Talsari-Udaipur Beach will Shine After Puri- Konark Chandrabhaga | NandighoshaTV

แชร์
ฝัง
  • เผยแพร่เมื่อ 21 พ.ย. 2024

ความคิดเห็น • 27

  • @litanjena09
    @litanjena09 3 ปีที่แล้ว +4

    ବହୁତ ଭଲ ପଦକ୍ଷେପ ରାଜ୍ୟସରକାରଙ୍କ ଦ୍ୱାରା

  • @rajeshbarik4680
    @rajeshbarik4680 3 ปีที่แล้ว +3

    କୋଣାର୍କ ଅଞ୍ଚଳର ଚନ୍ଦ୍ରଭାଗା ବେଳାଭୂମିକୁ ସବୁଜ ସୁନ୍ଦର ମୟ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିଆଯାଇଥିବା ପଦକ୍ଷପ ଐତିହାସିକ ଅଟେ। ଏହାଦ୍ୱାରା ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ବହୁତ ଉପକୃତ ହେବେ।

  • @angelkhushi1164
    @angelkhushi1164 3 ปีที่แล้ว +3

    ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

  • @viralvediochanel
    @viralvediochanel 3 ปีที่แล้ว +4

    ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି ନିଶ୍ଚୟ ଯୁଗାନ୍ତକାରୀ ପଦକ୍ଷେପ

  • @samirapatra4351
    @samirapatra4351 3 ปีที่แล้ว +3

    ଏହା ନିଶ୍ଚୟ ସରକାର ରାଜ୍ୟବାସୀଙ୍କୁ ଆକର୍ଷିତ କରିବା l

  • @ramakantajena5747
    @ramakantajena5747 3 ปีที่แล้ว +3

    ଓଡିଶାର ଉର୍ନତି ପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନା ସ୍ୱାଗତ ଯୋଗ୍ୟ ଅଟେ

  • @munnatripathi873
    @munnatripathi873 3 ปีที่แล้ว +1

    ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ଅଟେ

  • @malayabhoi261
    @malayabhoi261 3 ปีที่แล้ว +1

    ନିଶ୍ଚିତଭାବେ ଏହା ସରକାରଙ୍କ ବହୁତ ଭଲ. ପଦକ୍ଷେପ ଅଟେ |

  • @alishapattnaik5538
    @alishapattnaik5538 3 ปีที่แล้ว +1

    ନିଶ୍ଚିନ୍ତ ଭାବରେ ଓଡିଶା ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ |

  • @rashmiranjandas1285
    @rashmiranjandas1285 3 ปีที่แล้ว +3

    Magnificent decision has taken by hon'ble CM

  • @gobindabehera3652
    @gobindabehera3652 3 ปีที่แล้ว +3

    ଆଗକୁ ଏମିତି ଆମ ଓଡିଶାର ସୌନ୍ଦର୍ଯ୍ୟକୁ ସାରା ବିଶ୍ୱରେ ଲୋକମାନେ ଜାଣନ୍ତୁ ଏବଂ ପ୍ରଶଂସାର ସୁଅ ଛୁଟିଚାଲୁ

  • @krishanacharya2687
    @krishanacharya2687 3 ปีที่แล้ว +1

    Nice step towards to heritage site

  • @srimankumar7483
    @srimankumar7483 3 ปีที่แล้ว +1

    ମୁଖ୍ୟମନ୍ତ୍ରୀଙ୍କ ଏହିଭଳି ନିଷ୍ପତି ପ୍ରଶଂସନୀୟ

  • @Sradhanjalisahoo321
    @Sradhanjalisahoo321 3 ปีที่แล้ว +1

    ରାଜ୍ୟସରକାରଙ୍କ ଏହି ପଦକ୍ଷେପ ଐତିହାସିକ ସ୍ୱାଗତଯୋଗ୍ୟ ଅଟେ |

  • @yashrajdas4996
    @yashrajdas4996 3 ปีที่แล้ว +2

    ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଉଦୟପୁର ବେଳାଭୂମିକୁ ସାମିଲ କରିବାକୁ ସରକାର ବହୁତ ଭଲ ପଦକ୍ଷେପ ନେଇଛନ୍ତି |

  • @sasankasekharpanda1395
    @sasankasekharpanda1395 3 ปีที่แล้ว +1

    ପର୍ଯ୍ୟଟନ କ୍ଷେତ୍ର କୁ ବିକାଶ କରିବାକୁ ଏହା ଅତି ଉତ୍ତମ ପଦକ୍ଷେପ |

  • @sonaliray1400
    @sonaliray1400 3 ปีที่แล้ว +1

    ଆସୁଥିବା ଲୋକଙ୍କ ଆଖିକୁ ବେଳାଭୂମି ସୁନ୍ଦର ଦେଖାଯିବାକୁ ନେଇ ସରକାର ବହୁତ ଭଲ ନିଷ୍ପତି ନେଇଛନ୍ତି

  • @SpreadKnowledgeOfSanatanDharma
    @SpreadKnowledgeOfSanatanDharma 3 ปีที่แล้ว +1

    Great step taken by odisha govt

  • @sonupraharaj6030
    @sonupraharaj6030 3 ปีที่แล้ว +1

    ବାଲେଶ୍ୱର ଜିଲ୍ଲା କୁ ରାଜ୍ୟ ସରକାରଙ୍କର ଏହା ଏକ ସୁନ୍ଦର ଉପହାର ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ।

  • @debadattapanda3837
    @debadattapanda3837 3 ปีที่แล้ว +1

    ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଐତିହାସିକ ନିଷ୍ପତି ନେଇଛନ୍ତି

  • @swadhinparida3006
    @swadhinparida3006 3 ปีที่แล้ว +3

    E Sabu Kebala ama nabin babu Nka pain sambhaba houchi

  • @mrmohantyvlogs1026
    @mrmohantyvlogs1026 3 ปีที่แล้ว +1

    ସଠିକ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର

  • @majesticfoodspheremfs
    @majesticfoodspheremfs 3 ปีที่แล้ว +1

    This is the year that has brought a lot of development which are successfully done time by time by great CM Naveen Patnaik

  • @madhusmitadas3211
    @madhusmitadas3211 3 ปีที่แล้ว

    ଓଡିଶାର ଉର୍ନତି ନିମନ୍ତେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ |

  • @prakashkumarpanigrahi9167
    @prakashkumarpanigrahi9167 3 ปีที่แล้ว

    ପର୍ଯ୍ୟଟନ ମାନଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପଦକ୍ଷେପ ନେଇଛନ୍ତି

  • @simasimaroy9801
    @simasimaroy9801 3 ปีที่แล้ว +1

    Great decision neichanti ama rajya sarkar..... Rajya ku sundar vabe gadhitolibare sarkarnka bises karjya chalichanti