ଆସ ବୁଲିଯିବା ।Skill Park, Brahmapur govt ITI ସ୍କିଲ୍ ପାର୍କ ।ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ।ବ୍ରହ୍ମପୁର ।

แชร์
ฝัง
  • เผยแพร่เมื่อ 10 ต.ค. 2024
  • ସ୍କିଲ୍ ପାର୍କ ।
    ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ବ୍ରହ୍ମପୁର ।
    ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ନିଜସ୍ଵ ପ୍ରାଙ୍ଗଣରେ ଗଢ଼ିଛନ୍ତି ଏକ ସୁନ୍ଦର ସ୍କିଲ ପାର୍କ । ଏହାର ସ୍ଵାତନ୍ତ୍ରତା ହେଲା ବିଭିନ୍ନ ଅଦରକାରୀ ଇଲୋକ୍ଟ୍ରନିକସ ଓ ଲୁହାର ବର୍ଜ୍ୟବସ୍ତୁକୁ ନେଇ ଗଠିତ ଏଇ ସ୍କିଲ୍ ପାର୍କ । ଛାତ୍ର ଛାତ୍ରୀ ଥରୁଟିଏ ଯାଇ ଦେଖିଵା କଥା । ବିଶେଷ କରି ସନ୍ଧ୍ୟା ସମୟରେ ଅତ୍ୟନ୍ତ ଆକର୍ଷଣୀୟ ଏଇ ସ୍କିଲ୍ ପାର୍କ । ତା'ହେଲେ ଥରେ ଆସନ୍ତୁ।

ความคิดเห็น • 4

  • @gramesh9
    @gramesh9 ปีที่แล้ว +1

    Ohhh.. Great... bohutt dino porye gutye nuuaa vdo... 👌👌👌 Sir.. Juhaarr.. 🌹🙏🏻🌹 Kemtaa ochonn.. 😷😷

  • @anitachoudhury0
    @anitachoudhury0 ปีที่แล้ว

    Proud of Brahmappur

  • @aksthespy
    @aksthespy ปีที่แล้ว

    Woow nice mama