ନିଜ ମିଛ ଜାଲରେ ନିଜେ ଫସିଲେ ପ୍ରତାପ ନନା...

แชร์
ฝัง
  • เผยแพร่เมื่อ 25 ธ.ค. 2024

ความคิดเห็น • 18

  • @ranajitkumarmohanty9740
    @ranajitkumarmohanty9740 2 วันที่ผ่านมา +5

    ସବୁଠୁଁ ମିଛୁଆ
    ଆମର ଓଡ଼ିଆ
    ସାଂସଦ ଦେଖିଲା
    ସାରା ଦୁନିଆ ll
    ବେଶର୍ମ ମୁହଁରେ
    ନାହିଁ ଟିକେ ହେଲେ
    ଲଜିଆ
    ଗୁଜୁରାଟୀ କହିଲେ
    ନଈ ନ ଦେଖି
    ଲଙ୍ଗଳା ହେଉଛନ୍ତି
    ଏବେ ଆମ ଓଡ଼ିଆ ll

  • @pokrajpradhan289
    @pokrajpradhan289 2 วันที่ผ่านมา +3

    ବାବାଜୀ ରାଜନୀତି କୁ ନ ଯାଇ ଅଭିନୟ କ୍ଷେତ୍ର କୁ ଯାଇଥିଲେ ନମ୍ୱର୍ ୧ ସ୍ଥାନରେ ମିଳି ଥାଆନ୍ତା

  • @Jatrakingsambit
    @Jatrakingsambit 2 วันที่ผ่านมา +3

    ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଯେମିତି ମିଛ ଡ୍ରାମା କରି ବିରୋଧୀ ଦଳର ନେତାଙ୍କ ଉପରେ ଅଭିଯୋଗ କଲେ ସେଥିପାଇଁ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କୁ ଆରେଷ୍ଟ କରି ଜେଲରେ ରଖନ୍ତୁ 🙏🙏

  • @Jatrakingsambit
    @Jatrakingsambit 2 วันที่ผ่านมา +2

    ଆଉ ବିଜେପି ସରକାର ର ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଜନୀତି ରେ ଡ୍ରାମା ନକରି ଡ୍ରାମା ରେ ରୋଲ କରନ୍ତୁ ଭଲ ହେବ 👍

  • @manoranjanpanda1017
    @manoranjanpanda1017 2 วันที่ผ่านมา +1

    ନନା ମିଛ କହିବା ମହାପାପ । ନନା ପର କଥାରେ ଚାଲ ।

  • @gajendramajhi3718
    @gajendramajhi3718 2 วันที่ผ่านมา +2

    ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର

  • @brundabanrout9655
    @brundabanrout9655 2 วันที่ผ่านมา +2

    ଭଲ ଡ୍ରାମା କରିଲେ

  • @ashabiswasswain707
    @ashabiswasswain707 3 วันที่ผ่านมา +3

    Acting is very nice

  • @chandrasekharsahu7260
    @chandrasekharsahu7260 2 วันที่ผ่านมา +3

    Best dramabaz

  • @subhashrout99371
    @subhashrout99371 2 วันที่ผ่านมา +2

    Prata. Gote. Chora. Natak. Karuthila

  • @kubergagan1274
    @kubergagan1274 2 วันที่ผ่านมา +1

    Bhal heb jelegale

  • @jaykumardila7685
    @jaykumardila7685 ชั่วโมงที่ผ่านมา

    ମିଛୁଆ ନନା ବିଲୁଆ ନନା ଧାଇଛି ଡାକ୍ତରଖାନା

  • @sailendramohanty4619
    @sailendramohanty4619 วันที่ผ่านมา

    ମିଛୁଆ ନାମ। ଓଡ଼ିଶା ନାମ ବଦନାମ କଲ !

  • @dandapaniswainjayamaamanga772
    @dandapaniswainjayamaamanga772 วันที่ผ่านมา

    Police kichhi karibane

  • @dandapaniswainjayamaamanga772
    @dandapaniswainjayamaamanga772 วันที่ผ่านมา

    Ye Modi Sarkar sabu sambhab