Langaleswar danda nacha 2022||gopapur dahi ବିକାଳୀ part-01||ଗୋପପୁର ଦହି ବିକାଳୀ||

แชร์
ฝัง
  • เผยแพร่เมื่อ 6 เม.ย. 2022
  • Langaleswar danda nacha 2022
    ବିଶ୍ୱ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଓଡିଶା ର ଏକ ପ୍ରାଚୀନ ଏବଂ ପାରମ୍ପରିକ ଯାତ୍ରା ଅଟେ ll ଏହାକୁ ଗଞ୍ଜାମ ଜିଲାରେ ବହୁ ଆନନ୍ଦ ଉଲ୍ହାସ ର ସହ ପାଳନ କରି ଥାନ୍ତି ll ଯାହାକି ଆମ ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା ଏବଂ ଓଡ଼ିଆ ମାନଙ୍କର ଅଭିଜାତ୍ୟ କୁ ଦର୍ଶାଉଛି ll
    ଏହା ଭକ୍ତ ମାନଙ୍କର ମାନସିକ ପୁର୍ଣ ହେଲା ପରେ ଠାକୁର ଙ୍କର ପାଖରେ 21 ଦିନ ରହି, ଗୋଟିଏ ଗାଁ ରୁ ଅନ୍ୟ ଗାଁ ପର୍ଯ୍ୟନ୍ତ ଖାଲି ପାଦ ରେ ଯାତ୍ରା କରି ଦଣ୍ଡ ଯାତ୍ରା କରି ଥାନ୍ତି ll ଏଥିରେ ଭକ୍ତଙ୍କୁ 21 ଦିନ ନିର୍ଜଳ ଉପବାସ କରି ବାକୁ ପଡି ଥାଏ କେବଳ ରାତ୍ର ସମୟରେ ଅର୍ଣ୍ଣ ପ୍ରସାଦ ଥରଟେ ପାଇଁ ଗ୍ରହଣ କରି ଥାନ୍ତି ll
    ଏହି ଦଣ୍ଡ ଯାତ୍ରା ରେ 21 ହଳ ପଟ ଯାତ୍ରା ହୁଏ ll
    ସେ ମଧ୍ୟରୁ.....
    ପ୍ରଭା
    ହାଡ଼ି ହାଡ଼ିଆଣୀ
    ଶିବ ପାର୍ବତୀ
    ଚଢ଼େୟା ଚଢ଼େୟାଣୀ
    ଶବର ଶବରୁଣି
    ଯୋଗୀ ଯୋଗିଆଣୀ
    ମାଳି ମହାପାତ୍ରେ
    ମାଟିଆ ମାଟିଆଣି
    ବନ ଦୁର୍ଗା
    ଚଢ଼େୟା ର ପୂର୍ବ ଜନ୍ମ.... ଇତ୍ୟାଦି କୁ ଦର୍ଶାଇ ଯାଇଛି ll
    ଗୋପପୁର ଦହି ବିକାଳୀ ଙ୍କର ଦୂର୍ଷ୍ୟ..........
    ©jagannath _sanskruti
    #danda_nacha_2022
    #danda_nacha
    #danda_nacha_odia
    #danda_nirtya
    #danda_nacha_ganjam
    #danda_hadi_hadiyani
    #danda_nacha_video
    #siba_parbati
    #siba_parbati_danda_nacha
    #danda_nacha_gita
    #rajaka_rajaki
    #gopapura_dahi_bikali
    #jagannath_sanskruti
    Disclaimer:
    In this video all the characters shown are fictional. We don't discriminate on any character or person or any animal nor we intended to harm any caste or religious beliefs. If you found any violence in the video that is only an act play. We are not promoting any violence. The heritage and cultural belief for god and a great devotional act Danda Nacha is mainly deals with our cultural belief for Lord Shiva . This act plays helps to enhance or boost the devotional belief and peace in people's mind.
    ଜଗନ୍ନାଥ ସଂସ୍କୃତି- • jagannath sanskruti ll...
    Langaleswar danda nacha 2022
    ________________________________
    ପ୍ରଭା ନୁର୍ତ୍ୟ - • Langaleswar danda 2022...
    ହାଡ଼ି ହାଡ଼ିଆଣୀ - • Langaleswar danda nach...
    ଚଢ଼େୟା ନାଚ part-1- • Langaleswar danda nach...
    ଚଢ଼େୟା ଚଢ଼େୟାଣୀ - part-2- • Langaleswar danda nach...
    ଚଢ଼େୟା ଚଢ଼େୟାଣୀ - part-3 - • Langaleswar danda nach...
    ଶିବ ନୁର୍ତ୍ୟ (ଶିବ ତାଣ୍ଡବ p-1)- • Langaleswar danda nach...
    ନନ୍ଦୀ ବୃନ୍ଦି ବୃକଟି (ଶିବ ତାଣ୍ଡବ p-2)- • Langaleswar danda nach...
    ଶିବ ପାର୍ବତୀ -part-1 - • Langaleswar danda nach...
    ଶିବ ପାର୍ବତୀ -part-2 - • Langaleswar danda nach...
    ରଜକ ରାଜକୀ (ଧୋବା ଧୋବଣୀ ) - • Langaleswar danda nach...
    ଗୋପପୁର ଦହି ବିକାଳୀ (part-1 )- • Langaleswar danda nach...
    ଗୋପପୁର ଦହି ବିକାଳୀ (part-2 )- • Langaleswar danda nach...
    ଚଢ଼େୟା ପୂର୍ବ ଜନ୍ମ - • Langaleswar danda nach...
    ଜଳନ୍ଧର ବଦ୍ଧ (part-1)- • Langaleswar danda nach...
    ଯୋଗୀ ଯୋଗିଆଣୀ (part-1) - • Langaleswar danda nach...
    ଯୋଗୀ ଯୋଗିଆଣୀ (part-2) - • Langaleswar danda nach...
    ଯୋଗୀ ଯୋଗିଆଣୀ (part-3) - • Langaleswar danda nach...
    ଯୋଗୀ ଯୋଗିଆଣୀ (part-4) - • Langaleswar danda nach...
    ମାଟିଆ ମାଟିଆଣି - • Langaleswar danda nach...
    ଶବର ଶବରୁଣୀ (part-01) - • Langaleswar danda nach...
    ଶବର ଶବରୁଣୀ (part-02) - • Langaleswar danda nach...
    ଶବର ଶବରୁଣୀ (part-03) - • Langaleswar danda nach...
    ବନ ରଖି - • Langaleswar danda nach...
    ଚଢ଼େୟା ବୀର ପକ୍ଷୀ ଶିକାର - • Langaleswar danda nach...
    ସାପୁଆ କେଳା - • Langaleswar danda nach...
    ଚଢ଼େୟାଣି ସ୍ୱାମୀ ଙ୍କୁ ଖୋଜୁ ଛନ୍ତି - • Langaleswar danda nach...
    କାମାକ୍ଷା ଜତି - • Langaleswar danda nach...
    kespur danda nacha 2022
    ___________________________
    ଅଗ୍ନି ଦଣ୍ଡ - • Kespur danda nacha 202...
    D patapur danda nacha 2022
    _____________________________
    ଚମ୍ପା କେଉଟଣି - • D patapur danda nacha ...
    ଚଢ଼େୟା ସୁଅଙ୍ଗ (p-01) - • D patapur danda nacha ...
    ଚଢ଼େୟା ସୁଅଙ୍ଗ (p-02) - • D patapur danda nacha ...
    🙏🏻🙏🏻🙏🏻ଧନ୍ୟବାଦ 🙏🏻🙏🏻🙏🏻
  • บันเทิง

ความคิดเห็น • 21

  • @kumardillip2485
    @kumardillip2485 2 ปีที่แล้ว +6

    ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି। ଧନ୍ୟବାଦ୍
    ଜୟ ଜଗନ୍ନାଥ ମହାପ୍ରଭୁ ଦୟା କରନ୍ତୁ ଆହୁରି ଅନେକ ଅନେକ ଆଗକୁ ଯିବାପାଇଁ।
    ଧନ୍ୟବାଦ୍

  • @nilamadhabarana4655
    @nilamadhabarana4655 ปีที่แล้ว +3

    ଅତି ସୁନ୍ଦର ଏବଂ ମନୋମୁଗ୍ଧକର ପରିବେଷଣ

  • @nbehera_2023
    @nbehera_2023 8 หลายเดือนก่อน +2

    Bahut Badia

  • @santoshpradhan3486
    @santoshpradhan3486 2 ปีที่แล้ว +3

    ସବୁଠୁ ଭଲ ଦଣ୍ଡ ନାଚ ମୋର ପସନ୍ଦ

  • @debarajbisoyi6583
    @debarajbisoyi6583 2 ปีที่แล้ว +3

    Jay baba gadiswar 🙏🙏🙏

  • @sureshjena8486
    @sureshjena8486 ปีที่แล้ว +2

    Bahut.badhia.dandanacha

  • @PujaSingh-qc8te
    @PujaSingh-qc8te 2 ปีที่แล้ว +2

    🙏🙏🙏🙏🙏 guru ji 🙏🙏🙏🙏

  • @barikmamata9328
    @barikmamata9328 2 ปีที่แล้ว +3

    Super ❤️❤️❤️❤️❤️👍👍

  • @mamataranisahoo266
    @mamataranisahoo266 9 หลายเดือนก่อน +2

    Super danda nacha. Good voice bahuta sundara gita gauchhanti 🙏

  • @rathideepak2247
    @rathideepak2247 ปีที่แล้ว +1

    Jai jagannath

  • @Divyans2022
    @Divyans2022 2 ปีที่แล้ว +2

    Great bro👍

  • @santoshpradhan3486
    @santoshpradhan3486 2 ปีที่แล้ว +5

    ସାର୍ ନ ପଢିକି ଯେଉଁ ମାନେ ଅଭିନୟ କରୁଛନ୍ତି ସେମାନେ ପଢିଲେ ଭଲ ଲାଗିବ

  • @dasharathbudek3256
    @dasharathbudek3256 2 ปีที่แล้ว +2

    Up
    Ma

  • @dipubhai8435
    @dipubhai8435 2 ปีที่แล้ว +2

    Yethi ye geeta gauthiba byakti emanankara kalaku dabei dauchhanti..ye nachcha abhinaya bahut sunder..direction bhul..nije geeta gaile bahut bhala huanta..nachet ye sir samastanka geeta gai nachcha bhangunia kruchhanti

  • @sibanarayansatapathy397
    @sibanarayansatapathy397 ปีที่แล้ว +1

    Abhinaya karuthiba bhai mane Gita Hailey bhala huanta

  • @sujitbarad9225
    @sujitbarad9225 2 ปีที่แล้ว +2

    Nice, beautiful, amezing and heartouching voice sir.

  • @bipinkumarsahoo5164
    @bipinkumarsahoo5164 2 ปีที่แล้ว +1

    ନିଜେ କଣ ପାଇଁ ଗୀତ ଗାଉନ

    • @bipinkumarsahoo5164
      @bipinkumarsahoo5164 2 ปีที่แล้ว +1

      ନିଜେ ଗୀତ ଗାଇଲେ ନାଚ ଭଲ ଲାଗନ୍ତା

    • @JagannathSanskruti
      @JagannathSanskruti  2 ปีที่แล้ว +2

      ଯେହେତୁ ସେମାନେ ନାଚି ନାଚି ଯାଉଛନ୍ତି , ନିଜେ ଗୀତ ଗାଇଲେ ଅଧିକ ଚାନ୍ସ ସେମାନେ ମାଇକ ପାଖରେ ନଥିବେ । ତେଣୁ ସମସ୍ତଙ୍କୁ ଶୁଣିବାରେ ଅସୁବିଧା ହେବ । ସେଥିପାଇଁ ଷ୍ଟେଜ ବାହାରୁ ଗାଇଛନ୍ତି ।