@@Sourav6503 bhai re hindu Mandira ru govt koti koti money neiki alaga dharma ku dauchanti sethipain hindu Mandira ru govt durei rahiba valo hindu nka Paisa Mandira re lagu
@@rabindrakumarmohanty9415are sieta Behera ta tankara Parichay hela criminal mindset Bihar up jadi kgarap heithaye Raha hele aie Behera manaka pain 😂😂😂
Prof Pratap Rath may be an atheist but his arguments are irrefutable and to the point. He is very clear in his stand point. In my opinion he is really a super spiritual person.
Who wrote yr Malika ?? The same who wrote knew all about the foundation of every religion nd particularly Hinduism which is based on imaginations nd falsehood. So they had written in near future people will come out to express reality inside nd comprehensively put in public. N. B . Every religion is based on falsehood.
Au je amo sobu loko baharo deso re jai tanko dharmo nauchanti 😂 , America re population 40 cr ru 15℅ hele india loko uk re ahuri besi, seta kahuno. Dr rath sobu bele manji katha kuhanti tamaku bhol lagu ki no lagu satya sobu bele satya.
Satare ratha babu thik kahuchanti ye dunia bahutu gariba achhaanti khaebaku paunahanti hele bahutu bada loka achhanti hele khaebaku paunahaannti kn miliba ratna bhandar ru
ଆପଣଙ୍କୁ, ପ୍ରଣାମ 🙏, ଆପଣ ହେତୁବାଦୀ ନୁଁହଁନ୍ତି ପ୍ରକୃତରେ ଜାଣେ ହିତବାଦୀ, ଯାହା ଲୋକଙ୍କ ହିତରେ ଲାଗୁଚି. ଜୟ ଜଗନ୍ନାଥ
ନିରାଟ ସତ୍ୟ କଥାଟିକୁ ପ୍ରକାଶ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
ଅବୈଜ୍ଞାନିକ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ତୁମର ଯୁକ୍ତିଯୁକ୍ତ ଓ ନିର୍ଭିକ ଉପସ୍ଥାପନା ଅତି ଉଚ୍ଚ କୋଟିର । Prof Dr. Radhanath Rath ଙ୍କର ଉପଯୁକ୍ତ ଛାତ୍ର ତୁମେ ।
ଆପଣ ଏକା ସମସ୍ତଙ୍କ ପାଇଁ ଭାରି ପଡନ୍ତି ସାର୍
ବ୍ରାହ୍ମଣ ସମାଜ ଓ ପରମ୍ପରା ସମାଜକୁ ଅନ୍ଧ ବିଶ୍ବାସ କୁ ପ୍ରହତ୍ସାନ ଦେଉଛି
ବାସ୍ତବରେ ସରକାର ମନ୍ଦିର ପରିଚାଳନା ରୁ ଦୂରେଇ ରହିବା ଉଚିତ୍।
@@Sourav6503 bhai re hindu Mandira ru govt koti koti money neiki alaga dharma ku dauchanti sethipain hindu Mandira ru govt durei rahiba valo hindu nka Paisa Mandira re lagu
@@Sourav6503ଜୋତା ଖିଆ Spotted
@@BhajaharidasDas-h6u Right 👍
Govt ro kamo kon....gote natoko choleichonti...
Idiotic approach in a civil society man😂😅😊
Sir ଆପଣଙ୍କ କଥା ଅପ୍ରିୟ ସତ୍ୟ ଆମ ଓଡିଶା ଲୋକ ଏତେ ଅନ୍ଧ ବିଶ୍ଵସୀ ବାଉଁଶ ଗଛ ମୂଳରୁ ବି ଠାକୁର ବାହାର କରିଦେବେ ଆଉ ତାପରେ କାଳେସି ବି ଉଭା କରିଦେବେ ଆଉ ତାପରେ ଲୋକଙ୍କ ଭିଡ ଦେଖିବେ ଆଉ ତାପରେ ବାଉଁଶ ଗଛ ମୂଳେ ପୋଲିସ ବି ଡିଉଟି କରିବେ
@@prakashbehera3159 ଆରେ ମୁର୍ଖ ଧର୍ମ ର ସଜ୍ଞା କଣ ଯାଣିଛୁ ହେତୁଵାଦୀ ଛୁଆ, ଧର୍ମ କାହାକୁ କହନ୍ତି ଓ ମଣିଷ କାହିଁକି ନିଜର ଧର୍ମ ପାଳନ କରେ ଯାଣିଛୁ। ମଣିଷ ମନରେ ଧାର୍ମିକ ଭାବନା ନ ରହିଲେ ନୈତିକତାର ଅଧ୍ୟପତନ ଘଟିବ, ତେଣୁ କରି ମଣିଷ ନିଜର ଧର୍ମ ପାଳନ କରିବା ଉଚିତ୍। ଆସିଗଲେ ସମାଜ ସଂସ୍କାରକ ଅନ୍ୟ ଧର୍ମ ବିଷୟରେ ପଦେ କହିଲ ଵାପର ନାଁ ଆସିବ ନାହିଁ। ହିନ୍ଦୁମାନେ ସରଳ ଶାନ୍ତି ପ୍ରିୟ ତେଣୁ ଯାହାଇଛା ତାହା କହିବା।
😂😂😂😂
@@rabindrakumarmohanty9415are sieta Behera ta tankara Parichay hela criminal mindset Bihar up jadi kgarap heithaye Raha hele aie Behera manaka pain 😂😂😂
Right sir
@@rabindrakumarmohanty9415ଧର୍ମ ର ଅର୍ଥ ଯାହା ଧାରଣ କରିବା ଯୋଗ୍ୟ, ଅନ୍ଧବିଶ୍ୱାସ , ମିଥ୍ୟା ଆଚରଣ , ଭଗବାନ ଙ୍କ ନାମ ରେ ବେପାର ଚଲେଇବା ଧର୍ମ ନୁହଁ | ନିଜ ଚିନ୍ତା ,ବିଚାର , ମତ କୁ ପ୍ରକାଶ କରିବାର ଅଧିକାର ସଭିଙ୍କର ଅଛି , ହିନ୍ଦୁ ମାନେ ମଧ୍ୟ ଅନ୍ୟ ସମ୍ପ୍ରଦାୟ ଓ ମତବାଦ ବିଷୟ ରେ ନିଜ ଚିନ୍ତା ଓ ବିଚାର କୁ ପ୍ରକାଶ କରୁଛନ୍ତି |
Sir ଆପଣ ଭଳିଆ ଲୋକ ପାଇଁ କିଛି ପରିବର୍ତ୍ତନ ହେଉଛି 🙏
ଠିକ୍ କଥା କହିଲେ ସାର୍।
ପ୍ରତାପ sir ଜିନ୍ଦାବାଦ 🙏
A good and happy Samaj will exist if blind faith vanished. Thanks
You are right sir
Right 👍 sir 🙏
Perfect statement sir....
ପ୍ରତାପ ସାର୍ ଙ୍କୁ ସାଲୁଟ୍
Right sir
Dr. Pratap Ratha is brilliant person, his statement is very relavent with the development society.
100% correct
We love our beloved Ratha Sir ❤️❤️❤️... best presentation Sir❤😊
ବାଳ
Idiotic approach in a civil society man😂😅😊😢
@@Vastupratikar same to you
@@gurumohanty8208 You are a civil society man 👞😂😂😂
@@Vastupratikarତୁ ତାର ବାଳ ସରି ବି ନୁହେଁ 😂😂😂😂
Thank u sir
Right Sir ❤
ବହୁତ ସୁନ୍ଦର ଉତ୍ତର।
ସତ କଥା, ଆମର ମୌଳିକ ଆବଶ୍ୟକତା କୁ ପ୍ରାଧାନ୍ୟ ଦେଉ ନାହାନ୍ତି, ଖାଲି, ଲୋକଙ୍କ ଭାବାବେଗକୁ ଅସ୍ତ୍ର କରି ଖେଲୁଛୁ।
ଆପଣ ଠିକ କହୁଛନ୍ତି ll ଆରମ୍ଭରୁ ନେତା ଓ କିଛି ସେବାୟତ ଯେଉଁଭଳି ହେଉଛନ୍ତି ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଆଉକିଛି ll ବିହାରୀ ଗୁଜୁରାଟୀ ଚୋର ମାନଙ୍କର ଚଳାଚଳ ପୁରୀରେ ବଢ଼ି ଯାଇଛି ବୋଲି ଲୋକ କହୁଛନ୍ତି ll ନେତାଙ୍କର କମ ଭକ୍ତି ଅଧିକ ଉକ୍ତି ll
Absolutely right
ମୁଁଗୋଟାଏ ଡ୍ୟାସ୍ ବାଦୀ ସଂଗଠନ କରୁଛି ଲୋକେ ଆମକୁବି ସମର୍ଥନ କରିବେ। ଡିକ୍ଲାର ହେବାକୁ ଟିକିଏ ସମୟ ଲାଗିବ। 😊😊😊😊😊😊
Salute to you sir
Prof Pratap Rath may be an atheist but his arguments are irrefutable and to the point. He is very clear in his stand point. In my opinion he is really a super spiritual person.
Dharmandha nka biparita re kahiba pain bahut sahas darkar......sir is abrave person.
ଶାସ୍ତ୍ରରେ ଅନ୍ଧ ବିଶ୍ବାସର କିଛି ଲେଖାଯାଇନି। ହିନ୍ଦୁ ମାନେ ଯାହା କରନ୍ତି ତାହା ଶାସ୍ତ୍ରରେ ଲେଖା ନାହଁ।
ଲୋକେ ଜାଣିବାଟା ବଡ଼ନୁହେଁ ତାର ସୁରକ୍ଷା କୁ ଗୁରୁତର ଦିଅ।
ଧର୍ମରେ ଅନ୍ଧବିଶ୍ୱାସ କିଛି ରହିଛି, ସେସବୁକୁ ସଂଶୋଧନ କରିବା କୁ ଚେଷ୍ଟା କରୁଛନ୍ତି, ଠିକ୍। କିନ୍ତୁ ଧର୍ମର ସତ୍ତା କୁ ମୂଳପୋଛ କରିବା ପାଇଁ ପ୍ରୟାସ କରନ୍ତୁ ନାହିଁ।😊
Right
ଏହି କଥା ଟା ମନ କୁ ପାଇଲା
ଏହା ସତ୍ୟ ଯେ ଲୋକ ମାନେ ଧର୍ମ ନା ରେ ବହୁତ ଅନ୍ଧ ବିଶ୍ୱାସ ର ସ୍ବୀକାର ହଉଛନ୍ତି ମୋତେ ଏଥି ପାଇଁ ବହୁତ କଷ୍ଟ ଲାଗେ |
ଧର୍ମ ର ଅର୍ଥ ଯାହା ଧାରଣ କରିବା ଯୋଗ୍ୟ, ଅନ୍ଧବିଶ୍ୱାସ , ମିଥ୍ୟା ଆଚରଣ , ଭଗବାନ ଙ୍କ ନାମ ରେ ବେପାର ଚଲେଇବା ଧର୍ମ ନୁହଁ | ନିଜ ଚିନ୍ତା ,ବିଚାର , ମତ କୁ ପ୍ରକାଶ କରିବାର ଅଧିକାର ସଭିଙ୍କର ଅଛି , ହିନ୍ଦୁ ମାନେ ମଧ୍ୟ ଅନ୍ୟ ସମ୍ପ୍ରଦାୟ ଓ ମତବାଦ ବିଷୟ ରେ ନିଜ ଚିନ୍ତା ଓ ବିଚାର କୁ ପ୍ରକାଶ କରୁଛନ୍ତି |..
@@eternally.skeptical
ମୁଁ କିଛି ଅଲଗା କହିଛି କି ?
Well said sir, we salute your thoughts process.
ବାପା ଥିଲେ ମନ୍ଦିର ପ୍ରଶାସକ ରୁ କାହିଁ ହିରନ୍ୟ କସିପୁ ହେଳୁ
ମାନବ ସେବା ଆମର ଧର୍ମ ହେବା ଦରକାର। ମନ୍ଦିର ଗୀରିଜା ମସଜିଦ ଏହା କିଛି ନୂହେ। କେତେକ ଚଳିବା ପାଇଁ ବ୍ୟବସ୍ଥା
Abbey Mandira money ru tax Miya jayee bibhina yojna karajauchi kou mg Girija AAU maskhid ru naychi be govt 😮😮😮😮😮
@@sumitmohapatra7480ଧର୍ମ ର ଅର୍ଥ ଯାହା ଧାରଣ କରିବା ଯୋଗ୍ୟ, ଅନ୍ଧବିଶ୍ୱାସ , ମିଥ୍ୟା ଆଚରଣ , ଭଗବାନ ଙ୍କ ନାମ ରେ ବେପାର ଚଲେଇବା ଧର୍ମ ନୁହଁ |..
@@sumitmohapatra7480ଧର୍ମ ର ଅର୍ଥ ଉଚ୍ଚ ଆଦର୍ଶ , ଚରିତ୍ର ଓ ଆଚରଣ ଯାହା ଧାରଣ କରିବା ଯୋଗ୍ୟ, କୋଟି , କୋଟି ଟଙ୍କା ଖର୍ଚ୍ଚ କରି ବଡ ମନ୍ଦିର ଗଢିବା , ବାହ୍ୟ ଆଡମ୍ବର , ଯାତ୍ରା , ପର୍ବ, ପର୍ବାଣି , ଅଳଙ୍କାର, ରତ୍ନ ଭଣ୍ଡାର ଇତ୍ୟାଦି ସହ ଧର୍ମ ର କୌଣସି ସମ୍ପର୍କ ନାହିଁ |
@@sumitmohapatra7480ଧର୍ମ ର ଅର୍ଥ ଉଚ୍ଚ ଆଦର୍ଶ , ଚରିତ୍ର ଓ ଆଚରଣ ଯାହା ଧାରଣ କରିବା ଯୋଗ୍ୟ, କୋଟି , କୋଟି ଟଙ୍କା ଖର୍ଚ୍ଚ କରି ବଡ ମନ୍ଦିର ଗଢିବା , ବାହ୍ୟ ଆଡମ୍ବର , ଯାତ୍ରା , ପର୍ବ, ପର୍ବାଣି , ଅଳଙ୍କାର, ରତ୍ନ ଭଣ୍ଡାର ଇତ୍ୟାଦି ସହ ଧର୍ମ ର କୌଣସି ସମ୍ପର୍କ ନାହିଁ ...|
Pratap sir always right
Good 👍 job sir
ଆରେ ମୂର୍ଖ ହେତୁବାଦୀ ତୁ କଣ ଜାଣିବୁ, ତୁ ଆଗ ମର ତାପରେ ଜାଣିବୁ କେତେ ସହିସଲାମତ ରେ ରହିବୁ କି ନର୍କରେ ରହିବୁ !
ହଂ ଅପେକ୍ଷା କର ତୁ ମାଘିଆ ସ୍ୱର୍ଗ ଯିବୁ । ଅନ୍ଧ ଭକ୍ତ
@@Newlife12345 ତୁ ମଲା ପୂର୍ବରୁ ଦେଖ୍ ତୋର କଣ ହଉଛି ରେ ମାଘିଆ ପୁତୁରା ମୋର
ସବୁଥିରେ ବ୍ରାହ୍ମଣ ମାନଙ୍କୁ ଦେଖାଇବାକୁ ଠିକ୍ ନୁହେଁ।
ମିଡ଼ିଆ ଭାଇ ମାନେ ଦୟାକରି ଏହି ଲୋକର ବାଇଡ ନେଉଛନ୍ତି କାହିଁକି
Aapanakara kn asubidha heuchhi ki
Ea puri panda bodhe..sethi pain badhuchi ete yaku😂😂😂
You are Right
ଠିକ୍ କଥା ଟିଏ କହିଛନ୍ତି।
Great thinking sir... 🙏🇮🇳
Amiti gyani nagarika Odisha ku darakar...
100%right sir
ସ୍କୁଲ ପିଲା ନୂଆ ଜିନିଷ ଆବିଷ୍କାର କରୁଛନ୍ତି ।🎉 ଖବର ଆସୁଛି ।🎉
ତୁମେ ୪୫ ବର୍ଷ ଧରି ବୈଜ୍ଞାନିକ ଚିନ୍ତାଧାରା ରେ ରହି କଣ ଆବିଷ୍କାର କରିଛ ???
🎉
ଖାଲି ଚିକେନ ବିରୀୟନି ଖାଇ ଆତ୍ମଘୋଷିତ ବିଜ୍ଞାନୀ ବୋଲାଉଚ୍ଚ।🎉 ତୁମେ ବିଜ୍ଞାନୀ ନୁହେଁ ଅଜ୍ଞାନୀ 🎉
Bhai ତୁ ଚନ୍ଦ୍ର ଗ୍ରହଣ ରେ ଉପାସ ରହି କଣ ଛୋଡ଼ି ପକେଇଛୁ। ହେଇରେ ମଘିଆ। sala ମୂର୍ଖ ଓଡ଼ିଆ
Emane hindu nku aau hindu deba debi nku birodh kariba janichanti....... Baigyanika naa bala....😂
ଆରେ ପାଗଳ ,ନିଜ ଚିନ୍ତା ,ବିଚାର , ମତ କୁ ପ୍ରକାଶ କରିବାର ଅଧିକାର ସଭିଙ୍କର ଅଛି |
@@eternally.skeptical ଆରେ ମହା ପାଗଳ ମୁଁ ବି ମୋର ନିଜସ୍ୱ ମତ, ଚିନ୍ତା, ବିଚାର ପ୍ରକାଶ କରିଛି ତୋର ଫ।ଟୁଚି କଣ ପାଇଁ ???
@@eternally.skeptical ଆରେ ମହା ପାଗଳ ମୁଁ ବି ମୋର ନିଜସ୍ୱ ମତ, ବିଚାର, ଚିନ୍ତା ପ୍ରକାଶ କରିଛି ତୋର ଫ।ଟୁଚି କଣ ପାଇଁ ????
ମନ୍ଦିର ବାହାରକୁ ଗଲେ ରତ୍ନ ଲୁଟି ନେଇଯିବେ ଅଫିସର ଲୁଟିନେବେ ମନ୍ଦିର ଭିତରେ ରହିବ
ଏ ଭଦ୍ରବ୍ୟକ୍ତି ମୁସଲମାନ କିମ୍ବା ମସଜିଦ ଉପରେ ଥରେ ବି ଆଜି ପର୍ଯ୍ୟନ୍ତ କିଛି କହି ନାହାନ୍ତି, ଦମ୍ ଅଛି ଯଦି ଥରେ କହିକି ଦେଖନ୍ତୁ ତ । ପୂରା ସାଇଜ୍ କରିଦେବେ । ଆରେ ହେତୁବାଦୀ କଅଣ ତମେ ଖାଲି ହିନ୍ଦୁ ଧର୍ମ ଉପରେ comment କରିବ?
Se thhik kohuchi be
@@jitendrakumarray8581 ଆରେ ପାଗଳ, ଯେତେ ବେଳେ ନିଜ ଘର ଅଳିଆ ରେ ଭର୍ତ୍ତି , ସେତେବେଳେ ପଡୋଶୀ ଘରର ଅଳିଆ କଥା କାହିଁକି ଆଲୋଚନା କରାଯିବ ?..
@@jitendrakumarray8581 ଆରେ ପାଗଳ, ଯେତେ ବେଳେ ନିଜ ଘର ଅଳିଆ ରେ ଭର୍ତ୍ତି , ସେତେବେଳେ ପଡୋଶୀ ଘରର ଅଳିଆ କଥା କାହିଁକି ଆଲୋଚନା କରାଯିବ ?...
ଆରେ ପାଗଳ, ଯେତେ ବେଳେ ନିଜ ଘର ଅଳିଆ ରେ ଭର୍ତ୍ତି , ସେତେବେଳେ ପଡୋଶୀ ଘରର ଅଳିଆ କଥା କାହିଁକି ଆଲୋଚନା କରାଯିବ ?..
ସୁ ଯୋଗ୍ୟ ପିତାଙ୍କର ,କୁଳାଙ୍ଗାର ପୁତ୍ର ।
Bhalla katha apana kahile.i salute you sir
I agree on this point with him.Govt.should stop intervention in all religious organization management,but always have to keep eye on it's management.
ଠିକ କଥା କିନ୍ତୁ ଗୋଟିଏ ପଦ ମୁଁ ବି କହିବି
1. ଆପଣ ଯଦି ହେତୁ ବାଦୀ ତାହେଲେ ଆପଣଙ୍କ ସ୍ତ୍ରୀ ଙ୍କ ସିନ୍ଦୂର ଆଉ ଶଙ୍ଖା କାଇଁ ପିନ୍ଧୁଛନ୍ତି । ଲିଭେଇ ଦିଅନ୍ତୁ
2. ଯୋଉ କଥା ତ ହିନ୍ଦୁ ଧର୍ମ ପାଇଁ କହୁଛନ୍ତି କଣ ମୁସଲମାନ ପାଇଁ ମଧ୍ୟ କହି ପାରିବେ
କଣ ତାଙ୍କୁ କହି ପାରିବେ ରମଜାନ ସମୟ ରେ ଖାଦ୍ୟ ଖାନ୍ତୁ ।
କଣ କ୍ରିଷ୍ଟିଆନ୍ ଙ୍କୁ କହି ପାରିବେ ବଡ଼ ପର୍ବ ପାଳନ କରନ୍ତୁ ନାହିଁ ।
3. ଯଦି ଆପଣ କହୁଛନ୍ତି ଯେ ଗୋଟିଏ ଧର୍ମ ଉପରେ ଦୃଷ୍ଟି ଦେବା ଭୁଲ ତାହେଲେ "SHREE JAGANNATH TEMPLE" DONATION BOX ର ପଇସା ରେ ମସଜିଦ ଆଉ church ତିଆରି ହେବା ବି ଭୁଲ ବୋଲି କହି ପାରିବେ ।
@SarojDalasingh ତୋ ମା ର ବିଆ ଦେଖେଇ ଦେଏ ମାଗ୍ୟା। comment kana delete karuchu be chodia pua
୧) ଆରେ ପାଗଳ , ସେ ହେତୁବାଦୀ, ତାଙ୍କ ସ୍ତ୍ରୀ ଧାର୍ମିକ ହେଲେ, ସିନ୍ଦୁର ଲଗେଇଲେ, ଶଙ୍ଖା ପିନ୍ଧିଲେ, ଏଥିରେ ସେ କଣ କରିପାରିବେ ? ଗୋଟେ ପରିବାର ରେ ଅଲଗା ଅଲଗା ରୁଚି , ବିଚାର ଓ ଚିନ୍ତାଧାରା ର ବ୍ୟକ୍ତି ରହିବାରେ କିଛି ଅସୁବିଧା ନାହିଁ |
୨) ନିଜ ଚିନ୍ତା ,ବିଚାର , ମତ କୁ ପ୍ରକାଶ କରିବାର ଅଧିକାର ସଭିଙ୍କର ଅଛି , ହିନ୍ଦୁ ମାନେ ମଧ୍ୟ ଅନ୍ୟ ସମ୍ପ୍ରଦାୟ ଓ ମତବାଦ ବିଷୟ ରେ ନିଜ ଚିନ୍ତା ଓ ବିଚାର କୁ ପ୍ରକାଶ କରୁଛନ୍ତି |..
୩) ହିନ୍ଦୁ ମାନେ ମୁସଲିମ ଓ ଖ୍ରୀଷ୍ଟିଆନ ବହୁଳ ଦେଶ କୁ ଯାଇ ପଇସା ରୋଜଗାର କରିବା ଭୁଲ ନ ଠିକ ?? ହିନ୍ଦୁ ମାନେ ଖ୍ରୀଷ୍ଟିଆନ ଦେଶ ରୁ ଆସିଥିବା ସବୁ ବୈଜ୍ଞାନିକ ଜ୍ଞାନ , କୌଶଳ ଓ ଯନ୍ତ୍ର କୁ ବ୍ୟବହାର କରିବା ଭୁଲ ନ ଠିକ ?
କଳୀଯୁଗରେ ପଣ୍ଡା ମାନେ ଦୁନିଆ କୁ ଶାସନ କରୁଛନ୍ତି।
ହାସ୍ୟାସ୍ପଦ ମନ୍ତ୍ୟବ୍ ଦିଅନ୍ତୁ ନାହିଁ
Idiotic approach in a civil society ma 😂😅😊😢
୬୦୦ ବର୍ଷ ପୂର୍ବରୁ ମାଳିକା କହିଛି🎉
କଳିଯୁଗ ଅନ୍ତିମ ପର୍ଯ୍ୟାୟରେ ତୁମ ପରି କିଛି ବିଧର୍ମୀ ବାହାରିବେ🎉
ଓ ଏ ଭଳି ବିତଣ୍ଡା ଯୁକ୍ତି କରିବେ🎉 ।ତାହା ଆଜି ସତ୍ୟ ପ୍ରମାଣିତ 🎉
ହେଇରେ sala ଗଜମୁର୍ଖ
Malika mane kn
Who wrote yr Malika ??
The same who wrote knew all about the foundation of every religion nd particularly Hinduism which is based on imaginations nd falsehood. So they had written in near future people will come out to express reality inside nd comprehensively put in public. N. B . Every religion is based on falsehood.
@@biswaranjanmohapatra2518 ଧର୍ମ ର ଅର୍ଥ ଯାହା ଧାରଣ କରିବା ଯୋଗ୍ୟ, ଅନ୍ଧବିଶ୍ୱାସ , ମିଥ୍ୟା ଆଚରଣ , ଭଗବାନ ଙ୍କ ନାମ ରେ ବେପାର ଚଲେଇବା ଧର୍ମ ନୁହଁ |..
U r great sir,
Sacheton pain
I am happy that such rationalist people are now coming to attention.
Ok.sar.100%
Right right sir🎉🎉🎉
ପ୍ରଣାମ sir🙏
I love you sir
I like your thoughts
Absolutely right sir
Right 👍👍👍
Right sar
Right sir
Exlutly Right sir great things
Ek dum sata katha
Right
ହିନ୍ଦୁ ଧର୍ମ ବିଷୟରେ କହୁଚ, ଠିକ ଅଛି
କିନ୍ତୁ ଟିକେ ମୁସଲିମ ଙ୍କ ଉପରେ ମନ୍ତବ୍ୟ ଦେଇ ପାରିବ କି.....😮
ଆପଣ ଭଗବାନ ଭଗବାନ ହଉ ଛନ୍ତି ଯଦି ଆପଣଙ୍କ ଦେହ ଖରାପ ହେଲେ ହସ୍ପିଟାଲ ଯାଆନ୍ତି ନା ମନ୍ଦିର
Hospital Jai ki god nku prathana Karu @@madhusmitasahoo4465
ମୁସଲିମ କଥା ତାଙ୍କୁ ଜଣା ହେବ କେମିତି? ସେ କଣ ମ୍ୟୁସ୍ଲୀମ ସଂସ୍କାର ରେ ବଢିଛନ୍ତି
Jadi e hindu dharma re badhichi tahale e dharma drohi
Are baba ta gandire setki dum thileta deba😂
ତୋ ବଂଶ ବିସ୍ତାର ହାଉସ ଫୁଲ
We are with you
Iswar nk name re bhandami karuchhanti
ଏ ହାରାମି ର କାମ କେଵଳ ହିନ୍ଦୁ ମାନଙ୍କୁ ଟାର୍ଗେଟ କରିଵା,ଏଵୁଢା କୁ କାହିଁକି ପଚାରୁଛନ୍ତି ମିଡିଆ ବାଲା।ଏଟା ତ ହେତୁ ଵାଦୀ ଏ ପର୍ଯ୍ୟନ୍ତ ହେତୁ ପଶିନାହି ଅଲଜା।
ମୁଁ ସରକାର ଙ୍କ ଅନୁରୋଧ କରୁଛି ନନ୍ଦନକାନନ ରେ ହେତୁବାଦୀ ୱାର୍ଡ କରିକି ଏଙ୍କୁ ରଖାଯୋଉ
@@biju2045 ମୁଁ ଏକ ମତ ଆପଣ ସହିତ ସାରା ଓଡ଼ିଶା ଲୋକ ମଧ୍ୟ ଏକମତ ହେଵେ ସବୁ ହେତୂ ଵାଦୀ ଙ୍କୁ ଗୋଟିଏ ପିଞ୍ଜରା ରେ ରଖିଲେ ଭଲ କାରଣ ଏଭଳି ଜୀଵ ପୃଥିବୀ ରେ ବିରଳ।
ଆରେ ପାଗଳ, ଯେତେ ବେଳେ ନିଜ ଘର ଅଳିଆ ରେ ଭର୍ତ୍ତି , ସେତେବେଳେ ପଡୋଶୀ ଘରର ଅଳିଆ କଥା କାହିଁକି ଆଲୋଚନା କରାଯିବ ?
@@rabindrakumarmohanty9415 ଆରେ ପାଗଳ, ଯେତେ ବେଳେ ନିଜ ଘର ଅଳିଆ ରେ ଭର୍ତ୍ତି , ସେତେବେଳେ ପଡୋଶୀ ଘରର ଅଳିଆ କଥା କାହିଁକି ଆଲୋଚନା କରାଯିବ ?..
@@eternally.skeptical ତମ ଭଳିଆ ଅପରିଷ୍କାର ଲୋକ ଥିଲେ ଘରେ ଅଳିଆ ଭର୍ତି କରିଵେ ତେଣୁ ଆଗ ଏଭଳି ଲୋକଙ୍କୁ ଘଉଡେଇ ଲେ ଘର ପରିଷ୍କାର ରହିଵ।
You are right Sir, I am salute of you
Right sir❤❤❤❤
ମହାଶୟ ଙ୍କ ବହୁତ୍ ବହୁତ୍ ଧନ୍ୟବାଦ୍
ସତ୍ୟ ର ଗୋଡ଼ ଅଛି ସେ ବହୁତ ବାଟ ଯିବ
ମିଥ୍ୟା ର ଗୋଡ଼ ନାହିଁ ସେ ଯାଇପାରିବ ନାହିଁ
ସତକଥା କହିଲେ ଗାଣ୍ଡୀ ଫଟୁଛି
Right..sar..❤❤❤❤
ଖାଲି ଶିକ୍ଷା ସ୍ବାସ୍ଥ୍ୟ। ସେଥିରେ ବିଦେଶୀ ବହୁତ ଆଗରେ ତଥାପି ସେମାନେ ବୈଷ୍ଣବ ଦୀକ୍ଷା ନେଇ ଜାଗା ଆଗରେ ମୁଣ୍ଡ ନୁଆଉଛନ୍ତି, ନିଜ ଦେଶ ଛାଡି ଏଠାକୁ ଆସୁଛନ୍ତି। ଆଜ୍ଞା ବଡ଼ ଦେଉଲହିଁ ଓଡିଶା। ଜଗନ୍ନାଥ ହିଁ ଆମ ପରିଚୟ। ପରିଚୟ ବିହୀନ ହୋଇ ସେ ବିକାଶ କଣ ହେବ।
ଏଇ ପୁରୀ ହିନ୍ଦୁ ବ୍ରାହ୍ମଣ ପରିବାର ର ପୁଅ ମାନେ ବୁଢ଼ା ବାପା ମା କୁ କେମିତି ଅଲଗା କରିଦେଛନ୍ତି l ହିନ୍ଦୁ କଣ ଏଇ ଶିକ୍ଷା ଦେଇଛି, ବିଦେଶୀ ରୁ ଆସିଗଲେ କଣ ଆମ ଦୁଃଖ ଗଲା l
Au je amo sobu loko baharo deso re jai tanko dharmo nauchanti 😂 , America re population 40 cr ru 15℅ hele india loko uk re ahuri besi, seta kahuno. Dr rath sobu bele manji katha kuhanti tamaku bhol lagu ki no lagu satya sobu bele satya.
ବହୁତ ହିନ୍ଦୁ ବି ଖ୍ରୀଷ୍ଟିଆନ ଓ ମୁସଲିମ ହଉଛନ୍ତି ପ୍ରତି ବର୍ଷ , ଏ କଥା ପୁରୀ ଶଙ୍କରାଚାର୍ଯ୍ୟ ସ୍ୱୀକାର କରିସାରିଛନ୍ତି |...
ବାଳ ନା😂😂😂
Most relevant points he is keeping in many times, actual facts
Perfect
କାହାର ବଂଶ ବୁଡିବାର ନାହିଁ।। ପରାଗ,ଓ ଗ୍ରହଣରେ ବହୁଆଗରୁ, ସବୁକିଛି ଖାଇବାର ଲୋକେ ହଟେଲରେ ଖାଉଥିଲେ। ଏବେତୁମେ ଖାଇଦେଲେ ଅସୁବିଧା କଣ।
କିନ୍ତୁ ନିଜର ବଡପଣିଆ ଦେଖାଇବାକୁ ଯାଇ ଏମିତି ପସରାକରିବାଟା ଆବଶ୍ୟକତା କଣ।
ଏହାଦ୍ବାରା ଅନ୍ୟଧରମ ରଲୋକେ ଲାଭପାଇବେ।
ଏଇ ଭଦ୍ର ଲୋକ ଜଣକ ଆଉ 2ମାସ ଆଗରୁ କୁଆଡେ ଯାଇଥିଲା
ଆରେ ପାଗଳ , ସେ କୁଆଡେ ଯାଇଥିଲେ ତାହାର ଉତ୍ତର ସେ ତୋତେ କାହିଁକି ଦେବେ?..
Regards!
You are right sir ❤️🙏
ସରକାର ବଛାଯାଏ କାହିଁକି? ମନ୍ଦିର ପାଇଁ ନୁହେଁ ପୁରା ସତକଥା
Clear
ପ୍ରତିଦିନ ଟିଭି ରିପ୍ରଟର ତୁମର କଣ କିଛି କାମ ନାହିଁ ଯିଏ ଗୋଟେ ଆତଙ୍କ ବାଦିସାଙ୍ଗି କଥା ହେଉଛ ତୁମେ କଣ ଟିଆର ପି ବଢେଇବାପାଇଁ ତାକୁ ସ୍ଟୁଡ଼ିଓକୂ ଡାକୁଛ
ଆରେ ପାଗଳ ,ନିଜ ଚିନ୍ତା ,ବିଚାର , ମତ କୁ ପ୍ରକାଶ କରିବାର ଅଧିକାର ସଭିଙ୍କର ଅଛି , ହିନ୍ଦୁ ମାନେ ମଧ୍ୟ ଅନ୍ୟ ସମ୍ପ୍ରଦାୟ ଓ ମତବାଦ ବିଷୟ ରେ ନିଜ ଚିନ୍ତା ଓ ବିଚାର କୁ ପ୍ରକାଶ କରୁଛନ୍ତି |
ଏ ନିଉଜବାଳଙ୍କ ପାଇଁ ଆଉ କିଛି ମିଳୁନି ।
Correct
ଗଲାବେଳେ ଯାଏ ମୂଳ ସହିତ
He is correct
Jay Jagannath 🙏
ଏଇ ତା ବାପାର ଔରସରୁ ଜନ୍ମ ହୋଇନାହିଁ
Bastade tu gote golam,
ଆଉ ତୁ ମାଘିଆ କୋଉ ବାପା ର ପୁଅ କହି ପାରିବୁ ହେଇରେ
Emiti comments deba Uchit nuhe
Right
To bapo auras ru😅😅
ଏମାନଙ୍କର ମତାମତ ଶୁଣିବା କଥା ନୁହଁ
Pratap sir you are right
Government ସବୁ ଧର୍ମର ସମନ୍ଵୟ କେବଳ ହିନ୍ଦୁ ଧର୍ମ ର ନୁହନ୍ତି
ଧର୍ମ କହିଲେ ନିଜର କାମ।ଈଶୋରକ ନାରେ ଧର୍ମ ଏଭୂଲ
Rath babu jay
ଖାଲି ତ କଞ୍ଚା ଭାଣ୍ଡାମି। ଏଇ ଗୋଟିକ କଥା ଖାଲି ଖାଣ୍ଟି।
❤🌹🙏 Sir
ମହାଶୟଙ୍କୁ କାହିଁକି ଏତେ ପ୍ରଚାର କରାଯାଉଛି। ଗ୍ରହଣରେ କୁକୁଡା ଖାଇ ଦେଖଉଥିଲେ ମନେହୁଏ। ତେଣୁ ଆହୁରି ଶୁଣିବାକୁ ଅଛି କି।
ଆରେ ପାଗଳ ,ନିଜ ଚିନ୍ତା ,ବିଚାର , ମତ କୁ ପ୍ରକାଶ କରିବାର ଅଧିକାର ସଭିଙ୍କର ଅଛି , ହିନ୍ଦୁ ମାନେ ମଧ୍ୟ ଅନ୍ୟ ସମ୍ପ୍ରଦାୟ ଓ ମତବାଦ ବିଷୟ ରେ ନିଜ ଚିନ୍ତା ଓ ବିଚାର କୁ ପ୍ରକାଶ କରୁଛନ୍ତି |...
Satare ratha babu thik kahuchanti ye dunia bahutu gariba achhaanti khaebaku paunahanti hele bahutu bada loka achhanti hele khaebaku paunahaannti kn miliba ratna bhandar ru
🙏👍
ପ୍ରତାପ sir ଟିକେ ଭାବିଚିନ୍ତି କଥା ହେଲେ ଭଲ ହୁଅନ୍ତା, ଆପଣ କାହା ବିଷୟରେ କଥା ହଉଛନ୍ତି।
ଆରେ ପାଗଳ ,ନିଜ ଚିନ୍ତା ,ବିଚାର , ମତ କୁ ପ୍ରକାଶ କରିବାର ଅଧିକାର ସଭିଙ୍କର ଅଛି , ହିନ୍ଦୁ ମାନେ ମଧ୍ୟ ଅନ୍ୟ ସମ୍ପ୍ରଦାୟ ଓ ମତବାଦ ବିଷୟ ରେ ନିଜ ଚିନ୍ତା ଓ ବିଚାର କୁ ପ୍ରକାଶ କରୁଛନ୍ତି |
👍💚
AIIMS -BBSR
Burla
Vimsar
AIIMS-Balasore
SCB-Cuttack
MKCG
Bagchi Cancer Hospital
Odisha don't have health issue. Education is the problem