ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ମୋ ପ୍ରିୟ ଶକ୍ତି ସାର୍ ଙ୍କ କଣ୍ଠ ଆଜି ବି ସେତିକି ହିଁ ମିଠା। 🙏
Legend❤❤
@@gyanaranjansahu7326 Obviously! He is Legend.
Sir ଆପଣଙ୍କ ବୟସ ହେଲା ପରେ ବି ଏତେ ସୁନ୍ଦର ଗାଉଛନ୍ତି ଗୀତ 🙏🏽🙏🏽🥰🥰🥰🥰👍
ତେନ୍ତୁଳି ଗଛ ଯେତେ ବୁଢ଼ା ହେଲେବି ଖଟା ହିଁ ଥାଏ, ମିଠା ନ ଥାଏ
ଭାଇ ଲୋକଙ୍କୁ ଭକୁଆ ବନାଉଛନ୍ତି
ସିଦ୍ଧାର୍ଥ ଚ୍ୟାନେଲ କୁ ମୋର ଅନୁରୋଧ ଶକ୍ତି ସାର ଙ୍କୁ.... ଆଉ କିଛି ଗୀତ ଗାଇବାକୁ ସୁଯୋଗ ଦିଆଯାଉ plz....
ଏଟା ତାଙ୍କ ନିଜ ଗୀତ କିନ୍ତୁ ଏଇ stage show ରେ acting 😍😍😍😍
Right
ଠିକ୍
କଣ ପାଇଁ ନିଜେ ଗୀତ ଗାଇ ପରେବେ ନାହିଁ ଯେ ଗୀତ ର ଅଭିନୟ କରିବେ
ଏହି ଗୀତଟି ପ୍ରକୃତରେ ନିଜେ ଶକ୍ତି ମିଶ୍ର sir ଗାଇଛନ୍ତି ବୁଲି କେତେ ଜଣ ଭାବୁଛନ୍ତି like ମାଧ୍ୟମରେ ଜଣାଉନ୍ତୁ
Agru recording gito original nuhen
Ae stage re se eve bolinahanti
Track bajao chanti...
Lokanku thiki bara gote nua bahana..
Mu confrm orignl nuhen...
ଆଜିବି voice ସେମିତି ଲାଗୁଛି
ସତରେ ଏହି ସୁନ୍ଦର ଗୀତଟି ଶୁଣିଲା ପରେ ବହୁତ ପୁରୁଣା ସ୍ମୃତି ମାନେ ପଡ଼ିଲା ବହୁତ ବହୁତ ଧନ୍ୟବାଦ ଶକ୍ତି ମିଶ୍ର
Satare bahut sundar gita
ହୃଦୟ ❤କୁ ଛୁଇଁଲା ଭଲି ଗୀତ ଟୀଏ❣️ ବହୁତ ସୁନ୍ଦର ହେଇଛି 👌 ଶକ୍ତି ମିଶ୍ର 👍👍👍
ଦୀର୍ଘ ପନ୍ଦର କୋଡିଏ ବର୍ଷ ତଳର ଗୀତ ଆଜିବି ସତେଜ ଲାଗୁଛି,ଆପଣଙ୍କ କଣ୍ଠ ରେ ଟିକେ ହେଲେବି ପରିବର୍ତନ ହେଇନି, ଧନ୍ୟବାଦ ଶକ୍ତି ସାର, ଜୟ ଜଗନ୍ନାଥ 🙏🙏🙏
ସିଦ୍ଧାର୍ଥ ଟିଭି ର owner ଙ୍କୁ ଅନୁରୋଧ କି legend singer ଙ୍କୁ ନେଇ ଗୋଟେ ଅଦି ସନ୍ ହେଉ ❤
You are right 👍👍👌
Right please
Hele bhai judge kia haba
ଦର୍ଶକ ମାନେ ସବୁ ହେବେ @@jyotidash6489
ଏଇ ମାନେ ହିଁ ଓଡିଆ ସଙ୍ଗୀତ କୁ ବିଶ୍ଵ ଦରବାରରେ ପହଞ୍ଚେଇଛନ୍ତି ବୋଲି ଆଜି କାଲିକା singer ମାନେ ବାହାସ୍ଫୋଟ ମାରୁଛନ୍ତି।ଦେଖିବା ଶକ୍ତି ମିଶ୍ର ସାର୍ ଙ୍କ ଗଳା ସହିତ ଆଜିକା ଜଣେ କେହି singer ସମାନ ହୁଅ ଆରେ କେବେ ନୁହେଁ ଏ ଜନ୍ମ ରେ ନୁହେଁ। ଶକ୍ତି ସାର୍ ଙ୍କ ଗୀତ ଶୁଣିଲେ ଆପେ ଆପେ ଆଖିରୁ ଲୁହ ଝରି ଆସୁଛି। ଭାଷା ନାହିଁ କିଛି କହିବାକୁ।
Perfect khaila mo sis
Aji kali jaha parile mana ichha gita karuchhanti . E bhali gita smaraniya rahithiba emiti .
ଶକ୍ତି sir ଙ୍କ ପାଇଁ ଯେତେ କହିଲେବି ସମାପ୍ତ ନାହିଁ
Absolutely right
ପିଲାଵେଳ କଥା ମନେ ପଡ଼ିଗଲା 😢
ଖୁବ୍ ସୁନ୍ଦର୍ ମନ। ପ୍ରାଣ ସବୁ କିଛି। ବିହ୍ୱଳ ହୋଇ ଯାଉଛି କେତେ। ମଧୁର ଶକ୍ତି। ବାବୁଙ୍କ। କଣ୍ଠ
No words to say......It's MAGICAL.... The KING of odia album music...MR SAKTI MISHRA..
One of the best romantic singer in Bollywood industry Sakti sir❤️❤️
ହୁମାନ ଡ଼ାଗର 4ଥର ଝାଡା କରିଦେବ ଏମିତି song ଏହି ଭଳି ପାୱାରଫୁଲ voice ରେ ଗାଇଲେ....
ଓଡ଼ିଆ ସଂଗୀତ ର ଏମାନେ ଗୋଟେ ଗୋଟେ ଅଙ୍ଗ ଅଙ୍କ ବିନା ଓଡ଼ିଆ ଗୀତ ମାନେ ନାହିଁ
ଏହି ପରି ଗୀତ ଶୁଣିବା ପାଇଁ କାହିଁ କେତେ ଥର ସ୍କୁଲ ଛୁଟି ହେଇଚି
Mor bi bhai
Thik katha
ଅତି ସୁନ୍ଦର ଶକ୍ତି ସାର ଆପଣଙ୍କୁ ଅଶେଷ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏
Sakti Mishra evergreen
❤❤❤❤❤🎉🎉🎉🎉🎉🙏🙏🙏🙏🙏🙏🙏🙏🙏🙏🙏🙏
kahi Baku saddbha nanhi❤❤❤🎉🎉🎉🎉🎉❤❤❤❤❤
Aji bi sei Gita au sei voice semiti Taja heiki achhi , rahicchi au Rahiba madhyanyc Shakti sir ur voice is amazing
ଆଜିର voice ନୁହେଁ ବହୁତ ଦିନର
Eita lipsync kara hauchi..janiparu a ki
@@religionofpeace782 kbr melody re gau thiba ra sunicha realistic lagiba..
@@religionofpeace782Are Bhai E Mane Jani Paru Nahanti 😂 Eta Lipsync Boli
ଅନୁରୋଧ ଯେ ପୁରୁଣା ଗୀତ ନ ଵଜେଇ ଏବେ ସେ ଟ୍ରାକ ବଜେଇ ଏବେକା କଣ୍ଠସ୍ୱରରେ ଗାଇବାକୁ କୁହନ୍ତୁ ସମସ୍ତଙ୍କୁ ❤❤❤କାରଣ ସେବେ ଆଉ ଏବେ କିଛି ତ ତଫାତ ରହିବ ନା .... ମୁଁ ଜାଣେ ଶକ୍ତି ଭାଇଙ୍କ ଗୀତ ସେବେଠାରୁ ଏବେ ଆଉ ଟିକେ ନିଆରା ଲାଗିବ ...
ଏସବୁ ଗୀତ ଓଡ଼ିଆ ସଂଗୀତ ଜଗତର ଗୋଟିଏ ଗୋଟିଏ mile stone 🎵🎵🎵🎵🎵
ଶକ୍ତି ମିଶ୍ର ସାର ମୋର favourite ସିଙ୍ଗର ସେ ଏହି ଗୀତର ପ୍ରକୃତ ଗାୟକ ... କିନ୍ତୁ ଯାହା ହେଉ ଏବେ ଦର୍ଶକ ଜାଣିପାରୁଛନ୍ତି ଓଡିଆ ଚ୍ୟାନେଲ ଗୁଡିକରେ live ସିଙ୍ଗିଙ୍ଗ ହେଉ ନାହି ପ୍ରାୟ ଟ୍ରାକ ଚଲାଯାଉଛି, ଯେତେବେଳେ ETV ଓଡିଆ ଆସିଥିଲା ସେତେବେଳେ ମୁଁ କହୁଥିଲି ଲୋକମାନଙ୍କୁ ଯେ ଏ ଟ୍ରାକ ଗୁଡାଏ ବଜାଉଛନ୍ତି ଓ ସିଙ୍ଗର ଆକଟିଂ କରୁଛନ୍ତି , କିନ୍ତୁ ପ୍ରାୟ ମୋ କଥା କିଏ ଶୁଣୁ ନ ଥିଲେ
What a voice👌👌👌... Excellent Shakti Sir.....Why you are underrated..🤔🤔🤔.Only God knows
Waao ଆଜି ବି ସେଇ ସ୍ୱର .... ଟିକିଏ ବି ଚେଞ୍ଜ୍ ହେଇନି.....you are great sir ....realy i salute 🫡 to you....
ଳଙ୍କ ଯେତେ ସୁଖି ଗଳେ ବି ରାଗ❤😂🎉
ଏ ଗିତ ସୁଣିଲେ ମୋ ପିଲାଦିନର କଥା ମନେ ପଡ଼ିଜାଏ
Shakti sir 😭😭😭 ❤❤❤❤ no difference between original & this song on stage same voice same feeling ❤️🤗
Are bhai original sound put heini, Sidharth tv fraud kare
ଶକ୍ତି sir ଙ୍କୁ ଗୀତ ହୃଦୟକୁ ଛୁଇଁ ଯାଏ
କେବେ ଗୋଟେ ଗାଇ ଦେଇ ଥିଲେ ଶକ୍ତି ସାରଏବେ କିନ୍ତୁ କ୍ୟାସେଟ ଲଗେଇ କି ଆକଟିଙ୍ଗ କରୁଛନ୍ତି ନିଜେ ଗାଉ ନାହାନ୍ତି |ବହୁତ ସୁନ୍ଦର ଗୀତ
Pagal ki tame
@RajatKumar-hv9nxଠିକ୍ କଥା ଧରିଚ ଆଉ କହୁଚ ମଧ୍ୟ
Na Bhai abe bi tanka voice same last 7month tale mu gote stage program re dekhichi without music re
Pandita taa
Heart touching.👏 Old is gold ❤❤
Old is gold 🏆one of my favorite song💞
ଏ ଗୀତର କଳ୍ପନା ନାହିଁ
Actually satare
@@itisreedailyvlog3442ସେହି ପୁରୁଣା ସ୍ମୃତିକୁ ସମ୍ମାନ ପାଇଁ ଧନ୍ୟବାଦ 👍🙏
ଅତି ସୁନ୍ଦର ଗୀତଟିଏ
Odia Singer Shakti Mishra is really a unique singer of modern Odisha. God bless you Shakti Mishra and live a long life of 120 years. 🙏❤️🌹
My big star sabubele khushi re thao.tumo deha vl rahu.mu Jagannath nak pakhare atiki minati🙏🙏🙏🙏
My favorite, singer, shakti sir
Great Singer sir. Apanaka gita piła dinaru mu suni asuchi ajibi sei gita jete sunilebi puruna gita parilageni
Shakti sir melody king in ollywood industry
ମୋର ସନ୍ଦେହ ହେଉଛି କି ଏଇ ଗୀତ ଶକ୍ତି ବାବୁ ପ୍ରକୃତରେ ଗାଉଛନ୍ତି।
ଶକ୍ତି ସାରଙ୍କ ପ୍ରତ୍ୟେକ ଗୀତ ସୁମଧୁର ଓ ହୃଦୟସ୍ପର୍ଶୀ
Mind blowing song❤
ଓଡ଼ିଆ ଗୀତ ର ବାଦ୍ ସାହା❤❤❤❤❤❤
କେବଳ ଶକ୍ତି ମିଶ୍ର ଙ୍କ ଠାରୁ ଗୀତ ଟି ଭଲ ଲାଗେ ❤
ଚମତ୍କାର ପ୍ରଦର୍ଶନ 🎉🎉🎉 କେତେ ସୁନ୍ଦର, ମନୋଲୋଭ।, ହୃଦୟଷ୍ପର୍ଶି ଗାୟକୀ ❤❤❤
ଅଭୁଲା ସ୍ମୃତି ପ୍ରେମ ଆନନ୍ଦ ସଙ୍ଗୀତ
Cassette ବଜେଇ ଖାଲି ଲିପ୍ସିଙ୍କ ବହୁତ ମଜା ଲାଗିଲାଭଲ ଅଭିନୟ.....
ଏହି ଗୀତଟି stage show ଗୀତ ନୁହଁ।ଆଗର ରେକର୍ଡ ଗୀତ ବାଜୁଛି।
ମୋତେ କାହିଁକି ଏମିତି ଲାଗୁଚି ଦେଖୁଥିବା ଭିଡ଼ିଓ live ସତ କିନ୍ତୁ ଗୀତଟି live ପରି ଲାଗୁନି 🤔Edit କରାଯାଇଛି
Jay jagannath shakti sir is a famous singer of orthodox album music,sir i have heard your songs since childhood, I have no words to talk about you Sir lord jagannath give you good health and long life Thanks to you and all the staff of sidharth tv.
Sidharth tv ku dhanyawad ❤❤❤❤ ahi legend singar nku dakithibaru
ଆମ ଓଡ଼ିଶାର ଆଗ ଧାଡ଼ି ଗାୟକ ଶକ୍ତି ମିଶ୍ର କେତେ ସୁନ୍ଦର୍ ସେ ଗୀତ ଆଉ ନାହିଁ । Wow ଗୀତ ଶୁଣିଲେ ଲାଗେ ଜେ ଫେରିଯିବି ସେ ପୁରୁଣା ଅତୀତ ଦିନ କୁ।
Wht a mesmerizing vocal he has...its seems like he is singing da song 20yrs back...✌️
bohuta badhia Gita aji ka gitara mahatiya kichibi nahi 👍👍 Shakti sir love you
Very,sweet,sound,very,nice,heartful,voice,very,very,positive,thanks.
ଏ ଗୀତ ଟି super ସେ ଉପର ଵାଲା
Sarthak tv ku mo atiki anurudha sabu puruna singer nku anaa jau plz
Right 👍👍👍👍 bro.....
Old is gold ❤ 🥇 Hartley for you ।
My favourite song ❤❤❤❤❤❤
❤My Favourite Singer 🎙️🎤🎵📻📀🙏❤Lot Of Love From PuriDhamश्रीजगन्नाथपुरी 🪷🚩📿⭕❗⭕🚩🙏
Wow super duper hit and fantastic really appreciate,akhire luha asigola
My favourite singer Shakti sir❤❤❤
Perfect Singer salute sir
❤satare ate dina pare bi aapanka swara.......🎉🎉🎉🎉🎉🎉
Such a unique voice sir,,just mesmerizing.... childhood memories...❤
Amitika gita au sunibaku milunahi ki milibani🙏🙏🙏🙏🙏👌👌👌👌❤️❤️❤️❤️❤️❤️❤️
Sir ollywood industry ki aap diamond 💍💎 singer ho.👏👍💯😱👌
OMG nice 👍
Still your Voice is so sweet like Original Honey ..No Auto tune Need ..No one can beat your voice label todays Generation.. love you ❤❤❤
ଏହି ଗୀତଟି କ୍ୟାସେଟ୍ ଲଗେଇ ଅଭିନୟ କରାଯାଇଛି
Satare ki
100ପେରସେଣ୍ଟ ସତ
Yes bro no doubt
Nice
Very nice sar 🎉🎉🎉😂❤❤❤❤❤ songs
ମୁ ପିଲାଟି ଦିନ ରୁ ସୁଣୁଛି ତାଙ୍କ ପ୍ରତେକ ଗୀତ ତଙ୍କ କଣ୍ଠ ନିଆରା
ବହୁତ ସୁନ୍ଦର କଣ୍ଠଶିଳ୍ପୀ ଶକ୍ତି ମିଶ୍ର
Really mu Jani nathili je ea a sabu hit Gita gaichhanti
ମୋର ଅତି ପ୍ରିୟ ଗୀତ ନାଇସ୍ ସାର 💘
Shakti sir's songs are always evergreen. He is one of the favourite and talented singer for odia industry.🙏🙏
ସାର ଙ୍କୁ କିଛି ଗୀତ ଦିଆ ଯାଉ
O god..aji b ete sundar gauchanti.mu bahut sune a gita ku.❤❤❤❤
Legend 🙏
ଏତେ ବୟସ ରେ ବି ଟୋକା voice salute 👏 👌
Sakhti sir nka voice tike bhi change heini laguchi jemiti abe abe studio re recording chalichi love you Sir ❤
ପୁରୁଣା ଓଡ଼ିଆ ଗୀତ ଶୁଣିଖି ବହୁତ ଖୁସି ଲାଗୁଛି
ସୁନ୍ଦର musicians
ଆଜିକାଲି ଶକ୍ତି ସାରଙ୍କ ଗୀତ ଶୁଣିବାକୁ ମିଳୁନି କାହିଁକି????
ଏଇଥି ପାଇଁ ରାଗ ଲାଗେ, ନୁଆ audio କାହିଁ, ପୁରୁଣା cassette ଲଗେଇକି ପ୍ରହସନ କାହିଁକି 😢😢😢
Love.. You.. ଶକ୍ତି ମିଶ୍ର ସୁପର ସିଙ୍ଗର 👌👌👌👌👍👍👍👍🙏🙏🙏
We odisha support for him welcome to odia singing in odia song super bhai l❤u like dekhi Jana pduji jie prkrut manisha
Legend Shakti Mishra sir ❤❤❤❤
Very beautiful song & Old is gold song my favourite song 💞❤️❤️❤️❤️👌👌👌😍😍😍😍😍😍😎😎😎
My favorite singer Shakti sir , awesome voice ❤🎉🎉🎉
Legend singer is a king 👑👑👑👑
Chhota bele sunithili music live laguchi jmt music bajuchi same voice ❤
ଏହି ଗୀତ ଶୁଣିଲେ ଏବେ ଦେହ ଶୀତେଇ ଉଠେ ❤❤
Sailabhama mohapatra nku bi invite karajaou
ଭଲ ଲାଗେ କିନ୍ତୁ ଓଡ଼ିଆ ରେ track besi use karanti original ବଜେଇ କି ସୁଣାନ୍ତି ନି
The king 👑👑 of album music ❤❤❤❤❤❤❤❤❤❤❤ love you sir
Jai shree Ram
❤❤❤❤❤❤😊😊😊😊😊No.1..…Excellent 👌👌👍
Old is gold 🥇🥇
ମୋ ପ୍ରିୟ ଶକ୍ତି ସାର୍ ଙ୍କ କଣ୍ଠ ଆଜି ବି ସେତିକି ହିଁ ମିଠା। 🙏
Legend❤❤
@@gyanaranjansahu7326 Obviously! He is Legend.
Sir ଆପଣଙ୍କ ବୟସ ହେଲା ପରେ ବି ଏତେ ସୁନ୍ଦର ଗାଉଛନ୍ତି ଗୀତ 🙏🏽🙏🏽🥰🥰🥰🥰👍
ତେନ୍ତୁଳି ଗଛ ଯେତେ ବୁଢ଼ା ହେଲେବି ଖଟା ହିଁ ଥାଏ, ମିଠା ନ ଥାଏ
ଭାଇ ଲୋକଙ୍କୁ ଭକୁଆ ବନାଉଛନ୍ତି
ସିଦ୍ଧାର୍ଥ ଚ୍ୟାନେଲ କୁ ମୋର ଅନୁରୋଧ ଶକ୍ତି ସାର ଙ୍କୁ.... ଆଉ କିଛି ଗୀତ ଗାଇବାକୁ ସୁଯୋଗ ଦିଆଯାଉ plz....
ଏଟା ତାଙ୍କ ନିଜ ଗୀତ କିନ୍ତୁ ଏଇ stage show ରେ acting 😍😍😍😍
Right
ଠିକ୍
କଣ ପାଇଁ ନିଜେ ଗୀତ ଗାଇ ପରେବେ ନାହିଁ ଯେ ଗୀତ ର ଅଭିନୟ କରିବେ
ଏହି ଗୀତଟି ପ୍ରକୃତରେ ନିଜେ ଶକ୍ତି ମିଶ୍ର sir ଗାଇଛନ୍ତି ବୁଲି କେତେ ଜଣ ଭାବୁଛନ୍ତି like ମାଧ୍ୟମରେ ଜଣାଉନ୍ତୁ
Agru recording gito original nuhen
Ae stage re se eve bolinahanti
Track bajao chanti...
Lokanku thiki bara gote nua bahana..
Mu confrm orignl nuhen...
ଆଜିବି voice ସେମିତି ଲାଗୁଛି
ସତରେ ଏହି ସୁନ୍ଦର ଗୀତଟି ଶୁଣିଲା ପରେ ବହୁତ ପୁରୁଣା ସ୍ମୃତି ମାନେ ପଡ଼ିଲା ବହୁତ ବହୁତ ଧନ୍ୟବାଦ ଶକ୍ତି ମିଶ୍ର
Satare bahut sundar gita
ହୃଦୟ ❤କୁ ଛୁଇଁଲା ଭଲି ଗୀତ ଟୀଏ❣️ ବହୁତ ସୁନ୍ଦର ହେଇଛି 👌 ଶକ୍ତି ମିଶ୍ର 👍👍👍
ଦୀର୍ଘ ପନ୍ଦର କୋଡିଏ ବର୍ଷ ତଳର ଗୀତ ଆଜିବି ସତେଜ ଲାଗୁଛି,ଆପଣଙ୍କ କଣ୍ଠ ରେ ଟିକେ ହେଲେବି ପରିବର୍ତନ ହେଇନି, ଧନ୍ୟବାଦ ଶକ୍ତି ସାର, ଜୟ ଜଗନ୍ନାଥ 🙏🙏🙏
ସିଦ୍ଧାର୍ଥ ଟିଭି ର owner ଙ୍କୁ ଅନୁରୋଧ କି legend singer ଙ୍କୁ ନେଇ ଗୋଟେ ଅଦି ସନ୍ ହେଉ ❤
Right
You are right 👍👍👌
Right please
Hele bhai judge kia haba
ଦର୍ଶକ ମାନେ ସବୁ ହେବେ @@jyotidash6489
ଏଇ ମାନେ ହିଁ ଓଡିଆ ସଙ୍ଗୀତ କୁ ବିଶ୍ଵ ଦରବାରରେ ପହଞ୍ଚେଇଛନ୍ତି ବୋଲି ଆଜି କାଲିକା singer ମାନେ ବାହାସ୍ଫୋଟ ମାରୁଛନ୍ତି।ଦେଖିବା ଶକ୍ତି ମିଶ୍ର ସାର୍ ଙ୍କ ଗଳା ସହିତ ଆଜିକା ଜଣେ କେହି singer ସମାନ ହୁଅ ଆରେ କେବେ ନୁହେଁ ଏ ଜନ୍ମ ରେ ନୁହେଁ। ଶକ୍ତି ସାର୍ ଙ୍କ ଗୀତ ଶୁଣିଲେ ଆପେ ଆପେ ଆଖିରୁ ଲୁହ ଝରି ଆସୁଛି। ଭାଷା ନାହିଁ କିଛି କହିବାକୁ।
Perfect khaila mo sis
Right
Aji kali jaha parile mana ichha gita karuchhanti . E bhali gita smaraniya rahithiba emiti .
ଶକ୍ତି sir ଙ୍କ ପାଇଁ ଯେତେ କହିଲେବି ସମାପ୍ତ ନାହିଁ
Absolutely right
ପିଲାଵେଳ କଥା ମନେ ପଡ଼ିଗଲା 😢
ଖୁବ୍ ସୁନ୍ଦର୍ ମନ। ପ୍ରାଣ ସବୁ କିଛି। ବିହ୍ୱଳ ହୋଇ ଯାଉଛି କେତେ। ମଧୁର ଶକ୍ତି। ବାବୁଙ୍କ। କଣ୍ଠ
No words to say......It's MAGICAL.... The KING of odia album music...MR SAKTI MISHRA..
One of the best romantic singer in Bollywood industry Sakti sir❤️❤️
ହୁମାନ ଡ଼ାଗର 4ଥର ଝାଡା କରିଦେବ ଏମିତି song ଏହି ଭଳି ପାୱାରଫୁଲ voice ରେ ଗାଇଲେ....
ଓଡ଼ିଆ ସଂଗୀତ ର ଏମାନେ ଗୋଟେ ଗୋଟେ ଅଙ୍ଗ ଅଙ୍କ ବିନା ଓଡ଼ିଆ ଗୀତ ମାନେ ନାହିଁ
ଏହି ପରି ଗୀତ ଶୁଣିବା ପାଇଁ କାହିଁ କେତେ ଥର ସ୍କୁଲ ଛୁଟି ହେଇଚି
Mor bi bhai
Thik katha
ଅତି ସୁନ୍ଦର ଶକ୍ତି ସାର ଆପଣଙ୍କୁ ଅଶେଷ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏
Sakti Mishra evergreen
❤❤❤❤❤🎉🎉🎉🎉🎉🙏🙏🙏🙏🙏🙏🙏🙏🙏🙏🙏🙏
kahi Baku saddbha nanhi❤❤❤🎉🎉🎉🎉🎉❤❤❤❤❤
Aji bi sei Gita au sei voice semiti Taja heiki achhi , rahicchi au Rahiba madhya
nyc Shakti sir ur voice is amazing
ଆଜିର voice ନୁହେଁ ବହୁତ ଦିନର
Eita lipsync kara hauchi..janiparu a ki
@@religionofpeace782 kbr melody re gau thiba ra sunicha realistic lagiba..
@@religionofpeace782Are Bhai E Mane Jani Paru Nahanti 😂 Eta Lipsync Boli
ଅନୁରୋଧ ଯେ ପୁରୁଣା ଗୀତ ନ ଵଜେଇ ଏବେ ସେ ଟ୍ରାକ ବଜେଇ ଏବେକା କଣ୍ଠସ୍ୱରରେ ଗାଇବାକୁ କୁହନ୍ତୁ ସମସ୍ତଙ୍କୁ ❤❤❤କାରଣ ସେବେ ଆଉ ଏବେ କିଛି ତ ତଫାତ ରହିବ ନା .... ମୁଁ ଜାଣେ ଶକ୍ତି ଭାଇଙ୍କ ଗୀତ ସେବେଠାରୁ ଏବେ ଆଉ ଟିକେ ନିଆରା ଲାଗିବ ...
ଏସବୁ ଗୀତ ଓଡ଼ିଆ ସଂଗୀତ ଜଗତର ଗୋଟିଏ ଗୋଟିଏ mile stone 🎵🎵🎵🎵🎵
ଶକ୍ତି ମିଶ୍ର ସାର ମୋର favourite ସିଙ୍ଗର ସେ ଏହି ଗୀତର ପ୍ରକୃତ ଗାୟକ ... କିନ୍ତୁ ଯାହା ହେଉ ଏବେ ଦର୍ଶକ ଜାଣିପାରୁଛନ୍ତି ଓଡିଆ ଚ୍ୟାନେଲ ଗୁଡିକରେ live ସିଙ୍ଗିଙ୍ଗ ହେଉ ନାହି ପ୍ରାୟ ଟ୍ରାକ ଚଲାଯାଉଛି, ଯେତେବେଳେ ETV ଓଡିଆ ଆସିଥିଲା ସେତେବେଳେ ମୁଁ କହୁଥିଲି ଲୋକମାନଙ୍କୁ ଯେ ଏ ଟ୍ରାକ ଗୁଡାଏ ବଜାଉଛନ୍ତି ଓ ସିଙ୍ଗର ଆକଟିଂ କରୁଛନ୍ତି , କିନ୍ତୁ ପ୍ରାୟ ମୋ କଥା କିଏ ଶୁଣୁ ନ ଥିଲେ
What a voice👌👌👌... Excellent Shakti Sir.....Why you are underrated..🤔🤔🤔.Only God knows
Waao ଆଜି ବି ସେଇ ସ୍ୱର .... ଟିକିଏ ବି ଚେଞ୍ଜ୍ ହେଇନି.....you are great sir ....realy i salute 🫡 to you....
ଳଙ୍କ ଯେତେ ସୁଖି ଗଳେ ବି ରାଗ❤😂🎉
ଏ ଗିତ ସୁଣିଲେ ମୋ ପିଲାଦିନର କଥା ମନେ ପଡ଼ିଜାଏ
Shakti sir 😭😭😭 ❤❤❤❤ no difference between original & this song on stage same voice same feeling ❤️🤗
Are bhai original sound put heini, Sidharth tv fraud kare
ଶକ୍ତି sir ଙ୍କୁ ଗୀତ ହୃଦୟକୁ ଛୁଇଁ ଯାଏ
କେବେ ଗୋଟେ ଗାଇ ଦେଇ ଥିଲେ ଶକ୍ତି ସାର
ଏବେ କିନ୍ତୁ କ୍ୟାସେଟ ଲଗେଇ କି ଆକଟିଙ୍ଗ କରୁଛନ୍ତି ନିଜେ ଗାଉ ନାହାନ୍ତି |ବହୁତ ସୁନ୍ଦର ଗୀତ
Pagal ki tame
Right
@RajatKumar-hv9nxଠିକ୍ କଥା ଧରିଚ ଆଉ କହୁଚ ମଧ୍ୟ
Na Bhai abe bi tanka voice same last 7month tale mu gote stage program re dekhichi without music re
Pandita taa
Heart touching.👏 Old is gold ❤❤
Old is gold 🏆one of my favorite song💞
ଏ ଗୀତର କଳ୍ପନା ନାହିଁ
Actually satare
@@itisreedailyvlog3442ସେହି ପୁରୁଣା ସ୍ମୃତିକୁ ସମ୍ମାନ ପାଇଁ ଧନ୍ୟବାଦ 👍🙏
ଅତି ସୁନ୍ଦର ଗୀତଟିଏ
Odia Singer Shakti Mishra is really a unique singer of modern Odisha. God bless you Shakti Mishra and live a long life of 120 years. 🙏❤️🌹
My big star sabubele khushi re thao.tumo deha vl rahu.mu Jagannath nak pakhare atiki minati🙏🙏🙏🙏
My favorite, singer, shakti sir
Great Singer sir. Apanaka gita piła dinaru mu suni asuchi ajibi sei gita jete sunilebi puruna gita parilageni
Shakti sir melody king in ollywood industry
ମୋର ସନ୍ଦେହ ହେଉଛି କି ଏଇ ଗୀତ ଶକ୍ତି ବାବୁ ପ୍ରକୃତରେ ଗାଉଛନ୍ତି।
ଶକ୍ତି ସାରଙ୍କ ପ୍ରତ୍ୟେକ ଗୀତ ସୁମଧୁର ଓ ହୃଦୟସ୍ପର୍ଶୀ
Mind blowing song❤
ଓଡ଼ିଆ ଗୀତ ର ବାଦ୍ ସାହା❤❤❤❤❤❤
କେବଳ ଶକ୍ତି ମିଶ୍ର ଙ୍କ ଠାରୁ ଗୀତ ଟି ଭଲ ଲାଗେ ❤
ଚମତ୍କାର ପ୍ରଦର୍ଶନ 🎉🎉🎉 କେତେ ସୁନ୍ଦର, ମନୋଲୋଭ।, ହୃଦୟଷ୍ପର୍ଶି ଗାୟକୀ ❤❤❤
ଅଭୁଲା ସ୍ମୃତି ପ୍ରେମ ଆନନ୍ଦ ସଙ୍ଗୀତ
Cassette ବଜେଇ ଖାଲି ଲିପ୍ସିଙ୍କ
ବହୁତ ମଜା ଲାଗିଲା
ଭଲ ଅଭିନୟ.....
ଏହି ଗୀତଟି stage show ଗୀତ ନୁହଁ।ଆଗର ରେକର୍ଡ ଗୀତ ବାଜୁଛି।
ମୋତେ କାହିଁକି ଏମିତି ଲାଗୁଚି
ଦେଖୁଥିବା ଭିଡ଼ିଓ live ସତ କିନ୍ତୁ ଗୀତଟି live ପରି ଲାଗୁନି 🤔Edit କରାଯାଇଛି
Jay jagannath shakti sir is a famous singer of orthodox album music,sir i have heard your songs since childhood, I have no words to talk about you Sir lord jagannath give you good health and long life Thanks to you and all the staff of sidharth tv.
Sidharth tv ku dhanyawad ❤❤❤❤ ahi legend singar nku dakithibaru
ଆମ ଓଡ଼ିଶାର ଆଗ ଧାଡ଼ି ଗାୟକ ଶକ୍ତି ମିଶ୍ର
କେତେ ସୁନ୍ଦର୍ ସେ ଗୀତ ଆଉ ନାହିଁ । Wow
ଗୀତ ଶୁଣିଲେ ଲାଗେ ଜେ ଫେରିଯିବି ସେ ପୁରୁଣା ଅତୀତ ଦିନ କୁ।
Wht a mesmerizing vocal he has...its seems like he is singing da song 20yrs back...✌️
bohuta badhia Gita aji ka gitara mahatiya kichibi nahi 👍👍 Shakti sir love you
Very,sweet,sound,very,nice,heartful,voice,very,very,positive,thanks.
ଏ ଗୀତ ଟି super ସେ ଉପର ଵାଲା
Sarthak tv ku mo atiki anurudha sabu puruna singer nku anaa jau plz
Right 👍👍👍👍 bro.....
Old is gold ❤ 🥇 Hartley for you ।
My favourite song ❤❤❤❤❤❤
❤My Favourite Singer 🎙️🎤🎵📻📀🙏
❤Lot Of Love From PuriDhamश्रीजगन्नाथपुरी 🪷🚩📿⭕❗⭕🚩🙏