ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
👌👌👌👌ଠିକ କଥା
Jay Jagannath Jay pancha sakhha 🙏🙏🙏🙏🙏🙏🙏🙏🙏🙏
Jay jagannathJay panchasakha
ଜୟ ଜଗନ୍ନାଥ ବାଦଲ ନନା
ଏଇ ପୋଗ୍ରମ୍ ଆପଣ ଙ୍କ ପାଇଁ ବହୁତ୍ ଭଲ ଲାଗିଲା
Jay jaganatha swami
Malika pura michha mu maneni Mu pure hetubadi ❤
Jay Jagannath. 🙏
ପୂଜ୍ୟ ବାଦଲ ଭାଇ ଆପଣଙ୍କୁ ଆମର ଭକ୍ତିପୂତ ପ୍ରଣାମ 🙏🏻🙏🏻🙏🏻।ବାଦଲ ନନା ଆପଣ ସନ୍ଧାନ ପ୍ଲସ ଚେନେଲେରେ କଳ୍କୀ ଭଗବାନଙ୍କର ଜନ୍ମ ଯାଜପୁରରେ ହୋଇଛି ଏବଂ ଆଜି ଆପଣ ସେହି ମୁହଁରେ ମତ ପରିବର୍ତ୍ତନ କରୁଛନ୍ତି । ଏହା ପଛରେ କି ରହସ୍ୟ ଲୁଚି ରହିଛି ସମାଜକୁ ଜଣାଇବା ନିତ୍ୟାନ୍ତ ଆବଶ୍ୟକ । ଏହା ଆପଣଙ୍କ ବ୍ୟକ୍ତିତ୍ଵ ଉପରେ ନିର୍ଭର କରେ ।
ଜଣେ ଡାକିଥିଲେ ତ ସେଥିପାଇଁ ସେଠାରେ ମିଛ ଟା ସତ୍ୟ ହୋଇଥିଲା ।
ବାଦଲ ନନା ପ୍ରଣାମ। ସୁଚିନ୍ତିତ ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ। ଆପଣ ମାଳିକା ବିଷୟ ରେ ବିଶେଷ ଜ୍ଞାତା ଅଟନ୍ତି। ଆପଣଙ୍କ ପାଦ ଧୂଳି କୁ କେହି ସରି ହେବେନି ଆଜ୍ଞା।
😜😜😜😜
Upastita kariba re bala prastuta kariba kohuchi 😂😂
ପ୍ରଭୁଙ୍କ ଜନ୍ମ ସ୍ଥାନ ମାଳିକାରେ ଅନେକ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି । କିନ୍ତୁ ମହାପୁରୁଷଙ୍କ ଭାବାର୍ଥ ପୂର୍ଣ୍ଣ ଲେଖା ତାକୁ ବ୍ୟାଖ୍ୟା କରି ବୁଝିବା ବଡକଷ୍ଟ । କିପରି ଗୋଟିଏ କ୍ଷେତ୍ରରେ ଅନେକ ସ୍ଥାନ ରହିଛି ଯାହାର ନାମ ଅଲଗା ଅଲଗା ହୋଇଥିଲେ ହେଁ ତାହା ମହାପୁରୁଷଙ୍କ ଭାବାର୍ଥ ଅନୁଯାୟୀ ତାହା ର ଅର୍ଥ ସମାନ । ଯାଜନଗ୍ର ଭିତରେ ହରିହର କ୍ଷେତ୍ର ମଧ୍ୟରେ ଗୁପ୍ତ , ହରିହରଙ୍କ ସ୍ଥଳୀ ।
Jay jagannathswami
ଜୟ ଗୁରୁଦେବ 🙏🙏🙏।ଜୟ ପଞ୍ଚସଖା 🙏🙏🙏।ବାଦଲ ନନାଙ୍କୁ ସର୍ଵ ପ୍ରଥମେ ସାଦର ପ୍ରଣାମ ସହିତ ମାଳିକା ସମ୍ବନ୍ଧିତ କେତୋଟି ଛୋଟିଆ ପ୍ରଶ୍ନ ଆଶାକରେ ନନା କଥା ଵୁଝିଵେ ଏଵଂ ଉତ୍ତର ଦେଵା ହେଵେ ।ନନା ମାଳିକା ଆଧାର ଅନୁଯାୟୀ ବର୍ତମାନ ଵାରଣ ଵେଳ କି ? ।ଯଦି ସମୟ ଉପଯୁକ୍ତ ତେଵେ ମହାପୁରୁଷଙ୍କ ଭାବାର୍ଥ ଅନୁଯାୟୀ ପ୍ରଭୁ ଉଦୟ ନିଶ୍ଚିତ ।ଯଦି ସମୟ ହୋଇନାହିଁ ତେଵେ ଏହି କାର୍ଯ୍ୟ ଆଉ କେତେ ଦିନ । ମାଳିକା ଯଦି ସତ୍ୟ ତେଵେ ମାଳିକା ଟିକେ ଭଲଭାଵରେ ଦେଖନ୍ତୁ । ମାଳିକା କଥାକାର ଗଵେଷକ ସାଧୁ ସନ୍ଥ ଅନେକ ମାଳିକା ଯଥା - ତାଳପତ୍ର, ତାମ୍ର ପତ୍ର, କାଗଜରେ ଛପା ପୁସ୍ତକ ଶୂନ୍ୟ ପୋଥି ଇତ୍ୟାଦି ଦେଖାଇ ନିଜ ଭାଵରେ କହି ଚାଲିଛନ୍ତି ଯାହା ମାଳିକାର , ଜନସାଧାରଣଙ୍କର, ତଥା ମହାପୁରୁଷଙ୍କ ଭାବାର୍ଥ ର ସଂପୂର୍ଣ୍ଣ ଵିରୋଧ । ଏକଥା କଥାକହୁଥିବା ମାଳିକା ଭିତରେ ନାହିଁ । କାରଣ ଅଵେଦ ମାର୍ଗେ ସେ ଚଳନ୍ତି । ଵେଦ ମାର୍ଗ କୁ ନ ଘେନନ୍ତି ।।ସେ ମୋତେ ଯାହା କହିଲେ ମୁଁ ତାହା ଲେଖି ଦେଲି ।ପ୍ରଭୁଙ୍କ ସଦ୍ ଇଛା ପୂର୍ଣ୍ଣ ହେଉ ।ଜୟ ଜଗନ୍ନାଥ 🙏🙏🙏🙏।ଜୟ ଅଚ୍ୟୁତାନନ୍ଦ 🙏🙏🙏 ।
Tame mane haucha bada bhanda video kn pai karucha
ବାଦଲ ଭାଇନା ଯଦି କିଛି ଜାଣି ନାହାନ୍ତି, ତାହେଲେ ଭିଡିଓ କରୁଛନ୍ତି କାହିଁକି ?
ହାଇଲାଇଟ୍ ହେବାର ସଉକ ଅଛି ❤❤
Tumaku Jana nahi ma
Tumaku kichhu Jana nahi
He tume baje katha alochana kar nahi,
କିଛି ବିଳୀ ବିଳିଆ କହୁଥିଲେ 256 ଜଣ ଭକ୍ତ,ସେମାନେ ପୋଥୀ ପାଇବେ ଓ କଳ୍କୀ ଆସିଲେ 256 ଜଣଙ୍କ ସହିତ ମିଶି ଲୀଳା କରିବେ ତେବେ 256 ଭିତରୁ କିଛି ଜଣ ମାରିଗଲେନି ତେବେ କଳ୍କୀ ଗଲେ କୁଆଡେ
❤ ଠିକ୍ ❤😜😜😜😜
Abe jadi Kalki ashi nahanti ta kebe ashibe …. Emane kichi duniya dekhu nahanti bodhe ….Next 50 years re na tume rahiba na Sanatan rahiba,,, pura world mushlim hai jiba….
👌👌👌👌ଠିକ କଥା
Jay Jagannath Jay pancha sakhha 🙏🙏🙏🙏🙏🙏🙏🙏🙏🙏
Jay jagannath
Jay panchasakha
ଜୟ ଜଗନ୍ନାଥ ବାଦଲ ନନା
ଏଇ ପୋଗ୍ରମ୍ ଆପଣ ଙ୍କ ପାଇଁ ବହୁତ୍ ଭଲ ଲାଗିଲା
Jay jaganatha swami
Malika pura michha mu maneni
Mu pure hetubadi ❤
Jay Jagannath. 🙏
ପୂଜ୍ୟ ବାଦଲ ଭାଇ ଆପଣଙ୍କୁ ଆମର ଭକ୍ତିପୂତ ପ୍ରଣାମ 🙏🏻🙏🏻🙏🏻।
ବାଦଲ ନନା ଆପଣ ସନ୍ଧାନ ପ୍ଲସ ଚେନେଲେରେ କଳ୍କୀ ଭଗବାନଙ୍କର ଜନ୍ମ ଯାଜପୁରରେ ହୋଇଛି ଏବଂ ଆଜି ଆପଣ ସେହି ମୁହଁରେ ମତ ପରିବର୍ତ୍ତନ କରୁଛନ୍ତି । ଏହା ପଛରେ କି ରହସ୍ୟ ଲୁଚି ରହିଛି ସମାଜକୁ ଜଣାଇବା ନିତ୍ୟାନ୍ତ ଆବଶ୍ୟକ । ଏହା ଆପଣଙ୍କ ବ୍ୟକ୍ତିତ୍ଵ ଉପରେ ନିର୍ଭର କରେ ।
ଜଣେ ଡାକିଥିଲେ ତ ସେଥିପାଇଁ ସେଠାରେ ମିଛ ଟା ସତ୍ୟ ହୋଇଥିଲା ।
ବାଦଲ ନନା ପ୍ରଣାମ। ସୁଚିନ୍ତିତ ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ। ଆପଣ ମାଳିକା ବିଷୟ ରେ ବିଶେଷ ଜ୍ଞାତା ଅଟନ୍ତି। ଆପଣଙ୍କ ପାଦ ଧୂଳି କୁ କେହି ସରି ହେବେନି ଆଜ୍ଞା।
😜😜😜😜
Upastita kariba re bala prastuta kariba kohuchi 😂😂
ପ୍ରଭୁଙ୍କ ଜନ୍ମ ସ୍ଥାନ ମାଳିକାରେ ଅନେକ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି । କିନ୍ତୁ ମହାପୁରୁଷଙ୍କ ଭାବାର୍ଥ ପୂର୍ଣ୍ଣ ଲେଖା ତାକୁ ବ୍ୟାଖ୍ୟା କରି ବୁଝିବା ବଡକଷ୍ଟ । କିପରି ଗୋଟିଏ କ୍ଷେତ୍ରରେ ଅନେକ ସ୍ଥାନ ରହିଛି ଯାହାର ନାମ ଅଲଗା ଅଲଗା ହୋଇଥିଲେ ହେଁ ତାହା ମହାପୁରୁଷଙ୍କ ଭାବାର୍ଥ ଅନୁଯାୟୀ ତାହା ର ଅର୍ଥ ସମାନ । ଯାଜନଗ୍ର ଭିତରେ ହରିହର କ୍ଷେତ୍ର ମଧ୍ୟରେ ଗୁପ୍ତ , ହରିହରଙ୍କ ସ୍ଥଳୀ ।
Jay jagannathswami
ଜୟ ଗୁରୁଦେବ 🙏🙏🙏।
ଜୟ ପଞ୍ଚସଖା 🙏🙏🙏।
ବାଦଲ ନନାଙ୍କୁ ସର୍ଵ ପ୍ରଥମେ ସାଦର ପ୍ରଣାମ ସହିତ ମାଳିକା ସମ୍ବନ୍ଧିତ କେତୋଟି ଛୋଟିଆ ପ୍ରଶ୍ନ ଆଶାକରେ ନନା କଥା ଵୁଝିଵେ ଏଵଂ ଉତ୍ତର ଦେଵା ହେଵେ ।
ନନା ମାଳିକା ଆଧାର ଅନୁଯାୟୀ ବର୍ତମାନ ଵାରଣ ଵେଳ କି ? ।
ଯଦି ସମୟ ଉପଯୁକ୍ତ ତେଵେ ମହାପୁରୁଷଙ୍କ ଭାବାର୍ଥ ଅନୁଯାୟୀ ପ୍ରଭୁ ଉଦୟ ନିଶ୍ଚିତ ।
ଯଦି ସମୟ ହୋଇନାହିଁ ତେଵେ ଏହି କାର୍ଯ୍ୟ ଆଉ କେତେ ଦିନ । ମାଳିକା ଯଦି ସତ୍ୟ ତେଵେ ମାଳିକା ଟିକେ ଭଲଭାଵରେ ଦେଖନ୍ତୁ । ମାଳିକା କଥାକାର ଗଵେଷକ ସାଧୁ ସନ୍ଥ ଅନେକ ମାଳିକା ଯଥା - ତାଳପତ୍ର, ତାମ୍ର ପତ୍ର, କାଗଜରେ ଛପା ପୁସ୍ତକ ଶୂନ୍ୟ ପୋଥି ଇତ୍ୟାଦି ଦେଖାଇ ନିଜ ଭାଵରେ କହି ଚାଲିଛନ୍ତି ଯାହା ମାଳିକାର , ଜନସାଧାରଣଙ୍କର, ତଥା ମହାପୁରୁଷଙ୍କ ଭାବାର୍ଥ ର ସଂପୂର୍ଣ୍ଣ ଵିରୋଧ । ଏକଥା କଥାକହୁଥିବା ମାଳିକା ଭିତରେ ନାହିଁ ।
କାରଣ ଅଵେଦ ମାର୍ଗେ ସେ ଚଳନ୍ତି ।
ଵେଦ ମାର୍ଗ କୁ ନ ଘେନନ୍ତି ।।
ସେ ମୋତେ ଯାହା କହିଲେ ମୁଁ ତାହା ଲେଖି ଦେଲି ।
ପ୍ରଭୁଙ୍କ ସଦ୍ ଇଛା ପୂର୍ଣ୍ଣ ହେଉ ।
ଜୟ ଜଗନ୍ନାଥ 🙏🙏🙏🙏।
ଜୟ ଅଚ୍ୟୁତାନନ୍ଦ 🙏🙏🙏 ।