FIR lodged against singers Humane Sagar, Ruku Suna for distorting Lord Jagannath bhajan || KTV

แชร์
ฝัง
  • เผยแพร่เมื่อ 7 ก.ค. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    TH-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

ความคิดเห็น • 254

  • @gobindanayak3215
    @gobindanayak3215 13 วันที่ผ่านมา +33

    ଦୁଃଖ ଲାଗୁଚି ଆମେ ଓଡିଆ ହେଇକି ଏ ସବୁ ଦେଖୁଚୁ ଆଉ ସୁଣୁଚୁ

  • @AmitBadanayak
    @AmitBadanayak 12 วันที่ผ่านมา +6

    ହ୍ୟୁମାନ ସାଗରଙ୍କ ପରି କଣ୍ଠଶିଳ୍ପୀ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଆବିର୍ଭାବ ହୋଇ ନାହାନ୍ତି... ବର୍ତ୍ତମାନର ଯୁବପିଢୀ ପାଇଁ ହ୍ୟୁମାନ ସାଗର ହେଉଛନ୍ତି ପ୍ରେରଣାର ଉତ୍ସ। ବର୍ତ୍ତମାନ ଯୁଗରେ ହ୍ୟୁମାନ ସାଗର ଙ୍କ ବିନା ଓଡିଆ ସଙ୍ଗୀତ ଜଗତ ସଂପୂର୍ଣ୍ଣ ଅଧୁରା... ହ୍ୟୁମାନ ସାଗର ଆମ ଓଡ଼ିଶାର ଗର୍ବ ଓ ଗୌରବ.... ହ୍ୟୁମାନ ସାଗର ଆସିଲା ପରଠାରୁ ଓଡ଼ିଆ ସଙ୍ଗୀତ ଜଗତର ବେଶ୍ ଚାହିଦା ବଢ଼ିଲା... ହ୍ୟୁମାନ ସାଗର ଓଡ଼ିଆ ସଙ୍ଗୀତ ଜଗତକୁ ପ୍ରବେଶ କରିବା ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ମାନେ ବାଧ୍ୟ ହୋଇ କୁମାର ସାନୁ, ଉଦିତ୍ ନାରାୟଣ, ବାବୁଲ ସୁପ୍ରିୟ ମହମ୍ମଦ ଅଜିଜ୍ ଓ ସୋନୁ ନିଗମ ଭଳି ଗାୟକ ମାନଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଉଥିଲେ... ହ୍ୟୁମାନ ସାଗର ଆସିବା ପର ଠାରୁ ବହୁଳ ମାତ୍ରାରେ ତାହା ହ୍ରାସ ଘଟିଛି। ଗୋଟିଏ କଥା ଜଣେ କଳାକାରକୁ ସବୁ ଗୀତ ଗାଇବା ପାଇଁ ବାଧ୍ୟ କରା ଯାଇ ପାରିବ ନାହିଁ...ତାଙ୍କୁ ଯାହା ଗାଇବା ପାଇଁ ଭଲ ଲାଗିବ ନାହିଁ ତାହା ସେ ଗାଇବ ନାହିଁ ତାଙ୍କ ଇଛା ବିରୁଦ୍ଧରେ କେହି ବି କିଛି କରି ପାରିବେ ନାହିଁ। ହ୍ୟୁମାନ ସାଗରଙ୍କ ରାଜ୍ ଓ ଲୋକପ୍ରିୟତା ଦେଖି ଲୋକେ ଈର୍ଷାରେ ଜଳୁଛନ୍ତି ତାଙ୍କୁ ବାଧ୍ୟ କରି ବିବାଦ ମଧ୍ୟକୁ ଠେଲି ଦେଉଛନ୍ତି। ତାଙ୍କୁ ବ୍ୟାନ୍ କଲେ ତାଙ୍କର ଗଳା କିମ୍ବା ଗାୟନ ଶୈଳୀରେ କିଛି ଫରକ ପଡିବ ନାହିଁ। ଏ Video ରେ କ'ଣ ଏମିତି ଭୁଲ୍ ହେଇ ଯାଇଛି ଯେ ଦୁଇ ବର୍ଷ ତଳର Video କୁ ନେଇ ଏତେ ସରଗରମ, ବାକ୍ ବିତଣ୍ଡା , ପୋଲିସ ଅଭିଯୋଗ ସବୁ ଚାଲିଛି । ଏମିତି କେତେ ଗୁଡ଼ିଏ ଗୀତର ନଜିର ରହିଛି ଯାହାକି କଦର୍ଯ୍ୟ, ଅଭଦ୍ର ,ତାତ୍ସଲ୍ୟ ଉପରେ ଆଧାରିତ... ସେ ଗୀତ ଗୁଡ଼ିକ ଉପରେ କାହିଁ ଏତେ ଚର୍ଚ୍ଚା ଜୋର ଧରୁନି କେବଳ ହ୍ୟୁମାନ ସାଗର ଉପରେ ହିଁ ସମସ୍ତଙ୍କର ବିଦ୍ରୋହ ଚାଲିଛି । ଏ Video ରେ ହ୍ୟୁମାନ ସାଗର ତ କିଛି ଗାଇ ନାହାନ୍ତି ରୁକୁ ସୁନା ଗାଇଛନ୍ତି... ଭୁଲ୍ କରୁଛି ଜଣେ ଦୋଷୀ କରା ଯାଉଛି ଆଉ ଜଣଙ୍କୁ ଧିକ୍ ଏ ଦୁନିଆ ଧିକ୍ ଏ ବିଚାର ଧାରା।

  • @ranjankuamr9800
    @ranjankuamr9800 13 วันที่ผ่านมา +26

    ଏ ଦିଟାକୁ କାଳ ପଡ଼ିଲାଣି

  • @user-ol6vn2iv5u
    @user-ol6vn2iv5u 12 วันที่ผ่านมา +4

    Jia jemiti gaela tor kana asubidha hela

  • @Skgbul470
    @Skgbul470 13 วันที่ผ่านมา +8

    ହ୍ୟୁମାନ ସାଗର ଜଗନ୍ନାଥ ଙ୍କୋ ଗୀତ ଉପରେ ଆଂଗୁଳି ନିର୍ଦ୍ଦେଶ ହେଉଛି,ଥାନା ରେ
    FIR, ଦର୍ଜ୍ ହେଉଛି ଠିକ୍ କରାଯାଉଛି, ସମ୍ବିତ ପାତ୍ର, ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଦଳୀୟ ଲକଙ୍କୁ ଜଗନ୍ନାଥ ସହିତ ତୁଳନା କରିବାକୁ ପଛାଉ ନାହାନ୍ତି, ସେଥି ପ୍ରତି
    ଟିକେ ଧ୍ୟାନ ଦିଆଯାଉ,

  • @ALLTypeVideoR
    @ALLTypeVideoR 13 วันที่ผ่านมา +6

    ଯିଏ ଜଗନ୍ନାଥ ସାଙ୍ଗରେ ଲାଗିଚି ସିଏ ତଳିତଳାନ୍ତ ହୋଇ ଯାଇଛି ତୁମର ବି ନିଶ୍ଚୟ ଅଭିଶାପ ପଡ଼ିବ ଯେତେ ତୁମେ ଗୀତ ଗାଇଲେ ବି ତାଙ୍କ ସ୍ଥାନ ନେଇ ପାରିବ ନାହିଁ

  • @user-cn7qo1wp5d
    @user-cn7qo1wp5d 13 วันที่ผ่านมา +12

    Turanta arrest kara jau

  • @binodchandratripathy760
    @binodchandratripathy760 13 วันที่ผ่านมา +8

    ଆପଣ ଟାଇମ ପାସ ବୋଲି କେମିତି କହୁଛନ୍ତି

  • @AkashDas-oc3nu
    @AkashDas-oc3nu 13 วันที่ผ่านมา +12

    ଫସିଛି କୋଉଠି ଭୁଲ ନ ମାଗିଲା ପ୍ରଜ୍ୟନ୍ତ୍ ଯୋଉଠି ଷ୍ଟେଜ ଶୋ କରିବ ସେ।ଠି ଅଣ୍ଡା ମାଡ଼ ଆଉ ପଥର ମାଡ଼ କରିବ ଏ ହିନ୍ଦୁ ସମାଜ । ଆଉ ଯୋଉ ଫିଲ୍ମ୍ ମେକର ମାନେ ୟାକୁ ନେଇକି ଫିଲ୍ମ୍ କରିବେ ସେ ଫିଲ୍ମବି କୋଉ ସିନେମା ହଲ୍ ରେ ଚଲେଇଦିଆଯିବନି ।

    • @anilbag141
      @anilbag141 12 วันที่ผ่านมา

      Ooo..ta pappu pom pom ku b fir diya jau...se b apaman karichhi

    • @AkashDas-oc3nu
      @AkashDas-oc3nu 12 วันที่ผ่านมา

      @@anilbag141 Popu pom pom ku Kali mada heichi au se bhul b Magi sarichi....

    • @anilbag141
      @anilbag141 12 วันที่ผ่านมา

      @@AkashDas-oc3nu bhai se mane b..nija bhul swikara karuchhanti......emitia kariba ta bhul..but rule samastanka pain Saman haba katha...!

    • @pruthirajpradhani5332
      @pruthirajpradhani5332 12 วันที่ผ่านมา

      ​@@AkashDas-oc3nu Rangabati remix gaithiba sona mahapatra ku kana kariba tk kuha

  • @basuaa3708
    @basuaa3708 13 วันที่ผ่านมา +24

    ଆଜ୍ଞା ଏ ଦୁଇ ଜଣଙ୍କୁ ଓଡ଼ିଶା କଳାକାର ରୁ ପୁରା ବହିସ୍କାର କରାଯିବା ସହ ଏ ମାନ କୁ କଠୋର ରୁ କଠୋର ଦଣ୍ଡମିଳିବା ଦରକାର

  • @prasantapattanaik862
    @prasantapattanaik862 13 วันที่ผ่านมา +55

    ତାର ଗୀତ ସବୁ ଓ ରୁକୁ ସୁନାର ଗୀତ ସବୁ ବେନ୍ କରାଯାଉ।

    • @user-wb1jc6uj3s
      @user-wb1jc6uj3s 13 วันที่ผ่านมา +6

      Ban kale ka heba
      Sambit Patra ta jaganath ଙ୍କୁ ଅପମାନ କଲା
      ସେ ଟା tamke ନି ଦିଶି କେ
      Sambalpuri ବଳି ଟାର୍ଗେଟ କରୁଛ

    • @JPSAMAL
      @JPSAMAL 13 วันที่ผ่านมา

      ​@@user-wb1jc6uj3s bahut sambalpur card kheluchi.... sambalpur ta odisha bhitare

    • @JPSAMAL
      @JPSAMAL 13 วันที่ผ่านมา +1

      ​@@anvlog1851han re western Odisha ta sabu oltei pakucha ta😂😂

    • @lalit98193
      @lalit98193 13 วันที่ผ่านมา

      ​@@user-wb1jc6uj3skotha ପୋଡିଚି religion ଉପୋରେ ନାକି west south east North odisha

    • @binayluha8471
      @binayluha8471 13 วันที่ผ่านมา +2

      Yanka sangare papau pom pom aau asima panda ku ban karajau

  • @srcreation4810
    @srcreation4810 13 วันที่ผ่านมา +9

    ଯୋଉ ଓଡ଼ିଶାର ଲୋକଙ୍କ ପାଇଁ ତମେ ମାନେ ଏତେ ଆଗକୁ ଆସିଛ ସେଇ ଜଗତର ନାଥ ଜଗନ୍ନାଥଙ୍କ ର ଅପମାନ କରୁଛ ,,ଜାପାନୀ ଭାଇଙ୍କ ଗୀତ ପାଇଁ ଥରେ ବିବାଦ ଉଠିଥିଲା ପୁଣି ଏବେ ,,ଅଗଣତି ଓଡିଶା ବାସୀ ହିଁ ନିସ୍ପତି ନେବେ ,,,ସେମାନଙ୍କୁ ଆଗକୁ ଭଲ ପାଇବା ଦେବେ ନା ଏତିକି ରେ ସେମାନଙ୍କୁ ବ୍ୟାନ୍ କରିବେ ,,⭕️‼️⭕️🙏🙏

  • @manasrout2576
    @manasrout2576 13 วันที่ผ่านมา +7

    ସେ ଦୁଇ ଜଣ ବେଧ ଛୁଆ ଯେଉଁ ମାନେ ଏଇ ଦୁଇ ଜଣ କୁ ସପୋର୍ଟ କରିବେ ସେ ବି ବେଧ ଛୁଆ ହେଇ ଥିବ ଦୁଇ ଜଣ କ ଗାଣ୍ଡି ରେ କିଳା ଭର୍ତି କର

    • @siddhesahu8462
      @siddhesahu8462 11 วันที่ผ่านมา

      Dharama ku sambit patra ku saport kale ki chuaa🎉😅

  • @premenanda
    @premenanda 13 วันที่ผ่านมา +3

    ରୁକୁ ସୁନା ଆଉ ସେ human ସାଗର ମୋ ବାଳ ସିଙ୍ଗର

  • @user-rz9mo2ok7z
    @user-rz9mo2ok7z 12 วันที่ผ่านมา +1

    ପ୍ରଭୁ ଜଗନ୍ନାଥଙ୍କୁ ନ୍ୟାୟ ମିଳିବା ଉଚିତ୍। ଜୟ ଜଗନ୍ନାଥ ❤

  • @PratapJena-ol3eb
    @PratapJena-ol3eb 13 วันที่ผ่านมา +5

    2 Jana odisha pain kalanka and action niajauu

  • @biswal9406
    @biswal9406 11 วันที่ผ่านมา +2

    ଓଡ଼ିଆ ଭଜନ କୁ ତମେ କଦର୍ଯ କରି ଗାଇଲେ ଭଲ
    ଆମେ ଗାଇଲେ ଖରାପ୍... ୱାହ୍ ୱାହ୍ ରେ

  • @sanatanmallick73
    @sanatanmallick73 13 วันที่ผ่านมา +3

    Jail pathaidia, heavy punishment should be given

  • @debasishdash8460
    @debasishdash8460 13 วันที่ผ่านมา +3

    Odisha baasi ku moro gote anuradho please ruksunaa ku kaunashi programs re dakantuni dekhibaa e kete kahara mojak udeiba dekhibaaa

  • @mahindratandi3808
    @mahindratandi3808 13 วันที่ผ่านมา +3

    ଜୟ ଜଗନ୍ନାଥ

  • @MunaBhai-qh9fl
    @MunaBhai-qh9fl 10 วันที่ผ่านมา

    ଜୟ ଜଗନ୍ନାଥ ଆମ କୋଟି ଓଡ଼ିଆର ମଉଡ଼ମଣି ତାଙ୍କୁ ଅପମାନନ୍ତା🙏🏻 ତାଙ୍କୁ କଣ ନିଷ୍ପତ୍ତିନିଅନ୍ତୁ ହିମନ ସାଗର ପ୍ରତି ପବିଲିକି ଲୋକେ

  • @user-st1yj7cu1c
    @user-st1yj7cu1c 13 วันที่ผ่านมา +1

    ସେମାନେ ବି ଖ୍ରୀଷ୍ଟୀୟ ଗୀତ ଗାଆନ୍ତି କିନ୍ତୁ ଅଭିନୟ କରି ଗାଆନ୍ତି, ଯେଉ ମାନେ ଡାକନ୍ତି, ସେମାନେ ପଇସା ପାଇଁ ଡାକନ୍ତି। କିନ୍ତୁ ଯେଉଁ ମାନେ ଈଶ୍ୱରଙ୍କୁ ସତ୍ୟର ଏବଂ ଆତ୍ମାରେ ସ୍ତୁତି କରନ୍ତି ସେମାନେ ସେ ଗୀତ ଗାଆନ୍ତୁ ବୋଲି ଚାହାନ୍ତି ନାହିଁ, କିନ୍ତୁ ସେମାନଙ୍କୁ ପ୍ରେମ କରନ୍ତି କାରଣ ଈଶ୍ୱର ପ୍ରେମମୟ

  • @rajeshofficialnk4709
    @rajeshofficialnk4709 13 วันที่ผ่านมา +2

    ଯିଏ ban kara mu human Sagar ଆଉ ରୁକୁ ସୁନା କୁ gita ଦେବୀ କୋଉ ପୁରୁଣା ପୋଷ୍ଟ କୁ ନେଇ ଏତେ ବିଭ୍ରାନ୍ତ କରୁଛ ଆଗରୁ ସୋଇଥିଲ 2022 ର ଗୀତ ଏଇଟା

  • @dhirenlipunofficial369
    @dhirenlipunofficial369 12 วันที่ผ่านมา +3

    ହୁମାନ ସାଗର ପାଇଁ କଟକିଆ ଗୀତ ଚାଲୁଛି 😂 ତା ଉପରେ ପଙ୍ଗା ନିଅ ନୀ ମହଙ୍ଗା ପଡିବ

  • @pramodsahu4459
    @pramodsahu4459 13 วันที่ผ่านมา +16

    ଜେଲ ଦଣ୍ଡ ଦିଆଯାଉ

    • @rahulksinger3219
      @rahulksinger3219 11 วันที่ผ่านมา

      Kana kahu6 ho tk bhab chinta aru kuha ajathare ghati nai hua se star thile aru rahebe janitha ok

  • @alokbhoi8144
    @alokbhoi8144 13 วันที่ผ่านมา +11

    ଏ ଦୁଇ ଜଣଙ୍କ ଗୀତ କୁ ban କରାଯାଉ

  • @Ajitkumarthanapati
    @Ajitkumarthanapati 13 วันที่ผ่านมา +2

    Kapil Sharma ra so dekhi6 bhali hene babda bada star cricketar mankar mimikiri kara jai6 jani6 kini this is a talent

  • @raghumaninayak9593
    @raghumaninayak9593 13 วันที่ผ่านมา

    ରୁକୁ ସୁନା ଓ ହୁମାନ ସାଗର ଏ ଦୁଇ ଜଣକୁ ଆଇନଗତ ଦଣ୍ଡ ଦିଆଯାଉ ଯାହା କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି ଜୟ ଜଗନ୍ନାଥ🙏🙏🙏

  • @Koshalart_5921
    @Koshalart_5921 12 วันที่ผ่านมา +1

    ଏଇଟା ଯଦି ଉପହାସ ତେବେ ଯମୁନା ଯିବାକୁ ହୋଇଛି ମନା ,ଅହେ ଦୟାମୟ ବଶ୍ବବିହାରୀ ଗୀତ କୁ କାହିଁକି ଏତେ ଖରାପ କରିଛ।

  • @akshayjaihindpradhan2057
    @akshayjaihindpradhan2057 13 วันที่ผ่านมา +12

    ସେ ଦୁଇ ଜଣ ବେଧ ଛୁଆ

  • @Akumar....
    @Akumar.... 13 วันที่ผ่านมา +1

    ଏମାନଙ୍କ ନାଆଁ ରେ କାର୍ଯ୍ୟାନୁଷ୍ଠାନ ଠିକ୍ କଥା ମାତ୍ର କିଛି ଦିନ ଆଗରୁ ସମ୍ବିତ ପାତ୍ର ଯେଉଁ ଭାଷଣ ଦେଇ ଥିଲେ ସେଥିରେ କେମିତି କେହି କିଛି କାର୍ଯ୍ୟାନୁଷ୍ଠାନ ନିଆ ଗଲା ନାହିଁ ତାଙ୍କୁ b ଦିଆ ଯିବା ଉଚିତ୍

  • @arjunbag5441
    @arjunbag5441 12 วันที่ผ่านมา +1

    କୋଉ ଦୃଷ୍ଟିରୁ ଏଇଟା ଗର୍ବ ମନୋଭାବ ଲାଗୁଛି ଆପଣଙ୍କୁ, ସେମାନେ ଗୋଟିଏ କୋଠରୀରେ ବସିଥିବା ସମୟରେ ହସି ମଜା କରୁଛନ୍ତି। ପପୁ ପମ୍ ପମ୍ ଷ୍ଟୁଡିଓର ଯାହା କରିଛି ତାକୁ କ'ଣ କହିବେ ଶ୍ରୀଯୁକ୍ତ ହରିହର କାନୁନଗୋ? ଜୟ କୋଶଳ ,,,,

  • @timepasscreative6794
    @timepasscreative6794 13 วันที่ผ่านมา

    ଆମ ମହା ପ୍ରଭୁ ଜଗନ୍ନାଥ ଙ୍କ ନାମରେ ଯିଏ କିଛି ସଙ୍ଗୀତ କିମ୍ବା ଜଗନ୍ନାଥ ଙ୍କ ସହ କୌଣସି ରାଜନୈତିକ ବ୍ୟକ୍ତି କୁ ତୁଳନା ଅଥବା ଜଗନ୍ନାଥଙ୍କୁ ନେଇ କେହି ବ୍ୟକ୍ତି ରାଜନୀତି କରିବାକୁ ଚେଷ୍ଟା କରନ୍ତି ସେ ପ୍ରକାର ଲୋକ ବିରୁଦ୍ଧ ରେ କାର୍ଯ ଅନୁଷ୍ଠାନ ହେଉ

  • @bhikaricharansena6913
    @bhikaricharansena6913 11 วันที่ผ่านมา +1

    କେଉଁ ଭଜନ କୁ ଅପମାନ କରିଛନ୍ତି...

  • @NarayanPatra-vp6km
    @NarayanPatra-vp6km 13 วันที่ผ่านมา +10

    ଆରେଷ୍ଟ କୋରା ଯାଅ.

  • @PjamesMartyn
    @PjamesMartyn 13 วันที่ผ่านมา +1

    ଆବେ ବୋକା ଯିଏ ଗାଇଛି ତାକୁ କୁହ ବେ Human କଣ କହୁଚ ବେ.... "!

  • @salilakumardalai2787
    @salilakumardalai2787 13 วันที่ผ่านมา +2

    ଏ mg କୁ ଆଗ ଭିତରେ 0ପୁରାଅ

  • @DepakDepak-c4v
    @DepakDepak-c4v 9 วันที่ผ่านมา +1

    Harihara kanungo sir prathame aapan papu pampam,lubin tubun ku prathame action niantu......aagaru Dekhi nahanti ki suni nahanti😮

  • @Lokanathsmal
    @Lokanathsmal 10 วันที่ผ่านมา

    🕺🏼ସମାଜ ରେ ଠାକୁର ନାରେ କିଏ କିଛି ନିନ୍ଦା କଲେ ଠାକୁର ପ୍ରେମି ବିରୋଧ କରିବାକୁ ଯେତିକି ଆଗ୍ରହୀ ଠିକ ସେହିଭଳି ସମାଜ ରେ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ପାଇଁ ଯଦି ସମସ୍ତେ ଏକତ୍ରିତ ହୁଅନ୍ତେ ତେବେ ନିଜର ଏବଂ ଏ ମାନବ ସମାଜ ର ହିତ ହୁଅନ୍ତା 🤷 କିନ୍ତୁ ଜୀବିତ ମାନବ ପ୍ରେମି କିଛିଟା ଦୃଶ୍ୟ ହେଇଥାନ୍ତି 🤔

  • @laxmipriyabiswal1812
    @laxmipriyabiswal1812 12 วันที่ผ่านมา

    ମୋ ଜଗନ୍ନାଥ ତା ହିସାବ କରିବ 😢😢

  • @SanjayPada-mp1zh
    @SanjayPada-mp1zh 13 วันที่ผ่านมา +1

    Jay Jagannath ❤❤❤

  • @SanjayPada-mp1zh
    @SanjayPada-mp1zh 13 วันที่ผ่านมา +1

    Jay Jagannath

  • @MadhavJena-rb6kj
    @MadhavJena-rb6kj 13 วันที่ผ่านมา +3

    Bycut human sagara

  • @Rangabhai-do3xu
    @Rangabhai-do3xu 11 วันที่ผ่านมา

    ବେଧ ପିଲା ଆମ ପୁରୀ ଆସନ୍ତୁ
    ଦେଖିବେ ଆମ ପୁରୀ ଲୋକ କେମିତି

  • @dhirenlipunofficial369
    @dhirenlipunofficial369 12 วันที่ผ่านมา

    ସମ୍ବଲପୁରୀ ସିଙ୍ଗର ଗୋଟେ ବ୍ରାଣ୍ଡ 150 million କଟକିଆ ମାନକେ ମାଡ ଦରକାର ଜୟ କୋଶଲ ❤

  • @RajeshPadhee
    @RajeshPadhee 12 วันที่ผ่านมา

    Jay Jagannath ❤🙌

  • @SubratKumar-fu4jb
    @SubratKumar-fu4jb 13 วันที่ผ่านมา +2

    Turant action niajau

  • @bhibutipanda3442
    @bhibutipanda3442 13 วันที่ผ่านมา

    Immediately arrest to Human Sagar and his friend also

  • @amitkumarmohanty8053
    @amitkumarmohanty8053 13 วันที่ผ่านมา +1

    #BoycottHumanSagar

  • @DebrajMahananda-tl4fv
    @DebrajMahananda-tl4fv 12 วันที่ผ่านมา

    Jay maa samlei 🙏🙏🙏

  • @basantagouda6094
    @basantagouda6094 13 วันที่ผ่านมา +1

    Ban karajau 2 Jana ku

  • @santoshsenapati1447
    @santoshsenapati1447 13 วันที่ผ่านมา +2

    Jagannath bujhibe a maghia mank katha n hele bhagwan nahi boli bhabi

  • @dhrubacharanmallik7833
    @dhrubacharanmallik7833 13 วันที่ผ่านมา

    Ruku dada Tume western odisha ra ejjat neigala ho mu odishara cm ku mu request karuchhi ruku suna Au human sagar ku jail pathajau please cm sir

  • @asutoshpanda7187
    @asutoshpanda7187 12 วันที่ผ่านมา

    ନାଁ ତ କମେଇ ଦେଲେ ଏଥର ବସି ଖାଆନ୍ତୁ ଏହି ଡୁଇ ଜଣଙ୍କୁ ଆଗକୁ ଯିବାକୁ ନ ଦିଆ ଯାଉ

  • @AsitKumarSa
    @AsitKumarSa 13 วันที่ผ่านมา +1

    Dharama jou compare karithile....CM,DEPUTY CM NKU NEI....setebele kehi bi complain karinathile kan Paini......eeita ta bhul majak kari song gaiba......

  • @umashankardash5425
    @umashankardash5425 13 วันที่ผ่านมา +1

    ବେକାର କଥା ରେ ମୁଣ୍ଡ ନ ଖେଳେଇ ବାକୁ ଜଗନାଥ ପ୍ରେମୀ ମାନଙ୍କୁ ଅନୁରୋଧ

  • @user-zg2ll4su7q
    @user-zg2ll4su7q 13 วันที่ผ่านมา +17

    Life time ban karantu

    • @rahulksinger3219
      @rahulksinger3219 11 วันที่ผ่านมา

      Kan bhabi kari kahu6 ho

    • @TejrajKumar-sy8ib
      @TejrajKumar-sy8ib 8 วันที่ผ่านมา

      Human sagar ❤ , ruku daa ❤❤❤

  • @GyanchandDasPattanaik
    @GyanchandDasPattanaik 11 วันที่ผ่านมา

    Suna , is a very good singer . He has not sang the song for defame ming God .

  • @YudhishthiraNaik-yz5gh
    @YudhishthiraNaik-yz5gh 13 วันที่ผ่านมา

    Jai Jagannath 👏

  • @littlekar5476
    @littlekar5476 13 วันที่ผ่านมา

    ଯେକୌଣସି ପ୍ରସଙ୍ଗକୁ ଭିଡି ମୋଡ଼ି ନେଇ ଜଗନ୍ନାଥଙ୍କ ସହିତ ଯୋଡ଼ିବାର କିଛି କାରଣ ନାହିଁ,ଜଗନ୍ନାଥ ଭଜନ କୁ ବିକୃତ କରାଯାଇଛି ବୋଲି କୁହା ଯାଉଥିବା କିଛି ଗୁଣୁ ଗୁଣୁ ଶବ୍ଦ କୁ ଜଗନ୍ନାଥ ଙ୍କ ସହିତ ଯେଉଁମାନେ ଯୋଡ଼ିଛନ୍ତି ସେମାନଙ୍କର ଜଗନ୍ନାଥ କି ଦୋଷ କରିଛନ୍ତି କି? ବାହାରୁ ଯାବତୀୟ ଅଳିଆ ଆଣି ପ୍ରଭୁଙ୍କ ଉପରେ ଫିଙ୍ଗୁ ଛନ୍ତି।ଏଥିରୁ ଜଣା ଯାଏ ଯେ ସେ ବ୍ୟକ୍ତି ଚର୍ଚ୍ଚାରେ ରହିବାକୁ ଜୋର ପ୍ରୟାସ କରୁଛନ୍ତି।

  • @gopaBag-gb3bk
    @gopaBag-gb3bk 11 วันที่ผ่านมา +1

    Kichh nows nahi mi li laki

  • @DilipHaripal-z4i
    @DilipHaripal-z4i 11 วันที่ผ่านมา

    Jia Lekhi chhe e Bhajan tahake darun

  • @aratkumardas4015
    @aratkumardas4015 10 วันที่ผ่านมา

    Human Sagar crossed behaviour not only this time more times same situation.

  • @natureofodisha3080
    @natureofodisha3080 12 วันที่ผ่านมา

    Ban karajau 🙏

  • @gurumohanty8208
    @gurumohanty8208 13 วันที่ผ่านมา

    ଏଟା କେ ଯିଏ ଯୋଉଠି ଦେଖୁଛନ ଜୋତା ଖୋଲି ସେକିଦେବାର ଆର ଉପମୁଖ ମନ୍ତ୍ରୀ କେ ଜଣାଇଦବାର 😂😮😅😊😢

  • @daitaryjena6661
    @daitaryjena6661 13 วันที่ผ่านมา

    ଅଧ ପତନରକରଣ ।

  • @Stylish_Niku
    @Stylish_Niku 12 วันที่ผ่านมา +2

    Papu pom pom bi jagannath bhajan ku bi emitika song gaichhanti- th-cam.com/video/jmXo_axY_lc/w-d-xo.htmlsi=r3CgyQ1Mk6X7IsGX

  • @SisirArati
    @SisirArati 13 วันที่ผ่านมา +2

    Binasakale biparita budhi

  • @JasadaGaradia
    @JasadaGaradia 10 วันที่ผ่านมา

    Ruku sir Human sir❤❤❤ achanti rohithibe b tame sabu jaiki chanda collection kara first 😂😂

  • @kailashbehera9547
    @kailashbehera9547 13 วันที่ผ่านมา

    jay jagannath

  • @Chitaranjandipa
    @Chitaranjandipa 13 วันที่ผ่านมา

    ଜଗନାଥଙ୍କୁ ଭିକା ମଗେଇହ

  • @SunmoonKathar-dc8zs
    @SunmoonKathar-dc8zs 13 วันที่ผ่านมา

    2022 ra video

  • @bansidharpatel7451
    @bansidharpatel7451 13 วันที่ผ่านมา

    ଦୁଇ ଜଣଙ୍କୁ ଜେଲ୍ ରେ 30 ବର୍ଷ ରଖ ହାରାମି ମାନଙ୍କୁ

  • @DebrajMahananda-tl4fv
    @DebrajMahananda-tl4fv 12 วันที่ผ่านมา

    Vdo 2022 ra aye ho tume ehade viral karu6 2024 re Jagannath bhagwan k apaman kari6n Jagannath bhagwan danda debe tume mane kia....

  • @AbhishekNial-pu6oi
    @AbhishekNial-pu6oi 13 วันที่ผ่านมา

    ଏମାନେ କ୍ଷମା ର ଯୋଗ୍ୟ ନୁହନ୍ତି, ଚପଲ ମାଳା ପିନ୍ଧେଇକି ଜେଲ pathajau

  • @hrushikeshroutray520
    @hrushikeshroutray520 13 วันที่ผ่านมา

    ଏ ଦୁଇଜଣକୁ ବ୍ୟାନ କରାଯାଉ

  • @jagatdharua9288
    @jagatdharua9288 10 วันที่ผ่านมา

    Popu pampam ku case karajau

  • @lipunnaik5164
    @lipunnaik5164 13 วันที่ผ่านมา

    ଓଡିଶା ବାସୀଙ୍କୁ ମୁଁ ଏତିକି ଅନୁରୋଧ କରୁଛି କି ଏଇ ଶଳେ କୁ ଏମିତି ବ୍ୟାନ କର କି ଯେମିତି ଫିଲ୍ମ ଲାଇନରେ ଷ୍ଟେଜ ଶୋ ରେ କୋଉଥିରେ ଯେମିତି କାମ ନ ମିଳୁ...ସାଧାରଣ ଲୋକ ଙ୍କ ଭଳି କାମ କର ଆଉ ଖାଅ...

  • @user-xs2gj2tl9o
    @user-xs2gj2tl9o 13 วันที่ผ่านมา

    Jai jagannath jaldi a tion niajau..

  • @DesiBoyzKoraput
    @DesiBoyzKoraput 13 วันที่ผ่านมา

    Humane Sagar and Ruku Suna Songs, all songs ku Banned Karajahu
    Vote for banne Boycott Humane Dumane
    Ruku Suna nku

  • @godmadeyou2
    @godmadeyou2 13 วันที่ผ่านมา

    ଠିକ୍ କଥା ଆମ ଓଡିଆଙ୍କ ଠାକୁର ନକୁ ଅପମାନ କରିବା ଅର୍ଥ ସାରା ଜଗନ୍ନାଥ ଭକ୍ତଙ୍କୁ ଅପମାନ କରିବା ସହିତ ସମାନ, କିନ୍ତୁ ପାଣ୍ଡୁ ବାବୁ ଜଗନ୍ନାଥ ଠାକୁରଙ୍କୁ ଭିକ ମଗେଇଲେ ସେ ବିଷୟରେ କଣ ଚିନ୍ତା କରିଛନ୍ତି ଆଉ କଣ କରିବେ ପାଣ୍ଡିଆ କୁ ସେ ବିଷୟରେ ଭି ଚିନ୍ତା କଲେ ଭଳ ହୁଅନ୍ତା 🤔

    • @mantusamal1785
      @mantusamal1785 12 วันที่ผ่านมา

      Bhai pandu gote gorumansa khauthiba jhia ku Ani mandira re pureila kehi kichhi kariparileni , ethi two odia singer ku viral Kari jabardasti tanka against action neuchhanti. Kn politics karuchhanti ma. Jadi Prabhu jagannath nka Krupa drusti nathanta tebe human Sagar kebethu ban heisarantani.krupa drusti achhi boli ajibi Human Sagar song superhit hauchhi.

  • @Oppp-yd5hd
    @Oppp-yd5hd 9 วันที่ผ่านมา

    Papu pam pam gita lekhila au ruku suna gaidela sethire kichi bhul nai jay Jagannath 🙏🙏🙏

  • @sanjugaming9956
    @sanjugaming9956 11 วันที่ผ่านมา

    Sabu thu bhala Bengali singer jinda baad ❤❤❤

  • @BasantaKhasla
    @BasantaKhasla 10 วันที่ผ่านมา

    Human Sagar is not worng

  • @anantadharua56
    @anantadharua56 11 วันที่ผ่านมา

    ପପୁ ପମ ପମ ର ଯୋଉ ଷ୍ଟୁଡିଓ ରେ ଗୀତ ଗାଇଛି
    ଆଲୋ ପୋଡା ମୁହିଁ ତାକୁ ଶୁଣିଛନ୍ତି ନା ନାହଁ
    ୟାକୁ କଣ କରାଯିବ

  • @galaxystar7511
    @galaxystar7511 13 วันที่ผ่านมา

    Edui Jana nku Movie ki Album re chance deba katha nuha 😡

  • @batakrushnaswain4524
    @batakrushnaswain4524 13 วันที่ผ่านมา

    ବିନାଶ କାଳେ ବିପରୀତ ବୁଦ୍ଧି

  • @Rangabhai-do3xu
    @Rangabhai-do3xu 11 วันที่ผ่านมา

    ମାଘିଆଙ୍କ ଜିଭ କଟା ଯାଉ

  • @rameshmohan3427
    @rameshmohan3427 13 วันที่ผ่านมา

    Jaldi arrest karo

  • @JayadevNayak-qh3wc
    @JayadevNayak-qh3wc 13 วันที่ผ่านมา

    Jie janmandha taku jagat ta andhar dise. Sundar srusti ku se dekhipare nahi.

  • @starmediapresents8600
    @starmediapresents8600 13 วันที่ผ่านมา

    Semane kichhi apaman karini tame mane besi apapaman karuchha TRP pain au publicly pain

  • @Rangabhai-do3xu
    @Rangabhai-do3xu 11 วันที่ผ่านมา

    ପୁରୀ ମାଡ଼ନ୍ତୁ ଖାଲି

  • @pkbxn1643
    @pkbxn1643 10 วันที่ผ่านมา

    Hindu saha jagnnath nkar ki samprka ??

  • @narayankumarnarayan9230
    @narayankumarnarayan9230 13 วันที่ผ่านมา

    J Sri ram honuman 🙏. 🙏

  • @vlogsvideosucl
    @vlogsvideosucl 13 วันที่ผ่านมา

    Maniso mantro jona ojona wrong heijae thanku kyama nahi ki Hindu dharmoku ?

  • @Vijaya070
    @Vijaya070 12 วันที่ผ่านมา

    ଖଟ ନ ମିଳିଲେ ନାହିଁ। ଏ ଗୀତରେ କେତେ ମଜା ଉଠେଇଲ। ରେ କଟକିଆ ମାନେ b

  • @prashantprstudio1628
    @prashantprstudio1628 8 วันที่ผ่านมา

    Sabu katkie marba re kahi henta karucha e duhi Jan ku nijar gude nije kuradhi maru6

  • @ranjitadas4927
    @ranjitadas4927 12 วันที่ผ่านมา

    A due jananku jail pathajaau
    Jagannath nku nei parihas karuchhanti.
    Semane bahutu bada singr vabuchhanti...
    Aama ku bahutu kharap laguchi

  • @user-jm2gr1ln2g
    @user-jm2gr1ln2g 12 วันที่ผ่านมา

    ଖାଲି ଏମାନେ ଦୂଷି ପପୁ ଦୂଷି ନୁହେଁ

  • @sambalpuristatusofficial396
    @sambalpuristatusofficial396 13 วันที่ผ่านมา

    Purana video ku apnmane abe dekhau chhanti semane jagannath bhagbanku apaman karini.. Apanmane controversi karuchhanti.. Jay jagannath