରାୟ । ଓଡ଼ିଶା ରେ ଏହାକୁ ସ୍ବାଗତ କରିବା କଥା କିନ୍ତୁ ତମେ ମାନେ ଆନ୍ଦୋଳନ କରିବା ଠିକ୍ ନୁହେଁ।
    ଏମାନେ ଯଦି ଏମିତି କରିବେ ତେବେ ଦେଶର ଗରିବ ଶ୍ରେଣୀର st,sc,obc , general ଶ୍ରେଣୀର ଲୋକ ମାନେ ଏକତ୍ରିତ ହୋଇ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବେ।
    ଯେଉଁ ମାନେ ଗରିବ st,sc ର ଲୋକ ଅଛନ୍ତି ସେମାନଙ୍କ ପିଲାମାନଙ୍କୁ ସରକାରୀ କୋଟା ମିଳୁ । ଅଯୋଗ୍ୟ ଧନୀ st,sc ମାନଙ୍କୁ ଏଥିରୁ ବାଦ୍ ଦେଲେ ଦେଶ ପାଇଁ ଉଚିତ୍ ହେବ।ଏଇ ଧନୀ ବର୍ଗ ର st ,sc ଲୋକ ମାନଙ୍କ ପାଇଁ ଆଜି ଗରିବ ଶ୍ରେଣୀର st,sc ମାନେ ଚାକିରି କ୍ଷେତ୍ରରେ ପଛୁଆ ଅଛନ୍ତି କାରଣ ସେମାନେ ତ ଗରିବ , ସେମାନଙ୍କ ଛୁଆ ମାନଙ୍କୁ ଟଙ୍କା ଖର୍ଚ୍ଚ କରି ଭଲ ପାଠ ପଢ଼ାଇ ପାରନ୍ତି ନି କିନ୍ତୁ ଏମାନେ ଏତେ ଧନୀ ବର୍ଗର ଲୋକ ହୋଇଯାଇଛନ୍ତି ଜେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରନ୍ତି ।କିନ୍ତୁ ଗରିବ st ,sc ର ଛୁଆ ସରକାରୀ ସ୍କୁଲରେ ପଢି ଯେତିକି ପାରୁଛନ୍ତି
    ସେତିକି ପଢୁଛି ।କାରଣ ସରକାରୀ ବିଦ୍ୟାଳୟ ରେ ଯେଉଁ ତ ପାଠ ତାହା ସମସ୍ତଙ୍କୁ ଜଣାଅଛି ।
    ସେମାନଙ୍କ ପାଇଁ ଚାକିରି ତ ଦୁର ର କଥା ପାଠ ପଢା ମଧ୍ୟ ସେମାନଙ୍କ ଅଧାରେ ରହିଯାଏ।
    ଏଇ କୋଟା ଧନୀ ବର୍ଗ ର ଲୋକ ଙ୍କୁ ମିଳିବା ଯୋଗୁଁ ,ଗରିବ st,scମାନେ ଆହୁରି ଅଧିକ ଗରିବ ହେଇଛନ୍ତି ଏବଂ ଧନୀ st ,sc ର ଲୋକ ସରକାରୀ ଚାକିରୀ ପାଇ ଆହୁରି ଧନୀ ହୋଇ ଚାଲିଛି ।ଏହା ଦେଶ ପାଇଁ ଭଲ ନୁହଁ।
    ଗରିବst,scମାନଙ୍କୁ କୋଟା ମେଳୁ, ସେ ଆଗକୁ ଯାଉ ।ଧନୀ ବର୍ଗର ଲୋକ ଏଥିରୁ ବାଦ୍ ପଡୁ। ନଥିଲେ ଓଡ଼ିଶା ର ପ୍ରତ୍ୟେକ ଗରିବ ଶ୍ରେଣୀର ଲୋକମାନଙ୍କୁ ଏକତ୍ରିତ ହୋଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।

  • @AshishMeher-w8i
    @AshishMeher-w8i 4 หลายเดือนก่อน +4

    ଆଜ୍ଞା, ସୁପ୍ରିମ କୋଟ ଠିକ ନିଷ୍ପତି ନେଇଛନ୍ତି, ଛୁଆଁ ଅଛୁଆଁ ହେଉଛି ଲୋକଙ୍କ ମାନସିକତା

  • @bishalmajkhand4299
    @bishalmajkhand4299 4 หลายเดือนก่อน

    Bahut bhal kahela advocate sir & didi❤

  • @surendradharuaofficial7323
    @surendradharuaofficial7323 4 หลายเดือนก่อน +5

    Bjp bjp ଜିନ୍ଦାବାଦ

  • @ମାଁପେଣ୍ଡ୍ରାଣୀମୂଜିକ
    @ମାଁପେଣ୍ଡ୍ରାଣୀମୂଜିକ 4 หลายเดือนก่อน +1

    ରାଇଟ କଥା ଗୋଟେକହିଛସେତି ପାଇଁ ନିଜଜାତି ପାଇଁ ସମ୍ବିଧାନରେ ରଖିଛନ୍ତି

  • @Omsainath
    @Omsainath 4 หลายเดือนก่อน +24

    Salute u nivesh bhai ❤❤❤ real journalist of odisha and bharat

    • @manishamajhi9872
      @manishamajhi9872 4 หลายเดือนก่อน +1

      ST SC jetiki job POST baharuchi taha bi fillup complete hoi parunahanti, Mane Adivasi Mane abe parjanta samaj srota re pahanchi pari nahanti

  • @kunabudek3362
    @kunabudek3362 4 หลายเดือนก่อน +2

    ସାର୍ ଚାକିରୀ କ୍ଷେତ୍ର ରେ....କୋଟା.... ନାଇ ଦେଖ୍ ବାର୍ କଥା.... କେଁ ଯେ କି.....ଯିଏ ଦିନ ରାତି ପାଠ ପଢ଼ୁଛେ.....ସେ ବିଚରା ଚାକିରି ପାଇ ନି ପାର୍ ବାର୍..... ହେତିର ଲାଗି ପଢା ଆଉ ଚାକିରୀ କ୍ଷେତ୍ର ରେ ସମସ୍ତଙ୍କୁ ସମାନ ନିୟମ ଲାଗୁ କରା ଯାଉ । ଜୟ ହିନ୍ଦ୍।

  • @siddhantanag3854
    @siddhantanag3854 4 หลายเดือนก่อน +19

    ସମସ୍ତଙ୍କୁ ସମାନ ଅଧିକାର ଦିଆ ଯାଉ 👍👍👍👍

    • @abhandwriting.3866
      @abhandwriting.3866 4 หลายเดือนก่อน

      Tui pahela kaha tui Goud ki ganda.

    • @SameshPande
      @SameshPande 4 หลายเดือนก่อน

      Kahi lagi tor kana una heuche😂😂

  • @UshatGardia
    @UshatGardia 4 หลายเดือนก่อน +1

    Thank u sir

  • @radhusahu2755
    @radhusahu2755 4 หลายเดือนก่อน +86

    Reservation re chakiri paiba sale 4 mark anithile .aau obc general 90 mark re bi chakiri nai.

    • @sritambhoi
      @sritambhoi 4 หลายเดือนก่อน +9

      Habe chur. Sc st kenti Ken nu Paisa anu6an kenti chalu6an j dekh

    • @KantabanjiBoy-ci3lo
      @KantabanjiBoy-ci3lo 4 หลายเดือนก่อน +1

      Karo khaa re phusi puit 💩

    • @sanketofficial9955
      @sanketofficial9955 4 หลายเดือนก่อน +7

      ​@@sritambhoiare bhai Kenta chalu chan bhal se chalu chan path padhle bi mahalia sabu tamku mahalia darkar😂😂

    • @bhujabalamm
      @bhujabalamm 4 หลายเดือนก่อน +7

      Kichhi maagiha maane ଜାତି ଭେଦ ଭାଵ karsan je semankar bisyare kana kaheba ....
      ଜାତି ଭେଦ ଭାବ ଦୂର karbaar laagi ken maag....a Kenta Awaaz ni uthabaar
      ..mag....he khaali reservation ke najar dauchhan

    • @santoshmajhi8017
      @santoshmajhi8017 4 หลายเดือนก่อน

      Are bhokua tui reservation system val se tk padha re Babu ....St , Sc ra lagi kete percent reservation ache je tui st sc ra reservation ke fight karuchu tui 75% ra reservation re fighting kartu ki nai st,sc ra only 25 percent re tui kenje padichuu.....pahela 75 percent re fighting kar

  • @JogeswarJena-hi9zi
    @JogeswarJena-hi9zi 4 หลายเดือนก่อน +1

    Ur right.sir

  • @DD76d
    @DD76d 4 หลายเดือนก่อน +30

    SC/ST ବାଲେକୁ ହେତକି ଆରକ୍ଷଣ ଦେଲା ପରେ ବି କେହି ପାଠ ନି ପଢ଼ବାର ... 🫡🤦🏻‍♂️🤦🏻‍♂️🤦🏻‍♂️🤦🏻‍♂️🤦🏻‍♂️🤦🏻‍♂️

    • @globalraj...4903
      @globalraj...4903 4 หลายเดือนก่อน

      Hm sabe ta tor maa k gehuchhan bele kete bele path padhi jibe

    • @iamrajat174
      @iamrajat174 4 หลายเดือนก่อน

      ଉସାସେ ଅଣ୍ଡା ଦଉ ଛନ ଜେ

    • @edit-fd7xi
      @edit-fd7xi 4 หลายเดือนก่อน

      Sat katha 🔥

    • @bhaskardalpati4113
      @bhaskardalpati4113 4 หลายเดือนก่อน

      Padh ba k nei debar kaha......

    • @Rahul-yadav-q9o
      @Rahul-yadav-q9o 4 หลายเดือนก่อน

      @@DD76d obc general hostel re frees dauchhan se mane free padhuchhan obc general ra paisa t wo re Tamar cota

  • @gopinathpadhan8458
    @gopinathpadhan8458 4 หลายเดือนก่อน +1

    Question one side
    And
    Answer another side

  • @sommishra8642
    @sommishra8642 4 หลายเดือนก่อน +4

    Reservation ପାଇଁ କିଛି ନ ପଢିଥିବା ପିଲା ଚାକିରୀ ପାଉଛନ୍ତି ଓ ଯେଉଁ ମାନେ ଚାକିରୀ ପାଇବା ପାଇଁ ଯୋଗ୍ୟ ସେମାନେ ଚାକିରୀ ପାଉନାହାନ୍ତି l ଯେଉଁ ସମୟରେ ସମ୍ବିଧାନ ଲେଖାଯାଇଛି, ସେ ସମୟରେ ଅନୁସୂଚିତ ଜନଜାତି ସୁବିଧା ସୁଯୋଗ ନ ପାଇ ନିର୍ଯାତିତ ହେଉଥିଲେ ସେଇଥିପାଇଁ ଆମ୍ବେଦକର ଅନୁସୂଚିତ ଜନଜାତି ପାଇଁ ଆରକ୍ଷଣର ବ୍ୟବସ୍ଥା କରିଥିଲେ l ସମ୍ବିଧାନରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଯଦି ଅନୁସୂଚିତ ଜନଜାତି ମାନେ ଯଦି ସବୁ କ୍ଷେତ୍ରରେ ସୁବିଧା ସୁଯୋଗ ପାଆନ୍ତି ତେବେ ପରବର୍ତ୍ତୀ ସମୟରେ ସମ୍ବିଧାନର ନିୟମକୁ ପରିବର୍ତ୍ତନ ମଧ୍ୟ କରାଯାଇପାରିବ l ଏହା ମଧ୍ୟରେ ପାଖା ପାଖି ୭୫ ବର୍ଷ ଅତିକ୍ରମ କରିଯାଇଛି, ଏ କ୍ଷେତ୍ରରେ ଅନେକ ପରିବର୍ତ୍ତନ ମଧ୍ୟ ପାରିଲକ୍ଷିତ ହେଇଛି ପୂର୍ବରୁ ଅନୁସୂଚିତ ଜନଜାତି ଯେମିତି ଅବହେଳିତ ହେଉଥିଲେ ବର୍ତ୍ତମାନ ସେଥିରେ କିଛି ମାତ୍ରାରେ ସୁଧାର ଆସିଛି l ମୁଁ କହୁନି ଯେ ଜାତିପ୍ରଥା ସମ୍ପୂର୍ଣ୍ଣ ରୂପେ ଲୋପ ପାଇଛି, ସହର ମାନଙ୍କରେ ଲୋପ ପାଇଥିଲେ ମଧ୍ୟ ଗାଁ ମାନଙ୍କରେ ବର୍ତ୍ତମାନ ମଧ୍ୟ ଜାତି ପ୍ରଥା ଅଛି l
    ଏବେ ଯେଉଁ ମାନେ କହୁଥିଲେ reservation ହଟିଗଲେ ଆମ ପିଲା ଆଉ ଚାକିରୀ ପାଇବେନି, ଏମିତି କଥା ସେଇମାନେ କହିଥାନ୍ତି ଯେଉଁ ମାନେକି ପରିଶ୍ରମ କରିବାକୁ ପ୍ରସ୍ତୁତ ନୁହନ୍ତି... ତାଙ୍କ କଥାରୁ ସ୍ପଷ୍ଟ ରୂପେ ପ୍ରତୀୟମାନ ହଉଛି ଯେ reservation ପାଇଁ ହିଁ ଅନୁସୂଚିତ ଜନଜାତି ଚାକିରୀ ପାଉଛନ୍ତି, ବିନା reservation ରେ ସେମାନେ ଚାକିରୀ ପାଇବା ପାଇଁ ଅଯୋଗ୍ୟ .. ଏ କଥାଟି କଣ ସମ୍ପୂର୍ଣ୍ଣ ରୂପେ ଠିକ ??????
    ଦିଦି ଯେଉଁ ଆଉ ଗୋଟେ କଥା କହିଲେ ମୁସଲମାନ ଓ ଖ୍ରୀଷ୍ଟିଆନ, ସେମାନେ ମଧ୍ୟ ଜେନେରାଲ cetagory ଯାଇଥାନ୍ତି....... ଆଉ ବାକି ରହିଲା ରାମମନ୍ଦିର ବନା ଗଲା କିନ୍ତୁ କାହିଁକି ମସଜିଦ କି ଚର୍ଚ୍ଚ ବନଯାଇନି ଟିକେ google କୁ ଯାଇକି search kara thik se jani ପାରିବ .....
    ବର୍ତ୍ତମାନ ମଧ୍ୟ ବହୁତ ଜାଗାରେ ଅନୁସୂଚିତ ଜନଜାତି ପାଇଁ school /college ରେ ମାଗଣା ପଢ଼ିବାର ଓ ରହିବାର ବ୍ୟବସ୍ଥା ଅଛି l ତୁମେ reservation ବଦଳରେ ଯେଉଁ ମାନେ ପଢିବାକୁ ଇଚ୍ଛୁକ ସେମାନଙ୍କ ପାଇଁ ରହିବା ଖାଇବା ସହ scholarship ପାଇଁ strike କଲେ ସମସ୍ତେ ତୁମ ସହ ସାମିଲ ହୁଅନ୍ତେ l ତୁମେ ଯେଉଁ reservation କଥା କହୁଛ ଗୋଟେ ପିଲା 90 ଆଣି ଥିବ ଓ ଆଉ ଗୋଟେ ପିଲା 40 ଆଣିଥିବ ଦି ଜଣ ଯାକ କଣ ସମାନ କି ???? ଯଦି ଭବିଷ୍ୟତରେ 40 ଆଣିଥିବା ପିଲା ଯଦି ଡାକ୍ତର ହୁଏ କି ଶିକ୍ଷକ ହୁଏ ତାହେଲେ ମୁଁ 100% ଗେରେଣ୍ଟି ଦେଇକି କହିବି ସେ ତା କାର୍ଯ୍ୟକୁ ସଠିକ ରୂପେ ନିର୍ବାହ କରିପାରିବ ନାହିଁ... ଯାହାଫଳରେ ଜଣେ ରୋଗୀର ଜୀବନ ବି ଯାଇପାରେ ,, ଜଣେ ଛାତ୍ର ସେହି ଶିକ୍ଷକ ଠୁ ପଢିକି ମୂର୍ଖ ବି ହେଇ ପାରେ 🤔 ........
    ବର୍ତ୍ତମାନ ଟିକେ ପୂର୍ବରୁ ମୁଁ ଯେଉଁ ୪୦ ମାର୍କ ଆଣି ଡାକ୍ତର ହେବା ଓ ରୋଗୀ ର ଜୀବନ ଯିବା କଥା କହିଲି ସେ ରୋଗୀ ଯଦି ଅନୁସୂଚିତ ଜନଜାତିର ହେଇଥାଏ 🤔🤔🤔 ତାହେଲେ ଏହି ପ୍ରଶ୍ନର ଉତ୍ତର ଦେଇପାରିବ ତ...............

    • @Samarthyavlogs
      @Samarthyavlogs 4 หลายเดือนก่อน

      Sir apanankar Katha thik je daktar jen SC St pila hauchhan tankar kana Bina talent re semane hauchhan....ar gute Katha apana Mane je hete baras helana mandir manke jen khali brahman Mane pujhari hei parbe hei ta Kain je nai abolished karbar .....sabku saman kara hau reservation ta darkar nai pade

    • @chaitanputel9392
      @chaitanputel9392 4 หลายเดือนก่อน

      100 % agree

    • @pramilapati3181
      @pramilapati3181 4 หลายเดือนก่อน

      ​@@Samarthyavlogs Sir athi job katha kuhajauchhi . Mandira quota katha kahibaku gale tamilnadu govt. 2017 re 300 SC , ST priests appoint karithila and karnatak govt. 37 SC , ST priests appoint karithila etc etc .

    • @Samarthyavlogs
      @Samarthyavlogs 4 หลายเดือนก่อน

      @@pramilapati3181 apana manakara bahut jami badi achhi apana Mane job na kale bi chaliba kintu ame ta sabu jami hina Sethi pai n reservation nihati darkar. Aji parjyanta caste Katha kahile ghara bhada miluni. Apana bodhe town ru belong karuchhanti se Katha kahi bujhi paribe. Village manankare aji bi sc caste ra loka sia chakiri Kari thile sudha jetebele dokan ku jaichi taku hatare jinisa deba badalare uparu dia hauchhi kale chhuin hoi jiba boli. Apana first nija state Katha kuhantu madam.

  • @dharmrakshak603
    @dharmrakshak603 4 หลายเดือนก่อน +24

    Full support supreme Court. Jai shree ram🕉 🚩

  • @rabindrabhoi3478
    @rabindrabhoi3478 4 หลายเดือนก่อน +1

    Jay Bhim 🏹🏹🏹🙏🙏

  • @pp3217
    @pp3217 4 หลายเดือนก่อน +32

    ଦାଦା ଗୋଟେ କଥା ସତ୍ ଏ .... ଇ mindset ଥିବର୍ ତକ୍ କେଭେ ଦେଶ୍ ଅଗକେ ନାଏ ବଢ଼େ

    • @abhandwriting.3866
      @abhandwriting.3866 4 หลายเดือนก่อน +1

      Ken mindset re kukur.

    • @RamSurvanshi-uq6vl
      @RamSurvanshi-uq6vl 4 หลายเดือนก่อน

      Tor jati bad re kunur​@@abhandwriting.3866

    • @Yams542
      @Yams542 4 หลายเดือนก่อน

      2014 ru 2024 vitre pare bahut aagke galaa aamr desh . kenta se bjp dim dim pitu6e

    • @RamSurvanshi-uq6vl
      @RamSurvanshi-uq6vl 4 หลายเดือนก่อน

      ଗାଳି ଦେବାର ତୁଇ ନିଜେ star କରିଛୁ ପଦେ କହିଲେ ସିଧା କୋର୍ଟ କେ ଯିବୁ ....only one statement କହିଲେ ପୁରା blood ଦେହରୁ ବାହାରି ପଡବା
      ବାକିକଥା devlopment ର ତୋର କଣା ଆଖି କେ ନାଇ ଦିସ୍ ବାର କାଇଁ ....ତୋର ଭଳିଆ ଟାଏକା ଦେଶଦ୍ରୋହି ବେ ....@@Yams542

    • @RamSurvanshi-uq6vl
      @RamSurvanshi-uq6vl 4 หลายเดือนก่อน

      @@Yams542 ତୋର କଣା ଆଖି କେ ନାଇ ଦିସ ବାର କାଇଁ.... ତୋର ଭଳିଆ ଟା ଏକା ଦେଶ୍ ଦ୍ରୋହି କହେସନ୍.....
      ବାଂଲାଦେଶ ଆଉ ପାକିସ୍ତାନ ର ହାଲତ ନାଇ ଦେଖ ବାର କାଇଁ ......୨୦୧୪ ଆଗାରୁ କଣା ଭଲ ଥିଲା ରେ (କୁକୁର ) ତୋର word .... କହତ

  • @ahalyabhue9963
    @ahalyabhue9963 4 หลายเดือนก่อน +1

    Right sir

  • @NSG047
    @NSG047 4 หลายเดือนก่อน +24

    SE/ST reservation hatu ... Jia mehnat karba se job paiba

    • @jagamastiworld7946
      @jagamastiworld7946 4 หลายเดือนก่อน +2

      Pahela educated ha ,,, se nai se mamu sc aaye

    • @nepalnag1422
      @nepalnag1422 4 หลายเดือนก่อน +3

      Chhua chhut heba k hele kana mehnat karba k padba mandir ra pujari heba k kana mehnat karba k padba kuha tk

    • @fanscraze2566
      @fanscraze2566 4 หลายเดือนก่อน

      Pahela casteism hata ho bhai tapare reservation hatabar katha kaheba
      Tapare janba Kia mehnat kari kina job paiba j

    • @aksocial8
      @aksocial8 4 หลายเดือนก่อน

      Tor Mehenat disuchhe

    • @aksocial8
      @aksocial8 4 หลายเดือนก่อน

      NSG Lekhi Dele Kichhi Nai Hue Tar Full From B Janbar Thisi Au Comment Kari Dele Nai Hue Se Khata Ra Study B Karbar thisi 😂

  • @ajaykumartirkey1111
    @ajaykumartirkey1111 4 หลายเดือนก่อน

    Very nice speech...sir...

  • @akashpradhan09
    @akashpradhan09 4 หลายเดือนก่อน +21

    Sabitri didi au kumbhar agyan...secularism is not meant for reservation...

    • @pradeepbarik6484
      @pradeepbarik6484 4 หลายเดือนก่อน

      Social discriminate bhal aai tmur hisabe na selfish lok

    • @theriseingsambalpur8780
      @theriseingsambalpur8780 4 หลายเดือนก่อน

      ଜାତିବଦ କଣ ଭାଇ
      ଜାତି ର ପ୍ରିଭିଲେଜ଼ ନେଲା ବେକେ ତ ଖରାଵ ନେଲାଗେ ଭାଇ
      ଆର ଜାତି ନେ ନ କହୁଥିବାର ଲୋଗ ପ୍ରାଥମିକ schhol କେ mdm ଦେଉଥିଲା ବେଳେ ଘାଏ ଦେଖି ଜୀବତ ଆର ସେକୋଲର କଥା କେ ଚିନ୍ତା କରବ ହୃଦ ବିତିରେ

    • @akashpradhan09
      @akashpradhan09 4 หลายเดือนก่อน

      ​​​@@pradeepbarik6484 pahela secularism ra meaning kana ae bujh bhalse tapare reply debu...au reservation kn j dia hei thila j

  • @Naik.pitabas
    @Naik.pitabas 4 หลายเดือนก่อน +1

    ❤goodu.

  • @smrealvideo
    @smrealvideo 4 หลายเดือนก่อน +26

    Jay Adivashi 🏹Jay Gondwana 🏳️‍🌈Jay Sewa

  • @AmbrishSuna-ie2qg
    @AmbrishSuna-ie2qg 4 หลายเดือนก่อน +1

    Weldone Arjun Mugree Sir for your best reply to journalist. Reservation must be countinue as long as the caste system continue. So if we want to abolish the reservation then we must abolish the caste discrimination first.

  • @subhendunath6539
    @subhendunath6539 4 หลายเดือนก่อน +105

    Reservation system pura alghei debar katha dam ache bele bhal mark aani kina chakri kara 😂

    • @mr_shiv_2952
      @mr_shiv_2952 4 หลายเดือนก่อน

      Tamar mankar lagi boli reservation system heiche be chor

    • @Abhis1503
      @Abhis1503 4 หลายเดือนก่อน

      Tor dam a6e k mor sange competition karbu khula khuli challege dau6e ...

    • @kirtancreation2120
      @kirtancreation2120 4 หลายเดือนก่อน +4

      Right

    • @prabhatkumarsatpathy4488
      @prabhatkumarsatpathy4488 4 หลายเดือนก่อน +1

      Sabas hetki dum nai na boli ki enta

    • @SubratNanda-g8z
      @SubratNanda-g8z 4 หลายเดือนก่อน +1

      Ok sir 100 %right

  • @Nareshkumar-s2q5c
    @Nareshkumar-s2q5c 4 หลายเดือนก่อน

    Jay adivasi 🏹🏹🏹🏹🏹🏹🏹🏹🏹🏹🏹🏹🏹🏹🏹🏹

  • @akashpradhan09
    @akashpradhan09 4 หลายเดือนก่อน +22

    Absolutely right decision by supreme court... reservation should be completely abolished..

  • @shortcutvdos
    @shortcutvdos 4 หลายเดือนก่อน +2

    ମନ୍ଦିର ରେ ଖାଲି ବ୍ରାହ୍ମଣମାନେ ଖାଲି ପୂଝାରୀ ହେଇ ପାରବେ କେ , ଦଳିତ ଆଦିବାସୀ ଟେ ପୂଝାରୀ ନେ ହେଇପାରେ କେ ।

    • @pramilapati3181
      @pramilapati3181 4 หลายเดือนก่อน

      Heuchhanti . 2017 re tamilnadu govt 300 priests appoint karichhi tamilnadu re . 2020 re karnatak govt. 37 priests appoint karichhi etc etc

  • @rajatkumarmahanta1905
    @rajatkumarmahanta1905 4 หลายเดือนก่อน +6

    Govt can't change caste discrimination. People has to change their mentality by themselves only.

  • @harekrushnapatra4629
    @harekrushnapatra4629 4 หลายเดือนก่อน +1

    Jai bhim Jai bhim Jai Sambidhan

  • @sibahari
    @sibahari 4 หลายเดือนก่อน +15

    Best Decision by Supreme Court. Reservation quota system should be abolish from Indian Parliament. Best person in our India has the right to get
    best position in education, service, politics etc. There is no place of reservation.

    • @pradeepbarik6484
      @pradeepbarik6484 4 หลายเดือนก่อน

      Yes but jatibad should b abolished first your mind I know better never happened because u r selfish 🙏

  • @Decem94
    @Decem94 4 หลายเดือนก่อน +1

    Jai bhim jai ସମ୍ବିଧାନ💙

  • @lukeshofficial
    @lukeshofficial 4 หลายเดือนก่อน +4

    ଯେନ ମାନେ ସମାନ ଅଧିକାର କହୁଛ! କହୁଛ ଠିକ ଅଛେ ଯଦି କାଳକେ କେନ sc st ପିଲା ବ୍ରାହ୍ମଣ / obc ଘରକେ ଗଲେ ସମାବ ତୋ ଆରୁ sc st ଘରକେ ଯାଇ କରି all family ଭାତ ତୁନ ଖାଇ ପାରବ baile କହ, ଦମ ଅଛେ କେ ଯେନ ମାନେ କହୁଛ ଯେ 🤫 Supreme Court Pagala Hela Ne

    • @rdxgaming7138
      @rdxgaming7138 4 หลายเดือนก่อน +2

      Tor bhat khaibarlagi Kota deba kai sarkar

  • @Gunanidhi1212
    @Gunanidhi1212 4 หลายเดือนก่อน +1

    ଜୟ ଭୀମ l

  • @aniruddhakushal1825
    @aniruddhakushal1825 4 หลายเดือนก่อน +15

    ଭାଇଙ୍କ ବାହାସ୍ପୋଟିଆ ଭାଷଣ ଶୁଣିଲି ତାଙ୍କ ମତରେ
    ଯଦି ଜଣେ ଅନୁସୂଚିତ ଜାତି, ଓ ଅନୁସୂଚିତ ଜନଜାତି ବର୍ଷକୁ 8ଲକ୍ଷ ଆୟ କରୁଛନ୍ତି ତାଙ୍କୁ Reservation ରୁ ହଟାଇ ଦୁଆଯିବ....., ଭାଇଙ୍କୁ ମୋର ଗୁଟେ ପ୍ରଶ୍ନ ଯଦି ଜଣେ OBC, General
    ମାସକୁ 1ଲକ୍ଷ ତଥା ବର୍ଷକୁ 12ଲକ୍ଷ ଆୟ କରୁଛି ତା ପାଇଁ kn ଅଲଗା catagory ରହିଛିକି ସେମାନଙ୍କୁ କଉଥିରେ ମିଶାଯିବ .ପଇସା କୁ ନେଇ କୋଟା କୁ ହାତ ମାରିବା କଥା କହୁଛନ୍ତି. Sc, st ଯଦି ବାର୍ଷିକ 8ଲକ୍ଷ ଆୟ କରୁଛନ୍ତି ସେମାନଙ୍କୁ general ସହିତ ମିଶାଇବା କଥା କହୁଛନ୍ତି ତେବେ ଯଦି ଜଣେ general ବର୍ଷକୁ 8ଲକ୍ଷ ତଥା ଉଚ୍ଚ ପଦବୀଦେ ଅଧିଷ୍ଠିତ ଥିବା ବ୍ୟକ୍ତି ବର୍ଷକୁ 1କୋଟି ଆୟ ଥିବ ତେବେ ସେମାନଙ୍କୁ କାହା ସହିତ ମିଶାଇବା କୁହନ୍ତୁ.
    ଯଦି ସୁପ୍ରିମ କୋର୍ଟ ସମ୍ବିଧାନରେ ହାତ ପୁରାଇଛି ତାହେଲେ ପ୍ରଥରେ ଜାତି ପ୍ରଥା କୁ ହଟାଯାଉ. ତାପରେ sc, st କୁ reservation ଦରକାର ବି ନାହିଁ.. 🙏
    ଏହା ବିଜେପି ର ଗୋଟିଏ ଷଡଯନ୍ତ୍ର, ସେ ସୁପ୍ରିମ କୋର୍ଟ କୁ ଆଗରେ ରଖି ନିଜେ ପଛେ ରହୁଛି.
    ଶେଷରେ ଏତିକି କହିବି Chhedoge तो छोड़ेंगे नहीं😏
    ଜୟ ଭୀମ🚩 ଜୟ ସମ୍ବିଧାନ 🙌

    • @purnapadhan3304
      @purnapadhan3304 4 หลายเดือนก่อน

      Jen mane 8 lakh kimba tar nu adhika rojgar karuchhan semane general Kota re asbe bo.

    • @saurabhabishi4490
      @saurabhabishi4490 4 หลายเดือนก่อน +1

      Bhai jane 40 parsent paiba ar 90 parsent paithiba saman kai
      Jadi jadi 40 parsent bala master hele bhal des ake badba😂😂😂

    • @lukeshofficial
      @lukeshofficial 4 หลายเดือนก่อน

      @@saurabhabishi4490 ଆଗରୁ ଚାଲିଛେ ଆମେ କାଣା କର୍ମା

    • @globalraj...4903
      @globalraj...4903 4 หลายเดือนก่อน

      I really proud of you bro and I really salute u

    • @aniruddhakushal1825
      @aniruddhakushal1825 4 หลายเดือนก่อน +1

      ​@@saurabhabishi4490A Bhai kie 40% re chakri peichhe bo je tui dekhi pakalu😂ame ta ghare basichhu na🤣
      Mui Casteism k hata jau kahu6e re bhai amr bhitre jen e social classification rahi6e seta dur Kara jau💯 The only solution to all problems is caste system.Therefore ,the discrimination that has been kept in understanding should be removed.

  • @PardesiSika
    @PardesiSika 4 หลายเดือนก่อน

    Ae didi bahut right kathha kahuchan❤❤❤thak u

  • @diwanstocksmarket4350
    @diwanstocksmarket4350 4 หลายเดือนก่อน +6

    ଖାଲି ଆଦିବାସୀ ମାନେ ଗରିବ ଥିସନ୍ କେଁ

    • @diwanstocksmarket4350
      @diwanstocksmarket4350 4 หลายเดือนก่อน +1

      ଇଟା ସବୁ ମୋଦି ବିରୋଧି

    • @Bharatbarsham
      @Bharatbarsham 4 หลายเดือนก่อน +1

      Khali Brahman ghare janam nele j Mandirar pujhari hesan k

    • @roshansvlog1608
      @roshansvlog1608 4 หลายเดือนก่อน

      ​@@Bharatbarshampujari heabr achhe ken mandir te banei ki sastra sikha au pujari heijaa mana kie karuchhe

  • @lakshmidharswain5428
    @lakshmidharswain5428 4 หลายเดือนก่อน

    All are equal according to our constitution. So all should have equal opportunity and right irrespective of caste,creed, and religion. Equal social, economical and political justice for all.

  • @Satyamded
    @Satyamded 4 หลายเดือนก่อน +31

    ତମେ ନିଜର ସ୍ବାର୍ଥ କେ ଦେଖୁଛ ଦେଶ ଲାଗି ନୁହେଁ ,ଦେଶ ନି ରହିଲେ କାଇଁ କୋଟା କାଇଁ ଚାକିରି ତମେ କେନ୍ କେ ଯିବା first ଦେଖ ଆଜି ଜେନ୍ତା ବାଂଲାଦେଶ ରେ ହେଉଛି ଇନ ହେଲେ କେଙ୍କେ ଯିବ

    • @khiradriharpal3942
      @khiradriharpal3942 4 หลายเดือนก่อน

      Jati bad kata tike kaha

    • @aksocial8
      @aksocial8 4 หลายเดือนก่อน

      Tui Ken Geon Ra Re Bhai 😂

    • @pradeepbarik6484
      @pradeepbarik6484 4 หลายเดือนก่อน

      Tui Ken k jibu England k ja tor orginal home😂

    • @teamodlite4957
      @teamodlite4957 4 หลายเดือนก่อน

      Desh re jete Jana hele bi ame Amar desh 6adi kebe nai jau....

    • @mrranjith7956
      @mrranjith7956 4 หลายเดือนก่อน

      ତୁଇ ବହୁତ୍ ଦେଶ ପ୍ରେମୀ bbo ଘୋଚୁ

  • @NabaPradhan-i3n
    @NabaPradhan-i3n 4 หลายเดือนก่อน

    It's good decision of Supreme Court

  • @sonudash2396
    @sonudash2396 4 หลายเดือนก่อน +31

    Next straik obc au gen bale karma chala

    • @achyutbag4614
      @achyutbag4614 4 หลายเดือนก่อน +1

      Yes

    • @PoulastiSahu-ld6du
      @PoulastiSahu-ld6du 4 หลายเดือนก่อน

      ଭାଇ ମୁଁ ଜଣେ OBC କିନ୍ତୁ ମତେ ଦରକାର ନାହିଁ ଏ କୋଟା

    • @jagamastiworld7946
      @jagamastiworld7946 4 หลายเดือนก่อน +1

      OBC ke Kota milsi nai jani ke re bhai 😂😂😂😂 ... Mandal commission kana j tk padhbu 😂😂

    • @ramsvlog5256
      @ramsvlog5256 4 หลายเดือนก่อน

      Path padh re babu pa6ua hele Jia jana kahele suni kari vukbu

    • @ramsvlog5256
      @ramsvlog5256 4 หลายเดือนก่อน

      Strike ra spelling Sikh tapare karbu😂 fer education ra daabi kaaru6e😁😁

  • @lingarajdeep314
    @lingarajdeep314 4 หลายเดือนก่อน +1

    Jai Bhim 💙💙🙏

  • @aarzoo4168
    @aarzoo4168 4 หลายเดือนก่อน +4

    Cremy Layer bandh hebaa nihati darkar ,Gariba SC,ST nku mauka miliba katha. SC,ST hi SC,ST nka Satru heleni.

  • @Bishalmeher509
    @Bishalmeher509 4 หลายเดือนก่อน +2

    ସମ୍ଭିଧାନ ପ୍ରସ୍ତବନା ଅନୁଶାରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ରେ ସମସ୍ତେ ସମାନ, ସୁଭିଧା ପାଇବା ଦରକାର। କେହି ବଡ ନୁହଁ କି କେହି ଛୋଟ ନୁହଁ। ସମସ୍ତେ ସମାନ ସୁଭିଡା ଶୁଯୋଗ ପାଇବାର ଦରକାର। ରାସ୍ତା ଅବ ରୋଧ କରା ଗଲେ କିଛି ନେଇ ହୁଏ। କଥା ତା ଭଲ ଲାଗି ଥିଲେ ଲାଇକ କରନ୍ତୁ।

  • @KUMARSAHU-y2q
    @KUMARSAHU-y2q 4 หลายเดือนก่อน +10

    ତୁମେ ଯାହା ବି ଆନ୍ଦୋଳନ କର ବାକି ଶିକ୍ଷା କ୍ଷେତ୍ର ରେ କୁଟା ନାଇ ରହେବର୍ କଥା ବାକି ବହୁତ ବହୁତ ଧନ୍ୟବାଦ୍ ବିଜେପି ସରକାର

    • @globalraj...4903
      @globalraj...4903 4 หลายเดือนก่อน

      Hm re magaya tor maa k ta bjp bale din rait gehuchhan na bele kanje bjp ra jay jay kar nai karbu

  • @SanjaySahu0305
    @SanjaySahu0305 4 หลายเดือนก่อน

    Good decision supreme court ❤️❤️❤️

  • @bhoiloknath2794
    @bhoiloknath2794 4 หลายเดือนก่อน +5

    ପାଠ ପଢ଼ିକରି ବଡ ହେଲେ ହେବ SC/ST Kota re nai hua

    • @Bharatbarsham
      @Bharatbarsham 4 หลายเดือนก่อน +1

      Hn ta mor apan k gute prasna j gute Dalit Garib gharar pila kana gute Garib Brahman tukel k biha hei parba k

    • @roshansvlog1608
      @roshansvlog1608 4 หลายเดือนก่อน

      ​@@Bharatbarshamhae dalit dhani ghar chhua scst kuta nai abrile gute dalit garib ghar chhua chakri paiparta ae kini au tar develop heta

    • @Bharatbarsham
      @Bharatbarsham 4 หลายเดือนก่อน

      @@roshansvlog1608 Hn kihe virodh nai Karan jadi gute dhani SC/ST pila k jogyata hisabe Pujhari pad milba baile au Brahman tukel sange intercaste arrange marriage karbe baile mui full support karmi Creamy layer k

    • @bhaskardalpati4113
      @bhaskardalpati4113 4 หลายเดือนก่อน

      Dharma r dhandaa nei chalabr bhael

    • @Bharatbarsham
      @Bharatbarsham 4 หลายเดือนก่อน

      @@bhaskardalpati4113 Jie jenta karba henta bhogba eta ta karmafala ai

  • @anubhabsahu5193
    @anubhabsahu5193 4 หลายเดือนก่อน +19

    Right decision by supreme Court

  • @BibunaBibhuti
    @BibunaBibhuti 4 หลายเดือนก่อน +1

    Sambhidhan birodhi bjp govt. In india.sc st quata rahibaa darkar joy congress

  • @Jgghgkgd
    @Jgghgkgd 4 หลายเดือนก่อน +46

    ଯାହାର ଖାଇବ ତାହାକେ ଲାତ୍ ମାର୍ବ...ଆମେ ହେନୁ ମୂଳ ନିବାସୀ...ତମେ କେନୁ ଉଡ଼ି ଆସଲ ଟା.. ସ୍ଵାଧୀନ ଆମେ ଅନଲୁ ଏବେ ତମେ ଡରାଏ ଖାଇବ

    • @sambalpuriartistzone2576
      @sambalpuriartistzone2576 4 หลายเดือนก่อน +1

      Raght kahela

    • @purnapadhan3304
      @purnapadhan3304 4 หลายเดือนก่อน

      Kia re maghia tui.kahuchhu swadhinata anlu.tame udi asla ta.maghia ame v bharat ra.

    • @kkgyanbhandar2857
      @kkgyanbhandar2857 4 หลายเดือนก่อน +6

      Aare bhai, tame Kenta Kari Janla j tame eka e desha r mul nibasi boli Kari ??? Ken University ne patha padhuchha ke Jani.... Gote Katha mane rakha, history k tame dekhichha na mui dekhichhen, jenta book ne padhuchhu seta k sat mani nauchhun... Jie b i history lekhuchhe tar swartha k dekhi Kari lekhuchhe... Sethir lagi daram k nei Kari hau ki jati k nei Kari hau kebe b danga nai karbar Katha... Ita sabu neta mankar politics... Aar kichhi nai se... Tike dimag laga sabu bujhi parba

    • @surajrout5425
      @surajrout5425 4 หลายเดือนก่อน

      Wright bhai​@@kkgyanbhandar2857

    • @TONYSTARK69878
      @TONYSTARK69878 4 หลายเดือนก่อน

      Bala na

  • @biranchisindur4432
    @biranchisindur4432 4 หลายเดือนก่อน +1

    ବହୁତ ବହୁତ ଧନ୍ୟବାଦ,ମୁଗ୍ରୀ ଆଜ୍ଞା। ନମସ୍କାର!