winter season pumpkin farming ଶୀତ ଦିନିଆ କଖାରୁ ଚାଷ କେଉଁ ସାର ପ୍ରାୟୋଗ କରିବା
ฝัง
- เผยแพร่เมื่อ 9 ก.พ. 2025
- Arabinda Sahoo
KRUSHI SAMPADA
Winter season pumpkin farming
Seed germination is a problem in winter season
Therefore prefer minutes seed should be used
hybrid variety of pumpkin will give more yield
Varieties like Around F 1 hybrid
EW 137 F 1
NVR 11
NS 9511
GUAMAL
will give more yield
Fertilizer management is also important
Thank you
KRUSHI SAMPADA
#krushisampada
#pumpkin
@EfarmingOdisha
Sir namaskar, kakharu patra dhala dekha jauchi
Very nice video sir💯
Thanks and welcome
Patara maruchi sir ki medcin debi sir
Sir kharatia makhana chasa bisayare tk kuhantu
January mashare kakharu lagehabni
ସାର୍ ଖମ୍ବାଆଳୁ ଚାଷ ବିଷୟରେ କିଛି କୁହନ୍ତୁ
Bhaina Khali first ru last Jaye Sara Sara Sara... Kakharu ta bishakta heijiba
Sir monda ku monda distance kete rokhiba
Sir kakharu gachhare neli boda poka laguchanti ,Kan kariba
Apanka video jie bi dekhiba chasa pain nihati mana baleiba🙏🙏
Thank you
Super sir
Thank you
Sir sita dinia kakudi chasa upare gote vedio karantu 🙏
ଜାନୁଆରୀ ରେ ହେଇପାରିବ କଖାରୁ
କଖାରୁ ପତ୍ର ନୋଚା ଏବଂ ହଳଦୀଆ ହେଉଚି ତାରପ୍ରତିକାର ଟିକେ କୁହନ୍ତୁ ଆଜ୍ଞା
ଶୋଷକ ପୋକ ଧଳାମାଛି ପତ୍ରଡିଆଁ ପୋକ ଲାଗିଲେ ପତ୍ର ମୋଚା ହୋଇଥାଏ।
ଏଥିପାଇଁ ହଳଦିଆ ଅଠାଳିଆ କାର୍ଡ ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।ଜୈବିକ ସାର BIOZYME ଏକର ପ୍ରତି 10kg ସହିତ potash 12kg ପ୍ରାୟୋଗ କରନ୍ତୁ।
Difenthuron 50%WP lit ପ୍ରତି 1.5gm ବା Imidachloprid 30.5%SC lit ପ୍ରତି 0.5ml ବା Alika lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Ur each video good.
How to sell 5 acar pumpkin
ଫୁଲ ପାଇଁ ଗ୍ଲୋବାଲ ୫ml ପକାଇଲେ କଣ ହେବ।
Beautiful Lin sir nomoskar Jay jagannath
Bahut bhala
Sir Namaskar,Make vedio about Tomatofarming
Sir,please make on a vedio about bitter gourd farming
ବହୁତ ଭଲ video କିନ୍ତୁ ଆଉଟିକେ details ଦିଅନ୍ତୁ
ଆଜ୍ଞା ମୁଁ ଆପଣଙ୍କ ସହ କଥା ହେବାକୁ ଚେଷ୍ଟା କରୁଛି କଥା ହେବି କିପରି ସାର୍ ମୁଁ ଜଣେ ଚାଷୀ ହୟାକରି ମୋତେ ସହଜୋଗ କରିବେ ଆଜ୍ଞା
7008498896
Patra puda roga
Thank you❤🌹🙏
Sir ମୁଗ ରେ ପ୍ରୟୋଗ କଲେ ଅଧିକ ଅମଳ ହେବା
Tomato 🍅🍅 chasa Sita Dina kana dele Phul fala Jhadi n Thai
ସାହୁ ଆଜ୍ଞା ନମସ୍କାର 🙏🙏🙏, ମୋର ଦୁଇ ଟା ଡାଲିମ୍ବ ଗଛ ଅଛି,ଗଛ କୁ ପାଞ୍ଚ ବର୍ଷ ହେଲାନ ଫୁଲ ଆସୁଛି ଫଳ ଧରୃ ନାହିଁ ତାର ଉପାୟ କହନ୍ତୁ।
ଡାଲିମ୍ବ ଗଛ ମୁଳରୁ 2ft ଛାଡ 6inch ଓସାର ଓ ଗଭୀର ନାଳ କରନ୍ତୁ।ଗଛ ପ୍ରତି 2ଝୁଡ଼ି ଗୋବର ଖତ, 250gm DAP, 200gm urea ଓ 200gm potash ସାର ପ୍ରାୟୋଗ କରନ୍ତୁ।NPK 0:52:34 lit ପ୍ରତି 5gm ସହତ boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
very interesting
🗣Sir 🙏💐 1 acre re kete manda & kete Bihana lagi thai
Thanku sir
ଫଳ ମାଛିକୁ ରୋକିବପାଇ କଣ ଉପୟକରା ଯାଏ
ଶୀତ ଦିନ ରେ କଉ ବୈ ତାଳୁ ବିହନ ଭଲ
Sir Tarbhuj chasa bisaya re gote vdo karantu ?
Jai kisan ...🙏
Bihan ra dam kete tanka
Sir Harmon ta tike cmt karantu
Sir ଶୀତଦିନିଆ ବାଇଗଣ ଚାଷ ବିଷୟରେ ଗୋଟେ ଭିଡ଼ିଓ ବନାନ୍ତୁ plz
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
ଅମଳ ବିଷୟରେ କହିଥିଲେ ଭଲ ହୋଇଥାନ୍ତା 👍
Sir aapananka saha kemiti contact kori heba
🙏
Very nice advice
Sir namaskar aapnka phone number diantu
Patra puda roga