Am speechless my dear sister to see here...❤ thanks to God.. Nd God bless you my dear💕 Emiti mo bhauni ku bhala paiba deithibaru sabu odisha basi nku mu hrudayaru dhanybad deuchi... Agaku aahuri bahu matrare support karibe boli mora asha jay odisha..special thanks to jaanu star music..
ବହୁତ୍ ସୁନ୍ଦର୍ , ଏଇ ଭଉଣୀ ଙ୍କ ପାଇଁ ଗୋଟେ ଲାଇକ ହେଉ ❤
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
God bless you sister 👍
Happy new year
ମୁ, ଗଜପତି, ରଜନୀ ଭଉଣୀ ଆଗକୁ ବଡ଼ିଚାଲ ନୂଆ ନୂଆ ଗୀତ
ଆମର ସଉରା ଆଦିବାସୀ ଭଉଣୀଙ୍କୁ ଓଡ଼ିଆ ଆଧୁନିକ ଗୀତ ଗାଇବା ପାଇଁ ସହଯୋଗ ପାଇଥିବାରୁ ଏବଂ ପୁରା ଟିମ୍ କୁ ଧନ୍ୟବାଦ୍❤❤❤🎉
S ଜିତୁ ଭାଇ ,ସନ୍ତୋଷ ଭାଇ , ଜାନୁ ଭାଇ ଏବଂ ପୁରା ଟିମ୍ କୁ ଧନ୍ୟବାଦ୍ ❤❤ ମୋର ଭଉଣୀଙ୍କୁ Support କରିଥିବାରୁ ❤❤
ବହୁତ ଧନ୍ୟବାଦ
So sweet voice!!!
Heart♥️touching song..
ସେ ଭଉଣୀଙ୍କୁ ଆଉ ଆଗକୁ ସୁଯୋଗ ଦିଆଯାଉ... ଭଲ ସ୍ୱର ଅଛି ❤❤❤🎉🎉🎉🎉🌹🌹
ଗୀତ ଟି ବହୁତ ଭଲ ଲାଗୁଛି, ରଜନୀ ଭଉଣୀ ଧନ୍ୟବାଦ ଆଗକୁ ବଢ଼ିଚାଲ Congratulation 🎉🎉🎉🎉🎉
ବହୁତ ବଡ଼ିହା both are congratulations 🎉🎉🎉
Bahut sundar❤gita
ଶବର ସମାଜ ଗୀତ ଗାଇବାକୁ କୁଅ
@@sudarshanmandal2424 ନିଶ୍ଚୟ କହିବୁ ଭାଈ କିନ୍ତୁ ଆମେ ଅର୍ଥ ଦେଇ ପାରିବୁ ନାହିଁ
Happy new year
ସୁମଧୁର ସ୍ୱର... ଦାମିକା ପ୍ରେମିକ ଓ ପ୍ରେମିକା ଗୀତଟି... ହୃଦୟ କୁ ଛୁଇଁଲା. Mind Blowing ହେଲା.
ମୋ ଆଦିବାସୀ ସମାଜ ପାଇଁ ଗୌରବ ଅର୍ଜନ କରିଥିବାରୁ ହୃଦୟରୁ ସ୍ୱାଗତ 🌹🌹🌹🌹🌹🌹🌹🌹🌹
❤
Mu koraput ra kanti adibasi jhia
ଧନ୍ୟବାଦ ବହୁତ ଭଲ ହୋଇଛି, ଏହି ଭଉଣୀ କିଛି ପ୍ରସିଦ୍ଧ ଗାୟକ ଙ୍କ ସହ ନିଜର ଅଭିଜ୍ଞତା କୁ ଦର୍ଶକ ଙ୍କ ଆଗରେ ରଖିଛନ୍ତି, ଏହି ଗୀତ ମାଧ୍ୟମରେ, ଆଗାମି ଦିନରେ ଆହୁରି ସୁଯୋଗ ମିଳୁ 💕💕💕
କିଏ କିଏ ଗଜପତି, ରାୟଗଡ ଏବଂ ଗଞ୍ଜାମ ରେ ଏହି ସୁନ୍ଦର ଗୀତଟି ଉପଭୋଗ କରୁଛନ୍ତି like comment ଟି କରନ୍ତୁ ଭଉଣୀଙ୍କ ପାଇଁ ❤
Not only Ganjam and Gajapati also enjoying from Rayagada
Mu
Gajapati
Are angul ru sunuchi
❤❤❤❤
ବଡ଼ ଜାତି ହେଲେ କଣ ହବ ତାଙ୍କ ଛଟ ମନ ଛଟ ହୃଦୟ ଲକ ସେମିତି ହିଁ କହିବେ..ଜାତି ପବିତ୍ର ହେଇଥାଏ କିନ୍ତୁ ମନ ତାଙ୍କ ଅପବିତ୍ର..kaha katha no suni agei chala sister.. God bless you sister ❤❤
ବହୁତ ସୁନ୍ଦର ସ୍ୱର ଏବଂ ବହୁତ ସୁନ୍ଦର ଗୀତ । ଯେଉଁ ଭାଇମାନେ ଆମ ଆଦିବାସୀ ଭଉଣୀଙ୍କୁ ଗୀତ ଗାଇବାକୁ ସମୟ ଦେଇଛନ୍ତି , ସେମାନଙ୍କୁ ବହୁତ୍ ବହୁତ୍ ଧନ୍ୟବଦ୍
ମୁଁ ରଜନୀଙ୍କ ପାଇଁ ବହୁତ ଗର୍ବ ଅନୁଭବ କରେ । କାହିଁକିନା ମୁଁ ଗଜପତିରୁ....
Happy new year
ବହୁତ ସୁନ୍ଦର କଣ୍ଠଦାନ କରିଛନ୍ତି ଠାକୁର ❤❤❤❤❤
ରଜନୀ ଭଉଣୀ ଆଗକୁ ବଢ଼ି ଚାଲ
ରଜନୀର ବଡ ଭାଇ 🎉🎉
ମୁଁ ବହୁତ ଗର୍ବ ଅନୁଭବ କରୁଛି କାରଣ ଆମର ସୌରା ଝିଅ ମଧ୍ୟ ଏତେ ସୁନ୍ଦର ଗୀତ ଗାଇ ପାରୁଛି ଜୟ ଜଗନ୍ନାଥ ଜୟ ପ୍ରଧାନୀ ଗୁରୁ ❤❤❤❤
Right....
Who is Pradhani guru ?
@@subashchandrasabar723 ଆମର ହିନ୍ଦୁ ସୌରା ମାନଙ୍କର ମୁଖ୍ୟ ଗୁରୁ ହେଉଛନ୍ତି ପ୍ରଧାନୀ ଗମାଙ୍ଗ
Ama saura geeta gao bhauni.... Jaya shree Ram
Good.bhai.❤❤❤
ବହୁତ୍ ସୁନ୍ଦର୍ ଭାବରେ ଗାଇଛନ୍ତି ଗଞ୍ଜାମ ଜିଲ୍ଲା ବଳରାମ ପୁର ଆଶ୍ରମ ସ୍କୁଲ୍ ର ଝିଅ ରଜନୀ ମଣ୍ଡଳ......🎉
Rajani ର voice ବହୁତ୍ ସୁନ୍ଦର ଅଛି so Best of luck ରଜନୀ✌️✌️
ବହୁତ ଭଲ ହେଇଚି ଭଉଣୀ ର ସ୍ୱର ବହୁତ ବହୁତ ଧନ୍ୟ ବାଦ
Wow nice 👍👍 Rajani didi ବହୁତ ସୁନ୍ଦର ଗୀତ ଟିଏ ଗାଇଛ।ବହୁତ ବଢିଆ ହୋଇଛି। ନିଜକୁ ବହୁତ ଗର୍ବିତ ଲଗୁଛି କାରଣ ଆମ soura adivasi ଝିଅକୁ ଏମିତି ସୁନ୍ଦର opportunity ମିଳିଛି, I am proud of you❤❤❤❤ congratulations didi 🎉🎉🎉🎉🎉
ଏ ଭଉଣୀଙ୍କୁ ଆଗକୁ ସୁଯୋଗ ଦିଆଯାଉ
ତାଙ୍କ ସ୍ବରରେ ମା ସରସ୍ୱତୀଙ୍କ ଆଶୀର୍ବାଦ ଅଛି ❤❤❤
ମୋ ଆଦିବାସୀ ସମାଜ ପାଇଁ ଗୌରବ ଅର୍ଜନ କରିଥିବାରୁ ହୃଦୟରୁ ସ୍ଵାଗତ ରଜନୀ ଭଉଣୀ
ମୁଁ ଦଶଥର ଏ ଗୀତକୁ ଶୁଣିସାରିଲିଣି ବହୁତ ସୁନ୍ଦର ଲାଗୁଛି ଆମ ଭଉଣୀର ଗୀତ,
ଜାନୁ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ରଜନୀ ଭଉଣୀକୁ ସୁଯୋଗ ଦେଇଥିବାରୁ ❤❤❤।
ରଜନୀ ମଣ୍ଡଳ ଆଦିବାସୀ ଝିଅ ଆଦିବାସୀ ଭଉଣୀଙ୍କୁ ଗୀତ ଗାଇବା ରେ ସଯୋଗ ଦେଇଥିବାରୁ JANU STAR MUSIC TEAM କୁ ବହୁତ ବହୁତ ଧନ୍ୟବାଦ
ଏମିତି ଏହି ଝିଅଙ୍କୁ ଆଗକୁ ଯିବା ପାଇଁ ସଯୋଗ ଦିଅନ୍ତୁ
ଜୟ ଆଦିବାସୀ ! ସମସ୍ତ ଟିମକୁ God bless ୟୁ 🎉🎉🎉🎉❤️❤️❤️❤️ love from gajapati
Sister ରଜନୀ ବୋହୁତ ସୁନ୍ଦର ଗାଉଛୋନ୍ତି
ଗୀତ ଟି ବହୁତ ହିଁ ଭଲ ହୋଇଛି... 👌ଯେତେ ଶୁଣିଲେବି ମନ ଭରୁ ନାହିଁ .. Love from Mayurbhanj ❤
ମୁ ବହୁତ ଗର୍ବ ଅନୁଭବ କରେ କି ଆମ ଆଦିବାସୀ ଝିଅ ଏତେ ସୁନ୍ଦର ଗୀତ ଆମ ଓଡିଶା ବାସୀଙ୍କ ପାଖରେ ପହଂଚେଇବ ଏବଂ ନିଜର ଜାଗା ସୃଷ୍ଟି କରିବ l I am proud you my sister RAJANI MANDAL
ମାଡ଼ି ଚାଲ ଭଉଣୀ ଅତି ସୁନ୍ଦର👌
ବହୁତ୍ ସୁନ୍ଦର୍ ଗୀତ ସଉରା ହିନ୍ଦୁ ଶବର ସମାଜ ତରପରୁ ମଧ୍ୟ ଧନ୍ୟବାଦ୍ ଏହି ପରି ସୁନ୍ଦର୍ ଗୀତ ଗାଇ ଆଗକୁ ବଡି ଚାଲ
ଅତି ସୁନ୍ଦର ଭାବରେ ଲେଖିଛନ୍ତି ଏବଂ ସଂଗୀତା ମଧ୍ୟ ଭଲ ହେଇଛି ❤💐👍
Congratulation 🎉 👍 ରଜନୀ ଦିଦି ଆପଣଙ୍କ ଚଲାପତ ଭଗବାନ ମଙ୍ଗଳମୟ କରୁ । 🙏🙏🙏ଜୟ ଶ୍ରୀରାମ
100ରେ 100ମାର୍କ୍ ଦେବି
ମାଡ଼ି ଚାଲ ଭଉଣୀ,
God bless u ❤
ସୁ ମଧୁର ସୁର ଦିଦି ମୋନକୁ ଚୁଇଲା ଗୀତ good bless you ❤❤❤
ବହୁତ ବହୁତ ଧନ୍ୟବାଦ ଜାନୁ ଷ୍ଟାର music and team ଯା ହେହୁ ଗଜପତି ର ଆଦିବାସୀ ଭଉଣୀ ଙ୍କୁ ସୁଯୋଗ ଦେଇଥିବା ରୁ। ଜୟ ଜଗନ୍ନାଥ।।।🎉🎉🎉
😮😮😮 ବହୁତ୍ ସୁନ୍ଦର୍ ହୋଇଛି ଭଏସ୍ 🎉🎉🎉🎉🎉🎉 , ଜୟ ଜଗନ୍ନାଥ 🙏🙏🙏👍
Bht volo heichi..... Au thore Chance dio Sister ku..... Love from Mayurbhanj ❤❤❤❤❤
ବହୁତ ବଢିଆ ଗୀତଗାଇଲ ଭଉଣୀ ଏମିତି ଶବର ସମାଜ ଗୀତ ମଧ୍ୟ ଆଗକୁ ନେବ ତମକୁ ପ୍ରଭୁ ଜଗନ୍ନାଥ ଆଶିର୍ବାଦ କରନ୍ତୁ ହରି 🕉️
ପ୍ରଥମ ଥର ଗରିବ ଝିଅ ନା ରେ ଗୀତ ଶୁଣିଲି 🫂🪻🎼🎧
ବହୁତ ସୁନ୍ଦର 👍❤️💙💚
ଆଉ ଗୋଟେ Chance ଦିଅନ୍ତୁ ଭଉଣୀ କୁ ବହୁତ ଭଲ ଗାଉଛନ୍ତି love from Gajapati
Tik Kahila
Tamo channel mu madya dekhe...❤❤
😊😊😊😊😊❤❤❤
Ok
Puni janu star music re ati sighro asuchi
Congratulations 👏🎉 Sister...carry on okay God bless you 🙏
ବଣ ମଲ୍ଲୀ କୁ ପ୍ରସ୍ଫୁଟିତ ହେବାକୁ ସୁଯୋଗ ଦେଇଥିବାରୁ Janu bhai and team Heartly thank you
ଅତି ସୁନ୍ଦର ଭାବରେ ଗାଈ ଛନ୍ତି ଭଉଣୀ ❤❤❤
ଗୀତ ଟି କୁ ବହୁତ ସୁନ୍ଦର ଭାବେ ଗାଇଲେ ❤️❤️super❤️❤️
❤ ବଡିଚାଲ ଆଗକୁ,❤,👍👍👍👍👍
Bahut sundar sister aagaku badi chala sister... congratulations
ବହୁତ ଭଲ ଗୀତ ହେଇଚି
ବହୁତ ଭଲ ❤❤❤
ବହୁତ ବଢିଆ ଗୀତ ହେଇଛି ଭଉଣୀଙ୍କୁ ଶୁବେଛା
Heart touching song 💓💓
ବହୁତ ସୁନ୍ଦର ହେଇଛି ରଜନୀ ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ ⭕‼️⭕🙏🙏🙏
Laga jay ama desia singer rajani madam 🔥🔥🔥🔥🔥🔥🔥🔥
ବହୁତ ଭଲ ଲାଗିଲା ଏ ଗୀତ ଶୁଣି ❤❤❤ love you dii
Bohut ସୁନ୍ଦର କଣ୍ଟ ସିଷ୍ଟର ଆଗକୁ ବଡ 👍 ବହୁତ ଭଲ ଗାଉଛ
ଅତି ସୁନ୍ଦର voice ଲାଗୁଛି ଭଉଣୀ ଆଗକୁ ମାଡିଚାଲ 🎉🎉🎉🎉🎉🎉❤❤❤
ଗୀତ ତ ଟିର Lyrics ବଡ଼ିଆ ହେଇଛି ସ୍ବର ବି ବଡ଼ିଆ ହେଇଛି ❤️❤️👍👍
Your talent is very high we are very proud of you ❤️❤️❤️
Don't think feel low adivasi people are great 👍
Bahuti badhiaa
ବହୁତ ଭଲ ଲାଗିଲା l ସମସ୍ତଙ୍କୁ ବହୁତବହୁତ ଧନ୍ୟବାଦ 🙏
Bohut Sundar ❤ proud to you
ମୋ ଭଉଣୀ ଆଗକୁ ଚଢି ଯା
Very very very very nice song wow god bless you sister ❤😊
ସୁପେର ଭୋଇସ ଦିଦି 👍👍 form kandhamal❤️❤️
ସୁନ୍ଦର କଣ୍ଠଟିଏ ଭଗବାନ ଦେଇଛନ୍ତି ତୁମକୁ ମାମା l ଆହୁରି ଆଗକୁ ବଢ l ମାଲକାନଗିରି ମାଟିରୁ ଢେର ସାରା ଶୁଭେଚ୍ଛା ଓ ଆଶୀର୍ବାଦ l ଜୟ ଶ୍ରୀଜଗନ୍ନାଥ ❤️🌹🌹🙌🙌
Beautiful and melodious voice by sister Rajani Mandal .. Pride of Soura community..👌👌👌
ବହୁତ ସୁନ୍ଦର
ବହୁତ ସୁନ୍ଦର ହେଇଛି,sisitar ବେଷ୍ଟୋଲକ ଆରି ଆଗକୁ ବୁଡ଼ିଚାଲ
😂😂😂😂
ସୁନ୍ଦର voice 🎉🎉
Thank you so much janu star music 🙏🙏💝❤💜😍congratulations to my cutie......
ଅତି ସୁନ୍ଦର ଗୀତ, ଭଉଣୀ ଆମର ବହୁତ ସୁନ୍ଦର ଗାଇଲେ 🌹❤♥️
God bless you Janu star music ❤❤❤
ମୁଁ ବହୁତ ଖୁସି ଯେ ଆମର ସଉରା ଭଉଣୀ ଗୀତ ଏତେ ସୁନ୍ଦର ସୂର ପ୍ରଭୁ ତୁମକୁ ଆଶିର୍ବାଦ କରନ୍ତୁ
ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ
,👍👍💯💯💯♥️♥️♥️♥️🤘🤘🤘👏👏👏👏
Congratulations ❤ Rajani sister,,agoku madi chala ❤
Congratulation Didi ବହୁତ ସୁନ୍ଦର ଗୀତ।❤❤❤
ବଢ଼ିଆ ବଢ଼ିଆ ବଢ଼ିଆ ବହୁତ୍ ବଢ଼ିଆ ଆହୁରି ଆଗକୁ ଯାଅ ଜୟ ଜଗନ୍ନାଥ ।
Super 👌
Sister ବହୁତ ଅଗକୁ ଯିବ ❤❤
Really nice Rajani di
Congratulations 🎉Diiii my Queen ❤❤❤
Nice voice bhauni👌👌👌👌👌
ମୁଁ ଆଦିବାସି ମୁଁ ଗର୍ବିତ ❤❤🥰🥰😍
💐💐💐ସୁନ୍ଦର.....
🎉🎉🎉rajani sister 🎉mind blowing voice🎉❤❤❤.
Radhe ❤ Radhe
ବହୁତ ବଢିଆ ଗୀତ ହେଇଛି, ବିଶେଷ କରି Rajani sister ର voice playback singer ପରି ଗାଉଛନ୍ତି, Rajani may God bless you, from Gajapati
From Ganjam 😅
ମୋ ଆଦିବାସୀ ଭଉଣୀ ପାଇଁ ମୁଁ ହୃଦୟରୁ ଗର୍ବିତ, ଭଗବାନ ତାଙ୍କୁ ସବୁବେଳେ ମଙ୍ଗଳ କାମନା କରନ୍ତୁ!
ମୁଁ କୋରାପୁଟରୁ ଆଦିବାସସୀ 👌👌👌👍👍👍💐💐💐
ଜୟ ଆଦିବାସୀ.
Ati Sundar song, God bless you❤❤❤
Thanks a lot Janu Bhai for giving opportunity to give a song to our Sister.❤❤❤
💐🎈💜💐 ରଜନୀ ଭଉଣୀ ଆଉ ଜିତୁ ଭାଇ ଗୀତଟି ବହୁତ ସୁନ୍ଦର ହୋଇଛି ଭଗବାନ ମଙ୍ଗଳ କରନ୍ତୁ ଆହୁରି ଆଗକୁ ଯାଆନ୍ତୁ 💐💜🎈💐
"ଜୁହାର.. 🙏ଏବଂ ନମସ୍କାର ବହୁତ ଭଲ ହେଇଛି ମା ବୀଣାପାଣିଙ୍କ ଆଶୀର୍ବାଦ ଏବଂ ଓଡିଶା ର ଅଗଣିତ ଗୀତ ଶୁଣୁଥିବା ଲକଙ୍କ ଭଲ ପାଇବା,ଆଶୀର୍ବାଦ ଓ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ କୃପାରୁ ବହୁତ ଆଗକୁଯାଅ..ରଜନୀ ଭଉଣୀ, congurlation 🎉all the Best 👍🕺💃
🎉Janu star musi ra all staff sir nku bahut bahut danyu bad .Rajani sister ra song star re progress kariba pai prathana karuchi
Am speechless my dear sister to see here...❤ thanks to God.. Nd God bless you my dear💕
Emiti mo bhauni ku bhala paiba deithibaru sabu odisha basi nku mu hrudayaru dhanybad deuchi... Agaku aahuri bahu matrare support karibe boli mora asha jay odisha..special thanks to jaanu star music..
ସୁପର ମୋ ସୁନା ଭଉଣୀ our village proud for you. God bless u. Go ahead.... 👌🏾👌🏾👌🏾👌🏾👌🏾👌🏾congratulation to all your suporter 💞💞💞🎉🎉
Beautiful..... ବହୁତ ସୁନ୍ଦର। best of luck sister. And Congratulations your bright future....... ❤❤❤ ବଗଭାନ ଆପଣଙ୍କ ସହ ସବୁବେଳେ ଥାଉ।top singer ମାନଙ୍କ ସହିତ ଏମିତି ଗୀତ ଗାଇବାକୁ ସୁଯୋଗ ମିଳୁ।।।।।
Bahut sundara laguchi Feautiful voice ❤
Bahut sundar
Bahut Sundar laguchi ❤❤❤
Rajani ବହୁତ୍ ବଢିଆ ହେଇଛି ଆଗକୁ ଆଉରି ବଢିଆ ହେବ ❤❤❤
Bahut bhala
ଏୟା ଗୁରୁ ପ୍ରଧାନୀ ଗମାଙ୍ଗ ଙ୍କ ସ୍ୱପ୍ନ ଥିଲା ପୂରଣ ହେଲା 🙏🙏🙏🙏
ଜୟ ଶବର ସମାଜ,,, ❤️❤️❤️ଆଉ ରଜନୀ ଭଉଣୀ ଆପଣ ଆଗକୁ ଚାଲ ଭଗବାନ ଆପଣଙ୍କ ସାଙ୍ଗରେ ଅଛନ୍ତି. 👍👍👍👍👍
କି ପାଗଳାମି ଆଜ୍ଞା ଧନ୍ୟବାଦ ଅର୍ପଣ କରନ୍ତୁ ସେଠାକୁ ଯିଏ ପହଞ୍ଚାଇଛନ୍ତି । ପ୍ରକୃତ ସଂଘର୍ଷ ଏବେ ଆରମ୍ଭ ହେଲା। ଆମକୁ କୈ।ଣସି ଧର୍ମ ଆବଶ୍ୟକ ନାହିଁ। କେବଳ ଶିକ୍ଷା ଏବଂ ରୋଜଗାର ମିଳୁ । ବାସ୍ ଏତିକି ଶବର ସମାଜ ଉନ୍ନତି ପାଇଁ ଯଥେଷ୍ଟ। ରାଧେ ରାଧେ ।
God bless you Rajani
Johar ge sanam ko