ଭିକାରୀଙ୍କୁ ଲଗାଇ କିଏ କରୁଛି ପଇସା ରୋଜଗାର ? | Non-Odia Beggars at Cuttack Bali Jatra | Odisha Reporter
ฝัง
- เผยแพร่เมื่อ 28 พ.ย. 2024
- ବାହାର ରାଜ୍ୟର ଭିକାରୀଙ୍କ ଟାର୍ଗେଟରେ ଐତିହାସିକ ବାଲିଯାତ୍ରା । ଗହଳି ଭିତରେ ନୂଆ ନୂଆ ଉପାୟରେ କରୁଛନ୍ତି ଭିକ୍ଷାବୃତ୍ତି, ଏକାଠି ଅଟୋରେ ଆସୁଛନ୍ତି ଅଲଗା ଅଲଗା ମାଗୁଛନ୍ତି ଭିକ । ପ୍ରତିବର୍ଷ ଆସୁଛନ୍ତି, ବାଲିଯାତ୍ରା ସରିଲେ ଉଭାଇ ଯାଉଛନ୍ତି, ସନ୍ଦେହ ବଢ଼ିଲା, କିଏ ଏମାନଙ୍କୁ ଏଭଳି କରିବାକୁ ପ୍ରବର୍ତ୍ତାଉଛି ।
ଭିକାରୀଙ୍କୁ ଲଗାଇ କିଏ କରୁଛି ପଇସା ରୋଜଗାର ? | Non-Odia Beggars at Cuttack Bali Jatra Raise Racket Concerns | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
TH-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #cuttack #BaliYatra2024 #CuttackBaliJatra #NonOdiaBeggars #OrganizedRacket #SocialIssues #OdishaEvents #PublicConcern #BeggingMafia #CulturalFestivals #BaliJatra2024 #BeggingRacket #OdishaHeritage #BaliJatraBeggingIssue #OrganizedBegging
Good News 👍
ମୁଁ ବି ଦେଖିଥିଲି ଏ ମାନଙ୍କୁ,
ନିଜକୁ ଖରାପ୍ ଲାଗିଲା, ନା କିଛି ଦେଇ ପାରିଲି, ନା ତାଙ୍କୁ କିଛି କହି ପାରିଲି ...।
ଅନେକ ପ୍ରଶ୍ନ ନିଜେ ନିଜେ ପଚାରିଲି ଆଉ ଚୁପ୍ ରହିଲି..।
ବିଶୋଇ ବାବୁ ଧନ୍ୟବାଦ
ଏ
ମାନଙ୍କ ସରକାର ନାହିଁ କିଛି ସାହାଯ୍ୟ ମିଳୁନି
Police ପ୍ରଶାସନ ଖାଲି ଚେଷ୍ଟା ହିଁ କରୁଛନ୍ତି ସେ କେମିତି ଚେଷ୍ଟା କରୁଛନ୍ତି ଯେ ଚେଷ୍ଟା ଚେଷ୍ଟା ରେ ସଫଳ କି ବିଫଳ ପାଇପରୁନାହାନ୍ତି। ଚେଷ୍ଟା କଲେ ସିନା ସଫଳ କି ବିଫଳ ପାଇବେ। ଚେଷ୍ଟା କଲେ ବହୁତ୍ ନିରୀହ ଲୋକଙ୍କ ଜୀବନ ଭିକାରୀ ଦଲାଲ୍ ମାନଙ୍କ କବଳ ରୁ ମୁକ୍ତି ପାଇ ପାରିବେ।😢
ପୁରୀ ରଥଯାତ୍ରା କୁ ମଧ୍ୟ ଆସନ୍ତି
ଏମାନେ ସବୁ Bangladeshi
ଏ ମନେ ସବୁ ବେଙ୍ଗଲଦେଶୀ ରୋହିଙ୍ଗିଆ ପଠନ ଓଡିଶା ରେ ନୁହ ସାରା ଦେଶରେ ଅଛନ୍ତି
Jai shree jagannath
ଗରିବ ଓ ଭିନ୍ନକ୍ଷମ ଲୋକ ମାନେ କଟକ ବାଲି ଯାତ୍ରା ଯାଇ ପାରିବେ ନାହିଁ ଏହା ଆପଣ ମାନେ କହିବାକୁ ଚାଛୁଛନ୍ତି କି?
ତ ନାମଟା ରାମ କିଏ ଦେଲା😂😂😂
@RKD-h4j କଣ ହେଲା ପ୍ରଶ୍ନ ର ଉତ୍ତର ମିଳିଲା ନି କି
Emene Cuttack jae gale kemiti ?
ଆପଣ ବୋଧହୁଏ ସେ sir ଜଣ ଙ୍କ କଣ କହି ବାକୁ ଚାହୁଁଛନ୍ତ ତାହା ବୁଝି ପାରିଲେନି
ଭାଇ ସେମାନେ ଜାଣି ଛନ୍ତି ଯେ କଟକ ବାଲିଯାତ୍ରା ହଉ କି ଅନ୍ୟ ଯାତ୍ରା ହେଉ କିମ୍ବା ମନ୍ଦିର ହେଉ ସେଠି ଗଲେ ଦି ପଇସା ମିଳିବ | ଗୋଟେ କଥା ସତ କହ ତ ଭାଇ ଏ ମାନେ କଣ ଚୋରି କରି ପାରିବେ ଏ ମାନେ ପରା ବିକଳାଙ୍ଗ ଅଟନ୍ତି 🥺
ସରକାର ଥ ଇ ଥାନ କରନ୍ତୁ
ନା ଭାଈ
@nilakantkara6591 human trafficking ର ଦୃଶ୍ୟ ଏଇଟା , ସମସ୍ତେ ଦେଖି ଚୁପ୍ ।ଏହା ଏକ crime.
Pura Cuttack Bhubaneswar jao dekhiba road re
Mu b dekhichi
That's Business
Yojana jauchhi kuada. Orissa vikhya mukta hau.
ବିଜେପି ନେତା ଦାଇ
ଆଗରେ ବୋଧେ b j d ଥିଲା ଶଳା ଲଜ୍ଜ୍ୟା ଲାଗୁନାହିଁ
@@nilakantkara6591 ଶଳା ଅନ୍ଧ ଭକ୍ତ
Ohhh BJD thila bele Bali Jatra re Bhikari na thile ni
@roshanmukhi9793 ଭିକାରୀ ଥିଲେ ହେଲେ ଏ ଭଳି ଖବର ଆମେ କେବେ ଦେଖିନୁ
😂😂😂
Turant attest karajau
Bangladeshi muslim 😢😢😢
No
ଗୋଟେ ଗରିବ ଲୋକ ଏବଂ ଭିନ୍ନକ୍ଷମ ଲୋକ ତାର ଏବଂ ତା ପରବାର ପ୍ରତିପୋଷଣ ପାଇଁ କଟକ ବାଲି ଯାତ୍ରା ରେ ଭିକ ମାଗିଲେ କଟକ ବାଲିଯାତ୍ରା ର ମର୍ଯ୍ୟାଦା ନଷ୍ଟ ହୋଇ ଯାଉଛି କି ?
ନା ପ୍ରଶ୍ନ ହେଉଛି କୌଣସି ଭିକାରି ରାକେଟ କାମକରୁନି ତ?
@@amitarup4740 ଆପଣ ବୋଧହୁଏ ସେ sir ଜଣ ଙ୍କ କଣ କହି ବାକୁ ଚାହୁଁଛନ୍ତ ତାହା ବୁଝି ପାରିଲେନି
Yes
I think I know better
BJP re member sabu
Amanku vika diia nahi.amannku mada dei bahar kar
Lokamane sajag how vekhya Banda kar mane Gaya janamare jaghanya Kama karichante God panes Kare chanti
😢😢😢😢 bhoka
R8 total gang racet chalichi