Kirtan Darbar Bhatli Saria cg-4//ସବୁ ମହାନ୍ ଗୁରୁ ମାନଙ୍କୁ ନେଇ ଜବରଦସ୍ତ ପରିବେଷଣ..ଖାଣ୍ଟି ଉଦଣ୍ଡ କୀର୍ତ୍ତନ..

แชร์
ฝัง
  • เผยแพร่เมื่อ 18 ม.ค. 2025

ความคิดเห็น • 18

  • @BishnukumarBaral
    @BishnukumarBaral หลายเดือนก่อน +5

    ଶେଷ ଗୀତଟି କେଉଁଠୁ ଆରମ୍ଭ ହୋଇ କେଉଁଠି ଶେଷ ହେଲା କିଛି ବୁଝି ହେଲାନାହିଁ ତେଣୁ ଏହା କି କୀର୍ତ୍ତନ ବୁଝିହେଲାନାହିଁ ,କବିଚଣ୍ଡୀଦାସ ,(କୀର୍ତ୍ତନ ପ୍ରେମି ,)

  • @Bansidhunmedia
    @Bansidhunmedia หลายเดือนก่อน +2

    ବହୁତ ସୁନ୍ଦର ପ୍ରସ୍ତୁତ ରାଧେ ରାଧେ ❤❤❤

  • @RudraSingh-ow4wo
    @RudraSingh-ow4wo หลายเดือนก่อน +2

    Bahut sundar prshtuti❤❤ ràdhe Ràdhe❤❤🙏🙏

  • @lingarajsahu9288
    @lingarajsahu9288 หลายเดือนก่อน +1

    ବହୁତ ସୁନ୍ଦର 👍🙏🙏🙏

  • @SushantaSahu-q2c
    @SushantaSahu-q2c หลายเดือนก่อน +1

    ଯେତେ ଦିନ ତକ ଇ ଧରା ଦରବାର ପୋଗ୍ରମ୍ ହଉ ଥିବା କୀର୍ତ୍ତନ ଭେସଡ଼ିଆ ହଉଥିବା ଅଗବଗିର କେବଳ ବୈଠକ ପୋଗ୍ରମ ହଉ

  • @BishnukumarBaral
    @BishnukumarBaral หลายเดือนก่อน +1

    କୀର୍ତ୍ତନ ଦରବାରର ଗୌରଭକ୍ତ ମାନଙ୍କୁ ନିବେଦନ କି ମହାନ ପବିତ୍ର ହରି କୀର୍ତ୍ତନ ମଧ୍ୟରେ ଏପରି ଅପ୍ରାସଙ୍ଗୀକ ଶବ୍ଦସଂଯୋଜନା କରି ଗୀତ ରଚନା ତଥା ଗାୟନ କରନ୍ତୁ ନାହିଁ ଏହା ହରି କୀର୍ତ୍ତନର ଅବମାନନା ,ଏହାଉପରେ ବିଚାର କରିବା ହେବେ ଧନ୍ୟବାଦ ,କବିଚଣ୍ଡୀଦାସ ଢେ଼ଙ୍କାନାଳରୁ ,

  • @rabinarayansamal6521
    @rabinarayansamal6521 หลายเดือนก่อน +1

    Charana pankaja bhai bhala gaile Dhayabad

  • @KrushanPatel-q9c
    @KrushanPatel-q9c หลายเดือนก่อน +1

    Kirtan

  • @manaskumargartia1630
    @manaskumargartia1630 หลายเดือนก่อน +1

    ମିଠା ସ୍ଵର

  • @BishnukumarBaral
    @BishnukumarBaral หลายเดือนก่อน +1

    ଏ କୀର୍ତ୍ତନ ଦରବାରର ଗାଇବା ବଜେଇବା ବହୁତ ସୁନ୍ଦର କିନ୍ତୁ ନାଚ ଗୁଡିକ ପ୍ରାସଙ୍ଗୀଙ୍କ ନିହେଁ କାରଣ ପୁରାତନ କୀର୍ତ୍ତନ ଧାରାରେ ଉଲେଖ ଅଛି କି (ଢଲି ଢ଼ଲି ନାଚେ ଗୋରା ସଂକୀର୍ତ୍ତର ମାଝେ )ତେଣୁ ଏପରି ନାଚ ଠିକ ନୁହେଁ ,କବିଚଣ୍ଡୀଦାସ

    • @BishnukumarBaral
      @BishnukumarBaral หลายเดือนก่อน +1

      ଗୌର ଭକ୍ତ ମାନଙ୍କ କପାଳରେ ହରିମନ୍ଦିର ତିଳକ କଣ୍ଠରେ ମାଳିଥାଏ ତଥା ଗୈରିକ ବସନ ପରିଧାନ କରିଥାନ୍ତି ହେଲେ ଏମାନଙ୍କର ପୁରା ରଙ୍ଗୀନ ବେଶ କୁ ରଙ୍ଗୀନ ନାଚ ଏଇଟା କଣ ଠିକ କି ? ବିଚାର କରନ୍ତୁ ,

    • @rabinarayansamal6521
      @rabinarayansamal6521 หลายเดือนก่อน

      Bengali kirtan Mandali Ladies Or gents Dress code Follow karantu pz

  • @BishnukumarBaral
    @BishnukumarBaral หลายเดือนก่อน +1

    ଆଜ୍ଞା ନିମାଈଁ ଏବଂ ଚୈତନ ମହାପ୍ରଭୁ ଏକ ତେଣୁ ନିମାଇଁ କଣ ଚୈତନ ଦରବାର ଵୋଲିଦେଲେରେ ତେଣୁ ଶବ୍ଦସଂଯୋଜନା ଭୁଲ ବରଂ( ନିମାଇଁଚାନ୍ଦ ପ୍ରଭୁ ଦୟାକଲେରେ ହରିନାମ ଦରବାର ଖୋଲି ଦେଲେରେ ) ଏଇଟା ଠିକ ହୋଇଥାନ୍ତା ବିଚାର କରନ୍ତୁ , କବିଚଣ୍ଡୀଦାସ ,

  • @BishnukumarBaral
    @BishnukumarBaral หลายเดือนก่อน +1

    ସେ ଅଞ୍ଚଳର ଦର୍ଶକତ ଏଇପରି କୀର୍ତ୍ତନ ଦେଖିବାକୁ ଭଲପାଉଛନ୍ତି ସଂଶୋଧନ କରିବାକୁ ଆମେ ଯେତେ କହିଲେ ବା ଅନୁରୋଧ କଲେ କଣ ହେବ ?କବିଚଣ୍ଡୀଦାସ ,

  • @naraharidas1689
    @naraharidas1689 หลายเดือนก่อน +1

    PRANMA TO ALL ARTISTS AND GURU.

  • @RameshRout-u8j
    @RameshRout-u8j หลายเดือนก่อน +1

    କୀର୍ତନ, ଧାରା, ଟଙ୍କା, ରେ, ବିକ୍ରି, ହେଇଚି, ସୁଧର୍ମ, କରିଛେ,, ଭୁଲ

  • @BishnukumarBaral
    @BishnukumarBaral หลายเดือนก่อน +1

    ମିଛ ଦୁନିଆଁରେ ଗୋଟିଏ ସତ ନାଁ ଆଉ କିଛି ସତ ଅଛି ଚିନ୍ତା କରନ୍ତୁ ମୁଁ ଜାଣିବାରେ ଆଉ କିଛି ସତ ଅଛି ଚିନ୍ତାକଲେ ଜାଣିପାରିବେ , ଭକ୍ତକବି ଚଣ୍ଡୀଦାସ ,ଢେ଼ଙ୍କାନାଳରୁ ,